< କଲସିଅ 3 >
1 ୧ କିରିସ୍ଟର୍ ସଙ୍ଗ୍ ମରିରଇଲାର୍ ପାଇ ଆରି ତାର୍ ସଙ୍ଗ୍ ନୁଆଜିବନ୍ ପାଇ ପର୍ମେସର୍ ତମ୍କେ ଉଟାଇଲାର୍ପାଇ ସର୍ଗେ ରଇବା ବିସଇ ଦେକ୍ତେରୁଆ । ତେଇ କିରିସ୍ଟ ପର୍ମେସରର୍ ଉଜାବାଟେ ବସିଆଚେ ।
ယဒိ ယူယံ ခြီၐ္ဋေန သာရ္ဒ္ဓမ် ဥတ္ထာပိတာ အဘဝတ တရှိ ယသ္မိန် သ္ထာနေ ခြီၐ္ဋ ဤၑွရသျ ဒက္ၐိဏပါရ္ၑွေ ဥပဝိၐ္ဋ အာသ္တေ တသျောရ္ဒ္ဓွသ္ထာနသျ ဝိၐယာန် စေၐ္ဋဓွံ၊
2 ୨ ଏ ଜଗତର୍ ବିସଇ ନ ବାବିକରି ସରଗର୍ ବିସଇ ଚିନ୍ତାକରା ।
ပါရ္ထိဝဝိၐယေၐု န ယတမာနာ ဦရ္ဒ္ဓွသ္ထဝိၐယေၐု ယတဓွံ၊
3 ୩ କାଇକେବଇଲେ ତମେ ମରିକରି ପର୍ମେସରର୍ ମୁଆଟେ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ ବିତାଇଲାସ୍ନି । ସେ ଜିବନ୍ ଲୁଚିକରିଆଚେ ।
ယတော ယူယံ မၖတဝန္တော ယုၐ္မာကံ ဇီဝိတဉ္စ ခြီၐ္ဋေန သာရ္ဒ္ဓမ် ဤၑွရေ ဂုပ္တမ် အသ္တိ၊
4 ୪ କିରିସ୍ଟ ଅଇଲାନି ତମର୍ ଜିବନ୍ । ସେ ବାଅଡ୍ଲାବେଲେ ତମେ ମିସା ସବୁର୍ ଦେକ୍ତେ ତାର୍ ମଇମାତେଇ ମିସ୍ସା ।
အသ္မာကံ ဇီဝနသွရူပး ခြီၐ္ဋော ယဒါ ပြကာၑိၐျတေ တဒါ တေန သာရ္ဒ္ဓံ ယူယမပိ ဝိဘဝေန ပြကာၑိၐျဓွေ၊
5 ୫ ତମର୍ ପାପର୍ ଗୁନ୍ଚଲନ୍ ଇସାବେ ଜେତ୍କି ସବୁ ପାପ୍ କାମ୍ କର୍ତେରଇଲାସ୍, ସେଟାମନ୍ ଆରି କରାନାଇ । ଜେନ୍ତାରି କି ବେସିଆ କାମ୍, ସୁକଲ୍ ନ ରଇବା ଚଲାଚଲ୍ତି, ଗାଗଡର୍ ଲାଲ୍ସାଅଇବାଟା, କାରାପ୍ ବିସଇ ମନ୍ କର୍ବାଟା, ଆରି ଲବ୍ ଅଇବାଟା, ଏ ସବୁ ବିସଇ ପୁତ୍ଲାମନ୍କେ ଜୁଆର୍ କର୍ବାଟା ସଙ୍ଗ୍ ସମାନ୍ ।
အတော ဝေၑျာဂမနမ် အၑုစိကြိယာ ရာဂး ကုတ္သိတာဘိလာၐော ဒေဝပူဇာတုလျော လောဘၑ္စဲတာနိ ရ္ပာထဝပုရုၐသျာင်္ဂါနိ ယုၐ္မာဘိ ရ္နိဟနျန္တာံ၊
6 ୬ ଏ ସବୁ କାମେ ବୁଡିକରି ଜନ୍ଲକ୍ମନ୍ ପର୍ମେସରର୍ କାତା ନ ମାନତ୍, ସେମନ୍କେ ତାର୍ ବଡ୍ ରିସା ଆଇସି ।
ယတ ဧတေဘျး ကရ္မ္မဘျ အာဇ္ဉာလင်္ဃိနော လောကာန် ပြတီၑွရသျ ကြောဓော ဝရ္တ္တတေ၊
7 ୭ ପୁର୍ବେ ତମେ ମିସା ଏ ସବୁ କାମେ ମିସି ରଇକରି ସେନ୍ତାରି ଚଲାଚଲ୍ତି କର୍ତେରଇଲାସ୍ ।
ပူရွွံ ယဒါ ယူယံ တာနျုပါဇီဝတ တဒါ ယူယမပိ တာနျေဝါစရတ;
8 ୮ ମାତର୍ ଏବେ ସେନ୍ତାରି ବିସଇ କରା ନାଇ । ଜେନ୍ତିକି ରିସା ଅଇବାଟା, ଇସାତଲା କର୍ବାଟା, ବିନ୍ଲକ୍କେ ଗିନ୍ କର୍ବାଟା, ନିନ୍ଦାକାତା କଇବାଟା, ଆରି ପିଟ୍ତେ କାତାକଇବାଟା ଚାଡିଦିଆସ୍ ।
ကိန္တွိဒါနီံ ကြောဓော ရောၐော ဇိဟိံသိၐာ ဒုရ္မုခတာ ဝဒနနိရ္ဂတကဒါလပၑ္စဲတာနိ သရွွာဏိ ဒူရီကုရုဓွံ၊
9 ୯ ନିଜର୍ ନିଜର୍ ବିତ୍ରେ ମିଚ୍ କାତା କୁଆବଲା ଉଆନାଇ । କାଇକେ ବଇଲେ ତମେ ପୁର୍ନା ଗୁନ୍ଚଲନର୍ ସବୁ ଅବିଆସ୍ ଚାଡିଦେଇକରି,
ယူယံ ပရသ္ပရံ မၖၐာကထာံ န ဝဒတ ယတော ယူယံ သွကရ္မ္မသဟိတံ ပုရာတနပုရုၐံ တျက္တဝန္တး
10 ୧୦ ନୁଆ ଚଲାଚଲ୍ତି ଆରାମ୍କରି ଆଚାସ୍ । ପର୍ମେସର୍ ତମ୍କେ ଦେଇରଇବା ଏ ନୁଆ ଚଲାଚଲ୍ତିତେଇ ତମେ ତାର୍ ବିସଇ ଅଦିକ୍ ଅଦିକ୍ ଜାନ୍ସା ଆରି ତାର୍ପାରା ଅଦିକ୍ ଅଦିକ୍ ଅଇଆଇସା ।
သွသြၐ္ဋုး ပြတိမူရ္တျာ တတ္တွဇ္ဉာနာယ နူတနီကၖတံ နဝီနပုရုၐံ ပရိဟိတဝန္တၑ္စ၊
11 ୧୧ ତମେ ଜିଉଦି ଲକ୍ ଉଆ କି ଜିଉଦି ନ ଅଇଲା ଲକ୍ ଉଆ, ସୁନତ୍ ଅଇଲାଲକ୍ କି ସୁନତ୍ ନ ଅଇଲା ଲକ୍, ଦାପ୍ରେ ରିସା ଅଇ ମାରିମରାଇବା ଲକ୍ କି ବିନ୍ ଦେସର୍ ଗତିଦାଙ୍ଗ୍ଡା କି ମୁକ୍ଲାଇଲା ଲକ୍, ସେଟା କାଇଟା ନଏଁ । ମାତର୍ କିରିସ୍ଟ ସବୁର୍ଟାନେ ଆଚେ ଆରି ସେ ଆକା ସବୁର୍ ଉପ୍ରେ ସାସନ୍ କଲାନି ।
တေန စ ယိဟူဒိဘိန္နဇာတီယယောၑ္ဆိန္နတွဂစ္ဆိန္နတွစော ရ္မ္လေစ္ဆသ္ကုထီယယော ရ္ဒာသမုက္တယောၑ္စ ကော'ပိ ဝိၑေၐော နာသ္တိ ကိန္တု သရွွေၐု သရွွး ခြီၐ္ဋ ဧဝါသ္တေ၊
12 ୧୨ ତେବେ ପର୍ମେସର୍ ତମ୍କେ ତାର୍ ଲକ୍ ଅଇବାକେ ବାଚିରଇଲାର୍ ପାଇ ଆରି ତମ୍କେ ଆଲାଦ୍ କରି ସୁକଲ୍ ଲକ୍ ଅଇବାକେ ବେଗ୍ଲାଇଲାର୍ ପାଇ, ଦୟା ଦେକାଇବାକେ, ଦରମ୍ ଅଇବାକେ, ନିଚ୍ ଅଇବାକେ, ସୁଆଲ୍ ଅଇବାକେ, ମୁର୍ଚିକରି ରଇବାକେ ଜାଗ୍ରତ୍ ଉଆ ।
အတဧဝ ယူယမ် ဤၑွရသျ မနောဘိလၐိတား ပဝိတြား ပြိယာၑ္စ လောကာ ဣဝ သ္နေဟယုက္တာမ် အနုကမ္ပာံ ဟိတဲၐိတာံ နမြတာံ တိတိက္ၐာံ သဟိၐ္ဏုတာဉ္စ ပရိဓဒ္ဓွံ၊
13 ୧୩ ତମର୍ ତମର୍ ବିତ୍ରେ ଦସ୍ ଦାରାଦାରି ଅଇ ବୁଲ୍କଲେ କେମା ଦିଆଦିଇ ଉଆ । ବିନ୍ ଲକର୍ ବିରଦ୍ କାତା ରଇଲେ ମୁର୍ଚିକରି କେମା ଦିଆଦିଇ ଉଆ । ମାପ୍ରୁ ତମ୍କେ କେମା ଦେଲାପାରା ତମର୍ ବିତ୍ରେ କେମା କରାକରି ଉଆ ।
ယူယမ် ဧကဲကသျာစရဏံ သဟဓွံ ယေန စ ယသျ ကိမပျပရာဓျတေ တသျ တံ ဒေါၐံ သ က္ၐမတာံ, ခြီၐ္ဋော ယုၐ္မာကံ ဒေါၐာန် ယဒွဒ် က္ၐမိတဝါန် ယူယမပိ တဒွတ် ကုရုဓွံ၊
14 ୧୪ ଏ ସବୁ ବିସଇ କରି ତମର୍ ବିତ୍ରେ ଆଲାଦ୍ କରାକରି ଉଆ । ସେନ୍ତାର୍ଆଲେ ତମେ ଗଟେକ୍ମନ୍ ଅଇକରି ରଇବାଟା ସିଦ୍ ଅଇସି ।
ဝိၑေၐတး သိဒ္ဓိဇနကေန ပြေမဗန္ဓနေန ဗဒ္ဓါ ဘဝတ၊
15 ୧୫ ତମେ ସବୁଲକ୍ ଗଟେକ୍ ଗାଗ୍ଡେ ରଇବା ବିନ୍ ବିନ୍ଟା ଅଇଲାର୍ ପାଇ, କର୍ବା ସବୁ କାମେ କିରିସ୍ଟ ତମ୍କେ ବାଟ୍ ଦେକାଅ । ସେ ତମ୍କେ ସାନ୍ତି ଦେଲା ଆଚେ । ତମେ ସାନ୍ତି ସଙ୍ଗ୍ ରଇବାକେ ସେ ତମ୍କେ ବାଚ୍ଲାଆଚେ । ଆରି ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
ယသျား ပြာပ္တယေ ယူယမ် ဧကသ္မိန် ၑရီရေ သမာဟူတာ အဘဝတ သေၑွရီယာ ၑာန္တိ ရျုၐ္မာကံ မနာံသျဓိတိၐ္ဌတု ယူယဉ္စ ကၖတဇ္ဉာ ဘဝတ၊
16 ୧୬ କିରିସ୍ଟର୍ ବାକିଅ ଦିଆନ୍କରି ଲାଗିରୁଆ । ତମର୍ ତମର୍ ବିତ୍ରେ ସିକିକରି ଜାଗ୍ରତ୍ ଅଇରୁଆ । ଏଟା ଗିଆନ୍ ସଙ୍ଗ୍ କରା । ଗିତ୍ ସଙ୍ଗିତା ବଇର୍ ଗିତ୍ମନ୍, ବିନ୍ ଗିତ୍ମନ୍ ଆରି ସୁକଲ୍ ଗିତ୍ମନ୍ କଇତେରୁଆ । ମନ୍ବିତ୍ରେ ଦନିଅବାଦ୍ କଇକରି ପର୍ମେସର୍କେ ଗିତ୍ କଇତେରୁଆ ।
ခြီၐ္ဋသျ ဝါကျံ သရွွဝိဓဇ္ဉာနာယ သမ္ပူရ္ဏရူပေဏ ယုၐ္မဒန္တရေ နိဝမတု, ယူယဉ္စ ဂီတဲ ရ္ဂာနဲး ပါရမာရ္ထိကသင်္ကီရ္တ္တနဲၑ္စ ပရသ္ပရမ် အာဒိၑတ ပြဗောဓယတ စ, အနုဂၖဟီတတွာတ် ပြဘုမ် ဥဒ္ဒိၑျ သွမနောဘိ ရ္ဂာယတ စ၊
17 ୧୭ ତମେ କାଇଟା ମିସା କଇଲେ କି କଲେ, ସେ ସବୁ ମାପ୍ରୁ ଜିସୁର୍ ନାଉଁଦାରି ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
ဝါစာ ကရ္မ္မဏာ ဝါ ယဒ် ယတ် ကုရုတ တတ် သရွွံ ပြဘော ရျီၑော ရ္နာမ္နာ ကုရုတ တေန ပိတရမ် ဤၑွရံ ဓနျံ ဝဒတ စ၊
18 ୧୮ ଏ ମାଇଜିମନ୍, ତମେ ନିଜର୍ ନିଜର୍ ମୁନୁସ୍ମନର୍ କାତା ମାନିକରି ରୁଆ । ଜିସୁ କିରିସ୍ଟର୍ ସଙ୍ଗ୍ ମିସିରଇଲାର୍ ପାଇ ଏନ୍ତାରି କର୍ବାଟା ନିକ ।
ဟေ ယောၐိတး, ယူယံ သွာမိနာံ ဝၑျာ ဘဝတ ယတသ္တဒေဝ ပြဘဝေ ရောစတေ၊
19 ୧୯ ଏ ମୁନୁସ୍ମନ୍, ତମେ ନିଜର୍ ନିଜର୍ ମାଇଜିମନ୍କେ ଆଲାଦ୍ କରି ଦରମ୍ ଉଆ ।
ဟေ သွာမိနး, ယူယံ ဘာရျျာသု ပြီယဓွံ တား ပြတိ ပရုၐာလာပံ မာ ကုရုဓွံ၊
20 ୨୦ ଏ ପିଲାଟକିମନ୍, ତମର୍ ଆୟାବାବାର୍ କାତା ମାନିକରି ରୁଆ । ସେଟା ପର୍ମେସର୍କେ ସାର୍ଦା କରାଇସି ।
ဟေ ဗာလား, ယူယံ သရွွဝိၐယေ ပိတြောရာဇ္ဉာဂြာဟိဏော ဘဝတ ယတသ္တဒေဝ ပြဘေား သန္တောၐဇနကံ၊
21 ୨୧ ଏ ଆୟା ବାବାମନ୍, ତମର୍ ପିଲାଟକିମନ୍କେ ସବୁବେଲେ ଲାଗିକରି ମନ୍ ବାଙ୍ଗାଆ ନାଇ ।
ဟေ ပိတရး, ယုၐ္မာကံ သန္တာနာ ယတ် ကာတရာ န ဘဝေယုသ္တဒရ္ထံ တာန် ပြတိ မာ ရောၐယတ၊
22 ୨୨ ଏ ଗତିଦାଙ୍ଗ୍ଡାମନ୍, ତମେ କରିରଇବା ସବୁକାମ୍ଟାନେ ତମର୍ ଜଗତେରଇବା ସାଉକାର୍ମନର୍ କାତା ମାନିକରି ରୁଆ । ସେମନ୍ ତମର୍ କାମ୍ ଦେକି ବଲ୍ ବଲ୍ବାକେ ନାଇ ମାତର୍ ମାପ୍ରୁକେ ଡରିକରି ସତ୍ ମନେ ରଇ ସବୁ କାମ୍ କରା ।
ဟေ ဒါသား, ယူယံ သရွွဝိၐယ အဲဟိကပြဘူနာမ် အာဇ္ဉာဂြာဟိဏော ဘဝတ ဒၖၐ္ဋိဂေါစရီယသေဝယာ မာနဝေဘျော ရောစိတုံ မာ ယတဓွံ ကိန္တု သရလာန္တးကရဏဲး ပြဘော ရ္ဘာတျာ ကာရျျံ ကုရုဓွံ၊
23 ୨୩ ତମେ ଜାଇଟା କଲେମିସା ପୁରାପୁରୁନ୍ ମନ୍, ଦିଆନ୍, ଜିବନ୍, ପରାନ୍ ଦେଇ ମାପ୍ରୁର୍ପାଇ କଲା ଇସାବେ କରା । ଲକ୍ମନର୍ ପାଇ କାମ୍ କଲାପାରା କରାନାଇ ।
ယစ္စ ကုရုဓွေ တတ် မာနုၐမနုဒ္ဒိၑျ ပြဘုမ် ဥဒ္ဒိၑျ ပြဖုလ္လမနသာ ကုရုဓွံ,
24 ୨୪ କାଇକେବଇଲେ ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି ଆରି ତାର୍ ଲକ୍ମନ୍କେ ସେ ଦେବି ବଲି କାତା ଦେଇରଇବା ସବୁ ଆସିର୍ବାଦ୍ ତମେ ପାଇସା ବଲି ଜାନିଆଚାସ୍ । ତମେ ସେବା କର୍ବା ସାଉକାର୍ କିରିସ୍ଟ, ବଲି ଏତାଇରୁଆ ।
ယတော ဝယံ ပြဘုတး သွရ္ဂာဓိကာရရူပံ ဖလံ လပ္သျာမဟ ဣတိ ယူယံ ဇာနီထ ယသ္မာဒ် ယူယံ ပြဘေား ခြီၐ္ဋသျ ဒါသာ ဘဝထ၊
25 ୨୫ ଜଦି କେ ମିସା ବୁଲ୍ କାମ୍ କରି ଲାଗିରଇଲେ, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ଆରି ସେ ସବୁଲକ୍କେ ସମାନ୍ ନାପ୍ବା ଡାଙ୍ଗ୍ସଙ୍ଗ୍ ବିଚାର୍ କର୍ସି ।
ကိန္တု ယး ကၑ္စိဒ် အနုစိတံ ကရ္မ္မ ကရောတိ သ တသျာနုစိတကရ္မ္မဏး ဖလံ လပ္သျတေ တတြ ကော'ပိ ပက္ၐပါတော န ဘဝိၐျတိ၊