< କଲସିଅ 2 >
1 ୧ କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
యుష్మాకం లాయదికేయాస్థభ్రాతృణాఞ్చ కృతే యావన్తో భ్రాతరశ్చ మమ శారీరికముఖం న దృష్టవన్తస్తేషాం కృతే మమ కియాన్ యత్నో భవతి తద్ యుష్మాన్ జ్ఞాపయితుమ్ ఇచ్ఛామి|
2 ୨ ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
ఫలతః పూర్ణబుద్ధిరూపధనభోగాయ ప్రేమ్నా సంయుక్తానాం తేషాం మనాంసి యత్ పితురీశ్వరస్య ఖ్రీష్టస్య చ నిగూఢవాక్యస్య జ్ఞానార్థం సాన్త్వనాం ప్రాప్నుయురిత్యర్థమహం యతే|
3 ୩ ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
యతో విద్యాజ్ఞానయోః సర్వ్వే నిధయః ఖ్రీష్టే గుప్తాః సన్తి|
4 ୪ କେ ମିସା କାତାର୍ ଚାଲାକିସଙ୍ଗ୍ ତମ୍କେ ନ ନାଡାଅତ୍ ବଲି ଆସାକରି ଏଟା ମୁଇ ତମ୍କେ ଲେକ୍ଲିନି । ସେମନ୍ କଇବା କାତା ସତ୍ପାରା ଲାଗ୍ଲେମିସା ନାଡାଇ ଉଆନାଇ ।
కోఽపి యుష్మాన్ వినయవాక్యేన యన్న వఞ్చయేత్ తదర్థమ్ ఏతాని మయా కథ్యన్తే|
5 ୫ କାଇକେବଇଲେ ଗାଗଡ୍ ଇସାବେ ମୁଇ ତମର୍ ସଙ୍ଗ୍ ନ ରଇଲେ ମିସା ଆତ୍ମା ଇସାବେ ଆଚି । ତମେ କିରିସ୍ଟକେ ଡାଟ୍ସଙ୍ଗ୍ ବିସ୍ବାସ୍ କଲାଟା ଆରି ଗଟେକ୍ ମନ୍ ଅଇରଇବାଟା ଦେକି ମୁଇ ବେସି ସାର୍ଦା ଅଇଲିନି ।
యుష్మత్సన్నిధౌ మమ శరీరేఽవర్త్తమానేఽపి మమాత్మా వర్త్తతే తేన యుష్మాకం సురీతిం ఖ్రీష్టవిశ్వాసే స్థిరత్వఞ్చ దృష్ట్వాహమ్ ఆనన్దామి|
6 ୬ ତେବେ ଜିସୁକିରିସ୍ଟକେ ତମର୍ ମାପ୍ରୁ ଇସାବେ ଜେନ୍ତି ବିସ୍ବାସ୍ କରିଆଚାସ୍, ସେନ୍ତାରି ତାର୍ସଙ୍ଗ୍ ମିସିକରି ରୁଆ ।
అతో యూయం ప్రభుం యీశుఖ్రీష్టం యాదృగ్ గృహీతవన్తస్తాదృక్ తమ్ అనుచరత|
7 ୭ କିରିସ୍ଟର୍ ବିସଇ ବିସ୍ବାସ୍ କରିରଇବା କବର୍ ଡାଟ୍ସଙ୍ଗ୍ ଦାରିରୁଆ । ତାର୍ ବିସଇ ଅଦିକ୍ ଅଦିକ୍ ସିକା ଆରି ବିସ୍ବାସେ ଡାଟ୍ ଉଆ । ଜେନ୍ତିକି ତମ୍କେ ସିକାଇଲାପାରା, ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
తస్మిన్ బద్ధమూలాః స్థాపితాశ్చ భవత యా చ శిక్షా యుష్మాభి ర్లబ్ధా తదనుసారాద్ విశ్వాసే సుస్థిరాః సన్తస్తేనైవ నిత్యం ధన్యవాదం కురుత|
8 ୮ କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।
సావధానా భవత మానుషికశిక్షాత ఇహలోకస్య వర్ణమాలాతశ్చోత్పన్నా ఖ్రీష్టస్య విపక్షా యా దర్శనవిద్యా మిథ్యాప్రతారణా చ తయా కోఽపి యుష్మాకం క్షతిం న జనయతు|
9 ୯ କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।
యత ఈశ్వరస్య కృత్స్నా పూర్ణతా మూర్త్తిమతీ ఖ్రీష్టే వసతి|
10 ୧୦ ଆରି ତମେ ତାର୍ ସଙ୍ଗ୍ ମିସିରଇଲାର୍ପାଇ ଆତ୍ମା ଇସାବେ ପୁରାପୁରୁନ୍ ଅଇଆଚାସ୍ । ବିନ୍ ବିନ୍ ବପୁ ଆରି ଅଦିକାର୍ ଉପ୍ରେ ରଇ, କିରିସ୍ଟର୍ ସାସନ୍ ବଡ୍ ।
యూయఞ్చ తేన పూర్ణా భవథ యతః స సర్వ్వేషాం రాజత్వకర్త్తృత్వపదానాం మూర్ద్ధాస్తి,
11 ୧୧ ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ ।
తేన చ యూయమ్ అహస్తకృతత్వక్ఛేదేనార్థతో యేన శారీరపాపానాం విగ్రసత్యజ్యతే తేన ఖ్రీష్టస్య త్వక్ఛేదేన ఛిన్నత్వచో జాతా
12 ୧୨ ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
మజ్జనే చ తేన సార్ద్ధం శ్మశానం ప్రాప్తాః పున ర్మృతానాం మధ్యాత్ తస్యోత్థాపయితురీశ్వరస్య శక్తేః ఫలం యో విశ్వాసస్తద్వారా తస్మిన్నేవ మజ్జనే తేన సార్ద్ధమ్ ఉత్థాపితా అభవత|
13 ୧୩ ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ ।
స చ యుష్మాన్ అపరాధైః శారీరికాత్వక్ఛేదేన చ మృతాన్ దృష్ట్వా తేన సార్ద్ధం జీవితవాన్ యుష్మాకం సర్వ్వాన్ అపరాధాన్ క్షమితవాన్,
14 ୧୪ ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା ।
యచ్చ దణ్డాజ్ఞారూపం ఋణపత్రమ్ అస్మాకం విరుద్ధమ్ ఆసీత్ తత్ ప్రమార్జ్జితవాన్ శలాకాభిః క్రుశే బద్ధ్వా దూరీకృతవాంశ్చ|
15 ୧୫ ସାସନ୍ କରି ଅଦିକାରେ ରଇବା ସବୁ କାରାପ୍ ଆତ୍ମାମନ୍କେ ସେ ଆରାଇଲା । କିରିସ୍ଟ କୁରୁସ୍କାଟେ ମଲାକେ, ସେ ସବୁ ସାସନ୍କାରିଆମନ୍କେ ଆରାଇଲା ବଲି ଦେକାଇଲା ।
కిఞ్చ తేన రాజత్వకర్త్తృత్వపదాని నిస్తేజాంసి కృత్వా పరాజితాన్ రిపూనివ ప్రగల్భతయా సర్వ్వేషాం దృష్టిగోచరే హ్రేపితవాన్|
16 ୧୬ ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।
అతో హేతోః ఖాద్యాఖాద్యే పేయాపేయే ఉత్సవః ప్రతిపద్ విశ్రామవారశ్చైతేషు సర్వ్వేషు యుష్మాకం న్యాయాధిపతిరూపం కమపి మా గృహ్లీత|
17 ୧୭ ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି ।
యత ఏతాని ఛాయాస్వరూపాణి కిన్తు సత్యా మూర్త్తిః ఖ్రీష్టః|
18 ୧୮ ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ ।
అపరఞ్చ నమ్రతా స్వర్గదూతానాం సేవా చైతాదృశమ్ ఇష్టకర్మ్మాచరన్ యః కశ్చిత్ పరోక్షవిషయాన్ ప్రవిశతి స్వకీయశారీరికభావేన చ ముధా గర్వ్వితః సన్
19 ୧୯ କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।
సన్ధిభిః శిరాభిశ్చోపకృతం సంయుక్తఞ్చ కృత్స్నం శరీరం యస్మాత్ మూర్ద్ధత ఈశ్వరీయవృద్ధిం ప్రాప్నోతి తం మూర్ద్ధానం న ధారయతి తేన మానవేన యుష్మత్తః ఫలాపహరణం నానుజానీత|
20 ୨୦ ତମେ କିରିସ୍ଟର୍ ସଙ୍ଗ୍ ମଲାର୍ପାଇ ଏ ଜଗତର୍ ସାସନ୍କାରିଆମନର୍ ଟାନେଅନି ମୁକ୍ଲିଆଚାସ୍ । ତେବେ ଏ ଜଗତେ ରଇବା ନିୟମ୍ମନ୍ ଏବେ ଜାକ କାଇକେ ମାନିଆଚାସ୍?
యది యూయం ఖ్రీష్టేన సార్ద్ధం సంసారస్య వర్ణమాలాయై మృతా అభవత తర్హి యై ర్ద్రవ్యై ర్భోగేన క్షయం గన్తవ్యం
21 ୨୧ ଏନ୍ତାରିଟାମନ୍ ଦାରାନାଇ କି କାଆନାଇ କି, ଏନ୍ତାରିଟାମନ୍ ଚିଆନାଇ ମିସା । ଏ ନିୟମ୍ମନ୍ କାଇକେ ମାନିକରି ଆଚାସ୍?
తాని మా స్పృశ మా భుంక్ష్వ మా గృహాణేతి మానవైరాదిష్టాన్ శిక్షితాంశ్చ విధీన్
22 ୨୨ ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
ఆచరన్తో యూయం కుతః సంసారే జీవన్త ఇవ భవథ?
23 ୨୩ ଏ ରକାମର୍ ନିୟମ୍ ବେସି ଗିଆନ୍ ରଇଲାପାରା ଡିସ୍ସି । ବାଦିଅକରି ଦୁତ୍ମନ୍କେ ଉପାସନା କର୍ବାଟାନେ ଆରି ଲକ୍ମନ୍କେ ଦେକାଇଅଇଲା ପାରା ନିଜ୍କେ ନିଚ୍କରି ଆରି ଗାଗଡ୍କେ କସ୍ଟ ଦେବା ବିସଇ ସିକାଇବାଇ । ମାତର୍ ଏ ସବୁ ନିୟମ୍ ଲକ୍ମନର୍ ପାପର୍ ଗୁନ୍ଚଲନ୍ ଜାଗ୍ରତ୍ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ ।
తే విధయః స్వేచ్ఛాభక్త్యా నమ్రతయా శరీరక్లేశనేన చ జ్ఞానవిధివత్ ప్రకాశన్తే తథాపి తేఽగణ్యాః శారీరికభావవర్ద్ధకాశ్చ సన్తి|