< କଲସିଅ 2 >
1 ୧ କାଇକେବଇଲେ ତମର୍ପାଇ, ଲାଉଦିକିଆର୍ ଲକ୍ମନ୍କେ ଆରି ଏବେ ଜେତ୍କି ଲକ୍ ମକେ ନ ଦେକିରଇଲାଇ, ସେ ସବୁଲକର୍ ପାଇ, ମୁଇ କେତେକ୍ କସ୍ଟ କଲିନି, ସେଟା ତମେ ଜାନା ବଲିକରି ମନ୍କଲିନି ।
Thi jeg vil, at I skulle vide, hvor stor en Kamp jeg har for eder og for dem i Laodikea og for alle, som ikke have set mit Aasyn i Kødet,
2 ୨ ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ ।
for at deres Hjerter maa opmuntres, idet de sammenknyttes i Kærlighed og til den fuldvisse Indsigts hele Rigdom, til Erkendelse af Guds Hemmelighed, Kristus,
3 ୩ ସେ ନିଜେ ଏ କବରର୍ ଅରତ୍ ବୁଜାଇପାର୍ସି । ସେଟା ଗଟେକ୍ ବେସି ମୁଲିଅ ରଇବା ବିସଇ ।
i hvem alle Visdommens og Kundskabens Skatte findes skjulte.
4 ୪ କେ ମିସା କାତାର୍ ଚାଲାକିସଙ୍ଗ୍ ତମ୍କେ ନ ନାଡାଅତ୍ ବଲି ଆସାକରି ଏଟା ମୁଇ ତମ୍କେ ଲେକ୍ଲିନି । ସେମନ୍ କଇବା କାତା ସତ୍ପାରା ଲାଗ୍ଲେମିସା ନାଡାଇ ଉଆନାଇ ।
Dette siger jeg, for at ingen skal bedrage eder med lokkende Tale.
5 ୫ କାଇକେବଇଲେ ଗାଗଡ୍ ଇସାବେ ମୁଇ ତମର୍ ସଙ୍ଗ୍ ନ ରଇଲେ ମିସା ଆତ୍ମା ଇସାବେ ଆଚି । ତମେ କିରିସ୍ଟକେ ଡାଟ୍ସଙ୍ଗ୍ ବିସ୍ବାସ୍ କଲାଟା ଆରି ଗଟେକ୍ ମନ୍ ଅଇରଇବାଟା ଦେକି ମୁଇ ବେସି ସାର୍ଦା ଅଇଲିନି ।
Thi om jeg ogsaa i Kødet er fraværende, saa er jeg dog i Aanden hos eder og glæder mig ved at se eders Orden og Fastheden i eders Tro paa Kristus.
6 ୬ ତେବେ ଜିସୁକିରିସ୍ଟକେ ତମର୍ ମାପ୍ରୁ ଇସାବେ ଜେନ୍ତି ବିସ୍ବାସ୍ କରିଆଚାସ୍, ସେନ୍ତାରି ତାର୍ସଙ୍ଗ୍ ମିସିକରି ରୁଆ ।
Derfor, ligesom I have modtaget Kristus Jesus, Herren, saa vandrer i ham,
7 ୭ କିରିସ୍ଟର୍ ବିସଇ ବିସ୍ବାସ୍ କରିରଇବା କବର୍ ଡାଟ୍ସଙ୍ଗ୍ ଦାରିରୁଆ । ତାର୍ ବିସଇ ଅଦିକ୍ ଅଦିକ୍ ସିକା ଆରି ବିସ୍ବାସେ ଡାଟ୍ ଉଆ । ଜେନ୍ତିକି ତମ୍କେ ସିକାଇଲାପାରା, ପର୍ମେସର୍କେ ଦନିଅବାଦ୍ ଦେଇତେରୁଆ ।
idet I ere rodfæstede og opbygges i ham og stadfæstes ved Troen, saaledes som I bleve oplærte, saa I vokse i den med Taksigelse.
8 ୮ କେ ମିସା ନିଜର୍ ଚାଲାକିକରି ପର୍ମେସରର୍ ବିସଇ ତିଆର୍କରି ରଇବାଟା ସଙ୍ଗ୍ ତମ୍କେ ପାନ୍ଦେ ନ ଲାଗାଅତ୍, ସେଟାର୍ପାଇ ଜାଗ୍ରତ୍ ଅଇରୁଆ । ସେମନ୍ ସିକାଇବାଟା କାଇ ଲଡାକେ ନ ଆସେ ଆରି ସେଟା ସତ୍ ବିସଇ ନଏଁ । ସେଟା ବିନ୍ ଲକର୍ଟାନେଅନି ସୁନି ସୁନି ଆଇବାଟା ଆରି ସେଟା ଏ ଜଗତ୍ ବିତ୍ରେ ରଇବା ନିୟମ୍ । ମାତର୍ କିରିସ୍ଟର୍ ବିସଇଟାନେ ରଇବା, ସତ୍ ସିକିଆ ନଏଁ ।
Ser til, at der ikke skal være nogen, som gør eder til Bytte ved den verdslige Visdom og tomt Bedrag efter Menneskers Overlevering, efter Verdens Børnelærdom og ikke efter Kristus;
9 ୯ କାଇକେବଇଲେ ନର୍ରୁପ୍ ଦାରିରଇବାବେଲେ ମିସା କିରିସ୍ଟ ପୁରାପୁରୁନ୍ ପର୍ମେସର୍ ରଇଲା ।
thi i ham bor Guddommens hele Fylde legemlig,
10 ୧୦ ଆରି ତମେ ତାର୍ ସଙ୍ଗ୍ ମିସିରଇଲାର୍ପାଇ ଆତ୍ମା ଇସାବେ ପୁରାପୁରୁନ୍ ଅଇଆଚାସ୍ । ବିନ୍ ବିନ୍ ବପୁ ଆରି ଅଦିକାର୍ ଉପ୍ରେ ରଇ, କିରିସ୍ଟର୍ ସାସନ୍ ବଡ୍ ।
og i ham have I eders Fylde, ham, som er Hovedet for al Magt og Myndighed;
11 ୧୧ ତମେ କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ସୁନତ୍ ଅଇଲାପାରା ଅଇଆଚାସ୍ । ଜେନ୍ତିକି ତମର୍ ପାପର୍ ଗୁନ୍ଚଲନେ ଅନି ମୁକ୍ଲିଆଚାସ୍ । ଗାଗଡ୍ ଇସାବେ ସୁନତ୍ ଅଇଆଚାସ୍ ବଲି ମୁଇ କଇନାଇ, ମାତର୍ କିରିସ୍ଟସେ ତମର୍ ପାପର୍ ଗୁନ୍ଚଲନେଅନି ମୁକ୍ଲାଇଆଚେ ।
i hvem I ogsaa ere blevne omskaarne med en Omskærelse, som ikke er gjort med Hænder, ved Afførelsen af Kødets Legeme, ved Kristi Omskærelse,
12 ୧୨ ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।
idet I bleve begravne med ham i Daaben, i hvilken I ogsaa bleve medoprejste ved Troen paa Guds Virkekraft, som oprejste ham fra de døde.
13 ୧୩ ତମେ ଜିଉଦି ନ ଅଇଲା ଲକ୍ମନ୍ ପର୍ମେସରର୍ ନିୟମ୍ ନ ମାନ୍ଲାର୍ପାଇ ତାର୍ଟାନେଅନି ବେଗ୍ଲି ରଇଲାସ୍ । ଆରି ତମର୍ ପାପର୍ ଗୁନ୍ଚଲନର୍ ବପୁଅନି ମୁକ୍ଲି ନ ରଇଲାସ୍ । ମାତର୍ ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଗଟେକ୍ ନୁଆ ଜିବନ୍ କରି ତମ୍କେ ଉଟାଇଆଚେ । ସେ ଆମର୍ ସବୁ ପାପ୍ କେମାକରି ଦେଲାଆଚେ ।
Ogsaa eder, som vare døde i eders Overtrædelser og eders Køds Forhud, eder gjorde han levende tillige med ham, idet han tilgav os alle vore Overtrædelser
14 ୧୪ ଆମେ କରିରଇବା ସବୁ ପାପ୍ ଲେକାଅଇରଇବା ଚିଟିପତର୍ ଜନ୍ଟା କି ଆମ୍କେ ଦସିକରିରଇଲା, ସେ ସବୁ ପର୍ମେସର୍ ଲିବାଇଦେଲା । ଲେକ୍ଲାଟାମନ୍ କୁରୁସ୍କାଟେ କୁଟି ମାରି କୁରୁପ୍ନାସ୍ କଲା ।
og udslettede det imod os rettede Gældsbrev med dets Befalinger, hvilket gik os imod, og han har taget det bort ved at nagle det til Korset;
15 ୧୫ ସାସନ୍ କରି ଅଦିକାରେ ରଇବା ସବୁ କାରାପ୍ ଆତ୍ମାମନ୍କେ ସେ ଆରାଇଲା । କିରିସ୍ଟ କୁରୁସ୍କାଟେ ମଲାକେ, ସେ ସବୁ ସାସନ୍କାରିଆମନ୍କେ ଆରାଇଲା ବଲି ଦେକାଇଲା ।
efter at have afvæbnet Magterne og Myndighederne, stillede han dem aabenlyst til Skue, da han i ham førte dem i Sejrstog.
16 ୧୬ ତେବର୍ପାଇ ତମର୍ କାଇବା, ପିଇବା, ବିସଇ ଅ କି ତାକର୍ କେତେଟା ପରବ୍ଚନ୍ଦ୍ଟାନେ କି ଉଆଁସ୍ରାତି ବେଲେ କି ବିସ୍ରାମ୍ବାରେ ତମେ ମିସାସ୍ନାଇ, ବଲି କାକେ ବିଚାର୍ କର୍ବାକେ ଦିଆସ୍ନାଇ ।
Lad derfor ingen dømme eder for Mad eller for Drikke eller i Henseende til Højtid eller Nymaane eller Sabbat,
17 ୧୭ ଏ ସବୁ ନିୟମ୍ ପର୍ମେସର୍ ଆମ୍କେ ଦେବିବଲି କାତାଦେଇରଇବା ବିସଇର୍ ଚିନ୍ । ଏ ସବୁ ନିୟମର୍ ଚିନ୍ କିରିସ୍ଟର୍ଟାନେ ପୁରାପୁରୁନ୍ ସିଦ୍ ଅଇସି ।
hvilket er en Skygge af det, som skulde komme, men Legemet er Kristi.
18 ୧୮ ନିଜ୍କେ ନିଚ୍କରି ସେମନ୍ ଉପାସନା କଲାପାରା ଦୁତ୍ମନ୍କେ ଉପାସନା କର୍ବାକେ, କାକେମିସା ବାଦିଅ କର୍ବାକେ ଦିଆସ୍ନାଇ । ସେନ୍ତାର୍କଲେ ପର୍ମେସର୍ କାତାଦେଇରଇବା ପୁରୁସ୍କାର୍ ତମ୍କେ ନ ମିଲେ । ସେନ୍ତାରି ସିକାଇବା ଗଟେକ୍ଲକ୍, ପର୍ମେସର୍ଟାନେ ଅନି ଦର୍ସନ୍ ଦେକିଆଚି ବଲିକରି ଅଦିକାର୍ ସଙ୍ଗ୍ ସିକାଇଲାନି । ସେ ତାର୍ ଚାଲାକିସଙ୍ଗ୍ ନିଜେ ତିଆର୍କରିରଇବା ବିସଇର୍ ଲାଗି ବଡ୍ପନ୍ ଅଇସି, ମାତର୍ ସତଇସେ ସେନ୍ତାରି ବଡ୍ପନ୍ ଅଇବାକେ କାଇଟାମିସା ନାଇ ।
Lad ingen frarøve eder Sejrsprisen, idet han finder Behag i Ydmyghed og Dyrkelse af Englene, idet han indlader sig paa, hvad han har set i Syner, forfængeligt opblæst af sit kødelige Sind,
19 ୧୯ କିରିସ୍ଟର୍ ବିସଇଟାନେ ରଇବା ସତ୍ ସିକିଆ ଚାଡିଦେଲାଇ ଆଚତ୍ । କିରିସ୍ଟ ଜେ କି ଗାଗଡର୍ ମୁଣ୍ଡ୍ ଅଇଆଚେ । ମୁଣ୍ଡ୍ ଜେନ୍ତାର୍କି ଗାଗଡ୍କେ ବାଟ୍ ଦେକାଇସି, ସେନ୍ତାରିସେ ତାର୍ ଲକ୍ମନ୍ ଗଟେକ୍ ଅଇରଇବାକେ କିରିସ୍ଟ ବାଟ୍ ଦେକାଇସି । ଗାଗଡର୍ ସନ୍ଦି ଆରି ଚିର୍ ଗାଗଡ୍କେ ଗଟେକ୍ କରି ସଙ୍ଗଇଲାପାରା । ଆରି ପର୍ମେସର୍ ମନ୍କଲାପାରା ସେଟା ବଡ୍ସି ।
og ikke holder fast ved Hovedet, ud fra hvem hele Legemet, idet det hjælpes og sammenknyttes ved sine Bindeled og Baand, vokser Guds Vækst.
20 ୨୦ ତମେ କିରିସ୍ଟର୍ ସଙ୍ଗ୍ ମଲାର୍ପାଇ ଏ ଜଗତର୍ ସାସନ୍କାରିଆମନର୍ ଟାନେଅନି ମୁକ୍ଲିଆଚାସ୍ । ତେବେ ଏ ଜଗତେ ରଇବା ନିୟମ୍ମନ୍ ଏବେ ଜାକ କାଇକେ ମାନିଆଚାସ୍?
Naar I med Kristus ere døde fra Verdens Børnelærdom, hvorfor lade I eder da paalægge Befalinger, som om I levede i Verden:
21 ୨୧ ଏନ୍ତାରିଟାମନ୍ ଦାରାନାଇ କି କାଆନାଇ କି, ଏନ୍ତାରିଟାମନ୍ ଚିଆନାଇ ମିସା । ଏ ନିୟମ୍ମନ୍ କାଇକେ ମାନିକରି ଆଚାସ୍?
„Tag ikke, smag ikke, rør ikke derved!‟
22 ୨୨ ଏ ସବୁଜାକ ନିୟମ୍ ମାନିକରି ଚାଲ୍ଲେ ତମ୍କେ କାଇ ଲଡାକେ ନ ଆସେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍କଲାଟା ।
(hvilket alt er bestemt til at forgaa ved at forbruges) efter Menneskenes Bud og Lærdomme?
23 ୨୩ ଏ ରକାମର୍ ନିୟମ୍ ବେସି ଗିଆନ୍ ରଇଲାପାରା ଡିସ୍ସି । ବାଦିଅକରି ଦୁତ୍ମନ୍କେ ଉପାସନା କର୍ବାଟାନେ ଆରି ଲକ୍ମନ୍କେ ଦେକାଇଅଇଲା ପାରା ନିଜ୍କେ ନିଚ୍କରି ଆରି ଗାଗଡ୍କେ କସ୍ଟ ଦେବା ବିସଇ ସିକାଇବାଇ । ମାତର୍ ଏ ସବୁ ନିୟମ୍ ଲକ୍ମନର୍ ପାପର୍ ଗୁନ୍ଚଲନ୍ ଜାଗ୍ରତ୍ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ ।
thi alt dette har Ord for Visdom ved selvgjort Dyrkelse og Ydmyghed og Skaanselsløshed imod Legemet, ikke ved noget, som er Ære værd, kun lil Tilfredsstillelse af Kødet.