< କଲସିଅ 1 >

1 ଏ ଚିଟି ମୁଇ ପାଉଲ୍‌ ଆରି ବିସ୍‌ବାସର୍‌ ଲାଗି ଆମର୍‌ ବାଇଅଇରଇବା ତିମତି ମିସି ଲେକ୍‌ଲୁନି । ପର୍‌ମେସର୍‌ ମକେ ବାଚ୍‌ଲାର୍‌ପାଇ ମୁଇ ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇଆଚି ।
Paolo, apostolo di Cristo Gesù per volontà di Dio, e il fratello Timòteo,
2 କଲସି ନଅରେ ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍‌ ବିସ୍‌ବାସ୍‌ ରଇବା ବାଇବଇନିମନ୍‌ ଆରି କିରିସ୍‌ଟର୍‌ ସଙ୍ଗ୍‍ ମିସିଆଚାସ୍‌ । ଆମର୍‌ ବାବା ପର୍‌ମେସର୍‌ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
ai santi e fedeli fratelli in Cristo dimoranti in Colossi grazia a voi e pace da Dio, Padre nostro!
3 ଆମେ ତମର୍‌ପାଇ ପାର୍‌ତନା କଲାବେଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି ।
Noi rendiamo continuamente grazie a Dio, Padre del Signore nostro Gesù Cristo, nelle nostre preghiere per voi,
4 କାଇକେବଇଲେ ମାପ୍‌ରୁ ଜିସୁକିରିସ୍‌ଟର୍‍ ତେଇ ରଇବା ତମର୍‌ ବିସ୍‌ବାସ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ପାଇ ରଇବା ତମର୍‌ ଆଲାଦର୍‍ ବିସଇ ଆମେ ସୁନିଆଚୁ ।
per le notizie ricevute della vostra fede in Cristo Gesù, e della carità che avete verso tutti i santi,
5 ତମେ ପର୍‌ତୁମ୍‌ ସୁବ୍‌ କବରର୍‌ ବିସଇ ସୁନ୍‌ଲାବେଲେ, ସୁବ୍‌କବରେ ରଇବା ଆସାକର୍‌ବା ବିସଇ ଜାନିରଇଲାସ୍‌ । ତେବର୍‌ପାଇ ତମେ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲକ୍‌ମନ୍‍କେ ଆଲାଦ୍‌ କର୍‍ତେ ରଇଲାସ୍‍ । ତମର୍‌ପାଇ ସର୍‌ଗେ ତିଆର୍‌ ଅଇରଇବା ପୁରୁସ୍‌କାର୍‌ ଆସାକରି ଏନ୍ତାରି କଲାସ୍‌ ।
in vista della speranza che vi attende nei cieli. Di questa speranza voi avete gia udito l'annunzio dalla parola di verità del vangelo
6 ଗୁଲାଇ ଜଗତର୍‌ କେତେକ୍‌ କେତେକ୍‌ ଲକ୍‌ମନ୍‌ ଏ ସୁବ୍‌କବର୍‌ ବିସ୍‌ବାସ୍‌କରି ତାକର୍‌ ମନ୍‌ ବାଦ୍‌ଲାଇଲାଇନି । ତମେ ସୁବ୍‌କବର୍‌ ସୁନ୍‌ଲା ପର୍‌ତୁମ୍‌ ଦିନେଅନି ତମର୍‌ ବିତ୍‌ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍‌ମେସର୍‌ ଜିବନ୍‌ ଦୁକାଇଲା ସତ୍‌ ବିସଇ ତମେ ପୁରାପୁରୁନ୍‌ ଜାନିରଇଲାସ୍‌ ।
che è giunto a voi, come pure in tutto il mondo fruttifica e si sviluppa; così anche fra voi dal giorno in cui avete ascoltato e conosciuto la grazia di Dio nella verità,
7 ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲା ବିସଇ ଆମର୍‌ ଆଲାଦର୍‌ ଗତିଦାଙ୍ଗ୍‌ଡା ଏପାପରାସ୍‌ ତମ୍‌କେ ସିକାଇରଇଲା । ଆମର୍‌ ବାଦୁଲେ ସେ ବିସ୍‌ବାସ୍‌ ରଇକରି କିରିସ୍‌ଟକେ ସେବାକଲାନି ।
che avete appresa da Epafra, nostro caro compagno nel ministero; egli ci supplisce come un fedele ministro di Cristo,
8 ପର୍‌ମେସର୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ତମ୍‌କେ ସୁକଲ୍‌ଆତ୍‌ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍‌ ଆମ୍‌କେ ଜାନାଇଆଚେ ।
e ci ha pure manifestato il vostro amore nello Spirito.
9 ଆମେ ତମର୍‌ ବିସଇର୍‍ ଏ ନିକ କବର୍‌ ସୁନିକରି, ତମର୍‌ପାଇ ପାର୍‌ତନା କରିଲାଗିଆଚୁ । ତାର୍‌ ସୁକଲ୍‌ଆତ୍‌ମାଇଅନି ପାଇରଇବା ଗିଆନ୍‌ ଆରି ବୁଜ୍‌ବା ବପୁସଙ୍ଗ୍‍ ସେ ମନ୍‌କଲାଟା ତମେ ପୁରାପୁରୁନ୍‌ ଜାନିପାର୍‌ସା ବଲି ଆମେ ମାପ୍‌ରୁକେ ଗୁଆରି କଲୁନି ।
Perciò anche noi, da quando abbiamo saputo questo, non cessiamo di pregare per voi, e di chiedere che abbiate una conoscenza piena della sua volontà con ogni sapienza e intelligenza spirituale,
10 ୧୦ ତେବର୍‌ପାଇ ତମେ ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତିକରି ସେ ମନ୍‌କଲାପାରା ଜିଉନାକାଉନା କର୍‌ସା । ବିନ୍‌ ଲକ୍‌ମନ୍‌କେ ସାଇଜ କରିଲାଗିରଇସା ଆରି ପର୍‌ମେସରର୍‌ ବିସଇ ଜାନ୍‌ବାକେ ଅଦିକ୍‌ ଅଦିକ୍‌ ବଡିଆଇସା ।
perché possiate comportarvi in maniera degna del Signore, per piacergli in tutto, portando frutto in ogni opera buona e crescendo nella conoscenza di Dio;
11 ୧୧ ତାର୍‌ ବଡ୍‌ ବପୁସଙ୍ଗ୍‍ ନିଜେ ବପୁଅଇ ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚିକରି ରଇପାର୍‌ସା ।
rafforzandovi con ogni energia secondo la potenza della sua gloria, per poter essere forti e pazienti in tutto;
12 ୧୨ ବାବା ପର୍‌ମେସର୍‌ ଉଜଲର୍‌ ରାଇଜେ ତାର୍‌ ଲକ୍‌ମନର୍‌ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍‌ବାକେ ସେ ତମ୍‌କେ ବାଚ୍‌ଲା ଆଚେ । ସେଟାର୍‌ପାଇ ସାର୍‌ଦା ସଙ୍ଗ୍‍ ତାକେ ଦନିଅବାଦ୍‌ ଦେଇସା ।
ringraziando con gioia il Padre che ci ha messi in grado di partecipare alla sorte dei santi nella luce.
13 ୧୩ ସେ ଆମ୍‌କେ ଆନ୍ଦାରର୍‌ ବପୁତେଇଅନି ମୁକ୍‌ଲାଇକରି ତାର୍‌ ଆଲାଦର୍‌ ପଅର୍‌ ରାଇଜେ ଡାକିଆନିଆଚେ ।
E' lui infatti che ci ha liberati dal potere delle tenebre e ci ha trasferiti nel regno del suo Figlio diletto,
14 ୧୪ ତାର୍‌ ପଅର୍‌ଲାଗି ସେ ଆମ୍‌କେ ମୁକ୍‌ଲାଇକରି ଆମର୍‌ ସବୁ ପାପ୍‌ କେମା କରିଦେଲାଆଚେ ।
per opera del quale abbiamo la redenzione, la remissione dei peccati.
15 ୧୫ କିରିସ୍‌ଟ ନ ଡିସ୍‌ବା ପର୍‌ମେସରର୍‌ ସମାନ୍‌ ବାନିମୁର୍‌ତି ଆଚେ । ତିଆର୍‌ କରିରଇବା ସବୁର୍‌ ଉପ୍‌ରେ, ପର୍‌ତୁମ୍‌ ଜନମ୍‌ ଅଇଲା ପଅ ଇସାବେ, ତାର୍‌ ଅଦିକାର୍‌ ଆଚେ ।
Egli è immagine del Dio invisibile, generato prima di ogni creatura;
16 ୧୬ କାଇକେବଇଲେ ପର୍‌ମେସର୍‌ ତାର୍‌ଟାନେଅନି ସବୁ ବିସଇ ତିଆର୍‌କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍‌ଗେ ରଇବାଟା ସବୁଜାକ, ଡିସ୍‌ବାଟା ଆରି ନ ଡିସ୍‌ବାଟା, ବପୁରଇ ସାସନ୍‌ କର୍‌ବା ଦୁତ୍‌ମନ୍‌ ଆରି ଆତ୍‌ମା ରଇବାଟାମନ୍‌ । କିରିସ୍‌ଟର୍‌ତେଇଅନି ସବୁ ବିସଇ ତିଆର୍‌ କରିରଇଲା ଆରି ତାର୍‌ଲାଗିସେ ସବୁ ବଁଚିଆଚତ୍‌ ।
poiché per mezzo di lui sono state create tutte le cose, quelle nei cieli e quelle sulla terra, quelle visibili e quelle invisibili: Troni, Dominazioni, Principati e Potestà. Tutte le cose sono state create per mezzo di lui e in vista di lui.
17 ୧୭ କାଇଟା ତିଆର୍‌ ନ ଅଇତେ ସେ ରଇଲା, ଆରି ତାର୍‌ଟାନେ ସବୁ ବିସଇ ମିସିକରି ଚାଲ୍‌ତେରଇସି ।
Egli è prima di tutte le cose e tutte sussistono in lui.
18 ୧୮ ମଣ୍ଡଲି ଅଇଲାନି ତାର୍‌ ଗାଗଡ୍‌ ଆରି ସେ ମଣ୍ଡଲିର୍‌ ମୁଣ୍ଡ୍‌ । ମୁଣ୍ଡ୍‌ ଗାଗଡ୍‌କେ ସାସନ୍‌ କଲାପାରା, ସେ ମଣ୍ଡଲିକେ ସାସନ୍‌ କଲାନି । ତାକେସେ ପର୍‌ମେସର୍‌ ମରନେଅନି ପର୍‌ତୁମ୍‌ ଉଟାଇରଇଲା । ଜେନ୍ତିକି କିରିସ୍‌ଟ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି ।
Egli è anche il capo del corpo, cioè della Chiesa; il principio, il primogenito di coloro che risuscitano dai morti, per ottenere il primato su tutte le cose.
19 ୧୯ କାଇକେବଇଲେ ପର୍‌ମେସର୍‌ ତାର୍‌ ପଅକେ ତାର୍‌ ପୁରାପୁରୁନ୍‌ ଗୁନ୍‌ଚଲନ୍‌ସଙ୍ଗ୍‍ ରଅ ବଲି ଟିକ୍‌ କରିରଇଲା ।
Perché piacque a Dio di fare abitare in lui ogni pienezza
20 ୨୦ ଆରି କିରିସ୍‌ଟର୍‌ଟାନେଅନି ସେ ତିଆର୍‌ କରିରଇବା ସବୁଜାକ, ତାର୍‌ଟାନେ ବାଉଡାଇ ଆନ୍‌ବି ବଲି ଟିକ୍‌ କରିରଇଲା । ଦର୍‌ତନିଟାନେ ରଇବାଟା ଅ କି ସର୍‌ଗେ ରଇବାଟା ଅ । ତାର୍‌ ପଅ କୁରୁସ୍‌କାଟେ ମରି ବନି ଜରାଇଲାର୍‌ପାଇ ସବୁ ବିସଇ ତାର୍‌ଟାନେ ସାନ୍ତିଅଇ ରଇସି ।
e per mezzo di lui riconciliare a sé tutte le cose, rappacificando con il sangue della sua croce, cioè per mezzo di lui, le cose che stanno sulla terra e quelle nei cieli.
21 ୨୧ ଗଟେକ୍‌ ବେଲାଇ ତମେ ପର୍‌ମେସରର୍‌ ଟାନେଅନି ବେଗ୍‌ଲି ରଇଲାସ୍‌ । ତମେ କରିରଇବା ଆରି ମନେ ବାବିରଇବା କାରାପ୍‌ ବିସଇର୍‌ ଲାଗି ତାର୍‌ ସତ୍‌ରୁ ଅଇରଇଲାସ୍‌ ।
E anche voi, che un tempo eravate stranieri e nemici con la mente intenta alle opere cattive che facevate,
22 ୨୨ ମାତର୍‌ ଏବେ କିରିସ୍‌ଟ ନର୍‌ ରୁପ୍‌ ନେଇ ମଲାର୍‌ ପାଇ ସେ ତମ୍‌କେ ତାର୍‌ ମୁଆଟେ ସାନ୍ତି ସଙ୍ଗ୍‍ ଆଇବାକେ ଟିକ୍‌ କଲାଆଚେ । ତମେ ତାର୍‌ ମୁଆଟେ ଟିଆଅଇଲାବେଲେ ତମ୍‌କେ ପୁରାପୁରୁନ୍‌ ସୁକଲ୍‌ ଇସାବେ କାଇ ପାପ୍‌ ନ କରି, କାଇ ନିନ୍ଦା ନ ରଇଲା ଲକର୍‌ପାରା ସେ ଦେକ୍‌ସି ।
ora egli vi ha riconciliati per mezzo della morte del suo corpo di carne, per presentarvi santi, immacolati e irreprensibili al suo cospetto:
23 ୨୩ ତମେ ବିସ୍‌ବାସ୍‌ କରିଲାଗିରଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି । ସୁବ୍‌ କବର୍‌ଟାନେ ମାପ୍‌ରୁ ଜନ୍‌ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍‌କେ କେ ମିସା ନ ତେବାଅତ୍‌ । ଏ କବର୍‌ ତମେ ଆଗ୍‌ତୁ ସୁନିସାରାଇଆଚାସ୍‌ । ଆରି ଜଗତର୍‌ ଗୁଲାଇଲକ୍‌କେ ଜାନାଇଅଇଆଚେ । ଏ ସୁବ୍‌ କବର୍‌ ଜାନାଇବାକେ ମୁଇ ପାଉଲ୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
purché restiate fondati e fermi nella fede e non vi lasciate allontanare dalla speranza promessa nel vangelo che avete ascoltato, il quale è stato annunziato ad ogni creatura sotto il cielo e di cui io, Paolo, sono diventato ministro.
24 ୨୪ ଏବେ ମୁଇ ସାର୍‌ଦାଅଇଆଚି । କାଇକେବଇଲେ ଜେତ୍‌କି ଦୁକ୍‌କସ୍‌ଟ ମୁଇ ମୁର୍‌ଚିକରିଆଚି, ସେଟା ତମର୍‌ ନିକପାଇ । ତାର୍‌ ବାଦୁଲେ ରଇକରି ଜେତ୍‌କି ଦୁକ୍‌କସ୍‌ଟ ମକେ ମୁରଚ୍‌ବାକେ କିରିସ୍‌ଟ ମନ୍‌ କଲାନି, ସେଟା ସବୁ ସାର୍‌ଦାସଙ୍ଗ୍‍ କଲିନି । ତାର୍‌ ଗାଗଡ୍‌ ପାରା ରଇବା ତାର୍‌ ମଣ୍ଡଲିର୍‌ ନିକପାଇ ମୁଇ ସେଟା କଲିନି ।
Perciò sono lieto delle sofferenze che sopporto per voi e completo nella mia carne quello che manca ai patimenti di Cristo, a favore del suo corpo che è la Chiesa.
25 ୨୫ ପର୍‌ମେସର୍‌ ମକେ ମଣ୍ଡଲିର୍‌ ଗତିଦାଙ୍ଗ୍‌ଡା କରିଆଚେ । ତମ୍‌କେ ସାଇଜ କର୍‌ବାକେ ସେ ମକେ ବାଚିଆଚେ । ତାର୍‌ କବର୍‌ ତମ୍‌କେ ପୁରାପୁରୁନ୍‌ ଜାନାଇବାଟା ଅଇଲାନି ମର୍‌ କାମ୍‌ ।
Di essa sono diventato ministro, secondo la missione affidatami da Dio presso di voi di realizzare la sua parola,
26 ୨୬ ପୁର୍‌ବେ ବଁଚିରଇବା ସବୁଲକର୍‌ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍‌ ଏବେ ସେଟା ତାର୍‌ ଲକ୍‌ମନ୍‌କେ ସେ ଜାନାଇଆଚେ । (aiōn g165)
cioè il mistero nascosto da secoli e da generazioni, ma ora manifestato ai suoi santi, (aiōn g165)
27 ୨୭ ଜିଉଦି ନ ଅଇଲା ଲକ୍‌ମନର୍‌ ପାଇ ସେ ଟିକ୍‌ କରିରଇବା ମଇମାସଙ୍ଗର୍‌ ଜଜ୍‌ନା ତାର୍‌ ଲକ୍‌ମନ୍‌କେ ଜାନାଇବାକେ ପର୍‌ମେସର୍‌ ଟିକ୍‌କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍‌ମନର୍‌ଟାନେମିସା କିରିସ୍‌ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍‌ ମଇମା ତମେମିସା ପାଇସା ବଲି ଜାନିରୁଆ ।
ai quali Dio volle far conoscere la gloriosa ricchezza di questo mistero in mezzo ai pagani, cioè Cristo in voi, speranza della gloria.
28 ୨୮ କିରିସ୍‌ଟର୍‌ ବିସଇ ରଇବା ଏ କବର୍‌ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍‌ରତ୍‌ କରାଇ, ସେ ଆମ୍‌କେ ଦେଇରଇବା ଗିଆନ୍‌ ସଙ୍ଗ୍‍ ସିକାଇଲୁନି । ଜେନ୍ତାରିକି ସେମନ୍‌ ତାର୍‌ ମୁଆଟେ ଟିଆଅଇଲାବେଲେ କିରିସ୍‌ଟର୍‌ସଙ୍ଗ୍‍ ମିସିରଇଲା ସବୁଲକ୍‌ ପୁରାପୁରୁନ୍‌ ସିଦ୍‌ ଅଇରଇବାଇ ।
E' lui infatti che noi annunziamo, ammonendo e istruendo ogni uomo con ogni sapienza, per rendere ciascuno perfetto in Cristo.
29 ୨୯ ଏ କାମ୍‌ ମୁଇ ପୁରାପୁରୁନ୍‌ କର୍‌ବାକେ ମକେ କିରିସ୍‌ଟ ଦେଇରଇବା ବଡ୍‌ ବପୁସଙ୍ଗ୍‍ ଆବଡ୍‌ ଅଇ କଲିନି ।
Per questo mi affatico e lotto, con la forza che viene da lui e che agisce in me con potenza.

< କଲସିଅ 1 >