< କଲସିଅ 1 >

1 ଏ ଚିଟି ମୁଇ ପାଉଲ୍‌ ଆରି ବିସ୍‌ବାସର୍‌ ଲାଗି ଆମର୍‌ ବାଇଅଇରଇବା ତିମତି ମିସି ଲେକ୍‌ଲୁନି । ପର୍‌ମେସର୍‌ ମକେ ବାଚ୍‌ଲାର୍‌ପାଇ ମୁଇ ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇଆଚି ।
Παῦλος ἀπόστολος Ἰησοῦ Χριστοῦ διὰ θελήματος Θεοῦ, καὶ Τιμόθεος ὁ ἀδελφός,
2 କଲସି ନଅରେ ରଇବା ପର୍‌ମେସରର୍‌ ଲକ୍‌ମନ୍‌ ତମ୍‌କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍‌ ବିସ୍‌ବାସ୍‌ ରଇବା ବାଇବଇନିମନ୍‌ ଆରି କିରିସ୍‌ଟର୍‌ ସଙ୍ଗ୍‍ ମିସିଆଚାସ୍‌ । ଆମର୍‌ ବାବା ପର୍‌ମେସର୍‌ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
τοῖς ἐν Κολοσσαῖς ἁγίοις καὶ πιστοῖς ἀδελφοῖς ἐν Χριστῷ· χάρις ὑμῖν καὶ εἰρήνη ἀπὸ Θεοῦ πατρὸς ἡμῶν καὶ Κυρίου Ἰησοῦ Χριστοῦ.
3 ଆମେ ତମର୍‌ପାଇ ପାର୍‌ତନା କଲାବେଲେ ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବାବା ପର୍‌ମେସର୍‌କେ ଦନିଅବାଦ୍‌ ଦେଲୁନି ।
Εὐχαριστοῦμεν τῷ Θεῷ καὶ πατρὶ τοῦ Κυρίου ἡμῶν Ἰησοῦ Χριστοῦ, πάντοτε περὶ ὑμῶν προσευχόμενοι,
4 କାଇକେବଇଲେ ମାପ୍‌ରୁ ଜିସୁକିରିସ୍‌ଟର୍‍ ତେଇ ରଇବା ତମର୍‌ ବିସ୍‌ବାସ୍‌ ଆରି ପର୍‌ମେସରର୍‌ ଲକ୍‌ମନର୍‌ ପାଇ ରଇବା ତମର୍‌ ଆଲାଦର୍‍ ବିସଇ ଆମେ ସୁନିଆଚୁ ।
ἀκούσαντες τὴν πίστιν ὑμῶν ἐν Χριστῷ Ἰησοῦ, καὶ τὴν ἀγάπην τὴν εἰς πάντας τοὺς ἁγίους,
5 ତମେ ପର୍‌ତୁମ୍‌ ସୁବ୍‌ କବରର୍‌ ବିସଇ ସୁନ୍‌ଲାବେଲେ, ସୁବ୍‌କବରେ ରଇବା ଆସାକର୍‌ବା ବିସଇ ଜାନିରଇଲାସ୍‌ । ତେବର୍‌ପାଇ ତମେ ବିସ୍‌ବାସ୍‌ କରି ପର୍‌ମେସରର୍‌ ଲକ୍‌ମନ୍‍କେ ଆଲାଦ୍‌ କର୍‍ତେ ରଇଲାସ୍‍ । ତମର୍‌ପାଇ ସର୍‌ଗେ ତିଆର୍‌ ଅଇରଇବା ପୁରୁସ୍‌କାର୍‌ ଆସାକରି ଏନ୍ତାରି କଲାସ୍‌ ।
διὰ τὴν ἐλπίδα τὴν ἀποκειμένην ὑμῖν ἐν τοῖς οὐρανοῖς, ἣν προηκούσατε ἐν τῷ λόγῳ τῆς ἀληθείας τοῦ εὐαγγελίου,
6 ଗୁଲାଇ ଜଗତର୍‌ କେତେକ୍‌ କେତେକ୍‌ ଲକ୍‌ମନ୍‌ ଏ ସୁବ୍‌କବର୍‌ ବିସ୍‌ବାସ୍‌କରି ତାକର୍‌ ମନ୍‌ ବାଦ୍‌ଲାଇଲାଇନି । ତମେ ସୁବ୍‌କବର୍‌ ସୁନ୍‌ଲା ପର୍‌ତୁମ୍‌ ଦିନେଅନି ତମର୍‌ ବିତ୍‌ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍‌ମେସର୍‌ ଜିବନ୍‌ ଦୁକାଇଲା ସତ୍‌ ବିସଇ ତମେ ପୁରାପୁରୁନ୍‌ ଜାନିରଇଲାସ୍‌ ।
τοῦ παρόντος εἰς ὑμᾶς, καθὼς καὶ ἐν παντὶ τῷ κόσμῳ, καὶ ἔστι καρποφορούμενον, καθὼς καὶ ἐν ὑμῖν ἀφ᾿ ἧς ἡμέρας ἠκούσατε καὶ ἐπέγνωτε τὴν χάριν τοῦ Θεοῦ ἐν ἀληθείᾳ·
7 ପର୍‌ମେସର୍‌ ତାର୍‌ ଜିବନ୍‌ ଦୁକାଇ ଦୟା ଦେକାଇଲା ବିସଇ ଆମର୍‌ ଆଲାଦର୍‌ ଗତିଦାଙ୍ଗ୍‌ଡା ଏପାପରାସ୍‌ ତମ୍‌କେ ସିକାଇରଇଲା । ଆମର୍‌ ବାଦୁଲେ ସେ ବିସ୍‌ବାସ୍‌ ରଇକରି କିରିସ୍‌ଟକେ ସେବାକଲାନି ।
καθὼς καὶ ἐμάθετε ἀπὸ Ἐπαφρᾶ τοῦ ἀγαπητοῦ συνδούλου ἡμῶν, ὅς ἐστι πιστὸς ὑπὲρ ὑμῶν διάκονος τοῦ Χριστοῦ,
8 ପର୍‌ମେସର୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାକେ ତମ୍‌କେ ସୁକଲ୍‌ଆତ୍‌ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍‌ ଆମ୍‌କେ ଜାନାଇଆଚେ ।
ὁ καὶ δηλώσας ἡμῖν τὴν ὑμῶν ἀγάπην ἐν πνεύματι.
9 ଆମେ ତମର୍‌ ବିସଇର୍‍ ଏ ନିକ କବର୍‌ ସୁନିକରି, ତମର୍‌ପାଇ ପାର୍‌ତନା କରିଲାଗିଆଚୁ । ତାର୍‌ ସୁକଲ୍‌ଆତ୍‌ମାଇଅନି ପାଇରଇବା ଗିଆନ୍‌ ଆରି ବୁଜ୍‌ବା ବପୁସଙ୍ଗ୍‍ ସେ ମନ୍‌କଲାଟା ତମେ ପୁରାପୁରୁନ୍‌ ଜାନିପାର୍‌ସା ବଲି ଆମେ ମାପ୍‌ରୁକେ ଗୁଆରି କଲୁନି ।
Διὰ τοῦτο καὶ ἡμεῖς, ἀφ᾿ ἧς ἡμέρας ἠκούσαμεν, οὐ παυόμεθα ὑπὲρ ὑμῶν προσευχόμενοι, καὶ αἰτούμενοι ἵνα πληρωθῆτε τὴν ἐπίγνωσιν τοῦ θελήματος αὐτοῦ ἐν πάσῃ σοφίᾳ καὶ συνέσει πνευματικῇ,
10 ୧୦ ତେବର୍‌ପାଇ ତମେ ତାକେ ସାର୍‌ଦା କରାଇଲାପାରା ଚଲାଚଲ୍‌ତିକରି ସେ ମନ୍‌କଲାପାରା ଜିଉନାକାଉନା କର୍‌ସା । ବିନ୍‌ ଲକ୍‌ମନ୍‌କେ ସାଇଜ କରିଲାଗିରଇସା ଆରି ପର୍‌ମେସରର୍‌ ବିସଇ ଜାନ୍‌ବାକେ ଅଦିକ୍‌ ଅଦିକ୍‌ ବଡିଆଇସା ।
περιπατῆσαι ὑμᾶς ἀξίως τοῦ Κυρίου εἰς πᾶσαν ἀρέσκειαν, ἐν παντὶ ἔργῳ ἀγαθῷ καρποφοροῦντες καὶ αὐξανόμενοι εἰς τὴν ἐπίγνωσιν τοῦ Θεοῦ·
11 ୧୧ ତାର୍‌ ବଡ୍‌ ବପୁସଙ୍ଗ୍‍ ନିଜେ ବପୁଅଇ ତମେ ସାର୍‌ଦାସଙ୍ଗ୍‍ ମୁର୍‌ଚିକରି ରଇପାର୍‌ସା ।
ἐν πάσῃ δυνάμει δυναμούμενοι κατὰ τὸ κράτος τῆς δόξης αὐτοῦ, εἰς πᾶσαν ὑπομονὴν καὶ μακροθυμίαν μετὰ χαρᾶς·
12 ୧୨ ବାବା ପର୍‌ମେସର୍‌ ଉଜଲର୍‌ ରାଇଜେ ତାର୍‌ ଲକ୍‌ମନର୍‌ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍‌ବାକେ ସେ ତମ୍‌କେ ବାଚ୍‌ଲା ଆଚେ । ସେଟାର୍‌ପାଇ ସାର୍‌ଦା ସଙ୍ଗ୍‍ ତାକେ ଦନିଅବାଦ୍‌ ଦେଇସା ।
εὐχαριστοῦντες τῷ πατρὶ τῷ ἱκανώσαντι ἡμᾶς εἰς τὴν μερίδα τοῦ κλήρου τῶν ἁγίων ἐν τῷ φωτί,
13 ୧୩ ସେ ଆମ୍‌କେ ଆନ୍ଦାରର୍‌ ବପୁତେଇଅନି ମୁକ୍‌ଲାଇକରି ତାର୍‌ ଆଲାଦର୍‌ ପଅର୍‌ ରାଇଜେ ଡାକିଆନିଆଚେ ।
ὃς ἐρρύσατο ἡμᾶς ἐκ τῆς ἐξουσίας τοῦ σκότους, καὶ μετέστησεν εἰς τὴν βασιλείαν τοῦ υἱοῦ τῆς ἀγάπης αὐτοῦ,
14 ୧୪ ତାର୍‌ ପଅର୍‌ଲାଗି ସେ ଆମ୍‌କେ ମୁକ୍‌ଲାଇକରି ଆମର୍‌ ସବୁ ପାପ୍‌ କେମା କରିଦେଲାଆଚେ ।
ἐν ᾧ ἔχομεν τὴν ἀπολύτρωσιν διὰ τοῦ αἵματος αὐτοῦ, τὴν ἄφεσιν τῶν ἁμαρτιῶν·
15 ୧୫ କିରିସ୍‌ଟ ନ ଡିସ୍‌ବା ପର୍‌ମେସରର୍‌ ସମାନ୍‌ ବାନିମୁର୍‌ତି ଆଚେ । ତିଆର୍‌ କରିରଇବା ସବୁର୍‌ ଉପ୍‌ରେ, ପର୍‌ତୁମ୍‌ ଜନମ୍‌ ଅଇଲା ପଅ ଇସାବେ, ତାର୍‌ ଅଦିକାର୍‌ ଆଚେ ।
ὅς ἐστιν εἰκὼν τοῦ Θεοῦ τοῦ ἀοράτου, πρωτότοκος πάσης κτίσεως·
16 ୧୬ କାଇକେବଇଲେ ପର୍‌ମେସର୍‌ ତାର୍‌ଟାନେଅନି ସବୁ ବିସଇ ତିଆର୍‌କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍‌ଗେ ରଇବାଟା ସବୁଜାକ, ଡିସ୍‌ବାଟା ଆରି ନ ଡିସ୍‌ବାଟା, ବପୁରଇ ସାସନ୍‌ କର୍‌ବା ଦୁତ୍‌ମନ୍‌ ଆରି ଆତ୍‌ମା ରଇବାଟାମନ୍‌ । କିରିସ୍‌ଟର୍‌ତେଇଅନି ସବୁ ବିସଇ ତିଆର୍‌ କରିରଇଲା ଆରି ତାର୍‌ଲାଗିସେ ସବୁ ବଁଚିଆଚତ୍‌ ।
ὅτι ἐν αὐτῷ ἐκτίσθη τὰ πάντα, τὰ ἐν τοῖς οὐρανοῖς καὶ τὰ ἐπὶ τῆς γῆς, τὰ ὁρατὰ καὶ τὰ ἀόρατα, εἴτε θρόνοι, εἴτε κυριότητες, εἴτε ἀρχαί, εἴτε ἐξουσίαι· τὰ πάντα δι᾿ αὐτοῦ καὶ εἰς αὐτὸν ἔκτισται·
17 ୧୭ କାଇଟା ତିଆର୍‌ ନ ଅଇତେ ସେ ରଇଲା, ଆରି ତାର୍‌ଟାନେ ସବୁ ବିସଇ ମିସିକରି ଚାଲ୍‌ତେରଇସି ।
καὶ αὐτός ἐστι πρὸ πάντων, καὶ τὰ πάντα ἐν αὐτῷ συνέστηκε.
18 ୧୮ ମଣ୍ଡଲି ଅଇଲାନି ତାର୍‌ ଗାଗଡ୍‌ ଆରି ସେ ମଣ୍ଡଲିର୍‌ ମୁଣ୍ଡ୍‌ । ମୁଣ୍ଡ୍‌ ଗାଗଡ୍‌କେ ସାସନ୍‌ କଲାପାରା, ସେ ମଣ୍ଡଲିକେ ସାସନ୍‌ କଲାନି । ତାକେସେ ପର୍‌ମେସର୍‌ ମରନେଅନି ପର୍‌ତୁମ୍‌ ଉଟାଇରଇଲା । ଜେନ୍ତିକି କିରିସ୍‌ଟ ସବୁର୍‌ ଉପ୍‌ରେ ସାସନ୍‌ କର୍‌ସି ।
Καὶ αὐτός ἐστιν ἡ κεφαλὴ τοῦ σώματος, τῆς ἐκκλησίας· ὅς ἐστιν ἀρχή, πρωτότοκος ἐκ τῶν νεκρῶν, ἵνα γένηται ἐν πᾶσιν αὐτὸς πρωτεύων·
19 ୧୯ କାଇକେବଇଲେ ପର୍‌ମେସର୍‌ ତାର୍‌ ପଅକେ ତାର୍‌ ପୁରାପୁରୁନ୍‌ ଗୁନ୍‌ଚଲନ୍‌ସଙ୍ଗ୍‍ ରଅ ବଲି ଟିକ୍‌ କରିରଇଲା ।
ὅτι ἐν αὐτῷ εὐδόκησε πᾶν τὸ πλήρωμα κατοικῆσαι,
20 ୨୦ ଆରି କିରିସ୍‌ଟର୍‌ଟାନେଅନି ସେ ତିଆର୍‌ କରିରଇବା ସବୁଜାକ, ତାର୍‌ଟାନେ ବାଉଡାଇ ଆନ୍‌ବି ବଲି ଟିକ୍‌ କରିରଇଲା । ଦର୍‌ତନିଟାନେ ରଇବାଟା ଅ କି ସର୍‌ଗେ ରଇବାଟା ଅ । ତାର୍‌ ପଅ କୁରୁସ୍‌କାଟେ ମରି ବନି ଜରାଇଲାର୍‌ପାଇ ସବୁ ବିସଇ ତାର୍‌ଟାନେ ସାନ୍ତିଅଇ ରଇସି ।
καὶ δι᾿ αὐτοῦ ἀποκαταλλάξαι τὰ πάντα εἰς αὐτόν, εἰρηνοποιήσας διὰ τοῦ αἵματος τοῦ σταυροῦ αὐτοῦ, δι᾿ αὐτοῦ, εἴτε τὰ ἐπὶ τῆς γῆς, εἴτε τὰ ἐν τοῖς οὐρανοῖς.
21 ୨୧ ଗଟେକ୍‌ ବେଲାଇ ତମେ ପର୍‌ମେସରର୍‌ ଟାନେଅନି ବେଗ୍‌ଲି ରଇଲାସ୍‌ । ତମେ କରିରଇବା ଆରି ମନେ ବାବିରଇବା କାରାପ୍‌ ବିସଇର୍‌ ଲାଗି ତାର୍‌ ସତ୍‌ରୁ ଅଇରଇଲାସ୍‌ ।
Καὶ ὑμᾶς ποτὲ ὄντας ἀπηλλοτριωμένους καὶ ἐχθροὺς τῇ διανοίᾳ ἐν τοῖς ἔργοις τοῖς πονηροῖς, νυνὶ δὲ ἀποκατήλλαξεν
22 ୨୨ ମାତର୍‌ ଏବେ କିରିସ୍‌ଟ ନର୍‌ ରୁପ୍‌ ନେଇ ମଲାର୍‌ ପାଇ ସେ ତମ୍‌କେ ତାର୍‌ ମୁଆଟେ ସାନ୍ତି ସଙ୍ଗ୍‍ ଆଇବାକେ ଟିକ୍‌ କଲାଆଚେ । ତମେ ତାର୍‌ ମୁଆଟେ ଟିଆଅଇଲାବେଲେ ତମ୍‌କେ ପୁରାପୁରୁନ୍‌ ସୁକଲ୍‌ ଇସାବେ କାଇ ପାପ୍‌ ନ କରି, କାଇ ନିନ୍ଦା ନ ରଇଲା ଲକର୍‌ପାରା ସେ ଦେକ୍‌ସି ।
ἐν τῷ σώματι τῆς σαρκὸς αὐτοῦ διὰ τοῦ θανάτου, παραστῆσαι ὑμᾶς ἁγίους καὶ ἀμώμους καὶ ἀνεγκλήτους κατενώπιον αὐτοῦ·
23 ୨୩ ତମେ ବିସ୍‌ବାସ୍‌ କରିଲାଗିରଇଲେ, ତମର୍‌ ବିସ୍‌ବାସ୍‌ ଡାଟ୍‌ ରଇସି । ସୁବ୍‌ କବର୍‌ଟାନେ ମାପ୍‌ରୁ ଜନ୍‌ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍‌କେ କେ ମିସା ନ ତେବାଅତ୍‌ । ଏ କବର୍‌ ତମେ ଆଗ୍‌ତୁ ସୁନିସାରାଇଆଚାସ୍‌ । ଆରି ଜଗତର୍‌ ଗୁଲାଇଲକ୍‌କେ ଜାନାଇଅଇଆଚେ । ଏ ସୁବ୍‌ କବର୍‌ ଜାନାଇବାକେ ମୁଇ ପାଉଲ୍‌ ଗଟେକ୍‌ ଗତିଦାଙ୍ଗ୍‌ଡା ଅଇଲିଆଚି ।
εἴγε ἐπιμένετε τῇ πίστει τεθεμελιωμένοι καὶ ἑδραῖοι, καὶ μὴ μετακινούμενοι ἀπὸ τῆς ἐλπίδος τοῦ εὐαγγελίου οὗ ἠκούσατε, τοῦ κηρυχθέντος ἐν πάσῃ τῇ κτίσει τῇ ὑπὸ τὸν οὐρανόν, οὗ ἐγενόμην ἐγὼ Παῦλος διάκονος.
24 ୨୪ ଏବେ ମୁଇ ସାର୍‌ଦାଅଇଆଚି । କାଇକେବଇଲେ ଜେତ୍‌କି ଦୁକ୍‌କସ୍‌ଟ ମୁଇ ମୁର୍‌ଚିକରିଆଚି, ସେଟା ତମର୍‌ ନିକପାଇ । ତାର୍‌ ବାଦୁଲେ ରଇକରି ଜେତ୍‌କି ଦୁକ୍‌କସ୍‌ଟ ମକେ ମୁରଚ୍‌ବାକେ କିରିସ୍‌ଟ ମନ୍‌ କଲାନି, ସେଟା ସବୁ ସାର୍‌ଦାସଙ୍ଗ୍‍ କଲିନି । ତାର୍‌ ଗାଗଡ୍‌ ପାରା ରଇବା ତାର୍‌ ମଣ୍ଡଲିର୍‌ ନିକପାଇ ମୁଇ ସେଟା କଲିନି ।
Νῦν χαίρω ἐν τοῖς παθήμασί μου ὑπὲρ ὑμῶν, καὶ ἀνταναπληρῶ τὰ ὑστερήματα τῶν θλίψεων τοῦ Χριστοῦ ἐν τῇ σαρκί μου ὑπὲρ τοῦ σώματος αὐτοῦ, ὅ ἐστιν ἡ ἐκκλησία·
25 ୨୫ ପର୍‌ମେସର୍‌ ମକେ ମଣ୍ଡଲିର୍‌ ଗତିଦାଙ୍ଗ୍‌ଡା କରିଆଚେ । ତମ୍‌କେ ସାଇଜ କର୍‌ବାକେ ସେ ମକେ ବାଚିଆଚେ । ତାର୍‌ କବର୍‌ ତମ୍‌କେ ପୁରାପୁରୁନ୍‌ ଜାନାଇବାଟା ଅଇଲାନି ମର୍‌ କାମ୍‌ ।
ἧς ἐγενόμην ἐγὼ διάκονος, κατὰ τὴν οἰκονομίαν τοῦ Θεοῦ τὴν δοθεῖσάν μοι εἰς ὑμᾶς, πληρῶσαι τὸν λόγον τοῦ Θεοῦ,
26 ୨୬ ପୁର୍‌ବେ ବଁଚିରଇବା ସବୁଲକର୍‌ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍‌ ଏବେ ସେଟା ତାର୍‌ ଲକ୍‌ମନ୍‌କେ ସେ ଜାନାଇଆଚେ । (aiōn g165)
τὸ μυστήριον τὸ ἀποκεκρυμμένον ἀπὸ τῶν αἰώνων καὶ ἀπὸ τῶν γενεῶν· νυνὶ δὲ ἐφανερώθη τοῖς ἁγίοις αὐτοῦ, (aiōn g165)
27 ୨୭ ଜିଉଦି ନ ଅଇଲା ଲକ୍‌ମନର୍‌ ପାଇ ସେ ଟିକ୍‌ କରିରଇବା ମଇମାସଙ୍ଗର୍‌ ଜଜ୍‌ନା ତାର୍‌ ଲକ୍‌ମନ୍‌କେ ଜାନାଇବାକେ ପର୍‌ମେସର୍‌ ଟିକ୍‌କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍‌ମନର୍‌ଟାନେମିସା କିରିସ୍‌ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍‌ ମଇମା ତମେମିସା ପାଇସା ବଲି ଜାନିରୁଆ ।
οἷς ἠθέλησεν ὁ Θεὸς γνωρίσαι τίς ὁ πλοῦτος τῆς δόξης τοῦ μυστηρίου τούτου ἐν τοῖς ἔθνεσιν, ὅς ἐστι Χριστὸς ἐν ὑμῖν, ἡ ἐλπὶς τῆς δόξης·
28 ୨୮ କିରିସ୍‌ଟର୍‌ ବିସଇ ରଇବା ଏ କବର୍‌ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍‌ରତ୍‌ କରାଇ, ସେ ଆମ୍‌କେ ଦେଇରଇବା ଗିଆନ୍‌ ସଙ୍ଗ୍‍ ସିକାଇଲୁନି । ଜେନ୍ତାରିକି ସେମନ୍‌ ତାର୍‌ ମୁଆଟେ ଟିଆଅଇଲାବେଲେ କିରିସ୍‌ଟର୍‌ସଙ୍ଗ୍‍ ମିସିରଇଲା ସବୁଲକ୍‌ ପୁରାପୁରୁନ୍‌ ସିଦ୍‌ ଅଇରଇବାଇ ।
ὃν ἡμεῖς καταγγέλλομεν, νουθετοῦντες πάντα ἄνθρωπον, καὶ διδάσκοντες πάντα ἄνθρωπον ἐν πάσῃ σοφίᾳ, ἵνα παραστήσωμεν πάντα ἄνθρωπον τέλειον ἐν Χριστῷ Ἰησοῦ·
29 ୨୯ ଏ କାମ୍‌ ମୁଇ ପୁରାପୁରୁନ୍‌ କର୍‌ବାକେ ମକେ କିରିସ୍‌ଟ ଦେଇରଇବା ବଡ୍‌ ବପୁସଙ୍ଗ୍‍ ଆବଡ୍‌ ଅଇ କଲିନି ।
εἰς ὃ καὶ κοπιῶ, ἀγωνιζόμενος κατὰ τὴν ἐνέργειαν αὐτοῦ, τὴν ἐνεργουμένην ἐν ἐμοὶ ἐν δυνάμει.

< କଲସିଅ 1 >