< ପେରିତ୍ 8 >
1 ୧ ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।
తస్య హత్యాకరణం శౌలోపి సమమన్యత| తస్మిన్ సమయే యిరూశాలమ్నగరస్థాం మణ్డలీం ప్రతి మహాతాడనాయాం జాతాయాం ప్రేరితలోకాన్ హిత్వా సర్వ్వేఽపరే యిహూదాశోమిరోణదేశయో ర్నానాస్థానే వికీర్ణాః సన్తో గతాః|
2 ୨ ପର୍ମେସର୍କେ ନାମ୍ବା କେତେକ୍ ଲକ୍ ଆକ୍ମାରି କାନ୍ଦିକରି ତିପାନର୍ ମଲା ଗାଗଡ୍ ନେଇ ସମାଦି କଲାଇ ।
అన్యచ్చ భక్తలోకాస్తం స్తిఫానం శ్మశానే స్థాపయిత్వా బహు వ్యలపన్|
3 ୩ ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
కిన్తు శౌలో గృహే గృహే భ్రమిత్వా స్త్రియః పురుషాంశ్చ ధృత్వా కారాయాం బద్ధ్వా మణ్డల్యా మహోత్పాతం కృతవాన్|
4 ୪ ଜିରୁସାଲମେଅନି ପାଲାଇରଇବା ବିସ୍ବାସିମନ୍ ଗୁଲାଇବାଟେ ଜାଇ ସୁବ୍କବର୍ ଜାନାଇବାର୍ ଦାର୍ଲାଇ ।
అన్యచ్చ యే వికీర్ణా అభవన్ తే సర్వ్వత్ర భ్రమిత్వా సుసంవాదం ప్రాచారయన్|
5 ୫ ସେମନର୍ ବିତ୍ରେଅନି ପିଲିପ୍ ବଲି ଗଟେକ୍ ଲକ୍ ସମିରଣର୍ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍ମନ୍କେ ମସିଅ କଇରଇବା କାତା ଜାନାଇଲା ।
తదా ఫిలిపః శోమిరోణ్నగరం గత్వా ఖ్రీష్టాఖ్యానం ప్రాచారయత్;
6 ୬ ପିଲିପ୍ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍ମନ୍ ସବୁ ଦେକି ଲକ୍ମନ୍ ତାକେ ଅଦିକ୍ ମନ୍ଦିଆନ୍ ଦେଇ ସୁନ୍ବାର୍ ଦାର୍ଲାଇ ।
తతోఽశుచి-భృతగ్రస్తలోకేభ్యో భూతాశ్చీత్కృత్యాగచ్ఛన్ తథా బహవః పక్షాఘాతినః ఖఞ్జా లోకాశ్చ స్వస్థా అభవన్|
7 ୭ କେତେ କେତେ ଲକ୍ମନର୍ ଟାନେଅନି ଡୁମାମନ୍ କିର୍କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍ ରଗି ଆରି ଆତ୍ ଗଡ୍ ନ ଆଇବାଟାମନ୍ ନିକ ଅଇଗାଲାଇ ।
తస్మాత్ లాకా ఈదృశం తస్యాశ్చర్య్యం కర్మ్మ విలోక్య నిశమ్య చ సర్వ్వ ఏకచిత్తీభూయ తేనోక్తాఖ్యానే మనాంసి న్యదధుః|
8 ୮ ଏଟାର୍ ପାଇ ସେ ନଅର୍ ସାଇସାର୍ଦା ଅଇରଇଲା ।
తస్మిన్నగరే మహానన్దశ్చాభవత్|
9 ୯ ସମରିଆ ଜାଗାଇ ସିମନ୍ ନାଉଁର୍ ଗଟେକ୍ ଲକ୍ ତାର୍ ଜନ୍ତର୍ ମନ୍ତର୍ ବିଦିଆ କରିକରି ତେଇର୍ ଲକ୍ମନ୍କେ କାବା କରାଇତେରଇଲା ।
తతః పూర్వ్వం తస్మిన్నగరే శిమోన్నామా కశ్చిజ్జనో బహ్వీ ర్మాయాక్రియాః కృత్వా స్వం కఞ్చన మహాపురుషం ప్రోచ్య శోమిరోణీయానాం మోహం జనయామాస|
10 ୧୦ ସେ, ମୁଇ ନିଜେ ଗଟେକ୍ ବଡ୍ ଲକ୍ ବଲାଇଅଇତେରଇଲା । ଆରି ସେ ନଅରେ ରଇବା ସାନ୍ ବଡ୍ ସବୁ ତାକେ ମାନିରଇଲାଇ । ପର୍ମେସରର୍ ଜନ୍ ବପୁ ମଆନ୍ ସେ ବପୁ ଏଟା ଆକା ବଲି ଲକ୍ମନ୍ କଇତେ ରଇଲାଇ ।
తస్మాత్ స మానుష ఈశ్వరస్య మహాశక్తిస్వరూప ఇత్యుక్త్వా బాలవృద్ధవనితాః సర్వ్వే లాకాస్తస్మిన్ మనాంసి న్యదధుః|
11 ୧୧ ବେସି ବରସ୍ ଦାରି ତାର୍ ଗୁନି ବିଦିଆର୍ ବପୁ ସଙ୍ଗ୍ ତେଇର୍ ଲକ୍ମନ୍କେ କାବା କରାଇତେରଇଲା । ସେଟାର୍ପାଇ ଗୁଲାଇ ସମିରଣିୟ ଲକ୍ମନ୍ ତାକେ ମାନିକରି ରଇଲାଇ ।
స బహుకాలాన్ మాయావిక్రియయా సర్వ్వాన్ అతీవ మోహయాఞ్చకార, తస్మాత్ తే తం మేనిరే|
12 ୧୨ ମାତର୍ ପିଲିପର୍ ଟାନେଅନି ପର୍ମେସରର୍ ରାଇଜ ଆରି ଜିସୁର୍ ବିସଇ ସୁନ୍ଲାଇ । ସୁନିକରି ତେଇର୍ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ । ଆରି ସେ ଜାଗାର୍ ବିସ୍ବାସ୍ କଲା ମନସ୍ ପିଲା ଆରି ମାଇଜିଟକିକେ ପିଲିପ୍ ଡୁବନ୍ ଦେଲା ।
కిన్త్వీశ్వరస్య రాజ్యస్య యీశుఖ్రీష్టస్య నామ్నశ్చాఖ్యానప్రచారిణః ఫిలిపస్య కథాయాం విశ్వస్య తేషాం స్త్రీపురుషోభయలోకా మజ్జితా అభవన్|
13 ୧୩ ସିମନ୍ ନିଜେ ପିଲିପ୍ ଜାନାଇରଇବା ମାପ୍ରୁର୍ ବାକିଅ ସୁନି ବିସ୍ବାସ୍ କଲା । ଆରି ପିଲିପ୍ ତାକେ ଡୁବନ୍ ଦେଲା । ସେ ପିଲିପର୍ ସଙ୍ଗ୍ ସବୁଜାଗାଇ ଜିବାର୍ ଦାର୍ଲା । ପିଲିପ୍ କରିରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ଦେକିକରି ସେ କାବା ଅଇଜାଇତେରଇଲା ।
శేషే స శిమోనపి స్వయం ప్రత్యైత్ తతో మజ్జితః సన్ ఫిలిపేన కృతామ్ ఆశ్చర్య్యక్రియాం లక్షణఞ్చ విలోక్యాసమ్భవం మన్యమానస్తేన సహ స్థితవాన్|
14 ୧୪ ସମରିଆର୍ ଲକ୍ମନ୍ ପର୍ମେସରର୍ ବାକିଅ ବିସ୍ବାସ୍ କଲାଇ ଆଚତ୍ ବଲି ଜିରୁସାଲାମ୍ ରଇବା ପେରିତ୍ ସିସ୍ମନ୍ ସୁନ୍ଲାଇ । ପିତର୍ ଆରି ଜଅନ୍କେ ସେମନର୍ ଲଗେ ପାଟାଇଲାଇ ।
ఇత్థం శోమిరోణ్దేశీయలోకా ఈశ్వరస్య కథామ్ అగృహ్లన్ ఇతి వార్త్తాం యిరూశాలమ్నగరస్థప్రేరితాః ప్రాప్య పితరం యోహనఞ్చ తేషాం నికటే ప్రేషితవన్తః|
15 ୧୫ ସେମନ୍ ତେଇ କେଟ୍ଲା ପଚେ ସମିରଣର୍ ବିସ୍ବାସିମନ୍ ସୁକଲ୍ ଆତ୍ମା ପାଇବାକେ, ପାର୍ତନା କଲାଇ ।
తతస్తౌ తత్ స్థానమ్ ఉపస్థాయ లోకా యథా పవిత్రమ్ ఆత్మానం ప్రాప్నువన్తి తదర్థం ప్రార్థయేతాం|
16 ୧୬ କାଇକେ ବଇଲେ ସେଡ୍କିବେଲ୍ ଜାକ କାର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ନ ରଇଲା । ସେମନ୍କେ ଜିସୁକିରିସ୍ଟର୍ ନାଉଁଦାରି ଅବ୍କାସେ ଡୁବନ୍ ଦେଇରଇଲା ।
యతస్తే పురా కేవలప్రభుయీశో ర్నామ్నా మజ్జితమాత్రా అభవన్, న తు తేషాం మధ్యే కమపి ప్రతి పవిత్రస్యాత్మన ఆవిర్భావో జాతః|
17 ୧୭ ପିତର୍ ଆରି ଜଅନ୍ ସେମନର୍ ଉପ୍ରେ ଆତ୍ ସଙ୍ଗଇଲା ଦାପ୍ରେ ସେମନ୍ ସୁକଲ୍ ଆତ୍ମା ପାଇଲାଇ ।
కిన్తు ప్రేరితాభ్యాం తేషాం గాత్రేషు కరేష్వర్పితేషు సత్సు తే పవిత్రమ్ ఆత్మానమ్ ప్రాప్నువన్|
18 ୧୮ ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା,
ఇత్థం లోకానాం గాత్రేషు ప్రేరితయోః కరార్పణేన తాన్ పవిత్రమ్ ఆత్మానం ప్రాప్తాన్ దృష్ట్వా స శిమోన్ తయోః సమీపే ముద్రా ఆనీయ కథితవాన్;
19 ୧୯ “ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।”
అహం యస్య గాత్రే హస్తమ్ అర్పయిష్యామి తస్యాపి యథేత్థం పవిత్రాత్మప్రాప్తి ర్భవతి తాదృశీం శక్తిం మహ్యం దత్తం|
20 ୨୦ ମାତର୍ ପିତର୍ ତାକେ କଇଲା, “ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି ।
కిన్తు పితరస్తం ప్రత్యవదత్ తవ ముద్రాస్త్వయా వినశ్యన్తు యత ఈశ్వరస్య దానం ముద్రాభిః క్రీయతే త్వమిత్థం బుద్ధవాన్;
21 ୨୧ ଆମର୍ କାମ୍ଟାନେ ତର୍ କାଇମିସା ବାଗ୍ ନାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ତର୍ ମନ୍ ନିକ ନାଇ ।
ఈశ్వరాయ తావన్తఃకరణం సరలం నహి, తస్మాద్ అత్ర తవాంశోఽధికారశ్చ కోపి నాస్తి|
22 ୨୨ ସେଟାର୍ ପାଇ ତମର୍ ଏ କରାପ୍ ବାବ୍ନାର୍ ପାଇ ମନ୍ ବାଦ୍ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍ ପାଇ ମାପ୍ରୁ ଜେନ୍ତାରି କେମା ଦେଇସି, ତାର୍ ଲାଗି, ମାପ୍ରୁକେ ପାର୍ତନା କର୍ ।
అత ఏతత్పాపహేతోః ఖేదాన్వితః సన్ కేనాపి ప్రకారేణ తవ మనస ఏతస్యాః కుకల్పనాయాః క్షమా భవతి, ఏతదర్థమ్ ఈశ్వరే ప్రార్థనాం కురు;
23 ୨୩ କାଇକେ ବଇଲେ ମୁଇ ଦେକ୍ଲିନି ଜେ ତର୍ ମନ୍ ଆଁକାରେ ବର୍ତି ଅଇଆଚେ । ତୁଇ ପାପର୍ ବନ୍ଦନେ ବନ୍ଦିଅଇ ଆଚୁସ୍ ।”
యతస్త్వం తిక్తపిత్తే పాపస్య బన్ధనే చ యదసి తన్మయా బుద్ధమ్|
24 ୨୪ ସିମନ୍ ସେମନ୍କେ କଇଲା, “ତମେ ଜାଇଟା ସବୁ କଇଲାସ୍ ସେଟା ଜେନ୍ତି ମର୍ ଉପ୍ରେ ନ ଗଟ । ମୁଇ ତମ୍କେ ବାବୁଜିଆ କଲିନି ମର୍ପାଇ ମାପ୍ରୁକେ ପାର୍ତନା କରା ।”
తదా శిమోన్ అకథయత్ తర్హి యువాభ్యాముదితా కథా మయి యథా న ఫలతి తదర్థం యువాం మన్నిమిత్తం ప్రభౌ ప్రార్థనాం కురుతం|
25 ୨୫ ନିଜର୍ ଜିବନେ ଅଇରଇବା ବିସଇର୍ ସାକି ଆରି ମାପ୍ରୁର୍ ସୁବ୍ କବର୍ କଇସାରାଇଲା ପଚେ ପିତର୍ ଆରି ଜଅନ୍ ଜିରୁସାଲାମେ ବାଅଡ୍ଲାଇ । ବାଅଡ୍ବା ବାଟେ ସେମନ୍ ସମିରଣର୍ ବେସି ଗାଉଁମନ୍କେ ସୁବ୍କବର୍ ଜାନାଇଲାଇ ।
అనేన ప్రకారేణ తౌ సాక్ష్యం దత్త్వా ప్రభోః కథాం ప్రచారయన్తౌ శోమిరోణీయానామ్ అనేకగ్రామేషు సుసంవాదఞ్చ ప్రచారయన్తౌ యిరూశాలమ్నగరం పరావృత్య గతౌ|
26 ୨୬ ପର୍ମେସରର୍ ଗଟେକ୍ ଦୁତ୍ ପିଲିପ୍କେ କଇଲା, “ତିଆର୍ ଅ, ଆରି ଦକିଣ୍ ଦିଗେ ଜିରୁସାଲମେଅନି ଗାଜା ବଲି ଗଟେକ୍ ଜାଗାଇ ଜିବାବାଟେ ଜା । ଆଜିକାଲି ଏବାଟେ ଆରି ଲକ୍ମନ୍ ଆସ୍ ଜା କରତ୍ ନାଇ ।”
తతః పరమ్ ఈశ్వరస్య దూతః ఫిలిపమ్ ఇత్యాదిశత్, త్వముత్థాయ దక్షిణస్యాం దిశి యో మార్గో ప్రాన్తరస్య మధ్యేన యిరూశాలమో ఽసానగరం యాతి తం మార్గం గచ్ఛ|
27 ୨୭ ପିଲିପ୍ ତିଆର୍ ଅଇ ସେବାଟେ ଗାଲା । ଏଦେ ଦେକା! ଇତିଅପିଆର୍ ଗଟେକ୍ ଲକ୍! ସେ ଗଟେକ୍ ବେଜୁ ରଇଲା । ସେ ଜିରୁସାଲମେ ପାର୍ତନା କର୍ବାକେ ଆସିରଇଲା ।
తతః స ఉత్థాయ గతవాన్; తదా కన్దాకీనామ్నః కూశ్లోకానాం రాజ్ఞ్యాః సర్వ్వసమ్పత్తేరధీశః కూశదేశీయ ఏకః షణ్డో భజనార్థం యిరూశాలమ్నగరమ్ ఆగత్య
28 ୨୮ ସେ ଗଟେକ୍ ମୁକିଅ ଆରି ଇତିଅପିଆ ରାନିର୍ ବାଣ୍ଡାର୍ଗରିଆ ରଇଲା । ସେ ପର୍ମେସର୍କେ ଉପାସନା କର୍ବାକେ ଜିରୁସାଲେମ୍ ଜାଇରଇଲା । ତାର୍ ରତେ ବସି ଗରେ ବାଉଡି ଆଇତେରଇଲା । ବସିକରି ଜିସାୟ ବବିସତ୍ବକ୍ତାର୍ ବଇଟାନେଅନି ଆଉଲି ଅଇ ପଡ୍ତେରଇଲା ।
పునరపి రథమారుహ్య యిశయియనామ్నో భవిష్యద్వాదినో గ్రన్థం పఠన్ ప్రత్యాగచ్ఛతి|
29 ୨୯ ସୁକଲ୍ଆତ୍ମା ପିଲିପ୍କେ କଇଲା, “ସେ ରତେ ଜା ଆରି ସେ ଲକର୍ ଲଗେ ର ।”
ఏతస్మిన్ సమయే ఆత్మా ఫిలిపమ్ అవదత్, త్వమ్ రథస్య సమీపం గత్వా తేన సార్ద్ధం మిల|
30 ୩୦ ପିଲିପ୍ ପାଲାଇ ପାଲାଇ ଗାଲା ଆରି ସେ ଲକ୍ ଜିସାୟ ବବିସତ୍ବକ୍ତାର୍ ବଇ ପଡ୍ବାଟା ସୁନ୍ଲା । ସେ ତାକେ ପାଚାର୍ଲା “ତୁଇ ଜାଇଟା ପଡ୍ଲୁସ୍ନି, ସେଟା ବୁଜିପାର୍ଲୁସ୍ନିକି?”
తస్మాత్ స ధావన్ తస్య సన్నిధావుపస్థాయ తేన పఠ్యమానం యిశయియథవిష్యద్వాదినో వాక్యం శ్రుత్వా పృష్టవాన్ యత్ పఠసి తత్ కిం బుధ్యసే?
31 ୩୧ ସେ ବାଣ୍ଡାର୍ ଗରିଆ କଇଲା, “କେ ମିସା ଗଟେକ୍ ଲକ୍ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍ବି?” ତାର୍ ସଙ୍ଗ୍ ରତେ ବସ୍ବାକେ ସେ ପିଲିପ୍କେ ଡାକ୍ଲା । ପିଲିପ୍ ଜାଇ ବସ୍ଲା ।
తతః స కథితవాన్ కేనచిన్న బోధితోహం కథం బుధ్యేయ? తతః స ఫిలిపం రథమారోఢుం స్వేన సార్ద్ధమ్ ఉపవేష్టుఞ్చ న్యవేదయత్|
32 ୩୨ ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା, “ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ, ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି, ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।
స శాస్త్రస్యేతద్వాక్యం పఠితవాన్ యథా, సమానీయత ఘాతాయ స యథా మేషశావకః| లోమచ్ఛేదకసాక్షాచ్చ మేషశ్చ నీరవో యథా| ఆబధ్య వదనం స్వీయం తథా స సమతిష్ఠత|
33 ୩୩ ଲକ୍ମନ୍ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇ ତାର୍ କୁଟୁମର୍ ଲକର୍ ବିସଇ, କେ କଇ ନାପାରତ୍, କାଇକେବଇଲେ ମଚ୍ପୁରେ ତାର୍ ଜିବନ୍ ସାରିଗାଲା ଆଚେ ।”
అన్యాయేన విచారేణ స ఉచ్ఛిన్నో ఽభవత్ తదా| తత్కాలీనమనుష్యాన్ కో జనో వర్ణయితుం క్షమః| యతో జీవన్నృణాం దేశాత్ స ఉచ్ఛిన్నో ఽభవత్ ధ్రువం|
34 ୩୪ ବାଣ୍ଡାର୍ଗରିଆ ପିଲିପ୍କେ ପାଚାର୍ଲା, “ମୁଇ ତକେ ଗୁଆରି କଲିନି । ବବିସତ୍ବକ୍ତା କାର୍ ବିସଇ କଇଲାନି, ମକେ କୁଆ । ତାର୍ ନିଜର୍ ବିସଇ କି ଆରି କାର୍ ବିସଇ?”
అనన్తరం స ఫిలిపమ్ అవదత్ నివేదయామి, భవిష్యద్వాదీ యామిమాం కథాం కథయామాస స కిం స్వస్మిన్ వా కస్మింశ్చిద్ అన్యస్మిన్?
35 ୩୫ ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା ।
తతః ఫిలిపస్తత్ప్రకరణమ్ ఆరభ్య యీశోరుపాఖ్యానం తస్యాగ్రే ప్రాస్తౌత్|
36 ୩୬ ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା,
ఇత్థం మార్గేణ గచ్ఛన్తౌ జలాశయస్య సమీప ఉపస్థితౌ; తదా క్లీబోఽవాదీత్ పశ్యాత్ర స్థానే జలమాస్తే మమ మజ్జనే కా బాధా?
37 ୩୭ “ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।”
తతః ఫిలిప ఉత్తరం వ్యాహరత్ స్వాన్తఃకరణేన సాకం యది ప్రత్యేషి తర్హి బాధా నాస్తి| తతః స కథితవాన్ యీశుఖ్రీష్ట ఈశ్వరస్య పుత్ర ఇత్యహం ప్రత్యేమి|
38 ୩୮ ସେ ଲକ୍ ରତ୍ ତେବାଇବାକେ ତିଆର୍ଲା । ପିଲିପ୍ ଆରି ସେ, ପାନି ବିତ୍ରେ ଗାଲାଇ ଆରି ପିଲିପ୍ ତାକେ ପାନିତେଇ ଡୁବନ୍ ଦେଲା ।
తదా రథం స్థగితం కర్త్తుమ్ ఆదిష్టే ఫిలిపక్లీబౌ ద్వౌ జలమ్ అవారుహతాం; తదా ఫిలిపస్తమ్ మజ్జయామాస|
39 ୩୯ ସେମନ୍ ପାନିତେଇଅନି ବାରଇ ଆଇଲା ପଚେ, ମାପ୍ରୁର୍ ଆତ୍ମା ପିଲିପ୍କେ ଆରିଗଟେକ୍ ଜାଗାଇ ମାୟା କରି ଦେଲା, ସେ ଲକ୍ ପିଲିପ୍କେ ଆରି କେବେ ଦେକି ନାପାର୍ଲା, ମାତର୍ ସାର୍ଦାଇ ପୁରୁନ୍ ଅଇ ତାର୍ ବାଟେ ଉଟିଗାଲା ।
తత్పశ్చాత్ జలమధ్యాద్ ఉత్థితయోః సతోః పరమేశ్వరస్యాత్మా ఫిలిపం హృత్వా నీతవాన్, తస్మాత్ క్లీబః పునస్తం న దృష్టవాన్ తథాపి హృష్టచిత్తః సన్ స్వమార్గేణ గతవాన్|
40 ୪୦ ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।
ఫిలిపశ్చాస్దోద్నగరమ్ ఉపస్థాయ తస్మాత్ కైసరియానగర ఉపస్థితికాలపర్య్యనతం సర్వ్వస్మిన్నగరే సుసంవాదం ప్రచారయన్ గతవాన్|