< ପେରିତ୍ 7 >
1 ୧ ବଡ୍ ପୁଜାରି ତିପାନ୍କେ ପାଚାର୍ଲା, “ତର୍ ବିରୁଦେ କଇବା ଏ ସବୁ କାତା ସତ୍ କି?”
Wo prèt la te di: “Èske bagay sa yo se vrè?”
2 ୨ ତିପାନ୍ କଇଲା, “ଇତି ରଇବା ମର୍ ବାଇମନ୍ ଆରି ବାବାମନ୍ ଅଲପ୍ ସୁନା, ଆମର୍ ଆନିଦାଦି ଅବ୍ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍ତୁ ମଇମା କର୍ବା ପର୍ମେସର୍ ମେସପଟାମିଆଇ ଦେକାଇଅଇଲା ।”
Li te di: “Koute m frè m yo ak ansyen mwen yo!” Bondye laglwa a te parèt devan zansèt nou, Abraham lè li te nan Mésopotamie, avan ke li te rete Charran.
3 ୩ ଆରି ତାକେ କଇଲା, 'ତମର୍ ଦେସ୍ ଆରି ତମର୍ କୁଟୁମ୍କେ ଚାଡିକରି ମୁଇ ଜନ୍ ଦେସ୍ ଦେକାଇବି, ସେ ଦେସେ ଜା ।
E Li te di li: “Kite peyi ou, ak fanmi ou, pou vini nan peyi ke Mwen menm va montre ou a”.
4 ୪ ତେବର୍ପାଇ ସେ ତାର୍ ଦେସ୍ ଚାଡିକରି ଆରାନ୍ ନାଉଁର୍ ଗଟେକ୍ ଦେସେ ବାସା ଅଇବାକେ ଗାଲା । ଅବ୍ରାଆମର୍ ବାବା ମଲା ପଚେ, ପର୍ମେସର୍ ତାକେ, ତମେ ରଇବା ଏ ଦେସେ ଆନ୍ଲା ।
Konsa, li te kite peyi a Kaldeyen yo pou vin rete nan Charran. Depi la, lè papa l te vin mouri, Bondye te fè l deplase vin nan peyi sila a kote nou rete koulye a.
5 ୫ ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏ ଦେସେ କାଇ ଅଦିକାର୍ କି ପାଦେକ୍ ଜମି ମିସା ଦେଇ ନ ରଇଲା । ମାତର୍ ତାକେ ଏ ଦେସ୍ ପଚେ ଦେବାକେ ପର୍ମେସର୍ କାତାଦେଇରଇଲା । ଆରି ସେଟା ତାର୍ ନାତିତିତି ମନର୍ ପାଇ ଅଇସି ବଲି ସପତ୍ କଲା । ପର୍ମେସର୍ ଏ କାତା ଦେଇରଇଲା ବେଲେ ଅବ୍ରାଆମ୍କେ ପିଲାଟକି ନ ଅଇରଇଲା ।
Men Li pa t ba li yon eritaj ladann, ni menm yon moso tè, men menm lè li pa t gen pitit, Li te pwomèt li ke Li ta ba li sa kòm yon posesyon, e a desandan aprè li yo.
6 ୬ ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏନ୍ତିବଲି କଇରଇଲା, “ତମର୍ ନାତିତିତିମନ୍ ବିନ୍ ଦେସେ ଚାଲିସ୍ ବରସ୍ ଜାକ ଗତି ଅଇକରି ରଇବାଇ । ସେ ଦେସର୍ ଲକ୍ ସେମନ୍କେ କରାପ୍ ଚଲାଚଲ୍ତି ଦେକାଇବାଇ ।
Men Bondye te pale konsa: Ke desandan li yo ta etranje nan yon peyi etranje, pou yo ta nan esklavaj e maltrete pandan kat-san lane.
7 ୭ ମାତର୍ ସେମନ୍ ଜନ୍ ଲକ୍ମନର୍ ସେବା କର୍ବାଇ, ମୁଇ ସେ ଲକ୍ମନ୍କେ ବିଚାର୍ କର୍ବି । ପଚେ ତମର୍ ନାତିତିତିମନ୍ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍ ଉପାସନା କର୍ବାଇ ।”
“Epi nenpòt nasyon ki ta mete yo nan esklavaj, Bondye te di: ‘Mwen Menm, Mwen va jije’, epi apre sa, yo va sòti la pou sèvi Mwen nan plas sila a.”
8 ୮ ତାର୍ପଚେ ପର୍ମେସର୍ ଅବ୍ରାଆମର୍ ସଙ୍ଗ୍ କାତାଦେଇ ରଇବା ରାଜିନାମାର୍ ଚିନ୍ ଇସାବେ ସୁନତ୍ କର୍ବା ବିଦି ତିଆର୍ କଲା । ଇସାକ୍ ଜନମ୍ ଅଇ ଆଟ୍ଦିନ୍ ପଚେ ଅବ୍ରାଆମ୍ ତାକେ ସୁନତ୍ କଲା । ପଚେ ଇସାକ୍ ତାର୍ ପଅ ଜାକୁବ୍କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍ ତାର୍ ବାର୍ଟା ପଅମନ୍କେ ସୁନତ୍ କଲା, ଜନ୍ ଲକ୍ମନ୍ କି ଆମର୍ ଡାକ୍ପୁଟା ସଙ୍ଗ୍ ରଇବା ଆନିଦାଦିମନ୍ ।
Li te bay li akò sikonsizyon an, epi Abraham te vin papa a Isaac, Li te sikonsi li nan uityèm jou a. Isaac te vin papa a Jacob, e Jacob a douz patriyach yo.
9 ୯ “ଜାକୁବର୍ ପଅମନ୍ ତାକର୍ ସାନ୍ ବାଇ ଜସେପ୍କେ ଇଁସା ଅଇକରି, ମିସର୍ ଦେସର୍ ବେବାରିମନ୍କେ ବିକିଦେଲାଇ । ମାତର୍ ପର୍ମେସର୍ ଜସେପର୍ ସଙ୍ଗ୍ ରଇଲା ।
Patriyach yo te vin jalou de Joseph e yo te vann li an Égypte. Men Bondye te avèk li
10 ୧୦ ଆରି ସବୁ ଦୁକ୍ କସ୍ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍ ମିସର୍ ରାଜାର୍ ମୁଆଟେ ଟିଆଅଇଲା, ପର୍ମେସର୍ ତାକେ ଗିଆନ୍ ଦେଲା । ଆରି ସବୁଲକ୍ ମନ୍କଲାପାରା ଚଲାଚଲ୍ତି ଦେଲା । ପାର ରାଜା ଜସେପ୍କେ ସେ ଦେସର୍ ସାସନ୍କାରିଆ ଆରି ତାର୍ କୁଟୁମର୍ ସବୁ ଦେକାରକା କର୍ବା ଦାଇତ୍ ସର୍ପି ଦେଲା ।
e Li te delivre li nan tout afliksyon li yo. Konsa li te bay li favè avèk sajès devan Pharaon, wa Égypte la, e te fè li vin gouvènè sou Égypte, ak tout lakay li.
11 ୧୧ ଜସେପ୍ ସାସନ୍କାରିଆ ରଇଲାବେଲେ ମିସର୍ ଆରି କିଣାନ୍ ଦେସେ ମର୍ଡି ଅଇଲା ଜେ ଲକ୍ମନ୍ ବେସି ଅଇରାନ୍ ଅଇଗାଲାଇ । ସେବେଲେ ଆମର୍ ଆନିଦାଦିମନ୍କେ କାଇଟା ମିସା କାଇବାଟା ମିଲେନାଇ ।
Alò yon gwo grangou te parèt nan tout Égypte ak Canaan, avèk gwo mizè, e zansèt nou yo pa t kab twouve manje.
12 ୧୨ ମିସର୍ ଦେସେ ଦାନ୍ ମିଲ୍ସି, ବଲି ସୁନି ଜାକୁବ୍ ପର୍ତୁମ୍ତର୍ ତାର୍ ପିଲାମନ୍କେ କାଦି ଗେନ୍ବାକେ ପାଟାଇଲା । ଜେକି ଆମର୍ ଆନିଦାଦିମନ୍ ଅଇବାଇ ।
Men lè Jacob te tande ke te gen manje an Égypte, li te voye zansèt nou yo la pou premye fwa a.
13 ୧୩ ତେଇ ସେମନ୍ ପଚର୍ ପାଲି ଗାଲାବେଲେ ଜସେପ୍ ତାର୍ ନିଜର୍ ବାଇମନ୍କେ ଚିନାଇ ଅଇଲା ଆରି ମିସରର୍ ରାଜା ପାର ଜସେପର୍ କୁଟୁମ୍କେ ଜାନ୍ଲା ।
Nan dezyèm vizit la Joseph te fè frè l yo dekouvri ki moun li te ye, efanmi Joseph te vin entwodwi a Pharaon.
14 ୧୪ ତାର୍ ପଚେ ଜସେପ୍ ତାର୍ ବାବା ଜାକୁବ୍ ଆରି ତାର୍ କୁଟୁମର୍ ସବୁକେ ମିସାଇ ସତୁରି ପାଁଚ୍ ଲକ୍କେ ମିସରେ ଆଇବାକେ କବର୍ ପାଟାଇଲା ।
Alò Joseph te voye envite Jacob, papa li avèk tout fanmi li pou vin kote l. Te gen swasann-kenz moun antou.
15 ୧୫ ଜାକୁବ୍ ମିସର୍ ଦେସେ ଗାଲା, ତେଇ ସେ, ତାର୍ ପଅମନର୍ ମରନ୍ ଅଇଲା ।
Konsa, Jacob te desann an Égypte e li menm avèk zansèt nou yo te mouri la.
16 ୧୬ ସେମନର୍ ମଲା ଗାଗଡ୍ ସେକିମେ ନେଲାଇ । ଆରି ଅବ୍ରାଆମ୍ କେତେକ୍ ଡାବୁଦେଇ ଆମ୍ ନାଉଁର୍ ଗଟେକ୍ କୁଟୁମେ ଅନି ଗେନ୍ଲା ମସ୍ନେ ନେଇ ସେମନ୍କେ ସଙ୍ଗଇଲାଇ ।”
Depi la kò yo te deplase retounen nan Sichem, pou te antere yo nan tonm nan ke Abraham te achte pou yon sòm lajan nan men fis a Hémor an Sichem yo.
17 ୧୭ ପର୍ମେସର୍ ଅବ୍ରାଆମ୍ ଜନ୍ ସପତ୍ ଦେଇ ରଇଲା ସେଟା ସିଦ୍ଅଇଲା । ମିସର୍ଦେସେ ଆମର୍ ଜାତିର୍ ଲକ୍ମନ୍ ବେସି ବଡି ଗାଲାଇ ।
Men pandan tan a pwomès ke Bondye te pwomèt a Abraham nan t ap pwoche pèp la te vin ogmante e te miltipliye an Égypte,
18 ୧୮ ସାରାସାରି, ଜସେପର୍ ବିସଇ ଜାନି ନ ରଇବା ଗଟେକ୍ ରାଜା, ମିସର୍ ଦେସ୍ ସାସନ୍ କଲା ।
jiskaske Yon lòt wa te leve sou Égypte ki pa t konnen anyen de Joseph.
19 ୧୯ ସେ ଆମର୍ ଆନିଦାଦିମନ୍କେ ବେସି ନାଡାଇଲା । ଆରି ବେସି ଅଇରାନ୍ କଲା । ସେମନର୍ କଅଁଲା ପିଲାମନ୍କେ ନିପାତ୍ କରି ବାଇରେ ପିଙ୍ଗି ଦେବାକେ ଆଦେସ୍ ଦେଲା ।
Se te li menm ki te sèvi gwo koken pou pran avantaj sou ras nou an, e maltrete zansèt nou pou yo ta kab fè zanfan pa nou yo pa t kab viv.
20 ୨୦ ସେ ବେଲାଇ ମସା ଜନମ୍ ଅଇଲା । ସେ ଗଟେକ୍ ବେସି ସୁନ୍ଦର୍ ପିଲା ରଇଲା । ତାକେ ତିନ୍ ମାସ୍ ଜାକ ଗରେସେ ପସ୍ଲାଇ ।
Se te nan tan sila a ke Moïse te ne. Li te byen bèl nan zye Bondye, e li te okipe pandan twa mwa lakay papa li.
21 ୨୧ ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍ କନିଆ ତାକେ ମିଲାଇକରି ନିଜର୍ ପିଲାପାରା ପସ୍ପାଲ୍ କଲା ।
Epi lè l te abandonen, fi Pharaon an te pran li e te nouri li kòm pwòp fis pa li.
22 ୨୨ ମିସର୍ ଦେସେ ଜେତ୍କି ଗିଆନ୍ ରଇଲା, ସେ ସବୁ ଗିଆନ୍ ମସାକେ ସିକାଇଲାଇ । ସେ ବଡିକରି ତାର୍ କାତାବାର୍ତା ଆରି କାମର୍ ଲାଗି ଗଟେକ୍ ଡାକ୍ପୁଟା ଲକ୍ ବଲାଇଅଇଲା ।
Moïse te enstwi nan tout konesans Ejipsyen an, e li te vin yon nonm byen fò nan pawòl ak nan zak.
23 ୨୩ ଜେଡେବେଲେ ମସାକେ ଚାଲିସ୍ ବରସ୍ ଅଇଲା, ସେ ତାର୍ ଇସ୍ରାଏଲର୍ ବାଇମନ୍ କାମ୍ କର୍ବା ଜାଗା ଦେକ୍ବାକେ ମନ୍କଲା ।
Men lè l t ap pwoche laj karant ane, sa te antre nan tèt li pou vizite frè li yo, fis Israël yo.
24 ୨୪ ଇସ୍ରାଏଲିଅ ମନର୍ ବିତ୍ରେଅନି ଗଟେକ୍କେ ମିସରିୟର୍ ଗଟେକ୍ ଲକ୍ ସାଦ୍ବାନ୍ଦ୍ କର୍ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
Konsa, lè l te wè youn nan yo byen maltrete, li te defann li, e te vanje pou sila ki te oprime a, e konsa, te touye Ejipsyen an.
25 ୨୫ ମସା ବାବିରଇଲା, ସେମନ୍କେ ମୁକ୍ଲାଇବାକେ ପର୍ମେସର୍ ତାକେ ବାଚ୍ଲାଆଚେ ବଲି ତାର୍ ନିଜର୍ ବାଇମନ୍ ଏତାଇବାଇ । ମାତର୍ ସେମନ୍ ସେଟା ବୁଜତ୍ନାଇ ।
Li te sipoze ke frè li yo te konprann ke Bondye t ap bay yo delivrans atravè li menm, men yo pa t konprann.
26 ୨୬ ତାର୍ ଆର୍କର୍ ଦିନେ ଦୁଇଟା ଇସ୍ରାଏଲିଅ ମନ୍ ମାରାମାରି ଅଇତେରଇବାଟା ଦେକ୍ଲା । ଆରି ସେମନ୍ ମିସତ୍ ବଲି ବୁଜାଇବାକେ ଚେସ୍ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍ତା ଇସ୍ରାଏଲର୍ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍ନି?”
“Nan jou swivan an, li te parèt a yo menm pandan yo t ap goumen youn avèk lòt. Li te eseye rekonsilye yo nan lapè e te di: ‘Moun yo, se frè nou ye. Poukisa nou ap fè mal a youn lòt?’
27 ୨୭ ମାତର୍ ଜନ୍ ଲକ୍ ଆରିଗଟେକ୍ ଲକ୍କେ କାରାପ୍ କାତା କଇ ଲାଗ୍ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବା ଅଦିକାର୍, କେ ତକେ ଦେଇଆଚେ?
“Men sila ki t ap fè frè l la mal la te bourade l e te di: ‘Kilès ki te fè ou yon chèf ak jij sou nou?
28 ୨୮ କାଲି ଜେନ୍ତି ଗଟେକ୍ ମିସରିୟକେ ମରାଇଲୁସ୍, ସେନ୍ତି ମକେ ମିସା ମରାଇବାକେ ମନ୍ କଲୁସ୍ନି କି?”
Èske ou gen entansyon touye m menm jan ke ou te touye Ejipsyen an ayè a?’
29 ୨୯ ଏଟା ସୁନିକରି ମସା ମିସର୍ଦେସେଅନି ଉଟିପାଲାଇଲା ଆରି ମିଦିଅନ୍ ଦେସେ ଜାଇ ବାସାକଲା । ତେଇ କେତେ ବରସ୍ ରଇକରି ଆରି ତାର୍ ଦୁଇଟା ପିଲା ଜନମ୍ ଅଇଲାଇ ।
“Akoz pawòl sila a Moïse te sove ale, e te vin yon etranje nan peyi Madian, kote li te vin papa a de fis.
30 ୩୦ “ଚାଲିସ୍ ବରସ୍ ରଇଲା ପଚେ, ମରୁବାଲି ରଇବା ଜାଗାର୍ ସିନୟ ନାଉଁର୍ ପର୍ବତେ ଗଟେକ୍ ଜଇ ଲାଗ୍ବା ବୁଟାର୍ ମଜାଇ ପର୍ମେସରର୍ ଗଟେକ୍ ଦୁତ୍, ମସାକେ ଦେକାଇ ଅଇଲା ।”
“Apre karant ane te pase, Yon zanj te parèt a li menm nan dezè Mòn Sinaï nan flanm a yon touf bwa.
31 ୩୧ ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍ ନିକକରି ଦେକ୍ବି ବଲି ବୁଟା ଲଗେ ଗାଲା । ମାତର୍ ତେଇ ସେ ମାପ୍ରୁର୍ କାତା ସୁନ୍ଲା ।
Lè Moïse te wè l, li te etone de sa l te wè a. Lè l te pwoche pou gade pi pre, vwa Senyè a te vini sou li:
32 ୩୨ “ମୁଇ ତମର୍ ଆନିଦାଦି ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ ।” ମସା ଡରିକରି ତର୍ତର୍ ଗଜ୍ଗଜ୍ ଅଇ ଦେକ୍ବାର୍ ନାପାର୍ଲା ।
‘Mwen menm se Bondye a zansèt nou yo, Bondye Abraham nan, Isaac ak Jacob la’. Moïse te tranble avèk laperèz e pa t menm vle pran chans gade.
33 ୩୩ ମାପ୍ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍ । କାଇକେବଇଲେ ତୁଇ ଜନ୍ ଜାଗାଇ ଟିଆଅଇଆଚୁସ୍, ସେଟା ସୁକ୍ଲା ଜାଗା ।
“Men SENYÈ a te di l: ‘Retire sapat nan pye ou, paske lye kote ou kanpe a se tè sen.
34 ୩୪ ମିସର୍ ଦେସେ ମର୍ ଲକ୍ମନ୍ କସ୍ଟ ଅଇବାଟା ଦେକିଆଚି । ମୁଇ ସେମନର୍ କାନ୍ଦାବୁବା ସୁନିଆଚି ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ଉତ୍ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍ ଦେସେ ପାଟାଇବି ।”
Mwen anverite wè soufrans pèp Mwen an an Égypte e tande plent yo, e Mwen gen tan vini desann pou delivre yo. Vini koulye a e Mwen va voye ou an Égypte.’
35 ୩୫ ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା ।
“Menm Moïse sila a ke yo te rejte lè yo te di: ‘Kilès ki te fè ou yon chèf e yon jij?’ Se sila a ke Bondye te voye pou li ta kapab non sèlman yon chèf, men yon liberatè avèk èd zanj ki te parèt kote li nan touf bwa a.
36 ୩୬ ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
Mesye sila a te mennen yo sòti, e te fè mèvèy ak sign nan peyi Égypte, ak nan Lamè Wouj, epi pandan karant ane nan dezè a.
37 ୩୭ ମସା ନିଜେ ଇସ୍ରାଏଲର୍ ଲକ୍ମନ୍କେ କଇରଇଲା, “ମକେ ଜେନ୍ତି ପର୍ମେସର୍ ପାଟାଇଲା । ସେନ୍ତାରିସେ ତମର୍ ବାଇମନର୍ ଲଗେ ଗଟେକ୍ ବବିସତ୍ବକ୍ତାକେ ପାଟାଇସି, ସେ ତମର୍ ନିଜର୍ ଲକ୍ମନର୍ ଟାନେଅନିସେ ଅଇସି ।”
Se te Moïse sila a ki te di a fis Israël yo: ‘Bondye va fè leve pou nou yon pwofèt tankou mwen ki sòti nan frè nou yo.’
38 ୩୮ “ଇସ୍ରାଏଲିଅ ଲକ୍ମନ୍ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍ ସଙ୍ଗ୍ ରଇଲା । ସିନୟ ପର୍ବତେ ଆମର୍ ଆନିଦାଦିମନର୍ ସଙ୍ଗ୍ ଦୁତ୍ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍ମେସର୍ଟାନେଅନି ଜିବନ୍ ଦେବା ବାକିଅ ମିଲାଇକରି ଆମ୍କେ ଜାନାଇଲା ।”
“Sa se li menm ki te nan asanble nan dezè a; ki te avèk zanj ki t ap pale avè l sou Mòn Sinaï a, e avèk zansèt nou yo, ki te te resevwa pawòl vivan yo pou pase bannou.
39 ୩୯ “ମାତର୍ ଆମର୍ ପୁର୍ବର୍ ଆନିଦାଦିମନ୍ ମସାର୍ କାତା ସୁନତ୍ ନାଇ । ମିସର୍ ଦେସେ ବାଉଡି ଜୁ ବଲି ମନ୍କଲାଇ ।”
“Zansèt nou yo pa t dakò obeyisan a li menm, men yo te rejte l, e nan kè yo, yo te vire tounen an Égypte.
40 ୪୦ ସେଟାର୍ପାଇ ସେମନ୍ ଆରଣ୍କେ କଇଲାଇ, “ଆମ୍କେ ମିସର୍ ଦେସେଅନି ବାର୍କରାଇ ଆନ୍ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍କେ ବାଟ୍ ଦେକାଇ ନେବାକେ କେତେଟା ପୁତ୍ଲା ବନାଇ ଦେ । ସେମନ୍ ଆମର୍ ଦେବ୍ତା ଅଇ ବାଟ୍ଦେକାଇବାଇ ।”
Konsa yo di a Aaron: ‘Fè pou nou dye yo ki va ale devan nou. Paske Moïse sila a ki te mennen nou sòti an Égypte la, nou pa menm konnen kisa ki rive li.’
41 ୪୧ ସେବେଲେ ସେମନ୍ ତେଇ ଗଟେକ୍ ବାଚାପିଲା ପାରା ଡିସ୍ବା ପୁତ୍ଲା ତିଆର୍କଲାଇ । ଆରି ତାର୍ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍ କରିରଇବା ସେ ମୁର୍ତିକେ ସନ୍ମାନ୍ ଦେବାକେ ଗଟେକ୍ ବଜି କଲାଇ ।
Nan tan sa a yo te fè yon jenn bèf. Yo te pote yon sakrifis pou zidòl la, e yo t ap rejwi yo nan zèv a pwòp men yo.
42 ୪୨ ସେଟାର୍ପାଇ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ, “ଏ ଇସ୍ରାଏଲ୍ ବଁସର୍ ଲକ୍ମନ୍, ମରୁବାଲି ବୁଏଁ ଚାଲିସ୍ବରସ୍ ଜାକ ତମେ ପସୁମନ୍କେ ମରାଇକରି ବଲି ଇସାବେ ଦେଲାସ୍ । ମାତର୍ ସେଟା ମର୍ପାଇ ଦେଇ ନ ରଇଲାସ୍ ।
“Men Bondye te vire do Li, e te livre yo pou adore dye a zetwal syèl yo, jan sa ekri nan liv pwofèt yo: ‘Se pa t a Mwen menm ke nou te ofri ofrann ak sakrifis karant ane nan dezè a, O lakay Israël.
43 ୪୩ ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ରେପାନ୍ ତାରାର୍ ପୁତ୍ଲା ମିସା ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ । ଏ ସବୁଜାକ ପୁତ୍ଲାମନ୍କେ ତମେ ପୁଜାବିଦି କର୍ବାକେ ବନାଇରଇଲାସ୍ । ସେଟାର୍ପାଇ ମୁଇ ତମ୍କେ ତମର୍ ନିଜର୍ ଦେସେଅନି ବାବିଲନ୍ ଦେସର୍ ତେନ୍କେ ନେବାକେ ଜଜ୍ନା କର୍ବି ।”
Men nou te pran anplis, tabènak Moloch la, ak zetwal a dye Remphan an; imaj ke nou te fè pou adore yo. Pou sa a Mwen osi va retire nou jis rive lòtbò Babylone.’
44 ୪୪ ତିପାନ୍ ଆରି କଇଲା, “ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।”
“Zansèt nou yo te gen tabènak temwayaj nan dezè a, menm jan ke Sila ki te pale avèk Moïse la te kòmande li pou fè, selon modèl ke li te wè a.
45 ୪୫ “ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା ।
“Konsa, zansèt nou yo ki te resevwa li nan lè pa yo, te pote li avèk Josué lè l te depouye nasyon ke Bondye te chase devan yo jis rive nan tan David la.
46 ୪୬ ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା ।
David te twouve favè nan zye Bondye, e te mande pou li ta kapab jwenn yon mezon pou Bondye Jacob la abite.
47 ୪୭ ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।”
Men se te Salomon ki te bati yon kay pou Li.
48 ୪୮ ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
“Poutan Trè Wo a pa rete nan kay ki fèt pa men moun, jan pwofèt la di a:
49 ୪୯ ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା ଦର୍ତନି ଅଇଲାନି ମର୍ ପାଦର୍ ପିଡା । ତମେ ମର୍ପାଇ କେନ୍ତାରି ଗର୍ ତିଆର୍ କର୍ସା? ମୁଇ ପୁଣ୍ଡ୍ବାକେ କନ୍ତି ଜାଗା ଆଚେ କି?
‘Syèl la se twòn Mwen, E tè a se ban pou pye Mwen. Ki kalite kay ou kapab fè pou Mwen?’ ‘Oubyen ki plas ki gen pou repo Mwen?
50 ୫୦ “ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି?”
Se pa t men Mwen ki te fè tout bagay sa yo?’
51 ୫୧ ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
“Nou menm, ki se moun kou rèd e ensikonsi nan kè, avèk zòrèy ki toujou ap reziste a Lespri Sen an, n ap fè menm bagay ke zansèt nou yo te konn fè yo.
52 ୫୨ ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
Kilès nan pwofèt yo ke zansèt nou yo pa t pèsekite? Yo te touye sila yo ki avan lè te anonse ke Sila Ki Jis la t ap vini; ke nou menm koulye a trayi e asasine.
53 ୫୩ ତମେ ସରଗର୍ ଦୁତ୍ମନ୍ ଜାନାଇରଇବା ରିତିନିତି ଦାରିଆଚାସ୍ । ମାତର୍ ସେଟା ମାନାସ୍ ନାଇ ।
Nou menm ki te resevwa Lalwa kòm yon òdonans pa zanj yo, te vyole li.”
54 ୫୪ ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
Alò, lè yo te tande sa, yo te blese byen fon, e t ap manje dan yo sou li.
55 ୫୫ ମାତର୍ ତିପାନ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ସରଗ୍ ବାଟେ ମୁ କଲା । ଆରି ପର୍ମେସରର୍ ମଇମା ଆରି ଜିସୁ ତାର୍ ଉଜାବାଟେ ଟିଆଅଇରଇବାଟା ଦେକ୍ଲା ।
Men ranpli avèk Lespri Sen an, li te fikse zye l anwo nan syèl la e te wè glwa Bondye ak Jésus ki t ap kanpe bò men dwat Bondye.
56 ୫୬ ତିପାନ୍ କଇଲା, “ଏଦେ ଦେକା! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।”
Li te di: “Gade byen, Mwen wè syèl la vin louvri, e Fis a lòm nan ki kanpe bò men dwat Bondye.”
57 ୫୭ ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
Konsa yo te kriye fò avèk yon gwo vwa, e te kouvri zòrèy yo. Yo te kouri sou li ansanm a lafwa,
58 ୫୮ ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
e lè yo te fin pouse li deyò vil la, yo te kòmanse lapide l avèk wòch. Temwen sila yo te depoze vètman yo nan pye a yon jennonm yo te rele Saul.
59 ୫୯ ସେମନ୍ ତିପାନର୍ ଉପ୍ରେ ପାକ୍ନା ମାର୍ବା ବେଲେ ସେ ମାପ୍ରୁକେ ପାର୍ତନା କରି କଇଲା, “ମାପ୍ରୁ ଜିସୁ, ମର୍ ଆତ୍ମାକେ ସଙ୍ଗୁଆ!”
Yo te kontinye lapide Étienne pandan li te rele Senyè a, e te di: “Senyè Jésus, resevwa Lespri mwen”.
60 ୬୦ ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
Konsa, li te tonbe sou jenou li, e te kriye avèk yon gwo vwa: “Senyè, pa kenbe peche sa a kont yo!” Lè l fin di sa, li te mouri.