< ପେରିତ୍‌ 7 >

1 ବଡ୍‌ ପୁଜାରି ତିପାନ୍‌କେ ପାଚାର୍‌ଲା, “ତର୍‌ ବିରୁଦେ କଇବା ଏ ସବୁ କାତା ସତ୍‌ କି?”
And the high priest asked him: Are these things so?
2 ତିପାନ୍‌ କଇଲା, “ଇତି ରଇବା ମର୍‌ ବାଇମନ୍‌ ଆରି ବାବାମନ୍‌ ଅଲପ୍‌ ସୁନା, ଆମର୍‌ ଆନିଦାଦି ଅବ୍‌ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍‌ତୁ ମଇମା କର୍‌ବା ପର୍‌ମେସର୍‌ ମେସପଟାମିଆଇ ଦେକାଇଅଇଲା ।”
And he said: Men, brethren, and our fathers, hear ye. The God of glory appeared to our father Abraham, when he was between the rivers, before he came to reside in Charran;
3 ଆରି ତାକେ କଇଲା, 'ତମର୍‌ ଦେସ୍‌ ଆରି ତମର୍‌ କୁଟୁମ୍‌କେ ଚାଡିକରି ମୁଇ ଜନ୍‌ ଦେସ୍‌ ଦେକାଇବି, ସେ ଦେସେ ଜା ।
and he said to him: Depart from thy country, and from thy kindred, and go to a land which I will show to thee.
4 ତେବର୍‌ପାଇ ସେ ତାର୍‌ ଦେସ୍‌ ଚାଡିକରି ଆରାନ୍‌ ନାଉଁର୍‌ ଗଟେକ୍‌ ଦେସେ ବାସା ଅଇବାକେ ଗାଲା । ଅବ୍‌ରାଆମର୍‌ ବାବା ମଲା ପଚେ, ପର୍‌ମେସର୍‌ ତାକେ, ତମେ ରଇବା ଏ ଦେସେ ଆନ୍‌ଲା ।
And then Abraham departed from the land of the Chaldeans, and came and dwelt in Charran. And from there, after his father had died, God removed him to this land, in which ye this day dwell.
5 ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏ ଦେସେ କାଇ ଅଦିକାର୍‌ କି ପାଦେକ୍‌ ଜମି ମିସା ଦେଇ ନ ରଇଲା । ମାତର୍‌ ତାକେ ଏ ଦେସ୍‌ ପଚେ ଦେବାକେ ପର୍‌ମେସର୍‌ କାତାଦେଇରଇଲା । ଆରି ସେଟା ତାର୍‌ ନାତିତିତି ମନର୍‌ ପାଇ ଅଇସି ବଲି ସପତ୍‌ କଲା । ପର୍‌ମେସର୍‌ ଏ କାତା ଦେଇରଇଲା ବେଲେ ଅବ୍‌ରାଆମ୍‍କେ ପିଲାଟକି ନ ଅଇରଇଲା ।
And he did not give him an inheritance in it, not even a foot-track: but he promised that he would give it him, as an inheritance to him and to his seed, when as yet he had no son.
6 ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏନ୍ତିବଲି କଇରଇଲା, “ତମର୍‌ ନାତିତିତିମନ୍‌ ବିନ୍‌ ଦେସେ ଚାଲିସ୍‌ ବରସ୍‌ ଜାକ ଗତି ଅଇକରି ରଇବାଇ । ସେ ଦେସର୍‌ ଲକ୍‌ ସେମନ୍‌କେ କରାପ୍‌ ଚଲାଚଲ୍‌ତି ଦେକାଇବାଇ ।
And God conversed with him, and said to him: Thy seed will be a sojourner in a foreign land; and they will reduce it to servitude, and will treat it ill, during four hundred years.
7 ମାତର୍‌ ସେମନ୍‌ ଜନ୍‌ ଲକ୍‌ମନର୍‌ ସେବା କର୍‌ବାଇ, ମୁଇ ସେ ଲକ୍‌ମନ୍‌କେ ବିଚାର୍‌ କର୍‌ବି । ପଚେ ତମର୍‌ ନାତିତିତିମନ୍‌ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍‌ ଉପାସନା କର୍‌ବାଇ ।”
And the nation, to whom they perform bondservice, I will judge saith God. And afterwards, they will go out, and will worship me in this land.
8 ତାର୍‌ପଚେ ପର୍‌ମେସର୍‌ ଅବ୍‌ରାଆମର୍‌ ସଙ୍ଗ୍‍ କାତାଦେଇ ରଇବା ରାଜିନାମାର୍‌ ଚିନ୍‌ ଇସାବେ ସୁନତ୍‌ କର୍‌ବା ବିଦି ତିଆର୍‌ କଲା । ଇସାକ୍‌ ଜନମ୍‌ ଅଇ ଆଟ୍‍ଦିନ୍‌ ପଚେ ଅବ୍‌ରାଆମ୍ ତାକେ ସୁନତ୍‌ କଲା । ପଚେ ଇସାକ୍‌ ତାର୍‌ ପଅ ଜାକୁବ୍‌କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍‌ ତାର୍‌ ବାର୍‌ଟା ପଅମନ୍‌କେ ସୁନତ୍‌ କଲା, ଜନ୍‌ ଲକ୍‌ମନ୍‌ କି ଆମର୍‌ ଡାକ୍‌ପୁଟା ସଙ୍ଗ୍‍ ରଇବା ଆନିଦାଦିମନ୍‌ ।
And he gave them the covenant of circumcision. And then he begat Isaac, and circumcised him the eighth day. And Isaac begat Jacob: and Jacob begat our twelve fathers.
9 “ଜାକୁବର୍‌ ପଅମନ୍‌ ତାକର୍‌ ସାନ୍‌ ବାଇ ଜସେପ୍‌କେ ଇଁସା ଅଇକରି, ମିସର୍‌ ଦେସର୍‌ ବେବାରିମନ୍‌କେ ବିକିଦେଲାଇ । ମାତର୍‌ ପର୍‌ମେସର୍‌ ଜସେପର୍‌ ସଙ୍ଗ୍‍ ରଇଲା ।
And those our fathers envied Joseph, and sold him into Egypt: but God was with him,
10 ୧୦ ଆରି ସବୁ ଦୁକ୍‌ କସ୍‌ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍‌ ମିସର୍‌ ରାଜାର୍‌ ମୁଆଟେ ଟିଆଅଇଲା, ପର୍‌ମେସର୍‌ ତାକେ ଗିଆନ୍‌ ଦେଲା । ଆରି ସବୁଲକ୍‌ ମନ୍‌କଲାପାରା ଚଲାଚଲ୍‍ତି ଦେଲା । ପାର ରାଜା ଜସେପ୍‌କେ ସେ ଦେସର୍‌ ସାସନ୍‌କାରିଆ ଆରି ତାର୍‌ କୁଟୁମର୍‌ ସବୁ ଦେକାରକା କର୍‌ବା ଦାଇତ୍‌ ସର୍‌ପି ଦେଲା ।
and delivered: him from all his afflictions; and gave him favor and wisdom before Pharaoh, king of Egypt, and he made him chief over Egypt, and over all his house.
11 ୧୧ ଜସେପ୍‌ ସାସନ୍‌କାରିଆ ରଇଲାବେଲେ ମିସର୍‌ ଆରି କିଣାନ୍‌ ଦେସେ ମର୍‌ଡି ଅଇଲା ଜେ ଲକ୍‌ମନ୍‌ ବେସି ଅଇରାନ୍‌ ଅଇଗାଲାଇ । ସେବେଲେ ଆମର୍‌ ଆନିଦାଦିମନ୍‌କେ କାଇଟା ମିସା କାଇବାଟା ମିଲେନାଇ ।
And there was a famine and great distress in all Egypt, and in the land of Canaan, and our fathers lacked food.
12 ୧୨ ମିସର୍‌ ଦେସେ ଦାନ୍‌ ମିଲ୍‌ସି, ବଲି ସୁନି ଜାକୁବ୍‌ ପର୍‌ତୁମ୍‌ତର୍‌ ତାର୍‌ ପିଲାମନ୍‌କେ କାଦି ଗେନ୍‌ବାକେ ପାଟାଇଲା । ଜେକି ଆମର୍‌ ଆନିଦାଦିମନ୍‌ ଅଇବାଇ ।
And when Jacob heard that there was bread-stuff in Egypt, he sent our fathers a first time.
13 ୧୩ ତେଇ ସେମନ୍‌ ପଚର୍‌ ପାଲି ଗାଲାବେଲେ ଜସେପ୍‌ ତାର୍‌ ନିଜର୍‌ ବାଇମନ୍‌କେ ଚିନାଇ ଅଇଲା ଆରି ମିସରର୍‌ ରାଜା ପାର ଜସେପର୍‌ କୁଟୁମ୍‍କେ ଜାନ୍‌ଲା ।
And when they went the second time, Joseph made himself known to his brethren; and the kindred of Joseph was known to Pharaoh.
14 ୧୪ ତାର୍‌ ପଚେ ଜସେପ୍‌ ତାର୍‌ ବାବା ଜାକୁବ୍‌ ଆରି ତାର୍‌ କୁଟୁମର୍‌ ସବୁକେ ମିସାଇ ସତୁରି ପାଁଚ୍‌ ଲକ୍‌କେ ମିସରେ ଆଇବାକେ କବର୍‌ ପାଟାଇଲା ।
And Joseph sent and brought is father Jacob, and all his family; and they were in number seventy and five souls.
15 ୧୫ ଜାକୁବ୍‌ ମିସର୍‌ ଦେସେ ଗାଲା, ତେଇ ସେ, ତାର୍‌ ପଅମନର୍‌ ମରନ୍‌ ଅଇଲା ।
And Jacob went down into Egypt; and he died there, he and our fathers.
16 ୧୬ ସେମନର୍‌ ମଲା ଗାଗଡ୍‌ ସେକିମେ ନେଲାଇ । ଆରି ଅବ୍‌ରାଆମ୍ କେତେକ୍‌ ଡାବୁଦେଇ ଆମ୍‌ ନାଉଁର୍‌ ଗଟେକ୍‌ କୁଟୁମେ ଅନି ଗେନ୍‌ଲା ମସ୍‌ନେ ନେଇ ସେମନ୍‌କେ ସଙ୍ଗଇଲାଇ ।”
And he was transported to Sychem, and was deposited in the sepulchre which Abraham bought with money of the sons of Emmor.
17 ୧୭ ପର୍‌ମେସର୍‌ ଅବ୍‌ରାଆମ୍ ଜନ୍‌ ସପତ୍‌ ଦେଇ ରଇଲା ସେଟା ସିଦ୍‌ଅଇଲା । ମିସର୍‌ଦେସେ ଆମର୍‌ ଜାତିର୍‌ ଲକ୍‌ମନ୍‌ ବେସି ବଡି ଗାଲାଇ ।
And when the time arrived for that which God had promised to Abraham with an oath, the people had multiplied and become strong, in Egypt:
18 ୧୮ ସାରାସାରି, ଜସେପର୍‌ ବିସଇ ଜାନି ନ ରଇବା ଗଟେକ୍‌ ରାଜା, ମିସର୍‌ ଦେସ୍‌ ସାସନ୍‌ କଲା ।
until there arose another king over Egypt, who knew not Joseph.
19 ୧୯ ସେ ଆମର୍‌ ଆନିଦାଦିମନ୍‌କେ ବେସି ନାଡାଇଲା । ଆରି ବେସି ଅଇରାନ୍‌ କଲା । ସେମନର୍‌ କଅଁଲା ପିଲାମନ୍‌କେ ନିପାତ୍‌ କରି ବାଇରେ ପିଙ୍ଗି ଦେବାକେ ଆଦେସ୍‌ ଦେଲା ।
And he dealt craftily with our kindred, and ill-treated our fathers, and gave orders that their infants should be cast away, and should not live.
20 ୨୦ ସେ ବେଲାଇ ମସା ଜନମ୍‌ ଅଇଲା । ସେ ଗଟେକ୍‌ ବେସି ସୁନ୍ଦର୍‌ ପିଲା ରଇଲା । ତାକେ ତିନ୍‌ ମାସ୍‌ ଜାକ ଗରେସେ ପସ୍‌ଲାଇ ।
At that time was Moses born; and he was lovely to God: and he was nursed three months in his father's house.
21 ୨୧ ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍‌ କନିଆ ତାକେ ମିଲାଇକରି ନିଜର୍‌ ପିଲାପାରା ପସ୍‌ପାଲ୍‌ କଲା ।
And when he was cast out, by his people, the daughter of Pharaoh found him, and brought him up for her own son.
22 ୨୨ ମିସର୍‌ ଦେସେ ଜେତ୍‌କି ଗିଆନ୍‌ ରଇଲା, ସେ ସବୁ ଗିଆନ୍‌ ମସାକେ ସିକାଇଲାଇ । ସେ ବଡିକରି ତାର୍‌ କାତାବାର୍‌ତା ଆରି କାମର୍‌ ଲାଗି ଗଟେକ୍‌ ଡାକ୍‌ପୁଟା ଲକ୍‌ ବଲାଇଅଇଲା ।
And Moses was instructed in all the wisdom of the Egyptians; and he was eminent in his words, and also in his deeds.
23 ୨୩ ଜେଡେବେଲେ ମସାକେ ଚାଲିସ୍‌ ବରସ୍‌ ଅଇଲା, ସେ ତାର୍‌ ଇସ୍‌ରାଏଲର୍‌ ବାଇମନ୍‌ କାମ୍‌ କର୍‌ବା ଜାଗା ଦେକ୍‌ବାକେ ମନ୍‌କଲା ।
And when he was forty years old, it came into his heart to visit his brethren, the children of Israel.
24 ୨୪ ଇସ୍‌ରାଏଲିଅ ମନର୍‌ ବିତ୍‌ରେଅନି ଗଟେକ୍‌କେ ମିସରିୟର୍‌ ଗଟେକ୍‌ ଲକ୍‌ ସାଦ୍‌ବାନ୍ଦ୍‌ କର୍‌ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍‌ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
And he saw one of the race of his kindred treated with violence; and he avenged him, and did him justice, and killed the Egyptian who had abused him.
25 ୨୫ ମସା ବାବିରଇଲା, ସେମନ୍‌କେ ମୁକ୍‌ଲାଇବାକେ ପର୍‌ମେସର୍‌ ତାକେ ବାଚ୍‌ଲାଆଚେ ବଲି ତାର୍‌ ନିଜର୍‌ ବାଇମନ୍‌ ଏତାଇବାଇ । ମାତର୍‌ ସେମନ୍‌ ସେଟା ବୁଜତ୍‌ନାଇ ।
And he supposed that his brethren the sons of Israel would have understood, that by his hand God would give them deliverance; but they understood not.
26 ୨୬ ତାର୍‌ ଆର୍‌କର୍‌ ଦିନେ ଦୁଇଟା ଇସ୍‌ରାଏଲିଅ ମନ୍‌ ମାରାମାରି ଅଇତେରଇବାଟା ଦେକ୍‌ଲା । ଆରି ସେମନ୍‌ ମିସତ୍‌ ବଲି ବୁଜାଇବାକେ ଚେସ୍‌ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍‌ତା ଇସ୍‌ରାଏଲର୍‌ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍‌ନି?”
And on another day, he appeared to them, as they were quarrelling one with another. And he exhorted them to become reconciled, saying: Men, ye are brethren; why do ye seek to harm each other?
27 ୨୭ ମାତର୍‌ ଜନ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ କାରାପ୍‌ କାତା କଇ ଲାଗ୍‌ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବା ଅଦିକାର୍‌, କେ ତକେ ଦେଇଆଚେ?
But he who did the wrong to his fellow, repulsed him from him, and said to him: Who constituted thee a ruler and a judge over us?
28 ୨୮ କାଲି ଜେନ୍ତି ଗଟେକ୍‌ ମିସରିୟକେ ମରାଇଲୁସ୍‌, ସେନ୍ତି ମକେ ମିସା ମରାଇବାକେ ମନ୍‌ କଲୁସ୍‌ନି କି?”
Dost thou seek to kill me, as thou killedst the Egyptian yesterday?
29 ୨୯ ଏଟା ସୁନିକରି ମସା ମିସର୍‌ଦେସେଅନି ଉଟିପାଲାଇଲା ଆରି ମିଦିଅନ୍‌ ଦେସେ ଜାଇ ବାସାକଲା । ତେଇ କେତେ ବରସ୍‌ ରଇକରି ଆରି ତାର୍‌ ଦୁଇଟା ପିଲା ଜନମ୍‌ ଅଇଲାଇ ।
And Moses fled at that speech, and became a sojourner in the land of Midian. And he had two sons.
30 ୩୦ “ଚାଲିସ୍‌ ବରସ୍‌ ରଇଲା ପଚେ, ମରୁବାଲି ରଇବା ଜାଗାର୍‌ ସିନୟ ନାଉଁର୍‌ ପର୍‌ବତେ ଗଟେକ୍‌ ଜଇ ଲାଗ୍‌ବା ବୁଟାର୍‌ ମଜାଇ ପର୍‌ମେସରର୍‌ ଗଟେକ୍‌ ଦୁତ୍‌, ମସାକେ ଦେକାଇ ଅଇଲା ।”
And when forty years had been passed by him there, the angel of the Lord appeared to him in the wilderness of mount Sinai, in a fire that burned in a bush.
31 ୩୧ ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍‌ ନିକକରି ଦେକ୍‌ବି ବଲି ବୁଟା ଲଗେ ଗାଲା । ମାତର୍‌ ତେଇ ସେ ମାପ୍‌ରୁର୍‌ କାତା ସୁନ୍‌ଲା ।
And when Moses saw it, he admired the sight: and as he drew near to behold it, the Lord said to him, audibly:
32 ୩୨ “ମୁଇ ତମର୍‌ ଆନିଦାଦି ଅବ୍‌ରାଆମ୍, ଇସାକ୍‌ ଆରି ଜାକୁବର୍‌ ପର୍‌ମେସର୍‌ ।” ମସା ଡରିକରି ତର୍‌ତର୍‌ ଗଜ୍‌ଗଜ୍‌ ଅଇ ଦେକ୍‌ବାର୍‌ ନାପାର୍‌ଲା ।
I am the God of thy fathers, the God of Abraham, and of Isaac, and of Jacob. And Moses trembled, and dared not to gaze at the sight.
33 ୩୩ ମାପ୍‌ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍‌ । କାଇକେବଇଲେ ତୁଇ ଜନ୍‌ ଜାଗାଇ ଟିଆଅଇଆଚୁସ୍‌, ସେଟା ସୁକ୍‌ଲା ଜାଗା ।
And the Lord said to him: Loose thy shoes from thy feet; for the ground on which thou standest is holy.
34 ୩୪ ମିସର୍‌ ଦେସେ ମର୍‌ ଲକ୍‌ମନ୍‌ କସ୍‌ଟ ଅଇବାଟା ଦେକିଆଚି । ମୁଇ ସେମନର୍‌ କାନ୍ଦାବୁବା ସୁନିଆଚି ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ଉତ୍‌ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍‌ ଦେସେ ପାଟାଇବି ।”
I have attentively seen the affliction of my people, who are in Egypt; and I have heard their groans, and have come down to deliver them. And now, come, I will send thee to Egypt.
35 ୩୫ ମସାକେ ଇସ୍‌ରାଏଲର୍‌ ଲକ୍‌ମନ୍‌ ନିଚ୍‌ତେରଇଲାଇ । ସେମନ୍‌ ପାଚାରି ରଇଲାଇ, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବାକେ କେ ଅଦିକାର୍‌ ଦେଇଆଚେ?” ମାତର୍‌ ପର୍‌ମେସର୍‌ ଆକା ନିଜେ ମସାକେ ସେ ଲକ୍‌ମନର୍‌ ଉପ୍‌ରେ ସାସନ୍‌ କର୍‌ବାକେ ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ପାଟାଇରଇଲା । ଜଇଲାଗ୍‌ବା ବୁଟାଇ ଦର୍‌ସନ୍‌ ଇସାବେ ଦେକାଇଅଇଲା ।
This Moses, whom they rejected, saying, Who constituted thee a ruler and judge over us? this same did God, by the hand of the angel that appeared to him in the bush, send to them to be their captain and deliverer.
36 ୩୬ ମିସର୍‌ ଦେସେ, ଲଇତ୍‌ ସାଗରେ ଆରି ଚାଲିସ୍‌ ବରସ୍‌ ମରୁବାଲି ବୁଏଁ କେତେକ୍‌ କେତେକ୍‌ କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ କଲା ।
He it was that brought them out, working signs and wonders and prodigies in the land of Egypt, and at the sea of rushes, and in the desert, forty years.
37 ୩୭ ମସା ନିଜେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ କଇରଇଲା, “ମକେ ଜେନ୍ତି ପର୍‌ମେସର୍‌ ପାଟାଇଲା । ସେନ୍ତାରିସେ ତମର୍‌ ବାଇମନର୍‌ ଲଗେ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇସି, ସେ ତମର୍‌ ନିଜର୍‌ ଲକ୍‌ମନର୍‌ ଟାନେଅନିସେ ଅଇସି ।”
This Moses is the man who said to the children of Israel: A prophet, like me, will the Lord God raise up to you from among your brethren; to him give ear.
38 ୩୮ “ଇସ୍‌ରାଏଲିଅ ଲକ୍‌ମନ୍‌ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍‌ ସଙ୍ଗ୍‍ ରଇଲା । ସିନୟ ପର୍‌ବତେ ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଦୁତ୍‌ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍‌ମେସର୍‌ଟାନେଅନି ଜିବନ୍‌ ଦେବା ବାକିଅ ମିଲାଇକରି ଆମ୍‌କେ ଜାନାଇଲା ।”
He it was, who was in the congregation in the wilderness, with the angel that conversed with him and with our fathers at mount Sinai; and he it was, received the living words to give them to us.
39 ୩୯ “ମାତର୍‌ ଆମର୍‌ ପୁର୍‌ବର୍‌ ଆନିଦାଦିମନ୍‌ ମସାର୍‌ କାତା ସୁନତ୍‌ ନାଇ । ମିସର୍‌ ଦେସେ ବାଉଡି ଜୁ ବଲି ମନ୍‌କଲାଇ ।”
And our fathers would not hearken to him, but forsook him, and in their hearts returned again to Egypt;
40 ୪୦ ସେଟାର୍‌ପାଇ ସେମନ୍‌ ଆରଣ୍‌କେ କଇଲାଇ, “ଆମ୍‌କେ ମିସର୍‌ ଦେସେଅନି ବାର୍‌କରାଇ ଆନ୍‌ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍‌କେ ବାଟ୍‌ ଦେକାଇ ନେବାକେ କେତେଟା ପୁତ୍‌ଲା ବନାଇ ଦେ । ସେମନ୍‌ ଆମର୍‌ ଦେବ୍‌ତା ଅଇ ବାଟ୍‍ଦେକାଇବାଇ ।”
when they said to Aaron: Make us gods who may go before us; because, as for this Moses who brought us from the land of Egypt, we know not what hath become of him.
41 ୪୧ ସେବେଲେ ସେମନ୍‌ ତେଇ ଗଟେକ୍‌ ବାଚାପିଲା ପାରା ଡିସ୍‌ବା ପୁତ୍‌ଲା ତିଆର୍‌କଲାଇ । ଆରି ତାର୍‌ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍‌ କରିରଇବା ସେ ମୁର୍‌ତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବଜି କଲାଇ ।
And he made them a calf in those days; and they offered sacrifices to idols, and were voluptuous with the work of their hands.
42 ୪୨ ସେଟାର୍‌ପାଇ ପର୍‌ମେସର୍‌ ସେମନ୍‌କେ ଦେକେନାଇ ଆରି ସେମନ୍‌କେ, ଆକାସର୍‌ ତାରାମନ୍‌ ପୁଜା କରତ୍‌ ବଲି ଚାଡିଦେଲା । ଏ ବିସଇ ବବିସତ୍‌ବକ୍‌ତାର୍‌ ବଇଟାନେ ଲେକା ଆଚେ, “ଏ ଇସ୍‌ରାଏଲ୍‌ ବଁସର୍‌ ଲକ୍‌ମନ୍‌, ମରୁବାଲି ବୁଏଁ ଚାଲିସ୍‌ବରସ୍‌ ଜାକ ତମେ ପସୁମନ୍‌କେ ମରାଇକରି ବଲି ଇସାବେ ଦେଲାସ୍‌ । ମାତର୍‌ ସେଟା ମର୍‌ପାଇ ଦେଇ ନ ରଇଲାସ୍‌ ।
And God turned away, and gave them up to worship the hosts of heaven: as it is written in the book of the prophets: Did ye, for forty years, in the wilderness, present to me a slain animal or a sacrifice, ye sons of Israel?
43 ୪୩ ମଲେକ୍‌ ପୁତ୍‌ଲାକେ ପର୍‌ମେସର୍‌ ବଲି ତାର୍‌ ତମୁ ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ରେପାନ୍‌ ତାରାର୍‌ ପୁତ୍‌ଲା ମିସା ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ଏ ସବୁଜାକ ପୁତ୍‌ଲାମନ୍‌କେ ତମେ ପୁଜାବିଦି କର୍‌ବାକେ ବନାଇରଇଲାସ୍‌ । ସେଟାର୍‌ପାଇ ମୁଇ ତମ୍‌କେ ତମର୍‌ ନିଜର୍‌ ଦେସେଅନି ବାବିଲନ୍‌ ଦେସର୍‌ ତେନ୍‌କେ ନେବାକେ ଜଜ୍‌ନା କର୍‌ବି ।”
But ye bore the tabernacle of Malchum, and the star of the god Rephon, images which ye had made, that ye might bow down to them. I will transport you beyond Babylon.
44 ୪୪ ତିପାନ୍‌ ଆରି କଇଲା, “ମରୁବାଲିବୁଏଁ ଆମର୍‌ ଆନିଦାଦିମନ୍‌ ରଇଲାବେଲେ ପର୍‌ମେସର୍‌ ସେମନ୍‌କେ ଲେକି ଦେଇରଇବା ନିୟମ୍‌ ମନ୍‌ ବିତ୍‌ରେ ରଇଲା । ସେଟା ପର୍‌ମେସର୍‌ ମସାକେ ଜେନ୍ତି ତମୁ ତିଆର୍‌ କର୍‌ବାକେ କଇରଇଲା, ଆରି ତାକେ ଜନ୍‌ କାମ୍‌ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍‌ ଅଇରଇଲା ।”
Lo, the tabernacle of the testimony of our fathers, was in the wilderness; as he who talked with Moses, commanded to make it after the form which he showed him.
45 ୪୫ “ପଚେ ଆମର୍‌ ଆନିଦାଦିମନ୍‌ ସେମନର୍‌ ଆନିଦାଦିମନର୍‌ ଟାନେଅନି ମିଲାଇକରି ସେ ତୁମ୍‌ ଜିଅସୁଅ ସଙ୍ଗ୍‍ ବଇ ଦାରିଗାଲାଇ । ଆରି ପର୍‌ମେସର୍‌ ବାର୍‌କରାଇ କେଦି ରଇବା ବିନ୍‌ ଜାତିମନର୍‌ ଦେସ୍‌, ସେମନ୍‌ ଅଦିକାର୍‌ କଲାଇ । ଦାଉଦର୍‌ ସାସନ୍‌ ବେଲେ ଜାକ ସେ ତମୁ ତେଇସେ ରଇଲା ।
And this same tabernacle, our fathers, with Joshua, actually brought into the land which God gave to them for an inheritance from those nations which he drove out before them; and it was borne about, until the days of David.
46 ୪୬ ଦାଉଦ୍‌ ପର୍‌ମେସରର୍‌ ମନ୍‌କେ ଜାଇରଇଲାଜେ ଜାକୁବର୍‌ ପର୍‌ମେସରର୍‌ ପାଇ ଗଟେକ୍‌ ମନ୍ଦିର୍‌ ତିଆର୍‌ କର୍‌ବି ବଲି ତାର୍‌ ଆଦେସ୍‌ ପାଇବାକେ ମନ୍‌ କର୍‌ତେ ରଇଲା ।
He found favor before God; and he requested, that he might find a residence for the God of Jacob.
47 ୪୭ ପଚେ ସେ ମନ୍ଦିର୍‌ ଦାଉଦର୍‌ ପଅ ସଲ୍‌ମନ୍‌ ତିଆର୍‌ କର ବଲି ମନ୍‍କଲା ।”
But Solomon built the house.
48 ୪୮ ଅଇଲେ ମିସା ସବୁର୍‌ ଉପ୍‌ରର୍‌ ପର୍‌ମେସର୍‌ ଲକ୍‌ମନ୍‌ ତିଆର୍‌ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍‌ବକ୍‌ତା ଲେକ୍‌ଲା ଆଚେ,
Yet the most High lodgeth not in a work of human hands; as saith the prophet:
49 ୪୯ ମାପ୍‌ରୁ କଇଲାନି, ସରଗ୍‌ ମର୍‌ ବସ୍‌ବା ଜାଗା ଦର୍‌ତନି ଅଇଲାନି ମର୍‌ ପାଦର୍‌ ପିଡା । ତମେ ମର୍‌ପାଇ କେନ୍ତାରି ଗର୍‌ ତିଆର୍‌ କର୍‌ସା? ମୁଇ ପୁଣ୍ଡ୍‌ବାକେ କନ୍ତି ଜାଗା ଆଚେ କି?
Heaven is my throne, and earth the footstool under my feet. What is the house, ye will build for me? saith the Lord: or, what is the place of my repose?
50 ୫୦ “ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍‌ କରି ନାଇ କି?”
Lo, hath not my hand made all these things?
51 ୫୧ ତିପାନ୍‌ ଆରି କଇଲା, “ତମେ ବିଲ୍‌କୁଲ୍‌ କାତା ନ ମାନ୍‌ବା ଲକ୍‌ମନ୍‌ ।” ତମର୍‌ ମନ୍‌ ଡାଟ୍‌ ଅଇଗାଲା ଆଚେ । ମାପ୍‌ରୁର୍‌ ବାକିଅର୍‌ପାଇ ପୁରାପୁରୁନ୍‍ ବଇରା ଅଇଆଚାସ୍‌ । ତମେ ସମାନ୍‌ ତମର୍‌ ଆନିଦାଦିମନର୍‌ ପାରା । ସବୁବେଲେ ସୁକଲ୍‌ ଆତ୍‌ମାକେ ବିରୁଦ୍‌ କଲାସ୍‌ନି ।
O ye stiff of neck, and uncircumcised in their heart, and in their hearing; ye do always set yourselves against the Holy Spirit; as your fathers, so also ye.
52 ୫୨ ତମର୍‌ ଆନିଦାଦିମନ୍‌ ବବିସତ୍‌ବକ୍‌ତାମନ୍‌କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍‌ ଆଗ୍‌ତୁ ଜାନାଇବା ପର୍‌ମେସରର୍‌ କାତାଜାନାଉମନ୍‌କେ ମରାଇଲାଇ । ଏବେ ତମେ ତାକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମରାଇଆଚାସ୍‌ ।
For, which of the prophets did not your fathers persecute and kill, even them, who foretold the coming of the Just One, whom ye delivered up and slew?
53 ୫୩ ତମେ ସରଗର୍‌ ଦୁତ୍‌ମନ୍‌ ଜାନାଇରଇବା ରିତିନିତି ଦାରିଆଚାସ୍‌ । ମାତର୍‌ ସେଟା ମାନାସ୍‌ ନାଇ ।
And ye have received the law by the ordination of angels, and have not kept it.
54 ୫୪ ବଡ୍‌ ସବାର୍‌ ଲକ୍‌ମନ୍‌ ତିପାନ୍‌ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍‌ ମାଡେ ଦାତ୍‌ କାତ୍‌ରି ଅଇଲାଇ ।
And when they heard these things, they were filled with rage in their souls; and they gnashed their teeth against him.
55 ୫୫ ମାତର୍‌ ତିପାନ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ସରଗ୍‌ ବାଟେ ମୁ କଲା । ଆରି ପର୍‌ମେସରର୍‌ ମଇମା ଆରି ଜିସୁ ତାର୍‌ ଉଜାବାଟେ ଟିଆଅଇରଇବାଟା ଦେକ୍‌ଲା ।
And he, as he was full of faith and of the Holy Spirit, looked towards heaven, and saw the glory of God, and Jesus standing at the right hand of God.
56 ୫୬ ତିପାନ୍‌ କଇଲା, “ଏଦେ ଦେକା! ସରଗ୍‌ ଉଗାଡି ଅଇବାଟା ଆରି ନର୍‌ପିଲା ପର୍‌ମେସରର୍‌ ଉଜାବାଟେ ଟିଆ ଅଇରଇବାଟା ଦେକ୍‌ଲିନି ।”
And he said: Lo, I see heaven open, and the Son of man standing on the right hand of God.
57 ୫୭ ବଡ୍‌ ସବାର୍‌ ଲକ୍‌ମନ୍‌ ସେ କାତା ସୁନିକରି ଆତ୍‌ ସଙ୍ଗ୍‍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍‌ପଚେ ସବୁଲକ୍‌ ଗଟେକ୍‌ ଅଇକରି ତିପାନର୍‌ ବାଟେ ଉଦ୍‌ଲି ଆଇଲାଇ ।
And they cried out with a loud voice, and stopped their ears, and all rushed upon him.
58 ୫୮ ତାକେ ନଅରର୍‌ ବାଇରେ ଜିକିନେଇକରି ତାର୍‌ ଉପ୍‌ରେ ପାକ୍‌ନା ସଙ୍ଗ୍‍ ମାର୍‌ବାର୍‌ ଦାର୍‌ଲାଇ । ସାକି ଦେଉମନ୍‌ ତିପାନ୍‌ ପିନ୍ଦିରଇଲା ବସ୍‌ତର୍‌ ସାଉଲ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
And they seized him, and hurried him out of the city, and stoned him. And they who testified against him, laid their clothes at the feet of a certain young man who was called Saul.
59 ୫୯ ସେମନ୍‌ ତିପାନର୍‌ ଉପ୍‌ରେ ପାକ୍‌ନା ମାର୍‌ବା ବେଲେ ସେ ମାପ୍‌ରୁକେ ପାର୍‌ତନା କରି କଇଲା, “ମାପ୍‌ରୁ ଜିସୁ, ମର୍‌ ଆତ୍‌ମାକେ ସଙ୍ଗୁଆ!”
And they stoned Stephen, while he prayed and said: Our Lord Jesus, receive my spirit.
60 ୬୦ ତିପାନ୍‌ ମାଣ୍ଡିକୁଟା ଦେଇ ଆକ୍‌ମାରି କଇଲା, “ମାପ୍‌ରୁ, ଏମନର୍‌ ବିରଦେ ଏ ପାପ୍‌ ଆରି ଏତାଆ ନାଇ କି ଡଣ୍ଡ୍‌ ଦିଆସ୍‌ନାଇ ।” ଏତ୍‌କି କଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।
And when he had kneeled down, he cried with a loud voice, and said: Our Lord, establish not this sin against them. And when he had said this, he fell asleep.

< ପେରିତ୍‌ 7 >