< ପେରିତ୍‌ 7 >

1 ବଡ୍‌ ପୁଜାରି ତିପାନ୍‌କେ ପାଚାର୍‌ଲା, “ତର୍‌ ବିରୁଦେ କଇବା ଏ ସବୁ କାତା ସତ୍‌ କି?”
And the high-priest said, Are then these things so?
2 ତିପାନ୍‌ କଇଲା, “ଇତି ରଇବା ମର୍‌ ବାଇମନ୍‌ ଆରି ବାବାମନ୍‌ ଅଲପ୍‌ ସୁନା, ଆମର୍‌ ଆନିଦାଦି ଅବ୍‌ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍‌ତୁ ମଇମା କର୍‌ବା ପର୍‌ମେସର୍‌ ମେସପଟାମିଆଇ ଦେକାଇଅଇଲା ।”
And he said, Brethren and fathers, hearken. The God of glory appeared to our father Abraham, when he was in Mesopotamia, before he dwelt in Haran,
3 ଆରି ତାକେ କଇଲା, 'ତମର୍‌ ଦେସ୍‌ ଆରି ତମର୍‌ କୁଟୁମ୍‌କେ ଚାଡିକରି ମୁଇ ଜନ୍‌ ଦେସ୍‌ ଦେକାଇବି, ସେ ଦେସେ ଜା ।
and said to him, “Go forth from thy country and thy kindred, and come into the land which I will show thee.”
4 ତେବର୍‌ପାଇ ସେ ତାର୍‌ ଦେସ୍‌ ଚାଡିକରି ଆରାନ୍‌ ନାଉଁର୍‌ ଗଟେକ୍‌ ଦେସେ ବାସା ଅଇବାକେ ଗାଲା । ଅବ୍‌ରାଆମର୍‌ ବାବା ମଲା ପଚେ, ପର୍‌ମେସର୍‌ ତାକେ, ତମେ ରଇବା ଏ ଦେସେ ଆନ୍‌ଲା ।
Then came he out of the land of the Chaldaeans, and dwelt in Haran; and from thence, after his father was dead, he caused him to remove into this land wherein ye now dwell;
5 ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏ ଦେସେ କାଇ ଅଦିକାର୍‌ କି ପାଦେକ୍‌ ଜମି ମିସା ଦେଇ ନ ରଇଲା । ମାତର୍‌ ତାକେ ଏ ଦେସ୍‌ ପଚେ ଦେବାକେ ପର୍‌ମେସର୍‌ କାତାଦେଇରଇଲା । ଆରି ସେଟା ତାର୍‌ ନାତିତିତି ମନର୍‌ ପାଇ ଅଇସି ବଲି ସପତ୍‌ କଲା । ପର୍‌ମେସର୍‌ ଏ କାତା ଦେଇରଇଲା ବେଲେ ଅବ୍‌ରାଆମ୍‍କେ ପିଲାଟକି ନ ଅଇରଇଲା ।
and he gave him no inheritance in it, no, not so much as to set his foot on; and he promised to give it to him for a possession, and to his posterity after him, when as yet he had no child.
6 ସେବେଲେ ପର୍‌ମେସର୍‌ ଅବ୍‌ରାଆମ୍‍କେ ଏନ୍ତିବଲି କଇରଇଲା, “ତମର୍‌ ନାତିତିତିମନ୍‌ ବିନ୍‌ ଦେସେ ଚାଲିସ୍‌ ବରସ୍‌ ଜାକ ଗତି ଅଇକରି ରଇବାଇ । ସେ ଦେସର୍‌ ଲକ୍‌ ସେମନ୍‌କେ କରାପ୍‌ ଚଲାଚଲ୍‌ତି ଦେକାଇବାଇ ।
And God spoke in this manner: “That his posterity should sojourn in a foreign land, and that they would bring them into bondage, and ill-treat them four hundred years;
7 ମାତର୍‌ ସେମନ୍‌ ଜନ୍‌ ଲକ୍‌ମନର୍‌ ସେବା କର୍‌ବାଇ, ମୁଇ ସେ ଲକ୍‌ମନ୍‌କେ ବିଚାର୍‌ କର୍‌ବି । ପଚେ ତମର୍‌ ନାତିତିତିମନ୍‌ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍‌ ଉପାସନା କର୍‌ବାଇ ।”
and the nation to which they shall be in bondage will I judge,” said God; “and after that they shall come forth, and shall worship me in this place.”
8 ତାର୍‌ପଚେ ପର୍‌ମେସର୍‌ ଅବ୍‌ରାଆମର୍‌ ସଙ୍ଗ୍‍ କାତାଦେଇ ରଇବା ରାଜିନାମାର୍‌ ଚିନ୍‌ ଇସାବେ ସୁନତ୍‌ କର୍‌ବା ବିଦି ତିଆର୍‌ କଲା । ଇସାକ୍‌ ଜନମ୍‌ ଅଇ ଆଟ୍‍ଦିନ୍‌ ପଚେ ଅବ୍‌ରାଆମ୍ ତାକେ ସୁନତ୍‌ କଲା । ପଚେ ଇସାକ୍‌ ତାର୍‌ ପଅ ଜାକୁବ୍‌କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍‌ ତାର୍‌ ବାର୍‌ଟା ପଅମନ୍‌କେ ସୁନତ୍‌ କଲା, ଜନ୍‌ ଲକ୍‌ମନ୍‌ କି ଆମର୍‌ ଡାକ୍‌ପୁଟା ସଙ୍ଗ୍‍ ରଇବା ଆନିଦାଦିମନ୍‌ ।
And he gave him the covenant of circumcision; and so he begat Isaac, and circumcised him on the eighth day; and Isaac begat Jacob, and Jacob the twelve patriarchs.
9 “ଜାକୁବର୍‌ ପଅମନ୍‌ ତାକର୍‌ ସାନ୍‌ ବାଇ ଜସେପ୍‌କେ ଇଁସା ଅଇକରି, ମିସର୍‌ ଦେସର୍‌ ବେବାରିମନ୍‌କେ ବିକିଦେଲାଇ । ମାତର୍‌ ପର୍‌ମେସର୍‌ ଜସେପର୍‌ ସଙ୍ଗ୍‍ ରଇଲା ।
And the patriarchs, moved with envy, sold Joseph into Egypt; and God was with him,
10 ୧୦ ଆରି ସବୁ ଦୁକ୍‌ କସ୍‌ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍‌ ମିସର୍‌ ରାଜାର୍‌ ମୁଆଟେ ଟିଆଅଇଲା, ପର୍‌ମେସର୍‌ ତାକେ ଗିଆନ୍‌ ଦେଲା । ଆରି ସବୁଲକ୍‌ ମନ୍‌କଲାପାରା ଚଲାଚଲ୍‍ତି ଦେଲା । ପାର ରାଜା ଜସେପ୍‌କେ ସେ ଦେସର୍‌ ସାସନ୍‌କାରିଆ ଆରି ତାର୍‌ କୁଟୁମର୍‌ ସବୁ ଦେକାରକା କର୍‌ବା ଦାଇତ୍‌ ସର୍‌ପି ଦେଲା ।
and delivered him out of all his afflictions, and gave him favor and wisdom in the sight of Pharaoh king of Egypt; and he made him governor over Egypt, and all his house.
11 ୧୧ ଜସେପ୍‌ ସାସନ୍‌କାରିଆ ରଇଲାବେଲେ ମିସର୍‌ ଆରି କିଣାନ୍‌ ଦେସେ ମର୍‌ଡି ଅଇଲା ଜେ ଲକ୍‌ମନ୍‌ ବେସି ଅଇରାନ୍‌ ଅଇଗାଲାଇ । ସେବେଲେ ଆମର୍‌ ଆନିଦାଦିମନ୍‌କେ କାଇଟା ମିସା କାଇବାଟା ମିଲେନାଇ ।
Now there came a famine over all the land of Egypt and Canaan, and great distress; and our fathers found no Sustenance.
12 ୧୨ ମିସର୍‌ ଦେସେ ଦାନ୍‌ ମିଲ୍‌ସି, ବଲି ସୁନି ଜାକୁବ୍‌ ପର୍‌ତୁମ୍‌ତର୍‌ ତାର୍‌ ପିଲାମନ୍‌କେ କାଦି ଗେନ୍‌ବାକେ ପାଟାଇଲା । ଜେକି ଆମର୍‌ ଆନିଦାଦିମନ୍‌ ଅଇବାଇ ।
But Jacob, hearing that there was grain in Egypt, sent out our fathers first.
13 ୧୩ ତେଇ ସେମନ୍‌ ପଚର୍‌ ପାଲି ଗାଲାବେଲେ ଜସେପ୍‌ ତାର୍‌ ନିଜର୍‌ ବାଇମନ୍‌କେ ଚିନାଇ ଅଇଲା ଆରି ମିସରର୍‌ ରାଜା ପାର ଜସେପର୍‌ କୁଟୁମ୍‍କେ ଜାନ୍‌ଲା ।
And at the second time Joseph was recognized by his brothers, and the kindred of Joseph became known to Pharaoh.
14 ୧୪ ତାର୍‌ ପଚେ ଜସେପ୍‌ ତାର୍‌ ବାବା ଜାକୁବ୍‌ ଆରି ତାର୍‌ କୁଟୁମର୍‌ ସବୁକେ ମିସାଇ ସତୁରି ପାଁଚ୍‌ ଲକ୍‌କେ ମିସରେ ଆଇବାକେ କବର୍‌ ପାଟାଇଲା ।
Then Joseph sent and called his father Jacob to him, and all his kindred, seventy five souls.
15 ୧୫ ଜାକୁବ୍‌ ମିସର୍‌ ଦେସେ ଗାଲା, ତେଇ ସେ, ତାର୍‌ ପଅମନର୍‌ ମରନ୍‌ ଅଇଲା ।
And Jacob went down [[into Egypt]], and died, he and our fathers.
16 ୧୬ ସେମନର୍‌ ମଲା ଗାଗଡ୍‌ ସେକିମେ ନେଲାଇ । ଆରି ଅବ୍‌ରାଆମ୍ କେତେକ୍‌ ଡାବୁଦେଇ ଆମ୍‌ ନାଉଁର୍‌ ଗଟେକ୍‌ କୁଟୁମେ ଅନି ଗେନ୍‌ଲା ମସ୍‌ନେ ନେଇ ସେମନ୍‌କେ ସଙ୍ଗଇଲାଇ ।”
And they were removed to Shechem, and laid in the tomb that Abraham bought for a sum of money of the sons of Hamor, the father of Shechem.
17 ୧୭ ପର୍‌ମେସର୍‌ ଅବ୍‌ରାଆମ୍ ଜନ୍‌ ସପତ୍‌ ଦେଇ ରଇଲା ସେଟା ସିଦ୍‌ଅଇଲା । ମିସର୍‌ଦେସେ ଆମର୍‌ ଜାତିର୍‌ ଲକ୍‌ମନ୍‌ ବେସି ବଡି ଗାଲାଇ ।
But as the time of the promise drew near, which God solemnly made to Abraham, the people grew and multiplied in Egypt,
18 ୧୮ ସାରାସାରି, ଜସେପର୍‌ ବିସଇ ଜାନି ନ ରଇବା ଗଟେକ୍‌ ରାଜା, ମିସର୍‌ ଦେସ୍‌ ସାସନ୍‌ କଲା ।
until another king arose, who knew not Joseph.
19 ୧୯ ସେ ଆମର୍‌ ଆନିଦାଦିମନ୍‌କେ ବେସି ନାଡାଇଲା । ଆରି ବେସି ଅଇରାନ୍‌ କଲା । ସେମନର୍‌ କଅଁଲା ପିଲାମନ୍‌କେ ନିପାତ୍‌ କରି ବାଇରେ ପିଙ୍ଗି ଦେବାକେ ଆଦେସ୍‌ ଦେଲା ।
The same dealt subtly with our race, and ill-treated our fathers, so that they should cast out their infants, that they might not be preserved alive.
20 ୨୦ ସେ ବେଲାଇ ମସା ଜନମ୍‌ ଅଇଲା । ସେ ଗଟେକ୍‌ ବେସି ସୁନ୍ଦର୍‌ ପିଲା ରଇଲା । ତାକେ ତିନ୍‌ ମାସ୍‌ ଜାକ ଗରେସେ ପସ୍‌ଲାଇ ।
In which time Moses was born, and was exceedingly fair; who was nourished in his father's house three months.
21 ୨୧ ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍‌ କନିଆ ତାକେ ମିଲାଇକରି ନିଜର୍‌ ପିଲାପାରା ପସ୍‌ପାଲ୍‌ କଲା ।
And when he was cast out, Pharaoh's daughter took him up, and nourished him for herself as a son.
22 ୨୨ ମିସର୍‌ ଦେସେ ଜେତ୍‌କି ଗିଆନ୍‌ ରଇଲା, ସେ ସବୁ ଗିଆନ୍‌ ମସାକେ ସିକାଇଲାଇ । ସେ ବଡିକରି ତାର୍‌ କାତାବାର୍‌ତା ଆରି କାମର୍‌ ଲାଗି ଗଟେକ୍‌ ଡାକ୍‌ପୁଟା ଲକ୍‌ ବଲାଇଅଇଲା ।
And Moses was instructed in all the wisdom of the Egyptians, and was mighty in his worlds and deeds.
23 ୨୩ ଜେଡେବେଲେ ମସାକେ ଚାଲିସ୍‌ ବରସ୍‌ ଅଇଲା, ସେ ତାର୍‌ ଇସ୍‌ରାଏଲର୍‌ ବାଇମନ୍‌ କାମ୍‌ କର୍‌ବା ଜାଗା ଦେକ୍‌ବାକେ ମନ୍‌କଲା ।
And when he was forty years old, it came into his heart to visit his brethren, the sons of Israel.
24 ୨୪ ଇସ୍‌ରାଏଲିଅ ମନର୍‌ ବିତ୍‌ରେଅନି ଗଟେକ୍‌କେ ମିସରିୟର୍‌ ଗଟେକ୍‌ ଲକ୍‌ ସାଦ୍‌ବାନ୍ଦ୍‌ କର୍‌ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍‌ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
And seeing one of them suffer wrong, he defended him, and avenged him that was oppressed by smiting the Egyptian.
25 ୨୫ ମସା ବାବିରଇଲା, ସେମନ୍‌କେ ମୁକ୍‌ଲାଇବାକେ ପର୍‌ମେସର୍‌ ତାକେ ବାଚ୍‌ଲାଆଚେ ବଲି ତାର୍‌ ନିଜର୍‌ ବାଇମନ୍‌ ଏତାଇବାଇ । ମାତର୍‌ ସେମନ୍‌ ସେଟା ବୁଜତ୍‌ନାଇ ।
For he supposed his brethren would understand that God through his hand would give them salvation; but they understood not.
26 ୨୬ ତାର୍‌ ଆର୍‌କର୍‌ ଦିନେ ଦୁଇଟା ଇସ୍‌ରାଏଲିଅ ମନ୍‌ ମାରାମାରି ଅଇତେରଇବାଟା ଦେକ୍‌ଲା । ଆରି ସେମନ୍‌ ମିସତ୍‌ ବଲି ବୁଜାଇବାକେ ଚେସ୍‌ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍‌ତା ଇସ୍‌ରାଏଲର୍‌ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍‌ନି?”
And the next day he showed himself to them as they were contending, and urged them to peace, saying, Ye are brethren; why do ye wrong one another?
27 ୨୭ ମାତର୍‌ ଜନ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ କାରାପ୍‌ କାତା କଇ ଲାଗ୍‌ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବା ଅଦିକାର୍‌, କେ ତକେ ଦେଇଆଚେ?
But he who was wronging his neighbor thrust him away, saying, “Who made thee a ruler and a judge over us?
28 ୨୮ କାଲି ଜେନ୍ତି ଗଟେକ୍‌ ମିସରିୟକେ ମରାଇଲୁସ୍‌, ସେନ୍ତି ମକେ ମିସା ମରାଇବାକେ ମନ୍‌ କଲୁସ୍‌ନି କି?”
Dost thou mean to kill me, as thou didst kill the Egyptian yesterday?”
29 ୨୯ ଏଟା ସୁନିକରି ମସା ମିସର୍‌ଦେସେଅନି ଉଟିପାଲାଇଲା ଆରି ମିଦିଅନ୍‌ ଦେସେ ଜାଇ ବାସାକଲା । ତେଇ କେତେ ବରସ୍‌ ରଇକରି ଆରି ତାର୍‌ ଦୁଇଟା ପିଲା ଜନମ୍‌ ଅଇଲାଇ ।
And Moses fled at this saying, and became a sojourner in the land of Midian, where he begat two sons.
30 ୩୦ “ଚାଲିସ୍‌ ବରସ୍‌ ରଇଲା ପଚେ, ମରୁବାଲି ରଇବା ଜାଗାର୍‌ ସିନୟ ନାଉଁର୍‌ ପର୍‌ବତେ ଗଟେକ୍‌ ଜଇ ଲାଗ୍‌ବା ବୁଟାର୍‌ ମଜାଇ ପର୍‌ମେସରର୍‌ ଗଟେକ୍‌ ଦୁତ୍‌, ମସାକେ ଦେକାଇ ଅଇଲା ।”
And when forty years were completed, there appeared to him in the wilderness of Mount Sinai an angel in the flaming fire of a bush.
31 ୩୧ ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍‌ ନିକକରି ଦେକ୍‌ବି ବଲି ବୁଟା ଲଗେ ଗାଲା । ମାତର୍‌ ତେଇ ସେ ମାପ୍‌ରୁର୍‌ କାତା ସୁନ୍‌ଲା ।
And Moses seeing it wondered at the sight; and as he drew near to behold it, the voice of the Lord came [[to him]],
32 ୩୨ “ମୁଇ ତମର୍‌ ଆନିଦାଦି ଅବ୍‌ରାଆମ୍, ଇସାକ୍‌ ଆରି ଜାକୁବର୍‌ ପର୍‌ମେସର୍‌ ।” ମସା ଡରିକରି ତର୍‌ତର୍‌ ଗଜ୍‌ଗଜ୍‌ ଅଇ ଦେକ୍‌ବାର୍‌ ନାପାର୍‌ଲା ।
saying, “I am the God of thy fathers, the God of Abraham and Isaac and Jacob.” And Moses trembled and durst not behold.
33 ୩୩ ମାପ୍‌ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍‌ । କାଇକେବଇଲେ ତୁଇ ଜନ୍‌ ଜାଗାଇ ଟିଆଅଇଆଚୁସ୍‌, ସେଟା ସୁକ୍‌ଲା ଜାଗା ।
And the Lord said to him, “Loose the sandals from thy feet; for the place where thou standest is holy ground.
34 ୩୪ ମିସର୍‌ ଦେସେ ମର୍‌ ଲକ୍‌ମନ୍‌ କସ୍‌ଟ ଅଇବାଟା ଦେକିଆଚି । ମୁଇ ସେମନର୍‌ କାନ୍ଦାବୁବା ସୁନିଆଚି ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ଉତ୍‌ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍‌ ଦେସେ ପାଟାଇବି ।”
I have surely seen the oppression of my people in Egypt, and I have heard their groaning, and am come down to deliver them; and now, come, I will send thee into Egypt.”
35 ୩୫ ମସାକେ ଇସ୍‌ରାଏଲର୍‌ ଲକ୍‌ମନ୍‌ ନିଚ୍‌ତେରଇଲାଇ । ସେମନ୍‌ ପାଚାରି ରଇଲାଇ, “ଆମ୍‌କେ ସାସନ୍‌ କର୍‌ବାକେ ଆରି ଆମ୍‌କେ ବିଚାର୍‌ କର୍‌ବାକେ କେ ଅଦିକାର୍‌ ଦେଇଆଚେ?” ମାତର୍‌ ପର୍‌ମେସର୍‌ ଆକା ନିଜେ ମସାକେ ସେ ଲକ୍‌ମନର୍‌ ଉପ୍‌ରେ ସାସନ୍‌ କର୍‌ବାକେ ଆରି ସେମନ୍‌କେ ମୁକ୍‌ଲାଇ ଆନ୍‌ବାକେ ପାଟାଇରଇଲା । ଜଇଲାଗ୍‌ବା ବୁଟାଇ ଦର୍‌ସନ୍‌ ଇସାବେ ଦେକାଇଅଇଲା ।
This Moses, whom they denied, saying, “Who made thee a ruler and a judge?” this very man did God send both as a ruler and a redeemer with the hand of the angel who appeared to him in the bush.
36 ୩୬ ମିସର୍‌ ଦେସେ, ଲଇତ୍‌ ସାଗରେ ଆରି ଚାଲିସ୍‌ ବରସ୍‌ ମରୁବାଲି ବୁଏଁ କେତେକ୍‌ କେତେକ୍‌ କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ କଲା ।
This very man brought them out, working wonders and signs in the land of Egypt, and in the Red Sea, and in the wilderness forty years.
37 ୩୭ ମସା ନିଜେ ଇସ୍‌ରାଏଲର୍‌ ଲକ୍‌ମନ୍‌କେ କଇରଇଲା, “ମକେ ଜେନ୍ତି ପର୍‌ମେସର୍‌ ପାଟାଇଲା । ସେନ୍ତାରିସେ ତମର୍‌ ବାଇମନର୍‌ ଲଗେ ଗଟେକ୍‌ ବବିସତ୍‌ବକ୍‌ତାକେ ପାଟାଇସି, ସେ ତମର୍‌ ନିଜର୍‌ ଲକ୍‌ମନର୍‌ ଟାନେଅନିସେ ଅଇସି ।”
This is the Moses who said to the sons of Israel, “A prophet will God raise up to you from among your brethren, as he raised up me.”
38 ୩୮ “ଇସ୍‌ରାଏଲିଅ ଲକ୍‌ମନ୍‌ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍‌ ସଙ୍ଗ୍‍ ରଇଲା । ସିନୟ ପର୍‌ବତେ ଆମର୍‌ ଆନିଦାଦିମନର୍‌ ସଙ୍ଗ୍‍ ଦୁତ୍‌ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍‌ମେସର୍‌ଟାନେଅନି ଜିବନ୍‌ ଦେବା ବାକିଅ ମିଲାଇକରି ଆମ୍‌କେ ଜାନାଇଲା ।”
This is he that was in the assembly in the wilderness with the anger who spake to him on Mount Sinai, and with our fathers; who received the living oracles to give to us;
39 ୩୯ “ମାତର୍‌ ଆମର୍‌ ପୁର୍‌ବର୍‌ ଆନିଦାଦିମନ୍‌ ମସାର୍‌ କାତା ସୁନତ୍‌ ନାଇ । ମିସର୍‌ ଦେସେ ବାଉଡି ଜୁ ବଲି ମନ୍‌କଲାଇ ।”
to whom our fathers would not be obedient, but thrust him from them, and in their hearts turned back into Egypt,
40 ୪୦ ସେଟାର୍‌ପାଇ ସେମନ୍‌ ଆରଣ୍‌କେ କଇଲାଇ, “ଆମ୍‌କେ ମିସର୍‌ ଦେସେଅନି ବାର୍‌କରାଇ ଆନ୍‌ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍‌କେ ବାଟ୍‌ ଦେକାଇ ନେବାକେ କେତେଟା ପୁତ୍‌ଲା ବନାଇ ଦେ । ସେମନ୍‌ ଆମର୍‌ ଦେବ୍‌ତା ଅଇ ବାଟ୍‍ଦେକାଇବାଇ ।”
saying to Aaron, “Make us gods who shall go before us; for as for this Moses, who brought us out of the land of Egypt, we know not what is become of him.”
41 ୪୧ ସେବେଲେ ସେମନ୍‌ ତେଇ ଗଟେକ୍‌ ବାଚାପିଲା ପାରା ଡିସ୍‌ବା ପୁତ୍‌ଲା ତିଆର୍‌କଲାଇ । ଆରି ତାର୍‌ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍‌ କରିରଇବା ସେ ମୁର୍‌ତିକେ ସନ୍‌ମାନ୍‌ ଦେବାକେ ଗଟେକ୍‌ ବଜି କଲାଇ ।
And they made a calf in those days, and offered sacrifice to the idol, and rejoiced in the works of their own hands.
42 ୪୨ ସେଟାର୍‌ପାଇ ପର୍‌ମେସର୍‌ ସେମନ୍‌କେ ଦେକେନାଇ ଆରି ସେମନ୍‌କେ, ଆକାସର୍‌ ତାରାମନ୍‌ ପୁଜା କରତ୍‌ ବଲି ଚାଡିଦେଲା । ଏ ବିସଇ ବବିସତ୍‌ବକ୍‌ତାର୍‌ ବଇଟାନେ ଲେକା ଆଚେ, “ଏ ଇସ୍‌ରାଏଲ୍‌ ବଁସର୍‌ ଲକ୍‌ମନ୍‌, ମରୁବାଲି ବୁଏଁ ଚାଲିସ୍‌ବରସ୍‌ ଜାକ ତମେ ପସୁମନ୍‌କେ ମରାଇକରି ବଲି ଇସାବେ ଦେଲାସ୍‌ । ମାତର୍‌ ସେଟା ମର୍‌ପାଇ ଦେଇ ନ ରଇଲାସ୍‌ ।
But God turned away, and gave them up to worship the host of heaven; as it is written in the book of the Prophets, “Did ye offer to me slain beasts and sacrifices for forty years in the wilderness, O house of Israel?
43 ୪୩ ମଲେକ୍‌ ପୁତ୍‌ଲାକେ ପର୍‌ମେସର୍‌ ବଲି ତାର୍‌ ତମୁ ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ରେପାନ୍‌ ତାରାର୍‌ ପୁତ୍‌ଲା ମିସା ଗଟେକ୍‌ ଜାଗାଇଅନି ଆରିଗଟେକ୍‌ ଜାଗାଇ ବଇନେଲାସ୍‌ । ଏ ସବୁଜାକ ପୁତ୍‌ଲାମନ୍‌କେ ତମେ ପୁଜାବିଦି କର୍‌ବାକେ ବନାଇରଇଲାସ୍‌ । ସେଟାର୍‌ପାଇ ମୁଇ ତମ୍‌କେ ତମର୍‌ ନିଜର୍‌ ଦେସେଅନି ବାବିଲନ୍‌ ଦେସର୍‌ ତେନ୍‌କେ ନେବାକେ ଜଜ୍‌ନା କର୍‌ବି ।”
And ye took up the tabernacle of Moloch, and the star of the god Rephan, the figures which ye made to worship them; and I will carry you away beyond Babylon.”
44 ୪୪ ତିପାନ୍‌ ଆରି କଇଲା, “ମରୁବାଲିବୁଏଁ ଆମର୍‌ ଆନିଦାଦିମନ୍‌ ରଇଲାବେଲେ ପର୍‌ମେସର୍‌ ସେମନ୍‌କେ ଲେକି ଦେଇରଇବା ନିୟମ୍‌ ମନ୍‌ ବିତ୍‌ରେ ରଇଲା । ସେଟା ପର୍‌ମେସର୍‌ ମସାକେ ଜେନ୍ତି ତମୁ ତିଆର୍‌ କର୍‌ବାକେ କଇରଇଲା, ଆରି ତାକେ ଜନ୍‌ କାମ୍‌ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍‌ ଅଇରଇଲା ।”
Our fathers had the tabernacle of the testimony in the wilderness, as he that spoke to Moses commanded that he should make it according to the pattern that he had seen;
45 ୪୫ “ପଚେ ଆମର୍‌ ଆନିଦାଦିମନ୍‌ ସେମନର୍‌ ଆନିଦାଦିମନର୍‌ ଟାନେଅନି ମିଲାଇକରି ସେ ତୁମ୍‌ ଜିଅସୁଅ ସଙ୍ଗ୍‍ ବଇ ଦାରିଗାଲାଇ । ଆରି ପର୍‌ମେସର୍‌ ବାର୍‌କରାଇ କେଦି ରଇବା ବିନ୍‌ ଜାତିମନର୍‌ ଦେସ୍‌, ସେମନ୍‌ ଅଦିକାର୍‌ କଲାଇ । ଦାଉଦର୍‌ ସାସନ୍‌ ବେଲେ ଜାକ ସେ ତମୁ ତେଇସେ ରଇଲା ।
which also our fathers received and brought in with Joshua, at their taking possession of the gentiles whom God drove out from before our fathers, until the days of David;
46 ୪୬ ଦାଉଦ୍‌ ପର୍‌ମେସରର୍‌ ମନ୍‌କେ ଜାଇରଇଲାଜେ ଜାକୁବର୍‌ ପର୍‌ମେସରର୍‌ ପାଇ ଗଟେକ୍‌ ମନ୍ଦିର୍‌ ତିଆର୍‌ କର୍‌ବି ବଲି ତାର୍‌ ଆଦେସ୍‌ ପାଇବାକେ ମନ୍‌ କର୍‌ତେ ରଇଲା ।
who found favor before God, and asked that he might find a habitation for the God of Jacob.
47 ୪୭ ପଚେ ସେ ମନ୍ଦିର୍‌ ଦାଉଦର୍‌ ପଅ ସଲ୍‌ମନ୍‌ ତିଆର୍‌ କର ବଲି ମନ୍‍କଲା ।”
But Solomon built him a house.
48 ୪୮ ଅଇଲେ ମିସା ସବୁର୍‌ ଉପ୍‌ରର୍‌ ପର୍‌ମେସର୍‌ ଲକ୍‌ମନ୍‌ ତିଆର୍‌ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍‌ବକ୍‌ତା ଲେକ୍‌ଲା ଆଚେ,
Yet the Most High dwelleth not in [[temples]] made with hands; as saith the prophet,
49 ୪୯ ମାପ୍‌ରୁ କଇଲାନି, ସରଗ୍‌ ମର୍‌ ବସ୍‌ବା ଜାଗା ଦର୍‌ତନି ଅଇଲାନି ମର୍‌ ପାଦର୍‌ ପିଡା । ତମେ ମର୍‌ପାଇ କେନ୍ତାରି ଗର୍‌ ତିଆର୍‌ କର୍‌ସା? ମୁଇ ପୁଣ୍ଡ୍‌ବାକେ କନ୍ତି ଜାଗା ଆଚେ କି?
“Heaven is my throne, and the earth is my footstool. What house will ye build for me? saith the Lord; or what is the place of my rest?
50 ୫୦ “ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍‌ କରି ନାଇ କି?”
Did not my hands make all these things?”
51 ୫୧ ତିପାନ୍‌ ଆରି କଇଲା, “ତମେ ବିଲ୍‌କୁଲ୍‌ କାତା ନ ମାନ୍‌ବା ଲକ୍‌ମନ୍‌ ।” ତମର୍‌ ମନ୍‌ ଡାଟ୍‌ ଅଇଗାଲା ଆଚେ । ମାପ୍‌ରୁର୍‌ ବାକିଅର୍‌ପାଇ ପୁରାପୁରୁନ୍‍ ବଇରା ଅଇଆଚାସ୍‌ । ତମେ ସମାନ୍‌ ତମର୍‌ ଆନିଦାଦିମନର୍‌ ପାରା । ସବୁବେଲେ ସୁକଲ୍‌ ଆତ୍‌ମାକେ ବିରୁଦ୍‌ କଲାସ୍‌ନି ।
Stiffnecked, and uncircumcised in heart and ears! ye do always resist the Holy Spirit; as your fathers did, so do ye.
52 ୫୨ ତମର୍‌ ଆନିଦାଦିମନ୍‌ ବବିସତ୍‌ବକ୍‌ତାମନ୍‌କେ ନ ସାଦିକରି ଚାଡିରଇଲାଇ କି? ମସିଅ ଆଇସି ବଲି କେତେ କେତେ ବରସ୍‌ ଆଗ୍‌ତୁ ଜାନାଇବା ପର୍‌ମେସରର୍‌ କାତାଜାନାଉମନ୍‌କେ ମରାଇଲାଇ । ଏବେ ତମେ ତାକେ ବିସ୍‌ବାସେ ବିସ୍‌ ଦେଲାପାରା କରି ମରାଇଆଚାସ୍‌ ।
Which of the prophets did not your fathers persecute? And they slew those who foretold the coming of the righteous one, of whom ye have now become the betrayers and murderers;
53 ୫୩ ତମେ ସରଗର୍‌ ଦୁତ୍‌ମନ୍‌ ଜାନାଇରଇବା ରିତିନିତି ଦାରିଆଚାସ୍‌ । ମାତର୍‌ ସେଟା ମାନାସ୍‌ ନାଇ ।
ye who received the Law as ordained through angels, and did not keep it.
54 ୫୪ ବଡ୍‌ ସବାର୍‌ ଲକ୍‌ମନ୍‌ ତିପାନ୍‌ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍‌ ମାଡେ ଦାତ୍‌ କାତ୍‌ରି ଅଇଲାଇ ।
But when they heard these things, their hearts were filled with rage, and they gnashed their teeth at him.
55 ୫୫ ମାତର୍‌ ତିପାନ୍‌ ସୁକଲ୍‌ ଆତ୍‌ମାଇ ପୁରାପୁରୁନ୍‌ ଅଇ ସରଗ୍‌ ବାଟେ ମୁ କଲା । ଆରି ପର୍‌ମେସରର୍‌ ମଇମା ଆରି ଜିସୁ ତାର୍‌ ଉଜାବାଟେ ଟିଆଅଇରଇବାଟା ଦେକ୍‌ଲା ।
But, being full of the Holy Spirit, he looked up earnestly into heaven, and saw the glory of God, and Jesus standing on the right hand of God,
56 ୫୬ ତିପାନ୍‌ କଇଲା, “ଏଦେ ଦେକା! ସରଗ୍‌ ଉଗାଡି ଅଇବାଟା ଆରି ନର୍‌ପିଲା ପର୍‌ମେସରର୍‌ ଉଜାବାଟେ ଟିଆ ଅଇରଇବାଟା ଦେକ୍‌ଲିନି ।”
and said, Lo, I behold the heavens opened, and the Son of man standing on the right hand of God.
57 ୫୭ ବଡ୍‌ ସବାର୍‌ ଲକ୍‌ମନ୍‌ ସେ କାତା ସୁନିକରି ଆତ୍‌ ସଙ୍ଗ୍‍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍‌ପଚେ ସବୁଲକ୍‌ ଗଟେକ୍‌ ଅଇକରି ତିପାନର୍‌ ବାଟେ ଉଦ୍‌ଲି ଆଇଲାଇ ।
And they cried out with a loud voice, and stopped their ears, and rushed upon him with one accord;
58 ୫୮ ତାକେ ନଅରର୍‌ ବାଇରେ ଜିକିନେଇକରି ତାର୍‌ ଉପ୍‌ରେ ପାକ୍‌ନା ସଙ୍ଗ୍‍ ମାର୍‌ବାର୍‌ ଦାର୍‌ଲାଇ । ସାକି ଦେଉମନ୍‌ ତିପାନ୍‌ ପିନ୍ଦିରଇଲା ବସ୍‌ତର୍‌ ସାଉଲ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
and having cast him out of the city, they stoned him. And the witnesses laid down their garments at the feet of a young man named Saul;
59 ୫୯ ସେମନ୍‌ ତିପାନର୍‌ ଉପ୍‌ରେ ପାକ୍‌ନା ମାର୍‌ବା ବେଲେ ସେ ମାପ୍‌ରୁକେ ପାର୍‌ତନା କରି କଇଲା, “ମାପ୍‌ରୁ ଜିସୁ, ମର୍‌ ଆତ୍‌ମାକେ ସଙ୍ଗୁଆ!”
and they stoned Stephen, making supplication, and saying, Lord Jesus, receive my spirit.
60 ୬୦ ତିପାନ୍‌ ମାଣ୍ଡିକୁଟା ଦେଇ ଆକ୍‌ମାରି କଇଲା, “ମାପ୍‌ରୁ, ଏମନର୍‌ ବିରଦେ ଏ ପାପ୍‌ ଆରି ଏତାଆ ନାଇ କି ଡଣ୍ଡ୍‌ ଦିଆସ୍‌ନାଇ ।” ଏତ୍‌କି କଇଲା ଦାପ୍‌ରେ ତାର୍‌ ଜିବନ୍‌ ଚାଡିଗାଲା ।
And kneeling down he cried with a loud voice, Lord, lay not this sin to their charge. And saying this, he fell asleep.

< ପେରିତ୍‌ 7 >