< ପେରିତ୍ 6 >
1 ୧ ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
తస్మిన్ సమయే శిష్యాణాం బాహుల్యాత్ ప్రాత్యహికదానస్య విశ్రాణనై ర్భిన్నదేశీయానాం విధవాస్త్రీగణ ఉపేక్షితే సతి ఇబ్రీయలోకైః సహాన్యదేశీయానాం వివాద ఉపాతిష్ఠత్|
2 ୨ ସେଟାର୍ ପାଇ ବାର୍ଟା ପେରିତ୍ ସିସ୍ମନ୍ ସବୁ ବିସ୍ବାସିମନ୍କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍ବାର୍ ଆଚେ ବଲିକରି ପର୍ମେସରର୍ ବାକିଅ ସିକାଇବାଟା ଜଦି ଆମେ ଏଲା କର୍ବୁ ବଇଲେ ସେଟା ନିକ ବିସଇ ନଏଁ ।
తదా ద్వాదశప్రేరితాః సర్వ్వాన్ శిష్యాన్ సంగృహ్యాకథయన్ ఈశ్వరస్య కథాప్రచారం పరిత్యజ్య భోజనగవేషణమ్ అస్మాకమ్ ఉచితం నహి|
3 ୩ ସେଟାର୍ ପାଇ ଏ ବାଇବଇନିମନ୍, ତମର୍ ବିତ୍ରେଅନି ସୁକଲ୍ଆତ୍ମାଇ ଆରି ଗିଆନେ ପୁରାପୁରୁନ୍ ଅଇରଇବା ଲକ୍ ବଲି ସବୁଲକ୍ ଜାନିରଇବା ସାତ୍ ଲକ୍କେ ବାଚା । ଆମେ ସେମନ୍କେ ଏ ସବୁ ବିସଇ କର୍ବାକେ ଦାଇତ୍ ଦେବୁ ।
అతో హే భ్రాతృగణ వయమ్ ఏతత్కర్మ్మణో భారం యేభ్యో దాతుం శక్నుమ ఏతాదృశాన్ సుఖ్యాత్యాపన్నాన్ పవిత్రేణాత్మనా జ్ఞానేన చ పూర్ణాన్ సప్ప్రజనాన్ యూయం స్వేషాం మధ్యే మనోనీతాన్ కురుత,
4 ୪ ସେନ୍ତାର୍ ଆଲେ ପାର୍ତନା ଆରି ପର୍ମେସରର୍ ବାକିଅ ସିକାଇବାକେ ଆମେ ସବୁ ଦିଆନ୍ ଦେଇପାରିଅଇସି ।”
కిన్తు వయం ప్రార్థనాయాం కథాప్రచారకర్మ్మణి చ నిత్యప్రవృత్తాః స్థాస్యామః|
5 ୫ ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।
ఏతస్యాం కథాయాం సర్వ్వే లోకాః సన్తుష్టాః సన్తః స్వేషాం మధ్యాత్ స్తిఫానః ఫిలిపః ప్రఖరో నికానోర్ తీమన్ పర్మ్మిణా యిహూదిమతగ్రాహీ-ఆన్తియఖియానగరీయో నికలా ఏతాన్ పరమభక్తాన్ పవిత్రేణాత్మనా పరిపూర్ణాన్ సప్త జనాన్
6 ୬ ବିସ୍ବାସିମନ୍ ଏ ସାତ୍ଲକ୍କେ ପେରିତ୍ମନର୍ ଲଗେ ଆନ୍ଲାଇ । ସେମନ୍କେ, ଆତ୍ ସଙ୍ଗଇ ପାର୍ତନା କଲାଇ ।
ప్రేరితానాం సమక్షమ్ ఆనయన్, తతస్తే ప్రార్థనాం కృత్వా తేషాం శిరఃసు హస్తాన్ ఆర్పయన్|
7 ୭ ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
అపరఞ్చ ఈశ్వరస్య కథా దేశం వ్యాప్నోత్ విశేషతో యిరూశాలమి నగరే శిష్యాణాం సంఖ్యా ప్రభూతరూపేణావర్ద్ధత యాజకానాం మధ్యేపి బహవః ఖ్రీష్టమతగ్రాహిణోఽభవన్|
8 ୮ ପର୍ମେସର୍ଟାନେ ବେସି ଆସିର୍ବାଦ୍ ପାଇ ଆରି ବପୁ ସଙ୍ଗ୍ ପୁରୁନ୍ ଅଇରଇବା ତିପାନ୍, ଲକ୍ମନର୍ ବିତ୍ରେ ବେସି ନ ଅଇବା କାମ୍ମନ୍, କାବା ଅଇଜିବା କାମ୍ମନ୍ ସାଦନ୍ କଲା ।
స్తిఫానో విశ్వాసేన పరాక్రమేణ చ పరిపూర్ణః సన్ లోకానాం మధ్యే బహువిధమ్ అద్భుతమ్ ఆశ్చర్య్యం కర్మ్మాకరోత్|
9 ୯ ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ ।
తేన లిబర్త్తినీయనామ్నా విఖ్యాతసఙ్ఘస్య కతిపయజనాః కురీణీయసికన్దరీయ-కిలికీయాశీయాదేశీయాః కియన్తో జనాశ్చోత్థాయ స్తిఫానేన సార్ద్ధం వ్యవదన్త|
10 ୧୦ ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ ।
కిన్తు స్తిఫానో జ్ఞానేన పవిత్రేణాత్మనా చ ఈదృశీం కథాం కథితవాన్ యస్యాస్తే ఆపత్తిం కర్త్తుం నాశక్నువన్|
11 ୧୧ ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।
పశ్చాత్ తై ర్లోభితాః కతిపయజనాః కథామేనామ్ అకథయన్, వయం తస్య ముఖతో మూసా ఈశ్వరస్య చ నిన్దావాక్యమ్ అశ్రౌష్మ|
12 ୧୨ ଏନ୍ତାରିକରି ସେମନ୍ ଲକ୍ମନ୍କେ, ପାର୍ଚିନ୍ମନ୍ ଆରି ସାସ୍ତର୍ ସିକାଉମନ୍କେ ରିସା ଅଇବା କାତା କଇଲାଇ । ଆରି ତିପାନ୍କେ ଦାରି ବଡ୍ସବାଇ ନେଲାଇ ।
తే లోకానాం లోకప్రాచీనానామ్ అధ్యాపకానాఞ్చ ప్రవృత్తిం జనయిత్వా స్తిఫానస్య సన్నిధిమ్ ఆగత్య తం ధృత్వా మహాసభామధ్యమ్ ఆనయన్|
13 ୧୩ ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି ।
తదనన్తరం కతిపయజనేషు మిథ్యాసాక్షిషు సమానీతేషు తేఽకథయన్ ఏష జన ఏతత్పుణ్యస్థానవ్యవస్థయో ర్నిన్దాతః కదాపి న నివర్త్తతే|
14 ୧୪ ନାଜରିତର୍ ଜିସୁ ମନ୍ଦିର୍ ବାଙ୍ଗାଇ ପାକାଇସି ଆରି ଆମେ ମସାର୍ ଟାନେଅନି ପାଇ ରଇବା ସବୁ ବିଦିବିଦାନ୍ ବାଦ୍ଲାଇ ଦେଇସି ବଲି ଏ ଲକ୍ କଇବାଟା ଆମେ ସୁନି ଆଚୁ ।”
ఫలతో నాసరతీయయీశుః స్థానమేతద్ ఉచ్ఛిన్నం కరిష్యతి మూసాసమర్పితమ్ అస్మాకం వ్యవహరణమ్ అన్యరూపం కరిష్యతి తస్యైతాదృశీం కథాం వయమ్ అశృణుమ|
15 ୧୫ ସେଡ୍କି ବେଲେ ବଡ୍ସବାଇ ବସି ରଇବା ସବୁ ଲକ୍ ଆକିଗାଡି ତିପାନର୍ ବାଟେ ଦେକ୍ଲାଇ ଜେ, ଏଦେ ଦେକା! ତାର୍ ମୁ ସରଗର୍ ଦୁତ୍ ପାରା ଡିସ୍ତେ ରଇଲା ।
తదా మహాసభాస్థాః సర్వ్వే తం ప్రతి స్థిరాం దృష్టిం కృత్వా స్వర్గదూతముఖసదృశం తస్య ముఖమ్ అపశ్యన్|