< ପେରିତ୍ 6 >
1 ୧ ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
In jenen Tagen aber, als die Zahl der Jünger wuchs, entstand ein Murren der Hellenisten gegen die Hebräer, weil ihre Witwen bei der täglichen Hilfeleistung übersehen wurden.
2 ୨ ସେଟାର୍ ପାଇ ବାର୍ଟା ପେରିତ୍ ସିସ୍ମନ୍ ସବୁ ବିସ୍ବାସିମନ୍କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍ବାର୍ ଆଚେ ବଲିକରି ପର୍ମେସରର୍ ବାକିଅ ସିକାଇବାଟା ଜଦି ଆମେ ଏଲା କର୍ବୁ ବଇଲେ ସେଟା ନିକ ବିସଇ ନଏଁ ।
Da beriefen die Zwölf die Menge der Jünger zusammen und sprachen: Es ziemt sich nicht, daß wir das Wort Gottes verlassen, um bei den Tischen zu dienen.
3 ୩ ସେଟାର୍ ପାଇ ଏ ବାଇବଇନିମନ୍, ତମର୍ ବିତ୍ରେଅନି ସୁକଲ୍ଆତ୍ମାଇ ଆରି ଗିଆନେ ପୁରାପୁରୁନ୍ ଅଇରଇବା ଲକ୍ ବଲି ସବୁଲକ୍ ଜାନିରଇବା ସାତ୍ ଲକ୍କେ ବାଚା । ଆମେ ସେମନ୍କେ ଏ ସବୁ ବିସଇ କର୍ବାକେ ଦାଇତ୍ ଦେବୁ ।
Darum, ihr Brüder, sehet euch nach sieben Männern aus eurer Mitte um, von gutem Zeugnis, voll [heiligen] Geistes und Weisheit; die wollen wir für diesen Bedarf bestellen,
4 ୪ ସେନ୍ତାର୍ ଆଲେ ପାର୍ତନା ଆରି ପର୍ମେସରର୍ ବାକିଅ ସିକାଇବାକେ ଆମେ ସବୁ ଦିଆନ୍ ଦେଇପାରିଅଇସି ।”
wir aber wollen im Gebet und im Dienste des Wortes verharren.
5 ୫ ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।
Und die Rede gefiel der ganzen Menge, und sie erwählten Stephanus, einen Mann voll Glaubens und heiligen Geistes, und Philippus und Prochorus und Nikanor und Timon und Parmenas und Nikolaus, einen Proselyten aus Antiochia.
6 ୬ ବିସ୍ବାସିମନ୍ ଏ ସାତ୍ଲକ୍କେ ପେରିତ୍ମନର୍ ଲଗେ ଆନ୍ଲାଇ । ସେମନ୍କେ, ଆତ୍ ସଙ୍ଗଇ ପାର୍ତନା କଲାଇ ।
Diese stellten sie vor die Apostel, und sie beteten und legten ihnen die Hände auf.
7 ୭ ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
Und das Wort Gottes nahm zu, und die Zahl der Jünger mehrte sich sehr zu Jerusalem, auch eine große Zahl von Priestern wurden dem Glauben gehorsam.
8 ୮ ପର୍ମେସର୍ଟାନେ ବେସି ଆସିର୍ବାଦ୍ ପାଇ ଆରି ବପୁ ସଙ୍ଗ୍ ପୁରୁନ୍ ଅଇରଇବା ତିପାନ୍, ଲକ୍ମନର୍ ବିତ୍ରେ ବେସି ନ ଅଇବା କାମ୍ମନ୍, କାବା ଅଇଜିବା କାମ୍ମନ୍ ସାଦନ୍ କଲା ।
Stephanus aber, voll Gnade und Kraft, tat Wunder und große Zeichen unter dem Volk.
9 ୯ ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ ।
Es standen aber etliche aus der sogenannten Synagoge der Libertiner und Kyrenäer und Alexandriner und derer von Cilicien und Asien auf und stritten mit Stephanus.
10 ୧୦ ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ ।
Und sie vermochten der Weisheit und dem Geist, womit er redete, nicht zu widerstehen.
11 ୧୧ ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।
Da stifteten sie Männer an, die sagten: Wir haben ihn Lästerworte wider Mose und Gott reden hören.
12 ୧୨ ଏନ୍ତାରିକରି ସେମନ୍ ଲକ୍ମନ୍କେ, ପାର୍ଚିନ୍ମନ୍ ଆରି ସାସ୍ତର୍ ସିକାଉମନ୍କେ ରିସା ଅଇବା କାତା କଇଲାଇ । ଆରି ତିପାନ୍କେ ଦାରି ବଡ୍ସବାଇ ନେଲାଇ ।
Und sie wiegelten das Volk und die Ältesten und die Schriftgelehrten auf, überfielen ihn, rissen ihn fort und führten ihn vor den Hohen Rat.
13 ୧୩ ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି ।
Und sie stellten falsche Zeugen, die sagten: Dieser Mensch hört nicht auf, Reden zu führen wider diese heilige Stätte und das Gesetz!
14 ୧୪ ନାଜରିତର୍ ଜିସୁ ମନ୍ଦିର୍ ବାଙ୍ଗାଇ ପାକାଇସି ଆରି ଆମେ ମସାର୍ ଟାନେଅନି ପାଇ ରଇବା ସବୁ ବିଦିବିଦାନ୍ ବାଦ୍ଲାଇ ଦେଇସି ବଲି ଏ ଲକ୍ କଇବାଟା ଆମେ ସୁନି ଆଚୁ ।”
Denn wir haben ihn sagen hören: Dieser Jesus von Nazareth wird diese Stätte zerstören und die Gebräuche ändern, die uns Mose überliefert hat!
15 ୧୫ ସେଡ୍କି ବେଲେ ବଡ୍ସବାଇ ବସି ରଇବା ସବୁ ଲକ୍ ଆକିଗାଡି ତିପାନର୍ ବାଟେ ଦେକ୍ଲାଇ ଜେ, ଏଦେ ଦେକା! ତାର୍ ମୁ ସରଗର୍ ଦୁତ୍ ପାରା ଡିସ୍ତେ ରଇଲା ।
Und da alle, die im Hohen Rate saßen, ihn anblickten, sahen sie sein Angesicht, [das war] wie eines Engels Angesicht.