< ପେରିତ୍‌ 5 >

1 ସେ ଦଲର୍‌ ଅନନିୟ ନାଉଁର୍‌ ଗଟେକ୍‌ ଲକ୍‌ ଆରି ତାର୍‌ ମାଇଜି ସପିରା ସେମନର୍‌ କେତେକ୍‌ ଜମି ବିକ୍‌ଲାଇ ।
第二 アナニアとサフィラとの事件 然るにアナニアと呼ばるる人、其妻サフィラと共に一枚の畑を売りしが、妻も同意にて畑の價を詐り、
2 ମାତର୍‌ ମାଇଜିମୁନୁସ୍‌ ରାଜିଅଇକରି ବିକିକରି ପାଇଲା କେତେକ୍‌ ଡାବୁ ଅନନିୟ ନିଜର୍‌ ପାଇ ସଙ୍ଗଇଲା । ଅଗଲ୍‌ଲାଟା ସେ ପେରିତ୍‌ ସିସ୍‌ମନ୍‌କେ ଦେଲା ।
其幾分を持來りて使徒等の足下に置きしかば、
3 ପିତର୍‌ ତାକେ କଇଲା, “ଅନନିୟ ତୁଇ କେନ୍ତି ସଇତାନର୍‌ ପାନ୍ଦେପଡି ଜମି ବିକି ଆନିରଇବା ଡାବୁ କେତେକ୍‌ ନିଜର୍‌ ପାଇ ସଙ୍ଗଇକରି ସୁକଲ୍‌ ଆତ୍‌ମାର୍‌ ମୁଆଟେ ମିଚ୍‌ କଇଲୁସ୍‌?
ペトロ云ひけるは、アナニアよ、何故サタンに心を誘はれて聖霊を欺き、畑の價を詐りたるぞ。
4 ବିକ୍‌ବା ଆଗ୍‌ତୁ ସେ ଜମି ତମର୍‌ ରଇଲା । ବିକ୍‌ଲା ପଚେ ମିସା ସେ ଡାବୁ ତମର୍‌ଟାସେ । ଏନ୍ତି କାମ୍‌ କର୍‌ବାକେ କାଇକେ ମନ୍‌ କଲୁସ୍‌? ତୁଇ ଲକ୍‌ମନ୍‌କେ ନାଡାଉସ୍‌ ନାଇ ମାତର୍‌ ପର୍‌ମେସର୍‌କେ ନାଡାଇଆଚୁସ୍‌ ।”
其畑の有りし時は汝の物にして、売られて後も[價は]汝の権内に属したるに非ずや、何ぞ斯る事を心に企てしぞ、汝の欺きしは人に非ずして神なり、と。
5 ଅନନିୟ ଏ କାତା ସୁନ୍‌ଲା ଦାପ୍‌ରେ ତଲେ ଆପ୍‌ଟି ଅଇ ଅଦ୍‌ରି ମରିଗାଲା । ଜନ୍‌ ଲକ୍‌ମନ୍‌ ଏ କାତା ସୁନ୍‌ଲାଇ ସେମନ୍‌ ସବୁଲକ୍‌ ବେସି ଡରିଗାଲାଇ ।
アナニア此言を聞くや、倒れて息絶えしかば、聞きたる人皆大いに懼を懐き、
6 ଦଲର୍‌ ଦାଙ୍ଗ୍‌ଡାମନ୍‌ ଅନନିୟର୍‌ ମଲା ଗାଗଡ୍‌ ଲୁଗାଇ ଗୁଡିଆଇକରି ବାଇରେ ବଇକରି ଦାରିଗାଲାଇ ଆରି ତପିଦେଲାଇ ।
青年等立ちて之を取上げ、舁出して葬れり。
7 ପାକାପାକି ତିନ୍‍ଗଁଟା ପଚେ ଅନନିୟର୍‌ ମାଇଜି ତେଇ ଆସି କେଟ୍‌ଲା । ସେ, ଏ ଗଟ୍‍ନା ନାଜାନି ରଇଲା ।
約三時間を経て其妻、事の起りしを知らずして入來るに、
8 ପିତର୍‌ ତାକେ ପାଚାର୍‌ଲା “ମକେ କ ପନି, ତୁଇ ଆରି ତର୍‌ ମୁନୁସ୍‌ ଜେତ୍‌କି ଜମି ବିକ୍‌ଲାସ୍‌, ଏଟା କାଇ ତାର୍‌ ପୁରାଦାମ୍‌ କି?” ସେ କଇଲା, “ଉଁ ଏତ୍‌କିସେ ।”
ペトロ之に謂ひけるは、婦よ、汝等が畑を売りし金は其だけなるか、我に告げよ、と。彼、然り其だけなり、と答へしかば、
9 ପିତର୍‌ ତାକେ କଇଲା, “ମାପ୍‌ରୁର୍‌ ଆତ୍‌ମାକେ ପରିକା କର୍‌ବାକେ ତୁଇ ଆରି ତର୍‌ ମୁନୁସ୍‌ କାଇକେ ରାଜିଅଇଲାସ୍‌? ଜନ୍‌ ଲକ୍‌ମନ୍‌ ତର୍‌ ମୁନୁସ୍‌କେ ସମାଦି ଦେଲାଇ ଆଚତ୍‌, ବାଟ୍‌ ଡିଆଗଡି କେଟ୍‌ଲାଇବେ, ସେମନ୍‌ ତକେ ମିସା ବଇ ଦାରିଜିବାଇବେ ।”
ペトロ之に向ひ、汝等何為れぞ共謀して主の霊を試みんとしたるや、看よ、汝の夫を葬りし人々の足は戸口に在り、汝をも舁出すべし、と云ひければ、
10 ୧୦ ସେ ଦାପ୍‌ରେ ସେ ମିସା ପିତରର୍‌ ପାଦ୍‌ତଲେ ଅଦ୍‌ରି ମରିଗାଲା । ଦାଙ୍ଗ୍‌ଡାମନ୍‌ ବିତ୍‌ରେ ଆସି ତାର୍‌ ମଲା ଗାଗଡ୍‌ ବଇନେଲାଇ ଆରି ତାର୍‌ ମୁନୁସର୍‌ ଲଗେ ତାକେ ମିସା ସମାଦି ଦେଲାଇ ।
婦忽ち其足下に倒れて息絶えたり。青年等入來りて其死せるを見、之を舁出して夫の傍に葬りければ、
11 ୧୧ ଜିରୁସାଲେମର୍‌ ଗୁଲାଇ ମଣ୍ଡଲିର୍‌ ଲକ୍‌ମନ୍‌ ଆରି ଜେତ୍‌କି ଲକ୍‌ ଏ କାତା ସୁନ୍‌ଲାଇ, ସବୁଲକ୍‌ ଡରିଗାଲାଇ ।
全教會及び是等の事を聞ける人々、皆大いに懼を懐けり。
12 ୧୨ ପେରିତ୍‌ ସିସ୍‌ମନର୍‌ ଟାନେଅନି ଲକ୍‌ମନର୍‌ ବିତ୍‌ରେ ବେସି କାବା ଅଇଜିବା କାମ୍‌ମନ୍‌ ଆରି ଚିନ୍‌ମନ୍‌ ସାଦନ୍‌ ଅଇତେ ରଇଲା । ସବୁ ବିସ୍‌ବାସିମନ୍‌ ସଲ୍‌ମନର୍‌ ମଣ୍ଡପେ ରୁଣ୍ଡ୍‍ତେ ରଇଲାଇ ।
第三 使徒等奇蹟を行ひて信者の數増加す 數多の徴と不思議とは、使徒等の手によりて民間に行はれ、[信者]皆心を一にしてサロモンの殿廊に在りしが、
13 ୧୩ ସେମନର୍‌ ବିସଇ ବିନ୍‌ଲକ୍‌ମନ୍‌ ନିମାନ୍‌ କାତା କଇତେ ରଇଲାଇ । ମାତର୍‌ ଦଲ୍‌ ବାଇରେ ରଇଲା ଲକ୍‌ମନ୍‌ କେ ମିସା ଦଲେ ମିସ୍‌ବାକେ ସାଆସ୍‌ ନ କର୍‌ତେ ରଇଲାଇ ।
他人は敢て此中に交る者なく、人民彼等を稱賛して、
14 ୧୪ ଏଲେ ମିସା ପର୍‌ମେସର୍‌କେ ବିସ୍‌ବାସ୍‌ କରି ଅଦିକ୍‌ ଅଦିକ୍‌ ମାଇଜିଟକି ଆରି ମୁନୁସ୍‌ ପିଲାମନ୍‌ ଏ ଦଲେ ମିସ୍‌ଲାଇ । ଆରି ସେ ଦଲ୍‌ ଦିନ୍‌କେ ଦିନ୍‌ ଅଦିକ୍‌ ଅଦିକ୍‌ ବଡ୍‌ତେ ଗାଲା ।
主を信仰する男女の群衆益増加し、
15 ୧୫ ପେରିତ୍‌ ସିସ୍‌ମନର୍‌ କାମ୍‌ ଅଦିକ୍‌ ବଡି ବଡି ଗାଲା । ଏନ୍ତିକି ପିତର୍‌ ଇଣ୍ଡିଗାଲାବେଲେ ତାର୍‌ ଚାଇଆଲେ ଅଲପ୍‌ ପଡବଲି ଲକ୍‌ମନ୍‌ ରଗିମନ୍‌କେ ବଇଆନି ବାଟ୍‍ପାଲି କଟେ ଆରି ଟାଟିମନ୍‌ ଅଚାଇକରି ସୁଆଇ ଦେଇତେ ରଇଲାଇ ।
終には、人々病人を衢に舁出し、ペトロの來らん時、一人にもあれ其蔭になりとも覆はれ(て病を醫され)んとて、寝台若くは舁台に之を載置くに至り、
16 ୧୬ ଜିରୁସାଲମର୍‌ ଚାରିବେଟ୍‌ତି ରଇବା ଗଡର୍‌ ରଗି ଆରି ଡୁମାଦାର୍‌ଲା ଲକ୍‌ମନ୍‌କେ ପେରିତ୍‌ମନର୍‌ ଲଗେ ଆନ୍‌ତେ ରଇଲାଇ । ଆରି ସେମନ୍‌ ସବୁ ଲକ୍‌ ନିମାନ୍‌ ଅଇତେ ରଇଲାଇ ।
又近傍の町々より病人、或は汚鬼に悩まさるる者等を携へて、人々夥しくエルザレムに馳集ひ居たりしが、彼等悉く醫されつつありき。
17 ୧୭ ତାର୍‌ ପଚେ ବଡ୍‌ ପୁଜାରି, ତାର୍‌ସଙ୍ଗ୍‍ ରଇବା ଲକ୍‌ମନ୍‌ ଆରି ସାଦୁକି ଦଲର୍‌ ଲକ୍‌ମନ୍‌, ସିସ୍‌ମନ୍‍କେ ଇଁସା ଅଇଗାଲାଇ । ଆରି ସେମନର୍‌ ବିରୁଦେ କାଇଟାଆଲେ କରୁ ବଲି ଜଜ୍‌ନା କଲାଇ ।
第四 迫害起りて使徒等益奮發す 然れば司祭長及び其徒、即ちサドカイ派、皆妬ましさに堪へず、
18 ୧୮ ସେମନ୍‌ ପେରିତ୍‌ ସିସ୍‌ମନ୍‌କେ ଦାରି ବାନ୍ଦିକରି ବନ୍ଦିଗରେ ସଙ୍ଗଇଲାଇ ।
起ちて使徒等を捕へ、之を監獄に入れたり。
19 ୧୯ ମାତର୍‌ ସେ ରାତି ମାପ୍‌ରୁର୍‌ ଗଟେକ୍‌ ଦୁତ୍‌ ବନ୍ଦିଗରର୍‌ କାପାଟ୍‌ ଉଗାଡିଦେଲା ଆରି ସେମନ୍‌କେ ମୁକ୍‌ଲାଇ ଆନି କଇଲା,
然れど主の使、夜中に監獄の門を開きて彼等を出し、
20 ୨୦ “ଜା ଆରି ମନ୍ଦିରେ ଟିଆଅଇକରି ଲକ୍‌ମନ୍‌କେ ଏ ନୁଆ ଜିବନ୍‌ ବିସଇ ସବୁ କାତା କୁଆ ।”
汝等往きて、[神]殿に立ち、此生命の言を悉く人民に語れ、と云ひしかば、
21 ୨୧ ସିସ୍‌ମନ୍‌ ସେ ଦୁତର୍‌ କାତା ମାନି ସାକାଲ୍‌ ସାକାଲ୍‌ ମନ୍ଦିରେ ପୁରି ସିକିଆ ଦେବାର୍‌ ଦାର୍‌ଲାଇ । ବଡ୍‌ ପୁଜାରି, ତାକର୍‌ ସଙ୍ଗାରିମନ୍‌ ଆରି ଇସ୍‌ରାଏଲର୍‌ ପାର୍‌ଚିନ୍‌ମନ୍‌ ଗଟେକ୍‌ ପୁରା ସବା ପାଇ ଡାକାଇ ପାଟାଇଲାଇ । ତାର୍‌ ପଚେ ପେରିତ୍‌ ସିସ୍‌ମନ୍‌କେ ବନ୍ଦିଗରେ ଅନି ସବାଇ ଆନ୍‌ବାକେ ବନ୍ଦିଗରର୍‌ ଜାଗୁଆଲ୍‌ମନର୍‌ ମୁକିଆମନ୍‌କେ ଆଦେସ୍‌ ଦେଲାଇ ।
彼等之を聴き、黎明に[神]殿に入りて教へたり。然て司祭長及び之に伴へる人々、議員及びイスラエル人の長老一同を[衆議所に]召集し、使徒等を引來らせんとて、人を監獄に遣はししに、
22 ୨୨ ମାତର୍‌ ସେ ମୁକିଆମନ୍‌ ବନ୍ଦିଗରେ କେଟ୍‌ଲାକେ ପେରିତ୍‌ମନ୍‌କେ ତେଇ ଦେକତ୍‌ନାଇ । ସେଟାର୍‌ପାଇ ସେମନ୍‌ ବଡ୍‌ସବାଇ ବାଉଡି ଆଇଲାଇ । ଆରି ଲକ୍‌ମନ୍‌କେ କଇଲାଇ,
下役等至りて監獄を開き、彼等の在らざるを見て立歸り、告げて、
23 ୨୩ “ଆମେ ବନ୍ଦି ଗରେ କେଟି ଦେକ୍‌ଲୁ ଜେ ଦୁଆର୍‌ ନିକସଙ୍ଗ୍‌ ଡାବି ଅଇରଇଲା । ଆରି ଜାଗୁଆଲ୍‌ମନ୍‌ ମିସା ଜାଗିରଇଲାଇ । ମାତର୍‌ କାପାଟ୍‌ ଉଗାଡ୍‌ଲା ପଚେ ଆମେ ବିତ୍‌ରେ କାକେ ମିସା ଦେକୁ ନାଇ ।”
云ひけるは、監獄が堅く閉ぢ、看守が門前に立てることは、我等之を見届けたれども、之を開けば内には誰も見えざりき、と。
24 ୨୪ ଏ କାତା ସୁନି ମୁକିଅ ପୁଜାରିମନ୍‌ ଆରି ମନ୍ଦିର୍‌ ଜାଗୁଆଲ୍‌ମନର୍‌ ଦାଇତେ ରଇଲା ଲକ୍‌ମନ୍‌ କାବାଅଇଗାଲାଇ । ପେରିତ୍‌ ସିସ୍‌ମନ୍‌କେ କାଇଟା ଅଇଲାଆଚେ ବଲି ସେମନ୍‌ ବୁଜି ନାପାର୍‌ଲାଇ ।
神殿の司及び司祭長、是等の談を聞くや、使徒等に就きて、其成行如何にと當惑せるに、
25 ୨୫ ସେଡ୍‌କିବେଲେ ଗଟେକ୍‌ ଲକ୍‌ ଆସି କଇଲା “ସୁନା! ଜନ୍‌ ଲକ୍‌ମନ୍‌କେ ବନ୍ଦି ଗରେ ରକିରଇଲାସ୍‌, ସେମନ୍‌ ଏବେ ମନ୍ଦିରେ ଲକ୍‌ମନ୍‌କେ ସିକିଆ ଦେଲାଇନି ।”
或人來りて、汝等が監獄に入れし人々は、今[神]殿に立ちて人民を教へつつあり、と告げしかば、
26 ୨୬ ମନ୍ଦିରର୍‌ କାମ୍‌କରୁମନ୍‌ ଜାଗୁଆଲ୍‌ମନର୍‌ ସଙ୍ଗ୍‍ ଜାଇ ପେରିତ୍‌ ସିସ୍‌ମନ୍‌କେ ସୁତ୍‌ରାଇକରି ଆରିତରେକ୍‌ ଡାକିଆନ୍‌ଲାଇ । ସେମନ୍‌ ଡରାବିଡ୍‌ରା କରତ୍‌ ନାଇ । କାଇକେବଇଲେ ସେମନ୍‌କେ ଲକ୍‌ମନ୍‌ ପାକ୍‌ନାପୁକ୍‌ନି ମାର୍‌ବାଇ ବଲି ଡରିଜାଇତେରଇଲାଇ ।
神殿の司、下役等を從へ行きて使徒等を連來れり、然れど人民より石を擲たれん事を恐れて、暴力を加ふる事なかりき。
27 ୨୭ ପେରିତ୍‌ ସିସ୍‌ମନ୍‌କେ ବିତ୍‌ରେ ଡାକିଆନି ବଡ୍‌ସବାର୍‌ ମୁଆଟେ ଟିଆ କରାଇଲାଇ, ଆରି ବଡ୍‌ ପୁଜାରି ସେମନ୍‌କେ ପାଚାର୍‌ଲା ।
然て連來りて議會の中に立たせ、司祭長尋問して、
28 ୨୮ “ଏ ଜିସୁର୍‌ ନାଉଁ ଦାରି କାଇମିସା ସିକିଆ ନ ଦେବାକେ ତମ୍‌କେ ଡାଟ୍‌ ସଙ୍ଗ୍‍ ଆଦେସ୍‌ ଦେଇରଇଲୁ, ମାତର୍‌ ଦେକା, ତମେ କାଇଟା କରିଆଚାସ୍‌! ତମେ ଦେଇରଇବା ଏ ସିକିଆ ଜିରୁସାଲମେ ରଇଲା ଲକ୍‌ମନର୍‌ଟାନେ କେଟ୍‌ଲା ଆଚେ । ଆରି ତାର୍‌ ମରନ୍‌ ପାଇ ଆମ୍‌କେ ଦାଇ କର୍‌ବାକେ ଚେସ୍‌ଟା କଲାସ୍‌ନି!”
彼名によりて教ふること勿れとは、我等が、厳しく命ぜし所なるに、汝等は其教をエルザレムに満たせ、彼人の血を我等に負はしめんとするに非ずや、と云ひしかば、
29 ୨୯ ପିତର୍‌ ଆରି ବିନ୍‌ ସିସ୍‌ମନ୍‌ କଇଲାଇ, “ଆମେ ତମର୍‌ ଆଦେସ୍‌ ମାନ୍‌ବା ବାଦୁଲେ ପର୍‌ମେସରର୍‌ ଆଦେସ୍‌ ମାନ୍‌ବୁ ।
ペトロ及び使徒等答へて云ひけるは、我等は人に[從ふ]よりは神に從はざるべからず。
30 ୩୦ ତମେ ଜିସୁକେ କୁର୍‌ସେ ଚଗାଇ ମରାଇଲାପଚେ, ଆମର୍‌ ଆନିଦାଦିମନର୍‌ ପର୍‌ମେସର୍‌ ତାକେ ମଲାଟାନେଅନି ଉଟାଇଲାଆଚେ ।
我等が先祖の神は、汝等の木に磔けて殺ししイエズスを復活せしめ給へり。
31 ୩୧ ଇସ୍‌ରାଏଲର୍‌ ଲକ୍‌ମନ୍‌ ତାକର୍‌ ପାପେଅନି ବାଅଡତ୍‌ ଆରି ପାପ୍‌ କେମା ଅଅତ୍‌ ବଲି ପର୍‌ମେସର୍‌ ତାକେ ତାର୍‌ ଉଜା ବାଟେ ବସାଇଆଚେ । ଜେନ୍ତିକି ସେ ଆମର୍‌ ସାସନ୍‌କାରିଆ ଆରି ରକିଆକର୍‌ବା ଲକ୍‌ ଅଇସି ।
神は改心と罪の赦とをイスラエルに賜はん為に、右の御手を以て、イエズスを君とし救主として立て給ひしなり。
32 ୩୨ ଆମେ ଏ ସବୁ ବିସଇର୍‌ ସାକି ଆଚୁ । ଆରି ଜନ୍‌ ସୁକଲ୍‌ ଆତ୍‌ମାକେ ପର୍‌ମେସର୍‌ ତାକର୍‌ ଆଗିଆଁକାରିମନ୍‌କେ ଦାନ୍‌କଲାଆଚେ, ସେ ମିସା ଏଟାର୍‌ ସାକି ।”
我等は是等の事の證人にして、神が総て己に從ふ人々に賜へる所の聖霊も、亦之を證し給ふなり、と。
33 ୩୩ ବଡ୍‌ସବାର୍‌ ଲକ୍‌ମନ୍‌ ଏ କାତା ସୁନି ଏତେକ୍‌ ରିସାଅଇଗାଲାଇ ଜେ, ପେରିତ୍‌ମନ୍‌କେ ମରାଇବାକେ ମନ୍‍ କଲାଇ ।
會衆之を聞きて憤に堪へず、使徒等を殺さんと思ひ居たりしが、
34 ୩୪ ମାତର୍‌ ସେମନର୍‌ ବିତ୍‌ରେଅନି ଗମଲିଏଲ୍‌ ନାଉଁର୍‌ ଗଟେକ୍‌ ପାରୁସି ଲକ୍‌ ରଇଲା । ସେ ନିୟମ୍‌ ସିକାଇତେ ରଇଲା । ତାକେ ଲକ୍‌ମନ୍‌ ମାନିଅ କର୍‌ତେରଇଲାଇ । ସେ ବଡ୍‌ ସବାଇ ଟିଆଅଇ ପେରିତ୍‌ମନ୍‌କେ ଚନେକର୍‌ ପାଇ ବାଇରେ ନେବାକେ ଆଦେସ୍‌ ଦେଲା ।
人民一般より尊ばるる律法學士ガマリエルと云へるファリザイ人、議會に立ち、命じて使徒等を暫く外に立たしめ、
35 ୩୫ ଆରି ବଡ୍‌ ସବାର୍‌ ଲକ୍‌ମନ୍‌କେ କଇଲା, “ଏ ଇସ୍‌ରାଏଲିୟ ବାଇମନ୍‌, ଏ ଲକ୍‌ମନ୍‌କେ ଜାଇଟା କର୍‌ବାକେ ଗାଲାସ୍‌ନି ଅଲପ୍‌ ବାବିଚିନ୍ତି କରି କରା ।
會衆に謂ひけるは、イスラエル人よ、自ら彼人々に為さんとする所を慎め、
36 ୩୬ ତମର୍‌ ମନେରଇସି, ଅଲପ୍‌ ଆଗ୍‌ତୁ ତିଉଦା ନାଉଁର୍‌ ଗଟେକ୍‌ ଲକ୍‌ ରମିୟମନର୍‌ ବିରୁଦେ ଉଟ୍‌ଲା । ସେ ନିଜେ ବଡ୍‌ଲକ୍‌ ବଲି ଲକ୍‌ମନ୍‌କେ କଇଲାକେ ତାର୍‌ ସଙ୍ଗ୍‍ ଚାରିସଅ ଲକ୍‌ ମିସି ରଇଲାଇ । ମାତର୍‌ ତାକେ ମରାଇଲାଇ, ତାର୍‌ପଚେ ତାର୍‌ସଙ୍ଗର୍‌ ଲକ୍‌ମନ୍‌ ଚିନ୍‌ବିନ୍‌ ଅଇଗାଲାଇ ଆରି ତାର୍‌ ଦଲ୍‌ ବୁଡିଗାଲା ।
其は此間テオダ[なる者]起りて、自ら人物と稱し、之に與せし人の數約四百なりしも、彼殺されたれば、之を信用せし人々も悉く散りて皆無となれり。
37 ୩୭ ତାର୍‌ପଚେ ଗାଲିଲି ଅନି ଜିଉଦା ନାଉଁର୍‌ ଆରି ଗଟେକ୍‌ ଲକ୍‌ ରମିୟମନର୍‌ ବିରୁଦେ ଉଟ୍‌ଲା । ରମିୟ ସର୍‌କାର ଲକ୍‌ମନର୍‌ ନାଉଁ ଲେକାଇବା ବେଲେ ଏଟା ଅଇଲା । ବେସି ଲକ୍‌କେ ତାର୍‌ ଦଲେ ମିସାଇବାକେ ସୁତ୍‌ରାଇଲା । ମାତର୍‌ ତାକେ ମିସା ମରାଇଲାଇ । ଆରି ତାର୍‌ ସବୁ ସିସ୍‌ମନ୍‌ ଚିନ୍‌ବିନ୍‌ ଅଇଗାଲାଇ ।
其後、人別調の時、ガリレアのユダ起りて人民を誘ひ、己に從はしめしが、彼も亡びたれば之に與せし人は悉く散りたりき。
38 ୩୮ ସେଟାର୍‌ ପାଇ ଜିସୁର୍‌ ସିସ୍‌ମନର୍‌ ବିସଇ ମୁଇ ତମ୍‌କେ କଇଲିନି, ସେମନ୍‌ କର୍‌ବା କାମ୍‌ ତେବାଆ ନାଇ, ଚାଡିଦିଆସ୍‌ । ସେମନ୍‌ କର୍‌ବା କାମ୍‌ ଆରି ଜଜନା ଜଦି ଲକ୍‌ମନର୍‌ଟାନେଅନି ଆସିରଇସି, ତେବେ ସେମନ୍‌ ମିସା ଆରିଜିବାଇ ।
今も我汝等に謂はん、彼人々に遠ざかりて之を措け、其は其計画若くは事業、人よりのものならば崩るべく、
39 ୩୯ ମାତର୍‌ ସେଟା ଜଦି ପର୍‌ମେସରର୍‌ଟାନେ ଆସିରଇସି ବଇଲେ, ତାକେ ତମେ ଦବାଇନାପାରାସ୍‌ । ସେତ୍‌କିଅନି ଡିସ୍‌ସି ଜେ ତମେ ପର୍‌ମେସରର୍‌ ବିରଦେ ଜୁଜ୍‌ଲାସ୍‌ନି ।” ବଡ୍‌ସବାର୍‌ ଲକ୍‌ମନ୍‌ ଗମଲିଏଲ୍‌ କଇଲା କାତା ମାନ୍‌ଲାଇ ।
神よりのものならば、汝等之を壊すこと能はずして、恐らくは神にも逆らふ者と為らるべければなり、と。會衆之に賛成して、
40 ୪୦ ସେମନ୍‌ ପେରିତ୍‌ ସିସ୍‌ମନ୍‌କେ ବଡ୍‌ସବାର୍‌ ବିତ୍‌ରେ ଆନ୍‌ବାକେ ଆଦେସ୍‌ ଦେଲାଇ । ଡାକିଆନିକରି ସେମନ୍‌କେ କର୍‌ଡା ସଙ୍ଗ୍‌ ମାରାଇଲାଇ । ଆରି ଜିସୁର୍‌ ନାଉଁଦାରି କାଇମିସା କାତା ନ କଇବାକେ ଆଦେସ୍‌ ଦେଇ ଚାଡିଦେଲାଇ ।
使徒等を呼出し、之を鞭ちて後、イエズスの名によりて語る事を厳禁して還せり。
41 ୪୧ ପେରିତ୍‌ ସିସ୍‌ମନ୍‌ ସାର୍‌ଦାସଙ୍ଗ୍‍ ବଡ୍‌ସବାଇଅନି ବାରଇଲାଇ, କାଇକେବଇଲେ ପର୍‌ମେସର୍‌ ଦେକ୍‌ବା ଇସାବେ ଜିସୁର୍‌ ସିସ୍‌ ଅଇକରି ଅପ୍‌ମାନ୍‌ ପାଇବାକେ ଅଦିକାର୍‍ ପାଇରଇଲାଇ ।
使徒等イエズスの御名の為に恥辱を受くるに足る者と為られしを喜びつつ會衆の前を去りしが、
42 ୪୨ ଆରି ସେମନ୍‌ ସବୁ ଦିନ୍‌ ମନ୍ଦିରେ ଆରି ଲକ୍‌ମନର୍‌ ଗରେ ଗରେ ମସିଅ ଜିସୁର୍‌ ବିସଇର୍‌ ସୁବ୍‌କବର୍‌ ଜାନାଇଲାଇ ଆରି ସିକିଆ ଦେବାର୍‌ ଦାର୍‌ଲାଇ ।
日々神殿にて、又は家々を廻りて人を教へ、キリスト、イエズスの福音を宣べて止まざりき。

< ପେରିତ୍‌ 5 >