< ପେରିତ୍ 3 >
1 ୧ ଗଟେକ୍ ଦିନେ ପିତର୍ ଆରି ଜଅନ୍ ପାର୍ତନା କର୍ବାକେ ମନ୍ଦିରେ ଗାଲାଇ, ଜେଡେବେଲେ କି ପାର୍ତନା କର୍ବା ବେଲା ମୁଇଦାନିଆ ତିନ୍ ଗଁଟା ଅଇରଇଲା ।
A Piotr i Jan społem wstępowali do kościoła w godzinę modlitwy, dziewiątą.
2 ୨ ତେଇ ଗଟେକ୍ ଲକ୍ ରଇଲା । ସେ ଜନମେଅନି ଚଟା । ତାକେ ସବୁଦିନ୍ ଲକ୍ମନ୍ ବଇକରି ସୁନ୍ଦର୍ ବଲି କଇବା ମନ୍ଦିରର୍ ଡିଆଗଡି, ନିଆ ଆନା କର୍ତେରଇଲାଇ । ସେ ଜେନ୍ତିକି ମନ୍ଦିରେ ଆଇଲା ଲକ୍ମନ୍କେ ବିକ୍ ମାଙ୍ଗି ପାର୍ସି ।
A mąż niektóry będąc chromy, zaraz z żywota matki swojej był noszony, którego na każdy dzień sadzano u drzwi kościelnych, które zwano piękne, aby prosił jałmużny od tych, którzy wchodzili do kościoła.
3 ୩ ପିତର୍ ଆରି ଜଅନ୍ ମନ୍ଦିର୍ ବିତ୍ରେ ପୁର୍ବାଟା ଦେକି ସେ ସେମନ୍କେ କାଇଟା ମିସା ଦିଆ, ବଲି ବିକ୍ମାଗ୍ଲା ।
Ten ujrzawszy Piotra i Jana, że mieli wnijść do kościoła, prosił ich o jałmużnę.
4 ୪ ପିତର୍ ଆରି ଜଅନ୍ ତାକେ ନିମାନ୍କରି ତିରିଆଇ ଦେକ୍ଲାଇ ଆରି ପିତର୍ କଇଲା, “ଆମର୍ ବାଟେ ଦେକ୍!”
A Piotr z Janem pilnie na niego patrząc, rzekli: Wejrzyj na nas!
5 ୫ ସେ କାଇଟାଆଲେ ପାଇବା ଆସାଇ ସେମନର୍ ବାଟେ ମୁ ବୁଲାଇ ଦେକ୍ଲା ।
Tedy on z pilnością patrzał na nie, spodziewając się co wziąć od nich.
6 ୬ ମାତର୍ ପିତର୍ ତାକେ କଇଲା, “ମର୍ଲଗେ ସୁନା କି ରୁପା ନାଇ, ମକେ ଜାଇଟା ଆଚେ ସେଟା ତକେ ଦେଲିନି । ନାଜରିତର୍ ଜିସୁର୍ ନାଉଁଦାରି ମୁଇ ଆଦେସ୍ ଦେଲିନି, ଉଟ୍ ଆରି ଇଣ୍ଡ୍!”
I rzekł Piotr: Srebra i złota nie mam; lecz co mam, to ci daję: W imieniu Jezusa Chrystusa Nazareńskiego wstań, a chodź.
7 ୭ ଏନ୍ତି କଇକରି ପିତର୍ ତାକେ ଉଜା ଆତ୍ ଦାରି ଉଟାଇଲା, ସେ ଦାପ୍ରେ ସେ ଲକର୍ ପାଦ୍ ଆରି ଗଡ୍ ସବୁ ଡାଟ୍ ଅଇଲା ।
A ująwszy go za prawą rękę jego, podniósł go, a zarazem utwierdzone były nogi jego i kostki.
8 ୮ ସେ ଚିକାଲ୍ନା ଡେଗଇକରି ଉଟ୍ଲା ଆରି ଇଣ୍ଡ୍ବାର୍ ଦାର୍ଲା । ସେ ଇଣ୍ଡି ଇଣ୍ଡି ଡେଗଇ ଡେଗଇ ପର୍ମେସରର୍ ଡାକ୍ପୁଟା କରିକରି ତାକର୍ ସଙ୍ଗ୍ ମନ୍ଦିରେ ଗାଲା ।
I wyskoczywszy, stanął i chodził, a wszedł z nimi do kościoła, chodząc i skacząc, a chwaląc Boga.
9 ୯ ତେଇ ରଇବା ଲକ୍ମନ୍ ତାକେ ଇଣ୍ଡ୍ବାଟା ଆରି ପର୍ମେସର୍କେ ଡାକ୍ପୁଟା କର୍ବାଟା ଦେକ୍ଲାଇ ।
A widział go wszystek lud chodzącego i chwalącego Boga.
10 ୧୦ ମନ୍ଦିରର୍ ସୁନ୍ଦର୍ ନାଉଁର୍ ଡିଆଗଡି ବସି ରଇଲା ମାଙ୍ଗ୍ତିଆ ବଲି ଚିନ୍ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
I poznali go, iż to on był, który dla jałmużny siadał u drzwi pięknych kościelnych; i napełnieni są strachu i zdumienia nad tem, co mu się stało.
11 ୧୧ ସେ ଲକ୍ ପିତର୍କେ ଆରି ଜଅନ୍କେ ନ ଚାଡ୍ତେରଇଲା । ସଲ୍ମନର୍ ପିଣ୍ଡାଇ ତାକର୍ ସଙ୍ଗ୍ ରଇବାଟା ଦେକି, ଲକ୍ମନ୍ କାବାଅଇଗାଲାଇ । ପଚେ ପାଲାଇ ଆଇଲାଇ ।
A gdy się trzymał on chromy, który był uzdrowiony, Piotra i Jana, zbieżał się do nich wszystek lud do przysionka, który zwano Salomonowym, zdumiawszy się.
12 ୧୨ ପିତର୍ ସେମନ୍କେ ଦେକି କଇଲା, “ଏ ଇସ୍ରାଏଲର୍ ବାଇମନ୍, ତମେ କାଇକେ କାବାଅଇଜାଇ ଆମର୍ ବାଟେ ଏନ୍ତାର୍ ଦେକ୍ଲାସ୍ନି? କାଇଟା ବାବ୍ଲାସ୍ନି? ଆମର୍ ନିଜର୍ ବପୁସଙ୍ଗ୍ କି ଦରମ୍ସଙ୍ଗ୍ ଏ ଲକ୍କେ ଇଣ୍ଡ୍ବା ବପୁ ଦେଲୁଆଚୁ?
Co widziąc Piotr, przemówił do ludu: Mężowie Izraelscy! cóż się temu dziwujecie, albo czemu się nam tak pilnie przypatrujecie, jakobyśmy to własną mocą albo pobożnością uczynili, aby ten chodził?
13 ୧୩ ଆମର୍ ଆନିଦାଦିମନର୍ ପର୍ମେସର୍ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପରମେସର୍ ତାର୍ ସେବାକାରିଆ ଜିସୁକେ ଡାକ୍ପୁଟା କଲାଆଚେ । ମାତର୍ ତମେ ତାକେ ସାସନ୍କାରିଆମନର୍ ଆତେ ସର୍ପିଦେଲାସ୍ । ଏନ୍ତି କି ପିଲାତ୍ ତାକେ ଚାଡିଦେବାକେ ମନ୍କରି ରଇଲେ ମିସା ତାର୍ ମୁଆଟେ ଚାଡ୍ନାଇ ବଲି କଇଲାସ୍ ।
Bóg Abrahama i Izaaka i Jakóba, Bóg ojców naszych, uwielbił Jezusa, Syna swego, któregoście wy wydali i zaparliście się go przed twarzą Piłatową, który go sądził być godnym wypuszczenia.
14 ୧୪ ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
A wyście się onego świętego i sprawiedliwego zaparli, a prosiliście o mężobójcę, aby wam był darowany.
15 ୧୫ ଜେ ଜିବନର୍ ବାଟ୍ ଦେକାଉ, ତାକେ ତମେ ମାର୍ଲାସ୍, ମାତର୍ ପର୍ମେସର୍ ତାକେ ମଲାଟାନେଅନି ଆରି ତରେକ୍ ଜିବନ୍ କରି ଉଟାଇଲା । ଆମେ ଅଇଲୁନି ତାର୍ ସାକି ।
I zabiliście dawcę żywota, którego Bóg wzbudził od umarłych, czego my świadkami jesteśmy.
16 ୧୬ ତାର୍ ନାଉଁର୍ ବପୁ ସଙ୍ଗ୍ ଏ ଚଟା ନିମାନ୍ ଅଇଲାଆଚେ । ଜନ୍ ଗଟ୍ନା ଏବେ ତମେ ନିଜେ ଦେକି ସତ୍ ବଲି ଜାନ୍ଲାସ୍, ସେଟା ଅବ୍କା ତାର୍ ନାଉଁଦାରି ବିସ୍ବାସ୍ କଲାକେସେ ମିଲ୍ଲା ଆଚେ । ଜିସୁକେ ବିସ୍ବାସ୍ କଲାକେ ସେ ନିମାନ୍ ଅଇଲା ଆଚେ, ଏଟା ତମେ ଦେକ୍ଲାସ୍ ।”
A przez wiarę w imię jego, tego, którego wy widzicie i znacie, utwierdziło imię jego; wiara, mówię, która przez niego jest, dała temu to zupełne zdrowie przed obliczem was wszystkich.
17 ୧୭ “ସେଟାର୍ ପାଇ ଏ ଇସ୍ରାଏଲର୍ ବାଇମନ୍, ତମେ ଆରି ତମର୍ ନେତାମନ୍ ଜିସୁକେ ଜାଇଟା କଲାସ୍, ସେଟା ନାଜାନିକରି କଲାସ୍, ଏଟା ମୁଇ ଜାନି ।
Ale teraz, bracia! wiem, żeście to z niewiadomości uczynili, jako i książęta wasi.
18 ୧୮ ବେସି ବରସ୍ ଆଗ୍ତୁ ତାର୍ ବବିସତ୍ବକ୍ତା ମନର୍ଟାନେ ଅନି ଜାନାଇରଇବା କାତା ଇସାବେ ଏବେ ସିଦ୍ ଅଇଲା ଜେ, ସେ ମସିଅ ଦୁକ୍ପାଇବାକେ ଅଇସି ।
Lecz Bóg, co przez usta wszystkich proroków swoich przepowiedział, iż Chrystus jego cierpieć miał, to tak ziścił.
19 ୧୯ ସେନ୍ତିଆଲେ ତମେ ମନ୍ବାଦ୍ଲାଇ କରି ପରମେସରର୍ ବାଟେ ବାଉଡି ଆସା । ତେବେ ସେ ତମର୍ ପାପ୍ କେମା କର୍ସି ।”
Przetoż pokutujcie, a nawróćcie się, aby były zgładzone grzechy wasze.
20 ୨୦ ଆରି ମାପ୍ରୁର୍ଟାନେଅନି ଆତ୍ମାଇ ବପୁ ପାଇସା, ପରମେସର୍ ତମର୍ପାଇ ସେ ଆଗେଅନି ବାଚ୍ଲା, ମସିଅ ଜିସୁକେ ପାଟାଇସି ।
Gdyby przyszły czasy ochłody od obliczności Pańskiej, a posłałby onego, który wam opowiedziany jest, Jezusa Chrystusa.
21 ୨୧ ପର୍ମେସର୍ ସବୁ ବିସଇ ନୁଆ କର୍ବା ବେଲା ଜାକ ସେ ସର୍ଗେ ରଇସି । ଏଟା ପର୍ମେସର୍ ପୁର୍ବେ ରଇଲା ତାର୍ ସୁକଲ୍ ବବିସତ୍ବକ୍ତାମନ୍କେ ସପତ୍ କରିରଇଲା । (aiōn )
Który zaiste niebiosa ma objąć aż do czasu naprawienia wszystkich rzeczy, co był przepowiedział Bóg przez usta wszystkich świętych swoich proroków od wieków. (aiōn )
22 ୨୨ ସେ ବିସଇ ମସା କଇରଇଲା, ତମର୍ ମାପ୍ରୁ ପରମେସର୍ ତମର୍ ଲଗେ ମର୍ପାରା ବବିସତ୍ବକ୍ତାକେ ପାଟାଇସି । ତମର୍ ବାଇମନର୍ ବିତ୍ରେ ଅନି ଗଟେକ୍ ଲକ୍କେ ପାଟାଇସି । ସେ ଜେତ୍କି ବିସଇ କଇସି, ସେଟା ସବୁ ତମେ ମାନ୍ବାର୍ ଆଚେ ।
Albowiem Mojżesz do ojców rzekł: Proroka wam wzbudzi Pan, Bóg wasz, z braci waszych, jako mię; onego słuchać będziecie we wszystkiem, cokolwiek do was mówić będzie.
23 ୨୩ କେ ଜଦି ସେ ବବିସତ୍ବକ୍ତାର୍ କାତା ନ ନାମେ ତାକେ ପରମେସରର୍ ଲକ୍ମନର୍ଟାନେଅନି ଅଲ୍ଗା କରି କୁରୁପ୍ନାସ୍ କରିପାକାଇସି ।
I stanie się, że każda dusza, która by nie słuchała tego proroka, będzie wygładzona z ludu.
24 ୨୪ ଜେତ୍କି କବର୍ ସୁନିରଇବା ବବିସତ୍ବକ୍ତା ରଇଲାଇ, ସାମୁଏଲ୍ ଆରି ଜେ ଜେ ତାର୍ ପଚେ ଆଇଲାଇ ଆରି ଏବେ ଜାଇଟା ଗଟ୍ଲା, ସେ ବିସଇ କଇରଇଲାଇ ।
Aleć i wszyscy prorocy od Samuela i od innych po nim, ilekolwiek ich mówiło, przepowiadali też te dni.
25 ୨୫ ପର୍ମେସର୍ ବବିସତ୍ବକ୍ତାମନର୍ ଟଣ୍ଡେଅନି ଜନ୍ସବୁ କାତା ଦେଲାଆଚେ ସେଟା ତମର୍ ପାଇସେ ଟିକ୍ । ତମର୍ ଆନିଦାଦିମନର୍ ସଙ୍ଗ୍ ଜନ୍ ରାଜିନାମା କଲାଆଚେ, ତମେ ମିସା ତେଇ ମିସିଆଚାସ୍ । ପର୍ମେସର୍ ଅବ୍ରାଆମ୍କେ କଇରଇଲା, “ମୁଇ ତମର୍ ନାତିତିତି ମନର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ବି ।
Wy jesteście synami prorockimi i przymierza, które postanowił Bóg z ojcami naszymi, mówiąc do Abrahama: A w nasieniu twojem błogosławione będą wszystkie narody ziemi.
26 ୨୬ ସେଟାର୍ପାଇ ପରମେସର୍ ତାର୍ ସେବାକାରିଆକେ ବାଚ୍ଲା ଆରି ତମ୍କେ ସବୁ ଲକ୍କେ ବାନିଆ ବାଟେଅନି ବାଉଡାଇଆନ୍ବାକେ ଆରି ଆସିର୍ବାଦ୍ କର୍ବାକେ ପର୍ତୁମ୍ ତାକେ ତମର୍ ଲଗେ ପାଟାଇଲା ।”
Wamci naprzód Bóg wzbudziwszy Syna swego Jezusa, posłał go, aby wam błogosławił; żeby się każdy z was odwrócił od złości swoich.