< ପେରିତ୍‌ 26 >

1 ଆଗ୍‌ରିପା ପାଉଲ୍‌କେ କଇଲା, “ତକେ ତର୍‌ ନିଜର୍‌ ବିସଇ ଜାଇଟା କଇବାର୍‌ ଆଚେ, ସେଟା କଇବାକେ ଅଦିକାର୍‌ ଦିଆଅଇଲା ।” ପାଉଲ୍‌ ଆତ୍‌ ଉଟାଇକରି ନିଜର୍‌ବାଟେଅନି କଇଲା,
Ipapo Agiripa akati kuna Pauro, “Unotenderwa kuzvidavirira.” Saka Pauro akaninira noruoko rwake akatanga kuzvidavirira achiti,
2 “ରାଜା ଆଗ୍‌ରିପା! ଜିଉଦିମନ୍‌ ମକେ ଜନ୍‌ ସବୁ ବିସଇ ନେଇ ଦସି କରିଆଚତ୍‌, ସେଟାର୍‌ ବିରଦେ ତମର୍‌ ମୁଆଟେ, ନିଜର୍‌ ବାଟେଅନି କଇବାକେ ବେଲା ପାଇଲାର୍‌ ପାଇ ମୁଇ କେଡେ କରମର୍‌ ଲକ୍‌ ବଲି ବାବ୍‌ଲିନି ।”
“Mambo Agiripa, ndinoona kuti ndine rombo rakanaka kuti ndimire pamberi penyu nhasi ndichizvidavirira pamusoro pezvose zvandinopomerwa navaJudha,
3 କାଇକେବଇଲେ ଜିଉଦିମନର୍‌ ରିତିନିତି ବିସଇ ଆରି ସେମନର୍‌ ଲାଗାଜଡା ବିସଇ ତମେ ନିକସଙ୍ଗ୍‍ ଜାନାସ୍‌ । ମୁଇ ଗୁଆରି କଲିନି, ତମେ ବିଜାର୍‌ ନ ଅଇକରି ମର୍‌ ସବୁକାତା ସୁନା ।
uye zvikuru nokuti imi munonyatsoziva tsika dzavaJudha uye namakakatanwa avo. Naizvozvo ndinokukumbirai kuti munditeerere nomwoyo murefu chaizvo.
4 “ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍‌ ଜାନତ୍‌ । ପର୍‌ତୁମ୍‌ ମର୍‌ ନିଜର୍‌ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍‌ କାଟ୍‌ଲି ଆଚି, ସେଟା ମିସା ସେମନ୍‌ ଜାନତ୍‌ ।
“VaJudha vose zvavo vanoziva nzira yandakararama nayo kubvira pandakanga ndiri mwana, kubva pakutanga kwoupenyu hwangu munyika yokwangu, nomuJerusaremawo.
5 ଆଗେଅନି ମୁଇ ଜିଉଦି ନିୟମ୍‌ ସବୁ ମାନିକରି ପାରୁସିମନର୍‌ ପାରା ଚଲାଚଲ୍‌ତି କଲିଆଚି, ସେ ବିସଇ ସେମନ୍‌ ସାକି ଦେଇପାରତ୍‌ ।”
Vakandiziva kwenguva refu uye vanogona kupupura, kana vachida zvavo, kuti maererano nedzidziso yakasimba yechitendero chedu, ndakagara ini ndiri muFarisi.
6 ପର୍‌ମେସର୍‌ ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇ ରଇଲା, ତେଇ ମର୍‌ ଆସା ରଇଲାର୍‌ପାଇ ଆଜି ମୁଇ ଇତି ବିଚାର୍‌ନା କରାଇଅଇବାକେ ଟିଆ ଅଇଲିଆଚି ।
Uye zvino ndiri kutongwa pano nhasi nokuda kwetariro yangu mune zvakavimbiswa madzibaba edu naMwari.
7 ମାତର୍‌ ଏ ରାଜା, ଏ ଆସା ଆମର୍‌ ବାର୍‌ଟା ଜିଉଦି ଜାତିର୍‌ ଲକ୍‌ ଦିନ୍‌ ରାତି ମାପ୍‌ରୁକେ ପାର୍‌ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍‌ ଲାଗି ଆମର୍‌ ଜିଉଦିମନ୍‌ ମକେ ଦସି କରିଆଚତ୍‌ ।
Iyi ndiyo vimbiso yakamirirwa namarudzi edu gumi namaviri kuti isvike sezvavanoshumira Mwari kwazvo masikati nousiku. Imi mambo, vaJudha vari kundipa mhosva nokuda kwetariro iyi.
8 ପର୍‌ମେସର୍‌ ମଲା ଲକ୍‌କେ ଉଟାଇସି, ବଲି କାଇକେ ବିସ୍‌ବାସ୍‌ କରିନାପାର୍‌ଲାସ୍‌ନି?
Seiko zvisingagoni kutendwa pakati penyu kuti Mwari anomutsa vakafa?
9 “ମୁଇ ମିସା ସେମନର୍‌ ପାରା ରଇଲି । ନାଜରିତିୟ ଜିସୁର୍‌ ବାଟେ ଜିବା ସବୁ ଲକ୍‌ମନର୍‌ ବିରୁଦେ ମର୍‌ ଜେତ୍‌କି ବପୁ ସଙ୍ଗ୍‍ ମିସା କାମ୍‌ କର୍‌ବାର୍‌ ଆଚେ ବଲି ଚିନ୍ତା କଲି ।
“Neniwo ndakanga ndichigutsikana ndichitoti ndinofanira kuita zvose zvandaigona kuti ndipikise zita raJesu weNazareta.
10 ୧୦ ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ପାଇ, ପରମେସରର୍‌ ବେସି ଲକ୍‌ମନ୍‌କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ବିଚାର୍‌ନା କଲାବେଲେ, ସେମନର୍‌ ବିରୁଦେ ଟିଆଅଇଲି ।
Uye ndizvo chaizvo zvandakaita muJerusarema. Nemvumo yandakanga ndapiwa navaprista vakuru, ndakaisa vazhinji vavatsvene mutorongo, uye pavainge vachiurayiwa, ndaitenderana nazvo.
11 ୧୧ କେତେ କେତେ ତର୍‌ ପାର୍‌ତନା ଗର୍‌ମନ୍‌କେ ସେମନ୍‌ ବିସ୍‌ବାସ୍‌ ଚାଡତ୍‌ ବଲି ମାର୍‌ବାକେ ତିଆର୍‌ଲି, ସେମନର୍‌ ଉପ୍‌ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍‌କେ କସ୍‌ଟ ଦେବାକେ ବିଦେସେ, ରଇବା ଗଡ୍‌ମନ୍‌କେ ମିସା ଜାଇରଇଲି ।”
Nguva zhinji ndaibva kune rimwe sinagoge ndichienda kune rimwe ndichiita kuti varangwe, uye ndakaedza kuvamanikidza kuti vamhure Mwari. Noruvengo rwandaiva narwo pamusoro pavo, ndakaenda kunyange kuna mamwe maguta avatorwa kundovatambudza.
12 ୧୨ “ଏଟା କର୍‍ବାକେ ମୁଇ ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ଆରି ଆଦେସ୍‌ ନେଇ ଦାମାସ୍‌କସେ ଜାଇରଇଲି ।
“Pane imwe yenzendo idzi ndakanga ndichienda kuDhamasiko ndine mvumo uye ndatumwa navaprista vakuru.
13 ୧୩ ଏ ରାଜା ଏଗ୍‌ରିପା, ଅଟାତ୍‌ ଦିନେକ୍‌ ମୁଣ୍ଡ୍‌ବେଲା ଲଗେ, ଜିବାବାଟେ ବେଲ୍‌ ତାରାସେଅନି ଅଦିକ୍‌ ଉଜଲ୍‌ ଦେକ୍‌ଲି । ସର୍‌ଗେଅନି ସେ ଉଜଲ୍‌ ଆସି ମକେ ଆରି ମର୍‌ ସଙ୍ଗ୍‍ ଜିବା ଲକର୍‌ ଚାରିବେଟ୍‌ତି ବିଚି ଅଇଲା ।”
Nenguva dzinenge dzamasikati, mambo, ndiri mumugwagwa, ndakaona chiedza chakabva kudenga, chaipenya kupfuura zuva, chikavaima chakandipoteredza ini navandaiva navo.
14 ୧୪ ଆମେ ସବୁ ଲକ୍‌ ତଲେ ଅଦ୍‌ରି ଡୁଲିଦେଲୁ ଆରି ଇବ୍‌ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍‌ଲି, “ସାଉଲ୍‌, ସାଉଲ୍‌!” ତୁଇ ମକେ କାଇକେ କସ୍‌ଟ ଦେଲୁସ୍‌ନି? କସ୍‌ଲାବେଲେ କସ୍‌ବାଲକ୍‌ ବଲଦ୍‌କେ ତୁତାରିବୁସ୍‌ଲେ ବଲଦ୍‌ ଲାତ୍‌ମାର୍‌ବା ପାରା, ତୁଇ ନିଜେ କସ୍‌ଟ ପାଇଲୁସ୍‌ନି ।
Tose takawira pasi, uye ndakanzwa inzwi richiti kwandiri norurimi rwechiHebheru, ‘Sauro, Sauro, unonditambudzireiko? Zvakakuomera iwe kuti ukave zvibayiso.’
15 ୧୫ “ମୁଇ ପାଚାର୍‌ଲି, ‘ମାପ୍‌ରୁ ତମେ କେ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍‌ଟ ଦେଲୁସ୍‌ନି ।’
“Ipapo ndakati, ‘Ndimi aniko, Ishe?’ “Ishe akapindura akati, ‘Ndini Jesu waunotambudza.
16 ୧୬ ମାତର୍‌ ଉଟିକରି ଟିଆ ଅ । ତକେ ମର୍‌ ସେବାକାରିଆ କର୍‌ବାକେ, ଦର୍‌ସନ୍‌ ଦେଲିଆଚି । ଆଜି ତୁଇ ମର୍‌ ବିସଇ ଜାଇଟା ଦେକ୍‌ଲୁସ୍‌ ଆରି ପଚ୍‌କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍‌ ଲକ୍‌ମନ୍‌କେ ସାକିଦେସ୍‌ ।
Zvino chisimuka umire netsoka dzako. Ndazviratidza kwauri kuti ndikugadze somuranda uye sechapupu chezvawaona kwandiri uye nezvandichakuratidza.
17 ୧୭ ଜନ୍‌ ଜିଉଦି ଆରି ଜିଉଦିନଇଲା ଲକ୍‌ମନର୍‌ତେଇ ତକେ ପାଟାଇବି, ସେମନର୍‌ତେଇ ଅନି ତାଡ୍‌ନା ପାଇଲେ, ମୁଇ ତକେ ରକିଆ କର୍‌ବି ।
Ndichakununura kubva kuvanhu vokwako uye kubva kune veDzimwe Ndudzi. Ndiri kukutuma kwavari
18 ୧୮ ତୁଇ ସେମନର୍‌ ଆଁକି ପିଟାଇଦେସ୍‌ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍‌ ଆନ୍ଦାରେଅନି ଉଜଲେ ଆରି ସଇତାନର୍‌ ବାନ୍ଦନେଅନି ମାପ୍‌ରୁର୍‌ ବାଟେ ବାଅଡ୍‌ବାଇ । ଜେନ୍ତିକି ମକେ ବିସ୍‌ବାସ୍‌ କଲାର୍‌ ପାଇ, ସେମନର୍‌ ପାପ୍‌ କେମା ଅଇସି । ଆରି ମାପ୍‌ରୁ ବାଚ୍‌ଲା ଲକ୍‌ମନର୍‌ ସଙ୍ଗ୍‍ ସେମନ୍‌କେ ମିସା ଡାକିନେବାଇ ।”
kuti usvinudze meso avo nokuvadzora kubva kurima kuti vauye kuchiedza, nokubva musimba raSatani kuti vauye kuna Mwari, kuti vagamuchire kanganwiro yezvivi uye vawane nzvimbo pakati paavo vakaitwa vatsvene nokutenda kwandiri.’
19 ୧୯ “ସେଟାର୍‌ପାଇ ଏ ରାଜା ଆଗ୍‌ରିପା ମୁଇ ସର୍‌ଗେଅନି ଜନ୍‌ ଦର୍‌ସନ୍‌ ପାଇଲିଆଚି, ସେଟା ପୁରାପୁରୁନ୍‌ ମାନ୍‌ଲି ।
“Saka ipapo, Mambo Agiripa, handina kuramba kuteerera kuchiratidzo chakabva kudenga.
20 ୨୦ ସେନ୍ତାରି ମୁଇ ପର୍‌ତମେ ଦାମାସ୍‌କସେ ଆରାମ୍‌କରି ତାର୍‌ପଚେ ଜିରୁସାଲାମେ, ପଚେ ଜିଉଦାର୍‌ ସବୁବାଟେ ଆରି ଜିଉଦିନଇଲା ଲକ୍‌ମନର୍‌ ବିତରେ ମାପ୍‌ରୁର୍‌ ବିସଇ ଜାନାଇଲି । ଜେନ୍ତି କି ସେମନ୍‌ କରିରଇବା ପାପ୍‌ ଏତାଇ, ଦୁକ୍‌କରି ମାପ୍‌ରୁର୍‌ବାଟେ ବାଅଡ୍‌ବାଇ । ଆରି ସେମନ୍‌ ଜନ୍‌ଟା ମାନିଆଇଲାଇ ଆଚତ୍‌, ସେଟା ତାକର୍‌ ଚଲାଚଲ୍‌ତିଅନି ଜାନିଅଇସି ।
Ndakatanga kuparidza kuna avo vaiva muDhamasiko, nokuna avo vaiva muJerusarema nomuJudhea yose, uye nokune veDzimwe Ndudziwo kuti vatendeuke vadzokere kuna Mwari vagoratidza kutendeuka kwavo namabasa avo.
21 ୨୧ ଏଟାର୍‌ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍‌ ମକେ ଦାରି ମରାଇବାକେ ଚେସ୍‌ଟା କଲାଇ ।
Ndizvo zvakaita kuti vaJudha vandibate mutemberi uye vaedze kundiuraya.
22 ୨୨ ମାତର୍‌ ପର୍‌ମେସର୍‌ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍‌ପାଇ ଆଜି ସାନ୍‌ ବଡ୍‌ ସବୁ ଲକର୍‌ ଲଗେ ସମାନ୍‌ ଇସାବେ ମର୍‌ ସାକିଦେବାକେ ଟିଆକରାଇଆଚେ । ବବିସତ୍‌ବକ୍‌ତା ଆରି ମସା ଜାଇଟା ଗଟ୍‌ସି ବଲି କଇରଇଲାଇ, ଟିକ୍‌ ସେ କାତା ମୁଇ କଇଲିନି ।
Asi ndakabatsirwa naMwari kusvikira nhasi uno, uye ndimire pano kuti ndipupure kuvaduku nokuvakuru zvimwe chetezvo. Handina kutaura zvinopfuura zvakataurwa navaprofita uye naMozisi kuti zvichaitika,
23 ୨୩ ମସିଅ ଦୁକ୍‌ ପାଇସି ଆରି ମଲାଲକ୍‌ମନର୍‌ ବିତ୍‌ରେଅନି ସିଗ୍‌ ପର୍‌ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ ଲଗେ ମୁକ୍‌ତିର୍‌ ଉଜଲ୍‌ ଦେକାଇସି ।”
kuti Kristu achatambudzika, uye, saiye wokutanga kumuka kubva kuvakafa achaparidza chiedza kuvanhu vake uye nokune veDzimwe Ndudzi.”
24 ୨୪ ପାଉଲ୍‌ ନିଜର୍‌ ବାଟେଅଇ କଇଲା ବେଲେ, ପେସ୍‌ଟସ୍‌ ତାକେ ଆଉଲିଅଇ କରି କଇଲା, “ପାଉଲ୍‌, ତୁଇ ବାୟା ଅଇଗାଲୁସ୍‌! ତୁଇ ପାଟ୍‍ପଡି ବେସି ପାଇରଇବା ଗିଆନ୍‌ ତକେ ବାୟା କଲାଆଚେ ।”
Ipapo Fesitasi akati kuna Pauro nenzwi guru, “Pauro, wava kupenga! Kudzidza kwako kukuru kwava kukupengesa.”
25 ୨୫ ପାଉଲ୍‌ କଇଲା, “ଏ ମାପ୍‌ରୁ ପେସ୍‌ଟସ୍‌, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍‌ ସତ୍‌ । ଆରି ତବିର୍‌ ବୁଦିର୍‌ କାତା କଇଲିଆଚି ।
Pauro akapindura akati, “Handisi kupenga, changamire Fesitasi. Zvandiri kutaura ichokwadi uye zvinotendeka.
26 ୨୬ ଏ ରାଜା ଅଗ୍‍ରିପା! ତମେ ଏ ବିସଇ ଜାନିରଇଲାର୍‌ ପାଇ, ତମର୍‌ ମୁଆଟେ ଏ କାତା କଇବାକେ ସାଆସ୍‌ କଲିନି! ମୁଇ ଜାନାଇରଇବା ସବୁ ବିସଇର୍‌ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍‌ବାସ୍‌ କରିନାଇ! କାଇକେବଇଲେ ଏଟା ଲୁଚ୍‌ତେ କରାଅଏ ନାଇ ।
Mambo vanoziva zvinhu izvi, uye ndinogona kutaura ndakasununguka kwavari. Ndinogutsikana kuti hapana chimwe chezvinhu izvi chichavapunyuka, nokuti hazvina kuitwa pakavanda.
27 ୨୭ ରାଜା ଆଗ୍‌ରିପା, ତମେ ବବିସତ୍‌ବକ୍‌ତାମନ୍‌କେ ବିସ୍‌ବାସ୍‌ କଲାସ୍‌ନି ତ? ମୁଇ ଜାନି ତମେ ବିସ୍‌ବାସ୍‌ କଲାସ୍‌ନି!”
Mambo Agiripa munotenda vaprofita here? Ndinoziva kuti munotenda.”
28 ୨୮ ଆଗ୍‌ରିପା ପାଉଲ୍‌କେ କଇଲା, “ଏ ଅଲପ୍‌ ବେଲା ବିତ୍‌ରେ ତୁଇ କାଇ ମକେ ବିସ୍‌ବାସି କରିଦେବି ବଲି ବାବ୍‌ଲୁସ୍‌ନି କି?”
Ipapo Agiripa akati kuna Pauro, “Unenge unoda kundiita muKristu nenguva duku.”
29 ୨୯ ପାଉଲ୍‌ କଇଲା, “ଚନେକ୍‌ ଅ କି ପରେକ୍‌ ଅ, ପର୍‌ମେସରର୍‌ ଲଗେ ମର୍‌ ଏତ୍‌କି ମାଙ୍ଗ୍‌ଲିନି । ଅବ୍‌କା ତମେସେ ନାଇ ରାଜା, ଆଜି ମର୍‌ କାତା ସୁନିରଇବା ସବୁ ଲକ୍‌ ମର୍‌ପାରା କିରିସ୍‌ଟର୍‌ ସିସ୍‌ ଉଆ । ମାତର୍‌ ମର୍‌ପାରା ଏନ୍ତି ସିକ୍‌ଲିସଙ୍ଗ୍‍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
Pauro akapindura akati, “Nguva pfupi kana refu, ndinonyengetera kuna Mwari kuti murege kuva imi bedzi asi vose ava vakateerera kwandiri nhasi kuti vave seni, kunze kwengetani idzi chete.”
30 ୩୦ ତାର୍‌ ପଚେ ରାଜା, ସାସନ୍‌କାରିଆ, ଆରି ବର୍‌ନିସ୍‌ ଆରି ବିନ୍‌ ଲକ୍‌ମନ୍‌ ଜିବାକେ ଉଟ୍‌ଲାଇ ।
Mambo akasimuka, pamwe chete nomubati naBhenisi uye navose vaakanga agere navo.
31 ୩୧ ସେମନ୍‌ ବାରଇଲା ବେଲେ ତାକର୍‌ ତାକର୍‌ ବିତ୍‌ରେ କଇଲାଇ, “ଏ ଲକ୍‌ ଏନ୍ତି କାଇମିସା କାମ୍‌ କରେ ନାଇ, ଜନ୍‌ଟା କି ସେ ମରନର୍‌ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
Vakabuda mumba, uye pavaitaurirana, vakati, “Munhu uyu haasi kuita chinhu chinofanira rufu kana kupfigirwa mutorongo.”
32 ୩୨ ଆଗ୍‌ରିପା ପେସ୍‌ଟସ୍‌କେ କଇଲା, “ଜଦି ଏ ଲକ୍‌ ବଡ୍‌ସାସନ୍‌କାରିଆଟାନେ ବିଚାର୍‌ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”
Agiripa akati kuna Fesitasi, “Munhu uyu angadai asunungurwa dai akanga asina kuzviisa kuna Kesari.”

< ପେରିତ୍‌ 26 >