< ପେରିତ୍‌ 26 >

1 ଆଗ୍‌ରିପା ପାଉଲ୍‌କେ କଇଲା, “ତକେ ତର୍‌ ନିଜର୍‌ ବିସଇ ଜାଇଟା କଇବାର୍‌ ଆଚେ, ସେଟା କଇବାକେ ଅଦିକାର୍‌ ଦିଆଅଇଲା ।” ପାଉଲ୍‌ ଆତ୍‌ ଉଟାଇକରି ନିଜର୍‌ବାଟେଅନି କଇଲା,
En Agrippa zeide tot Paulus: Het is u geoorloofd voor uzelven te spreken. Toen strekte Paulus de hand uit, en verantwoordde zich aldus:
2 “ରାଜା ଆଗ୍‌ରିପା! ଜିଉଦିମନ୍‌ ମକେ ଜନ୍‌ ସବୁ ବିସଇ ନେଇ ଦସି କରିଆଚତ୍‌, ସେଟାର୍‌ ବିରଦେ ତମର୍‌ ମୁଆଟେ, ନିଜର୍‌ ବାଟେଅନି କଇବାକେ ବେଲା ପାଇଲାର୍‌ ପାଇ ମୁଇ କେଡେ କରମର୍‌ ଲକ୍‌ ବଲି ବାବ୍‌ଲିନି ।”
Ik acht mijzelven gelukkig, o koning Agrippa, dat ik mij heden voor u zal verantwoorden van alles, waarover ik van de Joden beschuldigd word;
3 କାଇକେବଇଲେ ଜିଉଦିମନର୍‌ ରିତିନିତି ବିସଇ ଆରି ସେମନର୍‌ ଲାଗାଜଡା ବିସଇ ତମେ ନିକସଙ୍ଗ୍‍ ଜାନାସ୍‌ । ମୁଇ ଗୁଆରି କଲିନି, ତମେ ବିଜାର୍‌ ନ ଅଇକରି ମର୍‌ ସବୁକାତା ସୁନା ।
Allermeest, dewijl ik weet, dat gij kennis hebt van alle gewoonten en vragen, die onder de Joden zijn. Daarom bid ik u, dat gij mij lankmoediglijk hoort.
4 “ପିଲାବେଲେଅନି କେନ୍ତି ମୁଇ ଜିଇଲି ଆଚି, ସେଟା ଜିଉଦିମନ୍‌ ଜାନତ୍‌ । ପର୍‌ତୁମ୍‌ ମର୍‌ ନିଜର୍‌ ଦେସେ ଆରି ପଚେ ଜିରୁସାଲମେ ମୁଇ କେନ୍ତି ଜିବନ୍‌ କାଟ୍‌ଲି ଆଚି, ସେଟା ମିସା ସେମନ୍‌ ଜାନତ୍‌ ।
Mijn leven dan van der jonkheid aan, hetwelk van den beginne onder mijn volk te Jeruzalem geweest is, weten al de Joden;
5 ଆଗେଅନି ମୁଇ ଜିଉଦି ନିୟମ୍‌ ସବୁ ମାନିକରି ପାରୁସିମନର୍‌ ପାରା ଚଲାଚଲ୍‌ତି କଲିଆଚି, ସେ ବିସଇ ସେମନ୍‌ ସାକି ଦେଇପାରତ୍‌ ।”
Als die van over lang mij te voren gekend hebben (indien zij het wilden getuigen), dat ik, naar de bescheidenste sekte van onzen godsdienst, als een Farizeer geleefd heb.
6 ପର୍‌ମେସର୍‌ ଆମର୍‌ ଆନିଦାଦିମନ୍‌କେ ଜନ୍‌ କାତା ଦେଇ ରଇଲା, ତେଇ ମର୍‌ ଆସା ରଇଲାର୍‌ପାଇ ଆଜି ମୁଇ ଇତି ବିଚାର୍‌ନା କରାଇଅଇବାକେ ଟିଆ ଅଇଲିଆଚି ।
En nu sta ik, en word geoordeeld over de hoop der belofte, die van God tot de vaderen geschied is;
7 ମାତର୍‌ ଏ ରାଜା, ଏ ଆସା ଆମର୍‌ ବାର୍‌ଟା ଜିଉଦି ଜାତିର୍‌ ଲକ୍‌ ଦିନ୍‌ ରାତି ମାପ୍‌ରୁକେ ପାର୍‌ତନା କରି, ପାଇବାକେ ଆସାକଲାଇନି । ଆରି ଏ ଆସାର୍‌ ଲାଗି ଆମର୍‌ ଜିଉଦିମନ୍‌ ମକେ ଦସି କରିଆଚତ୍‌ ।
Tot dewelke onze twaalf geslachten, geduriglijk nacht en dag God dienende, verhopen te komen; over welke hoop ik, o koning Agrippa, van de Joden word beschuldigd.
8 ପର୍‌ମେସର୍‌ ମଲା ଲକ୍‌କେ ଉଟାଇସି, ବଲି କାଇକେ ବିସ୍‌ବାସ୍‌ କରିନାପାର୍‌ଲାସ୍‌ନି?
Wat? wordt het bij ulieden ongelofelijk geoordeeld, dat God de doden opwekt?
9 “ମୁଇ ମିସା ସେମନର୍‌ ପାରା ରଇଲି । ନାଜରିତିୟ ଜିସୁର୍‌ ବାଟେ ଜିବା ସବୁ ଲକ୍‌ମନର୍‌ ବିରୁଦେ ମର୍‌ ଜେତ୍‌କି ବପୁ ସଙ୍ଗ୍‍ ମିସା କାମ୍‌ କର୍‌ବାର୍‌ ଆଚେ ବଲି ଚିନ୍ତା କଲି ।
Ik meende waarlijk bij mijzelven, dat ik tegen den Naam van Jezus van Nazareth vele wederpartijdige dingen moest doen.
10 ୧୦ ମୁଇ ଜିରୁସାଲାମେ ସେନ୍ତି କଲି । ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ପାଇ, ପରମେସରର୍‌ ବେସି ଲକ୍‌ମନ୍‌କେ ବାନ୍ଦି କରି, ବନ୍ଦି ଗରେ ପୁରାଇଦେଲି । ଆରି ସେମନ୍‌କେ ମରନର୍‌ ଡଣ୍ଡ୍ ଦେବାକେ ବିଚାର୍‌ନା କଲାବେଲେ, ସେମନର୍‌ ବିରୁଦେ ଟିଆଅଇଲି ।
Hetwelk ik ook gedaan heb te Jeruzalem, en ik heb velen van de heiligen in de gevangenissen gesloten, de macht van de overpriesters ontvangen hebbende; en als zij omgebracht werden, stemde ik het toe.
11 ୧୧ କେତେ କେତେ ତର୍‌ ପାର୍‌ତନା ଗର୍‌ମନ୍‌କେ ସେମନ୍‌ ବିସ୍‌ବାସ୍‌ ଚାଡତ୍‌ ବଲି ମାର୍‌ବାକେ ତିଆର୍‌ଲି, ସେମନର୍‌ ଉପ୍‌ରେ ଏତେ ରିସା ଅଇଜାଇରଇଲି ଜେ, ସେମନ୍‌କେ କସ୍‌ଟ ଦେବାକେ ବିଦେସେ, ରଇବା ଗଡ୍‌ମନ୍‌କେ ମିସା ଜାଇରଇଲି ।”
En door al de synagogen heb ik hen dikmaals gestraft, en gedwongen te lasteren; en boven mate tegen hen woedende, heb ik hen vervolgd, ook tot in de buiten landse steden.
12 ୧୨ “ଏଟା କର୍‍ବାକେ ମୁଇ ମୁକିଅ ପୁଜାରିମନର୍‌ତେଇଅନି ଅଦିକାର୍‌ ଚିଟି ଆରି ଆଦେସ୍‌ ନେଇ ଦାମାସ୍‌କସେ ଜାଇରଇଲି ।
Waarover ook als ik naar Damaskus reisde, met macht en last, welk ik van de overpriesters had,
13 ୧୩ ଏ ରାଜା ଏଗ୍‌ରିପା, ଅଟାତ୍‌ ଦିନେକ୍‌ ମୁଣ୍ଡ୍‌ବେଲା ଲଗେ, ଜିବାବାଟେ ବେଲ୍‌ ତାରାସେଅନି ଅଦିକ୍‌ ଉଜଲ୍‌ ଦେକ୍‌ଲି । ସର୍‌ଗେଅନି ସେ ଉଜଲ୍‌ ଆସି ମକେ ଆରି ମର୍‌ ସଙ୍ଗ୍‍ ଜିବା ଲକର୍‌ ଚାରିବେଟ୍‌ତି ବିଚି ଅଇଲା ।”
Zag ik, o koning, in het midden van den dag, op den weg een licht, boven den glans der zon, van den hemel mij en degenen, die met mij reisden, omschijnende.
14 ୧୪ ଆମେ ସବୁ ଲକ୍‌ ତଲେ ଅଦ୍‌ରି ଡୁଲିଦେଲୁ ଆରି ଇବ୍‌ରୁ ବାସାଇ ମକେ କଇତେରଇବା ଏ କାତା ସୁନ୍‌ଲି, “ସାଉଲ୍‌, ସାଉଲ୍‌!” ତୁଇ ମକେ କାଇକେ କସ୍‌ଟ ଦେଲୁସ୍‌ନି? କସ୍‌ଲାବେଲେ କସ୍‌ବାଲକ୍‌ ବଲଦ୍‌କେ ତୁତାରିବୁସ୍‌ଲେ ବଲଦ୍‌ ଲାତ୍‌ମାର୍‌ବା ପାରା, ତୁଇ ନିଜେ କସ୍‌ଟ ପାଇଲୁସ୍‌ନି ।
En als wij allen ter aarde nedergevallen waren, hoorde ik een stem, tot mij sprekende, en zeggende in de Hebreeuwse taal: Saul, Saul, wat vervolgt gij Mij? Het is u hard, tegen de prikkels de verzenen te slaan.
15 ୧୫ “ମୁଇ ପାଚାର୍‌ଲି, ‘ମାପ୍‌ରୁ ତମେ କେ?’ ସେ କଇଲା, ‘ମୁଇ ଜିସୁ, ମକେସେ ତୁଇ କସ୍‌ଟ ଦେଲୁସ୍‌ନି ।’
En ik zeide: Wie zijt Gij, Heere? En Hij zeide: Ik ben Jezus, Dien gij vervolgt.
16 ୧୬ ମାତର୍‌ ଉଟିକରି ଟିଆ ଅ । ତକେ ମର୍‌ ସେବାକାରିଆ କର୍‌ବାକେ, ଦର୍‌ସନ୍‌ ଦେଲିଆଚି । ଆଜି ତୁଇ ମର୍‌ ବିସଇ ଜାଇଟା ଦେକ୍‌ଲୁସ୍‌ ଆରି ପଚ୍‌କେ ମିସା ମୁଇ ଜାଇଟା ଦେକାଇବି, ସେ ବିସଇ ତୁଇ ବିନ୍‌ ଲକ୍‌ମନ୍‌କେ ସାକିଦେସ୍‌ ।
Maar richt u op, en sta op uw voeten; want hiertoe ben Ik u verschenen, om u te stellen tot een dienaar en getuige der dingen, beide die gij gezien hebt en in welke Ik u nog zal verschijnen;
17 ୧୭ ଜନ୍‌ ଜିଉଦି ଆରି ଜିଉଦିନଇଲା ଲକ୍‌ମନର୍‌ତେଇ ତକେ ପାଟାଇବି, ସେମନର୍‌ତେଇ ଅନି ତାଡ୍‌ନା ପାଇଲେ, ମୁଇ ତକେ ରକିଆ କର୍‌ବି ।
Verlossende u van dit volk, en van de heidenen, tot dewelke Ik u nu zende;
18 ୧୮ ତୁଇ ସେମନର୍‌ ଆଁକି ପିଟାଇଦେସ୍‌ ବଲି ମୁଇ ତକେ କଇଲିନି । ଜେନ୍ତିକି ସେମନ୍‌ ଆନ୍ଦାରେଅନି ଉଜଲେ ଆରି ସଇତାନର୍‌ ବାନ୍ଦନେଅନି ମାପ୍‌ରୁର୍‌ ବାଟେ ବାଅଡ୍‌ବାଇ । ଜେନ୍ତିକି ମକେ ବିସ୍‌ବାସ୍‌ କଲାର୍‌ ପାଇ, ସେମନର୍‌ ପାପ୍‌ କେମା ଅଇସି । ଆରି ମାପ୍‌ରୁ ବାଚ୍‌ଲା ଲକ୍‌ମନର୍‌ ସଙ୍ଗ୍‍ ସେମନ୍‌କେ ମିସା ଡାକିନେବାଇ ।”
Om hun ogen te openen, en hen te bekeren van de duisternis tot het licht, en van de macht des satans tot God; opdat zij vergeving der zonden ontvangen, en een erfdeel onder de geheiligden, door het geloof in Mij.
19 ୧୯ “ସେଟାର୍‌ପାଇ ଏ ରାଜା ଆଗ୍‌ରିପା ମୁଇ ସର୍‌ଗେଅନି ଜନ୍‌ ଦର୍‌ସନ୍‌ ପାଇଲିଆଚି, ସେଟା ପୁରାପୁରୁନ୍‌ ମାନ୍‌ଲି ।
Daarom, o koning Agrippa, ben ik dat Hemels gezicht niet ongehoorzaam geweest;
20 ୨୦ ସେନ୍ତାରି ମୁଇ ପର୍‌ତମେ ଦାମାସ୍‌କସେ ଆରାମ୍‌କରି ତାର୍‌ପଚେ ଜିରୁସାଲାମେ, ପଚେ ଜିଉଦାର୍‌ ସବୁବାଟେ ଆରି ଜିଉଦିନଇଲା ଲକ୍‌ମନର୍‌ ବିତରେ ମାପ୍‌ରୁର୍‌ ବିସଇ ଜାନାଇଲି । ଜେନ୍ତି କି ସେମନ୍‌ କରିରଇବା ପାପ୍‌ ଏତାଇ, ଦୁକ୍‌କରି ମାପ୍‌ରୁର୍‌ବାଟେ ବାଅଡ୍‌ବାଇ । ଆରି ସେମନ୍‌ ଜନ୍‌ଟା ମାନିଆଇଲାଇ ଆଚତ୍‌, ସେଟା ତାକର୍‌ ଚଲାଚଲ୍‌ତିଅନି ଜାନିଅଇସି ।
Maar heb eerst dengenen, die te Damaskus waren, en te Jeruzalem, en in het gehele land van Judea, en den heidenen verkondigd, dat zij zich zouden beteren, en tot God bekeren, werken doende der bekering waardig.
21 ୨୧ ଏଟାର୍‌ପାଇ ମୁଇ ମନ୍ଦିରେ ରଇଲାବେଲେ ଜିଉଦିମନ୍‌ ମକେ ଦାରି ମରାଇବାକେ ଚେସ୍‌ଟା କଲାଇ ।
Om dezer zaken wil hebben mij de Joden in den tempel gegrepen en gepoogd om te brengen.
22 ୨୨ ମାତର୍‌ ପର୍‌ମେସର୍‌ ମକେ ଆଜିକେଜାକ ରକିଆ କଲାଆଚେ ଆରି ସେଟାର୍‌ପାଇ ଆଜି ସାନ୍‌ ବଡ୍‌ ସବୁ ଲକର୍‌ ଲଗେ ସମାନ୍‌ ଇସାବେ ମର୍‌ ସାକିଦେବାକେ ଟିଆକରାଇଆଚେ । ବବିସତ୍‌ବକ୍‌ତା ଆରି ମସା ଜାଇଟା ଗଟ୍‌ସି ବଲି କଇରଇଲାଇ, ଟିକ୍‌ ସେ କାତା ମୁଇ କଇଲିନି ।
Dan, hulp van God verkregen hebbende, sta ik tot op dezen dag, betuigende beiden klein en groot; niets zeggende buiten hetgeen de profeten en Mozes gesproken hebben, dat geschieden zoude:
23 ୨୩ ମସିଅ ଦୁକ୍‌ ପାଇସି ଆରି ମଲାଲକ୍‌ମନର୍‌ ବିତ୍‌ରେଅନି ସିଗ୍‌ ପର୍‌ତୁମେ ଉଟି, ଜିଉଦି ଆରି ଜିଉଦି ନଇଲା ଲକ୍‌ମନର୍‌ ଲଗେ ମୁକ୍‌ତିର୍‌ ଉଜଲ୍‌ ଦେକାଇସି ।”
Namelijk dat de Christus lijden moest, en dat Hij, de Eerste uit de opstanding der doden zijnde, een licht zou verkondigen dezen volke, en den heidenen.
24 ୨୪ ପାଉଲ୍‌ ନିଜର୍‌ ବାଟେଅଇ କଇଲା ବେଲେ, ପେସ୍‌ଟସ୍‌ ତାକେ ଆଉଲିଅଇ କରି କଇଲା, “ପାଉଲ୍‌, ତୁଇ ବାୟା ଅଇଗାଲୁସ୍‌! ତୁଇ ପାଟ୍‍ପଡି ବେସି ପାଇରଇବା ଗିଆନ୍‌ ତକେ ବାୟା କଲାଆଚେ ।”
En als hij deze dingen tot verantwoording sprak, zeide Festus met grote stem: Gij raast, Paulus, de grote geleerdheid brengt u tot razernij!
25 ୨୫ ପାଉଲ୍‌ କଇଲା, “ଏ ମାପ୍‌ରୁ ପେସ୍‌ଟସ୍‌, ମୁଇ ବାୟା ଅଇନାଇ, ମୁଇ ଜାଇଟା କଇଲିନି ସେଟା ପୁରାପୁରୁନ୍‌ ସତ୍‌ । ଆରି ତବିର୍‌ ବୁଦିର୍‌ କାତା କଇଲିଆଚି ।
Maar hij zeide: Ik raas niet, machtigste Festus, maar ik spreek woorden van waarheid en van een gezond verstand;
26 ୨୬ ଏ ରାଜା ଅଗ୍‍ରିପା! ତମେ ଏ ବିସଇ ଜାନିରଇଲାର୍‌ ପାଇ, ତମର୍‌ ମୁଆଟେ ଏ କାତା କଇବାକେ ସାଆସ୍‌ କଲିନି! ମୁଇ ଜାନାଇରଇବା ସବୁ ବିସଇର୍‌ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍‌ବାସ୍‌ କରିନାଇ! କାଇକେବଇଲେ ଏଟା ଲୁଚ୍‌ତେ କରାଅଏ ନାଇ ।
Want de koning weet van deze dingen, tot welken ik ook vrijmoedigheid gebruikende spreek; want ik geloof niet, dat hem iets van deze dingen verborgen is; want dit is in geen hoek geschied.
27 ୨୭ ରାଜା ଆଗ୍‌ରିପା, ତମେ ବବିସତ୍‌ବକ୍‌ତାମନ୍‌କେ ବିସ୍‌ବାସ୍‌ କଲାସ୍‌ନି ତ? ମୁଇ ଜାନି ତମେ ବିସ୍‌ବାସ୍‌ କଲାସ୍‌ନି!”
Gelooft gij, o koning Agrippa, de profeten? Ik weet dat gij ze gelooft.
28 ୨୮ ଆଗ୍‌ରିପା ପାଉଲ୍‌କେ କଇଲା, “ଏ ଅଲପ୍‌ ବେଲା ବିତ୍‌ରେ ତୁଇ କାଇ ମକେ ବିସ୍‌ବାସି କରିଦେବି ବଲି ବାବ୍‌ଲୁସ୍‌ନି କି?”
En Agrippa zeide tot Paulus: Gij beweegt mij bijna een Christen te worden.
29 ୨୯ ପାଉଲ୍‌ କଇଲା, “ଚନେକ୍‌ ଅ କି ପରେକ୍‌ ଅ, ପର୍‌ମେସରର୍‌ ଲଗେ ମର୍‌ ଏତ୍‌କି ମାଙ୍ଗ୍‌ଲିନି । ଅବ୍‌କା ତମେସେ ନାଇ ରାଜା, ଆଜି ମର୍‌ କାତା ସୁନିରଇବା ସବୁ ଲକ୍‌ ମର୍‌ପାରା କିରିସ୍‌ଟର୍‌ ସିସ୍‌ ଉଆ । ମାତର୍‌ ମର୍‌ପାରା ଏନ୍ତି ସିକ୍‌ଲିସଙ୍ଗ୍‍ ବାନ୍ଦାଇ ଉଆ ବଲି ମୁଇ କଇନାଇ ।”
En Paulus zeide: Ik wenste wel van God, dat, en bijna en geheellijk, niet alleen gij, maar ook allen, die mij heden horen, zodanigen wierden, gelijk als ik ben, uitgenomen deze banden.
30 ୩୦ ତାର୍‌ ପଚେ ରାଜା, ସାସନ୍‌କାରିଆ, ଆରି ବର୍‌ନିସ୍‌ ଆରି ବିନ୍‌ ଲକ୍‌ମନ୍‌ ଜିବାକେ ଉଟ୍‌ଲାଇ ।
En als hij dit gezegd had, stond de koning op, en de stadhouder, en Bernice, en die met hen gezeten waren;
31 ୩୧ ସେମନ୍‌ ବାରଇଲା ବେଲେ ତାକର୍‌ ତାକର୍‌ ବିତ୍‌ରେ କଇଲାଇ, “ଏ ଲକ୍‌ ଏନ୍ତି କାଇମିସା କାମ୍‌ କରେ ନାଇ, ଜନ୍‌ଟା କି ସେ ମରନର୍‌ ଡଣ୍ଡ୍ ପାଇବାକେ କି ବନ୍ଦି ଅଇବାକେ ।”
En aan een zijde gegaan zijnde, spraken zij tot elkander, zeggende: Deze mens doet niets des doods of der banden waardig.
32 ୩୨ ଆଗ୍‌ରିପା ପେସ୍‌ଟସ୍‌କେ କଇଲା, “ଜଦି ଏ ଲକ୍‌ ବଡ୍‌ସାସନ୍‌କାରିଆଟାନେ ବିଚାର୍‌ ପାଇବି ବଲି ଗୁଆରି କରି ନ ରଇଲେ, ତେବେ ଆମେ ତାକେ ଚାଡି ଦେଇତୁ ।”
En Agrippa zeide tot Festus: Deze mens kon losgelaten worden, indien hij zich op den keizer niet had beroepen.

< ପେରିତ୍‌ 26 >