< ପେରିତ୍ 25 >
1 ୧ ପେସ୍ଟସ୍ ସାସନ୍କାରିଆ ଅଇକରି ଆଇଲା ଜାଗାଇ, ତିନ୍ ଦିନ୍ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
Pe u Festo ye ingile mukighavo ikio kange ye fifikile ifighono fitatu akaluta kuhuma ku Kaisaria hadi ku Yerusalemu.
2 ୨ ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍ ଆରି ତରେକ୍ ପାଉଲର୍ ବିରଦେ ରଇବା ଦାବି ନେଇ, ସେମନର୍ ଲଗେ ଗାଲାଇ । ସେମନ୍ ପେସ୍ତେସ୍କେ ବାବୁଜିଆ କଲାଇ,
Un'tekesi um'baha nava Yahudi avamanyika vakaleta indeselo mwa Paulo kwa Festo, kange pe vakajovagha ni ngufu kwa Festo.
3 ୩ ଜେନ୍ତିକି ପାଉଲ୍କେ ଜିରୁସାଲାମେ ଆନ୍ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍ ପାଉଲ୍କେ ମାରିମରାଇବାକେ ଜଜ୍ନା ତିଆର୍ କରିରଇଲାଇ ।
Pe vakan'sumile u Festo vukola ku molaisa Paulo apate kun'kemela ku Yerusalemu kuuti vam'bude musila.
4 ୪ ପେସ୍ଟସ୍ କଇଲା, “ପାଉଲ୍କେ ଗଟେକ୍ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
Looli u Festo akamula kuut u Paulo akale n'kungua mu Kaisaria, na kuuti umwene jujuo igomoka ukuo ng'aning'ani.
5 ୫ ଜଦି ସେ କାଇ ଦସ୍ କଲା ଆଚେ, ତେବେ ତମର୍ ନେତାମନ୍ ମର୍ ସଙ୍ଗ୍ ସିସେରିଆଇ ଆସତ୍ ଆରି ତାର୍ ବିରଦେ ସେମନର୍ ଦାବା ଜାନାଅତ୍ ।”
Akaati “mu uluo, vala vano vavaghile, vavaghile kuluta ukuo nusue. Ndavule kwekile ikiinu kivivi kwa muunhu ujuo lunoghile kuku n'sitaka.”
6 ୬ ପେସ୍ଟସ୍ ସେମନର୍ ସଙ୍ଗ୍ ଆଟ୍ ଦସ୍ ଦିନ୍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍ଲା । ତାର୍ ଆର୍କର୍ ଦିନେ ବିଚାର୍ କର୍ବା ଗରେ ବସି ପାଉଲ୍କେ ଆନ୍ବାକେ ଆଦେସ୍ ଦେଲା ।
Ye ikalile ifighono lekela lubale nambe kijigho, vakagomoka ku Kaisaria. Ikighono kino kikwisa akava nikitengo ikya vuhighi ku laghila u Paulo ise kwa mwene.
7 ୭ ପାଉଲ୍ ଆଇଲା ଦାପ୍ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍ ତାକର୍ ଚାରିବେଟ୍ତି ବେଡି ଟିଆ ଅଇଲାଇ ଆରି ତାର୍ ବିରଦେ କେତେକ୍ କେତେକ୍ ବଡ୍ ବଡ୍ ଦାବା କଲାଇ, ମାତର୍ ସେମନ୍ ଏ ସବୁ ସତ୍ ବଲି ଦେକାଇ ନାପାର୍ଲାଇ ।
Ye afikile, ava Yahudi kuhuma ku Yerusalemu vakima pipi, vakahumia amasitaka aminga amagumu ghano naghanoghile ku hufia.
8 ୮ ମାତର୍ ପାଉଲ୍ ନିଜେ ନିଜର୍ ବାଟେ ଅନି କଇଲା, “ଜିଉଦିମନର୍ ରିତିନିତି, ମନ୍ଦିରର୍ କି ରମିଅ ସାସନ୍କାରିଆ, କାର୍ ମିସା ବିରଦେ ମୁଇ ଦସ୍ କରିନାଇ ।”
U Paulo akitangile na kujova, 'Kange nambe mulitavua ilya va Yahudi, nambe njimba ija kufunyila, nambe ku Kaisari, nivombile amavivi.'
9 ୯ ମାତର୍ ପେସ୍ଟସ୍ ଜିଉଦିମନ୍କେ ବଲ୍ ବଲାଇ ଅଇବାକେ ମନ୍ କରି ପାଉଲ୍କେ ପାଚାର୍ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍ ମୁଆଟେ, ଏ ସବୁ ଦାବାର୍ ବିଚାର୍ କର୍ବାକେ ତୁଇ କାଇ ରାଜି ଅଇସୁ କି?”
Looli u Festo alyalondile kujipendelela kuva Yahudi, kange akamwamula u Paulo na kuuti, 'asi, ndeghulonda kuluta ku Yerusalemu na kuhughua nune vwimila vwa masio agha ukuo?'
10 ୧୦ ପାଉଲ୍ କଇଲା, “ମୁଇ ବଡ୍ ସାସନ୍କାରିଆର୍ ନିଜର୍ ବିଚାର୍ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍ ବିଚାର୍ ଅଇବାର୍ ଦର୍କାର୍ । ତମେ ନିକକରି ଜାନାସ୍ ଜେ, ମୁଇ ଜିଉଦିମନର୍ ବିରଦେ କାଇମିସା ଦସ୍ କରିନାଇ ।
U Paulo akaati, 'nikwima pavulongolo pa kitango ikya vuhighi ikya Kaisari pano ninoghile kuhighua. Nanivahokile ava Yahudi, ndavule uve ulumanyile vunnofu
11 ୧୧ ଜଦି ମୁଇ ରିତିନିତି ନ ମାନି ମରନ୍ ଡଣ୍ଡ୍ ପାଇବାପାରା କାଇ ଦସ୍ କଲିଆଚି ବଇଲେ, ମର୍ବାକେ ନ ଡରି । ମାତର୍ ସେମନ୍ ମର୍ ବିରଦେ ଆନିରଇବା ଦାବା ବିତ୍ରେ କାଇମିସା ସତ୍ ନ ରଏ, ତେବେ କେ ମିସା ମକେ ସେମନ୍କେ ସର୍ପିଦେଇ ନାପାରତ୍ । ବଡ୍ ସାସନ୍କାରିଆ ଆକା ମକେ ବିଚାର୍ନା କର ବଲି ଗୁଆରି କଲିନି ।”
Kama nihokile ndavule nivombile kino kinoghile uvufue, nanikana kufua. Looli ndavule indeselo sivanave nakiinu, nakwale umuunhu juno anoghile kunisona kuvanave. nikun'suma u Kaisari.'
12 ୧୨ ତାର୍ପଚେ ପେସ୍ଟସ୍ ତାର୍ ସବାଇ ରଇଲା ଲକ୍ମନର୍ ସଙ୍ଗ୍ କାତାବାର୍ତା ଅଇ କଇଲା, “ତମେ ବଡ୍ ସାସନ୍କାରିଆ ବିଚାର୍ କର ବଲି ଗୁଆରି କରିଆଚାସ୍, ସେଟାର୍ ପାଇ ତମ୍କେ ବଡ୍ ସାସନ୍କାରିଆର୍ ଲଗେ ପାଟାଇବି ।”
Ye akyale u Festo kujova navahighi akamula, “Ghukun'suma ukaisari; ghuluta ku Kaisari.”
13 ୧୩ କେତେଦିନ୍ ପଚେ ରାଜା ଆଗ୍ରିପା ଆରି ବର୍ନିସ୍ ପେସ୍ଟସ୍କେ ଜୁଆର୍ ଜାନାଇବାକେ କାଇସରିଆଇ ମିସ୍ବାର୍ ଆଇଲାଇ ।
Ye fikilile ifighono filingi, untua u Agripa nu Bernike vakafika ku Kaisari valyafumbilue pikumughendela u Festo.
14 ୧୪ ତେଇ ସେମନ୍ କେତେ ଦିନ୍ ରଇଲା ପଚେ ପେସ୍ଟସ୍ ପାଉଲର୍ ବିସଇ ରାଜାକେ ଜାନାଇଲା, “ପେଲିକସ୍ ବନ୍ଦିକରି ଜାଇରଇବା ଗଟେକ୍ ଲକ୍ ଇତି ଆଚେ ।”
Ye ikalile apuo mu fighono finga, u Festo akatwalile un'kole kwa Paulo u ntua; akaati, 'Umuunhu jumo vakamulekile apa nhu Feliki un'kungua.
15 ୧୫ ମୁଇ ଜେଡେବେଲା ଜିରୁସାଲାମ୍ ଜାଇରଇଲି, ଜିଉଦିମନର୍ ମୁକିଅ ପୁଜାରିମନ୍ ଆରି ସେ ଦରମର୍ ପାର୍ଚିନ୍ମନ୍ ତାର୍ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍ବାକେ ମକେ କଇଲାଇ ।
Ye nikale ku Yerusalemu u n'tekesi um'baha na vaghogholo vava Yahudi vakatwalile amasitaka kwa muunhu ujuo kulyune, voope vakaposia vwimila vwa vuhighi vwa mwene.
16 ୧୬ ମାତର୍ ମୁଇ ସେମନ୍କେ କଇଲି ଜେ, ଗଟେକ୍ ଦସିକେ ବିଚାର୍ କର୍ବା ଗରେ, ତାକେ ଦାବା କରୁମନର୍ ମୁଆଟେ ନିଜର୍ ବାଟେଅନି କଇବାକେ ବେଲା ଦେବା ଆଗ୍ତୁ, ତାକେ ଦସି କର୍ବାଟା ଆମର୍ ରମିୟମନର୍ ନିୟମେ ନାଇ ।
Ku uluo une nikavamula kuuti nalwigho lwa Roma kukumuhumia umuunhu kuvupendelelo pa uluo, unyan'kole anoghile kuva mwelevu nakukuvakong'ania ava sitaka va mwene pikun'tanga mu makole aghuo.
17 ୧୭ ସେମନ୍ ଇତି ଆଇଲା ପଚେ ମୁଇ ଅଲ୍ସମ୍ ନ କରି, ତାର୍ ପର୍ଦିନେ ବିଚାର୍ କର୍ବା ଗରେ ବସ୍ଲି ଆରି ସେ ଲକ୍କେ ବିତ୍ରେ ଆନ୍ବାକେ ଆଦେସ୍ ଦେଲି ।
Pa uluo ye visile palikimo apa, nanikanoghile kukuvaghula, looli ikighono kino kika vingilile nikikalile mu kitengo ikya vuhighi na kulaghila umuunhu uju isi mun'kate.
18 ୧୮ ମର୍ ବାବ୍ବାଟା ବୁଲ୍ ରଇଲା, ସେମନ୍ ତାର୍ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍ ବିସଇ ଅଇରଇସି ବଲି ବାବ୍ଲି, ମାତର୍ ସେନ୍ତାର୍ ନ ରଇଲା ।
Un'sika ava sitaka ye vimile na kukusitaka, nikasaghile kuuti nakweghale amasitaka amakome ghano ghisile kwa mwene.
19 ୧୯ ସେମନର୍ ଦାବି ତାକର୍ ନିଜର୍ ଦରମ୍ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍ ମରିଜାଇରଇବା ଲକର୍ ବିସଇ ରଇଲା । ମାତର୍ ସେଲକ୍ ବଁଚ୍ଲା ଆଚେ ବଲି ପାଉଲ୍ କଇଲା ।
Pa uluo, vakale ni ng'aning'ano simonga palikimo nu mwene vwimila vwa vitiki va vanave kange vwimila vya Yesu juno afwile, Looli u Paulo idaja kuuti mwumi.
20 ୨୦ ଏ ସବୁ ବିସଇର୍ ସତ୍ କେନ୍ତି ବାର୍କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍ନା କର୍ବାକେ ପାଉଲ୍କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍ଲି ।
Nilyale ni m'buvaghanisivue ndavule ku hungila ilisio iili, pe nikam'posia ndavule angalute ku Yerusalemu kuhighua vwimila vwa masio agha.
21 ୨୧ ମାତର୍ ପାଉଲ୍, ନିଜେ ରମ୍ ରାଇଜର୍ କାଇସର୍ ରାଜା, ତାର୍ ବିଚାର୍ କର ବଲି କଇ ସନିଅମନ୍ ରକିଆ କରତ୍ ବଲି ମନ୍ କଲା । ସେଟାର୍ପାଇ ବଡ୍ ସାସନ୍କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍ବାକେ ଆଦେସ୍ ଦେଲିଆଚି ।
Looli u Paulo ye akemelilue avikilue pasi pa vuloleli vwimila vwa vulamusi vwa ntua, nikamulaghile avikue nambe nikutwale ku Kaisari.'
22 ୨୨ ଆଗ୍ରିପା ପେସ୍ଟସ୍କେ କଇଲା, “ମୁଇ ନିଜେ ଏ ଲକର୍ କାତା ସୁନ୍ବାକେ ମନ୍ କଲିନି ।” ପେସ୍ଟସ୍ କଇଲା, “କାଲିକେ ତମେ ତାର୍ କାତା ସୁନ୍ସା ।”
U Agripa alyajovile nu Festo, “Nilonda kange kukum'pulikisia u muunhu uju.” “U Festo, akaati, “Pakilavo ghukum'pulikisia.”
23 ୨୩ ତାର୍ ଆର୍କର୍ ଦିନେ ଆଗ୍ରିପା ଆରି ବର୍ନିସ୍ ଆସି କେଟ୍ଲାଇ । ସେମନ୍ ରାଜାମନ୍ ପିନ୍ଦ୍ଲାପାରାଟା ପିନ୍ଦିର ଇଲା । ସନିଅମନର୍ ନେତାମନ୍ ଆରି ସେ ଗଡର୍ ବଡ୍ ବଡ୍ ଲକ୍ମନର୍ ସଙ୍ଗ୍ ବେସି ଡାକ୍ପୁଟା ସଙ୍ଗ୍ ଆସି, ବିଚାର୍ନା ଜାଗାଇ ପୁର୍ଲାଇ । ପେସ୍ଟସ୍ ଆଦେସ୍ କଲାକେ, ପାଉଲ୍କେ ବିତ୍ରେ ଆନ୍ଲାଇ ।
Pa uluo pakilavo kila, u Agripa nu Bernike vakafika nifikulukulu finga; vakafika mu vukumbi nava vaha vakipugha, na vaanhu ava manyika ava mulikaja. Nu Festo ye ahumisie indaghilo, u Paulo akatwalua kuvanave.
24 ୨୪ ପେସ୍ଟସ୍ କଇଲା, “ରାଜା ଆଗ୍ରିପା ଆରି ରୁଣ୍ଡି ରଇଲା ସବୁ ଲକ୍, ତମେ ଏ ଜନ୍ ଲକ୍କେ ଦେକ୍ଲାସ୍ନି, ତାର୍ ବିରଦେ ଇତିର୍ ଜିଉଦିମନ୍ ଆରି ଜିରୁସାଲମର୍ ଜିଉଦିମନ୍ ମର୍ ଲଗେ ଦାବା କଲାଇ ଆଚତ୍ । ସେମନ୍ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
U Festo akaati, “Untua Agripa, na vaanhu vooni vano pevale apa palikimo nusue, mukum'bona umuunhu uju; mukisina kyooni kya va Yahudi ukuo ku Yerusalemu napa kange vilonda nivahighe, voope vakajeghela kulyune kuuti nangikalaghe.
25 ୨୫ ମାତର୍ ମୁଇ କଜି ବାର୍କରାଇଲି ଜେ, ଏ ଲକ୍ ମରନ୍ ଡଣ୍ଡ୍ ପାଇବା ଏତ୍କି, କାଇ ଦସ୍ କରେନାଇ । ସେ ନିଜେ ବଡ୍ସାସନ୍କାରିଆକେ ଗୁଆରି କଲାର୍ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍ କଲି ଆଚି ।
Nilolile kuuti nakavombile lyelyoni lila lino linoghile uvufue; looli ulwakuva un'kemelile untua, nikalamuile kuku ntwala kuvanave.
26 ୨୬ ମାତର୍ ତାର୍ ଦାବି ବିସଇ ଟିକ୍ ସଙ୍ଗ୍ ବଡ୍ସାସନ୍କାରିଆକେ ଲେକ୍ବାକେ ମର୍ ଲଗେ କାଇଟା ନାଇ । ସେଟାର୍ପାଇ ମୁଇ ସବୁର୍ ମୁଆଟେ ଆରି ଏ ଆଗ୍ରିପା ରାଜା, ତମର୍ ମୁଆଟେ ଆନ୍ଲି ଆଚି, ଜେନ୍ତି କି ତାର୍ ବିସଇ ତମେ ନିକ ସଙ୍ଗ୍ କଜ୍ଲା ପଚେ ବଡ୍ସାସନ୍କାରିଆକେ ଲେକିପାର୍ବି ।
Looli nilivuvule ikiinu kyekyene ikya kulemba kwa Ntua. savuli ja ulu, nitwalile kulyuve, kange kulyuve juve, Ntua u Agripa, kwe kuuti nipate ikya kulemba vwimila vwa nkole.
27 ୨୭ କାଇକେବଇଲେ ଗଟେକ୍ ବନ୍ଦିର୍ ବିରଦର୍ ଦାବା ନିକସଙ୍ଗ୍ ନ ଦେକାଇ, ବଡ୍ସାସନ୍କାରିଆର୍ ଲଗେ ପାଟାଇବାଟା ଟିକ୍ ନଏଁ ବଲି ମୁଇ ବାବ୍ଲିନି ।”
Ulwakuva nivona kisita luvumbulilo pi kutwala un'kungua ye natunsonile isa kun'kungila.