< ପେରିତ୍‌ 25 >

1 ପେସ୍‌ଟସ୍‌ ସାସନ୍‌କାରିଆ ଅଇକରି ଆଇଲା ଜାଗାଇ, ତିନ୍‌ ଦିନ୍‌ ପଚେ, ସେ ସିସିରିଆ ଅନି ଜିରୁସାଲମେ ଗାଲା ।
さて、フェストは、任地に着いてから三日の後、カイザリヤからエルサレムに上ったところ、
2 ସେ ଜିରୁସାଲମେ ରଇଲାବେଲେ, ତେଇ ମୁକିଅ ପୁଜାରି ଆରି ଜିଉଦିନେତାମନ୍‌ ଆରି ତରେକ୍‌ ପାଉଲର୍‌ ବିରଦେ ରଇବା ଦାବି ନେଇ, ସେମନର୍‌ ଲଗେ ଗାଲାଇ । ସେମନ୍‌ ପେସ୍‌ତେସ୍‌କେ ବାବୁଜିଆ କଲାଇ,
祭司長たちやユダヤ人の重立った者たちが、パウロを訴え出て、
3 ଜେନ୍ତିକି ପାଉଲ୍‌କେ ଜିରୁସାଲାମେ ଆନ୍‌ବାକେ ଗୁଆରି କଲାଇ । କାଇକେବଇଲେ ବାଟେ ଜାଗିରଇ ସେମନ୍‌ ପାଉଲ୍‌କେ ମାରିମରାଇବାକେ ଜଜ୍‌ନା ତିଆର୍‌ କରିରଇଲାଇ ।
彼をエルサレムに呼び出すよう取り計らっていただきたいと、しきりに願った。彼らは途中で待ち伏せして、彼を殺す考えであった。
4 ପେସ୍‌ଟସ୍‌ କଇଲା, “ପାଉଲ୍‌କେ ଗଟେକ୍‌ ବନ୍ଦି ଇସାବେ ସିସେରିଆଇ ରକାଅଇଲା ଆଚେ ଆରି ବେଗି ମୁଇ ତେଇ ବାଉଡି ଜିବି ।
ところがフェストは、パウロがカイザリヤに監禁してあり、自分もすぐそこへ帰ることになっていると答え、
5 ଜଦି ସେ କାଇ ଦସ୍‌ କଲା ଆଚେ, ତେବେ ତମର୍‌ ନେତାମନ୍‌ ମର୍‌ ସଙ୍ଗ୍‍ ସିସେରିଆଇ ଆସତ୍‌ ଆରି ତାର୍‌ ବିରଦେ ସେମନର୍‌ ଦାବା ଜାନାଅତ୍‌ ।”
そして言った、「では、もしあの男に何か不都合なことがあるなら、おまえたちのうちの有力者らが、わたしと一緒に下って行って、訴えるがよかろう」。
6 ପେସ୍‌ଟସ୍‌ ସେମନର୍‌ ସଙ୍ଗ୍‍ ଆଟ୍‌ ଦସ୍‌ ଦିନ୍‍ ଜିରୁସାଲମେ ରଇକରି ସିସେରିଆଇ ବାଅଡ୍‌ଲା । ତାର୍‌ ଆର୍‌କର୍‌ ଦିନେ ବିଚାର୍‌ କର୍‌ବା ଗରେ ବସି ପାଉଲ୍‌କେ ଆନ୍‌ବାକେ ଆଦେସ୍‌ ଦେଲା ।
フェストは、彼らのあいだに八日か十日ほど滞在した後、カイザリヤに下って行き、その翌日、裁判の席について、パウロを引き出すように命じた。
7 ପାଉଲ୍‌ ଆଇଲା ଦାପ୍‌ରେ ଜିରୁସାଲମେଅନି ଆସିରଇବା ଜିଉଦିମନ୍‌ ତାକର୍‌ ଚାରିବେଟ୍‌ତି ବେଡି ଟିଆ ଅଇଲାଇ ଆରି ତାର୍‌ ବିରଦେ କେତେକ୍‌ କେତେକ୍‌ ବଡ୍‌ ବଡ୍‌ ଦାବା କଲାଇ, ମାତର୍‌ ସେମନ୍‌ ଏ ସବୁ ସତ୍‌ ବଲି ଦେକାଇ ନାପାର୍‌ଲାଇ ।
パウロが姿をあらわすと、エルサレムから下ってきたユダヤ人たちが、彼を取りかこみ、彼に対してさまざまの重い罪状を申し立てたが、いずれもその証拠をあげることはできなかった。
8 ମାତର୍‌ ପାଉଲ୍‌ ନିଜେ ନିଜର୍‌ ବାଟେ ଅନି କଇଲା, “ଜିଉଦିମନର୍‌ ରିତିନିତି, ମନ୍ଦିରର୍‌ କି ରମିଅ ସାସନ୍‌କାରିଆ, କାର୍‌ ମିସା ବିରଦେ ମୁଇ ଦସ୍‌ କରିନାଇ ।”
パウロは「わたしは、ユダヤ人の律法に対しても、宮に対しても、またカイザルに対しても、なんら罪を犯したことはない」と弁明した。
9 ମାତର୍‌ ପେସ୍‌ଟସ୍‌ ଜିଉଦିମନ୍‌କେ ବଲ୍‌ ବଲାଇ ଅଇବାକେ ମନ୍‌ କରି ପାଉଲ୍‌କେ ପାଚାର୍‌ଲା, “ଜିରୁସାଲମେ ଜିବାକେ ଆରି ତେଇ ମର୍‌ ମୁଆଟେ, ଏ ସବୁ ଦାବାର୍‌ ବିଚାର୍‌ କର୍‌ବାକେ ତୁଇ କାଇ ରାଜି ଅଇସୁ କି?”
ところが、フェストはユダヤ人の歓心を買おうと思って、パウロにむかって言った、「おまえはエルサレムに上り、この事件に関し、わたしからそこで裁判を受けることを承知するか」。
10 ୧୦ ପାଉଲ୍‌ କଇଲା, “ମୁଇ ବଡ୍‌ ସାସନ୍‌କାରିଆର୍‌ ନିଜର୍‌ ବିଚାର୍‌ନା ଜାଗାଇ ଟିଆ ଅଇଲିଆଚି, ଇତିସେ ମର୍‌ ବିଚାର୍‌ ଅଇବାର୍‌ ଦର୍‌କାର୍‌ । ତମେ ନିକକରି ଜାନାସ୍‌ ଜେ, ମୁଇ ଜିଉଦିମନର୍‌ ବିରଦେ କାଇମିସା ଦସ୍‌ କରିନାଇ ।
パウロは言った、「わたしは今、カイザルの法廷に立っています。わたしはこの法廷で裁判されるべきです。よくご承知のとおり、わたしはユダヤ人たちに、何も悪いことをしてはいません。
11 ୧୧ ଜଦି ମୁଇ ରିତିନିତି ନ ମାନି ମରନ୍‌ ଡଣ୍ଡ୍ ପାଇବାପାରା କାଇ ଦସ୍‌ କଲିଆଚି ବଇଲେ, ମର୍‌ବାକେ ନ ଡରି । ମାତର୍‌ ସେମନ୍‌ ମର୍‌ ବିରଦେ ଆନିରଇବା ଦାବା ବିତ୍‌ରେ କାଇମିସା ସତ୍‌ ନ ରଏ, ତେବେ କେ ମିସା ମକେ ସେମନ୍‍କେ ସର୍‌ପିଦେଇ ନାପାରତ୍‌ । ବଡ୍‌ ସାସନ୍‌କାରିଆ ଆକା ମକେ ବିଚାର୍‌ନା କର ବଲି ଗୁଆରି କଲିନି ।”
もしわたしが悪いことをし、死に当るようなことをしているのなら、死を免れようとはしません。しかし、もし彼らの訴えることに、なんの根拠もないとすれば、だれもわたしを彼らに引き渡す権利はありません。わたしはカイザルに上訴します」。
12 ୧୨ ତାର୍‌ପଚେ ପେସ୍‌ଟସ୍‌ ତାର୍‌ ସବାଇ ରଇଲା ଲକ୍‌ମନର୍‌ ସଙ୍ଗ୍‍ କାତାବାର୍‌ତା ଅଇ କଇଲା, “ତମେ ବଡ୍‌ ସାସନ୍‌କାରିଆ ବିଚାର୍‌ କର ବଲି ଗୁଆରି କରିଆଚାସ୍‌, ସେଟାର୍‌ ପାଇ ତମ୍‌କେ ବଡ୍‌ ସାସନ୍‌କାରିଆର୍‌ ଲଗେ ପାଟାଇବି ।”
そこでフェストは、陪席の者たちと協議したうえ答えた、「おまえはカイザルに上訴を申し出た。カイザルのところに行くがよい」。
13 ୧୩ କେତେଦିନ୍‌ ପଚେ ରାଜା ଆଗ୍‌ରିପା ଆରି ବର୍‌ନିସ୍‌ ପେସ୍‌ଟସ୍‌କେ ଜୁଆର୍‌ ଜାନାଇବାକେ କାଇସରିଆଇ ମିସ୍‌ବାର୍‌ ଆଇଲାଇ ।
数日たった後、アグリッパ王とベルニケとが、フェストに敬意を表するため、カイザリヤにきた。
14 ୧୪ ତେଇ ସେମନ୍‌ କେତେ ଦିନ୍‌ ରଇଲା ପଚେ ପେସ୍‌ଟସ୍‌ ପାଉଲର୍‌ ବିସଇ ରାଜାକେ ଜାନାଇଲା, “ପେଲିକସ୍‌ ବନ୍ଦିକରି ଜାଇରଇବା ଗଟେକ୍‌ ଲକ୍‌ ଇତି ଆଚେ ।”
ふたりは、そこに何日間も滞在していたので、フェストは、パウロのことを王に話して言った、「ここに、ペリクスが囚人として残して行ったひとりの男がいる。
15 ୧୫ ମୁଇ ଜେଡେବେଲା ଜିରୁସାଲାମ୍‌ ଜାଇରଇଲି, ଜିଉଦିମନର୍‍ ମୁକିଅ ପୁଜାରିମନ୍‌ ଆରି ସେ ଦରମର୍‌ ପାର୍‌ଚିନ୍‌ମନ୍‌ ତାର୍‌ ବିରଦେ କେତେଟା ଦାବା କଲାଇ ଆରି ତାକେ ଦସି କର୍‌ବାକେ ମକେ କଇଲାଇ ।
わたしがエルサレムに行った時、この男のことを、祭司長たちやユダヤ人の長老たちが、わたしに報告し、彼を罪に定めるようにと要求した。
16 ୧୬ ମାତର୍‌ ମୁଇ ସେମନ୍‌କେ କଇଲି ଜେ, ଗଟେକ୍‌ ଦସିକେ ବିଚାର୍‌ କର୍‌ବା ଗରେ, ତାକେ ଦାବା କରୁମନର୍‌ ମୁଆଟେ ନିଜର୍‌ ବାଟେଅନି କଇବାକେ ବେଲା ଦେବା ଆଗ୍‌ତୁ, ତାକେ ଦସି କର୍‌ବାଟା ଆମର୍‌ ରମିୟମନର୍‌ ନିୟମେ ନାଇ ।
そこでわたしは、彼らに答えた、『訴えられた者が、訴えた者の前に立って、告訴に対し弁明する機会を与えられない前に、その人を見放してしまうのは、ローマ人の慣例にはないことである』。
17 ୧୭ ସେମନ୍‌ ଇତି ଆଇଲା ପଚେ ମୁଇ ଅଲ୍‌ସମ୍‌ ନ କରି, ତାର୍‌ ପର୍‌ଦିନେ ବିଚାର୍‌ କର୍‌ବା ଗରେ ବସ୍‌ଲି ଆରି ସେ ଲକ୍‌କେ ବିତ୍‌ରେ ଆନ୍‌ବାକେ ଆଦେସ୍‌ ଦେଲି ।
それで、彼らがここに集まってきた時、わたしは時をうつさず、次の日に裁判の席について、その男を引き出させた。
18 ୧୮ ମର୍‌ ବାବ୍‌ବାଟା ବୁଲ୍‌ ରଇଲା, ସେମନ୍‌ ତାର୍‌ ବିରୁଦେ ଆନିରଇବା ଦାବି, ସେ କରିରଇବା କରାପ୍‌ ବିସଇ ଅଇରଇସି ବଲି ବାବ୍‌ଲି, ମାତର୍‌ ସେନ୍ତାର୍‌ ନ ରଇଲା ।
訴えた者たちは立ち上がったが、わたしが推測していたような悪事は、彼について何一つ申し立てはしなかった。
19 ୧୯ ସେମନର୍‌ ଦାବି ତାକର୍‌ ନିଜର୍‌ ଦରମ୍‌ ବିସଇ ରଇଲା, ଆରି ଜିସୁ ବଲି ଗଟେକ୍‌ ମରିଜାଇରଇବା ଲକର୍‌ ବିସଇ ରଇଲା । ମାତର୍‌ ସେଲକ୍‌ ବଁଚ୍‌ଲା ଆଚେ ବଲି ପାଉଲ୍‌ କଇଲା ।
ただ、彼と争い合っているのは、彼ら自身の宗教に関し、また、死んでしまったのに生きているとパウロが主張しているイエスなる者に関する問題に過ぎない。
20 ୨୦ ଏ ସବୁ ବିସଇର୍‌ ସତ୍‌ କେନ୍ତି ବାର୍‌କରାଇବି ବଲି ମୁଇମିସା ନାଜାନିରଇଲି, ତେବେ ଏ ସବୁ ବିଚାର୍‌ନା କର୍‌ବାକେ ପାଉଲ୍‌କେ ଜିରୁସାଲମେ ଜାଇସୁ କି ନାଇ ବଲି ପାଚାର୍‌ଲି ।
これらの問題を、どう取り扱ってよいかわからなかったので、わたしは彼に、『エルサレムに行って、これらの問題について、そこでさばいてもらいたくはないか』と尋ねてみた。
21 ୨୧ ମାତର୍‌ ପାଉଲ୍‌, ନିଜେ ରମ୍‌ ରାଇଜର୍‌ କାଇସର୍‌ ରାଜା, ତାର୍‌ ବିଚାର୍‌ କର ବଲି କଇ ସନିଅମନ୍‌ ରକିଆ କରତ୍‌ ବଲି ମନ୍‌ କଲା । ସେଟାର୍‌ପାଇ ବଡ୍‌ ସାସନ୍‌କାରିଆ ଲଗେ ପାଟାଇବା ଜାକ ବନ୍ଦି କରି ରକ୍‌ବାକେ ଆଦେସ୍‌ ଦେଲିଆଚି ।
ところがパウロは、皇帝の判決を受ける時まで、このまま自分をとどめておいてほしいと言うので、カイザルに彼を送りとどける時までとどめておくようにと、命じておいた」。
22 ୨୨ ଆଗ୍‌ରିପା ପେସ୍‌ଟସ୍‌କେ କଇଲା, “ମୁଇ ନିଜେ ଏ ଲକର୍‌ କାତା ସୁନ୍‌ବାକେ ମନ୍‌ କଲିନି ।” ପେସ୍‌ଟସ୍‌ କଇଲା, “କାଲିକେ ତମେ ତାର୍‌ କାତା ସୁନ୍‌ସା ।”
そこで、アグリッパがフェストに「わたしも、その人の言い分を聞いて見たい」と言ったので、フェストは、「では、あす彼から聞きとるようにしてあげよう」と答えた。
23 ୨୩ ତାର୍‌ ଆର୍‌କର୍‌ ଦିନେ ଆଗ୍‌ରିପା ଆରି ବର୍‌ନିସ୍‌ ଆସି କେଟ୍‌ଲାଇ । ସେମନ୍‌ ରାଜାମନ୍‌ ପିନ୍ଦ୍‌ଲାପାରାଟା ପିନ୍ଦିର ଇଲା । ସନିଅମନର୍‌ ନେତାମନ୍‌ ଆରି ସେ ଗଡର୍‌ ବଡ୍‌ ବଡ୍‌ ଲକ୍‌ମନର୍‌ ସଙ୍ଗ୍‍ ବେସି ଡାକ୍‌ପୁଟା ସଙ୍ଗ୍‍ ଆସି, ବିଚାର୍‌ନା ଜାଗାଇ ପୁର୍‌ଲାଇ । ପେସ୍‌ଟସ୍‌ ଆଦେସ୍‌ କଲାକେ, ପାଉଲ୍‌କେ ବିତ୍‌ରେ ଆନ୍‌ଲାଇ ।
翌日、アグリッパとベルニケとは、大いに威儀をととのえて、千卒長たちや市の重立った人たちと共に、引見所にはいってきた。すると、フェストの命によって、パウロがそこに引き出された。
24 ୨୪ ପେସ୍‌ଟସ୍‌ କଇଲା, “ରାଜା ଆଗ୍‌ରିପା ଆରି ରୁଣ୍ଡି ରଇଲା ସବୁ ଲକ୍‌, ତମେ ଏ ଜନ୍‌ ଲକ୍‌କେ ଦେକ୍‌ଲାସ୍‌ନି, ତାର୍‌ ବିରଦେ ଇତିର୍‌ ଜିଉଦିମନ୍‌ ଆରି ଜିରୁସାଲମର୍‌ ଜିଉଦିମନ୍‌ ମର୍‌ ଲଗେ ଦାବା କଲାଇ ଆଚତ୍‌ । ସେମନ୍‌ ତାକେ ମରାଉଁ ବଲିକରି କଇ ଆଉଲି ଅଇଲାଇନି ।
そこで、フェストが言った、「アグリッパ王、ならびにご臨席の諸君。ごらんになっているこの人物は、ユダヤ人たちがこぞって、エルサレムにおいても、また、この地においても、これ以上、生かしておくべきでないと叫んで、わたしに訴え出ている者である。
25 ୨୫ ମାତର୍‌ ମୁଇ କଜି ବାର୍‌କରାଇଲି ଜେ, ଏ ଲକ୍‌ ମରନ୍‌ ଡଣ୍ଡ୍ ପାଇବା ଏତ୍‌କି, କାଇ ଦସ୍‌ କରେନାଇ । ସେ ନିଜେ ବଡ୍‌ସାସନ୍‌କାରିଆକେ ଗୁଆରି କଲାର୍‌ ପାଇ, ମୁଇ ତାକେ ତେଇ ପାଟାଇବାକେ ଟିକ୍‌ କଲି ଆଚି ।
しかし、彼は死に当ることは何もしていないと、わたしは見ているのだが、彼自身が皇帝に上訴すると言い出したので、彼をそちらへ送ることに決めた。
26 ୨୬ ମାତର୍‌ ତାର୍‌ ଦାବି ବିସଇ ଟିକ୍‌ ସଙ୍ଗ୍‍ ବଡ୍‌ସାସନ୍‌କାରିଆକେ ଲେକ୍‌ବାକେ ମର୍‌ ଲଗେ କାଇଟା ନାଇ । ସେଟାର୍‌ପାଇ ମୁଇ ସବୁର୍‌ ମୁଆଟେ ଆରି ଏ ଆଗ୍‌ରିପା ରାଜା, ତମର୍‌ ମୁଆଟେ ଆନ୍‌ଲି ଆଚି, ଜେନ୍ତି କି ତାର୍‌ ବିସଇ ତମେ ନିକ ସଙ୍ଗ୍‍ କଜ୍‌ଲା ପଚେ ବଡ୍‌ସାସନ୍‌କାରିଆକେ ଲେକିପାର୍‌ବି ।
ところが、彼について、主君に書きおくる確かなものが何もないので、わたしは、彼を諸君の前に、特に、アグリッパ王よ、あなたの前に引き出して、取調べをしたのち、上書すべき材料を得ようと思う。
27 ୨୭ କାଇକେବଇଲେ ଗଟେକ୍‌ ବନ୍ଦିର୍‌ ବିରଦର୍‌ ଦାବା ନିକସଙ୍ଗ୍‍ ନ ଦେକାଇ, ବଡ୍‌ସାସନ୍‌କାରିଆର୍‌ ଲଗେ ପାଟାଇବାଟା ଟିକ୍‌ ନଏଁ ବଲି ମୁଇ ବାବ୍‌ଲିନି ।”
囚人を送るのに、その告訴の理由を示さないということは、不合理だと思えるからである」。

< ପେରିତ୍‌ 25 >