< ପେରିତ୍‌ 24 >

1 ପାଁଚ୍‍ଦିନ୍‌ ପଚେ ବଡ୍‌ ପୁଜାରି ଅନନିୟ କେତେଟା ପାର୍‌ଚିନ୍‌ ଆରି ତର୍‌ତୁଲସ୍‌ ନାଉଁର୍‌ ଗଟେକ୍‌ ଅକିଲ୍‌ ସଙ୍ଗ୍‍ ସିସେରିଆଇ ଗାଲାଇ । ସେମନ୍‌ ପେଲିକ୍‌ସର୍‌ ମୁଆଟେ ଟିଆଅଇ ପାଉଲର୍‌ ବିରଦେ ସେମନର୍‌ ଦାବା ଜାନାଇଲାଇ ।
Črez pet dnî pa snide véliki duhoven Ananija s starešinami in govornikom nekim Tertulom; in ti pridejo pred poglavarja zoper Pavla.
2 ତାର୍‌ପଚେ ପାଉଲ୍‌କେ ତେଇଆନି ଟିଆ କରାଇଲାଇ ଆରି ତର୍‌ତୁଲସ୍‌ ଏନ୍ତି ତାକର୍‌ ଦାବାମନ୍‌ ସବୁ ଜାନାଇଲା । “ଆଗିଆଁ, ତମେ ଗଟେକ୍‌ ଡାକ୍‌ପୁଟା ଲକ୍‌, ତମର୍‌ ନିମାନ୍‌ ସାସନ୍‌ଅନି ଆମେ ବେସି ଦିନ୍‌ ଦାରି ସାର୍‌ଦା ଅଇ ସାନ୍ତି ସଙ୍ଗ୍‍ ଜିଇଲୁନି, ଆମର୍‌ ଦେସର ମଙ୍ଗଲ୍‌ ପାଇ ବେସି ଦର୍‌କାର୍‌ ରଇଲା କାମ୍‌ମନ୍‌ କରାଇଆଚାସ୍‌ ।
Ko je bil pa poklican, začne tožiti Tertul, govoreč:
3 ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍‍ଲୁନି, ଏଟାର୍‌ପାଇ ଆମେ ତମ୍‌କେ ମାନି ଆଇଲୁନି ।
Da imamo veliko mirú po tebi, in pravice in sreče, ktero se narodu temu godé po tvojej previdnosti, vselej in povsodi, častiti Feliks! sprejemamo z vso hvaležnostjo.
4 ସେଟା ଜାଇଟା ଅ, ମୁଇ ତମର୍‌ ଅଦିକ୍‌ ବେଲା ନେବାକେ ମନ୍‍ କରିନାଇ । ସେଟାର୍‌ ପାଇ ଆମର୍‌ ଗଟେକ୍‌ ଚଟ୍‌ ଅର୍‌ସାସଙ୍ଗର୍‌ କାତା ସୁନ୍‌ବାକେ ବାବୁଜିଆ କଲିନି ।
Ali da te ne bom dalje nadlegoval, prosim, da bi nas poslušal ob kratkem po svojej dobroti.
5 ଏ ଲକ୍‌ ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ କରାଉ ବଲି ଆମେ ଜାନୁ, ସେ ଦେସ୍‌ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍‌କେ କିରମାର କରାଇବାକେ ଉସ୍‌କାଇଲାନି, ସେ ନାଜରିତ୍‌ ଦଲର୍‌ ଗଟେକ୍‌ ନେତା ।
Našli smo namreč tega človeka, da je kuga, in budí punt zoper vse Jude po vsem svetu, in je vodnik ločinki Nazaretskej,
6 ସେ ଆମର୍‌ ମନ୍ଦିର୍‌ ଅସୁକଲ୍‌ କର୍‌ବାକେ ଚେସ୍‌ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
Kteri je izkusil tudi tempelj oskruniti; kterega smo tudi zgrabili in po svojej postavi hoteli soditi;
7 ଆମର୍‌ ନିୟମ୍‌ ଇସାବେ ଏ ଲକ୍‌କେ ବିଚାର୍‌ କର୍‌ବାକେ ଆମେ ମନ୍‌ କର୍‌ତେରଇଲୁ ।
Ali prišel je Lizija jezernik, ter ga je z veliko silo iz rok naših odpeljal,
8 ଆର୍‌ ବିରଦେ ଜନ୍‌ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍‌କେ ପାଚାରିକରି ଜାନିପାରାସ୍‌ ।”
Ukazavši tožnikom njegovim, naj gremo k tebi; od njega boš mogel sam, ko izprašaš, vse to zvedeti, za kar ga mi tožimo.
9 ତେଇରଇଲା ଜିଉଦିମନ୍‌ ଏଟା ସତ୍‌ବଲି ଡାଟ୍‌ ସଙ୍ଗ୍‍ ସେ କାତାଇ ରାଜି ଅଇଲାଇ ।
Pritrdili pa so tudi Judje, govoreč, da je to tako.
10 ୧୦ ତାର୍‌ପଚେ ସାସନ୍‌କାରିଆ ପାଉଲ୍‌କେ କାତା ଅଇବାକେ ସାଗିଆ କଲାକେ ପାଉଲ୍‌ କଇଲା । “ମୁଇ ଜାନି ଜେ ବେସି ବରସ୍‌ ଦାରି ତମେ ଏ ଜାତିର୍‌ ବିଚାର୍‌କରୁ ଅଇ ଆଚୁସ୍‌, ସେଟାର୍‌ ପାଇ ତମର୍‌ ମୁଆଟେ କଇବାଟା କେଡେ କରମର୍‌ କାତା ।
Pavel pa odgovorí, ko mu je poglavar namignil, da naj govorí: Ker vém, da si veliko let sèm sodnik temu narodu, odgovarjal bom to, kar se mene tiče, toliko srčneje:
11 ୧୧ ଆଗିଆ, ତମେ ନିଜେ କଜିକରି ଜାନିପାର୍‌ସା ଜେ, ପାକାପାକି ବାରଦିନ୍‌ ତଲେ, ମୁଇ ଜିରୁସାଲାମେ ପାର୍‌ତନା କର୍‌ବାକେ ଜାଇରଇଲି ।
Ko lahko zvéš, da ni več, kakor dvanajst dnî, kar sem prišel molit v Jeruzalem.
12 ୧୨ ମନ୍ଦିରେ କାର୍‌ ସଙ୍ଗ୍‍, ମୁଇ ଦଦାପେଲା କର୍‌ବାଟା ଜିଉଦିମନ୍‌ ଦେକି ନ ରଇଲାଇ କି ପାର୍‌ତନା ଗର୍‌ମନ୍‌କେ କି ଗଡର୍‌ କନ୍‌ ବିନ୍‌ ଜାଗାଇ ଲକ୍‌ମନ୍‌କେ ଉସ୍‌କାଇବାଟା ଦେକି ନ ରଇଲାଇ ।
In niso me našli v tempeljnu, da bi se bil s kom prepiral ali da bi bil napravljal hrup med ljudstvom, ne po shajališčih, ne po mestu;
13 ୧୩ ସେଟାର୍‌ ପାଇ ମର୍‌ ବିରଦେ ଏବେ ଆନିରଇବା ଦାବାର୍‌ ପାଇ, ସେମନ୍‌ କାଇମିସା ସାକି ଦେଇ ନାପାରତ୍‌ ।
In tudi izkazati ne morejo, za kar me sedaj tožijo.
14 ୧୪ ଏଲେ ମିସା ମୁଇ ତମର୍‌ ଲଗେ ରାଜି ଅଇଲିନି ଜେ, ଜନ୍‌ ବାଟ୍‌ ସେମନ୍‌ ମିଚ୍‌ ବଲି କଇଲାଇନି, ସେ ବାଟେ ଜାଇ, ଆମର୍‌ ଆନିଦାଦିମନର୍‌ ପରମେସର୍‌କେ ପାର୍‌ତନା କଲିନି । ମାତର୍‌ ମୁଇ ମିସା ମସାର୍‌ ରିତିନିତି ଆରି ବବିସତ୍‌ବକ୍‌ତାମନର୍‌ ସାସ୍‌ତରେ ଲେକାଅଇଲା ସବୁ ବିସଇ ବିସ୍‌ବାସ୍‌ କଲିନି ।
To ti pa priznavam, da po poti, ktero imenujejo ločinko, tako služim Boga očakov, verovaje vse, kar je po postavi in v prerokih pisano,
15 ୧୫ ଏମନର୍‌ ପାରା, ମାପ୍‌ରୁର୍‌ ଲଗେ ମର୍‌ ଗଟେକ୍‌ ଆସା ଆଚେ ଜେ, ନିକ ଲକ୍‌ ଅଅତ୍‌ କି କାରାପ ଲକ୍‌ ଅଅତ୍‌, ସବୁ ମଲାଟାନେଅନି ଉଟ୍‌ବାଇ ।
Upanje imajoč na Boga, kterega tudi oni sami čakajo, da bo vstajanje mrtvim, pravičnim in nepravičnim.
16 ୧୬ ସେଟାର୍‌ ପାଇ ପରମେସରର୍‌ ଆରି ମୁନୁସର୍‌ ମୁଆଟେ ନିର୍‌ମଲ୍‌ ବିବେକ୍‌ ଇସାବେ ଚଲାଚଲ୍‌ତି କର୍‌ବାକେ ସବୁବେଲେ ଚେସ୍‌ଟା କଲିନି ।
V tem si pa sam prizadevam, da bi brezmadežno vest imel pred Bogom in ljudmí vsegdar.
17 ୧୭ “ବେସି ବରସ୍‌ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍‌ ଲକ୍‌ମନର୍‌ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
Črez več pa let sem prišel miloščino delit narodu svojemu in daritve;
18 ୧୮ ମୁଇ ନିର୍‌ମଲ୍‌ ଅଇବା ବିଦି ସାରାଇଲା ବେଲେ, ସେମନ୍‌ ମକେ ମନ୍ଦିରେ ଦେକ୍‌ଲାଇ । ସେଡ୍‌କିବେଲେ ମର୍‌ ଲଗେ ବେସି ଲକ୍‌ ନ ରଇଲାଇ କି କାଇମିସା ଗଣ୍ଡ୍‍ଗଲ୍‌ ଅଇ ନ ରଇଲା ।
Pri tem so me našli očiščenega v tempeljnu, ne z ljudstvom ne s hrupom, neki Judje iz Azije,
19 ୧୯ ମାତର୍‌ ତେଇ ଆସିଆ ଦେସର୍‌ କେତେଟା ଜିଉଦି ରଇଲାଇ, ଜଦି ସେମନ୍‌କେ ମର୍‌ ବିରଦେ କାଇଟା କଇବାର୍‌ ରଇଲା, ଆଗ୍‌ତୁ ସେମନ୍‌ ନିଜେ ତମର୍‌ ମୁଆଟେ ଆସି ଦାବା କର୍‌ବାର୍‌ ରଇଲା ।
Kteri bi imeli predte priti in tožiti, če kaj imajo zoper mene.
20 ୨୦ ଆରି ତରେକ୍‌ ମୁଇ ଜେଡେବେଲା ବଡ୍‌ ସବାର୍‌ ମୁଆଟେ ଟିଆଅଇରଇଲି, କନ୍‌ ଅପ୍‌ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍‌ମନ୍‌ କଅତ୍‌ ।
Ali naj ti sami povedó, če so našli krivico na meni, ko sem stal pred zborom;
21 ୨୧ ଏଲେମିସା ମୁଇ ଗଟେକ୍‌ କାତା କଇରଇଲି । ସେମନର୍‌ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍‌ମନ୍‌ ଆରିତରେକ୍‌ ଉଟ୍‌ବାଇ ବଲି ଡାଟ୍‌ ସଙ୍ଗ୍‍ ବିସ୍‌ବାସ୍‌ କର୍‌ତେ ରଇଲାର୍‌ ପାଇ ଆଜି ତମର୍‌ଟାନେ ବିଚାର୍‌ନା ପାଇଲିନି । ଏଟାକେ ଚାଡି ଆରି ସେମନର୍‌ ମୁଆଟେ କିଚି କଇନାଇ ।”
Razen za voljo tega edinega glasú, s kterim sem zavpil, stoječ med njimi: Za voljo vstajanja mrtvih me sodite danes.
22 ୨୨ ପେଲିକ୍‍ସ୍ ସେ ବାଟ୍‌ ବିସଇର୍‌ ଟିକିନିକି ଜାନି ରଇଲାର୍‌ ପାଇ ସୁନାଇବାଟା ବନ୍ଦ୍‌ କରି କଇଲା, “ସନିଅମନର୍‌ ମୁକିଅ ଲିସିଅସ୍‌ କେଟ୍‌ଲା ପଚେ, ମୁଇ ତମର୍‌ ବିଚାର୍‌ନା ସୁନାଇବି ।”
Slišavši pa to Feliks, odloží jim, na tanko vedoč, kar ta pot zadeva, in reče: Kedar Lizija jezernik snide, razsodil bom vašo stvar.
23 ୨୩ ତାର୍‌ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍‌କେ ବନ୍ଦି ଇସାବେ ଜାଗିରଇବାର୍‌ ଆଚେ, ମାତର୍‌ ତାକେ ଦର୍‌କାର୍‌ ଅଇବା ଜିନିସ୍‌ ତାର୍‌ ଲକ୍‌ମନ୍‌ ଆନିଦେଲେ, ସେଟା ତେବାଇବାର୍‌ ନାଇ ।”
In ukazal je stotniku, da se ima Pavel varovati, in da naj se nikomur od njegovih ne brani streči mu ali dohajati k njemu.
24 ୨୪ କେତେଦିନ୍‌ ପଚେ ପେଲିକ୍‍ସ୍ ତାର୍‌ ଜିଉଦି ମାଇଜି ଦୁର୍‌ସିଲା ସଙ୍ଗ୍‍ ତେଇ ଆଇଲା । ସେ ପାଉଲ୍‌କେ ଡାକାଇ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କର୍‌ବା ବିସଇ, ତାର୍‌ କାତା ନିକକରି ସୁନ୍‌ଲା ।
A črez nekaj dnî pride Feliks z Družilo ženo svojo, ktera je bila Judinja, in pokliče Pavla, in slišal ga je o veri v Kristusa.
25 ୨୫ ମାତର୍‌ ଜେଡେବେଲେ ପାଉଲ୍‌ ଦରମ୍‌ ଚଲାଚଲ୍‌ତି ଆରି ଲକ୍‌ମନ୍‌ ନିଜର୍‌ ପାପର୍‌ ଗୁନ୍‌ଚଲନ୍‌ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍‌ ବିଚାର୍‌ନା ବିସଇ କଇବାକେ ଦାର୍‍ଲା, ପେଲିକସ୍‌ ଡରିଜାଇକରି “ତମେ ଏବେ ଜାଇପାରାସ୍‌ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍‌ ମୁଇ ତମ୍‌କେ ଡାକାଇବି ।”
Ko je pa govoril on o pravici in zdržljivosti in prihodnjej sodbi, uplaši se Feliks, in odgovorí: Za sedaj pojdi; a kedar bom prigoden čas imel, poklical te bom.
26 ୨୬ ସେ ବେଲା ପାଉଲ୍‌ ତାକେ କେତେକ୍‌ ଡାବୁ ଲାଚ୍‌ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍‌ ପାଇ ସେ ତର୍‌କେ ତର୍‌ ତାକେ ଡାକାଇ ତାର୍‌ ସଙ୍ଗ୍‍ କାତାବାର୍‌ତା ଅଇବାର୍‌ ଦାର୍‌ଲା ।
Zraven se je pa tudi nadejal, da mu bo Pavel dal denarja, da bi ga izpustil; za to ga je tudi pogostoma klical in se razgovarjal ž njim.
27 ୨୭ ଏନ୍ତି ଦୁଇ ବରସ୍‌ ଗାଲାପଚେ ପର୍‌କିୟସ୍‌ ପେସ୍‌ଟସ୍‌ ପେଲିକର୍‌ ଜାଗାଇ ସାସନ୍‌କାରିଆ ଅଇ ଆଇଲା । ପେଲିକ୍‍ସ୍ ଜିଉଦିମନ୍‌କେ ବଲ୍‌ବଲାଇ ଅଇବାକେ ମନ୍‍ କରି ପାଉଲ୍‌କେ ନ ମୁକ୍‌ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
Ko ste se pa izpolnili dve leti, prejme Feliks nastopnika Porcija Festa; hoteč pa Feliks Judom ugoditi, pustil je Pavla zvezanega.

< ପେରିତ୍‌ 24 >