< ପେରିତ୍ 24 >
1 ୧ ପାଁଚ୍ଦିନ୍ ପଚେ ବଡ୍ ପୁଜାରି ଅନନିୟ କେତେଟା ପାର୍ଚିନ୍ ଆରି ତର୍ତୁଲସ୍ ନାଉଁର୍ ଗଟେକ୍ ଅକିଲ୍ ସଙ୍ଗ୍ ସିସେରିଆଇ ଗାଲାଇ । ସେମନ୍ ପେଲିକ୍ସର୍ ମୁଆଟେ ଟିଆଅଇ ପାଉଲର୍ ବିରଦେ ସେମନର୍ ଦାବା ଜାନାଇଲାଇ ।
A po pięciu dniach jechał najwyższy kapłan Ananijasz z starszymi i z Tertullem niejakim prokuratorem; którzy stanęli przed starostą przeciwko Pawłowi.
2 ୨ ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା । “ଆଗିଆଁ, ତମେ ଗଟେକ୍ ଡାକ୍ପୁଟା ଲକ୍, ତମର୍ ନିମାନ୍ ସାସନ୍ଅନି ଆମେ ବେସି ଦିନ୍ ଦାରି ସାର୍ଦା ଅଇ ସାନ୍ତି ସଙ୍ଗ୍ ଜିଇଲୁନି, ଆମର୍ ଦେସର ମଙ୍ଗଲ୍ ପାଇ ବେସି ଦର୍କାର୍ ରଇଲା କାମ୍ମନ୍ କରାଇଆଚାସ୍ ।
A gdy był pozwany, począł nań skarżyć Tertullus, mówiąc:
3 ୩ ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି ।
Ponieważeśmy wielkiego pokoju dostąpili i wiele się dobrego temu narodowi stało przez twoję opatrzność, i zawsze i wszędy to ze wszelkiem dziękowaniem przyznajemy, wielmożny Feliksie!
4 ୪ ସେଟା ଜାଇଟା ଅ, ମୁଇ ତମର୍ ଅଦିକ୍ ବେଲା ନେବାକେ ମନ୍ କରିନାଇ । ସେଟାର୍ ପାଇ ଆମର୍ ଗଟେକ୍ ଚଟ୍ ଅର୍ସାସଙ୍ଗର୍ କାତା ସୁନ୍ବାକେ ବାବୁଜିଆ କଲିନି ।
Ale żebym cię długo nie bawił, proszę, abyś nas maluczko posłuchał według zwykłej twojej ludzkości.
5 ୫ ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା ।
Albowiemeśmy znaleźli tego męża zaraźliwego i wszczynającego rozruch między wszystkimi Żydami po wszystkim świecie, i herszta tej sekty Nazarejczyków.
6 ୬ ସେ ଆମର୍ ମନ୍ଦିର୍ ଅସୁକଲ୍ କର୍ବାକେ ଚେସ୍ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
Który się też ważył splugawić kościół; któregośmy też pojmawszy, według zakonu naszego chcieli sądzić.
7 ୭ ଆମର୍ ନିୟମ୍ ଇସାବେ ଏ ଲକ୍କେ ବିଚାର୍ କର୍ବାକେ ଆମେ ମନ୍ କର୍ତେରଇଲୁ ।
Lecz przyszedłszy hetman Lizyjasz z wielką mocą, wziął go z rąk naszych.
8 ୮ ଆର୍ ବିରଦେ ଜନ୍ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍କେ ପାଚାରିକରି ଜାନିପାରାସ୍ ।”
Rozkazawszy tym, którzy nań skarżą, iść do ciebie, od którego się ty sam będziesz mógł, wywiadując się, dowiedzieć tego wszystkiego, o co my nań skarżymy.
9 ୯ ତେଇରଇଲା ଜିଉଦିମନ୍ ଏଟା ସତ୍ବଲି ଡାଟ୍ ସଙ୍ଗ୍ ସେ କାତାଇ ରାଜି ଅଇଲାଇ ।
Na co się zgodzili i Żydowie, mówiąc: Że się tak rzecz ma.
10 ୧୦ ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା । “ମୁଇ ଜାନି ଜେ ବେସି ବରସ୍ ଦାରି ତମେ ଏ ଜାତିର୍ ବିଚାର୍କରୁ ଅଇ ଆଚୁସ୍, ସେଟାର୍ ପାଇ ତମର୍ ମୁଆଟେ କଇବାଟା କେଡେ କରମର୍ କାତା ।
Tedy Paweł odpowiedział, gdy nań starosta skinął, aby mówił: Od wielu lat wiedząc cię być sędzią tego narodu, tem ochotniej dam sprawę o tem, co się mnie dotycze.
11 ୧୧ ଆଗିଆ, ତମେ ନିଜେ କଜିକରି ଜାନିପାର୍ସା ଜେ, ପାକାପାକି ବାରଦିନ୍ ତଲେ, ମୁଇ ଜିରୁସାଲାମେ ପାର୍ତନା କର୍ବାକେ ଜାଇରଇଲି ।
Gdyż ty wiedzieć możesz, iż nie masz więcej dni tylko dwanaście, jakom ja przyszedł do Jeruzalemu, abym się modlił.
12 ୧୨ ମନ୍ଦିରେ କାର୍ ସଙ୍ଗ୍, ମୁଇ ଦଦାପେଲା କର୍ବାଟା ଜିଉଦିମନ୍ ଦେକି ନ ରଇଲାଇ କି ପାର୍ତନା ଗର୍ମନ୍କେ କି ଗଡର୍ କନ୍ ବିନ୍ ଜାଗାଇ ଲକ୍ମନ୍କେ ଉସ୍କାଇବାଟା ଦେକି ନ ରଇଲାଇ ।
Do tego ani mię znaleźli w kościele z kim gadającego albo buntującego lud, ani w bóżnicach, ani w mieście;
13 ୧୩ ସେଟାର୍ ପାଇ ମର୍ ବିରଦେ ଏବେ ଆନିରଇବା ଦାବାର୍ ପାଇ, ସେମନ୍ କାଇମିସା ସାକି ଦେଇ ନାପାରତ୍ ।
Ani tego mogą dowieść, co tu teraz na mię skarżą.
14 ୧୪ ଏଲେ ମିସା ମୁଇ ତମର୍ ଲଗେ ରାଜି ଅଇଲିନି ଜେ, ଜନ୍ ବାଟ୍ ସେମନ୍ ମିଚ୍ ବଲି କଇଲାଇନି, ସେ ବାଟେ ଜାଇ, ଆମର୍ ଆନିଦାଦିମନର୍ ପରମେସର୍କେ ପାର୍ତନା କଲିନି । ମାତର୍ ମୁଇ ମିସା ମସାର୍ ରିତିନିତି ଆରି ବବିସତ୍ବକ୍ତାମନର୍ ସାସ୍ତରେ ଲେକାଅଇଲା ସବୁ ବିସଇ ବିସ୍ବାସ୍ କଲିନି ।
To jednak przed tobą wyznaję, że według onej drogi, którą oni powiadają być heretyctwem, tak służę ojczystemu Bogu, wierząc wszystkiemu, cokolwiek napisano w zakonie i w prorokach,
15 ୧୫ ଏମନର୍ ପାରା, ମାପ୍ରୁର୍ ଲଗେ ମର୍ ଗଟେକ୍ ଆସା ଆଚେ ଜେ, ନିକ ଲକ୍ ଅଅତ୍ କି କାରାପ ଲକ୍ ଅଅତ୍, ସବୁ ମଲାଟାନେଅନି ଉଟ୍ବାଇ ।
Mając nadzieję w Bogu, że będzie, którego i oni czekają, zmartwychwstanie i sprawiedliwych, i niesprawiedliwych.
16 ୧୬ ସେଟାର୍ ପାଇ ପରମେସରର୍ ଆରି ମୁନୁସର୍ ମୁଆଟେ ନିର୍ମଲ୍ ବିବେକ୍ ଇସାବେ ଚଲାଚଲ୍ତି କର୍ବାକେ ସବୁବେଲେ ଚେସ୍ଟା କଲିନି ।
A sam się o to pilnie staram, abym zawsze miał sumienie bez obrażenia przed Bogiem i przed ludźmi.
17 ୧୭ “ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
A po wielu latach przyszedłem, abym przyniósł jałmużny narodowi memu i ofiary.
18 ୧୮ ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା ।
Na tem znaleźli mię w kościele oczyszczonego (nie z ludem ani z rozruchem) niektórzy Żydowie z Azyi.
19 ୧୯ ମାତର୍ ତେଇ ଆସିଆ ଦେସର୍ କେତେଟା ଜିଉଦି ରଇଲାଇ, ଜଦି ସେମନ୍କେ ମର୍ ବିରଦେ କାଇଟା କଇବାର୍ ରଇଲା, ଆଗ୍ତୁ ସେମନ୍ ନିଜେ ତମର୍ ମୁଆଟେ ଆସି ଦାବା କର୍ବାର୍ ରଇଲା ।
Którzy też tu mieli stanąć przed tobą i skarżyć, jeźliby co mieli przeciwko mnie.
20 ୨୦ ଆରି ତରେକ୍ ମୁଇ ଜେଡେବେଲା ବଡ୍ ସବାର୍ ମୁଆଟେ ଟିଆଅଇରଇଲି, କନ୍ ଅପ୍ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍ମନ୍ କଅତ୍ ।
Albo niechaj ci sami powiedzą, jeźli we mnie znaleźli jaką nieprawość, gdym stał przed radą;
21 ୨୧ ଏଲେମିସା ମୁଇ ଗଟେକ୍ କାତା କଇରଇଲି । ସେମନର୍ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍ମନ୍ ଆରିତରେକ୍ ଉଟ୍ବାଇ ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ତେ ରଇଲାର୍ ପାଇ ଆଜି ତମର୍ଟାନେ ବିଚାର୍ନା ପାଇଲିନି । ଏଟାକେ ଚାଡି ଆରି ସେମନର୍ ମୁଆଟେ କିଚି କଇନାଇ ।”
Oprócz tego jednego głosu, żem między nimi stojąc, zawołał: Dla zmartwychwstania umarłych ja dziś sądzony bywam od was.
22 ୨୨ ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।”
A usłyszawszy to Feliks, odłożył sprawę ich, mówiąc: Gdy się o tej drodze dostateczniej wywiem, kiedy tu hetman Lizyjasz przyjedzie, rozeznam sprawy wasze.
23 ୨୩ ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
I rozkazał setnikowi, aby strzegł Pawła i pofolgował mu, i aby nie bronił żadnemu z przyjaciół jego posługiwać mu albo go nawiedzać.
24 ୨୪ କେତେଦିନ୍ ପଚେ ପେଲିକ୍ସ୍ ତାର୍ ଜିଉଦି ମାଇଜି ଦୁର୍ସିଲା ସଙ୍ଗ୍ ତେଇ ଆଇଲା । ସେ ପାଉଲ୍କେ ଡାକାଇ ଜିସୁକିରିସ୍ଟକେ ବିସ୍ବାସ୍ କର୍ବା ବିସଇ, ତାର୍ କାତା ନିକକରି ସୁନ୍ଲା ।
A po kilku dniach przyjechawszy Feliks, z Drusyllą, żoną swoją, która była Żydówką, kazał zawołać Pawła i słuchał go o wierze w Chrystusa.
25 ୨୫ ମାତର୍ ଜେଡେବେଲେ ପାଉଲ୍ ଦରମ୍ ଚଲାଚଲ୍ତି ଆରି ଲକ୍ମନ୍ ନିଜର୍ ପାପର୍ ଗୁନ୍ଚଲନ୍ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍ ବିଚାର୍ନା ବିସଇ କଇବାକେ ଦାର୍ଲା, ପେଲିକସ୍ ଡରିଜାଇକରି “ତମେ ଏବେ ଜାଇପାରାସ୍ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍ ମୁଇ ତମ୍କେ ଡାକାଇବି ।”
A gdy on rzecz czynił o sprawiedliwości i o powściągliwości, i o przyszłym sądzie, uląkł się Feliks i odpowiedział: Już teraz odejdź, a gdy czas upatrzę, każę cię zawołać.
26 ୨୬ ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
A przy tem spodziewał się, że mu Paweł miał dać pieniądze, żeby go wypuścił; dlatego też tem częściej go wzywając do siebie, rozmawiał z nim.
27 ୨୭ ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
A po wyjściu dwóch lat miał po sobie Feliks namiestnika, Porcyjusa Festa; a chcąc sobie Feliks łaskę zjednać u Żydów, zostawił Pawła w więzieniu.