< ପେରିତ୍ 23 >
1 ୧ ପାଉଲ୍ ବଡ୍ସବାର୍ ଲକ୍ମନ୍କେ ସିଦା ଦେକି କଇଲା, “ଏ ଇସ୍ରାଏଲର୍ ବାଇମନ୍! ଆଜିକେ ଜାକ ମୁଇ ପରମେସରର୍ ମୁଆଟେ କେନ୍ତାର୍ ଜିବନ୍ ବିତାଇ ଆଚି, ସେ ବିସଇଟାନେ ମନ୍ ପୁରାପୁରୁନ୍ ନିର୍ମଲ୍ ଆଚେ ।”
THEN Paul, looking earnestly at the sanhedrim, said, Men and brethren, I have lived in all good conscience unto God even to this day.
2 ୨ ଏ କାତା ସୁନିକରି ଅନନିଅ ନାଉଁର୍ ବଡ୍ ପୁଜାରି ପାଉଲର୍ ଲଗେ ଟିଆଅଇରଇବା ଲକ୍ମନ୍କେ, ତାର୍ ଗାଲେ ଚାପଡ୍ ମାରା ବଲି ତିଆର୍ଲା ।
Then the high-priest Ananias commanded those who stood by him to smite him on the mouth.
3 ୩ ପାଉଲ୍ ତାକେ କଇଲା, “ଏ ଚୁନ୍ ମାରିଅଇଲା ଦବ୍ଲା ଉଆଁରି କତି, ପର୍ମେସର୍ ତକେ ଡଣ୍ଡ୍ ଦେଇସି ଆକା । ନିୟମ୍ ଇସାବେ ମର୍ ବିଚାର୍ କର୍ବାକେ, ତୁଇ ତେଇ ବସିଆଚୁସ୍ । ଏଲେ ମିସା, ନିୟମ୍ ବାଙ୍ଗିକରି ମକେ ମାର୍ବାକେ ତିଆର୍ଲୁସ୍ନି!”
Then said Paul unto him, God is ready to smite thee, thou whited wall: for art thou sitting to judge me according to the law, and violating that law, commandest me to be smitten?
4 ୪ ଲଗେ ରଇବା ଲକ୍ମନ୍ ପାଉଲ୍କେ କଇଲାଇ, “ପର୍ମେସର୍ ବାଚିରଇବା ବଡ୍ ପୁଜାରିକେ ତୁଇ ନିନ୍ଦା କଲୁସ୍ନି!”
Then they who stood by, said, Revilest thou God’s high-priest?
5 ୫ ପାଉଲ୍ କଇଲା, “ଏ ଇସ୍ରାଏଲର୍ ବାଇମନ୍, ସେ ବଡ୍ ପୁଜାରି ବଲି ମୁଇ ନାଜାନିରଇଲି । ସାସ୍ତରେ ଲେକାଆଚେ, ତମେ ନିଜର୍ ଜାତିର୍ ସାସନ୍କାରିଆକେ କରାପ୍ କାତା କଇବାର୍ନାଇ ।”
And Paul said, I had not observed, brethren, that he was high-priest: for it is written, “Thou shalt not speak evil of the ruler of thy people.”
6 ୬ ବଡ୍ ସବାର୍ ମେମର୍ମନର୍ ବିତ୍ରେ କେତେଟା ପାରୁସି ଆରି କେତେଟା ସାଦୁକିମନ୍ ରଇଲାଟା ଦେକି ପାଉଲ୍ ବଡ୍ ସବାର୍ ଲକ୍ମନ୍କେ ଦେକାଇ ଆଉଲି ଅଇକରି କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଗଟେକ୍ ପାରୁସି ଲକ୍, ମର୍ ଆୟା ବାବା ମିସା ପାରୁସି । ମଲା ଲକ୍ମନ୍ ଆରିତରେକ୍ ଉଟ୍ବାଟା ମର୍ ଆସା ଆଚେ ବଲି, ଇତି ମର୍ ବିଚାର୍ନା ଅଇଲାନି ।”
Now when Paul perceived that the one part were Sadducees, and the other Pharisees, he cried in the sanhedrim, Men and brethren, I am a Pharisee, the son of a Pharisee: for the hope and resurrection of the dead am I brought to this bar.
7 ୭ ପାଉଲ୍ ଏ କାତା କଇଲା ଦାପ୍ରେ, ପାରୁସି ଆରି ସାଦୁକିମନର୍ ବିତ୍ରେ ଲାଗାଜଡା ଅଇଗାଲାଇ ଆରି ସେମନ୍ ବେଗ୍ଲି ଗାଲାଇ ।
So when he had said this, a great dissension arose between the Pharisees and the Sadducees: and the multitude was divided.
8 ୮ କାଇକେବଇଲେ ସାଦୁକିମନର୍ ବିସ୍ବାସ୍ ଇସାବେ ମଲା ଲକ୍ମନ୍ ନ ଉଟତ୍ । ସରଗର୍ ଦୁତ୍ କି ଆତ୍ମା ମିସା ନାଇ ବଲି, ବିସ୍ବାସ୍ କର୍ବାଇ, ମାତର୍ ପାରୁସିମନ୍ ଏ ତିନ୍ଟା ଜାକ ବିସ୍ବାସ୍ କର୍ତେରଇଲାଇ ।
For the Sadducees say indeed, that there is no resurrection, nor angel, nor spirit: but the Pharisees confess both.
9 ୯ ସେମନର୍ କିରଜାଟି ଅଇବାଟା ଅଦିକ୍ ଅଦିକ୍ ଅଇଆଇଲା । ପାରୁସି ଦଲର୍ କେତେଟା ଦରମ୍ ଗୁରୁ ଉଟିକରି ଡାଟ୍ ସଙ୍ଗ୍ କଇଲାଇ, “ଆମେ ଏ ଲକର୍ ଟାନେଅନି କାଇ ଦସ୍ ମିସା ମିଲାଉ ନାଇ । କେଜାନେ ଆକେ ଗଟେକ୍ ସରଗର୍ ଦୁତ୍ କି ଆତ୍ମା କାତା କଇରଇସି ।”
And a great clamour arose: and the scribes rising up who were of the party of the Pharisees, contended stoutly, saying, We find no fault in this man: but if a spirit have spoken to him, or an angel, let us not fight against God.
10 ୧୦ ତାକର୍ ଦଦାପେଲା ଅଦିକ୍ ଅଦିକ୍ ଅଇଗାଲାକେ ଲକ୍ମନ୍ ପାଉଲ୍କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍ ମୁକିଅ ଡର୍ଲା । ତେବେ ସେ ଗଣ୍ଡ୍ଗଲ୍ ଅଇବା ଲକ୍ମନର୍ ବିତ୍ରେଅନି ପାଉଲ୍କେ ରକିଆ କରି ଗଡ୍ ବିତ୍ରେ ଦାରି ଜିବାକେ ସନିଅମନ୍କେ ତିଆର୍ଲା ।
Then a great tumult arising, the tribune, apprehensive that Paul might be pulled in pieces by them, commanded the guard to go down, and take him by force from the midst of them, and bring him into the fortress.
11 ୧୧ ସେ ରାତି ମାପ୍ରୁ ପାଉଲର୍ ଲଗେ ଟିଆଅଇ କଇଲା, “ଡର୍ ନାଇ! ମର୍ ପାଇ ଇତି ଜିରୁସାଲାମେ ତୁଇ ସାକି ଦେଇ ଆଚୁସ୍ । ରମ୍ ଦେସେ ମିସା ତୁଇ ସେନ୍ତାରି କର୍ବାର୍ ଆଚେ ।”
And the night following the Lord stood by him, and said, Be of good courage, Paul: for as thou hast borne testimony of the things concerning me at Jerusalem, so must thou bear a testimony at Rome also.
12 ୧୨ ଆରକର୍ ଦିନର୍ ସାକାଲେ କେତେଟା ଜିଉଦିମନ୍ ଗଟେକ୍ଟାନେ ରୁଣ୍ଡି ଜଜ୍ନା କଲାଇ । ପାଉଲ୍କେ ନ ମରାଇବା ଜାକ ସେମନ୍ ଅରନ୍ପାନି ନ ଚିଉ ବଲି ସପତ୍ କଲାଇ ।
Then as soon as it was day, some of the Jews forming a conspiracy, bound themselves under the direst imprecation, declaring that they would neither eat nor drink till they had killed Paul.
13 ୧୩ ଚାଲିସ୍ତେଇଅନି ଅଦିକ୍ ଲକ୍ ଏ ଜଜ୍ନା କଲାଇ ।
Now there were more than forty who had on oath formed this conspiracy.
14 ୧୪ ସେମନ୍ ଜାଇକରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍ କେ କଇଲାଇ, “ପାଉଲ୍କେ ନ ମରାଇବା ଜାକ ଅରନ୍ପାନି ନ ଚିଉ ବଲି ଆମେ ସପତ୍ କରିଆଚୁ ।
So they came to the high-priests and elders, and said, We have bound ourselves by the direst imprecation, to taste nothing till we have killed Paul.
15 ୧୫ ତମେ ଆରି ବଡ୍ସବାର୍ ଲକ୍ମନ୍ ରମିୟ ନେତା ପାଉଲ୍କେ ଇତି ଆରିତରେକ୍ ଆନା ବଲି କବର୍ ପାଟାଆ । ତାର୍ ବିସଇର୍ ଟିକିନିକି ଜାନ୍ବାର୍ ଆଚେ ବଲି ମିଚ୍ କଇକରି ଆନାଆ । ସେ ବଡ୍ ସବାଇ ଆଇବା ବେଲେ ତାକେ ବାଟେ ଜାଗି ମାରି ମରାଇଦେବୁ ।”
Now therefore do ye with the sanhedrim give notice to the military tribune, that to-morrow he bring him down to you, as if intending to make more accurate inquiries into the things concerning him: but we, ere he come nigh, are ready to kill him.
16 ୧୬ ପାଉଲର୍ ବାନ୍ଜା ଏମନର୍ କୁଟ୍ କାତା ସୁନିକରି ଗଡ୍ ବିତ୍ରେ ଗାଲା ଆରି ସବୁ କାତା ପାଉଲ୍କେ କଇଦେଲା ।
Now Paul’s sister’s son having heard of their lying in wait, came, and entering into the fortress told Paul.
17 ୧୭ ପାଉଲ୍ ଗଟେକ୍ ରମିୟ ଅଦିକାରିକେ ଡାକାଇ କରି କଇଲା, “ଏ ଦାଙ୍ଗ୍ଡାକେ ସନିଅମନର୍ ମୁକିଅ ଲଗେ ଦାରି ଜାଅତ୍ । ସେ ତାକେ କାଇଟାକି କଇବାର୍ ଆଚେ ।”
Then Paul calling to him one of the centurions, said, Carry this young man to the tribune: for he hath something to communicate to him.
18 ୧୮ ସନିଅ ତାକେ ମୁକିଆର୍ ଲଗେ ନେଇ କଇଲା, “ବନ୍ଦି ରଇବା ପାଉଲ୍ ମକେ ଡାକି ଏ ଦାଙ୍ଗ୍ଡାକେ ତମର୍ ଲଗେ ଆନ୍ବାକେ କଇଲା । ତମ୍କେ ପନି ସେ କାଇଟା କଇବାର୍ ଆଚେ ।”
Then he took him, and brought him to the tribune, and said, The prisoner Paul calling me to him, entreated me to bring this young man to thee, having something to say to thee.
19 ୧୯ ସନିଅମନର୍ ମୁକିଅ ତାର୍ ଆତ୍ ଦାରିକରି ଗଟେକ୍ ପାଲିକେ ଡାକିନେଲା ଆରି ପାଚାର୍ଲା, “କାଇଟା କଇବାର୍ ଆଚେ କଅ!”
Hereupon the tribune taking him by the hand, and leading him aside, inquired, What is it that thou hast to communicate to me?
20 ୨୦ ଦାଙ୍ଗ୍ଡା କଇଲା, “ପାଉଲର୍ ଟିକିନିକି ବିସଇ ଜାନ୍ବାର୍ ଆଚେ ବଲି ନାଡାଇକରି ତାକେ ଜିଉଦିମନ୍ ବଡ୍ ସବାଇ ନେବାକେ, ତମ୍କେ ଗୁଆରି କର୍ବାଇ ।
And he said, The Jews have agreed together to entreat thee that to-morrow thou wouldest bring down Paul into the sanhedrim, as about to make some more accurate inquiry concerning him.
21 ୨୧ ମାତର୍ ତମେ ତାକର୍ କାତା ସୁନା ନାଇ । କାଇକେ ବଇଲେ ଚାଲିସ୍ତେଇଅନି ଅଦିକ୍ ଲକ୍ ଲୁଚିକରି ପାଉଲ୍କେ ମରାଇବାକେ ଜାଗିଆଚତ୍ । ‘ତାକେ ନ ମରାଇବା ଜାକ ଅରନ୍ପାନି ନ କାଉଁ’ ବଲି ସପତ୍ କଲାଇ ଆଚତ୍ । ଏବେ ସେମନ୍ ତମର୍ ଆଦେସ୍ ଦେବାଟାକେ ଜାଗିକରି ଆଚତ୍ ।”
But do not thou consent to them: for more than forty men of them are lying in wait for him, who have bound themselves under an anathema, neither to eat nor drink till they have killed him: and now they are in readiness, waiting only to procure the promise from thee.
22 ୨୨ ସନିଅମନର୍ ମୁକିଅ କଇଲା, “ତୁଇ ମକେ ଏ କାତା ଜାନାଇ ଆଚି ବଲି କାକେ କଅ ନାଇ ।” ଏନ୍ତାରି କଇକରି ଦାଙ୍ଗ୍ଡାକେ ପାଟାଇ ଦେଲା ।
Hereupon the tribune dismissed the youth, with an injunction, not to mention it to any body that thou hast discovered these things to me.
23 ୨୩ ସନିଅମନର୍ ମୁକିଅ ତାର୍ ତଲେ ରଇଲା ଦୁଇଟା ସନିଅକେ ଡାକାଇ କଇଲା, “ଆଜି ରାତି ନଅଟା ବିତ୍ରେ ସିସେରିଆ ଜିବାକେ ଦୁଇସ ସନିଅକେ ତିଆର୍, ଆରି ସତୁରିଟା ଗଡାଇ ଚଗୁମନ୍ ଆରି ଦୁଇ ସଅ ବର୍ଚି ଦାରୁମନ୍କେ ଟିକ୍ କର୍ ।
And calling to him two certain persons of the centurions, he said, Get ready two hundred soldiers to go to Caesarea, and seventy horsemen, and two hundred spearmen, at the third hour of the night;
24 ୨୪ ପାଉଲ୍ ଜିବା ପାଇ କେତେଟା ଗଡା ଦିଆସ୍ ଆରି ନିକ ସଙ୍ଗେ ତାକେ ସାସନ୍କାରିଆ ପେଲିକ୍ସ୍ ଲଗେ ଦାରି ଜାଆ ।”
and provide beasts, that setting Paul thereon, you may convey him safely to Felix the governor.
25 ୨୫ ସନିଅମନର୍ ମୁକିଅ ପେଲିକ୍ସ୍କେ ଏନ୍ତି ଗଟେକ୍ ଚିଟି ଲେକ୍ଲା,
And he wrote a letter containing this form of words:
26 ୨୬ “ଏ ଚିଟି ମୁଇ କାଲାଡିଆକେ ଲିସିଆର୍ ସବୁର୍ଟାନେଅନି ଡାକ୍ପୁଟା ରଇବା ସନ୍ମାନର୍ ସାସନ୍କାରିଆ ପେଲିକ୍ସ୍କେ ଲେକ୍ଲିନି, ଜୁଆର୍!
Claudius Lysias to his excellence the governor Felix, greeting.
27 ୨୭ ଆଗିଆ, ଜିଉଦିମନ୍ ଏ ଲକ୍କେ ଦାରି ତାକେ ମର୍ତେ ମାରିଦେବାକେ ଚେସ୍ଟା କର୍ତେ ରଇଲାଇ । ସେ ଗଟେକ୍ ରମିୟ ଲକ୍ ବଲି ଜାନ୍ଲା ପଚେ, ମୁଇ ତାକେ ମର୍ ସନିଅମନ୍ ସଙ୍ଗେ ତାକେ ରକିଆ କଲି ।
This person had been seized by the Jews, and was ready to be slain by them: but coming on them with the guard, I rescued him out of their hands, having understood that he was a Roman citizen.
28 ୨୮ ସେମନର୍ ବିରଦେ ସେ କାଇ ଦସ୍ କଲା ଆଚେ, ସେଟା ଜାନ୍ବାକେ ତାକେ ମୁଇ ସେମନର୍ ବଡ୍ସବାଇ ଦାରିଗାଲି ।
And desirous of knowing the crime of which they accused him, I brought him down into their sanhedrim
29 ୨୯ ମାତର୍ ସେ ମରନର୍ କି ବନ୍ଦି ଡଣ୍ଡ୍ ପାଇବା ପାରା କାଇମିସା ବୁଲ୍ କାମ୍ କରେ ନାଇ ବଲି ମୁଇ ଜାନିପାର୍ଲି । ତାର୍ ବିରଦେ ଅଇଲା ଦାବା ସବୁ, ତାକର୍ ନିଜର୍ ଦରମ୍ ବିସଇ ।
and found him accused of some disputed points of their law; but to have no charge laid against him worthy of death or of bonds.
30 ୩୦ ଆରି ତାର୍ ବିରଦେ ଗଟେକ୍ କୁଟ୍ ଜଜ୍ନା ଅଇଲାନି ବଲି କବର୍ ସୁନି, ବେଗି ବେଗି ତମର୍ ଲଗେ ପାଟାଇ ଦେବାକେ ଟିକ୍ କଲି, ତାର୍ ବିରଦେ ରଇଲା ଦାବା, ତର୍ ମୁଆଟେ ଜାନାଇବାକେ ତାର୍ ଦାବାଦାରିମନ୍କେ ମୁଇ କଇଲିଆଚି ।”
But it being discovered to me that a design was forming against the man’s life by the Jews, immediately I sent him to thee, commanding his accusers also to produce what they have against him before thee. Farewel.
31 ୩୧ ସନିଅମନ୍ ସେ ଆଦେସ୍ ଇସାବେ ପାଉଲ୍କେ ସେ ରାତି ଆନ୍ତିପଟ୍ରିସେ କେଟାଇଦେଲାଇ ।
Hereupon then the soldiers, as it was commanded them, took Paul, and brought him by night unto Antipatris.
32 ୩୨ ତାର୍ ଆର୍କର୍ ଦିନେ ଇଣ୍ଡିଜିବା ସନିଅମନ୍ ଗଡେ ବାଉଡିଗାଲାଇ ଆରି ଗଡାଇ ଜାଉ ସନିଅମନ୍କେ ଜିବାକେ କଇଲାଇ ।
And on the morrow, leaving the horsemen to go on with him, they returned to the fortress.
33 ୩୩ ସନିଅମନ୍ ପାଉଲ୍କେ ଦାରି ସିସେରିଆଇ କେଟ୍ଲାଇ । ତେଇ ସନିଅମନର୍ ମୁକିଅର୍ ଚିଟି ସଙ୍ଗେ ପାଉଲ୍କେ ସାସନ୍କାରିଆର୍ ଆତେ ଜିମାଦେଇଦେଲାଇ ।
So when they came to Caesarea, and had delivered the letter to the governor, they presented Paul also to him.
34 ୩୪ ସାସନ୍କାରିଆ ଚିଟି ପଡି ପାଉଲ୍କେ କନ୍ ରାଇଜେଅନି ଆସିଆଚୁସ୍? ବଲି ପାଚାର୍ଲା । ପାଉଲ୍ ସିଲିସିଆଇଅନି, ବଲି ଜାନ୍ଲା ।
Then when the governor had read it, and asked of what province he was, and understood he was of Cilicia;
35 ୩୫ ସେ କଇଲା, “ତମର୍ ଦାବାଦାରିମନ୍ ଆସି କେଟ୍ଲା ପଚେ, ମୁଇ ତର୍ କାତା ସୁନ୍ବି ।” ତାର୍ ପଚେ ପାଉଲ୍କେ ଏରଦ୍ ରାଜାର୍ ନଅରେ ବନ୍ଦି କରି ସଙ୍ଗଇବାକେ ଆଦେସ୍ ଦେଲା ।
I will give thee a thorough hearing, said he, when thy accusers are also come hither. And he commanded them to be kept under guard in Herod’s praetorium.