< ପେରିତ୍ 22 >
1 ୧ “ମର୍ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍, ମର୍ ନିଜର୍ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା!”
హే పితృగణా హే భ్రాతృగణాః, ఇదానీం మమ నివేదనే సమవధత్త|
2 ୨ ସେମନର୍ ସଙ୍ଗ୍ ସେ ଇବ୍ରୁ ବାସାଇ କାତା କଇବାଟା ସୁନି, ଲକ୍ ମାନ୍ଦା ଚୁପ୍ଚାପ୍ ଅଇଲାଇ ଆରି ପାଉଲ୍ କଇବାକେ ଦାର୍ଲା,
తదా స ఇబ్రీయభాషయా కథాం కథయతీతి శ్రుత్వా సర్వ్వే లోకా అతీవ నిఃశబ్దా సన్తోఽతిష్ఠన్|
3 ୩ “ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି ।
పశ్చాత్ సోఽకథయద్ అహం యిహూదీయ ఇతి నిశ్చయః కిలికియాదేశస్య తార్షనగరం మమ జన్మభూమిః, ఏతన్నగరీయస్య గమిలీయేలనామ్నోఽధ్యాపకస్య శిష్యో భూత్వా పూర్వ్వపురుషాణాం విధివ్యవస్థానుసారేణ సమ్పూర్ణరూపేణ శిక్షితోఽభవమ్ ఇదానీన్తనా యూయం యాదృశా భవథ తాదృశోఽహమపీశ్వరసేవాయామ్ ఉద్యోగీ జాతః|
4 ୪ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
మతమేతద్ ద్విష్ట్వా తద్గ్రాహినారీపురుషాన్ కారాయాం బద్ధ్వా తేషాం ప్రాణనాశపర్య్యన్తాం విపక్షతామ్ అకరవమ్|
5 ୫ ମର୍ ଏ କାତା ପୁରା ସତ୍ । ବଡ୍ ପୁଜାରି ଆରି ବଡ୍ ସବାର୍ ସବୁ ପାର୍ଚିନ୍ମନ୍ ସାକି ଆଚତ୍ । ଲକ୍ମନ୍କେ ବନ୍ଦି କରି ସିକ୍ଲି ସଙ୍ଗ୍ ବାନ୍ଦି ଜିରୁସାଲାମ୍ ଦାରିଆଇବାକେ, ମୁଇ ବଡ୍ ପୁଜାରିର୍ ଟାନେଅନି ଆଦେସ୍ ପତର୍ ପାଇ, ଦାମାସ୍କସେ ରଇବା ଜିଉଦି ବାଇମନର୍ ଲଗେ ଗାଲି ।”
మహాయాజకః సభాసదః ప్రాచీనలోకాశ్చ మమైతస్యాః కథాయాః ప్రమాణం దాతుం శక్నువన్తి, యస్మాత్ తేషాం సమీపాద్ దమ్మేషకనగరనివాసిభ్రాతృగణార్థమ్ ఆజ్ఞాపత్రాణి గృహీత్వా యే తత్ర స్థితాస్తాన్ దణ్డయితుం యిరూశాలమమ్ ఆనయనార్థం దమ్మేషకనగరం గతోస్మి|
6 ୬ “ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍କସ୍ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍ବେଲାଇ, ଆକାସେଅନି ଗଟେକ୍ ଉଜଲ୍ ମର୍ ଚାରିବେଡ୍ତି ଉଜଲ୍ ଅଇଗାଲା ।”
కిన్తు గచ్ఛన్ తన్నగరస్య సమీపం ప్రాప్తవాన్ తదా ద్వితీయప్రహరవేలాయాం సత్యామ్ అకస్మాద్ గగణాన్నిర్గత్య మహతీ దీప్తి ర్మమ చతుర్దిశి ప్రకాశితవతీ|
7 ୭ ମୁଇ ବୁଏଁ ଉମ୍ତାଡିଅଇ ଅଦ୍ରିଗାଲି ଆରି ମର୍ପାଇ ଏ କାତା ସୁନ୍ଲି, ସାଉଲ୍, ସାଉଲ୍! ମକେ ତୁଇ କାଇକେ କସ୍ଟ ଦେଲୁସ୍ନି?
తతో మయి భూమౌ పతితే సతి, హే శౌల హే శౌల కుతో మాం తాడయసి? మామ్ప్రతి భాషిత ఏతాదృశ ఏకో రవోపి మయా శ్రుతః|
8 ୮ ମୁଇ ପାଚାର୍ଲି, “ମାପ୍ରୁ, ତମେ କେ? ସେ ମକେ କଇଲା, ‘ତମେ ଜାକେ କସ୍ଟ ଦେଲାସ୍ନି’ ମୁଇ ସେ ନାଜରିତର୍ ଜିସୁ ।”
తదాహం ప్రత్యవదం, హే ప్రభే కో భవాన్? తతః సోఽవాదీత్ యం త్వం తాడయసి స నాసరతీయో యీశురహం|
9 ୯ ମର୍ସଙ୍ଗ୍ ରଇଲା ଲକ୍ ସେ ଉଜଲ୍ ଦେକ୍ଲାଇ, ମାତର୍ ମର୍ ସଙ୍ଗ୍ କାତା ଅଇବା ଲକର୍ ସର୍ ସୁନି ନାପାର୍ଲାଇ ।
మమ సఙ్గినో లోకాస్తాం దీప్తిం దృష్ట్వా భియం ప్రాప్తాః, కిన్తు మామ్ప్రత్యుదితం తద్వాక్యం తే నాబుధ్యన్త|
10 ୧୦ ମୁଇ ପାଚାର୍ଲି, “ମାପ୍ରୁ, ମୁଇ କାଇଟା କର୍ବି?” ମାପ୍ରୁ ମକେ କଇଲା, “ଉଟ୍, ଆରି ଦାମାସ୍କସେ ଜାଆ, ପରମେସର୍ ତର୍ ପାଇ ଜନ୍ କାମ୍ ଟିକ୍ କଲା ଆଚେ, ସେଟା ତମ୍କେ ତେଇ ଜାନାଇ ଦିଆଅଇସି ।”
తతః పరం పృష్టవానహం, హే ప్రభో మయా కిం కర్త్తవ్యం? తతః ప్రభురకథయత్, ఉత్థాయ దమ్మేషకనగరం యాహి త్వయా యద్యత్ కర్త్తవ్యం నిరూపితమాస్తే తత్ తత్ర త్వం జ్ఞాపయిష్యసే|
11 ୧୧ ସେ ଉଜଲ୍ ଏତେକ୍ ଉଜଲ୍ ରଇଲା ଜେ, ସେ ଉଜଲର୍ ବପୁ ସଙ୍ଗ୍, ମୁଇ କାଣା ଅଇଜାଇରଇଲି । ସେଟାର୍ପାଇ ମର୍ ସଙ୍ଗ୍, ଜିବା ଲକ୍ମନ୍, ମର୍ ଆତେ ଦାରି, ମକେ ଦାମାସ୍କସେ ଡାକିନେଲାଇ ।
అనన్తరం తస్యాః ఖరతరదీప్తేః కారణాత్ కిమపి న దృష్ట్వా సఙ్గిగణేన ధృతహస్తః సన్ దమ్మేషకనగరం వ్రజితవాన్|
12 ୧୨ ଦାମାସ୍କାସେ ଅନନିଅ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆମର୍ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍ ସବୁ ତାକେ ବେସି ନାମ୍ତେ ରଇଲାଇ ।
తన్నగరనివాసినాం సర్వ్వేషాం యిహూదీయానాం మాన్యో వ్యవస్థానుసారేణ భక్తశ్చ హనానీయనామా మానవ ఏకో
13 ୧୩ ସେ ମର୍ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍, ତୁଇ ଆଁକି ଆରି ତରେକ୍ ଦେକ୍ ।” ଟିକ୍ ସେ ଦାପ୍ରେ, ମୁଇ ଆରି ତରେକ୍ ଦେକ୍ବା ବପୁ ପାଇଲି ।
మమ సన్నిధిమ్ ఏత్య తిష్ఠన్ అకథయత్, హే భ్రాతః శౌల సుదృష్టి ర్భవ తస్మిన్ దణ్డేఽహం సమ్యక్ తం దృష్టవాన్|
14 ୧୪ ସେ କଇଲା, “ଆମର୍ ଆନିଦାଦିର୍ ମାପ୍ରୁ ସେ ମନ୍କର୍ବାଟା ଜାନ୍ବାକେ, ତାର୍ ଦରମର୍ ଦାଙ୍ଗ୍ଡାକେ ଦେକ୍ବାକେ ଆରି ତାର୍ କାତା ସୁନ୍ବାକେ, ତକେ ବାଚ୍ଲା ଆଚେ ।
తతః స మహ్యం కథితవాన్ యథా త్వమ్ ఈశ్వరస్యాభిప్రాయం వేత్సి తస్య శుద్ధసత్త్వజనస్య దర్శనం ప్రాప్య తస్య శ్రీముఖస్య వాక్యం శృణోషి తన్నిమిత్తమ్ అస్మాకం పూర్వ్వపురుషాణామ్ ఈశ్వరస్త్వాం మనోనీతం కృతవానం|
15 ୧୫ ତୁଇ କାଇଟା ଦେକିଆଚୁସ୍ ଆରି ସୁନି ଆଚୁସ୍, ସେଟା ସବୁ ଲକର୍ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍ ସାକି ଅଇସୁ ।
యతో యద్యద్ అద్రాక్షీరశ్రౌషీశ్చ సర్వ్వేషాం మానవానాం సమీపే త్వం తేషాం సాక్షీ భవిష్యసి|
16 ୧୬ ଆରି କାଇକେ ଅଲ୍ସମ୍ କଲୁସ୍ନି? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।”
అతఏవ కుతో విలమ్బసే? ప్రభో ర్నామ్నా ప్రార్థ్య నిజపాపప్రక్షాలనార్థం మజ్జనాయ సముత్తిష్ఠ|
17 ୧୭ “ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍ ମନ୍ଦିରେ ପାର୍ତନା କର୍ବାବେଲେ, ମକେ ମାପ୍ରୁର୍ ଦର୍ସନ୍ ମିଲ୍ଲା ।
తతః పరం యిరూశాలమ్నగరం ప్రత్యాగత్య మన్దిరేఽహమ్ ఏకదా ప్రార్థయే, తస్మిన్ సమయేఽహమ్ అభిభూతః సన్ ప్రభూం సాక్షాత్ పశ్యన్,
18 ୧୮ ମାପ୍ରୁ ମକେ ନିଜେ ଦେକାଇଅଇ କଇଲା, ଦାପ୍ରେ ଜିରୁସାଲମ୍ ଚାଡି ଉଟି ଜା, କାଇକେ ବଇଲେ ଇତିର୍ ଲକ୍ମନ୍ ମର୍ ବିସଇ, ତୁଇ ସାକିଦେବାଟା ନ ନାମତ୍ ।”
త్వం త్వరయా యిరూశాలమః ప్రతిష్ఠస్వ యతో లోకామయి తవ సాక్ష్యం న గ్రహీష్యన్తి, మామ్ప్రత్యుదితం తస్యేదం వాక్యమ్ అశ్రౌషమ్|
19 ୧୯ ମୁଇ କଇଲି “ମାପ୍ରୁ, ମୁଇ ପାର୍ତନା ଗର୍ମନ୍କେ ଜାଇ, ତମ୍କେ ବିସ୍ବାସ୍ କର୍ବା ଲକ୍ମନ୍କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍ ମାରି ରଇଲି, ଏଟା ସେମନ୍ ନିକ ସଙ୍ଗ୍ ଜାନତ୍ ।
తతోహం ప్రత్యవాదిషమ్ హే ప్రభో ప్రతిభజనభవనం త్వయి విశ్వాసినో లోకాన్ బద్ధ్వా ప్రహృతవాన్,
20 ୨୦ ଆରି ଜେଡେବେଲ୍ ତମର୍ ସାକି ଦେଇ ରଇବା ତିପାନ୍କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍ ବେଟ୍ଲା ବସ୍ତର୍ ଜାଗି ରଇଲି ।”
తథా తవ సాక్షిణః స్తిఫానస్య రక్తపాతనసమయే తస్య వినాశం సమ్మన్య సన్నిధౌ తిష్ఠన్ హన్తృలోకానాం వాసాంసి రక్షితవాన్, ఏతత్ తే విదుః|
21 ୨୧ ମାପ୍ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍ମନର୍ ଲଗେ ପାଟାଇବି ।”
తతః సోఽకథయత్ ప్రతిష్ఠస్వ త్వాం దూరస్థభిన్నదేశీయానాం సమీపం ప్రేషయిష్యే|
22 ୨୨ ପାଉଲ୍ ଏ କାତା କଇବାଜାକ ଲକ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ, ମାତର୍ ତାର୍ ପଚେ ସେମନ୍ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍କରାଇ ଦିଆସ୍! ମରାଇ ଦିଆସ୍, ସେନ୍ତା ଲକ୍ ଜିଇବାକେ ଲଡା ନାଇ!”
తదా లోకా ఏతావత్పర్య్యన్తాం తదీయాం కథాం శ్రుత్వా ప్రోచ్చైరకథయన్, ఏనం భూమణ్డలాద్ దూరీకురుత, ఏతాదృశజనస్య జీవనం నోచితమ్|
23 ୨୩ ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ ।
ఇత్యుచ్చైః కథయిత్వా వసనాని పరిత్యజ్య గగణం ప్రతి ధూలీరక్షిపన్
24 ୨୪ ରମିୟ ସନିଅମନର୍ ମୁକିଆ ପାଉଲ୍କେ ଗଡ୍ ବିତ୍ରେ ଦାରିଜିବାକେ ସନିଅମନ୍କେ ତିଆର୍ଲା ଆରି ଜିଉଦିମନ୍ କାଇକେ ତାର୍ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍ବାକେ ପାଉଲ୍କେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା ।
తతః సహస్రసేనాపతిః పౌలం దుర్గాభ్యన్తర నేతుం సమాదిశత్| ఏతస్య ప్రతికూలాః సన్తో లోకాః కిన్నిమిత్తమ్ ఏతావదుచ్చైఃస్వరమ్ అకుర్వ్వన్, ఏతద్ వేత్తుం తం కశయా ప్రహృత్య తస్య పరీక్షాం కర్త్తుమాదిశత్|
25 ୨୫ ମାତର୍ ସେମନ୍ ତାକେ କର୍ଡା ମାର୍ବାକେ ବାନ୍ଦିରଇଲା ବେଲେ, ପାଉଲ୍ ତେଇ ରଇବା ଗଟେକ୍ ଅଦିକାରିକେ କଇଲା, “କାଇ ଦସ୍ ନ ରଇକରି ଏବେ ଜାକ ବିଚାର୍ନା ନ ଅଇରଇବା ଗଟେକ୍ ରମିଅ ଲକ୍କେ କର୍ଡା ସଙ୍ଗ୍ ମାର୍ବାଟା, ଏଟା ତୁଇ ନିୟମ୍ ମାନ୍ଲୁସ୍ନି କି?”
పదాతయశ్చర్మ్మనిర్మ్మితరజ్జుభిస్తస్య బన్ధనం కర్త్తుముద్యతాస్తాస్తదానీం పౌలః సమ్ముఖస్థితం శతసేనాపతిమ్ ఉక్తవాన్ దణ్డాజ్ఞాయామ్ అప్రాప్తాయాం కిం రోమిలోకం ప్రహర్త్తుం యుష్మాకమ్ అధికారోస్తి?
26 ୨୬ ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍!”
ఏనాం కథాం శ్రుత్వా స సహస్రసేనాపతేః సన్నిధిం గత్వా తాం వార్త్తామవదత్ స రోమిలోక ఏతస్మాత్ సావధానః సన్ కర్మ్మ కురు|
27 ୨୭ ସନିଅମନର୍ ମୁକିଅ ପାଉଲର୍ ଲଗେ ଜାଇ ପାଚାର୍ଲା, “ସତଇସେ ତମେ କାଇ, ରମିଅ ଲକ୍ କି?” ପାଉଲ୍ ଉତର୍ ଦେଲା “ଉଁ ।”
తస్మాత్ సహస్రసేనాపతి ర్గత్వా తమప్రాక్షీత్ త్వం కిం రోమిలోకః? ఇతి మాం బ్రూహి| సోఽకథయత్ సత్యమ్|
28 ୨୮ ସେନାପତି କଇଲା, “ମୁଇ ରମିଅ ସର୍କାର୍କେ ଡାବୁ ଦେଇକରି ଗଟେକ୍ ରମିଅ ଲକ୍ ଅଇଲି ଆଚି ।” ପାଉଲ୍ କଇଲା “ମାତର୍ ମୁଇ ଜନମ୍ କଲାବେଲେଅନି ରମିଅ ଲକ୍ ।”
తతః సహస్రసేనాపతిః కథితవాన్ బహుద్రవిణం దత్త్వాహం తత్ పౌరసఖ్యం ప్రాప్తవాన్; కిన్తు పౌలః కథితవాన్ అహం జనునా తత్ ప్రాప్తోఽస్మి|
29 ୨୯ ଏଟା ସୁନିକରି ଜନ୍ଲକ୍ମନ୍ ପାଉଲ୍କେ ପାଚାର୍ବାର୍ ଜାଇରଇଲାଇ, ସେମନ୍ ପଚ୍କେ ଗୁଚ୍ଲାଇ । ପାଉଲ୍ ଗଟେକ୍ ରମିୟ ଲକ୍ ବଲି ଜାନ୍ଲାକେ, ସେମନର୍ ନେତା ମିସା ଡର୍ଲା । କାଇକେବଇଲେ ପାଉଲ୍କେ ସିକ୍ଲି ସଙ୍ଗ୍ ବାନ୍ଦ୍ବାକେ ସେ ସେ ତିଆରିରଇଲା ।
ఇత్థం సతి యే ప్రహారేణ తం పరీక్షితుం సముద్యతా ఆసన్ తే తస్య సమీపాత్ ప్రాతిష్ఠన్త; సహస్రసేనాపతిస్తం రోమిలోకం విజ్ఞాయ స్వయం యత్ తస్య బన్ధనమ్ అకార్షీత్ తత్కారణాద్ అబిభేత్|
30 ୩୦ ଜିଉଦିମନ୍ ପାଉଲ୍କେ କାଇବଲି ନିନ୍ଦା କର୍ତେରଇଲାଇ, ସେଟା ଜାନ୍ବାକେ ସନିଅମନର୍ ମୁକିଅ ମନ୍ କର୍ତେରଇଲା । ତେବର୍ପାଇ ତାର୍ ଆର୍କର୍ ଦିନେ ସବୁ ପୁଜାରିମନ୍କେ ଆରି ବଡ୍ ସବାର୍ ମେମର୍ମନ୍କେ ରୁଣ୍ଡାଇବାକେ ତିଆର୍ଲା । ତାର୍ ପଚେ ସେ ପାଉଲ୍କେ ବାନ୍ଦ୍ଲା ସିକ୍ଲି କୁସ୍ଲାଇ, ଦାରିକରି ଆନ୍ଲା ଆରି ବଡ୍ ସବାଇ ତାକର୍ ମୁଆଟେ ଟିଆ କରାଇଲା ।
యిహూదీయలోకాః పౌలం కుతోఽపవదన్తే తస్య వృత్తాన్తం జ్ఞాతుం వాఞ్ఛన్ సహస్రసేనాపతిః పరేఽహని పౌలం బన్ధనాత్ మోచయిత్వా ప్రధానయాజకాన్ మహాసభాయాః సర్వ్వలోకాశ్చ సముపస్థాతుమ్ ఆదిశ్య తేషాం సన్నిధౌ పౌలమ్ అవరోహ్య స్థాపితవాన్|