< ପେରିତ୍‌ 20 >

1 ଗଣ୍ଡ୍‍ଗଲ୍‌ ବନ୍ଦ୍‌ ଅଇଲା ପଚେ, ପାଉଲ୍‌ ବିସ୍‌ବାସିମନ୍‌କେ ଗଟେକ୍‌ତେଇ ରୁଣ୍ଡାଇ ସାର୍‌ଦାର୍‌ କାତା ସୁନାଇଲା । ସେମନ୍‌କେ ଜିବିବେ ବଲି କଇ, ତେଇଅନି ବାରଇ ମାକେଦନିଆଇ ଗାଲା ।
And after the tumult was over, Paul sent for the disciples to him, and having embraced them, departed to go into Macedonia.
2 ତେଇର୍‌ ସବୁ ଜାଗାଇ ଗାଲା, ଆରି ବେସି ଲକ୍‌ମନ୍‌କେ ଉପ୍‌ଦେସ୍‌ ଦେଇ, ସାର୍‌ଦା କରାଇଲା, ତାର୍‌ପଚେ ସେ ଗିରିସେ ଗାଲା ।
And having passed through those parts, and given them much exhortation, he came into Greece.
3 ତେଇ ସେ ତିନ୍‌ ମାସ୍‌ ରଇଲା, ଆରି ସିରିଆଇ ଜିବାକେ ତିଆର୍‌ ଅଇଲାବେଲେ, ଜିଉଦିମନ୍‌ ତାକର୍‌ ବିରଦେ କୁଟ୍‍ପାଁଚ୍‌ଲାଇନି ବଲି କବର୍‌ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍‌ କଲା ।
And when he had spent three months there, the Jews having laid wait for him as he was going to embark for Syria, he determined to return by Macedonia.
4 ବେରିଆତେଇ ରଇବା ପୁରର୍‌ ପଅ ସପାତର୍‌, ତେସ୍‌ଲନିକିୟ ଆରିସ୍‌ତାକସ୍‌ ଆରି ସେକୁଦ୍‌, ଦର୍‌ବିର୍‌ ଗାୟ, ଏସିଆ ଦେସର୍‌ ତୁକିକ୍‌, ତର୍‌ପିମ୍‌ ଆରି ତିମତି ।
And there accompanied him to Asia, Sopater the Berean, and of the Thessalonians Aristarchus and Secundus, and Gaius of Derbe, and Timothy: and the Asiatics,
5 ସେମନ୍‌ ଆଗ୍‌ତୁ ଜାଇ ତରିୟାଇ ଆମ୍‌କେ ଜାଗି ରଇଲାଇ ।
Tychicus and Trophimus, who went before and stayed for us at Troas.
6 କମିର୍‌ ନ ପାକାଇ ରୁଟି କାଇବା ପରବର୍‌ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍‌ ଦିନ୍‌ ପଚେ ତରୟାଇ ସେମନର୍‌ ସଙ୍ଗ୍‍ ମିସ୍‌ଲୁ ଆରି ତେଇ ଗଟେକ୍‌ ଆଟ୍‌ ଜାକ ରଇଲୁ ।
And after the days of unleavened bread we sailed from Philippi, and came to them at Troas in five days, where we spent seven days.
7 ଆଟର୍‌ ପର୍‌ତୁମ୍‌ ଦିନର୍‌ ସଞ୍ଜ୍‌ବେଲାଇ ଆମେ ସବୁଲକ୍‌ ମିସି କାଇବାକେ ରୁଣ୍ଡ୍‌ଲୁ । ପାଉଲ୍‌ ଲକ୍‌ମନ୍‌କେ ମଜାରାତି ଜାକ ଉପ୍‌ଦେସ୍‌ ଦେଲା । କାଇକେବଇଲେ ତାର୍‌ ଆର୍‌କର୍‌ ଦିନେ ସେ ଜାଗା ଚାଡି ଜିବାର୍‌ ରଇଲା ।
And upon the first day of the week, when the disciples were assembled together to break bread, Paul being about to depart on the morrow, preached unto them, and continued his discourse till midnight.
8 ଜନ୍‌ ଉପର୍‌ ତାଲାର୍‌ ବାକ୍‌ରାଇ ଆମେ ସବା କର୍‌ତେ ରଇଲୁ, ତେଇ ବେସି ବତିମନ୍‌ ଲାଗିରଇଲା ।
And there were many lamps in the upper room where they were assembled.
9 ତେଇ ଇଉଟିକସ୍‌ ନାଉଁର୍‌ ଗଟେକ୍‌ ଦାଙ୍ଗ୍‌ଡା କିଡ୍‌କି ଲଗେ ବସି ରଇଲା । ପାଉଲ୍‌ କାତା କଇବା ବେଲାଇ, ତାକେ ଗୁନ୍‌ ଡାବି ଆଇଲା, ସେ ଗୁନର୍‌ ଲାଡେ, ତିନ୍‌ତାଲାର୍‌ ଗର୍‌ ଉପ୍‌ରେଅନି ତଲେ ଅଦ୍‌ରିଦେଲା । ସେମନ୍‌ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।
And a young man named Eutychus, who sat in a window, falling into a deep sleep, as Paul was discoursing for a long time, sunk down and fell from the third story, and was taken up dead.
10 ୧୦ ମାତର୍‌ ପାଉଲ୍‌ ତଲ୍‌କେ ଉତ୍‌ରି ଆସି ତାକେ ପାଟାଲି, ଦାରି କଇଲା, “ଡରା ନାଇ । ତାକେ ଜିବନ୍‌ ଆଚେ ।”
And Paul went down and leaned over him, and took him up and said, Be not disturbed; for his life is in him.
11 ୧୧ ତାର୍‌ପଚେ ସେ ଉପ୍‌ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍‌ ଉଦ୍‌ବାଜାକ ସେମନର୍‌ ସଙ୍ଗ୍‍ ବେସି କାତାବାର୍‌ତା ଅଇ ତେଇଅନି ବାରଇଲା ।
Then he went up again, and having broken bread and eaten, and conversed with them a considerable time, even till break of day, he departed.
12 ୧୨ ଲକ୍‌ମନ୍‌ ଦାଙ୍ଗ୍‌ଡାକେ ଜିବନ୍‌ ରଇଲାଟା ଦେକି ତାର୍‌ ଗରେ ଦାରିଗାଲାଇ ଆରି ସାର୍‌ଦା ଅଇଲାଇ ।
And they brought in the young man alive, and were not a little comforted.
13 ୧୩ ଆମେ ଆଗ୍‌ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍‌କେ ଜାଜେ ନେଇଜିବାକେ ଟିକ୍‌ କରିରଇଲୁ । କାଇକେବଇଲେ ସେ ସମ୍‌ଦୁର୍‌ବାଟେ ଜାଇ, ସେ ଜାଗାଇ କେଟ୍‌ବି ବଲି କଇରଇଲା ।
But we went before to the ship, and sailed to Assos, being there to take in Paul: for so he had appointed, designing himself to go on foot.
14 ୧୪ ସେ ଜେଡେବେଲା ଆମ୍‌କେ ଆସସେ ବେଟ୍‌ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ ।
And as soon as he joined us at Assos, we took him in and came to Mitylene.
15 ୧୫ ତେଇଅନି ଆରି ଜିବାର୍‌ଦାରି ତାର୍‌ ଆର୍‌କର୍‌ ଦିନେ କିଅସ୍‌ ଲଗେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ । ଆରି ଗଟେକ୍‌ ଦିନ୍‌ ପଚେ ଆମସେ କେଟ୍‌ଲୁ । ତାର୍‌ ଆର୍‌କର୍‌ ଦିନେ ମିଲିଟସେ କେଟ୍‌ଲୁ ।
And sailing from thence we came the next day over against Chios; and the day following we arrived at Samos, and stopping at Trogyllium, we came the day after to Miletus.
16 ୧୬ ଆସିଆ ରାଇଜେ ଆରି ବେସି ଦିନ୍‌ ନ ରଇକରି, ଏପିସସ୍‌ କଣ୍ଡିକଣ୍ଡି ଜାଜ୍‌ ଚାଲାଇବାକେ ପାଉଲ୍‌ ଟିକ୍‌ କଲା । ଜଦି ଅଇପାର୍‌ସି, ପେନ୍‌ଟିକସ୍‌ଟ୍‌ ଦିନେ ଜିରୁସାଲାମ୍‌ କେଟ୍‌ବାକେ ସେ ତେରେପେତେ ଅଇତେ ରଇଲା ।
For Paul had determined to sail by Ephesus, that he might not spend time in Asia: for he endeavoured, if it were possible, to be at Jerusalem on the day of Pentecost.
17 ୧୭ ପାଉଲ୍‌ ମିଲିଟସେଅନି ଏପିସି ମଣ୍ଡଲିର୍‌ ପାର୍‌ଚିନ୍‌ ମନ୍‌କେ ତାର୍‌ ସଙ୍ଗ୍‍ ମିସ୍‌ବାକେ ଡାକାଇଲା ।
But he sent from Miletus to Ephesus, and called the elders of the church.
18 ୧୮ ସେମନ୍‌ ଆସି କେଟ୍‌ଲାକେ ପାଉଲ୍‌ କଇଲା, “ରମିୟ ରାଇଜର୍‌ ଆସିଆଇ କେଟ୍‌ଲା ପର୍‌ତୁମ୍‌ ଦିନେଅନି, କେନ୍ତି ତମର୍‌ ସଙ୍ଗ୍‍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍‌ ।
And when they were come to him, he said unto them, Ye know in what manner I behaved among you all the time, from the first day that I came into Asia.
19 ୧୯ ଜିଉଦିମନର୍‌ କୁଟ୍‌ ପାଁଚ୍‌ନାର୍‌ ଲାଗି, ମକେ ଜନ୍‌ ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ବାକେ ପଡ୍‌ଲା, ସେ ବିତ୍‌ରେ ମୁଇ ପରମେସରର୍‌ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍‌ ତଲେକରି, କାମ୍‌ କଲିଆଚି ।
Serving the Lord with all humility, and many tears, and trials which befel me by the ambushes of the Jews.
20 ୨୦ ତମେ ଜାନିଆଚାସ୍‌, ଲକ୍‌ମନର୍‌ ଲଗେ କବର୍‌ ଜାନାଇଲାବେଲେ ଆରି ତମର୍‌ ଗର୍‌ମନ୍‌କେ ଉପ୍‌ଦେସ୍‌ ଦେଲାବେଲେ, ତମର୍‌ ଉପ୍‌କାର୍‌ ଅଇଲାପାରା କାଇ ବିସଇ ମିସା ଜାନାଇବାକେ ମୁଇ ଦୁଇମନିଆ ଅଇନାଇ ।”
And how I with-held nothing that was useful, but have declared it to you, and have taught you publicly and from house to house:
21 ୨୧ ଜିଉଦି ଆରି ଗିରିକ୍‌ ଲକ୍‌ମନ୍‌କେ ସବୁକେ ମୁଇ ଡାଟ୍‌ ସଙ୍ଗ୍‍ ଜାଗ୍‍ରତ୍‌ ରଇବା କାତା ସୁନାଇ ରଇଲି, ଜେନ୍ତାରିକି, ସେମନ୍‌ ପାପେଅନି ବାଉଡିକରି ପର୍‌ମେସରର୍‌ ବାଟେ ମନ୍‌ ଦେଅତ୍‌ ଆରି ମାପ୍‌ରୁ ଜିସୁକେ ବିସ୍‌ବାସ୍‌ କରତ୍‌ ।
testifying both to the Jews and Greeks, repentance towards God, and faith in our Lord Jesus Christ.
22 ୨୨ ଏବେ ସୁକଲ୍‌ଆତ୍‌ମାର୍‌ ଚାଲ୍‌ନାଦେଲା ଆଦେସ୍‌ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
And now, being constrained by the spirit, behold I am going to Jerusalem, not knowing what will befal me there:
23 ୨୩ ସୁକଲ୍‌ଆତ୍‌ମା ମକେ ଜାଗ୍‍ରତ୍‌ କରିଦେଇ ଆଚେ ଜେ, ମୁଇ ସବୁ ନଅରେ ବନ୍ଦି ଗରେ ରଇକରି କସ୍‌ଟ ପାଇବି ।
save that the holy Spirit testifieth in every city, that bonds and afflictions await me.
24 ୨୪ ମର୍‌ ନିଜର୍‌ ଜିବନ୍‌, ମର୍‌ ପାଇ, ମୁଇ ଇନ୍‌ କଲିନି । ପର୍‌ମେସରର୍‌ ଜିବନ୍‌ ଦୁକାଇଲା ବିସଇ ଆରି ମାପ୍‌ରୁ ଜିସୁ ଜନ୍‌ କାତା ଜାନାଇବାକେ ମକେ ଦାଇତ୍‌ ଦେଲାଆଚେ, ସେଟା ସାରାଇବି ଆରି ସୁବ୍‌ କବର୍‌ ଜାନାଇବାଟା ପୁରାପୁରୁନ୍‌ କର୍‌ବି । ଏତ୍‌କି ସେ ମୁଇ ମନ୍‌ କଲିନି ।
But none of these things move me, nor do I account my life dear, so that I may finish my course with joy, and the ministry which I have received of the Lord Jesus, to testify the gospel of the grace of God.
25 ୨୫ “ପର୍‌ମେସରର୍‌ ରାଇଜ୍‌ ବିସଇ ଜାନାଇବାକେ ମୁଇ ତମର୍‌ ସବୁ ଲକର୍‌ ଲଗେ ଜାଇଆଚି । ଏବେ ମୁଇ ଜାନିଆଚି, ତମର୍‌ ବିତ୍‌ରେଅନି କେମିସା ମର୍‌ ମୁଁ କେବେ ଦେକି ନାପାରାସ୍‌ ।
And now behold I know that ye all, among whom I have gone preaching the kingdom of God, shall see my face no more.
26 ୨୬ ତେବର୍‌ପାଇ ଆଜି ବେଲା ମିଲ୍‌ଲା ଆଚେ ବଲି ମୁଇ ଡାଟ୍‌ ସଙ୍ଗ୍‍ ତମ୍‌କେ ଜାନାଇଲିନି । ତମର୍‌ ବିତ୍‌ରେଅନି କେ ଜଦି ବାଟ୍‌ ବାନା ଅଇଗାଲେ, ସେଟାର୍‌ପାଇ ମୁଇ ଦାଇ ନଇ ।
Wherefore I call you to witness this day, that I am clear from the blood of all men.
27 ୨୭ କାଇକେବଇଲେ ତମର୍‌ଟାନେ ପର୍‌ମେସରର୍‌ ସବୁଜାକ ଆଦେସ୍‌ ଜାନାଇବାକେ, ମୁଇ ଦୁଇମନିଆ ଅଇନାଇ ।
For I have not failed to declare unto you all the counsel of God.
28 ୨୮ ତେବର୍‌ପାଇ ତମେ ନିଜର୍‌ ବିସଇ ଆରି ସୁକଲ୍‌ଆତ୍‌ମା ତାର୍‌ ସତ୍‌ ଗିଆନେ ଜନ୍‌ ବିସ୍‌ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍‍ରତ୍‌ ଉଆ । ମେଣ୍ଡା ଚାରାଉ ଗଉଡ୍‌ପାରା ପରମେସରର୍‌ ମଣ୍ଡଲିର୍‌ ଜତନ୍‌ ନିଆ । ସେ ମଣ୍ଡଲିକେ ପରମେସର୍‌ ତାର୍‌ ନିଜର୍‌ ବନିଦେଇ ଗେନିଆଚେ ।
Take heed therefore to yourselves, and to all the flock, in which the holy Spirit hath appointed you bishops, to feed the church of God, which He purchased with his own blood.
29 ୨୯ ମୁଇ ଜାନିଆଚି, ମୁଇ ଗାଲାପଚେ ତମର୍‌ ବିତ୍‌ରେ ଅପର୍‌ବଲ୍‌ ଗଦଡୁର୍‌କାମନ୍‌ ଆଇବାଇ ଆରି ମେଣ୍ଡାରାସିକେ ଚିନ୍‌ ଚତର୍‌ କରିସେ ଚାଡ୍‌ବାଇ ।
For I know this, that after my departure grievous wolves will enter in among you, not sparing the flock.
30 ୩୦ ବେଲା ଆଇସି, ତମର୍‌ ନିଜର୍‌ ଦଲର୍‌ କେତେ ଲକ୍‌ ବିସ୍‌ବାସିମନ୍‌କେ ମିଚ୍‌ କାତା କଇ ତାକର୍‌ ବାଟେ ଡାକି ନେବାଇ ।
And from among yourselves shall men arise, speaking perverse things to draw away disciples after them.
31 ୩୧ ସେ ବେଲେ ତମେ ଜାଗ୍‍ରତ୍‌ ଅଇ ରୁଆ । ମୁଇ ତିନ୍‌ ବରସ୍‌ ଜାକ ଦିନ୍‌ ରାତି ଆଁସୁପାନି ଜରାଇ, ତମ୍‌କେ ଗଟେକ୍‌ ଗଟେକ୍‌ କରି, ସବୁ ଲକ୍‌କେ ସିକାଇ ଆଚି, ଏ କାତା ଏତାଇରୁଆ ।”
Watch therefore, remembering that for the space of three years I ceased not by night and by day to warn every one with tears.
32 ୩୨ “ଏବେ ମୁଇ ତମ୍‌କେ ପରମେସର୍‍କେ, ଆରି ତାର୍‌ ଜିବନ୍‌ ଦୁକାଇବା ବାକିଅଟାନେ ସର୍‌ପି ଦେଲିନି । ସେ ବାକିଅ ତମ୍‌କେ ଡାଟ୍‌ କରାଇସି ଆରି ପରମେସରର୍‌ ଲକ୍‌ମନର୍‌ ପାଇ ଅଇବା ସବୁ ଆସିର୍‌ବାଦ୍‌ ତମ୍‌କେ ଦେଇପାର୍‌ସି ।
And now, my brethren, I recommend you to God, and to the word of his grace: who is able to edify you, and to give you an inheritance among all that are sanctified.
33 ୩୩ ମୁଇ କାର୍‌ ସୁନା, ରୁପା କି ଲୁଗାପଚିଆ ମିଲାଇବି ବଲି ଆସା କରିନାଇ ।
I have coveted no one's silver, or gold, or apparel:
34 ୩୪ ମର୍‌ ଏ ଦୁଇଟା ଆତେ କସ୍‌ଟ କରି, ମର୍‌ ପାଇ ଆରି ମର୍‌ସଙ୍ଗ୍‍ ରଇବାଲକର୍‌ ପାଇ, ଦର୍‌କାର୍‌ ରଇଲାଟା ପୁରାପୁରୁନ୍‌ କଲିଆଚି ଏଟା ତମେ ଜାନିଆଚାସ୍‌ ।
and ye yourselves know that these hands have ministred to my necessities, and to those that were with me.
35 ୩୫ ମିଲାଇବାଟାନେଅନି ଦାନ୍‌ଦେବାଟା ଅଦିକ୍‌ ସାର୍‌ଦାର୍‌ ବିସଇ ଅଇରଇସି । ନିଜେ ଜିସୁ ମାପ୍‌ରୁ ଏ ବାକିଅ ସୁମର୍‌ନା କରିରଇଲା । ଏନ୍ତାରି କସ୍‌ଟ କାମେଅନି ନାପାର୍‌ଲା ଲକ୍‌ମନ୍‌କେ ସାଇଜ କର୍‌ବାର୍‌ ଆଚେ । ଏ ବିସଇ ମୁଇ ତମ୍‌କେ ସବୁବେଲେ କରିଦେକାଇଆଚି ।”
I have shewed you in all things, that by labouring thus ye ought to support the infirm; and to remember the words of the Lord Jesus, who said, It is more blessed to give than to receive.
36 ୩୬ ଏ ସବୁ କାତା କଇସାରାଇ ପାଉଲ୍‌ ସେମନର୍‌ ସଙ୍ଗ୍‍ ମାଣ୍ଡିକୁଟା ଦେଇ ପାର୍‌ତନା କଲା ।
And when he had said these things, he kneeled down, and prayed with them all.
37 ୩୭ ସବୁ ଲକ୍‌ କାନ୍ଦି କାନ୍ଦି କରି ପାଉଲ୍‌କେ ପାଟାଲିକରି ଚୁମ୍‍ଚାଟ୍‌ କରି ପାଟାଇଦେଲାଇ ।
And they were all much grieved, and fell on Paul's neck, and kissed him: sorrowing most of all at the word which he spake,
38 ୩୮ ପାଉଲ୍‌ ସେମନ୍‌କେ “ତମେ ଆରି ମକେ ଦେକିନାପାରାସ୍‌ ।” ବଲି କଇରଇଲାକେ, ସେମନ୍‌ ବେସି ମନ୍‌ଦୁକ୍‌ ଅଇଜାଇରଇଲାଇ । ଲକ୍‌ମନ୍‌ ପାଉଲ୍‌କେ ପାଟାଇ ଦେବାକେ, ଜାଜେ ନେଇ ଚାଡ୍‌ଲାଇ ।
that they should see his face no more. And they accompanied him to the ship.

< ପେରିତ୍‌ 20 >