< ପେରିତ୍ 2 >
1 ୧ ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ ।
అపరఞ్చ నిస్తారోత్సవాత్ పరం పఞ్చాశత్తమే దినే సముపస్థితే సతి తే సర్వ్వే ఏకాచిత్తీభూయ స్థాన ఏకస్మిన్ మిలితా ఆసన్|
2 ୨ ଅଟାତ୍ ଆକାସେଅନି ବେସି ପବନ୍ ଆଇଲାପାରା ଗଟେକ୍ ସବଦ୍ ଅଇଲା । ଆରି ଜନ୍ ଗରେ ସେମନ୍ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍ ଅଇଲା ।
ఏతస్మిన్నేవ సమయేఽకస్మాద్ ఆకాశాత్ ప్రచణ్డాత్యుగ్రవాయోః శబ్దవద్ ఏకః శబ్ద ఆగత్య యస్మిన్ గృహే త ఉపావిశన్ తద్ గృహం సమస్తం వ్యాప్నోత్|
3 ୩ ତାର୍ପଚେ ସେମନ୍ ଦେକ୍ଲାଇ, କେତେଟା ଜଇଜିବ୍ ଉଦ୍ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍ବାସିମନ୍କେ ଚିଇଲା ।
తతః పరం వహ్నిశిఖాస్వరూపా జిహ్వాః ప్రత్యక్షీభూయ విభక్తాః సత్యః ప్రతిజనోర్ద్ధ్వే స్థగితా అభూవన్|
4 ୪ ସେମନ୍ ସବୁଲକ୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲାଇ ଆରି ଆତ୍ମା ଦେଲା ବପୁ ଇସାବେ ନାଜାନ୍ଲା ବାସାମନର୍ ସଙ୍ଗ୍ କାତା ଅଇବାର୍ ଦାର୍ଲାଇ ।
తస్మాత్ సర్వ్వే పవిత్రేణాత్మనా పరిపూర్ణాః సన్త ఆత్మా యథా వాచితవాన్ తదనుసారేణాన్యదేశీయానాం భాషా ఉక్తవన్తః|
5 ୫ ଜଗତର୍ ବିନ୍ ବିନ୍ ଦେସେଅନି ଆସିରଇଲା ଜିଉଦି ଲକ୍ମନ୍ ସେଡ୍କିବେଲେ ଜିରୁସାଲମେ ରଇଲାଇ ।
తస్మిన్ సమయే పృథివీస్థసర్వ్వదేశేభ్యో యిహూదీయమతావలమ్బినో భక్తలోకా యిరూశాలమి ప్రావసన్;
6 ୬ ଏନ୍ତାରି ଅଇଲାଟା ଦେକି ସେମନ୍ ସାର୍ଦା ଅଇଗାଲାଇ । କାଇକେବଇଲେ ସେ ବିସ୍ବାସିମନ୍ ତାକର୍ ତାକର୍ ବାସାଇ କାତା ଅଇବାଟା ସେମନ୍ ସୁନ୍ଲାଇ ।
తస్యాః కథాయాః కింవదన్త్యా జాతత్వాత్ సర్వ్వే లోకా మిలిత్వా నిజనిజభాషయా శిష్యాణాం కథాకథనం శ్రుత్వా సముద్విగ్నా అభవన్|
7 ୭ ସେମନର୍ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍ମନ୍ ଗାଲିଲିଅନି ନଅତ୍ କି?
సర్వ్వఏవ విస్మయాపన్నా ఆశ్చర్య్యాన్వితాశ్చ సన్తః పరస్పరం ఉక్తవన్తః పశ్యత యే కథాం కథయన్తి తే సర్వ్వే గాలీలీయలోకాః కిం న భవన్తి?
8 ୮ ସେନ୍ତିଆଲେ ଆମେ କେନ୍ତି ସେମନ୍କେ ଆମର୍ ନିଜର୍ ନିଜର୍ ଜନମ୍ ଜାଗାର୍ ବାସାଇ କାତା ଅଇବାଟା ସୁନିଆଚୁ?
తర్హి వయం ప్రత్యేకశః స్వస్వజన్మదేశీయభాషాభిః కథా ఏతేషాం శృణుమః కిమిదం?
9 ୯ ଆମେ ପାର୍ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍ ଆରି କାପ୍ପାଦକିଆ, ପନ୍ତ୍ ଆରି ଆସିଆ,
పార్థీ-మాదీ-అరామ్నహరయిమ్దేశనివాసిమనో యిహూదా-కప్పదకియా-పన్త-ఆశియా-
10 ୧୦ ପିରିଜିଆ ଆରି ପପୁଲିଆ, ମିସର୍ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍ ଲକ୍ । ଆମର୍ ବିତ୍ରେ ରମ୍ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍ ଆଚୁ ଆରି ପଚେ ଜିଉଦି ଦରମ୍ ନେଲା ଲକ୍ ମିସା ଆଚୁ ।
ఫ్రుగియా-పమ్ఫులియా-మిసరనివాసినః కురీణీనికటవర్త్తిలూబీయప్రదేశనివాసినో రోమనగరాద్ ఆగతా యిహూదీయలోకా యిహూదీయమతగ్రాహిణః క్రీతీయా అరాబీయాదయో లోకాశ్చ యే వయమ్
11 ୧୧ ଆମର୍ ବିତ୍ରେଅନି କେତେଲକ୍ କିର୍ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍ ବିନ୍ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍ମେସର୍ କଲା ବଡ୍ ବଡ୍ କାବାଅଇଜିବା କାମ୍ ଏ ଲକ୍ମନ୍ ଆମର୍ ନିଜର୍ ନିଜର୍ ବାସାଇ କାତାଅଇବାଟା ସୁନ୍ଲୁନି ।”
అస్మాకం నిజనిజభాషాభిరేతేషామ్ ఈశ్వరీయమహాకర్మ్మవ్యాఖ్యానం శృణుమః|
12 ୧୨ ଏନ୍ତି ବଲି ସେମନ୍ ବେସି କାବାଅଇଗାଲାଇ । ଆରି ସେମନର୍ ବୁଦି ଆଜି ଗାଲା । ଆରି ତାକର୍ ତାକର୍ ବିତ୍ରେ “ଏଟା କେନ୍ତାର୍ ଅଇଲା ତେବେ?” ବଲି ସବୁ ବେଲେ ପାଚାର୍ଉଚାର୍ ଅଇତେ ରଇଲାଇ ।
ఇత్థం తే సర్వ్వఏవ విస్మయాపన్నాః సన్దిగ్ధచిత్తాః సన్తః పరస్పరమూచుః, అస్య కో భావః?
13 ୧୩ ମାତର୍ ବିନ୍ ଲକ୍ମନ୍ ବିସ୍ବାସିମନ୍କେ କିଜାଇକରି କଇଲାଇ, “ସେମନ୍ ମାତିଆଚତ୍!”
అపరే కేచిత్ పరిహస్య కథితవన్త ఏతే నవీనద్రాక్షారసేన మత్తా అభవన్|
14 ୧୪ ପିତର୍ ତାର୍ ସଙ୍ଗ୍ ରଇଲା ଏଗାର୍ଟା ପେରିତ୍ ମନର୍ ସଙ୍ଗ୍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍ ପାରା ଜିଉଦି ଲକ୍ମନ୍ ଆରି ଜିରୁସାଲମେ ରଇବା ସବୁ ବାଇମନ୍, ମର୍ କାତା ମନ୍ଦେଇ ନିମାନ୍ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍କେ ବୁଜାଇ କଇବି ।
తదా పితర ఏకాదశభి ర్జనైః సాకం తిష్ఠన్ తాల్లోకాన్ ఉచ్చైఃకారమ్ అవదత్, హే యిహూదీయా హే యిరూశాలమ్నివాసినః సర్వ్వే, అవధానం కృత్వా మదీయవాక్యం బుధ్యధ్వం|
15 ୧୫ ଏବେ ସାକ୍ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍ଲାପାରା ଏ ଲକ୍ମନ୍ ମାତତ୍ ନାଇ ।
ఇదానీమ్ ఏకయామాద్ అధికా వేలా నాస్తి తస్మాద్ యూయం యద్ అనుమాథ మానవా ఇమే మద్యపానేన మత్తాస్తన్న|
16 ୧୬ ଏଟା ଜଏଲ୍ ନାଉଁର୍ ବବିସତ୍ବକ୍ତା କଇଲା କାତା ପାରା ଗଟ୍ନା ଗଟି ଆଚେ ।”
కిన్తు యోయేల్భవిష్యద్వక్త్రైతద్వాక్యముక్తం యథా,
17 ୧୭ ସେଟା କାଇଟା ବଇଲେ ପର୍ମେସର୍ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍ବି । ମର୍ ଆତ୍ମା ଜବର୍ ଅଇତେ ସବୁବାଟର୍ ଲକ୍କେ ଦେବି । ତମର୍ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍ ଦାଙ୍ଗ୍ଡାପିଲାମନ୍କେ ମୁଇ ଦର୍ସନ୍ ଦେକାଇବି । ଆରି ଡକ୍ରା ଲକ୍ମନ୍ ମର୍ ବିସଇନେଇ ସପନ୍ ଦେକ୍ବାଇ ।
ఈశ్వరః కథయామాస యుగాన్తసమయే త్వహమ్| వర్షిష్యామి స్వమాత్మానం సర్వ్వప్రాణ్యుపరి ధ్రువమ్| భావివాక్యం వదిష్యన్తి కన్యాః పుత్రాశ్చ వస్తుతః| ప్రత్యాదేశఞ్చ ప్రాప్స్యన్తి యుష్మాకం యువమానవాః| తథా ప్రాచీనలోకాస్తు స్వప్నాన్ ద్రక్ష్యన్తి నిశ్చితం|
18 ୧୮ ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି । ସେମନ୍ ମୁଇ କଇବା କାତା କଇବାଇ ।
వర్షిష్యామి తదాత్మానం దాసదాసీజనోపిరి| తేనైవ భావివాక్యం తే వదిష్యన్తి హి సర్వ్వశః|
19 ୧୯ ଆକାସେ କାବା ଅଇଜିବା କାମ୍ କର୍ବି । ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି । ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
ఊర్ద్ధ్వస్థే గగణే చైవ నీచస్థే పృథివీతలే| శోణితాని బృహద్భానూన్ ఘనధూమాదికాని చ| చిహ్నాని దర్శయిష్యామి మహాశ్చర్య్యక్రియాస్తథా|
20 ୨୦ ବେଲ୍କେ ଆନ୍ଦାର୍ ଡିସ୍ଲା ପାରା କରାଇବି, ଜନ୍, ବନି ପାରା ଡିସ୍ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍ ଉଜଲର୍ ଦିନ୍ ଆଗ୍ତୁ, ଏଟାସବୁ ଅଇସି ।
మహాభయానకస్యైవ తద్దినస్య పరేశితుః| పురాగమాద్ రవిః కృష్ణో రక్తశ్చన్ద్రో భవిష్యతః|
21 ୨୧ ଜେତ୍କି ଲକ୍ ମର୍ ନାଉଁ ଦାରି ଡାକ୍ବାଇ, ସେମନ୍କେ ମୁଇ ରକିଆ କର୍ବି ।”
కిన్తు యః పరమేశస్య నామ్ని సమ్ప్రార్థయిష్యతే| సఏవ మనుజో నూనం పరిత్రాతో భవిష్యతి||
22 ୨୨ ପିତର୍ କଇଲା, “ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ ।
అతో హే ఇస్రాయేల్వంశీయలోకాః సర్వ్వే కథాయామేతస్యామ్ మనో నిధద్ధ్వం నాసరతీయో యీశురీశ్వరస్య మనోనీతః పుమాన్ ఏతద్ ఈశ్వరస్తత్కృతైరాశ్చర్య్యాద్భుతకర్మ్మభి ర్లక్షణైశ్చ యుష్మాకం సాక్షాదేవ ప్రతిపాదితవాన్ ఇతి యూయం జానీథ|
23 ୨୩ ତାର୍ ଆଗ୍ତୁର୍ ଜଜ୍ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍ ଆତେ ସର୍ପାଇ ଅଇସି । ତାର୍ପଚେ ତାର୍ ନିୟମ୍ ନ ମାନ୍ବା ଲକ୍ମନ୍ ତାକେ କୁର୍ସେ ଚଗାଇ ମରାଅତ୍ ବଲି ତମେ ତାକେ ଏନ୍ତି କଲାସ୍ ।
తస్మిన్ యీశౌ ఈశ్వరస్య పూర్వ్వనిశ్చితమన్త్రణానిరూపణానుసారేణ మృత్యౌ సమర్పితే సతి యూయం తం ధృత్వా దుష్టలోకానాం హస్తైః క్రుశే విధిత్వాహత|
24 ୨୪ ମାତର୍ ପରମେସର୍ ଜିସୁକେ ମଲାଟାନେଅନି ଆରି ତରେକ୍ ଉଟାଇଲା । ମରନର୍ ବପୁତେଇଅନି ତାକେ ମୁକ୍ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍ଲାଇ ।
కిన్త్వీశ్వరస్తం నిధనస్య బన్ధనాన్మోచయిత్వా ఉదస్థాపయత్ యతః స మృత్యునా బద్ధస్తిష్ఠతీతి న సమ్భవతి|
25 ୨୫ ଏ ବିସଇ ଦାଉଦ୍ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍ ସବୁ ବେଲା ମର୍ ମୁଆଟେ ରଇବାଟା ଦେକ୍ଲି । ସେ ମର୍ ସଙ୍ଗ୍ ଆଚେ । ସେଟାର୍ପାଇ ମକେ କେ ମିସା କଚପଚ କରିନାପାରତ୍ ।
ఏతస్తిన్ దాయూదపి కథితవాన్ యథా, సర్వ్వదా మమ సాక్షాత్తం స్థాపయ పరమేశ్వరం| స్థితే మద్దక్షిణే తస్మిన్ స్ఖలిష్యామి త్వహం నహి|
26 ୨୬ ସେଟାର୍ ପାଇ ମୁଇ ସାର୍ଦାସଙ୍ଗ୍ ଆଚି । ଆରି ସାର୍ଦାର୍ କାତା କଇବି । ମର୍ ଏ ମର୍ବା ଗାଗଡ୍ ରଇଲେ ମିସା ମୁଇ ସବୁବେଲେ ତମର୍ ତେଇ ଆସା କର୍ବି ।
ఆనన్దిష్యతి తద్ధేతో ర్మామకీనం మనస్తు వై| ఆహ్లాదిష్యతి జిహ్వాపి మదీయా తు తథైవ చ| ప్రత్యాశయా శరీరన్తు మదీయం వైశయిష్యతే|
27 ୨୭ କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ । (Hadēs )
పరలోకే యతో హేతోస్త్వం మాం నైవ హి త్యక్ష్యసి| స్వకీయం పుణ్యవన్తం త్వం క్షయితుం నైవ దాస్యసి| ఏవం జీవనమార్గం త్వం మామేవ దర్శయిష్యసి| (Hadēs )
28 ୨୮ ତମେ ମକେ ଜିବନର୍ ବାଟ୍ ଦେକାଇ ଆଚାସ୍ । ତମେ ମର୍ ସଙ୍ଗ୍ ଆଚାସ୍, ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।”
స్వసమ్ముఖే య ఆనన్దో దక్షిణే స్వస్య యత్ సుఖం| అనన్తం తేన మాం పూర్ణం కరిష్యసి న సంశయః||
29 ୨୯ ଆରି ପିତର୍ କଇଲା, “ଏ ଇସ୍ରାଏଲର୍ ବାଇବଇନିମନ୍, ଆମର୍ ଆନିଦାଦିବେଲର୍ ଦାଉଦ୍ ରାଜାର୍ ବିସଇ ଡାଟ୍ସଙ୍ଗ୍ କଇବାକେ ମର୍ ଅଦିକାର୍ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍ଲା ଜାଗା ଏବେ ଜାକ ଇତି ଆଚେ ।
హే భ్రాతరోఽస్మాకం తస్య పూర్వ్వపురుషస్య దాయూదః కథాం స్పష్టం కథయితుం మామ్ అనుమన్యధ్వం, స ప్రాణాన్ త్యక్త్వా శ్మశానే స్థాపితోభవద్ అద్యాపి తత్ శ్మశానమ్ అస్మాకం సన్నిధౌ విద్యతే|
30 ୩୦ ସେ ଗଟେକ୍ ବବିସତ୍ବକ୍ତା ରଇଲା ଆରି ପର୍ମେସର୍ ସପତ୍କରି କଇଲା ବିସଇ ଜାନିରଇଲା । ପର୍ମେସର୍ ତାକେ କାତା ଦେଇରଇଲା ଜେ, ତାର୍ ଗଟେକ୍ ନାତିତିତି ଦିନେକ୍ ତାର୍ପାରା ସାସନ୍ କର୍ସି ।
ఫలతో లౌకికభావేన దాయూదో వంశే ఖ్రీష్టం జన్మ గ్రాహయిత్వా తస్యైవ సింహాసనే సమువేష్టుం తముత్థాపయిష్యతి పరమేశ్వరః శపథం కుత్వా దాయూదః సమీప ఇమమ్ అఙ్గీకారం కృతవాన్,
31 ୩୧ ଏ ବିସଇ ଆଗେ ସେ ଜାନି ରଇଲାର୍ପାଇ ପର୍ମେସର୍ ମସିଅକେ ମଲାତେଇଅନି ଆରିତରେକ୍ ଜିବନ୍ କରାଇସି ବଲି ସେ କଇପାର୍ଲା ।” “ପର୍ମେସର୍ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍ ଗାଗଡ୍ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs )
ఇతి జ్ఞాత్వా దాయూద్ భవిష్యద్వాదీ సన్ భవిష్యత్కాలీయజ్ఞానేన ఖ్రీష్టోత్థానే కథామిమాం కథయామాస యథా తస్యాత్మా పరలోకే న త్యక్ష్యతే తస్య శరీరఞ్చ న క్షేష్యతి; (Hadēs )
32 ୩୨ ଏବେ ଏ ଜିସୁକେ ପରମେସର୍ ଜିବନ୍ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍ନାର୍ ସାକି ।
అతః పరమేశ్వర ఏనం యీశుం శ్మశానాద్ ఉదస్థాపయత్ తత్ర వయం సర్వ్వే సాక్షిణ ఆస్మహే|
33 ୩୩ ପରମେସର୍ ତାକେ ତାର୍ ଉଜାବାଟେ ବସ୍ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍ଟାନେଅନି ସୁକଲ୍ଆତ୍ମା ପାଇଲାଆଚେ । ତମେ ଏବେ ଜନ୍ଟା ଦେକ୍ଲାସ୍ନି ଆରି ସୁନ୍ଲାସ୍ନି, ସେଟା ଅଇଲାନି ତାର୍ ଦାନ୍କରି ରଇବାଟା । ଜନ୍ଟା କି ସେ ଆମ୍କେ ଜବର୍ ଅଇତେ ଆଜାଡି ଦେଲାଆଚେ ।
స ఈశ్వరస్య దక్షిణకరేణోన్నతిం ప్రాప్య పవిత్ర ఆత్మిన పితా యమఙ్గీకారం కృతవాన్ తస్య ఫలం ప్రాప్య యత్ పశ్యథ శృణుథ చ తదవర్షత్|
34 ୩୪ ସର୍ଗେ ଗାଲା ଲକ୍ ଦାଉଦ୍ ନଏଁ । ମାତର୍ ସେ କଇଲା, “ପର୍ମେସର୍ ମର୍ ମାପ୍ରୁକେ କଇଲା ତମର୍ ସବୁ ସତ୍ରୁମନ୍କେ ଆରାଇବା ଜାକ ମର୍ ଉଜାବାଟେ ବସ୍ ଆରି ସାସନ୍ କର୍ ।”
యతో దాయూద్ స్వర్గం నారురోహ కిన్తు స్వయమ్ ఇమాం కథామ్ అకథయద్ యథా, మమ ప్రభుమిదం వాక్యమవదత్ పరమేశ్వరః|
35 ୩୫ ଆରି ତର୍ ସତ୍ରୁମନ୍କେ ତର୍ ପାଦ୍ତଲେ ନ ଆନ୍ବା ଜାକ ମର୍ ଉଜାବାଟେ ବସି ର ।
తవ శత్రూనహం యావత్ పాదపీఠం కరోమి న| తావత్ కాలం మదీయే త్వం దక్షవార్శ్వ ఉపావిశ|
36 ୩୬ ପିତର୍ ଆରି କଇଲା “ଏ ଇସ୍ରାଏଲର୍ ସବୁ ଲକ୍ମନ୍, ତମେ ଜନ୍ ଜିସୁକେ କୁର୍ସେ କୁଟିମାରି ମରାଇରଇଲାସ୍, ପର୍ମେସର୍ ତାକେ ମାପ୍ରୁ ଆରି ମସିଅ କଲାଆଚେ ବଲି ଡାଟ୍ସଙ୍ଗ୍ ଜାନ୍ବାର୍ଆଚେ ।”
అతో యం యీశుం యూయం క్రుశేఽహత పరమేశ్వరస్తం ప్రభుత్వాభిషిక్తత్వపదే న్యయుంక్తేతి ఇస్రాయేలీయా లోకా నిశ్చితం జానన్తు|
37 ୩୭ ଏ କାତା ପିତର୍ଟାନେଅନି ସୁନ୍ଲା ସବୁ ଲକ୍ମନ୍ ତାକର୍ ନିଜର୍ ବୁଲ୍ ଏତାଇକରି ମନ୍ ବିତ୍ରେ କିଲ୍ବିଲ୍ ଅଇଗାଲାଇ । ସେମନ୍ ପିତର୍କେ ଆରି ପେରିତ୍ମନ୍କେ ପାଚାର୍ଲାଇ, “ଏ ବାଇମନ୍ ଏନ୍ତାର୍ ବଲି କଇଲେ ଆମେ କାଇଟା କର୍ବାର୍ ଆଚେ?”
ఏతాదృశీం కథాం శ్రుత్వా తేషాం హృదయానాం విదీర్ణత్వాత్ తే పితరాయ తదన్యప్రేరితేభ్యశ్చ కథితవన్తః, హే భ్రాతృగణ వయం కిం కరిష్యామః?
38 ୩୮ ପିତର୍ ସେମନ୍କେ କଇଲା, “ତମେ ଗଟେକ୍ ଗଟେକ୍ ଲକ୍ ପାପେଅନି ବାଉଡିକରି ଜିସୁ କିରିସ୍ଟର୍ ନାଉଁ ଦାରି ଡୁବନ୍ ନେବାର୍ ଆଚେ, ଜେନ୍ତାରି କି ତମର୍ ପାପ୍ ସବୁ କେମା ଅଇସି ଆରି ପରମେସର୍ ତମ୍କେ ସୁକଲ୍ ଆତ୍ମା ଦେଇସି ।
తతః పితరః ప్రత్యవదద్ యూయం సర్వ్వే స్వం స్వం మనః పరివర్త్తయధ్వం తథా పాపమోచనార్థం యీశుఖ్రీష్టస్య నామ్నా మజ్జితాశ్చ భవత, తస్మాద్ దానరూపం పరిత్రమ్ ఆత్మానం లప్స్యథ|
39 ୩୯ ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।”
యతో యుష్మాకం యుష్మత్సన్తానానాఞ్చ దూరస్థసర్వ్వలోకానాఞ్చ నిమిత్తమ్ అర్థాద్ అస్మాకం ప్రభుః పరమేశ్వరో యావతో లాకాన్ ఆహ్వాస్యతి తేషాం సర్వ్వేషాం నిమిత్తమ్ అయమఙ్గీకార ఆస్తే|
40 ୪୦ ଆରି ପିତର୍ ସେମନ୍କେ ଜାଗ୍ରତ୍ କରାଇବାକେ ବେସି ବିସଇ କଇଲା ଆରି ସେମନ୍କେ ବାବୁଜିଆ କଲା । ବିସ୍ବାସ୍ ନ କର୍ବା ଜିଉଦି ବାଇମନ୍କେ ଆଇତେରଇବା ବଡ୍ ଡଣ୍ଡେଅନି ନିଜ୍କେ ରକିଆ କରା। ବଲି କଇଲା ।
ఏతదన్యాభి ర్బహుకథాభిః ప్రమాణం దత్వాకథయత్ ఏతేభ్యో విపథగామిభ్యో వర్త్తమానలోకేభ్యః స్వాన్ రక్షత|
41 ୪୧ ତେଇ ପିତରର୍ କାତା ସୁନି ବେସି ଲକ୍ ବିସ୍ବାସ୍ କଲାଇ । ଆରି ସିସ୍ମନ୍ ସେମନ୍କେ ଡୁବନ୍ ଦେଲାଇ । ସେ ଦିନେ ତିନ୍ଅଜାର୍ ଲକ୍ମନ୍ ତାକର୍ ଦଲେ ମିସ୍ଲାଇ ।
తతః పరం యే సానన్దాస్తాం కథామ్ అగృహ్లన్ తే మజ్జితా అభవన్| తస్మిన్ దివసే ప్రాయేణ త్రీణి సహస్రాణి లోకాస్తేషాం సపక్షాః సన్తః
42 ୪୨ ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
ప్రేరితానామ్ ఉపదేశే సఙ్గతౌ పూపభఞ్జనే ప్రార్థనాసు చ మనఃసంయోగం కృత్వాతిష్ఠన్|
43 ୪୩ ଆରି ଲକ୍ମନ୍ ଡରିଜାଇତେରଇଲାଇ । ପର୍ମେସର୍ ପେରିତ୍ମନର୍ ତେଇଅନି ବେସି କାବାଅଇଜିବା କାମ୍ମନ୍ କର୍ତେ ରଇଲା । ସବୁ ଲକ୍ମନ୍ ପରମେସର୍କେ ନାମ୍ଲାଇ ।
ప్రేరితై ర్నానాప్రకారలక్షణేషు మహాశ్చర్య్యకర్మమసు చ దర్శితేషు సర్వ్వలోకానాం భయముపస్థితం|
44 ୪୪ ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ ।
విశ్వాసకారిణః సర్వ్వ చ సహ తిష్ఠనతః| స్వేషాం సర్వ్వాః సమ్పత్తీః సాధారణ్యేన స్థాపయిత్వాభుఞ్జత|
45 ୪୫ ତାକର୍ ବିତ୍ରେ କେତେଲକ୍ ଜମି ଆରି ନିଜର୍ପାଇ ରଇବାଟା ବିକିକରି, ସେ ଡାବୁ ଦର୍କାର୍ ଅଇଲା ଲକ୍ମନ୍କେ ଦେଇତେରଇଲାଇ ।
ఫలతో గృహాణి ద్రవ్యాణి చ సర్వ్వాణి విక్రీయ సర్వ్వేషాం స్వస్వప్రయోజనానుసారేణ విభజ్య సర్వ్వేభ్యోఽదదన్|
46 ୪୬ ସବୁଦିନ୍ ପାର୍ତନା କର୍ବା ମନ୍ଦିରେ ଗଟେକ୍ ଦଲ୍ଅଇ ମିସ୍ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍ଦାସଙ୍ଗ୍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
సర్వ్వ ఏకచిత్తీభూయ దినే దినే మన్దిరే సన్తిష్ఠమానా గృహే గృహే చ పూపానభఞ్జన్త ఈశ్వరస్య ధన్యవాదం కుర్వ్వన్తో లోకైః సమాదృతాః పరమానన్దేన సరలాన్తఃకరణేన భోజనం పానఞ్చకుర్వ్వన్|
47 ୪୭ ସେମନ୍ ପର୍ମେସର୍କେ ଡାକ୍ପୁଟା କର୍ତେରଇଲାଇ ଆରି ଜିରୁସାଲେମର୍ ସବୁଲକ୍ ସେମନ୍କେ ନିକ ବଲି ବାବ୍ତେରଇଲାଇ । ମାପ୍ରୁ ଜନ୍ ଲକ୍ମନ୍କେ ମୁକ୍ତି କର୍ତେରଇଲା, ଦିନ୍କେ ଦିନ୍ ସେମନର୍ ଦଲେ ମିସାଇତେରଇଲା ।
పరమేశ్వరో దినే దినే పరిత్రాణభాజనై ర్మణ్డలీమ్ అవర్ద్ధయత్|