< ପେରିତ୍‌ 2 >

1 ଜନ୍‌ ଦିନେ ସେମନ୍‌ ପେନ୍‌ଟିକସ୍‌ଟ୍‌ ପରବ୍‌ ମାନ୍‌ତେରଇଲାଇ, ଜିସୁକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ଗଟେକ୍‌ ଜାଗାଇ ରୁଣ୍ଡିରଇଲାଇ ।
SO when the day of Pentecost was fully come, they were all with unanimity assembled together.
2 ଅଟାତ୍‌ ଆକାସେଅନି ବେସି ପବନ୍‌ ଆଇଲାପାରା ଗଟେକ୍‌ ସବଦ୍‌ ଅଇଲା । ଆରି ଜନ୍‌ ଗରେ ସେମନ୍‌ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍‌ ଅଇଲା ।
And there came suddenly from heaven a sound as it were of a rushing mighty wind, and it filled the whole house where they were sitting.
3 ତାର୍‌ପଚେ ସେମନ୍‌ ଦେକ୍‌ଲାଇ, କେତେଟା ଜଇଜିବ୍‌ ଉଦ୍‌ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍‌ବାସିମନ୍‌କେ ଚିଇଲା ।
And there was an appearance to them of divided tongues, as of fire, and it rested on every one of them.
4 ସେମନ୍‌ ସବୁଲକ୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲାଇ ଆରି ଆତ୍‌ମା ଦେଲା ବପୁ ଇସାବେ ନାଜାନ୍‌ଲା ବାସାମନର୍‌ ସଙ୍ଗ୍‍ କାତା ଅଇବାର୍‌ ଦାର୍‌ଲାଇ ।
And they were all filled with the Holy Ghost, and they began to speak with other tongues, as the Spirit gave them power to express themselves.
5 ଜଗତର୍‌ ବିନ୍‌ ବିନ୍‌ ଦେସେଅନି ଆସିରଇଲା ଜିଉଦି ଲକ୍‌ମନ୍‌ ସେଡ୍‌କିବେଲେ ଜିରୁସାଲମେ ରଇଲାଇ ।
Now there were dwelling at Jerusalem, Jews, men of piety, from every nation under heaven.
6 ଏନ୍ତାରି ଅଇଲାଟା ଦେକି ସେମନ୍‌ ସାର୍‌ଦା ଅଇଗାଲାଇ । କାଇକେବଇଲେ ସେ ବିସ୍‌ବାସିମନ୍‌ ତାକର୍‌ ତାକର୍‌ ବାସାଇ କାତା ଅଇବାଟା ସେମନ୍‌ ସୁନ୍‌ଲାଇ ।
And when this report spread, the multitude collected around them, and were overwhelmed with astonishment, because they heard them speaking every one in his own peculiar dialect.
7 ସେମନର୍‌ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍‌ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍‌ମନ୍‌ ଗାଲିଲିଅନି ନଅତ୍‌ କି?
And they were all amazed, and wondered, saying one to another, Are not all these who are speaking Galileans?
8 ସେନ୍ତିଆଲେ ଆମେ କେନ୍ତି ସେମନ୍‌କେ ଆମର୍‌ ନିଜର୍‌ ନିଜର୍‌ ଜନମ୍‌ ଜାଗାର୍‌ ବାସାଇ କାତା ଅଇବାଟା ସୁନିଆଚୁ?
And how do we hear every man in our own peculiar dialect, in which from our birth we were brought up?
9 ଆମେ ପାର୍‌ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍‌ ଆରି କାପ୍‍ପାଦକିଆ, ପନ୍ତ୍‌ ଆରି ଆସିଆ,
Parthians, and Medes, and Elamites, and they who inhabit Mesopotamia, and Judea, and Cappadocia, Pontus, and Asia,
10 ୧୦ ପିରିଜିଆ ଆରି ପପୁଲିଆ, ମିସର୍‌ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍‌ ଲକ୍‌ । ଆମର୍‌ ବିତ୍‌ରେ ରମ୍‌ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍‌ ଆଚୁ ଆରି ପଚେ ଜିଉଦି ଦରମ୍‌ ନେଲା ଲକ୍‌ ମିସା ଆଚୁ ।
and Phrygia, and Pamphylia, Egypt, and the parts of Lybia adjoining Cyrene, and the sojourners, who are Romans, both Jews and proselytes,
11 ୧୧ ଆମର୍‌ ବିତ୍‌ରେଅନି କେତେଲକ୍‌ କିର୍‌ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍‌ ବିନ୍‌ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍‌ମେସର୍‌ କଲା ବଡ୍‌ ବଡ୍‌ କାବାଅଇଜିବା କାମ୍‍ ଏ ଲକ୍‌ମନ୍‌ ଆମର୍‌ ନିଜର୍‌ ନିଜର୍‌ ବାସାଇ କାତାଅଇବାଟା ସୁନ୍‌ଲୁନି ।”
Cretans and Arabians, we hear them speaking in our own several tongues the marvellous things of God.
12 ୧୨ ଏନ୍ତି ବଲି ସେମନ୍‌ ବେସି କାବାଅଇଗାଲାଇ । ଆରି ସେମନର୍‌ ବୁଦି ଆଜି ଗାଲା । ଆରି ତାକର୍‌ ତାକର୍‌ ବିତ୍‌ରେ “ଏଟା କେନ୍ତାର୍‌ ଅଇଲା ତେବେ?” ବଲି ସବୁ ବେଲେ ପାଚାର୍‌ଉଚାର୍‌ ଅଇତେ ରଇଲାଇ ।
And they were all amazed, and much perplexed, and knew not what to think, saying one to another, What can this mean?
13 ୧୩ ମାତର୍‌ ବିନ୍‌ ଲକ୍‌ମନ୍‌ ବିସ୍‌ବାସିମନ୍‌କେ କିଜାଇକରି କଇଲାଇ, “ସେମନ୍‌ ମାତିଆଚତ୍‌!”
But others scoffing said, These men are brimful of sweet wine.
14 ୧୪ ପିତର୍‌ ତାର୍‌ ସଙ୍ଗ୍‍ ରଇଲା ଏଗାର୍‌ଟା ପେରିତ୍‌ ମନର୍‌ ସଙ୍ଗ୍‍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍‌ ପାରା ଜିଉଦି ଲକ୍‌ମନ୍‌ ଆରି ଜିରୁସାଲମେ ରଇବା ସବୁ ବାଇମନ୍‌, ମର୍‌ କାତା ମନ୍‌ଦେଇ ନିମାନ୍‌ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍‌କେ ବୁଜାଇ କଇବି ।
But Peter, standing up with the eleven, raised his voice, and addressed them; Men of Judea, and all ye who dwell at Jerusalem, let this be known to you, and listen to my words:
15 ୧୫ ଏବେ ସାକ୍‌ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍‌ଲାପାରା ଏ ଲକ୍‌ମନ୍‌ ମାତତ୍‍ ନାଇ ।
for these men are not, as ye suppose, drunk, for it is only the third hour of the day.
16 ୧୬ ଏଟା ଜଏଲ୍‌ ନାଉଁର୍‌ ବବିସତ୍‌ବକ୍‌ତା କଇଲା କାତା ପାରା ଗଟ୍‍ନା ଗଟି ଆଚେ ।”
But this is what was spoken by the prophet Joel;
17 ୧୭ ସେଟା କାଇଟା ବଇଲେ ପର୍‌ମେସର୍‌ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍‌ବି । ମର୍‌ ଆତ୍‌ମା ଜବର୍‌ ଅଇତେ ସବୁବାଟର୍‌ ଲକ୍‌କେ ଦେବି । ତମର୍‌ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍‌ ଦାଙ୍ଗ୍‌ଡାପିଲାମନ୍‌କେ ମୁଇ ଦର୍‌ସନ୍‌ ଦେକାଇବି । ଆରି ଡକ୍‌ରା ଲକ୍‌ମନ୍‌ ମର୍‌ ବିସଇନେଇ ସପନ୍‌ ଦେକ୍‌ବାଇ ।
“And it shall come to pass in the last days, saith God, I will pour our of my spirit upon all flesh: and your sons and your daughters shall prophesy, your young men shall see visions, and your old men shall dream dreams:
18 ୧୮ ସେ ଦିନ୍‌ମନ୍‌କେ ମର୍‌ ଆତ୍‌ମା ଜବର୍‌ ଅଇତେ ମର୍‌ ଦାଙ୍ଗ୍‌ଡା ଅଇରଇବା ମାଇଜିମୁନୁସ୍‌ମନ୍‌କେ ଆଜାଡି ଦେବି । ସେମନ୍‌ ମୁଇ କଇବା କାତା କଇବାଇ ।
and upon my servants and my handmaidens in those days will I pour out of my spirit; and they shall prophesy:
19 ୧୯ ଆକାସେ କାବା ଅଇଜିବା କାମ୍‌ କର୍‌ବି । ଦର୍‌ତନି ତେଇ ମିସା କାବାଅଇଜିବା ଚିନ୍‌ମନ୍‌ କର୍‌ବି । ଲକ୍‌ମନ୍‌ ବନି, ଜଇ ଆରି କାଲିଆ ଦୁଆଁ ଦେକ୍‌ବାଇ ।
and I will perform prodigies in the heaven above, and signs in the earth beneath; blood, and fire, and vapour of smoke.
20 ୨୦ ବେଲ୍‌କେ ଆନ୍ଦାର୍‌ ଡିସ୍‌ଲା ପାରା କରାଇବି, ଜନ୍‌, ବନି ପାରା ଡିସ୍‌ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍‌ ଉଜଲର୍‌ ଦିନ୍‌ ଆଗ୍‌ତୁ, ଏଟାସବୁ ଅଇସି ।
The sun shall be turned into darkness, and the moon into blood, before the great and illustrious day of the Lord come.
21 ୨୧ ଜେତ୍‌କି ଲକ୍‌ ମର୍‌ ନାଉଁ ଦାରି ଡାକ୍‌ବାଇ, ସେମନ୍‌କେ ମୁଇ ରକିଆ କର୍‌ବି ।”
And it shall come to pass, that whosoever shall call on the Lord shall be saved.”
22 ୨୨ ପିତର୍‌ କଇଲା, “ଏ ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନ୍‌ ତମେ ମୁଇ କଇବା କାତା ସୁନା । ପରମେସର୍‌ସେ ବାଚି ପାଟାଇଲା ଲକ୍‌, ନାଜରିତ୍‌ ଗଡର୍‌ ଜିସୁ ବଲିକରି ସେ ତମର୍‌ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍‌ ବଇଲେ, ପରମେସର୍‌ ତାର୍‌ତେଇଅନି କାବା ଅଇଜିବା କାମ୍‌ କଲାଆଚେ । ଏଟା ସତ୍‌ ବଲି ତମେ ଜାନିଆଚାସ୍‌ ।
Men of Israel, hear these words; Jesus the Nazarean, a man from God, pointed out to you by miracles and wonders and signs, which God did by him in the midst of you, as yourselves also know:
23 ୨୩ ତାର୍‌ ଆଗ୍‌ତୁର୍‌ ଜଜ୍‌ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍‌ ଆତେ ସର୍‌ପାଇ ଅଇସି । ତାର୍‌ପଚେ ତାର୍‌ ନିୟମ୍‌ ନ ମାନ୍‌ବା ଲକ୍‌ମନ୍‌ ତାକେ କୁର୍‌ସେ ଚଗାଇ ମରାଅତ୍‌ ବଲି ତମେ ତାକେ ଏନ୍ତି କଲାସ୍‌ ।
him, by the destined counsel and foreknowledge of God delivered up, ye have seized, and by wicked hands have crucified and slain:
24 ୨୪ ମାତର୍‌ ପରମେସର୍‌ ଜିସୁକେ ମଲାଟାନେଅନି ଆରି ତରେକ୍‌ ଉଟାଇଲା । ମରନର୍‌ ବପୁତେଇଅନି ତାକେ ମୁକ୍‌ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍‌ଲାଇ ।
whom God hath raised up, having loosed the pains of death: forasmuch as it was not possible that he should be held thereby.
25 ୨୫ ଏ ବିସଇ ଦାଉଦ୍‌ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍‌ ସବୁ ବେଲା ମର୍‌ ମୁଆଟେ ରଇବାଟା ଦେକ୍‌ଲି । ସେ ମର୍‌ ସଙ୍ଗ୍‍ ଆଚେ । ସେଟାର୍‌ପାଇ ମକେ କେ ମିସା କଚପଚ କରିନାପାରତ୍‌ ।
For David speaketh concerning him, “I have seen the Lord always before me, for he is at my right hand, that I might not be shaken:
26 ୨୬ ସେଟାର୍‌ ପାଇ ମୁଇ ସାର୍‌ଦାସଙ୍ଗ୍‍ ଆଚି । ଆରି ସାର୍‌ଦାର୍‌ କାତା କଇବି । ମର୍‌ ଏ ମର୍‌ବା ଗାଗଡ୍‌ ରଇଲେ ମିସା ମୁଇ ସବୁବେଲେ ତମର୍‌ ତେଇ ଆସା କର୍‌ବି ।
therefore is my heart full of joy, and my tongue hath exulted; and still shall my flesh also repose in hope,
27 ୨୭ କାଇକେ ବଇଲେ ତୁଇ ମକେ ମଲାଲକ୍‌ମନର୍‌ ଜାଗାଇ ଚାଡି ନ ଦିଆସ୍‌ । ତମର୍‌ ସୁକଲ୍‌ ଦାଙ୍ଗ୍‌ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍‌ । (Hadēs g86)
that thou wilt not leave my soul in the mansion of the dead, nor permit that Holy One of thine to see corruption. (Hadēs g86)
28 ୨୮ ତମେ ମକେ ଜିବନର୍‌ ବାଟ୍‌ ଦେକାଇ ଆଚାସ୍‌ । ତମେ ମର୍‌ ସଙ୍ଗ୍‍ ଆଚାସ୍‌, ସେଟାର୍‌ପାଇ ମୁଇ ସାର୍‌ଦା ସଙ୍ଗ୍‍ ରଇବି ।”
Thou hast made known to me the ways of life; thou shalt fill me with delight by thy countenance.”
29 ୨୯ ଆରି ପିତର୍‌ କଇଲା, “ଏ ଇସ୍‌ରାଏଲର୍‌ ବାଇବଇନିମନ୍‌, ଆମର୍‌ ଆନିଦାଦିବେଲର୍‌ ଦାଉଦ୍‌ ରାଜାର୍‌ ବିସଇ ଡାଟ୍‌ସଙ୍ଗ୍‍ କଇବାକେ ମର୍‌ ଅଦିକାର୍‌ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍‌ଲା ଜାଗା ଏବେ ଜାକ ଇତି ଆଚେ ।
Men and brethren, permit me to speak with freedom to you concerning the patriarch David, that he hath been both dead and buried, and his sepulchre is with us to this day.
30 ୩୦ ସେ ଗଟେକ୍‌ ବବିସତ୍‌ବକ୍‌ତା ରଇଲା ଆରି ପର୍‌ମେସର୍‌ ସପତ୍‌କରି କଇଲା ବିସଇ ଜାନିରଇଲା । ପର୍‌ମେସର୍‌ ତାକେ କାତା ଦେଇରଇଲା ଜେ, ତାର୍‌ ଗଟେକ୍‌ ନାତିତିତି ଦିନେକ୍‌ ତାର୍‌ପାରା ସାସନ୍‌ କର୍‌ସି ।
Being therefore a prophet, and knowing that God had sworn to him with an oath, that of the fruit of his loins, according to the flesh, he would raise up the Messiah to sit upon his throne;
31 ୩୧ ଏ ବିସଇ ଆଗେ ସେ ଜାନି ରଇଲାର୍‌ପାଇ ପର୍‌ମେସର୍‌ ମସିଅକେ ମଲାତେଇଅନି ଆରିତରେକ୍‌ ଜିବନ୍‌ କରାଇସି ବଲି ସେ କଇପାର୍‌ଲା ।” “ପର୍‌ମେସର୍‌ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍‌ ଗାଗଡ୍‌ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs g86)
he, foreseeing this, spake of the resurrection of the Messiah, that his soul should not be left in the mansion of the dead, and that his flesh should not see corruption. (Hadēs g86)
32 ୩୨ ଏବେ ଏ ଜିସୁକେ ପରମେସର୍‌ ଜିବନ୍‌ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍‍ନାର୍‌ ସାକି ।
This very Jesus hath God raised up, of which we all are witnesses.
33 ୩୩ ପରମେସର୍‌ ତାକେ ତାର୍‌ ଉଜାବାଟେ ବସ୍‌ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍‌ଟାନେଅନି ସୁକଲ୍‌ଆତ୍‌ମା ପାଇଲାଆଚେ । ତମେ ଏବେ ଜନ୍‌ଟା ଦେକ୍‌ଲାସ୍‌ନି ଆରି ସୁନ୍‌ଲାସ୍‌ନି, ସେଟା ଅଇଲାନି ତାର୍‌ ଦାନ୍‌କରି ରଇବାଟା । ଜନ୍‌ଟା କି ସେ ଆମ୍‌କେ ଜବର୍‌ ଅଇତେ ଆଜାଡି ଦେଲାଆଚେ ।
He therefore being exalted at the right hand of God, and having received from the Father the promise of the Holy Spirit, hath poured out this, which ye now see and hear.
34 ୩୪ ସର୍‌ଗେ ଗାଲା ଲକ୍‌ ଦାଉଦ୍‌ ନଏଁ । ମାତର୍‌ ସେ କଇଲା, “ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା ତମର୍‌ ସବୁ ସତ୍‌ରୁମନ୍‌କେ ଆରାଇବା ଜାକ ମର୍‌ ଉଜାବାଟେ ବସ୍‌ ଆରି ସାସନ୍‌ କର୍‌ ।”
For David is not ascended into the heavens: for he saith himself, “The Lord said unto my Lord, Sit on my right hand,
35 ୩୫ ଆରି ତର୍‌ ସତ୍‌ରୁମନ୍‌କେ ତର୍‌ ପାଦ୍‌ତଲେ ନ ଆନ୍‌ବା ଜାକ ମର୍‌ ଉଜାବାଟେ ବସି ର ।
until I make thine enemies a footstool for thy feet.”
36 ୩୬ ପିତର୍‌ ଆରି କଇଲା “ଏ ଇସ୍‌ରାଏଲର୍‌ ସବୁ ଲକ୍‌ମନ୍‌, ତମେ ଜନ୍‌ ଜିସୁକେ କୁର୍‌ସେ କୁଟିମାରି ମରାଇରଇଲାସ୍‌, ପର୍‌ମେସର୍‌ ତାକେ ମାପ୍‌ରୁ ଆରି ମସିଅ କଲାଆଚେ ବଲି ଡାଟ୍‌ସଙ୍ଗ୍‍ ଜାନ୍‌ବାର୍‌ଆଚେ ।”
Let all the house of Israel therefore know assuredly, that God hath made him Lord and Messiah, even that very Jesus whom ye crucified.
37 ୩୭ ଏ କାତା ପିତର୍‌ଟାନେଅନି ସୁନ୍‌ଲା ସବୁ ଲକ୍‌ମନ୍‌ ତାକର୍‌ ନିଜର୍‌ ବୁଲ୍‌ ଏତାଇକରି ମନ୍‌ ବିତ୍‌ରେ କିଲ୍‌ବିଲ୍‌ ଅଇଗାଲାଇ । ସେମନ୍‌ ପିତର୍‌କେ ଆରି ପେରିତ୍‌ମନ୍‌କେ ପାଚାର୍‌ଲାଇ, “ଏ ବାଇମନ୍‌ ଏନ୍ତାର୍‌ ବଲି କଇଲେ ଆମେ କାଇଟା କର୍‌ବାର୍‌ ଆଚେ?”
Now when they heard this, they were cut to the heart, and said unto Peter and the rest of the apostles, Men and brethren, what shall we do?
38 ୩୮ ପିତର୍‌ ସେମନ୍‌କେ କଇଲା, “ତମେ ଗଟେକ୍‌ ଗଟେକ୍‌ ଲକ୍‌ ପାପେଅନି ବାଉଡିକରି ଜିସୁ କିରିସ୍‌ଟର୍‌ ନାଉଁ ଦାରି ଡୁବନ୍‌ ନେବାର୍‌ ଆଚେ, ଜେନ୍ତାରି କି ତମର୍‌ ପାପ୍‌ ସବୁ କେମା ଅଇସି ଆରି ପରମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମା ଦେଇସି ।
Then Peter said unto them, Repent, and be baptised every one of you into the name of Jesus Christ for the remission of sins, and ye shall receive the gift of the Holy Ghost.
39 ୩୯ ଏ ସପତ୍‌ ତମର୍‌ପାଇ ଆରି ତମର୍‌ ପିଲାମନର୍‌ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍‌ପାଇ । ଜନ୍‌ ସବୁଲକ୍‌କେ ସେ, ତାର୍‌ ଲଗେ ଡାକ୍‌ଲାନି ।”
For the promise is to you, and to your children, and to all that are afar off; even as many as the Lord our God shall call.
40 ୪୦ ଆରି ପିତର୍‌ ସେମନ୍‌କେ ଜାଗ୍‌ରତ୍‌ କରାଇବାକେ ବେସି ବିସଇ କଇଲା ଆରି ସେମନ୍‌କେ ବାବୁଜିଆ କଲା । ବିସ୍‌ବାସ୍‌ ନ କର୍‌ବା ଜିଉଦି ବାଇମନ୍‌କେ ଆଇତେରଇବା ବଡ୍‌ ଡଣ୍ଡେଅନି ନିଜ୍‌କେ ରକିଆ କରା। ବଲି କଇଲା ।
And with many other words he testified and exhorted, saying, Be saved from this untoward generation.
41 ୪୧ ତେଇ ପିତରର୍‌ କାତା ସୁନି ବେସି ଲକ୍‌ ବିସ୍‌ବାସ୍‌ କଲାଇ । ଆରି ସିସ୍‌ମନ୍‌ ସେମନ୍‌କେ ଡୁବନ୍‌ ଦେଲାଇ । ସେ ଦିନେ ତିନ୍‌ଅଜାର୍‌ ଲକ୍‌ମନ୍‌ ତାକର୍‌ ଦଲେ ମିସ୍‌ଲାଇ ।
They therefore who gladly received his discourse were baptised: and there were added to them that day about three thousand souls.
42 ୪୨ ସେମନ୍‌ ପେରିତ୍‌ମନ୍‌ ସିକାଇଲା ବିସଇ ମାନ୍‌ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍‌ତନା କର୍‌ବାକେ ।
And they persevered stedfastly in the doctrine of the apostles, and in communion, and in breaking bread, and in prayers.
43 ୪୩ ଆରି ଲକ୍‌ମନ୍‌ ଡରିଜାଇତେରଇଲାଇ । ପର୍‌ମେସର୍‌ ପେରିତ୍‌ମନର୍‌ ତେଇଅନି ବେସି କାବାଅଇଜିବା କାମ୍‌ମନ୍‌ କର୍‌ତେ ରଇଲା । ସବୁ ଲକ୍‌ମନ୍‌ ପରମେସର୍‌କେ ନାମ୍‌ଲାଇ ।
And on every soul there was an awe: and many miracles and signs were done by the apostles.
44 ୪୪ ଜିସୁକେ ବିସ୍‌ବାସ୍‌ କଲା ଲକ୍‌ମନ୍‌ ଗଟେକ୍‌ ଗରର୍‌ ଲକ୍‌ପାରାଅଇ ରଇତେ ରଇଲାଇ । ଆରି ତାକର୍‌ତେଇ କାଇକାଇଟା ରଇଲା, ସେଟା ସେମନ୍‌ ବାଟା କର୍‌ତେରଇଲାଇ ।
Now all who believed were together, and had all things common;
45 ୪୫ ତାକର୍‌ ବିତ୍‌ରେ କେତେଲକ୍‌ ଜମି ଆରି ନିଜର୍‌ପାଇ ରଇବାଟା ବିକିକରି, ସେ ଡାବୁ ଦର୍‌କାର୍‌ ଅଇଲା ଲକ୍‌ମନ୍‌କେ ଦେଇତେରଇଲାଇ ।
and sold their possessions and goods, and divided them among all, as every one had need.
46 ୪୬ ସବୁଦିନ୍‌ ପାର୍‌ତନା କର୍‌ବା ମନ୍ଦିରେ ଗଟେକ୍‌ ଦଲ୍‌ଅଇ ମିସ୍‌ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍‌ଦାସଙ୍ଗ୍‍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
And daily continuing with one mind at the temple, and breaking bread from house to house, they partook of their food with great joy and simplicity of heart,
47 ୪୭ ସେମନ୍‌ ପର୍‌ମେସର୍‌କେ ଡାକ୍‌ପୁଟା କର୍‌ତେରଇଲାଇ ଆରି ଜିରୁସାଲେମର୍‌ ସବୁଲକ୍‌ ସେମନ୍‌କେ ନିକ ବଲି ବାବ୍‌ତେରଇଲାଇ । ମାପ୍‌ରୁ ଜନ୍‌ ଲକ୍‌ମନ୍‌କେ ମୁକ୍‌ତି କର୍‌ତେରଇଲା, ଦିନ୍‌କେ ଦିନ୍‌ ସେମନର୍‌ ଦଲେ ମିସାଇତେରଇଲା ।
praising God, and having favour with all the people. And the Lord added the saved ones daily to the church.

< ପେରିତ୍‌ 2 >