< ପେରିତ୍‌ 2 >

1 ଜନ୍‌ ଦିନେ ସେମନ୍‌ ପେନ୍‌ଟିକସ୍‌ଟ୍‌ ପରବ୍‌ ମାନ୍‌ତେରଇଲାଇ, ଜିସୁକେ ବିସ୍‌ବାସ୍‌ କର୍‌ବା ସବୁ ଲକ୍‌ମନ୍‌ ଗଟେକ୍‌ ଜାଗାଇ ରୁଣ୍ଡିରଇଲାଇ ।
Og da Pinsefestens Dag kom, vare de alle endrægtigt forsamlede.
2 ଅଟାତ୍‌ ଆକାସେଅନି ବେସି ପବନ୍‌ ଆଇଲାପାରା ଗଟେକ୍‌ ସବଦ୍‌ ଅଇଲା । ଆରି ଜନ୍‌ ଗରେ ସେମନ୍‌ ବସି ରଇଲାଇ, ସେଟା ସେ ସବଦେ ପୁରୁନ୍‌ ଅଇଲା ।
Og der kom pludseligt fra Himmelen en Lyd som af et fremfarende vældigt Vejr og fyldte hele Huset, hvor de sade.
3 ତାର୍‌ପଚେ ସେମନ୍‌ ଦେକ୍‌ଲାଇ, କେତେଟା ଜଇଜିବ୍‌ ଉଦ୍‌ଲିକରି ବିଚି ଅଇଲା । ଆରି ତେଇ ରଇଲା ସବୁ ବିସ୍‌ବାସିମନ୍‌କେ ଚିଇଲା ।
Og der viste sig for dem Tunger som af Ild, der fordelte sig og satte sig paa hver enkelt af dem.
4 ସେମନ୍‌ ସବୁଲକ୍‌ ସୁକଲ୍‌ଆତ୍‌ମାଇ ପୁରାପୁରୁନ୍‌ ଅଇଲାଇ ଆରି ଆତ୍‌ମା ଦେଲା ବପୁ ଇସାବେ ନାଜାନ୍‌ଲା ବାସାମନର୍‌ ସଙ୍ଗ୍‍ କାତା ଅଇବାର୍‌ ଦାର୍‌ଲାଇ ।
Og de bleve alle fyldte med den Helligaand, og de begyndte at tale i andre Tungemaal, efter hvad Aanden gav dem at udsige.
5 ଜଗତର୍‌ ବିନ୍‌ ବିନ୍‌ ଦେସେଅନି ଆସିରଇଲା ଜିଉଦି ଲକ୍‌ମନ୍‌ ସେଡ୍‌କିବେଲେ ଜିରୁସାଲମେ ରଇଲାଇ ।
Men der var Jøder, bosiddende i Jerusalem, gudfrygtige Mænd af alle Folkeslag under Himmelen.
6 ଏନ୍ତାରି ଅଇଲାଟା ଦେକି ସେମନ୍‌ ସାର୍‌ଦା ଅଇଗାଲାଇ । କାଇକେବଇଲେ ସେ ବିସ୍‌ବାସିମନ୍‌ ତାକର୍‌ ତାକର୍‌ ବାସାଇ କାତା ଅଇବାଟା ସେମନ୍‌ ସୁନ୍‌ଲାଇ ।
Da denne Lyd kom, strømmede Mængden sammen og blev forvirret; thi hver enkelt hørte dem tale paa hans eget Maal.
7 ସେମନର୍‌ ବୁଦିଗୁପିଗାଲା ଆରି କାବା ଅଇଜାଇ ପାଚାର୍‌ଲାଇ, “ଏନ୍ତାରି ବାସାଇ କାତା ଅଇବା ଲକ୍‌ମନ୍‌ ଗାଲିଲିଅନି ନଅତ୍‌ କି?
Og de forbavsedes alle og undrede sig og sagde: „Se, ere ikke alle disse, som tale, Galilæere?
8 ସେନ୍ତିଆଲେ ଆମେ କେନ୍ତି ସେମନ୍‌କେ ଆମର୍‌ ନିଜର୍‌ ନିଜର୍‌ ଜନମ୍‌ ଜାଗାର୍‌ ବାସାଇ କାତା ଅଇବାଟା ସୁନିଆଚୁ?
Hvor kunne vi da høre dem tale, hver paa vort eget Maal, hvori vi ere fødte,
9 ଆମେ ପାର୍‌ତିୟ, ମାଦିୟ, ଏଲାମିୟ ଆରି ମେସପଟାମିୟ, ଜିଉଦା ଦେସ୍‌ ଆରି କାପ୍‍ପାଦକିଆ, ପନ୍ତ୍‌ ଆରି ଆସିଆ,
Parthere og Medere og Elamiter, og vi, som høre hjemme i Mesopotamien, Judæa og Kappadokien, Pontus og Asien,
10 ୧୦ ପିରିଜିଆ ଆରି ପପୁଲିଆ, ମିସର୍‌ ଆରି କୁରିଣି ଲଗେ ରଇଲା ଲିବିଆ ଜାଗାର୍‌ ଲକ୍‌ । ଆମର୍‌ ବିତ୍‌ରେ ରମ୍‌ରାଇଜେଅନି ଆସିରଇବା, ଜନମେ ଅନି ଜିଉଦି ଅଇଲା ଲକ୍‌ ଆଚୁ ଆରି ପଚେ ଜିଉଦି ଦରମ୍‌ ନେଲା ଲକ୍‌ ମିସା ଆଚୁ ।
i Frygien og Pamfylien, Ægypten og Libyens Egne ved Kyrene, og vi her boende Romere,
11 ୧୧ ଆମର୍‌ ବିତ୍‌ରେଅନି କେତେଲକ୍‌ କିର୍‌ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍‌ ବିନ୍‌ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍‌ମେସର୍‌ କଲା ବଡ୍‌ ବଡ୍‌ କାବାଅଇଜିବା କାମ୍‍ ଏ ଲକ୍‌ମନ୍‌ ଆମର୍‌ ନିଜର୍‌ ନିଜର୍‌ ବାସାଇ କାତାଅଇବାଟା ସୁନ୍‌ଲୁନି ।”
Jøder og Proselyter, Kretere og Arabere, vi høre dem tale om Guds store Gerninger i vore Tungemaal?‟
12 ୧୨ ଏନ୍ତି ବଲି ସେମନ୍‌ ବେସି କାବାଅଇଗାଲାଇ । ଆରି ସେମନର୍‌ ବୁଦି ଆଜି ଗାଲା । ଆରି ତାକର୍‌ ତାକର୍‌ ବିତ୍‌ରେ “ଏଟା କେନ୍ତାର୍‌ ଅଇଲା ତେବେ?” ବଲି ସବୁ ବେଲେ ପାଚାର୍‌ଉଚାର୍‌ ଅଇତେ ରଇଲାଇ ।
Og de forbavsedes alle og vare tvivlraadige og sagde den ene til den anden: „Hvad kan dette være?‟
13 ୧୩ ମାତର୍‌ ବିନ୍‌ ଲକ୍‌ମନ୍‌ ବିସ୍‌ବାସିମନ୍‌କେ କିଜାଇକରି କଇଲାଇ, “ସେମନ୍‌ ମାତିଆଚତ୍‌!”
Men andre sagde spottende: „De ere fulde af sød Vin.‟
14 ୧୪ ପିତର୍‌ ତାର୍‌ ସଙ୍ଗ୍‍ ରଇଲା ଏଗାର୍‌ଟା ପେରିତ୍‌ ମନର୍‌ ସଙ୍ଗ୍‍ ଟିଆଅଇ ଆଉଲି ଅଇ କଇଲା, “ଏ ମର୍‌ ପାରା ଜିଉଦି ଲକ୍‌ମନ୍‌ ଆରି ଜିରୁସାଲମେ ରଇବା ସବୁ ବାଇମନ୍‌, ମର୍‌ କାତା ମନ୍‌ଦେଇ ନିମାନ୍‌ ସୁନା । ଏଟା କାଇଟା ଅଇଲାନି ବଲି ମୁଇ ତମ୍‌କେ ବୁଜାଇ କଇବି ।
Da stod Peter frem med de elleve og opløftede sin Røst og talte til dem: „I jødiske Mænd og alle I, som bo i Jerusalem! dette være eder vitterligt, og laaner Øre til mine Ord!
15 ୧୫ ଏବେ ସାକ୍‌ଲିଆ ନଅଟା ବେଲା ଅଇଲା ଆଚେ । ତମେ ବାବ୍‌ଲାପାରା ଏ ଲକ୍‌ମନ୍‌ ମାତତ୍‍ ନାଇ ।
Thi disse ere ikke drukne, som I mene; det er jo den tredje Time paa Dagen;
16 ୧୬ ଏଟା ଜଏଲ୍‌ ନାଉଁର୍‌ ବବିସତ୍‌ବକ୍‌ତା କଇଲା କାତା ପାରା ଗଟ୍‍ନା ଗଟି ଆଚେ ।”
men dette er, hvad der er sagt ved Profeten Joel:
17 ୧୭ ସେଟା କାଇଟା ବଇଲେ ପର୍‌ମେସର୍‌ କଇଲାନି, “ସାରାସାରି ଦିନେ ମୁଇ ଏ ସବୁ ବିସଇ କର୍‌ବି । ମର୍‌ ଆତ୍‌ମା ଜବର୍‌ ଅଇତେ ସବୁବାଟର୍‌ ଲକ୍‌କେ ଦେବି । ତମର୍‌ ପିଲାଜିଲା ମୁଇ କଇବା କାତା କଇବାଇ । ତମର୍‌ ଦାଙ୍ଗ୍‌ଡାପିଲାମନ୍‌କେ ମୁଇ ଦର୍‌ସନ୍‌ ଦେକାଇବି । ଆରି ଡକ୍‌ରା ଲକ୍‌ମନ୍‌ ମର୍‌ ବିସଇନେଇ ସପନ୍‌ ଦେକ୍‌ବାଇ ।
„Og det skal ske i de sidste Dage, siger Gud, da vil jeg udgyde af min Aand over alt Kød; og eders Sønner og eders Døtre skulle profetere, og de unge iblandt eder skulle se Syner, og de gamle iblandt eder skulle have Drømme.
18 ୧୮ ସେ ଦିନ୍‌ମନ୍‌କେ ମର୍‌ ଆତ୍‌ମା ଜବର୍‌ ଅଇତେ ମର୍‌ ଦାଙ୍ଗ୍‌ଡା ଅଇରଇବା ମାଇଜିମୁନୁସ୍‌ମନ୍‌କେ ଆଜାଡି ଦେବି । ସେମନ୍‌ ମୁଇ କଇବା କାତା କଇବାଇ ।
Ja, endog over mine Trælle og over mine Trælkvinder vil jeg i de Dage udgyde af min Aand, og de skulle profetere.
19 ୧୯ ଆକାସେ କାବା ଅଇଜିବା କାମ୍‌ କର୍‌ବି । ଦର୍‌ତନି ତେଇ ମିସା କାବାଅଇଜିବା ଚିନ୍‌ମନ୍‌ କର୍‌ବି । ଲକ୍‌ମନ୍‌ ବନି, ଜଇ ଆରି କାଲିଆ ଦୁଆଁ ଦେକ୍‌ବାଇ ।
Og jeg vil lade ske Undere paa Himmelen oventil og Tegn paa Jorden nedentil, Blod og Ild og rygende Damp.
20 ୨୦ ବେଲ୍‌କେ ଆନ୍ଦାର୍‌ ଡିସ୍‌ଲା ପାରା କରାଇବି, ଜନ୍‌, ବନି ପାରା ଡିସ୍‌ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍‌ ଉଜଲର୍‌ ଦିନ୍‌ ଆଗ୍‌ତୁ, ଏଟାସବୁ ଅଇସି ।
Solen skal forvandles til Mørke og Maanen til Blod, førend Herrens store og herlige Dag kommer.
21 ୨୧ ଜେତ୍‌କି ଲକ୍‌ ମର୍‌ ନାଉଁ ଦାରି ଡାକ୍‌ବାଇ, ସେମନ୍‌କେ ମୁଇ ରକିଆ କର୍‌ବି ।”
Og det skal ske, enhver, som paakalder Herrens Navn, skal frelses.‟ —
22 ୨୨ ପିତର୍‌ କଇଲା, “ଏ ଇସ୍‌ରାଏଲ୍‌ ଦେସର୍‌ ଲକ୍‌ମନ୍‌ ତମେ ମୁଇ କଇବା କାତା ସୁନା । ପରମେସର୍‌ସେ ବାଚି ପାଟାଇଲା ଲକ୍‌, ନାଜରିତ୍‌ ଗଡର୍‌ ଜିସୁ ବଲିକରି ସେ ତମର୍‌ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍‌ ବଇଲେ, ପରମେସର୍‌ ତାର୍‌ତେଇଅନି କାବା ଅଇଜିବା କାମ୍‌ କଲାଆଚେ । ଏଟା ସତ୍‌ ବଲି ତମେ ଜାନିଆଚାସ୍‌ ।
I israelitiske Mænd! hører disse Ord: Jesus af Nazareth, en Mand, som fra Gud var godtgjort for eder ved kraftige Gerninger og Undere og Tegn, hvilke Gud gjorde ved ham midt iblandt eder, som I jo selv vide,
23 ୨୩ ତାର୍‌ ଆଗ୍‌ତୁର୍‌ ଜଜ୍‌ନା ଇସାବେ ସେ କାତା ଦେଇସାରାଇରଇଲା କି, ଜିସୁ ତମର୍‌ ଆତେ ସର୍‌ପାଇ ଅଇସି । ତାର୍‌ପଚେ ତାର୍‌ ନିୟମ୍‌ ନ ମାନ୍‌ବା ଲକ୍‌ମନ୍‌ ତାକେ କୁର୍‌ସେ ଚଗାଇ ମରାଅତ୍‌ ବଲି ତମେ ତାକେ ଏନ୍ତି କଲାସ୍‌ ।
ham, som efter Guds bestemte Raadslutning og Forudviden var bleven forraadt, ham have I ved lovløses Haand korsfæstet og ihjelslaaet.
24 ୨୪ ମାତର୍‌ ପରମେସର୍‌ ଜିସୁକେ ମଲାଟାନେଅନି ଆରି ତରେକ୍‌ ଉଟାଇଲା । ମରନର୍‌ ବପୁତେଇଅନି ତାକେ ମୁକ୍‌ଲାଇଲା । କାଇକେବଇଲେ କେ ମିସା ତାକେ ମରାଇକରି ସେ ଜାଗାଇ ସଙ୍ଗଇ ନାପାର୍‌ଲାଇ ।
Men Gud oprejste ham, idet han gjorde Ende paa Dødens Veer, eftersom det ikke var muligt, at han kunde fastholdes af den.
25 ୨୫ ଏ ବିସଇ ଦାଉଦ୍‌ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍‌ ସବୁ ବେଲା ମର୍‌ ମୁଆଟେ ରଇବାଟା ଦେକ୍‌ଲି । ସେ ମର୍‌ ସଙ୍ଗ୍‍ ଆଚେ । ସେଟାର୍‌ପାଇ ମକେ କେ ମିସା କଚପଚ କରିନାପାରତ୍‌ ।
Thi David siger med Henblik paa ham: „Jeg havde altid Herren for mine Øjne; thi han er ved min højre Haand, for at jeg ikke skal rokkes.
26 ୨୬ ସେଟାର୍‌ ପାଇ ମୁଇ ସାର୍‌ଦାସଙ୍ଗ୍‍ ଆଚି । ଆରି ସାର୍‌ଦାର୍‌ କାତା କଇବି । ମର୍‌ ଏ ମର୍‌ବା ଗାଗଡ୍‌ ରଇଲେ ମିସା ମୁଇ ସବୁବେଲେ ତମର୍‌ ତେଇ ଆସା କର୍‌ବି ।
Derfor glædede mit Hjerte sig, og min Tunge jublede, ja, ogsaa mit Kød skal bo i Haab;
27 ୨୭ କାଇକେ ବଇଲେ ତୁଇ ମକେ ମଲାଲକ୍‌ମନର୍‌ ଜାଗାଇ ଚାଡି ନ ଦିଆସ୍‌ । ତମର୍‌ ସୁକଲ୍‌ ଦାଙ୍ଗ୍‌ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍‌ । (Hadēs g86)
thi du skal ikke lade min Sjæl tilbage i Dødsriget, ikke heller tilstede din hellige at se Forraadnelse. (Hadēs g86)
28 ୨୮ ତମେ ମକେ ଜିବନର୍‌ ବାଟ୍‌ ଦେକାଇ ଆଚାସ୍‌ । ତମେ ମର୍‌ ସଙ୍ଗ୍‍ ଆଚାସ୍‌, ସେଟାର୍‌ପାଇ ମୁଇ ସାର୍‌ଦା ସଙ୍ଗ୍‍ ରଇବି ।”
Du har kundgjort mig Livets Veje; du skal fylde mig med Glæde for dit Aasyn.‟
29 ୨୯ ଆରି ପିତର୍‌ କଇଲା, “ଏ ଇସ୍‌ରାଏଲର୍‌ ବାଇବଇନିମନ୍‌, ଆମର୍‌ ଆନିଦାଦିବେଲର୍‌ ଦାଉଦ୍‌ ରାଜାର୍‌ ବିସଇ ଡାଟ୍‌ସଙ୍ଗ୍‍ କଇବାକେ ମର୍‌ ଅଦିକାର୍‌ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍‌ଲା ଜାଗା ଏବେ ଜାକ ଇତି ଆଚେ ।
I Mænd, Brødre! Jeg kan sige med Frimodighed til eder om Patriarken David, at han er baade død og begraven, og hans Grav er hos os indtil denne Dag.
30 ୩୦ ସେ ଗଟେକ୍‌ ବବିସତ୍‌ବକ୍‌ତା ରଇଲା ଆରି ପର୍‌ମେସର୍‌ ସପତ୍‌କରି କଇଲା ବିସଇ ଜାନିରଇଲା । ପର୍‌ମେସର୍‌ ତାକେ କାତା ଦେଇରଇଲା ଜେ, ତାର୍‌ ଗଟେକ୍‌ ନାତିତିତି ଦିନେକ୍‌ ତାର୍‌ପାରା ସାସନ୍‌ କର୍‌ସି ।
Da han nu var en Profet og vidste, at Gud med Ed havde tilsvoret ham, at af hans Lænds Frugt skulde en sidde paa hans Trone,
31 ୩୧ ଏ ବିସଇ ଆଗେ ସେ ଜାନି ରଇଲାର୍‌ପାଇ ପର୍‌ମେସର୍‌ ମସିଅକେ ମଲାତେଇଅନି ଆରିତରେକ୍‌ ଜିବନ୍‌ କରାଇସି ବଲି ସେ କଇପାର୍‌ଲା ।” “ପର୍‌ମେସର୍‌ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍‌ ଗାଗଡ୍‌ ସମାଦି ତେଇ କୁଇ ଜିବାକେ ଚାଡେନାଇ ।” (Hadēs g86)
talte han, forudseende, om Kristi Opstandelse, at hverken blev han ladt tilbage i Dødsriget, ej heller saa hans Kød Forraadnelse. (Hadēs g86)
32 ୩୨ ଏବେ ଏ ଜିସୁକେ ପରମେସର୍‌ ଜିବନ୍‌ ଦେଇ ଉଟାଇଆଚେ । ଆମେ ସବୁ ସେ ଗଟ୍‍ନାର୍‌ ସାକି ।
Denne Jesus oprejste Gud, hvorom vi alle ere Vidner.
33 ୩୩ ପରମେସର୍‌ ତାକେ ତାର୍‌ ଉଜାବାଟେ ବସ୍‌ବାକେ ଉଟାଇଆଚେ । ଆରି ସେ କାତା ଦେଲା ଇସାବେ ତାର୍‌ଟାନେଅନି ସୁକଲ୍‌ଆତ୍‌ମା ପାଇଲାଆଚେ । ତମେ ଏବେ ଜନ୍‌ଟା ଦେକ୍‌ଲାସ୍‌ନି ଆରି ସୁନ୍‌ଲାସ୍‌ନି, ସେଟା ଅଇଲାନି ତାର୍‌ ଦାନ୍‌କରି ରଇବାଟା । ଜନ୍‌ଟା କି ସେ ଆମ୍‌କେ ଜବର୍‌ ଅଇତେ ଆଜାଡି ଦେଲାଆଚେ ।
Efter at nu han ved Guds højre Haand er ophøjet og af Faderen har faaet den Helligaands Forjættelse, har han udgydt denne, hvilket I baade se og høre.
34 ୩୪ ସର୍‌ଗେ ଗାଲା ଲକ୍‌ ଦାଉଦ୍‌ ନଏଁ । ମାତର୍‌ ସେ କଇଲା, “ପର୍‌ମେସର୍‌ ମର୍‌ ମାପ୍‌ରୁକେ କଇଲା ତମର୍‌ ସବୁ ସତ୍‌ରୁମନ୍‌କେ ଆରାଇବା ଜାକ ମର୍‌ ଉଜାବାଟେ ବସ୍‌ ଆରି ସାସନ୍‌ କର୍‌ ।”
Thi David for ikke op til Himmelen; men han siger selv: „Herren sagde til min Herre: Sæt dig ved min højre Haand,
35 ୩୫ ଆରି ତର୍‌ ସତ୍‌ରୁମନ୍‌କେ ତର୍‌ ପାଦ୍‌ତଲେ ନ ଆନ୍‌ବା ଜାକ ମର୍‌ ଉଜାବାଟେ ବସି ର ।
indtil jeg faar lagt dine Fjender som en Skammel for dine Fødder.‟
36 ୩୬ ପିତର୍‌ ଆରି କଇଲା “ଏ ଇସ୍‌ରାଏଲର୍‌ ସବୁ ଲକ୍‌ମନ୍‌, ତମେ ଜନ୍‌ ଜିସୁକେ କୁର୍‌ସେ କୁଟିମାରି ମରାଇରଇଲାସ୍‌, ପର୍‌ମେସର୍‌ ତାକେ ମାପ୍‌ରୁ ଆରି ମସିଅ କଲାଆଚେ ବଲି ଡାଟ୍‌ସଙ୍ଗ୍‍ ଜାନ୍‌ବାର୍‌ଆଚେ ।”
Derfor skal hele Israels Hus vide for vist, at denne Jesus, hvem I korsfæstede, har Gud gjort baade til Herre og til Kristus.‟
37 ୩୭ ଏ କାତା ପିତର୍‌ଟାନେଅନି ସୁନ୍‌ଲା ସବୁ ଲକ୍‌ମନ୍‌ ତାକର୍‌ ନିଜର୍‌ ବୁଲ୍‌ ଏତାଇକରି ମନ୍‌ ବିତ୍‌ରେ କିଲ୍‌ବିଲ୍‌ ଅଇଗାଲାଇ । ସେମନ୍‌ ପିତର୍‌କେ ଆରି ପେରିତ୍‌ମନ୍‌କେ ପାଚାର୍‌ଲାଇ, “ଏ ବାଇମନ୍‌ ଏନ୍ତାର୍‌ ବଲି କଇଲେ ଆମେ କାଇଟା କର୍‌ବାର୍‌ ଆଚେ?”
Men da de hørte dette, stak det dem i Hjertet, og de sagde til Peter og de øvrige Apostle: „I Mænd, Brødre! hvad skulle vi gøre?‟
38 ୩୮ ପିତର୍‌ ସେମନ୍‌କେ କଇଲା, “ତମେ ଗଟେକ୍‌ ଗଟେକ୍‌ ଲକ୍‌ ପାପେଅନି ବାଉଡିକରି ଜିସୁ କିରିସ୍‌ଟର୍‌ ନାଉଁ ଦାରି ଡୁବନ୍‌ ନେବାର୍‌ ଆଚେ, ଜେନ୍ତାରି କି ତମର୍‌ ପାପ୍‌ ସବୁ କେମା ଅଇସି ଆରି ପରମେସର୍‌ ତମ୍‌କେ ସୁକଲ୍‌ ଆତ୍‌ମା ଦେଇସି ।
Men Peter sagde til dem: „Omvender eder, og hver af eder lade sig døbe paa Jesu Kristi Navn til eders Synders Forladelse; og I skulle faa den Helligaands Gave.
39 ୩୯ ଏ ସପତ୍‌ ତମର୍‌ପାଇ ଆରି ତମର୍‌ ପିଲାମନର୍‌ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍‌ପାଇ । ଜନ୍‌ ସବୁଲକ୍‌କେ ସେ, ତାର୍‌ ଲଗେ ଡାକ୍‌ଲାନି ।”
Thi for eder er Forjættelsen og for eders Børn og for alle dem, som ere langt borte, saa mange som Herren vor Gud vil tilkalde.‟
40 ୪୦ ଆରି ପିତର୍‌ ସେମନ୍‌କେ ଜାଗ୍‌ରତ୍‌ କରାଇବାକେ ବେସି ବିସଇ କଇଲା ଆରି ସେମନ୍‌କେ ବାବୁଜିଆ କଲା । ବିସ୍‌ବାସ୍‌ ନ କର୍‌ବା ଜିଉଦି ବାଇମନ୍‌କେ ଆଇତେରଇବା ବଡ୍‌ ଡଣ୍ଡେଅନି ନିଜ୍‌କେ ରକିଆ କରା। ବଲି କଇଲା ।
Ogsaa med mange andre Ord vidnede han for dem og formanede dem, idet han sagde: „Lader eder frelse fra denne vanartede Slægt!‟
41 ୪୧ ତେଇ ପିତରର୍‌ କାତା ସୁନି ବେସି ଲକ୍‌ ବିସ୍‌ବାସ୍‌ କଲାଇ । ଆରି ସିସ୍‌ମନ୍‌ ସେମନ୍‌କେ ଡୁବନ୍‌ ଦେଲାଇ । ସେ ଦିନେ ତିନ୍‌ଅଜାର୍‌ ଲକ୍‌ମନ୍‌ ତାକର୍‌ ଦଲେ ମିସ୍‌ଲାଇ ।
De, som nu toge imod hans Ord, bleve døbte; og der føjedes samme Dag omtrent tre Tusinde Sjæle til.
42 ୪୨ ସେମନ୍‌ ପେରିତ୍‌ମନ୍‌ ସିକାଇଲା ବିସଇ ମାନ୍‌ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍‌ତନା କର୍‌ବାକେ ।
Og de holdt fast ved Apostlenes Lære og Samfundet, Brødets Brydelse og Bønnerne.
43 ୪୩ ଆରି ଲକ୍‌ମନ୍‌ ଡରିଜାଇତେରଇଲାଇ । ପର୍‌ମେସର୍‌ ପେରିତ୍‌ମନର୍‌ ତେଇଅନି ବେସି କାବାଅଇଜିବା କାମ୍‌ମନ୍‌ କର୍‌ତେ ରଇଲା । ସବୁ ଲକ୍‌ମନ୍‌ ପରମେସର୍‌କେ ନାମ୍‌ଲାଇ ।
Men der kom Frygt over enhver Sjæl, og der skete mange Undere og Tegn ved Apostlene.
44 ୪୪ ଜିସୁକେ ବିସ୍‌ବାସ୍‌ କଲା ଲକ୍‌ମନ୍‌ ଗଟେକ୍‌ ଗରର୍‌ ଲକ୍‌ପାରାଅଇ ରଇତେ ରଇଲାଇ । ଆରି ତାକର୍‌ତେଇ କାଇକାଇଟା ରଇଲା, ସେଟା ସେମନ୍‌ ବାଟା କର୍‌ତେରଇଲାଇ ।
Og alle de troende holdt sig sammen og havde alle Ting fælles.
45 ୪୫ ତାକର୍‌ ବିତ୍‌ରେ କେତେଲକ୍‌ ଜମି ଆରି ନିଜର୍‌ପାଇ ରଇବାଟା ବିକିକରି, ସେ ଡାବୁ ଦର୍‌କାର୍‌ ଅଇଲା ଲକ୍‌ମନ୍‌କେ ଦେଇତେରଇଲାଇ ।
Og de solgte deres Ejendom og Gods og delte det ud iblandt alle, efter hvad enhver havde Trang til.
46 ୪୬ ସବୁଦିନ୍‌ ପାର୍‌ତନା କର୍‌ବା ମନ୍ଦିରେ ଗଟେକ୍‌ ଦଲ୍‌ଅଇ ମିସ୍‌ତେରଇଲାଇ । ଗରେ ଗରେ ମିସିବିଡି କାଇତେରଇଲାଇ । ସାର୍‌ଦାସଙ୍ଗ୍‍ ରଇକରି, ମନେ କାଇଟା ନ ବାବି ଦିଆନିଆ ଅଇତେରଇଲାଇ ।
Og idet de hver Dag vedholdende og endrægtigt kom i Helligdommen og brød Brødet hjemme, fik de deres Føde med Fryd og i Hjertets Enfold,
47 ୪୭ ସେମନ୍‌ ପର୍‌ମେସର୍‌କେ ଡାକ୍‌ପୁଟା କର୍‌ତେରଇଲାଇ ଆରି ଜିରୁସାଲେମର୍‌ ସବୁଲକ୍‌ ସେମନ୍‌କେ ନିକ ବଲି ବାବ୍‌ତେରଇଲାଇ । ମାପ୍‌ରୁ ଜନ୍‌ ଲକ୍‌ମନ୍‌କେ ମୁକ୍‌ତି କର୍‌ତେରଇଲା, ଦିନ୍‌କେ ଦିନ୍‌ ସେମନର୍‌ ଦଲେ ମିସାଇତେରଇଲା ।
idet de lovede Gud og havde Yndest hos hele Folket. Men Herren føjede daglig til dem nogle, som lode sig frelse.

< ପେରିତ୍‌ 2 >