< ପେରିତ୍‌ 19 >

1 ଆପଲ୍‌ କରନ୍ତିଏ ରଇଲାବେଲେ, ପାଉଲ୍‌ ସେ ରାଇଜର୍‌ ଉପର୍‌ ବାଗେ ବୁଲି ସାରାଇ, ଏପିସିଏ କେଟ୍‌ଲା । ତେଇ ସେ କେତେଟା ସିସ୍‌ମନ୍‌କେ ବେଟ୍‌ ଅଇଲା ।
And it bifelle, whanne Apollo was at Corinthi, that Poul whanne he hadde go the hiyer coostis, he cam to Efesie, and foond summe of disciplis.
2 ସେମନ୍‌କେ ପାଚାର୍‌ଲା “ତମେ ବିସ୍‌ବାସି ଅଇବା ବେଲାଇ ସୁକଲ୍‌ ଆତ୍‌ମା ପାଇରଇଲାସ୍‌ କି?” ସେମନ୍‌ କଇଲାଇ, “ସୁକଲ୍‌ ଆତ୍‌ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
And he seide to hem, Whethir ye that bileuen han resseyued the Hooli Goost? And thei seiden to hym, But nether `han we herd, if the Hooli Goost is.
3 ପାଉଲ୍‌ ପାଚାର୍‌ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍‌ ନେଇ ଆଚାସ୍‌?” ସେମନ୍‌ କଇଲାଇ “ଡୁବନ୍‌ ଦେଉ ଜଅନର୍‌ ଡୁବନ୍‌ ।”
And he seide, Therfor in what thing ben ye baptisid? And thei seiden, In the baptym of Joon.
4 ପାଉଲ୍‌ କଇଲା, “ଜନ୍‌ ଲକ୍‌ମନ୍‌ ପାପେଅନି ବାଉଡି ରଇଲାଇ, ଜଅନର୍‌ ଡୁବନ୍‌ ସେମନର୍‌ ପାଇ ଟିକ୍‌ ରଇଲା । ମାତର୍‌ ତାର୍‌ପଚେ ଜେ ଆଇବାର୍‌ ରଇଲା, ଜନ୍‌ଟା କି, ଜିସୁ, ତାର୍‍ ଲଗେ ବିସ୍‌ବାସ୍‌ କର୍‌ବାକେ, ଜଅନ୍‌ ଇସ୍‌ରାଏଲ୍‌ ଲକ୍‌ମନ୍‌କେ କଇରଇଲା ।”
And Poul seide, Joon baptiside the puple in baptym of penaunce, and tauyte, that thei schulden bileue in hym that was to comynge `after hym, that is, in Jhesu.
5 ଏଟା ସୁନି ସେମନ୍‌ ମାପ୍‌ରୁ ଜିସୁର୍‌ ନାଉଁ ଦାରି ଡୁବନ୍‌ ନେଲାଇ ।
Whanne thei herden these thingis, thei weren baptisid in the name of the Lord Jhesu.
6 ପାଉଲ୍‌ ସେମନର୍‌ ଉପ୍‌ରେ ଆତ୍‌ ଚିଇଲା ଆରି ସୁକଲ୍‌ ଆତ୍‌ମା ତାକର୍‌ଟାନେ ଉତର୍‌ଲା । ସେମନ୍‌ ବିନ୍‌ ବିନ୍‌ ବାସାଇ କାତା କଇଲାଇ ଆରି ପରମେସରର୍‌ ସୁବ୍‌ କବର୍‌ ଜାନାଇଲାଇ ।
And whanne Poul hadde leid on hem his hoondis, the Hooli Goost cam in hem, and thei spaken with langagis, and profecieden.
7 ସେମନ୍‌ ମୁନୁସ୍‌ ପିଲା ବାର ଲକ୍‌ ରଇଲାଇ ।
And alle weren almest twelue men.
8 ତାର୍‌ ପଚେ ପାଉଲ୍‌ ତିନ୍‌ ମାସ୍‌ ଜାକ ନ ଡର୍‌ତେ ପାର୍‌ତନା ଗରେ କାତାବାର୍‌ କରି ପରମେସରର୍‌ ରାଇଜ୍‌ ବିସଇ ସେମନର୍‌ ମନେ ବିସ୍‌ବାସ୍‌ ଜନ୍‌ମାଇବାକେ ଚେସ୍‌ଟା କଲା ।
And he yede in to the synagoge, and spak with trist thre monethis, disputinge and tretinge of the kingdom of God.
9 ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକର୍‌ ମନ୍‌ ଡାଟ୍‌ ରଇଲା । ସେମନ୍‌ ବିସ୍‌ବାସ୍‌ କରତ୍‌ନାଇ । ଦଲର୍‌ ସବୁ ଲକର୍‌ ମୁଆଟେ ସେମନ୍‌ ମାପ୍‌ରୁର୍‌ ବାଟ୍‌ ବିସଇନେଇ, ତିପୁଲ୍‌ କାତା କଇଲାଇ । ସେଟାର୍‌ପାଇ ପାଉଲ୍‌ ସେମନ୍‌କେ ଚାଡି, ବିସ୍‌ବାସିମନ୍‌କେ ନେଇ, ସବୁ ଦିନ୍‌ ଟିରାନସ୍‌ ନାଉଁର୍‌ ଗରେ ନିଆଇ କର୍‌ବାର୍‌ ଦାର୍‌ଲାଇ ।
But whanne summe weren hardid, and bileueden not, and cursiden the weie of the Lord bifor the multitude, he yede awei fro hem, and departide the disciplis, and disputide in the scole of a myyti man eche dai.
10 ୧୦ ଏଟା ଦୁଇ ବରସ୍‌ ଦାରି ଚାଲ୍‌ଲା । ରମ୍‌ ଦେସର୍‌ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍‌ ଲକ୍‌ ମିସା ମାପ୍‌ରୁର୍‌ ବାକିଅ ସୁନ୍‌ଲାଇ ।
This was doon bi twei yeeris, so that alle that dwelliden in Asie herden the word of the Lord, Jewis and hethene men.
11 ୧୧ ପର୍‌ମେସର୍‌ ପାଉଲର୍‌ତେଇଅନି ବେସି ବଡ୍‌ ବଡ୍‌ କାବାଅଇଜିବା କାମ୍‌ମନ୍‌ କଲା ।
And God dide vertues not smale bi the hoond of Poul,
12 ୧୨ ଏନ୍ତି କି ପାଉଲ୍‌ ପୁଚିଅଇବା ଉର୍‌ମାଲ୍‌ ଆରି ବସ୍‌ତର୍‌ ରଗିମନର୍‌ ଲଗେ ନେଲେ, ସେମନ୍‌ ନିମାନ୍‌ ଅଇତେ ରଇଲାଇ । ସେମନର୍‌ ଗାଗ୍‌ଡେଅନି କାରାପ୍‌ ଆତ୍‌ମାମନ୍‌ ସବୁ ବାରଇଜାଇତେ ରଇଲାଇ ।
so that on sijk men the sudaries weren borun fro his bodye, and sijknessis departiden fro hem, and wickid spiritis wenten out.
13 ୧୩ କେତେଟା ଏନେତେନେ ବୁଲ୍‌ବା ଡୁମା ଚାଡାଇବା ଜିଉଦିମନ୍‌ ମିସା, ଜିସୁର୍‌ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍‌ଟା କଲାଇ । ସେମନ୍‌ କାରାପ୍‌ ଆତ୍‌ମାମନ୍‌କେ କଇତେ ରଇଲାଇ, “ପାଉଲ୍‌ ଜାନାଇବା ଜିସୁର୍‌ ନାଉଁ ଦାରି ତକେ ଆଦେସ୍‌ ଦେଲିନି ।”
But also summe of the Jewis exorsisists yeden aboute, and assaieden to clepe the name of the Lord Jhesu Crist on hem that hadden yuele spiritis, and seiden, Y coniure you bi Jhesu, whom Poul prechith.
14 ୧୪ ଏସ୍‌କେବା ନାଉଁର୍‌ ଗଟେକ୍‌ ଜିଉଦି, ବଡ୍‌ ପୁଜାରିର୍‌ ସାତ୍‌ଟା ପିଲାମନ୍‌, ଏ ରକାମ୍‌ କର୍‌ତେ ରଇଲାଇ ।
And ther weren seuene sones of a Jewe, Steuen, a prince of preestis, that diden this thing.
15 ୧୫ ମାତର୍‌ କାରାପ୍‌ ଆତ୍‌ମା ସେମନ୍‌କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍‌କେ ଚିନ୍‌ଲି ଆଚି, ମାତର୍‌ ତମେ କେ?”
But the yuel spirit answeride, and seide to hem, Y knowe Jhesu, and Y knowe Poul; but who ben ye?
16 ୧୬ କାରାପ୍‌ ଆତ୍‌ମା ଦାରିରଇଲା ଲକ୍‌, ସେମନ୍‌କେ ଦାରି ଚାବ୍‌କାତର୍‌ କରି ପାକାଇଲା । ସେମନର୍‌ ଲୁଗାପଚିଆ ଚିରି ଡୁମ୍‌ଣ୍ଡା କରିଦେଲା । ସେମନ୍‌ କଣ୍ଡିଆ ବଣ୍ଡିଆ ଅଇ ତାର୍‌ ଗରେଅନି ବାରଇ ପାଲାଇଲାଇ ।
And the man in which was the worste deuel, lippide on hem, and hadde victorie of bothe, and was stronge ayens hem, that thei nakid and woundid fledden awei fro that hous.
17 ୧୭ ଏପିସେ ବାସାଅଇରଇବା ଜିଉଦି ବିସ୍‌ବାସିମନ୍‌ ଆରି ଗିରିକ୍‌ ଲକ୍‌ମନ୍‌, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍‌ରୁ ଜିସୁର୍‌ ନାଉଁ ଅଦିକ୍‌ ଡାକ୍‌ପୁଟା ଅଇଲା ।
And this thing was maad knowun to alle the Jewis and to hethene men, that dwelliden at Effesie; and drede felle doun on hem alle, and thei magnyfieden the name of the Lord Jhesu.
18 ୧୮ ବିସ୍‌ବାସିମନର୍‌ ବିତ୍‌ରେଅନି ବେସି ଲକ୍‌ ସବୁର୍‌ ମୁଆଟେ ନିଜେ କଲା କାରାପ୍‌ କାମ୍‌ ମାନ୍‌ଲାଇ ।
And many men bileueden, and camen, knowlechinge and tellynge her dedis.
19 ୧୯ ପାଙ୍ଗନ୍‌ ବିଦିଆ ଅବିଆସ୍‌ କର୍‌ତେରଇବା ବେସି ଲକ୍‌ମନ୍‌ ତାକର୍‌ ବଇମନ୍‌ ଆନି ଟୁଲିଆଇକରି ସବୁ ଲକର୍‌ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍‌ ବଇର୍‌ ଦାମ୍‌ ପଚାସ୍‌ ଅଜାର୍‌ ରୁପାଟାଙ୍ଗା ଏତ୍‌କି ରଇଲା ।
And manye of them that sueden curiouse thingis, brouyten togidere bookis, and brenneden hem bifor alle men; and whanne the prices of tho weren acountid, thei founden monei of fifti thousynd pens;
20 ୨୦ ଏନ୍ତିବାବ୍‌ରେ ପରମେସରର୍‌ ବାକିଅ ଅଦିକ୍‌ ଅଦିକ୍‌ ଗୁଲାଇବାଟେ ଉଡ୍‌ରା ଅଇଜାଇ ଅଦିକ୍‌ ବପୁ ଅଇବାର୍‌ ଦାର୍‌ଲା ।
so strongli the word of God wexide, and was confermyd.
21 ୨୧ ଏ ସବୁ ଗଟ୍‍ନା ପଚେ ପାଉଲ୍‌ ମାସିଦନିଆ ଆରି ଆକାୟା ବାଟ୍‌ ଦେଇ ଜିରୁସାଲମେ ଜିବାକେ ଟିକ୍‌ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍‌ ଦେସେ ମିସା ଜିବାର୍‌ ଆଚେ ।”
And whanne these thingis weren fillid, Poul purposide in spirit, aftir that Macedony was passid and Acaie, to go to Jerusalem, and seide, For aftir that Y schal be there, it bihoueth me `to se also Rome.
22 ୨୨ ସେଟାର୍‌ପାଇ ସେ ତାର୍‌ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍‌ତସ୍‌କେ ମାସିଦନିଆଇ ପାଟାଇଲା, ମାତର୍‌ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍‌ ରଇଲା ।
And he sente in to Macedonye twey men, that mynystriden to hym, Tymothe, and Eraste, and he dwellide for a tyme in Asie.
23 ୨୩ ଏତ୍‌କି ବିତ୍‌ରେ ମାପ୍‌ରୁ ଦେକାଇରଇବା ବାଟ୍‌ ବିସଇ ନେଇ, ଗଟେକ୍‌ ବେସି ବଡ୍‌ ଗଣ୍ଡ୍‍ଗଲ୍‌ ଅଇବାଟା ଉବଜ୍‌ଲା ।
And a greet troubling was maad in that dai, of the weie of the Lord.
24 ୨୪ ଦିମିତିରିୟ ନାଉଁର୍‌ ଗଟେକ୍‌ ରୁପାର୍‌ ପୁତ୍‌ଲା ତିଆର୍‌ କରୁ, ଆର୍‌ତେମି ଦେବିର୍‌ ମନ୍ଦିରେ ପୁତ୍‌ଲା ତିଆର୍‌ କର୍‌ତେ ରଇଲା । ଏନ୍ତାରି ବେବାର୍‌କରି ପୁତ୍‌ଲା ତିଆର୍‌ କରୁମନ୍‌, ବେସି ଲାବ୍‌ ପାଇତେ ରଇଲାଇ ।
For a man, Demetrie bi name, a worcher in siluer, makide siluer housis to Diane, and yaf to crafti men myche wynnyng;
25 ୨୫ ସେଟାର୍‌ପାଇ ସେ ତାର୍‌ ସଙ୍ଗର୍‌ ବେବାରିମନ୍‌କେ ରୁଣ୍ଡାଇକରି କଇଲା, “ଆଗିଆମନ୍‌, ଏ ବେବାର୍‌ ଆମ୍‌କେ ସାଉକାର୍‌ କଲାଆଚେ ବଲି ସବୁ ଲକ୍‌ ଜାନାସ୍‌ ।
which he clepide togidere `hem that weren suche maner werkmen, and seide, Men, ye witen that of this craft wynnyng is to vs;
26 ୨୬ ଏବେ, ଏ ଲକ୍‌ ପାଉଲ୍‌ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍‌ଲାସ୍‌ନି ଆରି ସୁନି ପାର୍‌ଲାସ୍‌ନି । ସେ କଇଲାନି, ଲକର୍‌ ଆତେ ତିଆର୍‌ କଲା ଦେବ୍‌ତା ସବୁ ବିଲ୍‌କୁଲ୍‌ ଦେବ୍‌ତା ନଅତ୍‌ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍‌ମନ୍‌କେ ଏ ବିସଇ କଇ ଉସ୍‌କାଇଲାନି ।
and ye seen and heren, that this Poul counseilith and turneth awei myche puple, not oonli of Effesie, but almest of al Asie, and seith, that thei ben not goddis, that ben maad with hoondis.
27 ୨୭ ସେଟାର୍‌ପାଇ ଆମର୍‌ ବେବାର୍‌ ବୁଡିଜିବାର୍‌ ଉପ୍‌ରେ ଆଚେ । କାଲି ସେତ୍‌କି ନଏଁ, ଜନ୍‌ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍‌ଟାନେଅନି ପୁଜାପାଇସି, ସେ ଡାକ୍‌ପୁଟା ଆର୍‌ତେମି ଦେବି, ମନ୍ଦିରର୍‌ ଡାକ୍‌ପୁଟା ଆରି ନ ରଏ, ଆରି ଆର୍‌ତେମି ଦେବିର୍‌ ମର୍‌ଜିତା ନସ୍‌ଟ ଅଇସି ।”
And not oonli this part schal be in perel to vs, to come in to repreef, but also the temple of the greet Dian schal be acountid in to nouyt; yhe, and the maieste of hir schal bigynne to be destried, whom al Asie and the world worschipith.
28 ୨୮ ଲକ୍‌ମନ୍‌ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍‌ ଆର୍‌ତେମି ବଡ୍‌ଦେବିର୍‌ ଡାକ୍‌ପୁଟା ଅ!”
Whanne these thingis weren herd, thei weren fillid with ire, and crieden, and seiden, Greet is the Dian of Effesians.
29 ୨୯ ଏ ଗଣ୍ଡ୍‍ଗଲ୍‌ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍‌ମନ୍‌ ପାଉଲ୍‌ ସଙ୍ଗ୍‍ ରଇବା ମାକିଦନିଆର୍‌ ଗାୟ ଆରି ଆରିସ୍‌ତାକସ୍‌, ଦୁଇଲକ୍‌କେ ଦାରି, ଦାପ୍‌ରେ ଜୁଇଦ୍‌ ବାଟେ ପାଲାଇଲାଇ ।
And the citee was fillid with confusioun, and thei maden an asaut with oon wille in to the teaatre, and tooken Gayus and Aristark, men of Macedonye, felawis of Poul.
30 ୩୦ ତେଇ ପାଉଲ୍‌ ଏକ୍‌ଲାସେ ଲକ୍‌ମନର୍‌ ବିତ୍‌ରେ ଜିବାକେ ମନ୍‌କଲା । ମାତର୍‌ ବିସ୍‌ବାସିମନ୍‌ ତାକେ ବିତ୍‌ରେ ଜିବାକେ ଚାଡତ୍‌ନାଇ ।
And whanne Poul would haue entrid in to the peple, the disciplis suffriden not.
31 ୩୧ ଆସିଆ ରାଇଜର୍‌ କେତେଟା ମୁକିଅ ସାସନ୍‌ କାରିଆମନ୍‌ ମିସା ପାଉଲର୍‌ ମଇତର୍‌ ରଇଲାଇଜେ, ପାଉଲ୍‌କେ ଜୁଇଦ୍‌ ପଡିଆଇ ନ ଜାଅ ବଲି, କବର୍‌ ପାଟାଇଲାଇ ।
And also summe of the princis of Asie, that weren hise freendis, senten to him. and preieden, that he schulde not yyue hym silf in to the teatre.
32 ୩୨ ଏତ୍‌କି ବିତ୍‌ରେ ରୁଣ୍ଡିରଇବା ସବୁ ଲକ୍‌ ରିସା ଅଇଜାଇରଇଲାଇ । ଲକ୍‌ମନ୍‌ ଦଲ୍‌ଦଲ୍‌ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍‌ ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌, କାଇକେ ରୁଣ୍ଡିଆଚତ୍‌ ବଲି ନାଜାନିରଇଲାଇ ।
And othere men crieden othir thing; for the chirche was confusid, and many wisten not for what cause thei weren come togidere.
33 ୩୩ ସେମନର୍‌ ବିତ୍‌ରେଅନି କେତେକ୍‌ ଲକ୍‌ ଏଟାର୍‌ପାଇ ଆଲେକ୍‌ଜାଣ୍ଡାର୍‌କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍‌ମନ୍‌, ଆଗ୍‌ତୁ ତାକେ ଟିଆ କରାଇରଇଲା । ଆଲେକ୍‌ଜାଣ୍ଡାର୍‌ ଲକ୍‌ମନ୍‌କେ ଆତ୍‌ଟେକି ଚିମ୍‌ରାଇଅଇ ରଇବାକେ କଇଲା ଆରି ତାର୍‌ ବାସନ୍‌ଟାନେ ବିସ୍‌ବାସିମନର୍‌ ବାଟେ ଅଇକରି ବୁଜାଇବାକେ ଚେସ୍‌ଟା କଲା ।
But of the puple thei drowen awei oon Alisaundre, while Jewis puttiden hym forth. And Alisaundre axide with his hoond silence, and wolde yelde a resoun to the puple.
34 ୩୪ ମାତର୍‌ ସେ ଗଟେକ୍‌ ଜିଉଦିଲକ୍‌ ବଲି ଜାନିକରି ଲକ୍‌ମନ୍‌ ଏକାତରେକ୍‌ ଆଉଲିଅଇକରି “ଆର୍‌ତେମି ଦେବିର୍‌ ଜୟ ଜୟ ଅ!” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
And as thei knewen that he was a Jew, o vois of alle men was maad, criynge as bi tweyn ouris, Greet Dian of Effesians.
35 ୩୫ ପଚେ ନଅରର୍‌ ଅଦିକାରେ ରଇବା ଗଟେକ୍‌ କାମ୍‌କରୁ, ଲକ୍‌ମନ୍‌କେ ବୁଜା ସୁଜା କରି ଚିମ୍‌ରା କଲା ଆରି କଇଲା, “ଏ ଏପିସିୟର୍‌ ବାଇମନ୍‌, ଏପିସିସ୍‌ ନଅରେ ବଡ୍‌ଦେବି ଆର୍‌ତେମିର୍‌ ମନ୍ଦିର୍‌ ଆରି ଆକାସେଅନି କସ୍‌ରି ଆଇଲା ସୁକଲ୍‌ ପାକ୍‌ନା ରକିଆ କର୍‌ବା ଦାଇତ୍‌, ଏପିସିୟ ନଅରେ ରଇବା ଲକ୍‌ମନର୍‌ ।
And whanne the scribe hadde ceessid the puple, he seide, Men of Effesie, what man is he, that knowith not, that the citee of Effesians is the worschipere of greet Dian, and of the child of Jubiter?
36 ୩୬ କେ ମିସା ଏଟା ନଏଁ ବଲି କଇନାପାରତ୍‌ । ସେଟାର୍‌ ପାଇ ତମେ ସବୁ ଲକ୍‌ ଚିମ୍‌ରାଇ ଉଆ । କାଇକାମ୍‌ ମିସା ବକୁଆପାରା କରାନାଇ ।
Therfor whanne it may not be ayenseid to these thingis, it behoueth you to be ceessid, and to do no thing folili;
37 ୩୭ ଏ ଲକ୍‌ମନ୍‌ ମନ୍ଦିରେଅନି କାଇଟା ଚରି କରତ୍‌ ନାଇ, କି ଆମର୍‌ ଦେବିର୍‌ ବିରଦେ, କାଇମିସା କାରାପ୍‌ କାତା କଅତ୍‌ ନାଇ, ଏଲେମିସା ତମେ ଏମନ୍‌କେ ଦାରି ଆନିଆଚାସ୍‌ ।
for ye han brouyt these men, nethir sacrilegeris, nethir blasfemynge youre goddesse.
38 ୩୮ ଜଦି ଦିମିତିରିୟ ଆରି ତେଇର୍‌ ପୁତ୍‌ଲା ତିଆର୍‌କରୁମନ୍‌କେ, କାର୍‌ ବିରଦେ ଦାବାକର୍‌ବାଟା ଆଚେ, ସେଟା ବିଚାର୍‌ କର୍‌ବାକେ ଆମର୍‌ ଲକ୍‌ମନ୍‌ ଆଚତ୍‌ । ଆରି ବିଚାର୍‌ ଅଇବା ଗଟେକ୍‌ ଦିନ୍‌ ଆଚେ । ତେଇ ସେ ଦାବା ବିସଇ କଇପାରାସ୍‌ ।
That if Demetrie, and the werk men that ben with hym, han cause ayens ony man, there ben courtis, and domes, and iugis; accusen thei eche other.
39 ୩୯ ଜଦି ଆର୍‌ତେଇଅନି ଆରି ଅଦିକ୍‌ କାଇଟା ଜାନ୍‌ବାକେ ମନ୍‌ କଲାସ୍‌ନି, ତେବେ ଲକ୍‌ମନ୍‌ ଟିକ୍‌କଲା ନିୟମର୍‌ ସବାଇ, ସେଟା ଟିକ୍‌ କରାଅଇସି ।
If ye seken ouyt of ony othir thing, it may be assoylid in the lawful chirche.
40 ୪୦ ଆଜି ଜାଇଟା ଗଟ୍‌ଲା ଆଚେ, ତେଇ ଗଣ୍ଡ୍‍ଗଲ୍‌ କର୍‌ବା ଆରି ଦାବା କର୍‌ବା ବିସଇ ଆମର୍‌ ବିରଦେ କାତା ଉଟିପାରେ । ଏ ଗଣ୍ଡ୍‍ଗଲର୍‌ କାଇମିସା କାରନ୍‌ ଦେକାଇ ନାପାରୁ ।”
For whi we ben in perel to be repreuyd of this daies dissencioun, sithen no man is gilti, of whom we moun yelde resoun of this rennyng togidre.
41 ୪୧ ଏ ସବୁ କାତା କଇ ସେ ଲକ୍‌ମନ୍‌କେ ଚିମ୍‌ରା କରାଇ ସବା ସେସ୍‌ କଲା ।
And whanne he hadde seid this thing, he lete the puple go.

< ପେରିତ୍‌ 19 >