< ପେରିତ୍ 19 >
1 ୧ ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
Men det skete, medens Apollos var i Korinth, at Paulus efter at være dragen igennem de højereliggende Landsdele kom ned til Efesus
2 ୨ ସେମନ୍କେ ପାଚାର୍ଲା “ତମେ ବିସ୍ବାସି ଅଇବା ବେଲାଇ ସୁକଲ୍ ଆତ୍ମା ପାଇରଇଲାସ୍ କି?” ସେମନ୍ କଇଲାଇ, “ସୁକଲ୍ ଆତ୍ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
og fandt nogle Disciple, og han sagde til dem: „Fik I den Helligaand, da I bleve troende?” Men de sagde til ham: „Vi have ikke engang hørt, at der er en Helligaand.”
3 ୩ ପାଉଲ୍ ପାଚାର୍ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍ ନେଇ ଆଚାସ୍?” ସେମନ୍ କଇଲାଇ “ଡୁବନ୍ ଦେଉ ଜଅନର୍ ଡୁବନ୍ ।”
Og han sagde: „Hvortil bleve I da døbte?” Men de sagde: „Til Johannes's Daab.”
4 ୪ ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”
Da sagde Paulus: „Johannes døbte med Omvendelses-Daab, idet han sagde til Folket, at de skulde tro paa den, som kom efter ham, det er paa Jesus.”
5 ୫ ଏଟା ସୁନି ସେମନ୍ ମାପ୍ରୁ ଜିସୁର୍ ନାଉଁ ଦାରି ଡୁବନ୍ ନେଲାଇ ।
Men da de hørte dette, lode de sig døbe til den Herres Jesu Navn.
6 ୬ ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
Og da Paulus lagde Hænderne paa dem, kom den Helligaand over dem, og de talte i Tunger og profeterede.
7 ୭ ସେମନ୍ ମୁନୁସ୍ ପିଲା ବାର ଲକ୍ ରଇଲାଇ ।
Men de vare i det hele omtrent tolv Mænd.
8 ୮ ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
Og han gik ind i Synagogen og vidnede frimodigt i tre Maaneder, idet han holdt Samtaler og overbeviste om det, som hører til Guds Rige.
9 ୯ ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
Men da nogle forhærdede sig og strede imod og over for Mængden talte ilde om Vejen, forlod han dem og skilte Disciplene fra dem og holdt daglig Samtaler i Tyrannus's Skole.
10 ୧୦ ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
Men dette varede i to Aar, saa at alle, som boede i Asien, baade Jøder og Grækere, hørte Herrens Ord.
11 ୧୧ ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା ।
Og Gud gjorde usædvanlige kraftige Gerninger ved Paulus's Hænder,
12 ୧୨ ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
saa at man endog bragte Tørklæder og Bælter fra hans Legeme til de syge, og Sygdommene vege fra dem, og de onde Aander fore ud.
13 ୧୩ କେତେଟା ଏନେତେନେ ବୁଲ୍ବା ଡୁମା ଚାଡାଇବା ଜିଉଦିମନ୍ ମିସା, ଜିସୁର୍ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍ଟା କଲାଇ । ସେମନ୍ କାରାପ୍ ଆତ୍ମାମନ୍କେ କଇତେ ରଇଲାଇ, “ପାଉଲ୍ ଜାନାଇବା ଜିସୁର୍ ନାଉଁ ଦାରି ତକେ ଆଦେସ୍ ଦେଲିନି ।”
Men ogsaa nogle af de omløbende jødiske Besværgere forsøgte at nævne den Herres Jesu Navn over dem, som havde de onde Aander, idet de sagde: „Jeg besværger eder ved den Jesus, som Paulus prædiker.”
14 ୧୪ ଏସ୍କେବା ନାଉଁର୍ ଗଟେକ୍ ଜିଉଦି, ବଡ୍ ପୁଜାରିର୍ ସାତ୍ଟା ପିଲାମନ୍, ଏ ରକାମ୍ କର୍ତେ ରଇଲାଇ ।
Men de, som gjorde dette, vare syv Sønner af Skeuas, en jødisk Ypperstepræst.
15 ୧୫ ମାତର୍ କାରାପ୍ ଆତ୍ମା ସେମନ୍କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍କେ ଚିନ୍ଲି ଆଚି, ମାତର୍ ତମେ କେ?”
Men den onde Aand svarede og sagde til dem: „Jesus kender jeg, og om Paulus ved jeg; men I, hvem ere I?”
16 ୧୬ କାରାପ୍ ଆତ୍ମା ଦାରିରଇଲା ଲକ୍, ସେମନ୍କେ ଦାରି ଚାବ୍କାତର୍ କରି ପାକାଇଲା । ସେମନର୍ ଲୁଗାପଚିଆ ଚିରି ଡୁମ୍ଣ୍ଡା କରିଦେଲା । ସେମନ୍ କଣ୍ଡିଆ ବଣ୍ଡିଆ ଅଇ ତାର୍ ଗରେଅନି ବାରଇ ପାଲାଇଲାଇ ।
Og det Menneske, i hvem den onde Aand var, sprang ind paa dem og overmandede dem begge og fik saadan Magt over dem, at de flygtede nøgne og saarede ud af Huset.
17 ୧୭ ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
Men dette blev vitterligt for alle dem, som boede i Efesus, baade Jøder og Grækere; og der faldt en Frygt over dem alle, og den Herres Jesu Navn blev ophøjet,
18 ୧୮ ବିସ୍ବାସିମନର୍ ବିତ୍ରେଅନି ବେସି ଲକ୍ ସବୁର୍ ମୁଆଟେ ନିଜେ କଲା କାରାପ୍ କାମ୍ ମାନ୍ଲାଇ ।
og mange af dem, som vare blevne troende, kom og bekendte og fortalte om deres Gerninger.
19 ୧୯ ପାଙ୍ଗନ୍ ବିଦିଆ ଅବିଆସ୍ କର୍ତେରଇବା ବେସି ଲକ୍ମନ୍ ତାକର୍ ବଇମନ୍ ଆନି ଟୁଲିଆଇକରି ସବୁ ଲକର୍ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍ ବଇର୍ ଦାମ୍ ପଚାସ୍ ଅଜାର୍ ରୁପାଟାଙ୍ଗା ଏତ୍କି ରଇଲା ।
Men mange af dem, som havde drevet Trolddom, bare deres Bøger sammen og opbrændte dem for alles Øjne; og man beregnede deres Værdi og fandt dem halvtredsindstyve Tusinde Sølvpenge værd.
20 ୨୦ ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
Saa kraftigt voksede Herrens Ord og fik Magt.
21 ୨୧ ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
Men da dette var fuldbragt, satte Paulus sig for i Aanden, at han vilde rejse igennem Makedonien og Akaja og saa drage til Jerusalem, og han sagde: „Efter at jeg har været der, bør jeg ogsaa se Rom.”
22 ୨୨ ସେଟାର୍ପାଇ ସେ ତାର୍ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍ତସ୍କେ ମାସିଦନିଆଇ ପାଟାଇଲା, ମାତର୍ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍ ରଇଲା ।
Og han sendte to af dem, som gik ham til Haande, Timotheus og Erastus, til Makedonien; men selv blev han nogen Tid i Asien.
23 ୨୩ ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।
Men paa den Tid opstod der et ikke lidet Oprør i Anledning af Vejen.
24 ୨୪ ଦିମିତିରିୟ ନାଉଁର୍ ଗଟେକ୍ ରୁପାର୍ ପୁତ୍ଲା ତିଆର୍ କରୁ, ଆର୍ତେମି ଦେବିର୍ ମନ୍ଦିରେ ପୁତ୍ଲା ତିଆର୍ କର୍ତେ ରଇଲା । ଏନ୍ତାରି ବେବାର୍କରି ପୁତ୍ଲା ତିଆର୍ କରୁମନ୍, ବେସି ଲାବ୍ ପାଇତେ ରଇଲାଇ ।
Thi en Sølvsmed ved Navn Demetrius gjorde Artemistempler af Sølv og skaffede Kunstnerne ikke ringe Fortjeneste.
25 ୨୫ ସେଟାର୍ପାଇ ସେ ତାର୍ ସଙ୍ଗର୍ ବେବାରିମନ୍କେ ରୁଣ୍ଡାଇକରି କଇଲା, “ଆଗିଆମନ୍, ଏ ବେବାର୍ ଆମ୍କେ ସାଉକାର୍ କଲାଆଚେ ବଲି ସବୁ ଲକ୍ ଜାନାସ୍ ।
Disse samlede han tillige med de med saadanne Ting sysselsatte Arbejdere og sagde: „I Mænd! I vide, at vi have vort Udkomme af dette Arbejde.
26 ୨୬ ଏବେ, ଏ ଲକ୍ ପାଉଲ୍ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି । ସେ କଇଲାନି, ଲକର୍ ଆତେ ତିଆର୍ କଲା ଦେବ୍ତା ସବୁ ବିଲ୍କୁଲ୍ ଦେବ୍ତା ନଅତ୍ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍ମନ୍କେ ଏ ବିସଇ କଇ ଉସ୍କାଇଲାନି ।
Og I se og høre, at ikke alene i Efesus, men næsten i hele Asien har denne Paulus ved sin Overtalelse vildledt en stor Mængde, idet han siger, at de ikke ere Guder, de, som gøres med Hænder.
27 ୨୭ ସେଟାର୍ପାଇ ଆମର୍ ବେବାର୍ ବୁଡିଜିବାର୍ ଉପ୍ରେ ଆଚେ । କାଲି ସେତ୍କି ନଏଁ, ଜନ୍ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍ଟାନେଅନି ପୁଜାପାଇସି, ସେ ଡାକ୍ପୁଟା ଆର୍ତେମି ଦେବି, ମନ୍ଦିରର୍ ଡାକ୍ପୁଟା ଆରି ନ ରଏ, ଆରି ଆର୍ତେମି ଦେବିର୍ ମର୍ଜିତା ନସ୍ଟ ଅଇସି ।”
Men der er ikke alene Fare for, at denne vor Haandtering skal komme i Foragt, men ogsaa for, at den store Gudinde Artemis's Helligdom skal blive agtet for intet, og at den Gudindes Majestæt, hvem hele Asien og Jorderige dyrker, skal blive krænket.”
28 ୨୮ ଲକ୍ମନ୍ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍ ଆର୍ତେମି ବଡ୍ଦେବିର୍ ଡାକ୍ପୁଟା ଅ!”
Men da de hørte dette, bleve de fulde af Vrede og raabte og sagde: „Stor er Efesiernes Artemis!”
29 ୨୯ ଏ ଗଣ୍ଡ୍ଗଲ୍ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍ମନ୍ ପାଉଲ୍ ସଙ୍ଗ୍ ରଇବା ମାକିଦନିଆର୍ ଗାୟ ଆରି ଆରିସ୍ତାକସ୍, ଦୁଇଲକ୍କେ ଦାରି, ଦାପ୍ରେ ଜୁଇଦ୍ ବାଟେ ପାଲାଇଲାଇ ।
Og Byen kom i fuldt Oprør, og de stormede endrægtigt til Teatret og reve Makedonierne Kajus og Aristarkus, Paulus's Rejsefæller, med sig.
30 ୩୦ ତେଇ ପାଉଲ୍ ଏକ୍ଲାସେ ଲକ୍ମନର୍ ବିତ୍ରେ ଜିବାକେ ମନ୍କଲା । ମାତର୍ ବିସ୍ବାସିମନ୍ ତାକେ ବିତ୍ରେ ଜିବାକେ ଚାଡତ୍ନାଇ ।
Men da Paulus vilde gaa ind iblandt Folkemængden, tilstedte Disciplene ham det ikke.
31 ୩୧ ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
Men ogsaa nogle af Asiarkerne, som vare hans Venner, sendte Bud til ham og formanede ham til ikke at vove sig hen til Teatret.
32 ୩୨ ଏତ୍କି ବିତ୍ରେ ରୁଣ୍ଡିରଇବା ସବୁ ଲକ୍ ରିସା ଅଇଜାଇରଇଲାଇ । ଲକ୍ମନ୍ ଦଲ୍ଦଲ୍ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍, କାଇକେ ରୁଣ୍ଡିଆଚତ୍ ବଲି ନାଜାନିରଇଲାଇ ।
Da skrege nogle eet, andre et andet; thi Forsamlingen var i Forvirring, og de fleste vidste ikke, af hvad Aarsag de vare komne sammen.
33 ୩୩ ସେମନର୍ ବିତ୍ରେଅନି କେତେକ୍ ଲକ୍ ଏଟାର୍ପାଇ ଆଲେକ୍ଜାଣ୍ଡାର୍କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍ମନ୍, ଆଗ୍ତୁ ତାକେ ଟିଆ କରାଇରଇଲା । ଆଲେକ୍ଜାଣ୍ଡାର୍ ଲକ୍ମନ୍କେ ଆତ୍ଟେକି ଚିମ୍ରାଇଅଇ ରଇବାକେ କଇଲା ଆରି ତାର୍ ବାସନ୍ଟାନେ ବିସ୍ବାସିମନର୍ ବାଟେ ଅଇକରି ବୁଜାଇବାକେ ଚେସ୍ଟା କଲା ।
Men de trak Aleksander, hvem Jøderne skøde frem, ud af Skaren; men Aleksander slog til Lyd med Haanden og vilde holde en Forsvarstale til Folket.
34 ୩୪ ମାତର୍ ସେ ଗଟେକ୍ ଜିଉଦିଲକ୍ ବଲି ଜାନିକରି ଲକ୍ମନ୍ ଏକାତରେକ୍ ଆଉଲିଅଇକରି “ଆର୍ତେମି ଦେବିର୍ ଜୟ ଜୟ ଅ!” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
Men da de fik at vide, at han var en Jøde, raabte de alle med een Røst i omtrent to Timer: „Stor er Efesiernes Artemis!”
35 ୩୫ ପଚେ ନଅରର୍ ଅଦିକାରେ ରଇବା ଗଟେକ୍ କାମ୍କରୁ, ଲକ୍ମନ୍କେ ବୁଜା ସୁଜା କରି ଚିମ୍ରା କଲା ଆରି କଇଲା, “ଏ ଏପିସିୟର୍ ବାଇମନ୍, ଏପିସିସ୍ ନଅରେ ବଡ୍ଦେବି ଆର୍ତେମିର୍ ମନ୍ଦିର୍ ଆରି ଆକାସେଅନି କସ୍ରି ଆଇଲା ସୁକଲ୍ ପାକ୍ନା ରକିଆ କର୍ବା ଦାଇତ୍, ଏପିସିୟ ନଅରେ ରଇବା ଲକ୍ମନର୍ ।
Men Byskriveren fik Skaren beroliget og sagde: „I Mænd i Efesus! hvilket Menneske er der vel, som ikke ved, at Efesiernes By er Tempelværge for den store Artemis og det himmelfaldne Billede?
36 ୩୬ କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।
Naar altsaa dette er uimodsigeligt, bør I være rolige og ikke foretage eder noget fremfusende.
37 ୩୭ ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
Thi I have ført disse Mænd hid, som hverken ere Tempelranere eller bespotte eders Gudinde.
38 ୩୮ ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
Dersom nu Demetrius og hans Kunstnere have Klage imod nogen, da holdes der Tingdage, og der er Statholdere; lad dem kalde hinanden for Retten!
39 ୩୯ ଜଦି ଆର୍ତେଇଅନି ଆରି ଅଦିକ୍ କାଇଟା ଜାନ୍ବାକେ ମନ୍ କଲାସ୍ନି, ତେବେ ଲକ୍ମନ୍ ଟିକ୍କଲା ନିୟମର୍ ସବାଇ, ସେଟା ଟିକ୍ କରାଅଇସି ।
Men have I noget Forlangende om andre Sager, saa vil det blive afgjort i den lovlige Forsamling.
40 ୪୦ ଆଜି ଜାଇଟା ଗଟ୍ଲା ଆଚେ, ତେଇ ଗଣ୍ଡ୍ଗଲ୍ କର୍ବା ଆରି ଦାବା କର୍ବା ବିସଇ ଆମର୍ ବିରଦେ କାତା ଉଟିପାରେ । ଏ ଗଣ୍ଡ୍ଗଲର୍ କାଇମିସା କାରନ୍ ଦେକାଇ ନାପାରୁ ।”
Vi staa jo endog i Fare for at anklages for Oprør for, hvad der i Dag er sket, da der ingen Aarsag er dertil; herfor, for dette Opløb, ville vi ikke kunne gøre Regnskab.”
41 ୪୧ ଏ ସବୁ କାତା କଇ ସେ ଲକ୍ମନ୍କେ ଚିମ୍ରା କରାଇ ସବା ସେସ୍ କଲା ।
Og da han havde sagt dette, lod han Forsamlingen fare.