< ପେରିତ୍ 19 >
1 ୧ ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
YA susede mientras estataba si Apolos guiya Corinto, si Pablo malofan gui managquilo na costa ya mato Efeso: ya mañoda palo disipulo sija güije.
2 ୨ ସେମନ୍କେ ପାଚାର୍ଲା “ତମେ ବିସ୍ବାସି ଅଇବା ବେଲାଇ ସୁକଲ୍ ଆତ୍ମା ପାଇରଇଲାସ୍ କି?” ସେମନ୍ କଇଲାଇ, “ସୁକଲ୍ ଆତ୍ମା ଆଚେ ବଲି ଆମେ କେବେ ମିସା ସୁନୁ ନାଇ ।”
Ya ilegña nu sija: Inresibe y Espiritu Santo desde qui manmanjonggue jamyo? Ya ilegñija: Taya nae injingog cao esta manae Espiritu Santo.
3 ୩ ପାଉଲ୍ ପାଚାର୍ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍ ନେଇ ଆଚାସ୍?” ସେମନ୍ କଇଲାଇ “ଡୁବନ୍ ଦେଉ ଜଅନର୍ ଡୁବନ୍ ।”
Ya ilegña nu sija: Jafa nae manmatagpangenmiyo? Ya sija ilegñija: Y tinagpangen Juan.
4 ୪ ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”
Ayonae ilegña si Pablo: Si Juan, magajet na managpapange ni y tinagpangen sinetsot, ya jasangane y taotao sija, na ujajonggue ayo y ufato despues di güiya, ayo y as Cristo Jesus.
5 ୫ ଏଟା ସୁନି ସେମନ୍ ମାପ୍ରୁ ଜିସୁର୍ ନାଉଁ ଦାରି ଡୁବନ୍ ନେଲାଇ ।
Ya anae jajungog sija este, manmatagpange ni y naan y Señot Jesus.
6 ୬ ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
Ya anae munjayan japlanta si Pablo y canaeña gui jiloñija, y Espiritu Santo mato gui jiloñija: ya manguentos ni y tifinoñija, ya manmanprofetisa.
7 ୭ ସେମନ୍ ମୁନୁସ୍ ପିଲା ବାର ଲକ୍ ରଇଲାଇ ।
Ayo sija todos dose na taotao lalaje.
8 ୮ ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
Ya jumalom si Pablo gui sinagoga, ya cumuentos libre tres meses; jasangan yan y animo gui raenon Yuus.
9 ୯ ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
Lao anae palo manmajetog, ya ti manmalago manmanjonggue, ya manguecuentos taelaye pot ayo na Chalan gui menan y linajyan taotao, sumuja si Pablo guiya sija, ya janafañuja y disipulo sija, ya manadingan cada jaane gui escuelan Tiranno.
10 ୧୦ ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
Ya dos años di mafatinas este: para todo ayo y mañasaga Asia ujajungog y sinangan y Señot Jesus, parejoja y Judio yan y Griego sija.
11 ୧୧ ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା ।
Ya jafatinas si Yuus milagro pot y canae Pablo:
12 ୧୨ ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
Para guinin y tataotaoña nae umachule paño sija para y manmalango, ya y chetnot ufañuja guiya sija; yan y manaelaye na espiritu ufanjuyong guiya sija.
13 ୧୩ କେତେଟା ଏନେତେନେ ବୁଲ୍ବା ଡୁମା ଚାଡାଇବା ଜିଉଦିମନ୍ ମିସା, ଜିସୁର୍ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍ଟା କଲାଇ । ସେମନ୍ କାରାପ୍ ଆତ୍ମାମନ୍କେ କଇତେ ରଇଲାଇ, “ପାଉଲ୍ ଜାନାଇବା ଜିସୁର୍ ନାଉଁ ଦାରି ତକେ ଆଦେସ୍ ଦେଲିନି ।”
Ya palo Judios na manaesagañija, taotao binanggelio, japrocura na jasangan nu ayo sija y manguaja taelaye na espiritu y naan y Señot Jesus, ilegñija: Innafanjula jao pot si Jesus, ni y japredidica si Pablo.
14 ୧୪ ଏସ୍କେବା ନାଉଁର୍ ଗଟେକ୍ ଜିଉଦି, ବଡ୍ ପୁଜାରିର୍ ସାତ୍ଟା ପିଲାମନ୍, ଏ ରକାମ୍ କର୍ତେ ରଇଲାଇ ।
Ya guaja siete na lalaje, famaguon un Judio ni naaña si Sceva, ya magas mamale, na jafatinas este sija.
15 ୧୫ ମାତର୍ କାରାପ୍ ଆତ୍ମା ସେମନ୍କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍କେ ଚିନ୍ଲି ଆଚି, ମାତର୍ ତମେ କେ?”
Ya manope y taelaye na espiritu, ilegña: Si Jesus jutungo, yan si Pablo jutungo; lao jaye jamyo?
16 ୧୬ କାରାପ୍ ଆତ୍ମା ଦାରିରଇଲା ଲକ୍, ସେମନ୍କେ ଦାରି ଚାବ୍କାତର୍ କରି ପାକାଇଲା । ସେମନର୍ ଲୁଗାପଚିଆ ଚିରି ଡୁମ୍ଣ୍ଡା କରିଦେଲା । ସେମନ୍ କଣ୍ଡିଆ ବଣ୍ଡିଆ ଅଇ ତାର୍ ଗରେଅନି ବାରଇ ପାଲାଇଲାଇ ।
Ya y taotao ni y guaja taelaye na espiritu, tumayog gui jiloñija; ya jagana sija, sa mas gaeninasiñaña qui sija; ya esta manmalago sija güije na guma, manerido yan taya magaguñija.
17 ୧୭ ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
Ya matungo este todo ni y Judios, yan y Griego sija yan ayo sija y mañasaga Efeso; ya podong y minaañao gui jiloñija todos, ya manadangculo y naan y Señot Jesus.
18 ୧୮ ବିସ୍ବାସିମନର୍ ବିତ୍ରେଅନି ବେସି ଲକ୍ ସବୁର୍ ମୁଆଟେ ନିଜେ କଲା କାରାପ୍ କାମ୍ ମାନ୍ଲାଇ ।
Ya megae ni y manmanjonggue manmato, ya mangonfesat manmañangane ni y chechoñija.
19 ୧୯ ପାଙ୍ଗନ୍ ବିଦିଆ ଅବିଆସ୍ କର୍ତେରଇବା ବେସି ଲକ୍ମନ୍ ତାକର୍ ବଇମନ୍ ଆନି ଟୁଲିଆଇକରି ସବୁ ଲକର୍ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍ ବଇର୍ ଦାମ୍ ପଚାସ୍ ଅଜାର୍ ରୁପାଟାଙ୍ଗା ଏତ୍କି ରଇଲା ।
Ya megae ni ayo sija locue y umuusa y magica jachule y leblonñija, ya jasonggue gui menan todo y taotao: ya matufong y balenñija, ya masoda na sincuenta mil na pidason salape,
20 ୨୦ ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
Ya taegüenao mumegagaeña y ninasiñan y sinangan Yuus.
21 ୨୧ ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
Ya despues di este sija, jajaso si Pablo gui espirituña, anae malofan inanaco Masedonia yan Acaya na ujanao para Jerusalem, ilegña: Yaguin esta matoyo güije, nesesita yo na julie locue Roma.
22 ୨୨ ସେଟାର୍ପାଇ ସେ ତାର୍ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍ତସ୍କେ ମାସିଦନିଆଇ ପାଟାଇଲା, ମାତର୍ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍ ରଇଲା ।
Ya depues di jatago dos para Masedonia ni y sumesetbe güe, si Timoteo yan Erasto, güiya sumagaja Asia un rato.
23 ୨୩ ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।
Ya ayo na tiempo guaja güije atboroto pot ayo na Chalan.
24 ୨୪ ଦିମିତିରିୟ ନାଉଁର୍ ଗଟେକ୍ ରୁପାର୍ ପୁତ୍ଲା ତିଆର୍ କରୁ, ଆର୍ତେମି ଦେବିର୍ ମନ୍ଦିରେ ପୁତ୍ଲା ତିଆର୍ କର୍ତେ ରଇଲା । ଏନ୍ତାରି ବେବାର୍କରି ପୁତ୍ଲା ତିଆର୍ କରୁମନ୍, ବେସି ଲାବ୍ ପାଇତେ ରଇଲାଇ ।
Sa un platero na taotao na y naanña si Demetrio, ya mamatitinas attat salape para si Diana, ya ti didide na ganansia chinileleña para y manmamatitinas.
25 ୨୫ ସେଟାର୍ପାଇ ସେ ତାର୍ ସଙ୍ଗର୍ ବେବାରିମନ୍କେ ରୁଣ୍ଡାଇକରି କଇଲା, “ଆଗିଆମନ୍, ଏ ବେବାର୍ ଆମ୍କେ ସାଉକାର୍ କଲାଆଚେ ବଲି ସବୁ ଲକ୍ ଜାନାସ୍ ।
Ya janaetnon yan todo y manmachochocho ni y taegüije, ya ilegña: Señores, intingoja na este na chocho nae manmañoñodajit güinajata.
26 ୨୬ ଏବେ, ଏ ଲକ୍ ପାଉଲ୍ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି । ସେ କଇଲାନି, ଲକର୍ ଆତେ ତିଆର୍ କଲା ଦେବ୍ତା ସବୁ ବିଲ୍କୁଲ୍ ଦେବ୍ତା ନଅତ୍ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍ମନ୍କେ ଏ ବିସଇ କଇ ଉସ୍କାଇଲାନି ।
Ya inliija yan injingog, na ti ayoja iya Efeso, lao cana todo iya Asia nae megae na taotao jasuug si Pablo, yan jabira, sa ilegña na ti manyuus ayo sija y finatinas canae.
27 ୨୭ ସେଟାର୍ପାଇ ଆମର୍ ବେବାର୍ ବୁଡିଜିବାର୍ ଉପ୍ରେ ଆଚେ । କାଲି ସେତ୍କି ନଏଁ, ଜନ୍ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍ଟାନେଅନି ପୁଜାପାଇସି, ସେ ଡାକ୍ପୁଟା ଆର୍ତେମି ଦେବି, ମନ୍ଦିରର୍ ଡାକ୍ପୁଟା ଆରି ନ ରଏ, ଆରି ଆର୍ତେମି ଦେବିର୍ ମର୍ଜିତା ନସ୍ଟ ଅଇସି ।”
Ya ti esteja nae uguaja peligro y chechota na unafanaebale lao asta y templon y dangculo na yuus si Diana umarechasa, ya y tinaquiloña umayulang, ni y todo iya Asia yan todo y tano umadodora.
28 ୨୮ ଲକ୍ମନ୍ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍ ଆର୍ତେମି ବଡ୍ଦେବିର୍ ଡାକ୍ପୁଟା ଅ!”
Ya anae jajungog sija este na sinangan, ninafangosbubu, ya managang ilegñija: Dangculo y Dianan Efesios.
29 ୨୯ ଏ ଗଣ୍ଡ୍ଗଲ୍ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍ମନ୍ ପାଉଲ୍ ସଙ୍ଗ୍ ରଇବା ମାକିଦନିଆର୍ ଗାୟ ଆରି ଆରିସ୍ତାକସ୍, ଦୁଇଲକ୍କେ ଦାରି, ଦାପ୍ରେ ଜୁଇଦ୍ ବାଟେ ପାଲାଇଲାଇ ।
Ya y siuda bula atboroto; ya mandaña unoja ya manjalom gui teatro ya macone si Gayo yan Aristarco, taotao Masedonia mangachong Pablo gui jinanaoña.
30 ୩୦ ତେଇ ପାଉଲ୍ ଏକ୍ଲାସେ ଲକ୍ମନର୍ ବିତ୍ରେ ଜିବାକେ ମନ୍କଲା । ମାତର୍ ବିସ୍ବାସିମନ୍ ତାକେ ବିତ୍ରେ ଜିବାକେ ଚାଡତ୍ନାଇ ।
Ya malago si Pablo na ufalag y anae mangaegue y taotao sija; lao ti mapolo ni y disipulo.
31 ୩୧ ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
Ya palo ni y manmagas Asia ni y manamiguña, manmanago na umasangane na chaña jumalom güe gui teatro.
32 ୩୨ ଏତ୍କି ବିତ୍ରେ ରୁଣ୍ଡିରଇବା ସବୁ ଲକ୍ ରିସା ଅଇଜାଇରଇଲାଇ । ଲକ୍ମନ୍ ଦଲ୍ଦଲ୍ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍, କାଇକେ ରୁଣ୍ଡିଆଚତ୍ ବଲି ନାଜାନିରଇଲାଇ ।
Ya y palo, managang un inagang: ya y palo, otro inagang; sa manatborotao y dinana; ya megaeña ti tumungo jafa na mandaña sija.
33 ୩୩ ସେମନର୍ ବିତ୍ରେଅନି କେତେକ୍ ଲକ୍ ଏଟାର୍ପାଇ ଆଲେକ୍ଜାଣ୍ଡାର୍କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍ମନ୍, ଆଗ୍ତୁ ତାକେ ଟିଆ କରାଇରଇଲା । ଆଲେକ୍ଜାଣ୍ଡାର୍ ଲକ୍ମନ୍କେ ଆତ୍ଟେକି ଚିମ୍ରାଇଅଇ ରଇବାକେ କଇଲା ଆରି ତାର୍ ବାସନ୍ଟାନେ ବିସ୍ବାସିମନର୍ ବାଟେ ଅଇକରି ବୁଜାଇବାକେ ଚେସ୍ଟା କଲା ।
Ya macone si Alejandro gui entre y linajyan taotao, ya mapolo mona ni y Judios, ya mañeñas si Alejandro ni y canaeña na ufanmamatquilo, sa malago umadingane y taotao sija,
34 ୩୪ ମାତର୍ ସେ ଗଟେକ୍ ଜିଉଦିଲକ୍ ବଲି ଜାନିକରି ଲକ୍ମନ୍ ଏକାତରେକ୍ ଆଉଲିଅଇକରି “ଆର୍ତେମି ଦେବିର୍ ଜୟ ଜୟ ଅ!” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
Lao anae matungo na Judio güe, todos managang gui un inagang buente dos oras, ilegñija: Dangculo y Dianan Efesios.
35 ୩୫ ପଚେ ନଅରର୍ ଅଦିକାରେ ରଇବା ଗଟେକ୍ କାମ୍କରୁ, ଲକ୍ମନ୍କେ ବୁଜା ସୁଜା କରି ଚିମ୍ରା କଲା ଆରି କଇଲା, “ଏ ଏପିସିୟର୍ ବାଇମନ୍, ଏପିସିସ୍ ନଅରେ ବଡ୍ଦେବି ଆର୍ତେମିର୍ ମନ୍ଦିର୍ ଆରି ଆକାସେଅନି କସ୍ରି ଆଇଲା ସୁକଲ୍ ପାକ୍ନା ରକିଆ କର୍ବା ଦାଇତ୍, ଏପିସିୟ ନଅରେ ରଇବା ଲକ୍ମନର୍ ।
Ya anae y secretario y inetnon magalalaje munjayan janaquieto y taotao, ilegña nu sija: Jamyo ni y taotao Efeso, jafa na taotao ayo y ti jatungo na y siuda Efesios manmanadodora ni y dangculo na yuus Diana, yan y imagen ni y podong guinin y Jupiter?
36 ୩୬ କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।
Inlie na estesija ti siña macontra, nesesita na infanmamatquilo, ya chamiyo fumatitinas jafa.
37 ୩୭ ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
Sa jamyo cumone mague este sija na taotao, na ti mañaque gui guimayuus, ni ujachatfino contra y yuusmiyo.
38 ୩୮ ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
Yaguin si Demetrio yan y palo ni y mangachongña guaja quejanñija contra y otro taotao: guaja tribunal y lay: ya guaja y jues; polo ya ufanafaaela uno y otro.
39 ୩୯ ଜଦି ଆର୍ତେଇଅନି ଆରି ଅଦିକ୍ କାଇଟା ଜାନ୍ବାକେ ମନ୍ କଲାସ୍ନି, ତେବେ ଲକ୍ମନ୍ ଟିକ୍କଲା ନିୟମର୍ ସବାଇ, ସେଟା ଟିକ୍ କରାଅଇସି ।
Lao yaguin inseda jamyo jafa pot otro sija, umafatinas gui inetnon y magalalaje taemanoja y lay.
40 ୪୦ ଆଜି ଜାଇଟା ଗଟ୍ଲା ଆଚେ, ତେଇ ଗଣ୍ଡ୍ଗଲ୍ କର୍ବା ଆରି ଦାବା କର୍ବା ବିସଇ ଆମର୍ ବିରଦେ କାତା ଉଟିପାରେ । ଏ ଗଣ୍ଡ୍ଗଲର୍ କାଇମିସା କାରନ୍ ଦେକାଇ ନାପାରୁ ।”
Sa mangaeguejit gui peligro, na utafanmafaesen pot este sija na atboroto, ya taya jafa siña urasonta pot este.
41 ୪୧ ଏ ସବୁ କାତା କଇ ସେ ଲକ୍ମନ୍କେ ଚିମ୍ରା କରାଇ ସବା ସେସ୍ କଲା ।
Ya anae munjayan cumuentos, janajanao y dinaña.