< ପେରିତ୍ 18 >
1 ୧ ତାର୍ପଚେ ପାଉଲ୍ ଆତେନ୍ସ୍ ଚାଡି କରନ୍ତିଅ ଗାଲା ।
Derefter for Paulus af Athen, och kom till Corinthus;
2 ୨ ତେଇ ପନ୍ତସ୍ତେଇ ଜନମ୍ କରିରଇବା ଆକିଲା ନାଉଁର୍ ଗଟେକ୍ ଜିଉଦିକେ ବେଟ୍ ଅଇଲା । ବଡ୍ ସାସନ୍କାରିଆ କଲଡିଅସ୍, ସବୁ ଜିଉଦିକେ ରମ୍ ଦେସ୍ ଚାଡ୍ବାକେ ଆଦେସ୍ ଦେଇରଇଲା । ସେଟାର୍ପାଇ, ସେ ଅଲପ୍ ଦିନ୍ ଆଗ୍ତୁ ତାର୍ ମାଇଜି ପିରିସ୍କିଲାର୍ ସଙ୍ଗ୍ ଇଟାଲିଅନି ଆସିରଇଲା ।
Och der fann han en Juda, benämnd Aqvila, bördig af Ponto, den nyligen kommen var af Valland, och Priscilla, hans hustru; ty Claudius hade budit uppå, att alle Judar skulle fara ut af Rom; och höll han sig intill dem;
3 ୩ ପାଉଲ୍ ସେମନ୍କେ ବେଟ୍ ଅଇବାକେ ଜାଇ ସେମନର୍ ସଙ୍ଗ୍ ରଇଲା । କାଇକେବଇଲେ ସେ ମିସା ସେମନର୍ ପାରା ତୁମ୍ ତିଆର୍ କରି ଜିଉନାକାଉନା କର୍ତେରଇଲା ।
Ty han var af samma handtverk; och blef när dem, och arbetade; och var deras handtverk att göra paulun,
4 ୪ ଜିଉଦି ଆରି ଗିରିକ୍ ମନ୍ ମାପ୍ରୁକେ ଅଦିକ୍ ବିସ୍ବାସ୍ କରାଇବାକେ, ସବୁ ବିସ୍ରାମ୍ବାରେ ପାର୍ତନା ଗରେ ଆଲ୍ଚନା କର୍ତେ ରଇଲା ।
Och disputerade han uti Synagogon på alla Sabbather, dragandes dertill både Judar och Greker.
5 ୫ ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା ।
Och då Silas och Timotheus kommo ifrå Macedonien, tvingade Anden Paulus att betyga Judomen, att Jesus var Christus.
6 ୬ ମାତର୍ ସେମନ୍ ତାକେ ବିରଦ୍ କରି ତାର୍ କୁଟ୍ ପାଁଚ୍ବାର୍ ଦାର୍ଲାଇ, ସେଟା ବିରଦ୍ କର୍ବା ଇସାବେ, ତାର୍ ବସ୍ତରର୍ ଦୁଲି ପାପ୍ଡିଦେଇ ସେ ସେମନ୍କେ କଇଲା, “ଜଦି ତମେ କୁରୁପ୍ନାସ୍ ଅଇସା, ତେବେ ସେଟାର୍ପାଇ ତମେ ନିଜେ ଦାଇ ଅଇସା । ମୁଇ ଏଟାର୍ପାଇ ଦାଇ ନଇ, ଏବେ ମୁଇ ଜିଉଦି ନଇଲା ଲକ୍ମନର୍ ଲଗେ ଜିବି ।”
Och då de sade deremot, och talade hädelse, skakade han kläden, och sade till dem: Edart blod vare öfver edart hufvud; härefter går jag nu oskyldig till Hedningarna.
7 ୭ ସେଟାର୍ପାଇ ସେ ସେମନ୍କେ ଚାଡି ପର୍ମେସର୍କେ ପାର୍ତନା କର୍ବା ତିତସ୍ ଜୁସ୍ତ ନାଉଁର୍ ଗଟେକ୍ ଜିଉଦି ନଇଲା ଲକର୍ ଗରେ ରଇବାକେ ଗାଲା । ଜୁସ୍ତର୍ ଗର୍ ପାର୍ତନା ଗର୍ ଲଗେ ରଇଲା ।
Och så gick han dädan, och kom uti ens mans hus, som het Justus, den der var en gudfruktig man, hvilkens hus var hardt vid Synagogon.
8 ୮ ପାର୍ତନା ଗରର୍ ମୁକିଅ କିରିସ୍ପସ୍ ଆରି ତାର୍ କୁଟୁମର୍ ସବୁ ଲକ୍ ମାପ୍ରୁର୍ତେଇ ବିସ୍ବାସ୍ କଲାଇ ଆରି କରନ୍ତିଅର୍ ଅଦିକ୍ ଅଦିକ୍ ଲକ୍ ପାଉଲର୍ ସିକିଆ ସୁନି ବିସ୍ବାସ୍ କଲାଇ ଆରି ପାନିତେଇବୁଡି ଡୁବନ୍ ନେଲାଇ ।
Men Crispus, öfversten för Synagogon, trodde Herranom, med allt sitt hus; och månge Corinthier, som på hörde, trodde, och läto sig döpa.
9 ୯ ଗଟେକ୍ ରାତି, ପାଉଲ୍ ଦର୍ସନ୍ ଦେକ୍ଲା । ଦର୍ସନେ ମାପ୍ରୁ ତାକେ କଇଲା, “ଡର୍ ନାଇ, ଜାନାଇତେ ରଅ, ସେଟା ତେବାନାଇ ।
Och sade Herren till Paulum uti en syn om natten: Frukta dig intet, utan tala, och tig icke;
10 ୧୦ କାଇକେ ବଇଲେ ମୁଇ ତର୍ ସଙ୍ଗ୍ ଆଚି । କେ ତମ୍କେ କାଇଟା କରି ନାପାରତ୍, କାଇକେବଇଲେ ଏ ନଅରେ ମର୍ ବେସି ଲକ୍ ଆଚତ୍ ।”
Ty jag är med dig, och ingen skall bjuda till att göra dig skada; ty jag hafver mycket folk i denna staden.
11 ୧୧ ସେଟାର୍ପାଇ ପାଉଲ୍ ପର୍ମେସରର୍ ବାକିଅ ସିକିଆ ଦେଇ, ତେଇ ବର୍ସେକ୍ ଚ ମାସ୍ ଜାକ ରଇଗାଲା ।
Så blef han der ett år och sex månader, lärandes dem Guds ord.
12 ୧୨ ଗାଲିୟନ୍ ଆକାୟର୍ ରମିଅ ସାସନ୍କାରିଆ ରଇଲା ବେଲେ, ଜିଉଦିମନ୍ ଏକ୍ଜୁଟ୍ଅଇ ପାଉଲ୍କେ ଦାରି ବିଚାର୍ନା ଜାଗାଇ ନେଲାଇ ।
Men då Gallion var landshöfding öfver Achaja, reste Judarna sig upp endrägteliga emot Paulum, och hade honom fram för domstolen;
13 ୧୩ ସେମନ୍ କଇଲାଇ, “ଏ ଲକ୍ ଆମର୍ ନିୟମ୍ ବିରଦେ ପରମେସର୍କେ ପାର୍ତନା କର୍ବାକେ ଲକ୍ମନ୍କେ ସୁତ୍ରାଇଲାନି ।”
Sägande: Denne mannen gifver menniskomen in att dyrka Gud emot lagen.
14 ୧୪ ପାଉଲ୍ କାତା ଅଇବାକେ ଗାଲାବେଲେ, ଗାଲିଅ ଜିଉଦିମନ୍କେ କଇଲା, “ଜଦି ଇତି କାଇ ଦସ୍ ନଇଲେ ଅପ୍ରାଦର୍ ବିସଇ ରଇସି, ତେବେ ତମର୍ ବିସଇ ସମାଲି କରି, ତମର୍ କାତା ସୁନ୍ବାଟା, ମର୍ ଇସାବେ ଟିକ୍ ଅଇସି ।
Och som Paulus nu aktade upplåta sin mun, sade Gallion till Judarna: Vore någor orätt skedd, eller någor dråpelig ogerning, vore väl tillbörligit, att jag hörde eder, I Judar;
15 ୧୫ ମାତର୍ ଏ କାତା ତମର୍ ବିଦିବିଦାନ୍ ଆରି ରିତିନିତିର୍ କାତା ଅଇଲାର୍ ପାଇ, ଏଟା ତମେ ଟିକ୍କର୍ବାଟା ନିକ ଅଇସି । ମୁଇ ଏନ୍ତି ବିଚାର୍ ନ କରି ।”
Men är något spörsmål om ord och namn, och om edor lag, der mågen I sjelfve se eder om; ty deröfver vill jag ingen domare vara.
16 ୧୬ ଏନ୍ତି କଇକରି ସେମନ୍କେ ବିଚାର୍ନା ଜାଗାଇଅନି କେଦିଦେଲା ।
Och han dref dem ifrå domstolen.
17 ୧୭ ସେମନ୍ ପାର୍ତନା ଗରର୍ ମୁକିଆ ସସ୍ତନସ୍କେ ଦାରି ବିଚାର୍ନା ଜାଗାର୍ ମୁଆଟେ ମାଡ୍ମାର୍ଲାଇ । ମାତର୍ ଗାଲିଅ ସେଟାକେ ମନ୍ଦେଏ ନାଇ ।
Då togo alle Grekerna fatt på Sosthenes, öfverstan för Synagogon, och slogo honom framför domstolen; och Gallion skötte der intet om.
18 ୧୮ ପାଉଲ୍ କରନ୍ତିତେଇ ବିସ୍ବାସି ବାଇମନ୍ ସଙ୍ଗ୍ ବେସି ବେଲା ଜାକ ରଇଲା । ତାର୍ପଚେ ସେମନ୍କେ ଚାଡି ପିରିସ୍କିଲା ଆରି ଆକିଲାର୍ ସଙ୍ଗ୍, ସିରିଆ ଜିବାକେ ପାନିଜାଜେ ବାଟ୍ ଦାର୍ଲାଇ । ସେକେରିଆଅନି ଜିବାଟା ଆରାମ୍ କର୍ବା ଆଗ୍ତୁ ତାକର୍ ଗଟେକ୍ ମାନତ୍ ଇସାବେ ପାଉଲ୍ ମୁଣ୍ଡ୍ କୁରାଇଅଇଲା ।
Sedan Paulus hade då varit der i lång tid, helsade han bröderna, och seglade sina färde till Syrien, och följde honom Priscilla och Aqvila; och han rakade sitt hufvud i Kenchrea, ty han hade ett löfte;
19 ୧୯ ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
Och kom dädan till Ephesum, och der lät han dem blifva; men han gick in i Synagogon, och disputerade med Judarna.
20 ୨୦ ଲକ୍ମନ୍ ତାକେ ଆରି ବେସି ଦିନ୍ ରଇବାକେ କଇଲାଇ, ମାତର୍ ସେ ରାଜି ନଇଲା ।
Och de bådo honom, att han skulle blifva i längre tid när dem; då ville han icke;
21 ୨୧ ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
Utan han helsade dem, sägandes: Jag måste ju ändteliga vara i Jerusalem i den högtiden som instundar; men sedan vill jag komma till eder igen, om Gud vill. Och så for han ifrån Epheso.
22 ୨୨ ସେ ସିରିଆ କେଟିକରି ତେଇଅନି ଜିରୁସାଲାମେ ଗାଲା ଆରି ମଣ୍ଡଲିକେ ଜୁଆର୍ ଜାନାଇ ତେଇଅନି ଆନ୍ଟିକିଅ ଗାଲା ।
Och han kom till Cesareen; och då han hade varit uppe, och helsat församlingena, for han ned till Antiochien,
23 ୨୩ ତେଇ କେତେ ଦିନ୍ ରଇଲା ପଚେ, ସେ ଆରି ତରେକ୍ ଜିବାଟା ଆରାମ୍ କରି ଗାଲାତିଅ ଆରି ପିରିଜିଆ ବାଟ୍ଦେଇ ଗାଲା । ବାଟେ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ ଅଇରଇବାକେ ସାଆସ୍ ଦେଲା ।
Och sedan han der i någon tid varit hade, for han sina färde, och vandrade allt bortåt genom Galatiska landet och Phrygien, styrkandes alla Lärjungarna.
24 ୨୪ ସେ ବେଲାଇ ଆଲେକ୍ଜାଣ୍ଡ୍ରିଆଇ ଜନମ୍ ଅଇ ରଇଲା, ଆପଲ୍ ନାଉଁର୍ ଗଟେକ୍ ଜିଉଦି ଏପିସେ ଆଇଲା । ସେ ଗଟେକ୍ ନିମାନ୍ ସଙ୍ଗ୍ କାତାକଉ ଆରି ଦରମ୍ ସାସ୍ତରେ ତାର୍ ବେସି ଗିଆନ୍ ରଇଲା ।
Då kom till Ephesum en Jude, benämnd Apollos, bördig af Alexandrien, en vältalig man, och mägtig i Skrifterna.
25 ୨୫ ସେ ମାପ୍ରୁ ଜିସୁର୍ ବାଟ୍ ବିସଇ ସିକିଆ ପାଇରଇଲା ଆରି ଆତ୍ମାଇ ପୁରାପୁରୁନ୍ ଅଇକରି ବେସି ସାର୍ଦା ସଙ୍ଗ୍ ସତ୍ କାତା ବାର୍କରି, ସିକିଆ ଦେଇତେ ରଇଲା । ମାତର୍ କାଲି ଜଅନ ଡୁବନ୍ ଦେବା ବିସଇ ଜାନି ରଇଲା ।
Denne var undervist i Herrans väg; och talade, upptänder i Andanom, och försummade icke lära det Herranom tillhörde, och visste allenast säga af Johannis döpelse.
26 ୨୬ ପାର୍ତନା ଗରେ ସେ ନ ଡର୍ତେ ସିକିଆ ଦେବାକେ ଲାଗ୍ଲା । ତାର୍ ସିକିଆ ସୁନି ପିରିସ୍କିଲା ଆରି ଆକିଲା ତାକର୍ ନିଜର୍ ଗରେ ଡାକିନେଲାଇ ଆରି ତେଇ ପରମେସରର୍ ବାଟ୍ ବିସଇ ଅଦିକ୍ ବୁଜାଇଦେଲାଇ ।
Och han begynte dristeliga tala uti Synagogon. Då Priscilla och Aqvila hörde honom, togo de honom till sig, och uttydde för honom ännu grundeligare Guds väg.
27 ୨୭ ତାର୍ ପଚେ ଆପଲ ଆକାୟା ରାଇଜେ ଜିବାକେ ଟିକ୍ କଲାକେ, ଏପିସର୍ ବିସ୍ବାସି ବାଇମନ୍ ତାକେ ସାଇଜ୍ କଲାଇ ଆରି ତାକେ ସାର୍ଦା ସଙ୍ଗ୍ ଗତିଆ କର୍ବାକେ କଇ ଆକାୟାର୍ ବିସ୍ବାସିମନ୍କେ ଚିଟି ଲେକ୍ଲାଇ । ସେ ତେଇ କେଟିକରି ପରମେସର ଜିବନ୍ ଦୁକାଇଲାକେ ବିସ୍ବାସି ଅଇରଇବା ଲକ୍ମନ୍କେ ବେସି ସାଇଜ କଲା ।
Och då han ville färdas till Achaja, skrefvo bröderna och förmanade Lärjungarna, att de skulle undfå honom. Och då han framkom, var han dem som trodde mycket till tröst genom nådena.
28 ୨୮ ଜିସୁ ଜେ ମସିଅ, ତାକର୍ ବେସି ଡାଟ୍ ଜୁକ୍ତି, ଦରମ୍ ସାସ୍ତରେଅନି ଜାନାଇ କରି, ଜିଉଦିମନ୍କେ ଆରାଇଲା ।
Ty han öfvervann Judarna skarpeliga, och uppenbarliga bevisade med Skrifterna, att Jesus var Christus.