< ପେରିତ୍ 17 >
1 ୧ ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
Idąc dalej, minęli miasta Amfipolis oraz Apolonię i dotarli do Tesaloniki, gdzie znajdowała się żydowska synagoga.
2 ୨ ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା ।
Zgodnie ze swoim zwyczajem, Paweł chodził do niej przez kolejne trzy szabaty i przedstawiał zgromadzonym znaczenie Pisma.
3 ୩ ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, “ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
Dowodził, że Mesjasz miał cierpieć i zmartwychwstać. Mówił: —Tym Mesjaszem jest Jezus, którego wam głoszę!
4 ୪ ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
Niektórzy słuchacze, w tym również wielu pogan, którzy mieli respekt dla Boga, i niemało wpływowych kobiet, dało się przekonać i przyłączyło się do Pawła i Sylasa.
5 ୫ ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ ।
Ale żydowscy przywódcy, kierowani zazdrością, namówili kilku awanturników, aby wywołali zbiegowisko i wszczęli w mieście rozruchy. Otoczyli oni dom Jazona i szukali apostołów, chcąc ich postawić przed zgromadzeniem.
6 ୬ ମାତର୍ ତେଇ ପାଉଲ୍ ଆରି ସିଲା ଡିସତ୍ ନାଇଜେ, ସେମନ୍ ଜେସନ୍ ଆରି ବିନ୍ କେତେଟା ବିସ୍ବାସି ବାଇମନ୍କେ, ଗଡର୍ ନେତାମନର୍ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍ମନ୍ ଚାରିବେଟ୍ତି ଗଣ୍ଡ୍ଗଲ୍ କଲାଇନି! ଏବେ ଆମର୍ ଗଡେ ମିସା ଆଇଲାଇ ଆଚତ୍
Ponieważ ich jednak nie znaleźli, zaciągnęli Jazona i kilku wierzących do władz miasta. —Ci ludzie sieją zamęt na całym świecie!—krzyczeli. —A teraz przyszli do naszego miasta
7 ୭ ଆରି ଏସନ୍ ସେମନ୍କେ ତାର୍ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍ ରାଜା ଆଚେ ବଲି କଇକରି ସେମନ୍ ଆମର୍ ବଡ୍ ସାସନ୍କାରିଆର୍ ନିୟମ୍ ବାଙ୍ଗ୍ଲାଇନି ।”
i Jazon przyjął ich do swojego domu. Oni przeciwstawiają się decyzjom cezara, bo uważają za króla jakiegoś Jezusa!
8 ୮ ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ ।
Oskarżenia te zaniepokoiły zarówno zebranych, jak i władze.
9 ୯ ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।
Ostatecznie jednak zwolnili ich, ale dopiero po otrzymaniu sporej kaucji od Jazona i pozostałych.
10 ୧୦ ରାତି ଅଇଲା ଦାପ୍ରେ, ବିସ୍ବାସି ବାଇମନ୍ ପାଉଲ୍ ଆରି ସିଲାକେ ବେରିଆ ନାଉଁର୍ ଜାଗାଇ ପାଟାଇଦେଲାଇ । ସେମନ୍ ତେଇ କେଟି, ଜିଉଦି ଲକ୍ମନର୍ ପାର୍ତନା ଗରେ ଗାଲାଇ ।
Nocą wierzący szybko wyprawili Pawła i Sylasa do Berei. Ci, jak zwykle, skierowali się do synagogi.
11 ୧୧ ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
Tamtejsi mieszkańcy byli bardziej otwarci niż Tesaloniczanie. Całym sercem przyjęli słowo Boże i codziennie sprawdzali w Piśmie, czy to, co słyszeli, jest prawdą.
12 ୧୨ ସେମନର୍ ବିତ୍ରେଅନି ବେସି ଲକ୍ ବିସ୍ବାସ୍ କଲାଇ । ବେସି ସାଉକାର୍ ଅଇ ସନ୍ମାନ୍ ପାଇବା ଗିରିକ୍ ମାଇଜି ଆରି ଗିରିକ୍ ଲକ୍ମନ୍ ମିସା ବିସ୍ବାସିମନର୍ ସଙ୍ଗ୍ ମିସ୍ଲାଇ ।
Wielu z nich uwierzyło, w tym również spore grono wpływowych kobiet oraz mężczyzn, będących poganami.
13 ୧୩ ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ ।
Gdy jednak żydowscy przywódcy z Tesaloniki dowiedzieli się, że Paweł przebywa teraz w Berei i naucza słowa Bożego, przyszli tam i wywołali kolejne rozruchy.
14 ୧୪ ସେ ଦାପ୍ରେ ବିସ୍ବାସି ବାଇମନ୍ ପାଉଲ୍କେ ସମ୍ଦୁର୍ ପାଲିବାଟେ ପାଟାଇଦେଲାଇ, ମାତର୍ ସିଲା ଆରି ତିମତି ଦୁଇ ଲକ୍ ବେରିଆଇ ରଇଲାଇ ।
Wierzący natychmiast wysłali Pawła na wybrzeże. Sylas i Tymoteusz pozostali zaś na miejscu.
15 ୧୫ ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
Ci, którzy towarzyszyli Pawłowi, odprowadzili go aż do Aten, po czym wrócili z poleceniem dla Sylasa i Tymoteusza, aby oni również szybko dołączyli do Pawła.
16 ୧୬ ସିଲା ଆରି ତିମତିକେ ଆତେନେସ୍ତେଇ ଜାଗି ରଇଲା ବେଲେ, ଗଡ୍ଜାକର୍ ଲକ୍ ପୁଜା କର୍ବା ଦେବ୍ତାମନର୍ ମୁର୍ତିମନ୍ ଦେକି, ପାଉଲର୍ ମନ୍ ବେସି ଉଡୁକ୍ଦୁଡୁକ୍ ଅଇଗାଲା ।
Czekając na nich w Atenach, Paweł był oburzony, widząc miasto pełne bożków.
17 ୧୭ ସେଟାର୍ପାଇ ସେ ଜିଉଦିମନର୍ ପାର୍ତନା ଗରେ ସେମନର୍ ସଙ୍ଗ୍, ଆରି ପରମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନର୍ ସଙ୍ଗ୍, ଏ ବିସଇ ସବୁ ଦିନ୍ ଆଲ୍ଚନା କର୍ବାର୍ ଦାର୍ଲା । ଆଟେବାଟେ ଜିବାଆଇବା କର୍ବା ଲକ୍ମନର୍ ସଙ୍ଗ୍ ସେ ବିସଇ ଆଲ୍ଚନା କଲା ।
W synagodze spotykał się i rozmawiał z Żydami oraz poganami mającymi respekt dla Boga. Codziennie też dyskutował z różnymi ludźmi na rynku.
18 ୧୮ କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି?” ବିନ୍ ଲକ୍ମନ୍ କଇଲାଇ, “ବିନ୍ ଦେସେ ରଇବା ଦେବ୍ତାମନର୍ ବିସଇ, ସେ ଜାନାଇଲାନି ପାରା ଲାଗ୍ଲାନି ।” ଜିସୁ ଆରି ତରେକ୍ ଜିବନ୍ ଅଇ ଉଟ୍ଲା ବିସଇ ପାଉଲ୍ ଜାନାଇବାଟା ସୁନି ସେମନ୍ ଏନ୍ତି କଇଲାଇ ।
Byli wśród nich filozofowie ze szkoły epikurejskiej i stoickiej, którzy rozmawiali między sobą: —O czym ten gaduła chce nam powiedzieć? —Chyba głosi jakieś nowe bóstwa—mówili drudzy, Paweł mówił bowiem o Jezusie i zmartwychwstaniu.
19 ୧୯ ସେଟାର୍ପାଇ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।”
Zabrali więc go na Areopag i spytali: —Możesz nam wyjaśnić, jaką to nową religię głosisz?
20 ୨୦ ତୁଇ କଇବା କେତେଟା କାତା ଆମେ ଆଗ୍ତୁ କେବେ ସୁନି ନ ରଇଲୁ । ଆମେ ତାର୍ ଅରତ୍ ଜାନ୍ବାକେ ମନ୍ କଲୁନି ।
Wkładasz nam bowiem do głowy jakieś niesłychane historie.
21 ୨୧ କାଇକେବଇଲେ ଆତେନେସର୍ ଲକ୍ ଆରି ତେଇ ରଇବା ବିନ୍ ଦେସର୍ ଲକ୍ମନ୍ ନୁଆ ବିସଇ ସୁନ୍ବାକେ ଆରି କଇବାକେ ବଲ୍ପାଇତେ ରଇଲାଇ । ତେଇ ସେମନ୍ ବେସି ବେଲା ଦେଇତେ ରଇଲାଇ ।
A wszyscy Ateńczycy i przybysze poświęcają większość czasu na dyskusje i słuchanie nowych wieści.
22 ୨୨ ପାଉଲ୍ ସେ ଗଡର୍ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍ ଲକ୍ମନ୍, ତମେ ସବୁ ଦରମ୍ ଲକ୍ ବଲି ଜାନାପଡ୍ଲାନି ।
Paweł stanął więc pośrodku Areopagu i przemówił: —Ateńczycy! Zauważyłem, że jesteście bardzo religijni.
23 ୨୩ କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି ।
Spacerując po mieście i oglądając wasze ołtarze, natknąłem się nawet na ołtarz poświęcony „Nieznanemu Bogu”. Właśnie o tym Bogu, którego czcicie nie znając Go, chcę wam dziś opowiedzieć.
24 ୨୪ ପରମେସର୍ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍ କଲା । ସେ ସରଗ୍ ଆରି ଜଗତର୍ ମାପ୍ରୁ । ଲକ୍ମନ୍ ତିଆର୍ କଲା ମନ୍ଦିରେ ରଇବାକେ ମନ୍ ନ କରେ ।
On stworzył cały świat i wszystko, co na nim istnieje. Jest Panem nieba i ziemi, więc nie mieszka w ziemskich świątyniach!
25 ୨୫ ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ ।
On nie potrzebuje żadnej pomocy od ludzi, bo to On sam daje nam życie, sprawia, że oddychamy, i obdarza nas wszystkim, czego potrzebujemy.
26 ୨୬ ଗଟେକ୍ ଲକ୍ଅନି ସେ ସବୁ ମୁନୁସ୍ ଜାତିକେ ତିଆର୍ କଲା । ଆରି ତାର୍ ଆଦେସ୍ ଇସାବେ ସେମନ୍ ଦୁନିଆର୍ ବିନ୍ ବିନ୍ ଜାଗାଇ ବାସା ଅଇଲାଇ ଆଚତ୍, ସେଟା ପୁର୍ବେଅନି ପରମେସର୍ ଟିକ୍ କଲାଆଚେ ।
To dzięki Niemu wszyscy ludzie na świecie wzięli początek od jednego człowieka. On też rozmieścił na całej ziemi narody, wyznaczając im czas i miejsce.
27 ୨୭ ତାକର୍ ଆଦେସ୍ ରଇଲା ଜେ ସବୁ ଲକ୍ ତାକେ କଜି କରି ବେଟ୍ ଅଅତ୍ । ମାତର୍ ସତଇସେ ପର୍ମେସର୍ କାର୍ଟାନେଅନି ମିସା ଦୁରିକେ ନାଇ ।
Uczynił tak, aby ludzie szukali Go, choćby po omacku, i znajdowali—bo On jest blisko każdego z nas.
28 ୨୮ ଏ ବିସଇ କେକି ଗଟେକ୍ ଲକ୍ କଇଲା ଆଚେ, “ତାର୍ ଲଗେ ଆକା ଆମର୍ ଜିବନର୍ କୁଚିକାଡି ଆଚେ ।” ତମର୍ ବିତ୍ରେଅନି କେତେଲକ୍ କଇଆଚତ୍, ଆମେ ମିସା ତାର୍ ପିଲାଜିଲା ।
W Nim bowiem istniejemy, żyjemy i poruszamy się! Jak to ujął jeden z waszych poetów: „Jesteśmy z Jego rodu”.
29 ୨୯ ଆମେ ପର୍ମେସରର୍ ପିଲାଜିଲା ଅଇଲାର୍ ପାଇ ମୁନୁସ୍ ତିଆର୍ କଲା ସୁନା, ରୁପା ନଇଲେ ପାକ୍ନା ସଙ୍ଗ୍ ତିଆର୍ କଲା ପୁତ୍ଲା, ପରମେସର୍ ରୁପ୍ ବଲି ବାବି ନାପାରୁ ।
A skoro jesteśmy z rodu Boga, nie powinniśmy sądzić, że jest On podobny do bożka ze złota, srebra lub kamienia, wykonanego według ludzkiego pomysłu.
30 ୩୦ ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି ।
Bóg dotychczas znosił ludzką niewiedzę, ale teraz wzywa wszystkich do opamiętania się,
31 ୩୧ ସେ ଗଟେକ୍ ଦିନ୍ ଟିକ୍ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍ ସଙ୍ଗ୍ ଗୁଲାଇ ଦୁନିଆର୍ ବିଚାର୍ କର୍ସି । ସେ ଲକ୍ ମଲାଟାନେଅନି ଉଟି ଏ କାତା ସତ୍ ବଲି, ସବୁକେ ଜାନାଇଲା ଆଚେ ।
ponieważ wyznaczył już dzień, w którym sprawiedliwie osądzi cały świat. Uczyni to przez Człowieka, którego wybrał i uwiarygodnił przez wskrzeszenie Go z martwych.
32 ୩୨ ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
Gdy zebrani usłyszeli o zmartwychwstaniu umarłych, jedni zaczęli się z tego śmiać, a inni powiedzieli: —Wiesz, chyba jednak posłuchamy cię innym razem.
33 ୩୩ ପାଉଲ୍ ସେ ଦିନର୍ ସବାଇ ଅନି ଉଟି ବାରିଗାଲା ।
Wtedy Paweł opuścił Areopag.
34 ୩୪ ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।
Lecz kilka osób uwierzyło i przyłączyło się do niego. Wśród nich byli: Dionizy, członek rady Areopagu, oraz kobieta imieniem Damaris.