< ପେରିତ୍‌ 17 >

1 ପାଉଲ୍‌ ଆରି ସିଲା ଅମ୍‌ପିପଲି ଆରି ଆପଲନିଆ ବାଟ୍‍ଦେଇ ତେସ୍‌ଲନି ଜାଗାଇ କେଟ୍‌ଲାଇ । ତେଇ ଜିଉଦିମନର୍‌ ଗଟେକ୍‌ ପାର୍‌ତନା ଗର୍‌ ରଇଲା ।
Sie zogen die Straße über Amphipolis und Apollonia und kamen nach Thessalonich. Hier hatten die Juden ein Versammlungshaus.
2 ପାଉଲ୍‌ ତାର୍‌ ରିତିନିତି ଇସାବେ, ପାର୍‌ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍‌ଟା ବିସ୍‌ରାମ୍‌ବାରେ ଲକ୍‌ମନର୍‌ ସଙ୍ଗ୍‍ କାତାବାର୍‌ତା କଲା ।
Nach seiner Gewohnheit besuchte es Paulus, und an drei aufeinanderfolgenden Sabbaten hielt er Vorträge,
3 ଦରମ୍‌ ସାସ୍‌ତର୍‌ ପଡିକରି ବୁଜାଇଲା ଜେ, ମସିଅ ଦୁକ୍‌ ପାଇବାର୍‌ ରଇଲା ଆରି ପର୍‌ମେସର୍‌ ତାକେ ମଲାତେଇଅନି ଉଟାଇବାର୍‌ ରଇଲା । ପାଉଲ୍‌ କଇଲା, “ଜନ୍‌ ଜିସୁର୍‌ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
indem er auf Grund der Schrift darlegte und bewies, daß der Messias leiden und von den Toten auferstehen mußte, und "der Messias" — so betonte er — "ist der Jesus, den ich euch verkündige."
4 ସେମନର୍‌ ବିତ୍‌ରେଅନି କେତେ ଲକ୍‌ ଏଟା ବିସ୍‌ବାସ୍‌ କଲାଇ । ପାଉଲ୍‌ ଆରି ସିଲାର୍‌ ସଙ୍ଗ୍‍ ମିସ୍‌ଲାଇ । ସେନ୍ତି ଡାକ୍‌ପୁଟା ରଇବା ମାଇଜିମନ୍‌ ଆରି ପରମେସର୍‌କେ ପାର୍‌ତନା କର୍‌ବା ଗିରିକ୍‌ ମନର୍‌ ଗଟେକ୍‌ ବଡ୍‌ ଦଲ୍‌ ମିସା ସେମନର୍‌ ସଙ୍ଗ୍‍ ମିସ୍‌ଲାଇ ।
Einige Juden ließen sich überzeugen und schlossen sich Paulus und Silas an, dazu eine große Zahl gottesfürchtiger Heiden und viele vornehme Frauen.
5 ମାତର୍‌ କେତେଟା ଜିଉଦିମନ୍‌ ପାଉଲ୍‌ ଆରି ସିଲାକେ କୁଟ୍‌ କରି, କାଇ କାମ୍‌ ନ କର୍‌ବା ଅଲ୍‌ସିଆ ଲକ୍‌ମନ୍‌କେ ଏକ୍‌ଜୁଟ୍‌ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍‌ ଜାକର୍‌ ଲକ୍‌କେ ଉସ୍‌କାଇ ରିସା କରାଇଲାଇ । ସେମନ୍‌ ପାଉଲ୍‌ ଆରି ସିଲାକେ କଜି ଆନ୍‌ବାକେ ଗଟେକ୍‌ ଜେସନ୍‌ ନାଉଁର୍‌ ଗରେ ଜାଇ, ତାର୍‌ ଗର୍‌ ଚପିପାକାଇଲାଇ ।
Voll Neid darüber erkauften die Juden einige verworfene Gesellen aus dem Straßengesindel, rotteten mit ihrer Hilfe den Pöbel zusammen und brachten die Stadt in Aufregung. Dann zogen sie vor Jasons Haus und suchten dort nach Paulus und Silas, um sie zu dem versammelten Volk hinauszuführen.
6 ମାତର୍‌ ତେଇ ପାଉଲ୍‌ ଆରି ସିଲା ଡିସତ୍‌ ନାଇଜେ, ସେମନ୍‌ ଜେସନ୍‌ ଆରି ବିନ୍‌ କେତେଟା ବିସ୍‌ବାସି ବାଇମନ୍‌କେ, ଗଡର୍‌ ନେତାମନର୍‌ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍‌ମନ୍‌ ଚାରିବେଟ୍‌ତି ଗଣ୍ଡ୍‍ଗଲ୍‌ କଲାଇନି! ଏବେ ଆମର୍‌ ଗଡେ ମିସା ଆଇଲାଇ ଆଚତ୍‌
Als sie beide nicht fanden, schleppten sie Jason und einige andere Brüder vor die Stadtoberen und schrien: "Diese Menschen, die das ganze Reich aufgewiegelt haben, sind nun auch hier bei uns,
7 ଆରି ଏସନ୍‌ ସେମନ୍‌କେ ତାର୍‌ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍‌ ରାଜା ଆଚେ ବଲି କଇକରି ସେମନ୍‌ ଆମର୍‌ ବଡ୍‌ ସାସନ୍‌କାରିଆର୍‌ ନିୟମ୍‌ ବାଙ୍ଗ୍‌ଲାଇନି ।”
und Jason hat sie aufgenommen! Alle diese Leute handeln des Kaisers Verordnungen zuwider; sie behaupten, ein anderer sei König: ein gewisser Jesus!"
8 ଏ କାତା କଇ ସେମନ୍‌, ଲକ୍‌ମନ୍‌କେ ଆରି ସାସନ୍‌କାରିଆର୍‌ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍‍ଗଲ୍‌ କରାଇଲାଇ ।
Bei diesen Anklagen gerieten die Volksmenge und die Stadtoberen in große Unruhe;
9 ସାସନ୍‌ କରୁମନ୍‌ ଜେସନ୍‌ ଆରି ବିସ୍‌ବାସିମନର୍‌ତେଇଅନି ଚାଡ୍‌ବାକେ, ଜେତ୍‌କି ଡାବୁ ବାନ୍ଦ୍‌ବାକେ ରଇଲା, ଲାଁଚ୍‌ ନେଇକରି ସେମନ୍‌କେ ଜାମିଲେ ଚାଡିଦେଲାଇ ।
und die Oberen ließen Jason und die anderen nicht eher gehen, als bis sie eine bestimmte Bürgschaft von ihnen empfangen hatten.
10 ୧୦ ରାତି ଅଇଲା ଦାପ୍‌ରେ, ବିସ୍‌ବାସି ବାଇମନ୍‌ ପାଉଲ୍‌ ଆରି ସିଲାକେ ବେରିଆ ନାଉଁର୍‌ ଜାଗାଇ ପାଟାଇଦେଲାଇ । ସେମନ୍‌ ତେଇ କେଟି, ଜିଉଦି ଲକ୍‌ମନର୍‌ ପାର୍‌ତନା ଗରେ ଗାଲାଇ ।
Sofort in der folgenden Nacht wurden Paulus und Silas von den Brüdern nach Beröa gesandt. Sie besuchten dort nach ihrer Ankunft das Versammlungshaus der Juden.
11 ୧୧ ତେସଲନିର୍‌ ଜିଉଦିମନର୍‌ ଟାନେଅନି ବେରିଆର୍‌ ଜିଉଦିମନ୍‌ କୁଲାକୁଲି ମନ୍‌ ରଇବା ଲକ୍‌ ରଇଲାଇ । ସେମନ୍‌ ଅଦିକ୍‌ ମନ୍‌ଦିଆନ୍‌ ଦେଇ ସିସ୍‌ମନର୍‌ ସିକିଆ ସୁନ୍‌ଲାଇ । ଆରି ପାଉଲ୍‌ କଇଲା କାତା, ସତ୍‌ କି ନାଇ ବଲି ଜାନ୍‌ବାକେ ସବୁ ଦିନ୍‌ ଦରମ୍‌ ସାସ୍‌ତର୍‌ ପଡ୍‌ତେରଇଲାଇ ।
Die Juden in Beröa waren von edlerer Sinnesart als die in Thessalonich. Sie nahmen das Wort sehr willig auf und forschten täglich in der Schrift, um sich zu überzeugen, ob das, was sie gehört, damit auch wirklich übereinstimmte.
12 ୧୨ ସେମନର୍‌ ବିତ୍‌ରେଅନି ବେସି ଲକ୍‌ ବିସ୍‌ବାସ୍‌ କଲାଇ । ବେସି ସାଉକାର୍‌ ଅଇ ସନ୍‌ମାନ୍‌ ପାଇବା ଗିରିକ୍‌ ମାଇଜି ଆରି ଗିରିକ୍‌ ଲକ୍‌ମନ୍‌ ମିସା ବିସ୍‌ବାସିମନର୍‌ ସଙ୍ଗ୍‍ ମିସ୍‌ଲାଇ ।
Viele von ihnen wurden gläubig, außerdem nicht wenige Heiden: Frauen der besseren Stände und Männer.
13 ୧୩ ମାତର୍‌ ଜେଡେବଲ୍‌ ତେସ୍‌ଲନିର୍‌ ଜିଉଦିମନ୍‌ ସୁନ୍‌ଲାଇ ଜେ ବେରିଆତେଇ ମିସା ପାଉଲ୍‌ ପରମେସରର୍‌ ବାକିଅ ଜାନାଇଲାନି, ସେମନ୍‌ ତେଇ ଆସି ପାଉଲର୍‌ ବିରଦେ ଗଣ୍ଡ୍‍ଗଲ୍‌ କର୍‌ବାକେ ଲକ୍‌ମନ୍‌କେ ଉସ୍‌କାଇଲାଇ ।
Als aber die Juden in Thessalonich erfuhren, daß Paulus Gottes Wort auch in Beröa verkündigt habe, kamen sie auch dorthin und hetzten den Pöbel zu Ruhestörungen auf.
14 ୧୪ ସେ ଦାପ୍‌ରେ ବିସ୍‌ବାସି ବାଇମନ୍‌ ପାଉଲ୍‌କେ ସମ୍‌ଦୁର୍‌ ପାଲିବାଟେ ପାଟାଇଦେଲାଇ, ମାତର୍‌ ସିଲା ଆରି ତିମତି ଦୁଇ ଲକ୍‌ ବେରିଆଇ ରଇଲାଇ ।
Da sandten die Brüder Paulus sofort aus der Stadt und ließen ihn einen Weg einschlagen, als strebe er dem Meer zu. Silas und Timotheus blieben in Beröa zurück.
15 ୧୫ ପାଉଲ୍‌କେ ଡାକିନେବା ଲକ୍‌ମନ୍‌, ତାର୍‌ ସଙ୍ଗ୍‍ ଆତେନସ୍‌ ଜାକ ଗାଲାଇ । ତେଇଅନି ସେମନ୍‌ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍‌କେ ପାଉଲ୍‌ ବେଗି ମିସ୍‌ବାକେ କବର୍‌ ପାଟାଇ ଆଦେସ୍‌ ଦେଲାଆଚେ ।”
Die Brüder aber, die Paulus zu seiner Sicherheit begleiteten, blieben bei ihm, bis er nach Athen kam. Anf. 50 n. Chr. Von da kehrten sie (nach Beröa) zurück und nahmen den Auftrag an Silas und Timotheus mit, sie möchten so bald als möglich zu ihm kommen.
16 ୧୬ ସିଲା ଆରି ତିମତିକେ ଆତେନେସ୍‌ତେଇ ଜାଗି ରଇଲା ବେଲେ, ଗଡ୍‌ଜାକର୍‌ ଲକ୍‌ ପୁଜା କର୍‌ବା ଦେବ୍‌ତାମନର୍‌ ମୁର୍‌ତିମନ୍‌ ଦେକି, ପାଉଲର୍‌ ମନ୍‌ ବେସି ଉଡୁକ୍‌ଦୁଡୁକ୍‌ ଅଇଗାଲା ।
Während Paulus in Athen auf sie wartete, ergrimmte er in seinem Geiste, als er sah, wie die Stadt voll Götterbilder war.
17 ୧୭ ସେଟାର୍‌ପାଇ ସେ ଜିଉଦିମନର୍‌ ପାର୍‌ତନା ଗରେ ସେମନର୍‌ ସଙ୍ଗ୍‍, ଆରି ପରମେସର୍‌କେ ପାର୍‌ତନା କର୍‌ବା ଜିଉଦି ନଇଲା ଲକ୍‌ମନର୍‌ ସଙ୍ଗ୍‍, ଏ ବିସଇ ସବୁ ଦିନ୍‌ ଆଲ୍‍ଚନା କର୍‌ବାର୍‌ ଦାର୍‌ଲା । ଆଟେବାଟେ ଜିବାଆଇବା କର୍‌ବା ଲକ୍‌ମନର୍‌ ସଙ୍ଗ୍‍ ସେ ବିସଇ ଆଲ୍‍ଚନା କଲା ।
Er sprach in dem jüdischen Versammlungshaus zu den Juden und auch zu den Heiden, die dort am Gottesdienst teilnahmen, und auf dem Markt redete er täglich mit denen, die er dort traf.
18 ୧୮ କେତେଟା ଏପିକିଉରିଆନ୍‌ ଆରି ଟଇକ୍‌ ସିକିଆ ଦେବା ଗୁରୁମନର୍‌ ସଙ୍ଗ୍‍ ଦଦାପେଲା ଅଇଲାଇ । ସେମନର୍‌ ବିତ୍‌ରେଅନି କେତେ ଲକ୍‌ କଇଲାଇ, “ଏ ବକୁଆ ବଡ୍‌ପନିଆ, କାଇଟା କଇବାକେ ଚେସ୍‌ଟା କଲାନି?” ବିନ୍‌ ଲକ୍‌ମନ୍‌ କଇଲାଇ, “ବିନ୍‌ ଦେସେ ରଇବା ଦେବ୍‌ତାମନର୍‌ ବିସଇ, ସେ ଜାନାଇଲାନି ପାରା ଲାଗ୍‌ଲାନି ।” ଜିସୁ ଆରି ତରେକ୍‌ ଜିବନ୍‌ ଅଇ ଉଟ୍‌ଲା ବିସଇ ପାଉଲ୍‌ ଜାନାଇବାଟା ସୁନି ସେମନ୍‌ ଏନ୍ତି କଇଲାଇ ।
Auch einige epikureische und stoische Philosophen ließen sich mit ihm ein. Die einen sprachen: "Was will denn dieser Schwätzer sagen?" Andere meinten: "Er scheint ein Verkündiger ausländischer Gottheiten zu sein." Denn er verkündigte ihnen Jesus und die Auferstehung.
19 ୧୯ ସେଟାର୍‌ପାଇ ସେମନ୍‌ ପାଉଲ୍‌କେ ଦାରି ସେ ନଅରର୍‌ ବିଚାର୍‌ କର୍‌ବା ଜାଗା, ଜନ୍‌ଟା କି ଏରିଅପାଗସ୍‌ ତେଇ ଆନ୍‌ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍‌ ନୁଆ ସିକିଆ ବିସଇ କଇଲୁସ୍‌ନି, ସେ ବିସଇ ଆମେ ଜାନ୍‌ବାକେ ମନ୍‌ କଲୁନି ।”
Eines Tages nahmen sie ihn freundlich bei der Hand, führten ihn auf den Areshügel und sprachen: "Dürfen wir erfahren, was das für eine neue Lehre ist, die du verkündigst?
20 ୨୦ ତୁଇ କଇବା କେତେଟା କାତା ଆମେ ଆଗ୍‌ତୁ କେବେ ସୁନି ନ ରଇଲୁ । ଆମେ ତାର୍‌ ଅରତ୍‌ ଜାନ୍‌ବାକେ ମନ୍‍ କଲୁନି ।
Denn du erzählst da Dinge, die uns seltsam klingen. Wir möchten deshalb wissen, um was es sich hier handelt."
21 ୨୧ କାଇକେବଇଲେ ଆତେନେସର୍‌ ଲକ୍‌ ଆରି ତେଇ ରଇବା ବିନ୍‌ ଦେସର୍‌ ଲକ୍‌ମନ୍‌ ନୁଆ ବିସଇ ସୁନ୍‌ବାକେ ଆରି କଇବାକେ ବଲ୍‌ପାଇତେ ରଇଲାଇ । ତେଇ ସେମନ୍‌ ବେସି ବେଲା ଦେଇତେ ରଇଲାଇ ।
- Alle Athener nämlich und die in der Stadt ansässigen Fremden waren stets nur darauf aus, das Neueste zu erzählen oder zu hören. —
22 ୨୨ ପାଉଲ୍‌ ସେ ଗଡର୍‌ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍‌ ଲକ୍‌ମନ୍‌, ତମେ ସବୁ ଦରମ୍‌ ଲକ୍‌ ବଲି ଜାନାପଡ୍‌ଲାନି ।
Da trat Paulus mitten auf den Areshügel und sprach: "Ihr Männer von Athen, ich finde, daß ihr in euerm Gottesdienst in jeder Hinsicht sehr eifrig seid.
23 ୨୩ କାଇକେବଇଲେ, ମୁଇ ତମର୍‌ ନଅରେ ବୁଲି ଦେକ୍‌ଲା ବେଲେ, ତମର୍‌ ପୁଜା କର୍‌ବା ଜାଗାମନ୍‌ ଦେକ୍‌ଲି । ତେଇ ଗଟେକ୍‌ ବେଦି ରଇଲା । ଗଟେକ୍‌ ନ ଜାନ୍‌ଲା ଦେବ୍‌ତାକେ, ଲେକାରଇଲାଟା ମିସା ଦେକ୍‌ଲି । ତମେ ଜାକେ ନାଜାନି ପୁଜାକଲାସ୍‌ନି । ଏବେ ତାର୍‌ ବିସଇ ତମ୍‌କେ ଜାନାଇଲିନି ।
Denn als ich umherging und eure Heiligtümer ansah, entdeckte ich auch einen Altar mit der Inschrift: 'Dem unbekannten Gott.' Diese Gottheit nun, die ihr verehrt, ohne sie zu kennen, die verkündige ich euch.
24 ୨୪ ପରମେସର୍‌ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍‌ କଲା । ସେ ସରଗ୍‌ ଆରି ଜଗତର୍‌ ମାପ୍‌ରୁ । ଲକ୍‌ମନ୍‌ ତିଆର୍‌ କଲା ମନ୍ଦିରେ ରଇବାକେ ମନ୍‌ ନ କରେ ।
Der Gott, der die Welt mit allem, was darinnen ist, geschaffen hat, er, des Himmels und der Erde Herr, wohnt nicht in Tempeln, die mit Händen erbaut sind.
25 ୨୫ ଆମେ ତାର୍‌ ପାଇ କାମ୍‌ କରି ତାକେ ଦେଇପାର୍‌ବୁ ପାରା କାଇଟା ମିସା ସେ ମନ୍‌ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍‌, ପବନ୍‌ ଆରି ସବୁ ଦର୍‌କାର୍‌ ରଇଲାଟା ଦେଲାଆଚେ ।
Er läßt sich auch nicht von Menschenhänden bedienen, als habe er irgend etwas nötig: er gibt ja allen Leben und Odem und alles, dessen sie bedürfen.
26 ୨୬ ଗଟେକ୍‌ ଲକ୍‌ଅନି ସେ ସବୁ ମୁନୁସ୍‌ ଜାତିକେ ତିଆର୍‌ କଲା । ଆରି ତାର୍‌ ଆଦେସ୍‌ ଇସାବେ ସେମନ୍‌ ଦୁନିଆର୍‌ ବିନ୍‌ ବିନ୍‌ ଜାଗାଇ ବାସା ଅଇଲାଇ ଆଚତ୍‌, ସେଟା ପୁର୍‌ବେଅନି ପରମେସର୍‌ ଟିକ୍‌ କଲାଆଚେ ।
Er hat von einem Menschen alle Völker kommen und sie auf der ganzen Erde wohnen lassen; dazu hat er bestimmt, wie lange jedes Volk bestehen und wie weit sich sein Gebiet erstrecken soll.
27 ୨୭ ତାକର୍‌ ଆଦେସ୍‌ ରଇଲା ଜେ ସବୁ ଲକ୍‌ ତାକେ କଜି କରି ବେଟ୍‌ ଅଅତ୍‌ । ମାତର୍‌ ସତଇସେ ପର୍‌ମେସର୍‌ କାର୍‌ଟାନେଅନି ମିସା ଦୁରିକେ ନାଇ ।
Dies hat er getan, damit sie Gott suchen sollten, ob sie ihn vielleicht fühlen und finden möchten, da er ja nicht fern ist von jedem unter uns.
28 ୨୮ ଏ ବିସଇ କେକି ଗଟେକ୍‌ ଲକ୍‌ କଇଲା ଆଚେ, “ତାର୍‌ ଲଗେ ଆକା ଆମର୍‌ ଜିବନର୍‌ କୁଚିକାଡି ଆଚେ ।” ତମର୍‌ ବିତ୍‌ରେଅନି କେତେଲକ୍‌ କଇଆଚତ୍‌, ଆମେ ମିସା ତାର୍‌ ପିଲାଜିଲା ।
Denn nur weil wir so eng mit ihm verbunden sind, erfreuen wir uns des Lebens, können wir uns regen und bewegen und haben wir das Dasein. Darum haben auch einige eurer Dichter gesagt: Wir sind seines Geschlechts.
29 ୨୯ ଆମେ ପର୍‌ମେସରର୍‌ ପିଲାଜିଲା ଅଇଲାର୍‌ ପାଇ ମୁନୁସ୍‌ ତିଆର୍‌ କଲା ସୁନା, ରୁପା ନଇଲେ ପାକ୍‌ନା ସଙ୍ଗ୍‍ ତିଆର୍‌ କଲା ପୁତ୍‌ଲା, ପରମେସର୍‌ ରୁପ୍‌ ବଲି ବାବି ନାପାରୁ ।
Da wir nun von dem Geschlecht Gottes sind, sollen wir nicht meinen, die Gottheit gleiche dem Gold, Silber oder Stein, woraus die Kunst und der Erfindergeist des Menschen Götterbilder herstellt.
30 ୩୦ ଲକ୍‌ମନ୍‌ ପରମେସର୍‌କେ ଜାନି ନ ରଇଲା ବେଲେ, ସେ ଦସ୍‌ ଦାରି ନ ରଇଲା, ମାତର୍‌ ଏବେ ସବୁ ଜାଗାର୍‌ ସବୁ ଲକ୍‌ମନ୍‌କେ, ସେମନର୍‌ ପାପ୍‌ ବାଟେଅନି ବାଅଡ୍‌ବାକେ ଆଦେସ୍‌ ଦେଲାନି ।
Diese Zeiten der Unwissenheit hat Gott in seiner Gnade übersehen. Jetzt aber ruft er alle Menschen überall zur Sinnesänderung.
31 ୩୧ ସେ ଗଟେକ୍‌ ଦିନ୍‌ ଟିକ୍‌ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍‌ ସଙ୍ଗ୍‍ ଗୁଲାଇ ଦୁନିଆର୍‌ ବିଚାର୍‌ କର୍‌ସି । ସେ ଲକ୍‌ ମଲାଟାନେଅନି ଉଟି ଏ କାତା ସତ୍‌ ବଲି, ସବୁକେ ଜାନାଇଲା ଆଚେ ।
Denn er hat einen Tag bestimmt, wo er den Erdkreis richten will in Gerechtigkeit, und zwar durch einen Mann, den er dazu verordnet hat, und an den zu glauben er allen möglich macht, weil er ihn auferweckt hat von den Toten..."
32 ୩୨ ପାଉଲର୍‌ଟାନେ, ମଲାଟାନେଅନି ଉଟ୍‌ଲା ବିସଇ ସୁନି ସେମନର୍‌ ବିତ୍‌ରେଅନି କେତେ ଲକ୍‌ ତାକେ କିଜାଇଲାଇ, ମାତର୍‌ ବିନ୍‌ ଲକ୍‌ମନ୍‌ କଇଲାଇ, “ତମର୍‌ତେଇଅନି ଆମେ ଆରିତରେକ୍‌ ଏ ବିସଇ ସୁନ୍‌ବାକେ ମନ୍‌ କଲୁନି ।”
Als sie aber von einer Auferstehung der Toten hörten, da begannen die einen zu spotten, während andere sagten: "Darüber wollen wir dich ein andermal hören."
33 ୩୩ ପାଉଲ୍‌ ସେ ଦିନର୍‌ ସବାଇ ଅନି ଉଟି ବାରିଗାଲା ।
So ging Paulus aus ihrer Mitte weg.
34 ୩୪ ଡାୟନିସିଅସ୍‌ ନାଉଁର୍‌ ସବାର୍‌ ଗଟେକ୍‌ ମେମର୍‌, ଦାମାରି ନାଉଁର୍‌ ଗଟେକ୍‌ ମାଇଜି ଆରି କେତେଟା ଲକ୍‌, ବିସ୍‌ବାସ୍‌ କରି ତାର୍‌ ସଙ୍ଗ୍‍ ମିସ୍‌ଲାଇ ।
Einige aber schlossen sich ihm an und wurden gläubig, darunter Dionysius, ein Mitglied der obersten Gerichtsbehörde, eine Frau, mit Namen Damaris, und andere mit ihnen.

< ପେରିତ୍‌ 17 >