< ପେରିତ୍ 15 >
1 ୧ ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
Então alguns que tinham descido da Judea ensinavam os irmãos, dizendo: Se vos não circumcidardes, conforme o uso de Moysés, não podeis salvar-vos.
2 ୨ ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
Feita pois por Paulo e Barnabé não pequena dissensão e contenda contra elles, resolveu-se que Paulo e Barnabé, e alguns d'entre elles, subissem a Jerusalem, aos apostolos e aos anciãos, sobre aquella questão.
3 ୩ ଆନ୍ଟିଅକର୍ ମଣ୍ଡଲି ସେମନ୍ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍ ପିନିସିଆ ଆରି ସମିରଣ୍ ବାଟ୍ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍ମନ୍ କେନ୍ତି ମନ୍ ବାଦ୍ଲାଇକରି ପରମେସର୍କେ ନାମ୍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍ବାସି ବାଇମନ୍ ବେସି ସାର୍ଦା ଅଇଲାଇ ।
De sorte que elles, acompanhados pela egreja, passavam pela Phenicia e por Samaria, contando a conversão dos gentios; e davam grande alegria a todos os irmãos.
4 ୪ ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ ।
E, vindos a Jerusalem, foram recebidos pela egreja e pelos apostolos e anciãos, e lhes annunciavam quão grandes coisas Deus tinha feito com elles.
5 ୫ ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
Porém alguns da seita dos phariseos, que tinham crido, se levantaram, dizendo que era mister circumcidal-os e mandar-lhes que guardassem a lei de Moysés.
6 ୬ ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ ।
Congregaram-se pois os apostolos e os anciãos para examinar este negocio.
7 ୭ ବେସି ପର୍ ଦଦାପେଲା ଅଇଲା ପଚେ ପିତର୍ ଟିଆଅଇ କଇଲା, “ମର୍ ବାଇବଇନିମନ୍ ଜିଉଦି ନଇଲା ଲକ୍ମନ୍, ସୁନିକରି ବିସ୍ବାସ୍ କର୍ବାକେ ସେମନର୍ଟାନେ ସୁବ୍କବର ଜାନାଇବାକେ, ଆଗେଅନି ମକେସେ ବାଚ୍ଲାଆଚେ । ଏଟା ତମେ ଜାନାସ୍ ।
E, havendo grande contenda, levanou-se Pedro e disse-lhes: Varões irmãos, bem sabeis que já ha muito tempo Deus me elegeu d'entre nós, para que os gentios ouvissem da minha bocca a palavra do evangelho, e cressem.
8 ୮ ସବୁ ଲକ୍ମନର୍ କାତା ଜାନ୍ବା ପରମେସର୍ ଆମ୍କେ ଜେନ୍ତି ସୁକଲ୍ ଆତ୍ମା ଦାନ୍ କଲା ଆଚେ, ସମାନ୍ ସେନ୍ତି ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନ୍କେ ମିସା ଦାନ୍ଦେଇ ସେମନ୍କେ ବାଚ୍ଲା ଆଚେ ।
E Deus, que conhece os corações, deu testemunho d'elles, dando-lhes o Espirito Sancto, assim como tambem a nós;
9 ୯ ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
E não fez differença alguma entre elles e nós, purificando os seus corações pela fé.
10 ୧୦ ସେନ୍ତି ଆଲେ ଗଟେକ୍ ବଡ୍ ବଜ୍ ପିଟିତେଇ ଲାଦିଦେଲାପାରା, ଆମର୍ ସବୁ ନିୟମ୍ ମାନ୍ବାର୍ ଆଚେ ବଲି କଇକରି ପର୍ମେସର୍କେ କାଇକେ ପରିକା କଲାସ୍ନି? ଆଜି ଜନ୍ ବଜ୍ ବଇବାକେ, ଆମର୍ ଆନିଦାଦିମନ୍ କି ଆମେ ମିସା ବଇ ନାପାର୍ତେ ରଇଲୁ।
Agora, pois, porque tentaes a Deus, pondo sobre a cerviz dos discipulos um jugo que nem nossos paes nem nós podémos supportar?
11 ୧୧ ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍ବାସ୍ କରି ମାପ୍ରୁ ଜିସୁ ଜିବନ୍ଦୁକାଇଲାକେ ମୁକ୍ତି ପାଇଆଚୁ, ସେମନ୍ ମିସା ସେନ୍ତାରିସେ ।”
Antes crêmos que seremos salvos pela graça do Senhor Jesus Christo, como elles tambem.
12 ୧୨ ତାର୍ପଚେ ପାଉଲ୍ ଆରି ବର୍ନବାଟାନେଅନି ଜିଉଦି ନଇଲା ଲକ୍ମନର୍ତେଇ ପରମେସର୍ ଜନ୍ ସବୁ କାବା ଅଇଜିବା କାମ୍ମନ୍ ଆରି ଚକିତ୍ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍ ସବୁ ଲକ୍ ଚିମ୍ରାଅଇ ରଇଲାଇ ।
Então toda a multidão se calou, e escutava a Barnabé e a Paulo, que contavam quão grandes signaes e prodigios Deus havia feito por meio d'elles entre os gentios.
13 ୧୩ ସେମନ୍ କଇସାରାଇଲା ପଚେ ଜାକୁବ୍ କଇଲା, ଏ ମର୍ ବାଇବଇନିମନ୍ ମର୍ କାତା ସୁନା!
E, havendo-se elles calado, tomou Thiago a palavra, dizendo: Varões irmãos, ouvi-me:
14 ୧୪ ପରମେସର୍ ପର୍ତମେ ଜିଉଦି ନଅଇଲା ଲକ୍ମନ୍କେ ଆଲାଦ୍ କରି, ତାର୍ ନିଜର୍ ଲକ୍ ଅଅତ୍ ବଲି, ତାକର୍ ବିତ୍ରେ ଅନି, ଲକ୍ମନ୍କେ ବାଚ୍ଲାଇ । ଏ କାତା ସିମନ୍ ବୁଜାଇ ଦେଇଆଚେ ।
Simão relatou como Deus primeiramente visitou os gentios, para tomar d'elles um povo para o seu nome.
15 ୧୫ ପର୍ମେସର୍ କରିରଇବା ଏ କାମ୍ ବବିସତ୍ବକ୍ତାମନ୍ କଇରଇବାଟା ସଙ୍ଗ୍ ସମାନ୍ ଆଚେ ।
E com isto concordam as palavras dos prophetas; como está escripto:
16 ୧୬ ମାପ୍ରୁ କଇଲା, “ତାର୍ ପଚେ ମୁଇ ନିଜେ ଦିନେକ୍ ବାଉଡି ଆଇବି, ଆରି ଦାଉଦର୍ ବାଙ୍ଗିଜାଇରଇବା ରାଇଜ୍ ଆରିତରେକ୍ ତିଆର୍ କର୍ବି । ଜେନ୍ତିକି ସେଟା ପୁରାପୁରୁନ୍ ଡାଟ୍ ରଇସି ।
Depois d'isto voltarei, e reedificarei o tabernaculo de David, que está caido, e reedificarei as suas ruinas, e tornarei a levantal-o.
17 ୧୭ ତେଇଅନି ସବୁଜାକ ମନସ୍ ଜାତି ମର୍ ଲଗେ ଆଇବାଇ, ଜନ୍ ଜିଉଦି ନଇଲା ଲକ୍ମନ୍କେ ମାପ୍ରୁ ନିଜର୍ କର୍ବାକେ ଡାକ୍ଲାଆଚେ ସେମନ୍ ସବୁ ଲକ୍ ମକେ ନାମ୍ବାଇ ।
Para que o resto dos homens busque ao Senhor, e todos os gentios, sobre os quaes o meu nome é invocado, diz o Senhor, que faz todas estas coisas.
18 ୧୮ ମାପ୍ରୁ ଏ କାତା କଇଲାନି, ଜେ କି ବେସି ଆଗ୍ତୁ ଏ କାତା କଇରଇଲା ।” (aiōn )
São notorias a Deus desde toda a eternidade as suas obras. (aiōn )
19 ୧୯ ଏବେ ଜାକୁବ୍ କଇବାକେ ଆରାମ୍କଲା । ସେ କଇଲା, “ମର୍ ବିଚାର୍ ଇସାବେ, ଜନ୍ ଜିଉଦି ନଇଲା ଲକ୍ମନ୍ ପରମେସରର୍ ବାଟେ ବାଅଡ୍ଲାଇ ଆଚତ୍, ଆମେ ଆରି ସେମନ୍କେ ଅଇରାନ୍ ନ କରୁ ।
Pelo que julgo que não se deve perturbar aquelles, d'entre os gentios, que se convertem a Deus,
20 ୨୦ ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ ।
Mas escrever-lhes que se abstenham das contaminações dos idolos, e da fornicação, e das carnes suffocadas e do sangue.
21 ୨୧ କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
Porque Moysés, desde os tempos antigos, tem em cada cidade quem o prégue, e cada sabbado é lido nas synagogas.
22 ୨୨ ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।
Então pareceu bem aos apostolos e aos anciãos, com toda a egreja, eleger d'elles alguns varões, e envial-os com Paulo e Barnabé a Antiochia, a saber: Judas, chamado Barsabbás, e Silas, varões distinctos entre os irmãos.
23 ୨୩ ବିସ୍ବାସିମନ୍ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍ ଆତେ ପାଟାଇଲାଇ । “ଆନ୍ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍ ବାଇମନ୍, ଜୁଆର୍! ଜିରୁସାଲମର୍ ପେରିତ୍ମନ୍, ପାର୍ଚିନ୍ମନ୍ ଆରି ତମର୍ ବାଇମନ୍, ଏ ଚିଟି ପାଟାଇଲୁନି ।
E por elles escreveram o seguinte: Os apostolos, e os anciãos e os irmãos, aos irmãos d'entre os gentios que estão em Antiochia, e Syria e Cilicia, saude.
24 ୨୪ ଆମେ ସୁନ୍ଲୁନି ଜେ, ଆମର୍ ଦଲେଅନି କେତେ ଲକ୍ ତମର୍ଟାନେ ଆସି, ଜାଇଜାଇଟା ସିକାଇଆଚତ୍, ତେଇଅନି ସେମନ୍ ତମ୍କେ କଚପଚ ଆରି ତେରେପେତେ କଲାଇଆଚତ୍ । ମାତର୍ ଆମେ ସେମନ୍କେ ସେନ୍ତାରି କର୍ବାକେ, କାଇମିସା ଆଦେସ୍ ଦେଉନାଇ ।
Porquanto ouvimos que alguns que sairam d'entre nós vos perturbaram com palavras, e transtornaram as vossas almas, dizendo que devieis circumcidar-vos e guardar a lei, aos quaes nada mandámos:
25 ୨୫ ସେଟାର୍ ପାଇ ଆମେ ସବୁ ଲକ୍ ଗଟେକ୍ ଅଇକରି କେତେଟା କବର୍ କଉମନ୍କେ ବାଚି, ତମର୍ ଲଗେ ପାଟାଇବାକେ ଟିକ୍ କଲୁ । ସେମନ୍ ଆମର୍ ଆଲାଦର୍ ମଇତର୍ମନ୍, ବର୍ନବା ଆରି ପାଉଲର୍ ସଙ୍ଗ୍ ଜିବାଇ ।
Pareceu-nos bem, reunidos concordemente, eleger alguns varões, e envial-os com os nossos amados Barnabé e Paulo,
26 ୨୬ ଏ ମଇତର୍ମନ୍ ମାପ୍ରୁ ଜିସୁର୍ ସେବାତେଇ ନିଜର୍ ଜିବନ୍ ସର୍ପିଦେଇ ଆଚତ୍ ।
Homens que já expozeram as suas vidas pelo nome de nosso Senhor Jesus Christo.
27 ୨୭ ସେଟାର୍ ପାଇ ଜିଉଦା ଆରି ସିଲାକେ ତମର୍ ଲଗେ ପାଟାଇଲୁନି । ଆମେ ଜାଇଟା ଲେକିଆଚୁ, ସେଟା ତମ୍କେ ସେମନ୍ ନିଜେ ବାତାଇଦେବାଇ ।
Enviamos pois Judas e Silas, os quaes de bocca vos annunciarão tambem o mesmo.
28 ୨୮ କେତେଟା ଦର୍କାର୍ ରଇଲା ନିୟମ୍ ଚାଡି, ତମର୍ ଉପ୍ରେ ଆରି କାଇମିସା ବଜ୍ ନ ଲାଦ୍ବାକେ ଆମେ ସୁକଲ୍ଆତ୍ମାଇ ଅନି ଚାଲ୍ନା ପାଇଲୁଆଚୁ ।
Porque pareceu bem ao Espirito Sancto, e a nós, não vos impôr mais encargo algum, senão estas coisas necessarias:
29 ୨୯ ସେ କେତେଟା ନିୟମ୍ ଅଇଲାନି ପୁତ୍ଲା ଦେବ୍ତାମନ୍କେ ପୁଜା କରିରଇବା କାଇମିସା କାଦି କାଇବାର୍ ନାଇ । ଟଟ୍ରି ପିଚ୍କି ମରାଇଲା କନ୍ ମିସା ପସୁର୍ ବନି କି ମାଉଁସ୍ କାଇବାର୍ ନାଇ । ଆରି ବିନ୍ ମାଇଜି କି ମୁନୁସର୍ ମିଲାମିସା ଟାନେଅନି ଦୁରିକେ ରଇବାର୍ । ଏ ସବୁ କାମ୍ ନ କର୍ବାକେ ତମେ ଜାଗ୍ରତ୍ ରଇଲେ, ଅଇଜାଇସି । ଏତ୍କିକେ ରଇଲୁନି ।”
Que vos abstenhaes das coisas sacrificadas aos idolos, e do sangue, e da carne suffocada, e da fornicação: das quaes coisas fazeis bem se vos guardardes. Bem vos vá.
30 ୩୦ ଜନ୍ କବର୍ କଉମନ୍କେ ପାଟାଇ ରଇଲାଇ, ସେମନ୍ ଆନ୍ଟିଅକ୍ତେଇ ଜାଇ ବିସ୍ବାସିମନର୍ ସବୁ ଦଲ୍କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
Tendo-se elles pois despedido, partiram para Antiochia, e, ajuntando a multidão, entregaram a carta.
31 ୩୧ ତେଇର୍ ବିସ୍ବାସିମନ୍ ସେ ଚିଟି ପଡିକରି ବେସି ସାର୍ଦା ଅଇଗାଲାଇ ।
E, lendo-a, alegraram-se, pela consolação a que lhes causava.
32 ୩୨ ଜିଉଦା ଆରି ସିଲା ନିଜେ ଦୁଇ ଲକ୍ ବବିସତ୍ବକ୍ତା ରଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ବେସିଦିନ୍ ରଇକରି, କବର୍ ଜାନାଇ, ସେମନର୍ ବିସ୍ବାସ୍ ଡାଟ୍ କଲାଇ ।
Depois Judas e Silas, que tambem eram prophetas, exhortaram e confirmaram os irmãos com muitas palavras.
33 ୩୩ ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ ।
E, detendo-se ali algum tempo, os irmãos os deixaram voltar em paz para os apostolos;
34 ୩୪ ମାତର୍ ସିଲା ତେଇସେ ରଇବାଟା ଟିକ୍ ବଲି ତେଇ ରଇବାକେ ମନ୍ କଲା ।
Mas pareceu bem a Silas ficar ali.
35 ୩୫ ପାଉଲ୍ ଆରି ବର୍ନବା ଆନ୍ଟିଅକ୍ତେଇ କେତେ ଦିନ୍ ରଇକରି ବେସି ଲକ୍ମନର୍ ସଙ୍ଗ୍, ମିସିବିଡି ମାପ୍ରୁର୍ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
E Paulo e Barnabé ficaram em Antiochia, ensinando e prégando, com muitos outros, a palavra do Senhor.
36 ୩୬ କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।”
E alguns dias depois disse Paulo a Barnabé: Tornemos a visitar nossos irmãos por cada cidade em que já annunciámos a palavra do Senhor, a vêr como estão.
37 ୩୭ ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା ।
E Barnabé aconselhava que tomassem comsigo a João, chamado Marcos.
38 ୩୮ ମାତର୍ ପାଉଲ୍ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍ ଦିନେ ଆମର୍ କାମ୍ ସାରି ନ ରଇଲା, ସେ ଆମ୍କେ ଚାଡି ବାଉଡି ଉଟିଆଇଲା ।”
Mas a Paulo parecia razoavel que não tomassem comsigo aquelle que desde Pamphylia se tinha apartado d'elles, e não tinha ido com elles áquella obra.
39 ୩୯ ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ ।
E tal contenda houve entre elles, que se apartaram um do outro. Barnabé, levando comsigo a Marcos, navegou para Chypre.
40 ୪୦ ମାତର୍ ପାଉଲ୍ ତାର୍ସଙ୍ଗ୍ ଜିବାକେ ସିଲାକେ ବାଚ୍ଲା । ଆରି ମାପ୍ରୁର୍ ଜିବନ୍ଦୁକାନି ତେଇ ସେମନ୍କେ ସର୍ପିଦେଇ, ବିସ୍ବାସିମନ୍ ପାଟାଇ ଦେଲାଇ ।
E Paulo, tendo escolhido a Silas, partiu, encommendado pelos irmãos á graça de Deus.
41 ୪୧ ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।
E foi passando por Syria e Cilicia, confirmando as egrejas.