< ପେରିତ୍‌ 15 >

1 ଜିଉଦାଇଅନି କେତେକ୍‌ ଲକ୍‌ ଆନ୍‌ଟିଅକ୍‍ ନଅରେ ଆଇଲାଇ । ସେମନ୍‌ ଆନ୍‌ଟିଅକର୍‌ ବିସ୍‌ବାସି ବାଇମନ୍‌କେ ଏନ୍ତି କଇକରି ସିକାଇଲାଇ, “ମସାର୍‌ ନିୟମ୍‌ ଇସାବେ ଜଦି ତମେ ସୁନତ୍‌ ନ ଉଆସ୍‌, ତମର୍‌ ପାପର୍‌ ଡଣ୍ଡେଅନି ମୁକ୍‌ତି ନ ପାଆସ୍‌ ।”
Und etliche kamen aus Judäa herab und lehrten die Brüder: Wenn ihr euch nicht nach dem Gebrauche Moses beschneiden lasset, so könnt ihr nicht gerettet werden!
2 ଏ ବିସଇ, ସେମନର୍‌ ସଙ୍ଗ୍‍ ପାଉଲ୍‌ ଆରି ବର୍‌ନବା ବେସି ଦଦାପେଲା ଅଇଲାଇ । ତେବର୍‌ପାଇ ଆନ୍‌ଟିଅକର୍‌ ବିସ୍‌ବାସିମନ୍‌ ରାଜି ଅଇଲାଇଜେ, ପାଉଲ୍‌ ଆରି ବର୍‌ନବା ଆରି ଆନ୍‌ଟିଅକ୍‍ ମଣ୍ଡଲିଅନି କେତେ ଲକ୍‌ ଜିରୁସାଲାମେ ଜାଅତ୍‌ ଆରି ତେଇର୍‌ ପାର୍‌ଚିନ୍‌ ଆରି ପେରିତ୍‌ ସିସ୍‌ମନର୍‌ ସଙ୍ଗ୍‍ ଏ ବିସଇ କାତା ଅଅତ୍‌ ।
Da sich nun Zwiespalt erhob und Paulus und Barnabas nicht geringen Streit mit ihnen hatten, ordneten sie an, daß Paulus und Barnabas und einige andere von ihnen dieser Streitfrage wegen zu den Aposteln und Ältesten nach Jerusalem hinaufziehen sollten.
3 ଆନ୍‌ଟିଅକର୍‌ ମଣ୍ଡଲି ସେମନ୍‌ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍‌ ପିନିସିଆ ଆରି ସମିରଣ୍‌ ବାଟ୍‌ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍‌ମନ୍‌ କେନ୍ତି ମନ୍‌ ବାଦ୍‌ଲାଇକରି ପରମେସର୍‌କେ ନାମ୍‍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍‌ବାସି ବାଇମନ୍‌ ବେସି ସାର୍‌ଦା ଅଇଲାଇ ।
So durchzogen sie, nun als Abgeordnete der Gemeinde, Phönizien und Samarien, indem sie von der Bekehrung der Heiden erzählten und allen Brüdern große Freude bereiteten.
4 ସେମନ୍‌ ଜିରୁସାଲାମ୍‌ କେଟ୍‌ଲା ପଚେ ମଣ୍ଡଲିର୍‌ ଲକ୍‌, ପେରିତ୍‌ ସିସ୍‌ମନ୍‌ ଆରି ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌କେ ବେଟ୍‌ଅଇଲାଇ । ଆରି ପରମେସର୍‌ ତାକର୍‌ଲଗେ କରିରଇବା କାମ୍‌ ବିସଇ ପାଉଲ୍‌ ଆରି ବର୍‌ନବାକେ ଜାନାଇଲାଇ ।
Als sie aber nach Jerusalem kamen, wurden sie von der Gemeinde, den Aposteln und den Ältesten empfangen und berichteten, wie vieles Gott mit ihnen getan habe.
5 ମାତର୍‌ ପାରୁସି ଦଲର୍‌ କେତେଟା ବିସ୍‌ବାସିମନ୍‌ ଟିଆଅଇ କଇଲାଇ, “ଜିଉଦି ନଇଲା ଲକ୍‌ମନ୍‌ ସୁନତ୍‌ ଅଇବାର୍‌ ଆଚେ ଆକା ଆରି ମସାର୍‌ ବିନ୍‌ ନିୟମ୍‌ମନ୍‌ ମାନ୍‌ବାକେ ମିସା ସେମନ୍‌କେ ସିକାଇବାର୍‌ ଆଚେ ।”
Es standen aber etliche von der Sekte der Pharisäer, welche gläubig geworden waren, auf und sprachen: Man muß sie beschneiden und ihnen gebieten, das Gesetz Moses zu halten!
6 ଏ ବିସଇ ଆଲ୍‍ଚନା କର୍‌ବାକେ ପେରିତ୍‌ ସିସ୍‌ମନ୍‌ ଆରି ମଣ୍ଡଲିର୍‌ ପାର୍‌ଚିନ୍‌ ରୁଣ୍ଡ୍‌ଲାଇ ।
Da kamen die Apostel und die Ältesten zusammen, um diese Sache zu untersuchen.
7 ବେସି ପର୍‌ ଦଦାପେଲା ଅଇଲା ପଚେ ପିତର୍‌ ଟିଆଅଇ କଇଲା, “ମର୍‌ ବାଇବଇନିମନ୍‌ ଜିଉଦି ନଇଲା ଲକ୍‌ମନ୍‌, ସୁନିକରି ବିସ୍‌ବାସ୍‌ କର୍‌ବାକେ ସେମନର୍‌ଟାନେ ସୁବ୍‌କବର ଜାନାଇବାକେ, ଆଗେଅନି ମକେସେ ବାଚ୍‌ଲାଆଚେ । ଏଟା ତମେ ଜାନାସ୍‌ ।
Als sich nun viel Streit erhob, stand Petrus auf und sprach zu ihnen: Ihr Männer und Brüder, ihr wißt, daß Gott lange vor diesen Tagen unter euch die Wahl getroffen hat, daß durch meinen Mund die Heiden das Wort des Evangeliums hören und zum Glauben kommen sollten.
8 ସବୁ ଲକ୍‌ମନର୍‌ କାତା ଜାନ୍‌ବା ପରମେସର୍‌ ଆମ୍‌କେ ଜେନ୍ତି ସୁକଲ୍‌ ଆତ୍‌ମା ଦାନ୍‌ କଲା ଆଚେ, ସମାନ୍‍ ସେନ୍ତି ବିସ୍‌ବାସ୍‌ କର୍‌ବା ଜିଉଦି ନଇଲା ଲକ୍‌ମନ୍‌କେ ମିସା ଦାନ୍‌ଦେଇ ସେମନ୍‌କେ ବାଚ୍‌ଲା ଆଚେ ।
Und Gott, der Herzenskündiger, legte für sie Zeugnis ab, indem er ihnen den heiligen Geist verlieh, gleich wie uns;
9 ସେମନର୍‌ ଆରି ଆମର୍‌ ବିତ୍‌ରେ, ସେ କାଇମିସା ବଡ୍‌ସାନ୍‌ ଦେକେ ନାଇ । ସେମନ୍‌ ଜିସୁକେ ବିସ୍‌ବାସ୍‌ କଲାର୍‌ପାଇ, ସେ ସେମନ୍‌କେ ସୁକଲ୍‌ କଲାଆଚେ ।
und er machte keinen Unterschied zwischen uns und ihnen, nachdem er durch den Glauben ihre Herzen gereinigt hatte.
10 ୧୦ ସେନ୍ତି ଆଲେ ଗଟେକ୍‌ ବଡ୍‌ ବଜ୍‌ ପିଟିତେଇ ଲାଦିଦେଲାପାରା, ଆମର୍‌ ସବୁ ନିୟମ୍‌ ମାନ୍‌ବାର୍‌ ଆଚେ ବଲି କଇକରି ପର୍‌ମେସର୍‌କେ କାଇକେ ପରିକା କଲାସ୍‌ନି? ଆଜି ଜନ୍‌ ବଜ୍‌ ବଇବାକେ, ଆମର୍‌ ଆନିଦାଦିମନ୍‌ କି ଆମେ ମିସା ବଇ ନାପାର୍‌ତେ ରଇଲୁ।
Was versuchet ihr nun Gott, indem ihr ein Joch auf den Nacken der Jünger leget, welches weder unsre Väter noch wir zu tragen vermochten?
11 ୧୧ ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍‌ବାସ୍‌ କରି ମାପ୍‌ରୁ ଜିସୁ ଜିବନ୍‌ଦୁକାଇଲାକେ ମୁକ୍‌ତି ପାଇଆଚୁ, ସେମନ୍‌ ମିସା ସେନ୍ତାରିସେ ।”
Denn durch die Gnade des Herrn Jesus Christus glauben wir gerettet zu werden, auf gleiche Weise wie jene.
12 ୧୨ ତାର୍‌ପଚେ ପାଉଲ୍‌ ଆରି ବର୍‌ନବାଟାନେଅନି ଜିଉଦି ନଇଲା ଲକ୍‌ମନର୍‌ତେଇ ପରମେସର୍‌ ଜନ୍‌ ସବୁ କାବା ଅଇଜିବା କାମ୍‌ମନ୍‌ ଆରି ଚକିତ୍‌ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍‌ ସବୁ ଲକ୍‌ ଚିମ୍‌ରାଅଇ ରଇଲାଇ ।
Da schwieg die ganze Menge und hörte Barnabas und Paulus zu, welche erzählten, wieviele Zeichen und Wunder Gott unter den Heiden durch sie getan hatte.
13 ୧୩ ସେମନ୍‌ କଇସାରାଇଲା ପଚେ ଜାକୁବ୍‌ କଇଲା, ଏ ମର୍‌ ବାଇବଇନିମନ୍‌ ମର୍‌ କାତା ସୁନା!
Nachdem sie aber zu reden aufgehört hatten, hob Jakobus an und sagte: Ihr Männer und Brüder, hört mir zu!
14 ୧୪ ପରମେସର୍‌ ପର୍‌ତମେ ଜିଉଦି ନଅଇଲା ଲକ୍‌ମନ୍‌କେ ଆଲାଦ୍‌ କରି, ତାର୍‌ ନିଜର୍‌ ଲକ୍‌ ଅଅତ୍‌ ବଲି, ତାକର୍‌ ବିତ୍‌ରେ ଅନି, ଲକ୍‌ମନ୍‌କେ ବାଚ୍‌ଲାଇ । ଏ କାତା ସିମନ୍‌ ବୁଜାଇ ଦେଇଆଚେ ।
Simon hat erzählt, wie Gott zum erstenmal sein Augenmerk darauf richtete, aus den Heiden ein Volk für seinen Namen anzunehmen.
15 ୧୫ ପର୍‌ମେସର୍‌ କରିରଇବା ଏ କାମ୍‌ ବବିସତ୍‌ବକ୍‌ତାମନ୍‌ କଇରଇବାଟା ସଙ୍ଗ୍‍ ସମାନ୍‌ ଆଚେ ।
Und damit stimmen die Worte der Propheten überein, wie geschrieben steht:
16 ୧୬ ମାପ୍‌ରୁ କଇଲା, “ତାର୍‌ ପଚେ ମୁଇ ନିଜେ ଦିନେକ୍‌ ବାଉଡି ଆଇବି, ଆରି ଦାଉଦର୍‌ ବାଙ୍ଗିଜାଇରଇବା ରାଇଜ୍‌ ଆରିତରେକ୍‌ ତିଆର୍‌ କର୍‌ବି । ଜେନ୍ତିକି ସେଟା ପୁରାପୁରୁନ୍‌ ଡାଟ୍‌ ରଇସି ।
«Darnach will ich umkehren und die zerfallene Hütte Davids wieder aufbauen, und ihre Trümmer will ich wieder bauen und sie wieder aufrichten,
17 ୧୭ ତେଇଅନି ସବୁଜାକ ମନସ୍‌ ଜାତି ମର୍‌ ଲଗେ ଆଇବାଇ, ଜନ୍‌ ଜିଉଦି ନଇଲା ଲକ୍‌ମନ୍‌କେ ମାପ୍‌ରୁ ନିଜର୍‌ କର୍‌ବାକେ ଡାକ୍‌ଲାଆଚେ ସେମନ୍‌ ସବୁ ଲକ୍‌ ମକେ ନାମ୍‌ବାଇ ।
auf daß die Übriggebliebenen der Menschen den Herrn suchen, und alle Völker, über welche mein Name angerufen worden ist, spricht der Herr, der solche Dinge tut»
18 ୧୮ ମାପ୍‌ରୁ ଏ କାତା କଇଲାନି, ଜେ କି ବେସି ଆଗ୍‌ତୁ ଏ କାତା କଇରଇଲା ।” (aiōn g165)
und dem sie von Ewigkeit her bekannt sind. (aiōn g165)
19 ୧୯ ଏବେ ଜାକୁବ୍‌ କଇବାକେ ଆରାମ୍‌କଲା । ସେ କଇଲା, “ମର୍‌ ବିଚାର୍‌ ଇସାବେ, ଜନ୍‌ ଜିଉଦି ନଇଲା ଲକ୍‌ମନ୍‌ ପରମେସରର୍‌ ବାଟେ ବାଅଡ୍‌ଲାଇ ଆଚତ୍‌, ଆମେ ଆରି ସେମନ୍‌କେ ଅଇରାନ୍‌ ନ କରୁ ।
Darum halte ich dafür, daß man diejenigen aus den Heiden, die sich zu Gott bekehren, nicht weiter belästigen soll,
20 ୨୦ ଏଲେ ସେମନ୍‌ ଆରି ଜେନ୍ତିକି ପୁତ୍‌ଲା ଦେବ୍‌ତାମନ୍‌କେ ସର୍‌ପିଦେଲା କାଇମିସା ଅସୁକଲ୍‌ କାଦି ନ କାଆ, ବିନ୍‌ ଲକର୍‌ ମାଇଜି କି ମୁନୁସର୍‌ ସଙ୍ଗ୍‍ ମିସ୍‌ବାଟାନେଅନି ଦୁରିକେ ରଅତ୍‌, ଟଟ୍‌ରି ପିଚ୍‌କି ମରାଇରଇବା ପସୁର୍‌ ମାଉଁସ୍‌ କି ବନି, ନ କାଅତ୍‌ ଏ ସବୁ ବିସଇଟାନେ ସେମନ୍‌କେ ଉପ୍‌ଦେସ୍‌ ଦେଇ, ସେମନର୍‌ ଲଗେ ଗଟେକ୍‌ ଚିଟି ଲେକୁ ।
sondern ihnen nur anbefehle, sich von der Verunreinigung durch die Götzen, von der Unzucht, vom Erstickten und vom Blut zu enthalten.
21 ୨୧ କାଇକେବଇଲେ ବେସି ଦିନେଅନି ସବୁ ବିସ୍‌ରାମ୍‌ବାରେ ଆମର୍‌ ପାର୍‌ତନା ଗର୍‌ମନ୍‌କେ ମସାର୍‌ ନିୟମ୍‌ ପଡ୍‌ଲାଇନି, ଆରି ସବୁ ଗଡେ ସେ ନିୟମ୍‌ମନ୍‌ ଜାନାଇଲାଇନି ।”
Denn Mose hat von alten Zeiten her in jeder Stadt Leute, die ihn predigen, da er in den Synagogen an jedem Sabbat vorgelesen wird.
22 ୨୨ ପଚେ ପେରିତ୍‌ ସିସ୍‌ମନ୍‌, ମଣ୍ଡଲିର୍‌ ପାର୍‌ଚିନ୍‌ମନ୍‌, ଆରି ସବୁ ମଣ୍ଡଲିର୍‌ ବାଇମନ୍‌ ରୁଣ୍ଡ୍‌ଲାଇ । ସେମନ୍‌ ରାଜିଅଇରଇବା କାତା ଆନ୍‌ଟିଅକର୍‌ ବିସ୍‌ବାସିମନ୍‌କେ ଜାନାଇବାକେ ପାଉଲ୍‌ ଆରି ବର୍‌ନବା ସଙ୍ଗ୍‍ ଜିବାକେ କେତେଲକ୍‌କେ ବାଚ୍‌ଲାଇ । ବର୍‌ସବା ନାଉଁର୍‌ ଜିଉଦା ଆରି ସିଲାକେ ବାଚ୍‌ଲାଇ । ଏ ଦୁଇଲକ୍‌କେ ସବୁ ବିସ୍‌ବାସିମନ୍‌ ସନ୍‌ମାନ୍‌ ଦେଇତେରଇଲାଇ ।
Da gefiel es den Aposteln und den Ältesten samt der ganzen Gemeinde, Männer aus ihrer Mitte zu erwählen und mit Paulus und Barnabas nach Antiochia zu senden, nämlich Judas mit dem Zunamen Barsabbas, und Silas, leitende Männer unter den Brüdern.
23 ୨୩ ବିସ୍‌ବାସିମନ୍‌ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍‌ ଆତେ ପାଟାଇଲାଇ । “ଆନ୍‌ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍‌ ବାଇମନ୍‌, ଜୁଆର୍‌! ଜିରୁସାଲମର୍‌ ପେରିତ୍‌ମନ୍‌, ପାର୍‌ଚିନ୍‌ମନ୍‌ ଆରି ତମର୍‌ ବାଇମନ୍‌, ଏ ଚିଟି ପାଟାଇଲୁନି ।
Und sie sandten durch ihre Hand folgendes Schreiben: «Die Apostel und die Ältesten und Brüder entbieten den Brüdern zu Antiochia und in Syrien und Cilicien, die aus den Heiden sind, ihren Gruß!
24 ୨୪ ଆମେ ସୁନ୍‌ଲୁନି ଜେ, ଆମର୍‌ ଦଲେଅନି କେତେ ଲକ୍‌ ତମର୍‌ଟାନେ ଆସି, ଜାଇଜାଇଟା ସିକାଇଆଚତ୍‌, ତେଇଅନି ସେମନ୍‌ ତମ୍‌କେ କଚପଚ ଆରି ତେରେପେତେ କଲାଇଆଚତ୍‌ । ମାତର୍‌ ଆମେ ସେମନ୍‌କେ ସେନ୍ତାରି କର୍‌ବାକେ, କାଇମିସା ଆଦେସ୍‌ ଦେଉନାଇ ।
Da wir gehört haben, daß etliche, die von uns ausgegangen sind, euch durch Reden verwirrt und eure Seelen unsicher gemacht haben, ohne daß wir sie dazu beauftragt hätten,
25 ୨୫ ସେଟାର୍‌ ପାଇ ଆମେ ସବୁ ଲକ୍‌ ଗଟେକ୍‌ ଅଇକରି କେତେଟା କବର୍‌ କଉମନ୍‌କେ ବାଚି, ତମର୍‌ ଲଗେ ପାଟାଇବାକେ ଟିକ୍‌ କଲୁ । ସେମନ୍‌ ଆମର୍‌ ଆଲାଦର୍‌ ମଇତର୍‌ମନ୍‌, ବର୍‌ନବା ଆରି ପାଉଲର୍‌ ସଙ୍ଗ୍‍ ଜିବାଇ ।
so hat es uns, die wir einmütig versammelt waren, gefallen, Männer zu erwählen und zu euch zu senden mit unsren geliebten Barnabas und Paulus,
26 ୨୬ ଏ ମଇତର୍‌ମନ୍‌ ମାପ୍‌ରୁ ଜିସୁର୍‌ ସେବାତେଇ ନିଜର୍‌ ଜିବନ୍‌ ସର୍‌ପିଦେଇ ଆଚତ୍‌ ।
Männern, die ihre Seelen hingegeben haben für den Namen unsres Herrn Jesus Christus.
27 ୨୭ ସେଟାର୍‌ ପାଇ ଜିଉଦା ଆରି ସିଲାକେ ତମର୍‌ ଲଗେ ପାଟାଇଲୁନି । ଆମେ ଜାଇଟା ଲେକିଆଚୁ, ସେଟା ତମ୍‌କେ ସେମନ୍‌ ନିଜେ ବାତାଇଦେବାଇ ।
Wir haben also Judas und Silas gesandt, welche euch mündlich dasselbe verkündigen sollen.
28 ୨୮ କେତେଟା ଦର୍‌କାର୍‌ ରଇଲା ନିୟମ୍‌ ଚାଡି, ତମର୍‌ ଉପ୍‌ରେ ଆରି କାଇମିସା ବଜ୍‌ ନ ଲାଦ୍‌ବାକେ ଆମେ ସୁକଲ୍‌ଆତ୍‌ମାଇ ଅନି ଚାଲ୍‌ନା ପାଇଲୁଆଚୁ ।
Es hat nämlich dem heiligen Geist und uns gefallen, euch keine weitere Last aufzulegen, außer diesen notwendigen Stücken:
29 ୨୯ ସେ କେତେଟା ନିୟମ୍‌ ଅଇଲାନି ପୁତ୍‌ଲା ଦେବ୍‌ତାମନ୍‌କେ ପୁଜା କରିରଇବା କାଇମିସା କାଦି କାଇବାର୍‌ ନାଇ । ଟଟ୍‌ରି ପିଚ୍‌କି ମରାଇଲା କନ୍‌ ମିସା ପସୁର୍‌ ବନି କି ମାଉଁସ୍‌ କାଇବାର୍‌ ନାଇ । ଆରି ବିନ୍‌ ମାଇଜି କି ମୁନୁସର୍‌ ମିଲାମିସା ଟାନେଅନି ଦୁରିକେ ରଇବାର୍‌ । ଏ ସବୁ କାମ୍‌ ନ କର୍‌ବାକେ ତମେ ଜାଗ୍‍ରତ୍‌ ରଇଲେ, ଅଇଜାଇସି । ଏତ୍‌କିକେ ରଇଲୁନି ।”
daß ihr euch enthaltet von Götzenopfern und von Blut und vom Erstickten und von Unzucht; wenn ihr euch davor in acht nehmet, so tut ihr recht. Lebet wohl!»
30 ୩୦ ଜନ୍‌ କବର୍‌ କଉମନ୍‌କେ ପାଟାଇ ରଇଲାଇ, ସେମନ୍‌ ଆନ୍‌ଟିଅକ୍‍ତେଇ ଜାଇ ବିସ୍‌ବାସିମନର୍‌ ସବୁ ଦଲ୍‌କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
So wurden sie nun verabschiedet und kamen nach Antiochia und versammelten die Menge und übergaben das Schreiben.
31 ୩୧ ତେଇର୍‌ ବିସ୍‌ବାସିମନ୍‌ ସେ ଚିଟି ପଡିକରି ବେସି ସାର୍‌ଦା ଅଇଗାଲାଇ ।
Und als sie es gelesen hatten, freuten sie sich über den Trost.
32 ୩୨ ଜିଉଦା ଆରି ସିଲା ନିଜେ ଦୁଇ ଲକ୍‌ ବବିସତ୍‌ବକ୍‌ତା ରଇଲାଇ । ସେମନ୍‌ ଆନ୍‌ଟିଅକର୍‌ ବିସ୍‌ବାସି ବାଇମନ୍‌କେ ବେସିଦିନ୍‌ ରଇକରି, କବର୍‌ ଜାନାଇ, ସେମନର୍‌ ବିସ୍‌ବାସ୍‌ ଡାଟ୍‌ କଲାଇ ।
Judas aber und Silas, die auch selbst Propheten waren, ermahnten die Brüder mit vielen Reden und stärkten sie.
33 ୩୩ ତେଇ କେତେ ଦିନ୍‌ ରଇଲା ପଚେ, ଜନ୍‌ଲକ୍‌ମନ୍‌ ସେମନ୍‌କେ ପାଟାଇରଇଲାଇ, ସେମନର୍‌ ଲଗେ ବାଉଡି ଜିବାକେ, ବିସ୍‌ବାସି ବାଇମନ୍‌ ସେମନ୍‌କେ ସାନ୍ତି ସଙ୍ଗ୍‍, ପାଟାଇ ଦେଲାଇ ।
Und nachdem sie einige Zeit dort zugebracht hatten, wurden sie von den Brüdern mit Frieden zu denen zurückgesandt, welche sie abgeordnet hatten.
34 ୩୪ ମାତର୍‌ ସିଲା ତେଇସେ ରଇବାଟା ଟିକ୍‌ ବଲି ତେଇ ରଇବାକେ ମନ୍‌ କଲା ।
[Es gefiel aber dem Silas, dort zu bleiben.]
35 ୩୫ ପାଉଲ୍‌ ଆରି ବର୍‌ନବା ଆନ୍‌ଟିଅକ୍‍ତେଇ କେତେ ଦିନ୍‌ ରଇକରି ବେସି ଲକ୍‌ମନର୍‌ ସଙ୍ଗ୍‍, ମିସିବିଡି ମାପ୍‌ରୁର୍‌ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
Paulus aber und Barnabas hielten sich in Antiochia auf und lehrten und predigten mit noch vielen andern das Wort des Herrn.
36 ୩୬ କେତେ ଦିନ୍‌ ପଚେ ପାଉଲ୍‌ ବର୍‌ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍‌ମନ୍‌କେ, ଆମର୍‌ ଜନ୍‌ ବାଇମନ୍‌କେ ମାପ୍‌ରୁର୍‌ ବାକିଅ ଜାନାଇ ରଇଲୁ, ସେମନ୍‌କେ ବେଟ୍‌ ଅଉଁ ଆରି ସେମନ୍‌ ବିସ୍‌ବାସେ କେନ୍ତି ଆଚତ୍‌ ବୁଜି ଦେକୁ ।”
Nach etlichen Tagen aber sprach Paulus zu Barnabas: Laß uns wieder umkehren und nach den Brüdern sehen in all den Städten, in welchen wir das Wort des Herrn verkündigt haben, wie es um sie stehe.
37 ୩୭ ଜଅନ୍‌ ମାର୍‌କକେ ମିସା ତାକର୍‌ ସଙ୍ଗ୍‍ ନେବାକେ ବର୍‌ନବା ମନ୍‌ କଲା ।
Barnabas aber wollte auch den Johannes, der Markus zubenannt wird, mitnehmen.
38 ୩୮ ମାତର୍‌ ପାଉଲ୍‌ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍‌ ଦିନେ ଆମର୍‌ କାମ୍‌ ସାରି ନ ରଇଲା, ସେ ଆମ୍‌କେ ଚାଡି ବାଉଡି ଉଟିଆଇଲା ।”
Paulus aber hielt dafür, daß der, welcher in Pamphylien von ihnen gewichen und nicht mit ihnen zu dem Werke gekommen war, nicht mitzunehmen sei.
39 ୩୯ ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍‌ ବିନେ ଅଇଲାଇ । ବର୍‌ନବା ଜଅନ୍‌ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍‌ଲାଇ ।
Darob entstand eine Erbitterung, so daß sie sich voneinander trennten und Barnabas den Markus zu sich nahm und zu Schiff nach Cypern fuhr.
40 ୪୦ ମାତର୍‌ ପାଉଲ୍‌ ତାର୍‌ସଙ୍ଗ୍‍ ଜିବାକେ ସିଲାକେ ବାଚ୍‌ଲା । ଆରି ମାପ୍‌ରୁର୍‌ ଜିବନ୍‌ଦୁକାନି ତେଇ ସେମନ୍‌କେ ସର୍‌ପିଦେଇ, ବିସ୍‌ବାସିମନ୍‌ ପାଟାଇ ଦେଲାଇ ।
Paulus aber wählte sich Silas und zog aus, von den Brüdern der Gnade Gottes anbefohlen.
41 ୪୧ ପାଉଲ୍‌ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍‌ ମଣ୍ଡଲିମନ୍‌କେ ଡାଟ୍‌ କରାଇଲାଇ ।
Er durchzog aber Syrien und Cilicien und stärkte die Gemeinden.

< ପେରିତ୍‌ 15 >