< ପେରିତ୍ 15 >
1 ୧ ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
ଜିଉଦା ପ୍ରଦେସ୍ବାନ୍ ଉଡ଼ିରୁଆ ରେମୁଆଁ ଆଣ୍ଟିଅକିଆନ୍ନିଆ ପାଙ୍ଗ୍ଚେ ମୋଶାନେ ନିୟମ୍ ଅନୁସାରେ ମେଇଂ ପବିତ୍ର ଆଡିଙ୍ଗ୍ଲା ପରିତ୍ରାନ୍ ବା ଆୟାଆର୍ ଣ୍ଡୁ ଡାଗ୍ଚେ ବୟାଁଇଂକେ ସିକ୍ୟା ବିଆର୍କେ ।
2 ୨ ଏ ବିସଇ, ସେମନର୍ ସଙ୍ଗ୍ ପାଉଲ୍ ଆରି ବର୍ନବା ବେସି ଦଦାପେଲା ଅଇଲାଇ । ତେବର୍ପାଇ ଆନ୍ଟିଅକର୍ ବିସ୍ବାସିମନ୍ ରାଜି ଅଇଲାଇଜେ, ପାଉଲ୍ ଆରି ବର୍ନବା ଆରି ଆନ୍ଟିଅକ୍ ମଣ୍ଡଲିଅନି କେତେ ଲକ୍ ଜିରୁସାଲାମେ ଜାଅତ୍ ଆରି ତେଇର୍ ପାର୍ଚିନ୍ ଆରି ପେରିତ୍ ସିସ୍ମନର୍ ସଙ୍ଗ୍ ଏ ବିସଇ କାତା ଅଅତ୍ ।
ଏନ୍ ବିସୟ୍ରେ ମେଇଂ ଏତେ ପାଉଲ୍ ଆରି ବର୍ଣ୍ଣବାକେ ଜବର୍ ଜୁକ୍ତାଜୁକ୍ତି ଡିଂଲା ଏନ୍ ଉପାୟ୍ ଡିଂଆର୍କେ ଜେ ପାଉଲ୍ ବର୍ଣ୍ଣବା ଆରି ଆଣ୍ଟିୟକିଆନେ ବାରି ଉଡ଼ିରୁଆ ଯିରୁସାଲାମ୍ନ୍ନିଆ ୱେଚେ ବେବ୍ନ ସିସ୍ଇଂ ଆରି ମଣ୍ଡଲିନେ ମ୍ନାରେଇଂ ଏତେ ଆକେନ୍ ବିସୟ୍ରେ ବୁଜା ସୁଜା ପେଡିଂଏ ।
3 ୩ ଆନ୍ଟିଅକର୍ ମଣ୍ଡଲି ସେମନ୍ ଜିବାଟା ସୁବିଦା କରିଦେଇ ପାଟାଇଲାଇ । ସେମନ୍ ପିନିସିଆ ଆରି ସମିରଣ୍ ବାଟ୍ ଦେଇ ଜିବାବେଲେ, ଜିଉଦି ନଇଲା ଲକ୍ମନ୍ କେନ୍ତି ମନ୍ ବାଦ୍ଲାଇକରି ପରମେସର୍କେ ନାମ୍ଲାଇ, ସେ ବିସଇ ଜାନାଇଲାଇ । ଏ କାତା ସୁନି ବିସ୍ବାସି ବାଇମନ୍ ବେସି ସାର୍ଦା ଅଇଲାଇ ।
ମଣ୍ଡଲିଇଂ ଆମେଇଂକେ ଗାଲି ସାମୁଆଁରେ ବାଲିର୍ଚେ ବେବିକ୍ନେ ଇଡ଼ିଙ୍ଗ୍ ମେଇଂ ଫୈନିକୀୟା ଆରି ସମରିଆ ଗାଲି ୱେବେଲା ଅଣଜିଉଦିଇଂକେ ମନ୍ ବଦ୍ଲେଚେ ଇସ୍ପର୍ ଡାଗ୍ରା ପାଂଲେଆର୍କେ ଆତେନ୍ ବିସୟ୍ରେ ଆମ୍ୟାଃଆର୍କେ । ଆକେନ୍ କବର୍ ଅଁଚେ ବୟାଁଇଂ ଜାବର୍ ସାର୍ଦା ଡିଂଆର୍କେ ।
4 ୪ ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ ।
ଇଡ଼ିଙ୍ଗ୍ ମେଇଂ ଯିରୁସାଲାମ୍ନ୍ନିଆ ପିଙ୍ଗ୍ଚାଚେ ମଣ୍ଡଲି ବାରି ପ୍ରେରିତ୍ ସିସ୍ ଆରି ସେବକଇଂ ଆମେଇଂକେ ସାର୍ଲ ଆର୍କେ । ଇସ୍ପର୍ ମେଇଂନେବାନ୍ ଡିଂବକ୍ନେ କାମ୍ ବିସୟ୍ରେ ପାଉଲ୍ ଆରି ବର୍ଣ୍ଣବା ଆମେଇଂକେ ଆମ୍ୟାଃକେ ।
5 ୫ ମାତର୍ ପାରୁସି ଦଲର୍ କେତେଟା ବିସ୍ବାସିମନ୍ ଟିଆଅଇ କଇଲାଇ, “ଜିଉଦି ନଇଲା ଲକ୍ମନ୍ ସୁନତ୍ ଅଇବାର୍ ଆଚେ ଆକା ଆରି ମସାର୍ ବିନ୍ ନିୟମ୍ମନ୍ ମାନ୍ବାକେ ମିସା ସେମନ୍କେ ସିକାଇବାର୍ ଆଚେ ।”
ମାତର୍ ଫାରୁଶୀ ଦଲ୍ନେ ଉଡ଼ିରୁଆ ବିସ୍ବାସି ତଡ଼ିଆଚେ ବାସଙ୍ଗ୍ଆର୍କେ “ଅଣଜିଉଦିଇଂକେ ପବିତ୍ର ଡିଂନେ ଆରି ମୋଶାନେ ନିୟମ୍ ମାନେନ୍ସା ଆମେଇଂକେ ଆଦେସ୍ ବିନେ ଦର୍କାର୍ ।”
6 ୬ ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ ।
ଏନ୍ ବିସୟ୍ରେ ବାଲିର୍ ବାତାନ୍ସା ପ୍ରେରିତ୍ ସିସ୍ଇଂ ଆରି ସେବକଇଂ ମୁଇଂତୁଗ୍ ରିସିଂ ଆର୍କେ ।
7 ୭ ବେସି ପର୍ ଦଦାପେଲା ଅଇଲା ପଚେ ପିତର୍ ଟିଆଅଇ କଇଲା, “ମର୍ ବାଇବଇନିମନ୍ ଜିଉଦି ନଇଲା ଲକ୍ମନ୍, ସୁନିକରି ବିସ୍ବାସ୍ କର୍ବାକେ ସେମନର୍ଟାନେ ସୁବ୍କବର ଜାନାଇବାକେ, ଆଗେଅନି ମକେସେ ବାଚ୍ଲାଆଚେ । ଏଟା ତମେ ଜାନାସ୍ ।
ଜାବର୍ ପର୍ ବାଲିର୍ ବାତାକ୍ନେ ଇଡ଼ିଙ୍ଗ୍ ପିତର୍ ତୁଆଁଚେ ବାଲିର୍କେ “ବୟାଁ ଆରି ତନାଇଂ ପେ ମ୍ୟାଃ ପେଲେଃକେ ଜେ ଗୁଲେସି ଅଃସେ ଇସ୍ପର୍ ଅଣଜିଉଦିଇଂନେ ଡାଗ୍ରା ନିମାଣ୍ଡା ସାମୁଆଁ ପର୍ଚାର୍ ଡିଂଚେ ଆତ୍ବା ମେଇଂନେ ବିସ୍ବାସ୍ ଆଡିଂନେ ନ୍ସା ପେ ବିତ୍ରେବାନ୍ ଆନେଙ୍ଗ୍କେ ସ୍ରିବକେ ।
8 ୮ ସବୁ ଲକ୍ମନର୍ କାତା ଜାନ୍ବା ପରମେସର୍ ଆମ୍କେ ଜେନ୍ତି ସୁକଲ୍ ଆତ୍ମା ଦାନ୍ କଲା ଆଚେ, ସମାନ୍ ସେନ୍ତି ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନ୍କେ ମିସା ଦାନ୍ଦେଇ ସେମନ୍କେ ବାଚ୍ଲା ଆଚେ ।
ବାରି ସାପାରେନେ ମନ୍ ବିତ୍ରେନେ ଚିନ୍ତା ମ୍ୟାଡିଂକ୍ନେ ଅନ୍ତର୍ଯ୍ୟାମି ଇସ୍ପର୍ ଆନେକେ ଡିରକମ୍ ପବିତ୍ର ଆତ୍ମା ବିବକେ ଅଣଜିଉଦିଇଂକେ ଡିଗ୍ ଦେତ୍ରକମ୍ ଦାନ୍ବିଚେ ମେଇଂକେ ପାକା ସାକି ବିଃବକେ ।
9 ୯ ସେମନର୍ ଆରି ଆମର୍ ବିତ୍ରେ, ସେ କାଇମିସା ବଡ୍ସାନ୍ ଦେକେ ନାଇ । ସେମନ୍ ଜିସୁକେ ବିସ୍ବାସ୍ କଲାର୍ପାଇ, ସେ ସେମନ୍କେ ସୁକଲ୍ କଲାଆଚେ ।
ବାରି ମେଁ ନେଁଡାଗ୍ରା ବାରି ମେଇଂନେ ବିତ୍ରେ ମେଃଡିଗ୍ ଏତ୍ ବିଚାର୍ ମାବଚେ ବିସ୍ବାସ୍ ଏତେ ମେଇଂନେ ଜିବନ୍କେ ପବିତ୍ର ଆଃଡିଙ୍ଗ୍ବକେ ।
10 ୧୦ ସେନ୍ତି ଆଲେ ଗଟେକ୍ ବଡ୍ ବଜ୍ ପିଟିତେଇ ଲାଦିଦେଲାପାରା, ଆମର୍ ସବୁ ନିୟମ୍ ମାନ୍ବାର୍ ଆଚେ ବଲି କଇକରି ପର୍ମେସର୍କେ କାଇକେ ପରିକା କଲାସ୍ନି? ଆଜି ଜନ୍ ବଜ୍ ବଇବାକେ, ଆମର୍ ଆନିଦାଦିମନ୍ କି ଆମେ ମିସା ବଇ ନାପାର୍ତେ ରଇଲୁ।
ତେଲା ଆଣ୍ଡିନେ ରିଗ୍ନ ଡୁଂନେସା ନେନେ ଅସେନେ ନ୍ତା ଞ୍ଜାଇଂ ଆରି ନେ ଡିଗ୍ ମାନେଃ ନେୟାକେ ପେ ତ ଏବେ ବିସ୍ବାସିଇଂନେ ପ୍ଲା ଗାଗ୍ଡ଼େନ୍ନିଆ ଆତେନ୍ ଲାଦେ ବିଚେ ମେଁସା ଇସ୍ପର୍କେ ପରିକ୍ୟା ଡିଂନେନ୍ସା ଚାଏଁପେଡିଂକେ?
11 ୧୧ ନାଇ, ମନେ ଏତାଇଦେକା, ଆମେ ଜେନ୍ତି ବିସ୍ବାସ୍ କରି ମାପ୍ରୁ ଜିସୁ ଜିବନ୍ଦୁକାଇଲାକେ ମୁକ୍ତି ପାଇଆଚୁ, ସେମନ୍ ମିସା ସେନ୍ତାରିସେ ।”
ଣ୍ଡୁ ଏନ୍ ଟିକ୍ ଣ୍ଡୁ । ମେଇଂ ଆଣ୍ଡିନେ ବିସ୍ବାସ୍ ଡିଂଚେ ଉଦାର୍ ବାଲେଃଆର୍କେ, ନେ ଡିଗ୍ ଟିକ୍ ଦେତ୍ରକମ୍ ବିସ୍ବାସ୍ ଡିଂଚେ ମାପ୍ରୁ ଜିସୁନେ ଅନୁଗ୍ରଅବାନ୍ ଉଦାର୍ ବାନେଲେଃକେ ।”
12 ୧୨ ତାର୍ପଚେ ପାଉଲ୍ ଆରି ବର୍ନବାଟାନେଅନି ଜିଉଦି ନଇଲା ଲକ୍ମନର୍ତେଇ ପରମେସର୍ ଜନ୍ ସବୁ କାବା ଅଇଜିବା କାମ୍ମନ୍ ଆରି ଚକିତ୍ ବିସଇ କରି ରଇଲା, ସେ ସବୁ କାତା ସୁନି ଦଲର୍ ସବୁ ଲକ୍ ଚିମ୍ରାଅଇ ରଇଲାଇ ।
ପାଉଲ୍ ଆରି ବର୍ଣ୍ଣବାନେବାନ୍ ଅଣଜିଉଦିଇଂନେ ବିତ୍ରେ ଇସ୍ପର୍ ଆଣ୍ଡିନେ ସାପା ଚିନ୍ ଆରି ଇରିଆତୁଗ୍ନେ ବିସୟ୍ ପୁରନ୍ ଡିଂବଗେ ମେଇଂନେବାନ୍ ମେଁନେ ସାମୁଆଁ ଅଁଚେ ଦଲ୍ନେ ସାପାରେ ବୁଙ୍ଗ୍ ଲେଃଆର୍ଗେ ।
13 ୧୩ ସେମନ୍ କଇସାରାଇଲା ପଚେ ଜାକୁବ୍ କଇଲା, ଏ ମର୍ ବାଇବଇନିମନ୍ ମର୍ କାତା ସୁନା!
ମେଇଂ ବାଲିର୍ ଆଡାକ୍ନେ ଇଡ଼ିଙ୍ଗ୍ ଜାକୁବ୍ ବାଲିର୍କେ “ଅ ବୟାଁ ତନାଇଂ ନିଙ୍ଗ୍ ସାମୁଆଁ ଦ୍ରିଗ୍ପା!
14 ୧୪ ପରମେସର୍ ପର୍ତମେ ଜିଉଦି ନଅଇଲା ଲକ୍ମନ୍କେ ଆଲାଦ୍ କରି, ତାର୍ ନିଜର୍ ଲକ୍ ଅଅତ୍ ବଲି, ତାକର୍ ବିତ୍ରେ ଅନି, ଲକ୍ମନ୍କେ ବାଚ୍ଲାଇ । ଏ କାତା ସିମନ୍ ବୁଜାଇ ଦେଇଆଚେ ।
ଇସ୍ପର୍ ଡିରକମ୍ ଅନୁଗ୍ରଅ ଆଡିଂଚେ ନିଜର୍ ମ୍ନିନ୍ସା ଅଣଜିଉଦିଇଂନେ ବିତ୍ରେ ଉଡ଼ିରୁଆକେ ମେଇଂନେସା ସ୍ରି ବକେ ଶିମୋନ ଆତେନ୍ ସାମୁଆଁ ଆବୁଜେ ବକେ ।
15 ୧୫ ପର୍ମେସର୍ କରିରଇବା ଏ କାମ୍ ବବିସତ୍ବକ୍ତାମନ୍ କଇରଇବାଟା ସଙ୍ଗ୍ ସମାନ୍ ଆଚେ ।
ବାବବାଦିଇଂନେ ସାମୁଆଁ ଆକେନ୍ ପୁରାପୁରି ବାବ୍ରେ ମିସୁ ଡିଂକେ । ଡିରକମ୍ କି ସାସ୍ତର୍ନିଆ ଗ୍ନୁଆର୍ ଲେଃକେ;
16 ୧୬ ମାପ୍ରୁ କଇଲା, “ତାର୍ ପଚେ ମୁଇ ନିଜେ ଦିନେକ୍ ବାଉଡି ଆଇବି, ଆରି ଦାଉଦର୍ ବାଙ୍ଗିଜାଇରଇବା ରାଇଜ୍ ଆରିତରେକ୍ ତିଆର୍ କର୍ବି । ଜେନ୍ତିକି ସେଟା ପୁରାପୁରୁନ୍ ଡାଟ୍ ରଇସି ।
‘ମାପ୍ରୁ ବାଲିର୍ ଡିଂକେ ଏନ୍ ଇଡ଼ିଙ୍ଗ୍ ନେଙ୍ଗ୍ ଆଣ୍ଡେ ମ୍ପାଙ୍ଗ୍ଏ ଆରି ଦାଉଦ୍ନେ ତିପଗ୍ ଲେଃକ୍ନେ କୁଡ଼ିଆ ବାରି ମୁଇଂତର୍ ଣ୍ଡ୍ରାରେଏ’ ଆରି ମେଁନେ ଦଂସ ଡିଂକ୍ନେ ଜାଗା ବାରି ମୁଇଂତର୍ ଆରେଚେ ଣ୍ଡ୍ରା ତୁଆଁଏ ।
17 ୧୭ ତେଇଅନି ସବୁଜାକ ମନସ୍ ଜାତି ମର୍ ଲଗେ ଆଇବାଇ, ଜନ୍ ଜିଉଦି ନଇଲା ଲକ୍ମନ୍କେ ମାପ୍ରୁ ନିଜର୍ କର୍ବାକେ ଡାକ୍ଲାଆଚେ ସେମନ୍ ସବୁ ଲକ୍ ମକେ ନାମ୍ବାଇ ।
ସାପା ରେମୁଆଁ ନେଙ୍ଗ୍ ଡାଗ୍ରା ପାଙ୍ଗ୍ଆର୍ଏ ଆଣ୍ଡିନେ ଅଣଜିଉଦିଇଂକେ ନେଙ୍ଗ୍ ଡାଗ୍ରା ଆମିସୁନ୍ସା ୱା ମ୍ୱକେ ମେଇଂ ସାପାରେ ମାପ୍ରୁନେ ଡାଗ୍ଚେ ବାସଙ୍ଗ୍ ଆର୍ଏ ।
18 ୧୮ ମାପ୍ରୁ ଏ କାତା କଇଲାନି, ଜେ କି ବେସି ଆଗ୍ତୁ ଏ କାତା କଇରଇଲା ।” (aiōn )
ମାପ୍ରୁ ଏନ୍ ସାମୁଆଁ ବାଲିର୍ବକେ ଜାଣ୍ଡେ କି ଅସେବାନ୍ ଆଃ ଆକେନ୍ ସାମୁଆଁ ମେଁ ବାଲିର୍ଚେ ଆଦ୍ରିଗ୍ବକେ ।” (aiōn )
19 ୧୯ ଏବେ ଜାକୁବ୍ କଇବାକେ ଆରାମ୍କଲା । ସେ କଇଲା, “ମର୍ ବିଚାର୍ ଇସାବେ, ଜନ୍ ଜିଉଦି ନଇଲା ଲକ୍ମନ୍ ପରମେସରର୍ ବାଟେ ବାଅଡ୍ଲାଇ ଆଚତ୍, ଆମେ ଆରି ସେମନ୍କେ ଅଇରାନ୍ ନ କରୁ ।
ଜାକୁବ୍ ବାରି ଡିଗ୍ ବାଲିର୍କେ “ନେଙ୍ଗ୍ ବିଚାର୍ରେ ଆକେନ୍ନେ ଅଣଜିଉଦିଇଂ ଇସ୍ପର୍ ଡାଗ୍ରା ଆଣ୍ଡେ ପାଙ୍ଗ୍ ଲେଃଆର୍କେ ନେ ଆମେଇଂକେ ଆରି ଅଇରାନ୍ ନେରାଡିଂ ଣ୍ଡୁ ।
20 ୨୦ ଏଲେ ସେମନ୍ ଆରି ଜେନ୍ତିକି ପୁତ୍ଲା ଦେବ୍ତାମନ୍କେ ସର୍ପିଦେଲା କାଇମିସା ଅସୁକଲ୍ କାଦି ନ କାଆ, ବିନ୍ ଲକର୍ ମାଇଜି କି ମୁନୁସର୍ ସଙ୍ଗ୍ ମିସ୍ବାଟାନେଅନି ଦୁରିକେ ରଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ କି ବନି, ନ କାଅତ୍ ଏ ସବୁ ବିସଇଟାନେ ସେମନ୍କେ ଉପ୍ଦେସ୍ ଦେଇ, ସେମନର୍ ଲଗେ ଗଟେକ୍ ଚିଟି ଲେକୁ ।
ମେଇଂ ଜେନ୍ତିକି ମୁର୍ତିକେ ମାନସିକ୍ ଡିଂବମ୍ୟାଃକ୍ନେ ମେଃଡିଗ୍ ଅପବିତ୍ର ଜିନିସ୍ ଆଚଙ୍ଗ୍ଆର୍ ଅଡ଼ାରେଗ୍ ପାପ୍ବାନ୍ ସ୍ଲ ଲେଃଆର୍ଏ ଲୁଗ ଆଲିଚେ ବାଗୁଏ ବଆର୍କ୍ନେ ପସୁନେ ଚିଲି ଆଚଙ୍ଗ୍ଆର୍, ଏନ୍ ସାପା ବିସୟ୍ରେ ବାଲିର୍ଚେ ମେଇଂନେ ଡାଗ୍ରା ମୁଇଂ ଚିଟି ଉଲିଆ ନେଗୁଆର୍ପା ।
21 ୨୧ କାଇକେବଇଲେ ବେସି ଦିନେଅନି ସବୁ ବିସ୍ରାମ୍ବାରେ ଆମର୍ ପାର୍ତନା ଗର୍ମନ୍କେ ମସାର୍ ନିୟମ୍ ପଡ୍ଲାଇନି, ଆରି ସବୁ ଗଡେ ସେ ନିୟମ୍ମନ୍ ଜାନାଇଲାଇନି ।”
ଡାଗ୍ଲା ଅସେବାନ୍ ସାଚେ କାଲାଆଃ ସାନ୍ତା କାଲା ପାର୍ତନା ଡୁଆଇଂନ୍ନିଆ ମୋଶାନେ ନିୟମ୍ ଲଃଡିଂଆର୍କେ ଆରି ସାପା ସହର୍ନ୍ନିଆ ମେଁନେ ସାମୁଆଁ ପର୍ଚାର୍ ଡିଂଡିଂକେ ।”
22 ୨୨ ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।
ଇଡ଼ିଙ୍ଗ୍ ପ୍ରେରିତ୍ ସିସ୍ଇଂ ଆରି ମ୍ନାରେଇଂ ବାରି ମଣ୍ଡଲିନେ ସାପାରେ ଦଲ୍ନେ ଉଡ଼ିରୁଆକେ ସ୍ରିଚେ ପାଉଲ୍ ଆରି ବର୍ଣ୍ଣବା ଏତେ ଆମେଇଂକେ ଆଣ୍ଟିୟକନ୍ନିଆ ବେନ୍ସା ରାଜି ଡିଂଆର୍କେ । ବର୍ଶବା ମ୍ନିରେ ସ୍ନାମୁଆଃ ଜିଉଦା ଆରି ଶୀଲା ବିସ୍ବାସିଇଂନେ ବିତ୍ରେ ଜାବର୍ ସନ୍ମାନ୍ ବା ଡିଂଆର୍ଗେ ।
23 ୨୩ ବିସ୍ବାସିମନ୍ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍ ଆତେ ପାଟାଇଲାଇ । “ଆନ୍ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍ ବାଇମନ୍, ଜୁଆର୍! ଜିରୁସାଲମର୍ ପେରିତ୍ମନ୍, ପାର୍ଚିନ୍ମନ୍ ଆରି ତମର୍ ବାଇମନ୍, ଏ ଚିଟି ପାଟାଇଲୁନି ।
ବିସ୍ବାସିଇଂ ଆତେନ୍ ଚିଟି ଉଲିଆ ଆତେନ୍ ମ୍ୱାୟାନେ ନ୍ତିନ୍ନିଆ ବେଆର୍କେ । “ଆଣ୍ଟିୟକ ସିରିଆ ଆରି ସିଲିଷୀଆନେ ଅଣଜିଉଦିଇଂନେ ବିତ୍ରେବାନ୍ ପାଙ୍ଗ୍ଲେଃଆର୍କ୍ନେ ବୟାଁଇଂକେ ପ୍ରେରିତ୍ ସିସ୍ଇଂ ଆରି ସେବକଇଂ ସାର୍ଲ ଡିଂ ଆର୍କେ ।
24 ୨୪ ଆମେ ସୁନ୍ଲୁନି ଜେ, ଆମର୍ ଦଲେଅନି କେତେ ଲକ୍ ତମର୍ଟାନେ ଆସି, ଜାଇଜାଇଟା ସିକାଇଆଚତ୍, ତେଇଅନି ସେମନ୍ ତମ୍କେ କଚପଚ ଆରି ତେରେପେତେ କଲାଇଆଚତ୍ । ମାତର୍ ଆମେ ସେମନ୍କେ ସେନ୍ତାରି କର୍ବାକେ, କାଇମିସା ଆଦେସ୍ ଦେଉନାଇ ।
ନେ ଅଁ ନେଲେଃକେ ଜେ ନେନେ ଦଲ୍ବାନ୍ ଉଡ଼ିରୁଆ ପେ ଡାଗ୍ରା ୱେଚେ ମେଃନେ ବାସଙ୍ଗ୍ବଆର୍କେ ଆତ୍ବା ମେଇଂ ଆପେକେ କସ୍ଟ ଆରି ମନ୍କେ ତେରେପେତେ ଆଡିଂବଆର୍କେ । ମାତର୍ ଏନ୍ ବିସୟ୍ରେ ନେ ଆମେଇଂକେ ମେଃଡିଗ୍ ଆଦେସ୍ ନେବିକେ ଣ୍ଡୁ ।
25 ୨୫ ସେଟାର୍ ପାଇ ଆମେ ସବୁ ଲକ୍ ଗଟେକ୍ ଅଇକରି କେତେଟା କବର୍ କଉମନ୍କେ ବାଚି, ତମର୍ ଲଗେ ପାଟାଇବାକେ ଟିକ୍ କଲୁ । ସେମନ୍ ଆମର୍ ଆଲାଦର୍ ମଇତର୍ମନ୍, ବର୍ନବା ଆରି ପାଉଲର୍ ସଙ୍ଗ୍ ଜିବାଇ ।
ତେସା ନେ ସାପାରେ ମୁଇଂ ମନ୍ ଡିଂଚେ ଉଡ଼ିରୁଆ କବର୍ ବିଣ୍ଡ୍ରେକେ ସ୍ରିଚେ ପେ ଡାଗ୍ରା ବେନ୍ସା ରାଜି ଡିଂନେଲେଃକେ । ମେଇଂ ନେନେ ନିଜର୍ କୁଟୁମ୍ ବର୍ଣ୍ଣବା ଆରି ପାଉଲ୍ ଏତେ ୱେଆର୍ଏ ।
26 ୨୬ ଏ ମଇତର୍ମନ୍ ମାପ୍ରୁ ଜିସୁର୍ ସେବାତେଇ ନିଜର୍ ଜିବନ୍ ସର୍ପିଦେଇ ଆଚତ୍ ।
ଏନ୍ କୁଟୁମ୍ଇଂ ମାପ୍ରୁ ଜିସୁ କିସ୍ଟନେ ସେବାରେ ନିଜେନେ ଜିବନ୍କେ ବିଃ ଜଗ୍ତ୍ଲାଗ୍ ବଆର୍କେ ।
27 ୨୭ ସେଟାର୍ ପାଇ ଜିଉଦା ଆରି ସିଲାକେ ତମର୍ ଲଗେ ପାଟାଇଲୁନି । ଆମେ ଜାଇଟା ଲେକିଆଚୁ, ସେଟା ତମ୍କେ ସେମନ୍ ନିଜେ ବାତାଇଦେବାଇ ।
ନେ ଜିଉଦା ବାରି ଶୀଲାକେ ପେ ଡାଗ୍ରା ବେଡିଂକେ । ନେ ମେଃନେ ଗୁଆର୍ ନେବକେ ମେଇଂ ନିଜେ ନିଜେ ଆତେନ୍ ଆପେକେ ବାଲିର୍ଆର୍ଏ ।
28 ୨୮ କେତେଟା ଦର୍କାର୍ ରଇଲା ନିୟମ୍ ଚାଡି, ତମର୍ ଉପ୍ରେ ଆରି କାଇମିସା ବଜ୍ ନ ଲାଦ୍ବାକେ ଆମେ ସୁକଲ୍ଆତ୍ମାଇ ଅନି ଚାଲ୍ନା ପାଇଲୁଆଚୁ ।
ଉଡ଼ିକ୍ଲିଗ୍ ଦର୍କାର୍ ପଡ଼େନେ ନିୟମ୍ ଆନ୍ତାର୍ଚେ ପେ ଆଡ଼ାତ୍ରା ବାରି ମେଃଡିଗ୍ ଲିଗିଙ୍ଗ୍ ମାଲାଦେ ନ୍ସା ନେ ପବିତ୍ର ଆତ୍ମାନେବାନ୍ ଆଦେସ୍ ବାନେଲେଃକେ ।
29 ୨୯ ସେ କେତେଟା ନିୟମ୍ ଅଇଲାନି ପୁତ୍ଲା ଦେବ୍ତାମନ୍କେ ପୁଜା କରିରଇବା କାଇମିସା କାଦି କାଇବାର୍ ନାଇ । ଟଟ୍ରି ପିଚ୍କି ମରାଇଲା କନ୍ ମିସା ପସୁର୍ ବନି କି ମାଉଁସ୍ କାଇବାର୍ ନାଇ । ଆରି ବିନ୍ ମାଇଜି କି ମୁନୁସର୍ ମିଲାମିସା ଟାନେଅନି ଦୁରିକେ ରଇବାର୍ । ଏ ସବୁ କାମ୍ ନ କର୍ବାକେ ତମେ ଜାଗ୍ରତ୍ ରଇଲେ, ଅଇଜାଇସି । ଏତ୍କିକେ ରଇଲୁନି ।”
ଆତେନ୍ ଉଡ଼ିକ୍ଲିଗ୍ ନିୟମ୍ ଡିଂଗେ; ମୁର୍ତ୍ତିଇଂନେ ଉଦେସ୍ରେ ବିବକ୍ନେ ମେଃଡିଗ୍ ଜିନିସ୍ ପେଚଙ୍ଗ୍ ଣ୍ଡୁ, ମିଆଁ ପେଉଗ୍ ଣ୍ଡୁ, ଲୁଗକେ ଆଲିଃଚେ ବାଗୁଏଃବକ୍ନେ ମେଃଡିଗ୍ ଜିବ୍ନେ ଚିଲି ପେଚଙ୍ଗ୍ ଣ୍ଡୁ ଆରି ଦଦ୍ୟା ପାପ୍ବାନ୍ ସ୍ଲ ଲାଲାପା । ଏନ୍ ସାପା କାମ୍ ମାଡିଂଲା ପେନେ ମଙ୍ଗଲ୍ ଡିଂଏ । ନେନେ ସାର୍ଲ ସାପା ଗ୍ରଅନ୍ ଡିଂପା ।”
30 ୩୦ ଜନ୍ କବର୍ କଉମନ୍କେ ପାଟାଇ ରଇଲାଇ, ସେମନ୍ ଆନ୍ଟିଅକ୍ତେଇ ଜାଇ ବିସ୍ବାସିମନର୍ ସବୁ ଦଲ୍କେ ରୁଣ୍ଡାଇକରି ସେ ଚିଟି ଦେଲାଇ ।
ଆଣ୍ଡିନେ କବର୍ ବେଣ୍ଡ୍ରେଇଂ ବେବଆର୍କେ ମେଇଂ ଆଣ୍ଟିୟକନ୍ନିଆ ୱେଚେ ବିସ୍ବାସିଇଂନେ ସାପା ଦଲ୍କେ ମୁଇଂନୁଗ୍ ରାସିଂଚେ ଏନ୍ ଉଲିଆ ବିଆର୍କେ ।
31 ୩୧ ତେଇର୍ ବିସ୍ବାସିମନ୍ ସେ ଚିଟି ପଡିକରି ବେସି ସାର୍ଦା ଅଇଗାଲାଇ ।
ଆତ୍ ଅରିଆନେ ବିସ୍ବାସିଇଂ ଉଲିଆ ଡାଗ୍ରା ଗୁଆର୍ବକ୍ନେ ମ୍ଲେଡ଼ିଆ ସାମୁଆଁ ପଡ଼େଚେ ଆମ୍ଲେଡ଼ିଆ ଡିଂଆର୍କେ ।
32 ୩୨ ଜିଉଦା ଆରି ସିଲା ନିଜେ ଦୁଇ ଲକ୍ ବବିସତ୍ବକ୍ତା ରଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ବେସିଦିନ୍ ରଇକରି, କବର୍ ଜାନାଇ, ସେମନର୍ ବିସ୍ବାସ୍ ଡାଟ୍ କଲାଇ ।
ଜିଉଦା ବାରି ଶୀଲା ମେଇଂ ନିଜେ ବାବବାଦି ଲେଆର୍ଗେ ଆରି ମେଇଂ ଆଣ୍ଟିୟକନେ ବିସ୍ବାସିଇଂକେ ଗୁଲେ ପର୍ ଜାକ ସାମୁଆଁ ବିଚେ ବୟାଁଇଂକେ ଆମ୍ଲେଡ଼ିଆଚେ ଡାଟ୍ ଆଡିଂଆର୍କେ ।
33 ୩୩ ତେଇ କେତେ ଦିନ୍ ରଇଲା ପଚେ, ଜନ୍ଲକ୍ମନ୍ ସେମନ୍କେ ପାଟାଇରଇଲାଇ, ସେମନର୍ ଲଗେ ବାଉଡି ଜିବାକେ, ବିସ୍ବାସି ବାଇମନ୍ ସେମନ୍କେ ସାନ୍ତି ସଙ୍ଗ୍, ପାଟାଇ ଦେଲାଇ ।
ଆତ୍ଅରିଆ ଉଡ଼ି ପର୍ ଜାକ ଲେଃକ୍ନେ ଇଡ଼ିଙ୍ଗ୍ ଜାଣ୍ଡେ ଆମେଇଂକେ ବେବଆର୍ଗେ ମେଇଂ ଡାଗ୍ରା ଆଣ୍ଡେ ୱିଗ୍ନେସା ବୟାଁଇଂନେବାନ୍ ସାନ୍ତିରେ ୱିଗ୍କେ ।
34 ୩୪ ମାତର୍ ସିଲା ତେଇସେ ରଇବାଟା ଟିକ୍ ବଲି ତେଇ ରଇବାକେ ମନ୍ କଲା ।
ମାତର୍ ଶିଲା ଆତ୍ଅରିଆ ଲେଃନ୍ସା ମନ୍ ଡିଂକେ ।
35 ୩୫ ପାଉଲ୍ ଆରି ବର୍ନବା ଆନ୍ଟିଅକ୍ତେଇ କେତେ ଦିନ୍ ରଇକରି ବେସି ଲକ୍ମନର୍ ସଙ୍ଗ୍, ମିସିବିଡି ମାପ୍ରୁର୍ ବାକିଅ ଜାନାଇଲାଇ ଆରି ସିକିଆ ଦେଲାଇ ।
ପାଉଲ୍ ଆରି ବର୍ଣ୍ଣବା ଆଣ୍ଟିୟକନ୍ନିଆ ଉଡ଼ି ମୁଆଁ ଲେଃଚେ ଗୁଲେରୁଆ ଏତେ କୁଡ଼େଃମାଡ଼େଃଚେ ମାପ୍ରୁ ସାମୁଆଁ ବାସଙ୍ଗ୍ ଡିଂଆର୍କେ ଆରି ସିକ୍ୟା ବିଆର୍କେ ।
36 ୩୬ କେତେ ଦିନ୍ ପଚେ ପାଉଲ୍ ବର୍ନବାକେ କଇଲା, “ଜୁ, ଆମେ ବାଉଡି ଜୁ, ସବୁ ଗଡ୍ମନ୍କେ, ଆମର୍ ଜନ୍ ବାଇମନ୍କେ ମାପ୍ରୁର୍ ବାକିଅ ଜାନାଇ ରଇଲୁ, ସେମନ୍କେ ବେଟ୍ ଅଉଁ ଆରି ସେମନ୍ ବିସ୍ବାସେ କେନ୍ତି ଆଚତ୍ ବୁଜି ଦେକୁ ।”
ଉଡ଼ିସି ଇଡ଼ିଙ୍ଗ୍ ପାଉଲ୍ ବର୍ଣ୍ଣବାକେ ବାଲିର୍କେ “ଦୁବା ନେ ଆଣ୍ଡେ ନେୱିଗ୍ ସାପା ସଅର୍ନ୍ନିଆ ମୁଡ଼ି ବୟାଁଇଂକେ ମାପ୍ରୁନେ ସାମୁଆଁ ଆଦ୍ରିଗ୍ ନେଡିଂଗେ ଆମେଇଂକେ ନେଅବା ଆରି ମେଇଂ ଡିରକମ୍ ଲେଃଆର୍କେ ନେବୁଜେ ।”
37 ୩୭ ଜଅନ୍ ମାର୍କକେ ମିସା ତାକର୍ ସଙ୍ଗ୍ ନେବାକେ ବର୍ନବା ମନ୍ କଲା ।
ବର୍ଣ୍ଣବା ମେଇଂ ଏତେ ଜହନ୍ ମାର୍କ ମ୍ନିକ୍ନେ ସ୍ନାମୁଆଁ ରେମୁଆଁକେ ଡୁଙ୍ଗ୍ ୱେନ୍ସା ରାଜି ଡିଂଲେଃଆର୍ଗେ
38 ୩୮ ମାତର୍ ପାଉଲ୍ କଇଲା “ନିଚୁ, କାଇକେ ବଇଲେ, ପପୁଲିଆଇ ଜନ୍ ଦିନେ ଆମର୍ କାମ୍ ସାରି ନ ରଇଲା, ସେ ଆମ୍କେ ଚାଡି ବାଉଡି ଉଟିଆଇଲା ।”
ମାତର୍ ପାଉଲ୍ ଆମେକେ ଡୁଂୱେନ୍ସା ରାଜି ଆଡିଂକେ ଣ୍ଡୁ; ମାତର୍ ମେଁ ସିସେବାନ୍ ପଂପୁଲିୟାନ୍ନିଆ ମେଇଂ ଏତେ ଏନ୍ କାମ୍ନ୍ନିଆ ମିସୁ ମାଲେଃଚେ ମେଇଂକେ ଆନ୍ତାର୍ଚେ ପାଙ୍ଗ୍ ଲେଃଆର୍ଗେ ।
39 ୩୯ ଏ ବିସଇ, ବେସି କୁଆବଲା ଅଇଲାଇ ଆରି ସେମନ୍ ବିନେ ଅଇଲାଇ । ବର୍ନବା ଜଅନ୍ମାରକକେ ନେଇ ସାଇପରସେ ଜିବା ପାନିଜାଜେ ଚଗ୍ଲାଇ ।
ତେନ୍ସା ଏନ୍ ବିସୟ୍ରେ ଜାବର୍ ଅଡ଼୍କା ଅଡ଼୍କି ଡିଂଚେ ମେଇଂ ମ୍ୱାୟା ଅଲ୍ଗା ଡିଂ ୱେଆର୍ଗେ । ବର୍ଣ୍ଣବା ମାର୍କକେ ସାଚେ ସାଇପ୍ରସ୍ ପାକା ଣ୍ଡିଆ ଗାଲି ବିଚେ ୱେଆର୍କେ ।
40 ୪୦ ମାତର୍ ପାଉଲ୍ ତାର୍ସଙ୍ଗ୍ ଜିବାକେ ସିଲାକେ ବାଚ୍ଲା । ଆରି ମାପ୍ରୁର୍ ଜିବନ୍ଦୁକାନି ତେଇ ସେମନ୍କେ ସର୍ପିଦେଇ, ବିସ୍ବାସିମନ୍ ପାଟାଇ ଦେଲାଇ ।
ମାତର୍ ପାଉଲ୍ ଶୀଲାକେ ସ୍ରିଚେ ଆରି ବୟାଁଇଂନେବାନ୍ ମାପ୍ରୁନେ ଅନୁଗ୍ରଅରେ ସମର୍ପିତ ଡିଂଚେ ୱିଗ୍ଆର୍କେ ।
41 ୪୧ ପାଉଲ୍ ଆରି ସିଲା, ସିରିଆ ଆରି ସିଲିସିଆଇ ବୁଲି ବୁଲି କରି ତେଇର୍ ମଣ୍ଡଲିମନ୍କେ ଡାଟ୍ କରାଇଲାଇ ।
ମେଁ ମଣ୍ଡଲିଇଂକେ ଡାଟ୍ ଆଡିଂଚେ ସିରିଆ ଆରି କିଲିକିଆ ବିଚେ ୱିଗ୍ଆର୍କେ ।