< ପେରିତ୍ 14 >
1 ୧ ଜନ୍ଟା ଆନ୍ଟିଅକିତେଇ ଗଟିରଇଲା, ସେ ସମାନ୍ ବିସଇ ଆକିଅଟାନେ ମିସା ଅଇଲା । ପାଉଲ୍ଆରି ବର୍ନବା ପାର୍ତନା ଗରେ ଏନ୍ତି ଡାଟ୍ ସଙ୍ଗ୍ ପର୍ଚାର୍ କଲାଇ ଜେ ବେସି ଜିଉଦି ଆରି ଗିରିକ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।
And it fortuned in Iconium that they went both to gether into the synagoge of ye Iewes and so spake that a gret multitude both of ye Iewes and also of the Grekes beleved.
2 ୨ ମାତର୍ ଜନ୍ ଜିଉଦିମନ୍ ସେ ବାକିଅ ବିସ୍ବାସ୍ କରତ୍ନାଇ, ସେମନ୍ ଜିଉଦି ନ ଅଇଲା ଲକ୍ମନ୍କେ ବେମ୍ଜା କରି, ବିସ୍ବାସି ବାଇମନ୍କେ ବିରଦ୍ କରାଇଲାଇ ।
But the unbelevinge Iewes steryd vp and vnquyeted the myndes of the Gentyls agaynste the brethre.
3 ୩ ଏଲେମିସା ପାଉଲ୍ ଆରି ବର୍ନବା ତେଇ ବେସିଦିନ୍ ରଇକରି ଡାଟ୍ ସଙ୍ଗ୍ ମାପ୍ରୁର୍ ବିସଇ ଜାନାଇଲାଇ । ମାପ୍ରୁ ଏମନ୍କେ କାବା ଅଇଜିବା କାମ୍ମନ୍ କରି ଦେକାଇବାକେ ବପୁଦେଲା । ଏନ୍ତାରି ମାପ୍ରୁ ତାର୍ ଜିବନ୍ ଦୁକାଇଲା ବାକିଅ ସତ୍ବଲି ଦେକାଇଲା ।
Longe tyme a bode they there and quyt them selves boldly with the helpe of the Lorde the which gave testimony vnto ye worde of his grace and caused signes and wondres to be done by their hondes.
4 ୪ ଇକନିଆ ନଅରର୍ ଲକ୍ମନ୍ ଦୁଇଟା ଦଲେ ବାଗ୍ ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ ଜିଉଦିମନର୍ ବାଟେ ଆରି କେତେ ଲକ୍ ପେରିତ୍ ସିସ୍ମନର୍ ବାଟେ ଅଇଲାଇ ।
The people of the cyte were devided: and parte helde with the Iewes and parte with the Apostles.
5 ୫ ତାର୍ପଚେ କେତେଟା ଜିଉଦି ନଇଲା ଲକ୍ ଆରି ଜିଉଦିମନ୍ ସେମନର୍ ନେତାମନର୍ ସଙ୍ଗ୍ ଏକ୍ଜୁଟ୍ ଅଇ ପେରିତ୍ ସିସ୍ମନ୍କେ ବେସି କାରାପ୍ ଚଲାଚଲ୍ତି କରି ସେମନର୍ ଉପ୍ରେ ପାକ୍ନା ମାରି ମରାଇଦେବାକେ ପାଁଚ୍ଲାଇ ।
When ther was a saute made both of the gentyls and also of the Iewes with their rulers to put them to shame and to stone
6 ୬ ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ ।
the they were ware of it and fled vnto Listra and Derba cities of Licaonia and vnto the region that lyeth round aboute
7 ୭ ଆରି ସିତି ସୁବ୍ କବର୍ ଜାନାଇଲାଇ ।
and there preached the gospell.
8 ୮ ଲୁସ୍ତାରାତେଇ ଜନ୍ମେଅନି ଗଡ୍ ବାଙ୍ଗ୍ଟି ରଇଲା ଗଟେକ୍ ଚଟା ଲକ୍ ରଇଲା । ସେ ବିଲ୍କୁଲ୍ ଇଣ୍ଡି ନାପାର୍ତେ ରଇଲା ।
And ther sate a certayne man at Listra weake in his fete beinge creple from his mothers wombe and never walkyd.
9 ୯ ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି,
The same hearde Paul preache. Which behelde him and perceaved that he had fayth to be whole
10 ୧୦ ଆଉଲିଅଇ କଇଲା, “ମଇତର୍ ପାଦ୍ ମାଣ୍ଡିକରି, ସିଦା ଟିଆ ଅ!” ସେ ଲକ୍ ଡେଗଇ କରି ଚାରିବେଟ୍ତି ଇଣ୍ଡ୍ବାର୍ ଦାର୍ଲା ।
and sayd with a loude voyce: stond vp right on thy fete. And he stert vp and walked.
11 ୧୧ ତେଇ ରୁଣ୍ଡ୍ଲା ଲକ୍ମନ୍ ପାଉଲର୍ କାମ୍ ଦେକି ତାକର୍ ଲୁକାନିଆ ବାସାଇ ସାର୍ଦା ଅଇ ଆଉଲିଅଇବାର୍ ଦାର୍ଲାଇ । “ଦେକା, ଏ ଲକ୍ମନ୍ ସତଇସେ ଦେବ୍ତା ଅଇରଇବାଇ । ନିଜେ ମନସ୍ ରୁପ୍ ଦାରି ଉତ୍ରି ଆଇଲାଇ ଆଚତ୍ ।”
And when the people sawe what Paul had done they lifte vp their voyces sayinge in the speache of Lycaonia: Goddes are come doune to vs in the lyknes of men.
12 ୧୨ ସେମନ୍ ବର୍ନବାକେ ଜିଅସ୍ ବଲି ଜେ କି ତାକର୍ ମୁକିଅ ଦେବ୍ତା ରଇଲା, ଆରି ପାଉଲ୍କେ ଏରମିସ୍ ବଲି ନାମ୍ଲାଇ । ଏରମିସ୍ କାଇକେବଇଲେ ସେ ବେସି କାତା ଅଇତେରଇଲା ।
And they called Barnabas Iupiter and Paul Mercurius because he was the preacher.
13 ୧୩ ଗଡ୍ ବାଇରର୍ ମୁଆଟେ ରଇଲା ଜିଅସ୍ ମନ୍ଦିରର୍ ପୁଜାରି, ଦୁଆର୍ ଲଗେ କେତେଟା ପୁଲ୍ ମାଲା ପିନ୍ଦାଇକରି, କେତେଟା ସଣ୍ଡମନ୍କେ ଆନ୍ଲା । କାଇକେବଇଲେ ସେ ଆରି ସିତି ରୁଣ୍ଡ୍ଲା ଲକ୍ମନ୍ ପେରିତ୍ ସିସ୍ମନର୍ ପାଇ ବଲଦ୍ମନ୍କେ ବିରୁ କର୍ବାକେ ମନ୍ କରିରଇଲାଇ ।
Then Iupiters Preste which dwelt before their cite brought oxe and garlondes vnto the churche porche and wolde have done sacrifise with the people.
14 ୧୪ ସେମନ୍ ଜନ୍ କାମ୍ କର୍ବାକେ ଜାଇରଇଲାଇ, ବର୍ନବା ଆରି ପାଉଲ୍ ସେଟା ସୁନ୍ଲା ଦାପ୍ରେ, ନିଜର୍ ବସ୍ତର୍ ଚିରିପାକାଇଲାଇ, ଲକ୍ମନର୍ ବିତ୍ରେ ପାଲାଇଜାଇ ଆଉଲିଅଇ କରି କଇଲାଇ,
But when the Apostles Barnabas and Paul herde that they rent their clothes and ran in amonge the people cryinge
15 ୧୫ “ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ ।
and sayinge: syrs why do ye this? We are mortall men lyke vnto you and preache vnto you that ye shuld turne from these vanyties vnto ye lyvinge God which made heaven and erth and the see and all that in them is:
16 ୧୬ ପୁର୍ବେ ନିଜେ ମନ୍କରି ନିଜର୍ ବାଟେ ଜିବାକେ, ପରମେସର୍ ଲକ୍ମନ୍କେ ଚାଡିଦେଇ ରଇଲା ।
the which in tymes past suffred all nacions to walke in their awne wayes.
17 ୧୭ ମାତର୍ ତାକର୍ ସବୁ ନିମାନ୍ କାମେଅନି ସେ ସବୁବେଲାଇ ଚିନ୍ ଦେକାଇଆଚେ; ସେ ଆକାସେଅନି ପାନି ଆରି ସମାନ୍ ବେଲାଇ କାଦି ପାଚାଇସି, ବେସି କାଦି ଜାଗାଇସି ଆରି ସାର୍ଦା ସଙ୍ଗ୍ ତମର୍ ମନ୍ ପୁରୁନ୍ ଅଇଜାଇସି ।”
Neverthelesse he lefte not him selfe with outen witnes in that he shewed his benefites in gevinge vs rayne from heaven and frutefull ceasons fyllinge oure hertes with fode and gladnes.
18 ୧୮ ଏତ୍କି କଇଲେ ମିସା, ପାଉଲ୍ ଆରି ବର୍ନବାର୍ପାଇ ବଲି ଦେବାର୍ ଆଚେଆକା ବଲି କଇଲାଇ ।
And with these sayinges scase refrayned they the people that they had not done sacrifice vnto them.
19 ୧୯ ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।
Thither came certayne Iewes fro Antioche and Iconium and optayned the peoples consent and stoned Paul and drewe him oute of the cyte supposynge he had bene deed.
20 ୨୦ ମାତର୍ ବିସ୍ବାସିମନ୍ ଆସି ତାର୍ ଚାରିବେଟ୍ତି ଟିଆଅଇଲାକେ, ସେ ଉଟିକରି ତାକର୍ ସଙ୍ଗ୍ ଗଡ୍ ବିତ୍ରେ ବାଅଡ୍ଲା । ତାର୍ ଆର୍କର୍ ଦିନେ ସେ ଆରି ବର୍ନବା ଲୁସ୍ରା ଚାଡି ଦର୍ବିଏ ଗାଲାଇ ।
How be it as the disciples stode rounde about him he arose vp and cam into the cyte. And the nexte daye he departed with Barnabas to Derba.
21 ୨୧ ପାଉଲ୍ ଆରି ବରନ୍ବା ଦର୍ବିତେଇ ସୁବ୍ କବର୍ ଜାନାଇକରି ବେସି ଲକ୍ମନ୍କେ ସିସ୍କଲାଇ । ତାର୍ ପଚେ ସେମନ୍ ଲୁସ୍ତାରା, ଦର୍ବି, ଇକନିଅ ଆରି ପିସିଦିଆର୍ ଆନ୍ଟିଅକିତେଇ ବାଉଡି ଗାଲାଇ ।
After they had preached to that cite and had taught many they returned agayne to Lisira and to Iconium and Antioche
22 ୨୨ ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
and strengthed the disciples soules exhortinge them to continue in the faith affyrminge yt we must thorowe moche tribulacion entre into the kyngdome of God.
23 ୨୩ ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
And when they had ordened them elders by eleccion in every congregacio after they had yrayde and fasted they comended them to God on whom they beleved.
24 ୨୪ ପିସିଦିଆ ବାଟ୍ଦେଇ ସେମନ୍ ପପୁଲିଆଇ ଆଇଲାଇ ।
And they went thorow out Pisidia and came into Paphilia
25 ୨୫ ତାର୍ପଚେ ପର୍ଗାଇ କେଟ୍ଲାଇ । ଆରି ମାପ୍ରୁର୍ କାତା ଜାନାଇ ଆତାଲିଆତେଇ ଗାଲାଇ ।
and when they had preached the worde of God in Perga they descended in to Attalia
26 ୨୬ ଆତାଲିଆଇ ସେମନ୍ ପାନିଜାଜେ ଚଗି ଆନ୍ଟିଅକିଅତେଇ ବାଉଡି ଆଇଲାଇ । ଏ ଆନ୍ଟିକିଅର୍ ବିସ୍ବାସିମନ୍ ପାଉଲ୍ ଆରି ବର୍ନବାକେ ପର୍ମେସର୍ଟାନେ ସର୍ପାଇଦେଇକରି ବିନ୍ ଜାଗାମନ୍କେ ମାପ୍ରୁର୍ ବାକିଅ ଜାନାଇବାକେ ପାଟାଇରଇଲାଇ ।
and thence departed by shippe to Antioche fro whence they were delivered vnto the grace of God to the worke which they had fulfilled.
27 ୨୭ ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ ।
When they were come and had gaddered the congregacion to gedder they rehersed all that God had done by them and how he had opened the dore of faith vnto the getyls.
28 ୨୮ ପାଉଲ୍ ଆରି ବର୍ନବା ତେଇ ବିସ୍ବାସିମନର୍ ସଙ୍ଗ୍ ବେସି ଦିନ୍ ଜାକ ରଇଲାଇ ।
And ther they abode longe tyme with the disciples.