< ପେରିତ୍ 14 >
1 ୧ ଜନ୍ଟା ଆନ୍ଟିଅକିତେଇ ଗଟିରଇଲା, ସେ ସମାନ୍ ବିସଇ ଆକିଅଟାନେ ମିସା ଅଇଲା । ପାଉଲ୍ଆରି ବର୍ନବା ପାର୍ତନା ଗରେ ଏନ୍ତି ଡାଟ୍ ସଙ୍ଗ୍ ପର୍ଚାର୍ କଲାଇ ଜେ ବେସି ଜିଉଦି ଆରି ଗିରିକ୍ ଲକ୍ମନ୍ ଜିସୁକେ ବିସ୍ବାସ୍ କଲାଇ ।
ⲁ̅ⲁⲥϣⲱⲡⲉ ⲇⲉ ⲟⲛ ⲕⲁⲧⲁ ⲡⲉⲩⲥⲱⲛⲧ ⲉⲧⲣⲉⲩⲃⲱⲕ ⲉϩⲟⲩⲛ ⲉⲧⲥⲩⲛⲁⲅⲱⲅⲏ ⲛⲛⲓⲟⲩⲇⲁⲓ ⲛⲥⲉϣⲁϫⲉ ⲛⲧⲉⲓϩⲉ ϩⲱⲥⲧⲉ ⲛⲧⲉⲟⲩⲙⲏⲏϣⲉ ⲉⲛⲁϣⲱϥ ⲡⲓⲥⲧⲉⲩⲉ ⲉⲃⲟⲗ ϩⲛ ⲛⲓⲟⲩⲇⲁⲓ ⲙⲛ ⲛϩⲉⲗⲗⲏⲛ
2 ୨ ମାତର୍ ଜନ୍ ଜିଉଦିମନ୍ ସେ ବାକିଅ ବିସ୍ବାସ୍ କରତ୍ନାଇ, ସେମନ୍ ଜିଉଦି ନ ଅଇଲା ଲକ୍ମନ୍କେ ବେମ୍ଜା କରି, ବିସ୍ବାସି ବାଇମନ୍କେ ବିରଦ୍ କରାଇଲାଇ ।
ⲃ̅ⲛⲓⲟⲩⲇⲁⲓ ⲇⲉ ⲛⲧⲟⲟⲩ ⲉⲧⲉⲙⲡⲟⲩⲛⲁϩⲧⲉ ⲁⲩⲧⲱⲟⲩⲛ ⲁⲩⲙⲉⲕϩ ⲛⲉⲯⲩⲭⲏ ⲛⲛϩⲉⲑⲛⲟⲥ ⲉϩⲟⲩⲛ ⲉⲛⲉⲥⲛⲏⲩ
3 ୩ ଏଲେମିସା ପାଉଲ୍ ଆରି ବର୍ନବା ତେଇ ବେସିଦିନ୍ ରଇକରି ଡାଟ୍ ସଙ୍ଗ୍ ମାପ୍ରୁର୍ ବିସଇ ଜାନାଇଲାଇ । ମାପ୍ରୁ ଏମନ୍କେ କାବା ଅଇଜିବା କାମ୍ମନ୍ କରି ଦେକାଇବାକେ ବପୁଦେଲା । ଏନ୍ତାରି ମାପ୍ରୁ ତାର୍ ଜିବନ୍ ଦୁକାଇଲା ବାକିଅ ସତ୍ବଲି ଦେକାଇଲା ।
ⲅ̅ⲁⲩⲣⲟⲩⲛⲟϭ ⲇⲉ ⲛⲟⲩⲟⲉⲓϣ ⲙⲙⲁⲩ ⲉⲩⲡⲁⲣⲣⲏⲥⲓⲁⲍⲉ ⲙⲙⲟⲟⲩ ⲉϩⲣⲁⲓ ⲉϫⲙ ⲡϫⲟⲉⲓⲥ ⲡⲁⲓ ⲉⲧⲣⲙⲛⲧⲣⲉ ⲙⲡϣⲁϫⲉ ⲛⲧⲉϥⲭⲁⲣⲓⲥ ⲉⲧϯ ⲛϩⲉⲛⲙⲁⲉⲓⲛ ⲙⲛ ϩⲉⲛϣⲡⲏⲣⲉ ⲉⲧⲣⲉⲩϣⲱⲡⲉ ⲉⲃⲟⲗ ϩⲓⲧⲛ ⲧⲉⲩϭⲓϫ
4 ୪ ଇକନିଆ ନଅରର୍ ଲକ୍ମନ୍ ଦୁଇଟା ଦଲେ ବାଗ୍ ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ ଜିଉଦିମନର୍ ବାଟେ ଆରି କେତେ ଲକ୍ ପେରିତ୍ ସିସ୍ମନର୍ ବାଟେ ଅଇଲାଇ ।
ⲇ̅ⲁⲡⲙⲏⲏϣⲉ ⲇⲉ ⲛⲧⲡⲟⲗⲓⲥ ⲡⲱϣ ⲁⲩⲱ ϩⲟⲓⲛⲉ ⲙⲉⲛ ⲛⲉⲩϣⲟⲟⲡ ⲡⲉ ⲙⲛ ⲛⲓⲟⲩⲇⲁⲓ ϩⲉⲛⲕⲟⲟⲩⲉ ⲇⲉ ⲙⲛ ⲛⲁⲡⲟⲥⲧⲟⲗⲟⲥ
5 ୫ ତାର୍ପଚେ କେତେଟା ଜିଉଦି ନଇଲା ଲକ୍ ଆରି ଜିଉଦିମନ୍ ସେମନର୍ ନେତାମନର୍ ସଙ୍ଗ୍ ଏକ୍ଜୁଟ୍ ଅଇ ପେରିତ୍ ସିସ୍ମନ୍କେ ବେସି କାରାପ୍ ଚଲାଚଲ୍ତି କରି ସେମନର୍ ଉପ୍ରେ ପାକ୍ନା ମାରି ମରାଇଦେବାକେ ପାଁଚ୍ଲାଇ ।
ⲉ̅ⲛⲧⲉⲣⲟⲩϯ ⲡⲉⲩⲟⲩⲟⲓ ⲇⲉ ⲛϭⲓ ⲛϩⲉⲑⲛⲟⲥ ⲙⲛ ⲛⲓⲟⲩⲇⲁⲓ ⲁⲩⲱ ⲛⲉⲩⲁⲣⲭⲱⲛ ⲉⲧⲣⲉⲩⲥⲟϣⲟⲩ ⲁⲩⲱ ⲛⲥⲉϩⲓⲱⲛⲉ ⲉⲣⲟⲟⲩ
6 ୬ ମାତର୍ ପାଉଲ୍ ଆରି ବର୍ନବା ସେଟା ଜାନିକରି ଲୁକାନିଆଇ ରଇବା ଲୁସ୍ତାରା ଆରି ଦର୍ବି ଗଡର୍ ଚାରିବେଡ୍ତିର୍ ଜାଗାଇ ଦାପ୍ରେ ପାଲାଇଲାଇ ।
ⲋ̅ⲁⲩⲉⲓⲙⲉ ⲁⲩⲱ ⲁⲩⲡⲱⲧ ⲉϩⲣⲁⲓ ⲉⲙⲡⲟⲗⲓⲥ ⲛⲧⲗⲩⲕⲁⲟⲛⲓⲁ ⲗⲩⲥⲇⲣⲁ ⲙⲛ ⲧⲉⲣⲃⲏ ⲁⲩⲱ ⲧⲡⲉⲣⲓⲭⲱⲣⲟⲥ
7 ୭ ଆରି ସିତି ସୁବ୍ କବର୍ ଜାନାଇଲାଇ ।
ⲍ̅ⲁⲩⲱ ⲛⲉⲩⲉⲩⲁⲅⲅⲉⲗⲓⲍⲉ ϩⲙ ⲡⲙⲁ ⲉⲧⲙⲙⲁⲩ
8 ୮ ଲୁସ୍ତାରାତେଇ ଜନ୍ମେଅନି ଗଡ୍ ବାଙ୍ଗ୍ଟି ରଇଲା ଗଟେକ୍ ଚଟା ଲକ୍ ରଇଲା । ସେ ବିଲ୍କୁଲ୍ ଇଣ୍ଡି ନାପାର୍ତେ ରଇଲା ।
ⲏ̅ⲛⲉⲩⲛⲟⲩⲣⲱⲙⲉ ⲇⲉ ϩⲛ ⲗⲩⲥⲇⲣⲁ ⲛϭⲱⲃ ⲛⲛⲉϥⲟⲩⲉⲣⲏⲧⲉ ⲉϥϩⲙⲟⲟⲥ ⲉⲩϭⲁⲗⲉ ⲡⲉϫⲓⲛ ⲛϩⲏⲧⲥ ⲛⲧⲉϥⲙⲁⲁⲩ ⲙⲡϥⲙⲟⲟϣⲉ ⲉⲛⲉϩ
9 ୯ ତେଇ ବସି, ସେ ପାଉଲର୍ ସିକିଆ ସୁନ୍ତେ ରଇଲା । ତାର୍ ମନେ ବିସ୍ବାସ୍ ଅଇଲାଆଚେ ଆରି ସେ ନିମାନ୍ ଅଇପାର୍ସି ବଲି ପାଉଲ୍ ଜାନି ପାର୍ଲା । ସେଟାର୍ ପାଇ ତାର୍ବାଟେ ତିରିଆଇ ଦେକି,
ⲑ̅ⲡⲁⲓ ⲛⲉϥⲥⲱⲧⲙ ⲡⲉ ⲉⲡⲁⲩⲗⲟⲥ ⲉϥϣⲁϫⲉ ⲛⲧⲟϥ ⲇⲉ ⲁϥⲉⲓⲱⲣⲙ ⲉϩⲟⲩⲛ ⲉϩⲣⲁϥ ⲁϥⲉⲓⲙⲉ ϫⲉ ⲟⲩⲛⲧϥ ⲡⲓⲥⲧⲓⲥ ⲙⲙⲁⲩ ⲉⲧⲣⲉϥⲟⲩϫⲁⲓ
10 ୧୦ ଆଉଲିଅଇ କଇଲା, “ମଇତର୍ ପାଦ୍ ମାଣ୍ଡିକରି, ସିଦା ଟିଆ ଅ!” ସେ ଲକ୍ ଡେଗଇ କରି ଚାରିବେଟ୍ତି ଇଣ୍ଡ୍ବାର୍ ଦାର୍ଲା ।
ⲓ̅ⲡⲉϫⲁϥ ⲛⲁϥ ϩⲛ ⲟⲩⲛⲟϭ ⲛⲥⲙⲏ ϫⲉ ⲉⲓϫⲱ ⲙⲙⲟⲥ ⲛⲁⲕ ϩⲙ ⲡⲣⲁⲛ ⲛⲓⲥ ⲡⲉⲭⲥ ⲧⲱⲟⲩⲛ ⲛⲅⲁϩⲉⲣⲁⲧⲕ ϩⲓϫⲛ ⲛⲉⲕⲟⲩⲉⲣⲏⲧⲉ ⲁⲩⲱ ⲁϥϥⲟϭϥ ⲁϥⲙⲟⲟϣⲉ
11 ୧୧ ତେଇ ରୁଣ୍ଡ୍ଲା ଲକ୍ମନ୍ ପାଉଲର୍ କାମ୍ ଦେକି ତାକର୍ ଲୁକାନିଆ ବାସାଇ ସାର୍ଦା ଅଇ ଆଉଲିଅଇବାର୍ ଦାର୍ଲାଇ । “ଦେକା, ଏ ଲକ୍ମନ୍ ସତଇସେ ଦେବ୍ତା ଅଇରଇବାଇ । ନିଜେ ମନସ୍ ରୁପ୍ ଦାରି ଉତ୍ରି ଆଇଲାଇ ଆଚତ୍ ।”
ⲓ̅ⲁ̅ⲙⲙⲏⲏϣⲉ ⲇⲉ ⲛⲧⲉⲣⲟⲩⲛⲁⲩ ⲉⲡⲉⲛⲧⲁⲡⲁⲩⲗⲟⲥ ⲁⲁϥ ⲁⲩϥⲓ ϩⲣⲁⲩ ⲉⲃⲟⲗ ϩⲛ ⲧⲉⲩⲁⲥⲡⲉ ⲉⲩϫⲱ ⲙⲙⲟⲥ ϫⲉ ⲛⲧⲁⲛⲛⲟⲩⲧⲉ ⲉⲓⲛⲉ ⲛⲛⲣⲱⲙⲉ ⲁⲩⲉⲓ ⲉϩⲣⲁⲓ ϣⲁⲣⲟⲛ
12 ୧୨ ସେମନ୍ ବର୍ନବାକେ ଜିଅସ୍ ବଲି ଜେ କି ତାକର୍ ମୁକିଅ ଦେବ୍ତା ରଇଲା, ଆରି ପାଉଲ୍କେ ଏରମିସ୍ ବଲି ନାମ୍ଲାଇ । ଏରମିସ୍ କାଇକେବଇଲେ ସେ ବେସି କାତା ଅଇତେରଇଲା ।
ⲓ̅ⲃ̅ⲁⲩⲱ ⲁⲩⲙⲟⲩⲧⲉ ⲉⲃⲁⲣⲛⲁⲃⲁⲥ ϫⲉ ⲡⲍⲉⲩⲥ ⲡⲁⲩⲗⲟⲥ ⲇⲉ ϫⲉ ⲡϩⲣⲙⲏⲥ ⲉⲡⲉⲓⲇⲏ ⲛⲧⲟϥ ⲡⲉ ⲛⲉⲩⲛϭⲟⲙ ⲙⲙⲟϥ ⲡⲉ ϩⲙ ⲡϣⲁϫⲉ
13 ୧୩ ଗଡ୍ ବାଇରର୍ ମୁଆଟେ ରଇଲା ଜିଅସ୍ ମନ୍ଦିରର୍ ପୁଜାରି, ଦୁଆର୍ ଲଗେ କେତେଟା ପୁଲ୍ ମାଲା ପିନ୍ଦାଇକରି, କେତେଟା ସଣ୍ଡମନ୍କେ ଆନ୍ଲା । କାଇକେବଇଲେ ସେ ଆରି ସିତି ରୁଣ୍ଡ୍ଲା ଲକ୍ମନ୍ ପେରିତ୍ ସିସ୍ମନର୍ ପାଇ ବଲଦ୍ମନ୍କେ ବିରୁ କର୍ବାକେ ମନ୍ କରିରଇଲାଇ ।
ⲓ̅ⲅ̅ⲡⲟⲩⲏⲏⲃ ⲇⲉ ⲙⲡⲍⲉⲩⲥ ⲉⲧⲙⲃⲟⲗ ⲛⲧⲡⲟⲗⲓⲥ ⲁϥⲉⲓⲛⲉ ⲛϩⲉⲛⲙⲁⲥⲉ ⲙⲛ ϩⲉⲛⲕⲗⲟⲙ ⲉⲣⲛ ⲛⲣⲟ ⲙⲛ ⲙⲙⲏⲏϣⲉ ⲁϥⲟⲩⲱϣ ⲉⲧⲁⲗⲉ ⲑⲩⲥⲓⲁ ⲉϩⲣⲁⲓ
14 ୧୪ ସେମନ୍ ଜନ୍ କାମ୍ କର୍ବାକେ ଜାଇରଇଲାଇ, ବର୍ନବା ଆରି ପାଉଲ୍ ସେଟା ସୁନ୍ଲା ଦାପ୍ରେ, ନିଜର୍ ବସ୍ତର୍ ଚିରିପାକାଇଲାଇ, ଲକ୍ମନର୍ ବିତ୍ରେ ପାଲାଇଜାଇ ଆଉଲିଅଇ କରି କଇଲାଇ,
ⲓ̅ⲇ̅ⲛⲧⲉⲣⲟⲩⲥⲱⲧⲙ ⲇⲉ ⲛϭⲓ ⲛⲁⲡⲟⲥⲧⲟⲗⲟⲥ ⲃⲁⲣⲛⲁⲃⲁⲥ ⲙⲛ ⲡⲁⲩⲗⲟⲥ ⲁⲩⲡⲉϩ ⲛⲉⲩϩⲟⲉⲓⲧⲉ ⲁⲩⲱ ⲁⲩⲡⲱⲧ ⲉⲃⲟⲗ ⲉⲡⲙⲏⲏϣⲉ ⲁⲩⲁϣⲕⲁⲕ ⲉⲃⲟⲗ
15 ୧୫ “ଏ ଲକ୍ମନ୍ ତମେ କାଇକେ ଏଟା କଲାସ୍ନି? ଆମେ ତମର୍ ପାରା ଲକ୍ ସେ । ତମ୍କେ ସୁବ୍ କବର୍ ଜାନାଇବାକେ ଆଇଲୁଆଚୁ । ଆରି ଏ ଚୁଚାଇ ରଇବା ପୁତ୍ଲାମନ୍କେ ପୁଜା କର୍ବାଟା ଚାଡିକରି, ଜିବନ୍ ରଇବା ପର୍ମେସର୍କେ ଉପାସନା କରା ବଲି, କଇବାକେ ଆସିଆଚୁ । ଏ ପର୍ମେସର୍ ସରଗ୍, ଦର୍ତନି, ସମ୍ଦୁର୍ ଆରି ତାର୍ ବିତ୍ରେ ରଇବା ସବୁ ବିସଇ ତିଆର୍ କଲାଆଚେ ।
ⲓ̅ⲉ̅ⲉⲩϫⲱ ⲙⲙⲟⲥ ϫⲉ ⲛⲣⲱⲙⲉ ⲟⲩ ⲛⲉ ⲛⲁⲓ ⲉⲧⲉⲧⲛⲉⲓⲣⲉ ⲙⲙⲟⲟⲩ ⲁⲛⲟⲛ ϩⲱⲱⲛ ⲟⲛ ⲁⲛϩⲉⲛⲣⲱⲙⲉ ⲉⲛⲧⲁϣⲉⲟⲉⲓϣ ⲛⲏⲧⲛ ⲉⲥⲁϩⲉⲧⲏⲩⲧⲛ ⲉⲃⲟⲗ ⲛⲛⲉⲓⲡⲉⲧϣⲟⲩⲉⲓⲧ ⲉⲕⲧⲉ ⲧⲏⲩⲧⲛ ⲉⲡⲛⲟⲩⲧⲉ ⲉⲧⲟⲛϩ ⲡⲁⲓ ⲛⲧⲁϥⲧⲁⲙⲓⲉ ⲧⲡⲉ ⲙⲛ ⲡⲕⲁϩ ⲙⲛ ⲑⲁⲗⲁⲥⲥⲁ ⲁⲩⲱ ⲛⲉⲧⲛϩⲏⲧⲟⲩ ⲧⲏⲣⲟⲩ
16 ୧୬ ପୁର୍ବେ ନିଜେ ମନ୍କରି ନିଜର୍ ବାଟେ ଜିବାକେ, ପରମେସର୍ ଲକ୍ମନ୍କେ ଚାଡିଦେଇ ରଇଲା ।
ⲓ̅ⲋ̅ⲡⲁⲓ ϩⲛ ⲛϫⲱⲙ ⲛⲧⲁⲩⲟⲩⲉⲓⲛⲉ ⲁϥⲕⲱ ⲛⲛϩⲉⲑⲛⲟⲥ ⲧⲏⲣⲟⲩ ⲉⲧⲣⲉⲩⲃⲱⲕ ϩⲛ ⲛⲉⲩϩⲓⲟⲟⲩⲉ
17 ୧୭ ମାତର୍ ତାକର୍ ସବୁ ନିମାନ୍ କାମେଅନି ସେ ସବୁବେଲାଇ ଚିନ୍ ଦେକାଇଆଚେ; ସେ ଆକାସେଅନି ପାନି ଆରି ସମାନ୍ ବେଲାଇ କାଦି ପାଚାଇସି, ବେସି କାଦି ଜାଗାଇସି ଆରି ସାର୍ଦା ସଙ୍ଗ୍ ତମର୍ ମନ୍ ପୁରୁନ୍ ଅଇଜାଇସି ।”
ⲓ̅ⲍ̅ⲕⲁⲓⲧⲟⲓ ⲟⲛ ⲙⲡϥϭⲱ ⲛⲟⲩⲉϣ ⲛⲣⲙⲛⲧⲣⲉ ⲙⲙⲟϥ ⲛⲁⲩ ⲉϥⲣ ⲡⲉⲧⲛⲁⲛⲟⲩϥ ⲛⲁⲩ ⲉⲃⲟⲗ ϩⲛ ⲧⲡⲉ ⲉϥϯ ⲛϩⲉⲛϩⲱⲟⲩ ⲙⲛ ϩⲉⲛⲟⲩⲟⲓϣ ⲛⲣⲉϥϯⲕⲁⲣⲡⲟⲥ ⲉϥⲧⲥⲓⲟ ⲛⲛⲉⲩϩⲏⲧ ⲛⲧⲣⲟⲫⲏ ϩⲓ ⲟⲩⲛⲟϥ
18 ୧୮ ଏତ୍କି କଇଲେ ମିସା, ପାଉଲ୍ ଆରି ବର୍ନବାର୍ପାଇ ବଲି ଦେବାର୍ ଆଚେଆକା ବଲି କଇଲାଇ ।
ⲓ̅ⲏ̅ⲛⲁⲓ ⲇⲉ ⲉⲩϫⲱ ⲙⲙⲟⲟⲩ ⲙⲟⲅⲓⲥ ⲁⲩⲧⲣⲉ ⲙⲙⲏⲏϣⲉ ⲉⲧⲙϣⲱⲱⲧ ⲛⲁⲩ
19 ୧୯ ପଚେ ପିସିକିଆର୍ ଆନ୍ଟିଅକ ଆରି ଇକନିୟଅନି କେତେଟା ଜିଉଦିମନ୍ ଆଇଲାଇ । ସେମନ୍ ଲକ୍ମନ୍କେ ସୁତ୍ରାଇକରି ତାକର୍ବାଟେ ନେଲାଇ । ପାଉଲ୍କେ ପାକ୍ନାମାରାଇଲାଇ ଆରି ତାକେ ମଲାବଲି ବାବି ଗଡ୍ ବାଇରେ ଅର୍ଗଡି ଜିକିନେଲାଇ ।
ⲓ̅ⲑ̅ⲁⲩⲉⲓ ⲇⲉ ⲉⲃⲟⲗ ϩⲛ ⲧⲁⲛⲧⲓⲟⲭⲓⲁ ⲙⲛ ϩⲓⲕⲟⲛⲓⲟⲥ ⲛϭⲓ ϩⲉⲛⲓⲟⲩⲇⲁⲓ ⲁⲩⲡⲓⲑⲉ ⲛⲙⲙⲏⲏϣⲉ ⲁⲩϩⲓ ⲱⲛⲉ ⲉⲡⲁⲩⲗⲟⲥ ⲁⲩⲥⲩⲣⲣⲁ ⲙⲙⲟϥ ⲡⲃⲟⲗ ⲛⲧⲡⲟⲗⲓⲥ ⲉⲩⲙⲉⲉⲩⲉ ϫⲉ ⲁϥⲙⲟⲩ
20 ୨୦ ମାତର୍ ବିସ୍ବାସିମନ୍ ଆସି ତାର୍ ଚାରିବେଟ୍ତି ଟିଆଅଇଲାକେ, ସେ ଉଟିକରି ତାକର୍ ସଙ୍ଗ୍ ଗଡ୍ ବିତ୍ରେ ବାଅଡ୍ଲା । ତାର୍ ଆର୍କର୍ ଦିନେ ସେ ଆରି ବର୍ନବା ଲୁସ୍ରା ଚାଡି ଦର୍ବିଏ ଗାଲାଇ ।
ⲕ̅ⲛⲧⲉⲣⲉ ⲙⲙⲁⲑⲏⲧⲏⲥ ⲇⲉ ⲕⲱⲧⲉ ⲉⲣⲟϥ ⲛⲧⲉⲣⲉⲣⲟⲩϩⲉ ϣⲱⲡⲉ ⲁϥⲧⲱⲟⲩⲛ ⲁϥⲃⲱⲕ ⲉϩⲟⲩⲛ ⲉⲧⲡⲟⲗⲓⲥ ⲙⲡⲉϥⲣⲁⲥⲧⲉ ⲇⲉ ⲁϥⲉⲓ ⲉⲃⲟⲗ ⲙⲛ ⲃⲁⲣⲛⲁⲃⲁⲥ ⲉⲧⲉⲣⲃⲏ
21 ୨୧ ପାଉଲ୍ ଆରି ବରନ୍ବା ଦର୍ବିତେଇ ସୁବ୍ କବର୍ ଜାନାଇକରି ବେସି ଲକ୍ମନ୍କେ ସିସ୍କଲାଇ । ତାର୍ ପଚେ ସେମନ୍ ଲୁସ୍ତାରା, ଦର୍ବି, ଇକନିଅ ଆରି ପିସିଦିଆର୍ ଆନ୍ଟିଅକିତେଇ ବାଉଡି ଗାଲାଇ ।
ⲕ̅ⲁ̅ⲛⲧⲉⲣⲟⲩⲧⲁϣⲉ ⲟⲓϣ ⲇⲉ ⲛⲧⲡⲟⲗⲓⲥ ⲉⲧⲙⲙⲁⲩ ⲁⲩⲱ ⲁⲩϯ ⲥⲃⲱ ⲛⲟⲩⲙⲏⲏϣⲉ ⲁⲩⲕⲟⲧⲟⲩ ⲉϩⲣⲁⲓ ⲉⲗⲩⲥⲧⲣⲟⲥ ⲙⲛ ϩⲓⲕⲟⲛⲓⲟⲥ ⲙⲛ ⲧⲁⲛⲧⲓⲟⲭⲓⲁ
22 ୨୨ ସେମନ୍ ବିସ୍ବାସିମନ୍କେ ବିସ୍ବାସେ ଡାଟ୍ଅଇ ରଇବାକେ ସାର୍ଦା କଲାଇ । ସେମନ୍ ସିକିଆ ଦେଇ କଇଲାଇ, “ପରମେସରର୍ ରାଇଜେ କେଟ୍ବାକେ ଆଲେ ଆମ୍କେ ବେସି ଦୁକ୍କସ୍ଟ ଦେଇ ଜିବାକେ ଅଇସି ।”
ⲕ̅ⲃ̅ⲉⲩⲧⲁϫⲣⲟ ⲛⲛⲉⲯⲩⲭⲏ ⲛⲙⲙⲁⲑⲏⲧⲏⲥ ⲉⲩⲥⲟⲡⲥ ⲙⲙⲟⲟⲩ ⲉⲧⲣⲉⲩϭⲱ ϩⲛ ⲧⲡⲓⲥⲧⲓⲥ ⲁⲩⲱ ⲉⲩϫⲱ ⲙⲙⲟⲥ ϫⲉ ⲉⲃⲟⲗ ϩⲓⲧⲛ ϩⲁϩ ⲛⲑⲗⲓⲯⲓⲥ ⲉⲛⲁⲃⲱⲕ ⲉϩⲟⲩⲛ ⲉⲧⲙⲛⲧⲉⲣⲟ ⲙⲡⲛⲟⲩⲧⲉ
23 ୨୩ ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
ⲕ̅ⲅ̅ⲁⲩⲥⲙⲓⲛⲉ ⲇⲉ ⲛⲁⲩ ⲛϩⲉⲛⲡⲣⲉⲥⲃⲩⲧⲉⲣⲟⲥ ⲕⲁⲧⲁ ⲉⲕⲕⲗⲏⲥⲓⲁ ⲁⲩϣⲗⲏⲗ ⲙⲛ ϩⲉⲛⲛⲏⲥⲧⲓⲁ ⲁⲩϯ ⲙⲙⲟⲟⲩ ⲉⲧⲟⲟⲧϥ ⲙⲡϫⲟⲉⲓⲥ ⲡⲁⲓ ⲛⲧⲁⲩⲡⲓⲥⲧⲉⲩⲉ ⲉⲣⲟϥ
24 ୨୪ ପିସିଦିଆ ବାଟ୍ଦେଇ ସେମନ୍ ପପୁଲିଆଇ ଆଇଲାଇ ।
ⲕ̅ⲇ̅ⲁⲩⲱ ⲛⲧⲉⲣⲟⲩⲙⲟⲩϣⲧ ⲛⲧⲡⲏⲥⲓⲇⲓⲁ ⲁⲩⲉⲓ ⲉⲡⲉⲣⲅⲏ ⲛⲧⲡⲁⲙⲫⲩⲗⲓⲁ
25 ୨୫ ତାର୍ପଚେ ପର୍ଗାଇ କେଟ୍ଲାଇ । ଆରି ମାପ୍ରୁର୍ କାତା ଜାନାଇ ଆତାଲିଆତେଇ ଗାଲାଇ ।
ⲕ̅ⲉ̅ⲁⲩⲱ ⲛⲧⲉⲣⲟⲩϫⲉ ⲡϣⲁϫⲉ ϩⲙ ⲡⲙⲁ ⲉⲧⲙⲙⲁⲩ ⲁⲩⲃⲱⲕ ⲉⲁⲧⲧⲁⲗⲓⲁ
26 ୨୬ ଆତାଲିଆଇ ସେମନ୍ ପାନିଜାଜେ ଚଗି ଆନ୍ଟିଅକିଅତେଇ ବାଉଡି ଆଇଲାଇ । ଏ ଆନ୍ଟିକିଅର୍ ବିସ୍ବାସିମନ୍ ପାଉଲ୍ ଆରି ବର୍ନବାକେ ପର୍ମେସର୍ଟାନେ ସର୍ପାଇଦେଇକରି ବିନ୍ ଜାଗାମନ୍କେ ମାପ୍ରୁର୍ ବାକିଅ ଜାନାଇବାକେ ପାଟାଇରଇଲାଇ ।
ⲕ̅ⲋ̅ⲉⲃⲟⲗ ⲇⲉ ϩⲙ ⲡⲙⲁ ⲉⲧⲙⲙⲁⲩ ⲁⲩⲥϭⲏⲣ ⲉϩⲣⲁⲓ ⲉⲧⲁⲛⲧⲓⲟⲭⲓⲁ ⲙⲡⲙⲁ ⲛⲧⲁⲩⲧⲁⲁⲩ ⲛϩⲏⲧϥ ϩⲛ ⲧⲉⲭⲁⲣⲓⲥ ⲙⲡⲛⲟⲩⲧⲉ ⲉⲡϩⲱⲃ ⲛⲧⲁⲩϫⲟⲕϥ ⲉⲃⲟⲗ
27 ୨୭ ସେମନ୍ ଆନ୍ଟିକିଅ କେଟି ମଣ୍ଡଲିର୍ ଲକ୍ମନ୍କେ ରୁଣ୍ଡାଇଲାଇ । ପରମେସର୍ ତାକର୍ଟାନେ କରିରଇବା ସବୁ କାମ୍ ସେମନ୍କେ ଜାନାଇଲାଇ । ଜିଉଦି ନ ଅଇଲା ଲକ୍ମନ୍ ଜିସୁଟାନେ ବିସ୍ବାସ୍ କର୍ବାକେ ପର୍ମେସର୍ କେନ୍ତି ବାଟ୍ ଉଗାଡ୍ଲା, ସେଟା ସବୁଜାକ ସେମନ୍କେ ଜାନାଇଲାଇ ।
ⲕ̅ⲍ̅ⲛⲧⲉⲣⲟⲩⲉⲓ ⲇⲉ ⲁⲩⲥⲱⲟⲩϩ ⲛⲧⲉⲕⲕⲗⲏⲥⲓⲁ ⲁⲩϫⲱ ⲉⲣⲟⲟⲩ ⲛϩⲱⲃ ⲛⲓⲙ ⲛⲧⲁⲡⲛⲟⲩⲧⲉ ⲁⲁⲩ ⲛⲙⲙⲁⲩ ⲁⲩⲱ ⲛⲑⲉ ⲛⲧⲁϥⲟⲩⲱⲛ ⲛⲟⲩⲣⲟ ⲙⲡⲓⲥⲧⲓⲥ ⲛⲛϩⲉⲑⲛⲟⲥ
28 ୨୮ ପାଉଲ୍ ଆରି ବର୍ନବା ତେଇ ବିସ୍ବାସିମନର୍ ସଙ୍ଗ୍ ବେସି ଦିନ୍ ଜାକ ରଇଲାଇ ।
ⲕ̅ⲏ̅ⲁⲩϣⲱⲡⲉ ⲇⲉ ⲙⲙⲁⲩ ⲛⲟⲩⲛⲟϭ ⲛⲟⲩⲟⲉⲓϣ ⲙⲛ ⲙⲙⲁⲑⲏⲧⲏⲥ