< ପେରିତ୍ 12 >
1 ୧ ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା ।
YA ayoja na tiempo, y ray Herodes jaestira y canaeña para unafanlamen palo gui taotao iglesia.
2 ୨ ଜଅନର୍ ବାଇ ଜାକୁବ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲା, ଜାକୁବ୍ ଜଅନର୍ ବଡ୍ ବାଇ ରଇଲା ।
Ya japuno si Santiago chelun Juan ni y espada.
3 ୩ ଜାକୁବ୍କେ ମରାଇଲାଟା ଜିଉଦିମନ୍କେ ସାର୍ଦା କରାଇଲା । ଏଟା ଦେକି ଏରଦ୍ ପିତର୍କେ ମିସା ବନ୍ଦି କର୍ବାକେ ତିଆର୍ଲା । ଏଟା ଜିଉଦିମନ୍ କମିର୍ ନ ମିସାଇତେ ରୁଟିକର୍ବା ପରବ୍ ବେଲେ ଅଇରଇଲା ।
Ya anae jalie na ninafanmagof y Judios, jasigue para ucone si Pedro locue. Ya ayo y jaanen y pan sin lebadura?
4 ୪ ସଇନମନ୍ ପିତର୍କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍ ପଚେ ସବୁ ଲକର୍ ମୁଆଟେ ବିଚାର୍ନା କର୍ବି ବଲି ଏରଦ୍ ବାବି ରଇଲା । ସେଟାର୍ପାଇ ଗଟେକ୍ ଦଲେ ଚାରିଲକ୍ ଲାକା ଅଇ, ଚାରିଟା ଦଲ୍କରି ସନିଅମନ୍ ତାକେ ଜାଗିରଇଲାଇ ।
Ya anae macone güe, japolo gui calaboso, ya jaentrega y diesisaes na sendalo para upinilan; majasusuye na despues di y pascua umaconie y taotao sija.
5 ୫ ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
Enao mina si Pedro mapongle gui calaboso: lao y iglesia ti pumapara manmanayuyut as Yuus pot güiya.
6 ୬ ଜନ୍ ଦିନେ ଏରଦ୍ ପିତର୍କେ ଲକ୍ମନର୍ ମୁଆଟେ ଆନ୍ବାକେ କାତା ଦେଇରଇଲା, ତାର୍ ଆଗ୍ତୁର୍ ରାତି ପିତର୍ ବନ୍ଦିଗରେ ଦୁଇଟା ଜାଗୁଆଲ୍ମନର୍ ମଜାଇ ସଇରଇଲା । ତାକେ ସନିଅମନର୍ ମିସ୍ତେ ଦୁଇଟା ଆତେ ଦୁଇଟା ସିକ୍ଲି ସଙ୍ଗ୍ ବାନ୍ଦିରଇଲାଇ । ଆରି ଜାଗୁଆଲ୍ମନ୍ ବନ୍ଦିଗରର୍ ଦୁଆରେ ଜାଗିରଇଲାଇ ।
Ya anae si Herodes canaja quinene gue, güijeja na puenge anae estaba si Pedro na mamaego gui entalo y dos sendalo, ya magogode ni dos na cadena: ya y manmamumulan gui menan y petta, mapupulan y calaboso:
7 ୭ ସେ ଦାପ୍ରେ, ଏଦେ ଦେକା! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍ରେ ଉଟ୍!” ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା ।
Ya estagüe, un angjet y Señot tumotojgue gui oriyaña, ya y candet manina gui jalom y cuatton calaboso: ya japanag si Pedro gui calaguagña ya yinajo, ilegña: Cajulo laguse, ya y cadenaña manbasnag guinin y canaeña.
8 ୮ ତାର୍ପଚେ ଦୁତ୍ କଇଲା, “ଆଁଟାଇ ତୁଆଲ୍ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍ ।” ପିତର୍ ସେନ୍ତି କଲା ପଚେ ଦୁତ୍ କଇଲା, “ଚାଦର୍ ଡାବିଅଇକରି ମର୍ ସଙ୍ଗ୍ ଆଉ ।”
Ya y angjet ilegña nu güiya: Dudog jao ya gode y dogamo: ya taegüenao finatinasña. Ya y angjet ilegña nu güiya: Polo y magagumo guiya jago, ya dalalagyo.
9 ୯ ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା ।
Ya jumanao juyong ya jadalalag, ya ti jatungo ayo cao magajet y finatinas y angjet; lao jinasoña na manlie güe vision.
10 ୧୦ ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା ।
Ya anae manmalofan gui finenana yan y mina dos na guatdia, manmato gui trangcan lulug ni y dumalalalaque y siuda; ni y mababa para sija sin jafa; ya manjanao juyong ya manmalofan gui inanaco un chalan; ya enseguidas jumanao y angjet guiya güiya.
11 ୧୧ ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, “ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।”
Ya anae esta manungo talo si Pedro, ilegña: Pago nae jutungo na magajet na y Señot jatago y angjetna, na unalibreyo gui canae Herodes, yan todo y ninanggan y taotao y Judios.
12 ୧୨ ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ ।
Ya anae jajaso este na güinaja, mato gui guima Maria nanan Juan, ni y apiyiduña Marcos; anae megae mandadaña ya manmananayuyut.
13 ୧୩ ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା ।
Ya anae manyajo si Pedro gui pettan y trangca, un patgon na palaoan mato para umaope, na y naanña si Rode.
14 ୧୪ ପିତରର୍ କଁଟ୍ସର୍ ଜାନିପାରି ସେ ଏତେକ୍ ସାର୍ଦା ଅଇଲା ଜେ କାପାଟ୍ ନ ଉଗାଡି ବିତ୍ରେ ପାଲାଇକରି ତେଇର୍ ବିସ୍ବାସିମନ୍କେ କଇଲା, “ପିତର୍ ବାଇରେ ଟିଆଅଇଲା ଆଚେ ।”
Ya anae jatungo na y inagang Pedro, ti jababa y trangca pot y minagofña, lao malago jalom ya mansinangane na tumotojgue si Pedro gui menan y trangca.
15 ୧୫ ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।
Ya ilegñija nu guiya: Esta jao caduca. Lao güiya ilelegñaja: Junggan, magajet taegüenao. Ayonae sija ilegñija: Ayo y angjetña.
16 ୧୬ ପିତର୍ ତର୍କେ ତର୍ କାପାଟେ ମାର୍ତେ ରଇଲା । ସାରାସାରି ସେମନ୍ କାପାଟ୍ ଉଗାଡି ତାକେ ଦେକି କାବାଅଇଗାଲାଇ ।
Lao si Pedro, sisigueja di manyajo: ya anae jababa malie güe, ya ninafansenlujan.
17 ୧୭ ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
Lao mansineñas as Pedro ni y canaeña na ufamacaca, ya mansinangane jaftaemano y Señot anae quinene güe juyong gui calaboso. Ya ilegña: Janao ya unsangane si Santiago ni este sija na güinaja, yan y mañelo. Ya mapos ya malag y otro lugat.
18 ୧୮ ସାକାଲ୍ ପାଇଲାକେ “ପିତର୍ କେନେଗାଲା?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ ।
Ya enseguidas qui manana, ti didide na atboroto gui sendalo sija, manggue si Pedro.
19 ୧୯ ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା । ତାର୍ ପଚେ ଏରଦ୍ ଜିଉଦା ରାଇଜେଅନି ଜାଇ କେତେ ଦିନର୍ପାଇ କାଇସରିଆଇ ବାସା ଅଇରଇଲା ।
Ya anae jaaligao si Herodes si Pedro ya ti jasoda, janafanmaegsamina y manmanmamumulan ya manago na ufanmapuno. Ya jumanao papa guinin Judea para Sesarea, ya sumaga güije.
20 ୨୦ ସେ ବେଲାଇ ଏରଦ୍ ସର୍ ଆରି ସିଦନର୍ ଲକ୍ମନ୍କେ ବେସି ରିସା ଅଇରଇଲା । ସେଟାର୍ ପାଇ ତେଇର୍ ଲକ୍ମନ୍ ଗଟେକ୍ ଦଲ୍, ତାକେ ବେଟ୍ ଅଇବାକେ ଗାଲାଇ । ପର୍ତୁମ୍ ସେମନ୍ ରାଜା ସଇବା ଗର୍ ଦାଇତେ ରଇଲା ବାଲସ୍ଟସ୍କେ ବୁଜାଇ, ତାର୍ ସାଇଜ ପାଇଲାଇ । ତାର୍ ପଚେ ସେମନ୍ ଏରଦର୍ ଲଗେ ଜାଇ ସାନ୍ତିସଙ୍ଗ୍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍ ରାଇଜେଅନି ସେମନର୍ ଦେସେ କାଇବା ଜିନିସ୍ ଜାଇତେରଇଲା ।
Ya si Herodes gosdangculo binibuña ni y taotao Tiro yan Sidon: lao si ja mandaña un jinasoja para iya güiya, ya manatungo yan Blasto ni y camareron y ray, sa amigonñija, ya manmangagao pas; sa y tanoñija manminantietiene ni y tano y ray.
21 ୨୧ ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା ।
Ya un tinancho na jaane, minagago si Herodes ni y magagon ray, ya matachong gui tronuña, ya jacuentuse sija un sinangan.
22 ୨୨ ସୁନ୍ବା ଲକ୍ମନ୍ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍ ନଏଁ, ମାତର୍ ପର୍ମେସର୍!”
Ya managang y taotao sija, ilegñija: Inagang un yuus, ti inagang taotao.
23 ୨୩ “ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
Ya enseguidas pinada ni y angjet y Señot, sa ti janae si Yuus minalag: ya quinano ni ilo ya matae.
24 ୨୪ ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ ।
Lao y sinangan Yuus lumadangculo yan mumemegae.
25 ୨୫ ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।
Ya si Barnabé yan Saulo, tumalo guato guinin Jerusalem, anae munjayan y ministroñija, yan jacocone mañisija si Juan y apiyiduña Marcos.