< ପେରିତ୍ 10 >
1 ୧ କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
Now there was a certain man at Cesarea named Cornelius, a centurion of the band called the Italian band: a pious man,
2 ୨ ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
and one that feared God, with all his house; giving also much alms to the people, and praying to God continually.
3 ୩ ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ!” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
He evidently saw in a vision, about the ninth hour of the day, an angel of God coming in to him, and saying unto him, Cornelius!
4 ୪ ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍ନି ମାପ୍ରୁ?” ସରଗର୍ ଦୁତ୍ କଇଲା, “ପର୍ମେସର୍ ତର୍ ପାର୍ତନା ଆରି ଦୁକିରକିମନ୍କେ ଦାନ୍ କର୍ବାଟା ଦେକି ସାର୍ଦା ଅଇଲା । ଆର୍ ବାଦୁଲେ କାଇଟାଆଲେ ଦେବାକେ ସେ ମନ୍ କଲାନି ।
and he looking earnestly at him, and being afraid, said, What is it, Lord? And he said unto him, Thy prayers and thine alms are come up as a memorial before God.
5 ୫ ଏବେ ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଇତି ଡାକି ଆନ୍ବାକେ, ଜପାଇ ଲକ୍ ପାଟାଆ ।
And now send men to Joppa, and fetch hither one Simon, whose sirname is Peter.
6 ୬ ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ସିମନ୍ ନାଉଁର୍ ଗଟେକ୍, ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍ କର୍ବା ଲକର୍ ଗରେ ରଇଲାନି ।”
He lodgeth with one Simon a tanner, whose house is by the sea-side: he shall tell thee what thou must do.
7 ୭ ଏତ୍କି କାତା କଇ ସରଗର୍ ଦୁତ୍ ଉଟିଗାଲା । କର୍ନିଲିଅ ତାକର୍ ଗରର୍ ଦୁଇଟା ଗତିଦାଙ୍ଗ୍ଡାକେ ଆରି ତାକେ ସେବା କର୍ତେରଇବା ଆରି ପର୍ମେସର୍କେ ଉପାସନା କର୍ତେରଇବା ଗଟେକ୍ ସଇନକେ ଡାକାଇଲା ।
As soon as the angel, that spake to Cornelius, was departed, he called two of his domestic servants, and a devout soldier, that constantly attended him.
8 ୮ ସେ ସେମନ୍କେ ଦୁତ୍ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
And when he had related all to them, he sent them to Joppa.
9 ୯ ତାର୍ ଆର୍କର୍ ଦିନେ ଆଡ୍ବେଲାଇ ସେମନ୍ ଜପାର୍ ଲଗାଲଗି ଅଇଲାବେଲେ, ପିତର୍ ପାର୍ତନା କର୍ବାକେ ମେଡ୍ଗରର୍ ଚାଉନି ଉପ୍ରେ ଜାଇ ରଇଲା ।
On the morrow, while they were on their journey, and drawing near to the city, Peter went up on the top of the house to pray, about the sixth hour.
10 ୧୦ ସେ ଉପାସ୍ ସାରାଇକରି, କାଇଟାଆଲେ କାଇବାକେ ମନ୍ କଲା ଆରି କାଦି ତିଆର୍ ଅଇବା ବେଲାଇ ସେ ଗଟେକ୍ ଦର୍ସନ୍ ଦେକ୍ଲା ।
And he was very hungry, and desired something to eat: but while they were getting it ready, he fell into a trance; and saw heaven opened,
11 ୧୧ ଏଦେ ଦେକା! ଆକାସ୍ ଉଗାଡିଅଇଲାଟା ଆରି ଗଟେକ୍ ବଡ୍ ଚାଦର୍ ଚାରିକନେ ବାନ୍ଦିଅଇକରି ଦର୍ତନି ଉପ୍ରେ ଉତ୍ରି ଆଇବାଟା ଦେକ୍ଲା ।
and some thing descending to him, like a great sheet tied at the four corners, and let down to the earth:
12 ୧୨ ତେଇ ଜଗତେ ରଇବା ରକାମ୍ ରକାମର୍ ଗଡ୍ ସଙ୍ଗ୍ ଇଣ୍ଡ୍ବା ପସୁ, ରାଙ୍ଗ୍ବା ଜନ୍ତ୍ ଆରି ଉଡ୍ବା ଚଡଇମନ୍!
in which were all kinds of four-footed creatures, and wild beasts, and creeping things, and fowls of the air.
13 ୧୩ ଆରି ସେ ଗଟେକ୍ କାତା ଅଇବା ସବଦ୍ ସୁନ୍ଲା, “ପିତର୍! ଉଟ୍ ସେମନ୍କେ ମାରିକରି କାଆ!”
And there was a voice which said to him, Rise, Peter, kill and eat.
14 ୧୪ ମାତର୍ ପିତର୍ କଇଲା, “ନାଇ ମାପ୍ରୁ, ଆମର୍ ଜିଉଦି ନିୟମ୍ ଇସାବେ ଅସୁକଲ୍ ବଲି କଇବା କାଇ ମାଉଁସ୍ ମିସା କାଇନାଇ ।”
But Peter said, By no means, Lord; for I have never eaten any thing polluted or unclean.
15 ୧୫ ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
And the voice said to him again the second time, What God hath cleansed, do not thou account polluted.
16 ୧୬ ଏନ୍ତାରି ତିନ୍ତର୍ ଅଇଲା ପଚେ ଚାଦର୍ ସରଗ୍ ବାଟେ ଚଗାଇ ଦାରି ଗାଲାଇ ।
This was done thrice, and the vessel was taken up again into heaven.
17 ୧୭ ପିତର୍ ଜନ୍ ଦର୍ସନ୍ ପାଇରଇଲା, ତାର୍ ଅରତ୍ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍ ସେନ୍ତି ଅଇଲାବେଲେ, ଏଦେ ଦେକା! କର୍ନିଲିଅ ପାଟାଇଲା ଲକ୍ମନ୍ ସିମନ୍କେ କଜି କଜି ଆସି, ତାର୍ ଗରର୍ ବାଟ୍ଡିଆଗଡି ଲଗେ ଟିଆଅଇଲାଇ ।
Now while Peter was doubting in himself what might be the meaning of the vision which he had seen, behold the men that were sent from Cornelius, having enquired for Simon's house, stood at the door;
18 ୧୮ ସେମନ୍ ଡାକିକରି ପାଚାର୍ଲାଇ, “ସିମନ୍ ପିତର୍, ନାଉଁର୍ ଗତିଆ ଲକ୍ ଇତି ଆଚେ କି?”
and called, and asked, if Simon sirnamed Peter lodged there.
19 ୧୯ ପିତର୍ ସେ ଦର୍ସନ୍ ବିସଇ ଚିନ୍ତା କର୍ତେ ରଇଲାବେଲେ ଆତ୍ମା ତାକେ କଇଲା, “ସୁନ୍! ତକେ ତିନ୍ ଲକ୍ କଜ୍ଲାଇନି ।”
And as Peter was pondering upon the vision, the Spirit said unto him, Behold there are three men enquiring for thee:
20 ୨୦ “ଉଟ୍, ତଲେ ଜାଆ । ଏ ଲକ୍ମନର୍ ସଙ୍ଗ୍ ଜିବାକେ ନିଚ୍ନାଇ, କାଇକେବଇଲେ ମୁଇ ସେମନ୍କେ ପାଟାଇଆଚି ।”
arise therefore and go down, and go along with them, doubting nothing; for I have sent them.
21 ୨୧ ତେଇଅନି ପିତର୍ ସେ ଲକ୍ମନର୍ ଲଗେଜାଇ କଇଲା, “ତମେ ଜାକେ କଜ୍ଲାସ୍ନି, ସେ ଲକ୍ ମୁଇ, ତମେ କାଇକେ ଆସି ଆଚାସ୍?”
Then Peter went down to the men that were sent to him from Cornelius, and said, Behold I am the person whom ye seek: what is the cause for which ye are come?
22 ୨୨ ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
And they said, Cornelius the centurion, a righteous man, and one that feareth God, and of a good character among all the nation of the Jews, hath been warned from God by an holy angel, to send for thee to his house, and to hear what thou shalt say.
23 ୨୩ ପିତର୍ ସେମନ୍କେ ବିତ୍ରେ ଡାକିନେଇକରି ସେ ରାତି ତେଇ ରଇବାକେ ଗୁଆରି କଲା । ତାର୍ ଆର୍କର୍ ଦିନେ ସେ ଉଟି ସେମନର୍ ସଙ୍ଗ୍ ଗାଲା । ଆରି ଜପା ନାଉଁର୍ ଜାଗାର୍ କେତେଟା ବିସ୍ବାସି ବାଇମନ୍ ମିସା ସେମନର୍ ସଙ୍ଗ୍ ଗାଲାଇ ।
Then he invited them in, and entertained them that night. And on the morrow Peter set out with them; and some of the brethren from Joppa went with him.
24 ୨୪ ଆରି ଗଟେକ୍ ଦିନେ ସେମନ୍ ସିସେରିଆଇ କେଟ୍ଲାଇ । ତେଇ କର୍ନିଲିଅ ତାର୍ ମଇତର୍ମନ୍କେ ଆରି କୁଟୁମର୍ ଲକ୍ମନ୍କେ ରୁଣ୍ଡାଇକରି ପିତର୍କେ ଜାଗିରଇଲାଇ ।
And the next day they came into Cesarea; and Cornelius was waiting for them, having called together his relations and intimate friends.
25 ୨୫ ପିତର୍ ଗର୍ ବିତ୍ରେ ଜିବାବେଲେ କର୍ନିଲିଅ ତାକେ ବେଟ୍ଅଇ, ତାର୍ ପାଦେ ଡାଣ୍ଡାସନ୍ ପଡି ଜୁଆର୍ କଲା ।
And as Peter came in, Cornelius met him, and falling down at his feet did him reverence.
26 ୨୬ ପିତର୍ ତାକେ ଉଟାଇକରି କଇଲା, “ଟିଆ ଅ, ମୁଇ ମିସା ତର୍ପାରା ଗଟେକ୍ ମୁନୁସ୍ସେ ।”
But Peter raised him up, saying, I myself also am a man.
27 ୨୭ ପିତର୍ କର୍ନିଲିଅର୍ ସଙ୍ଗ୍ କାତା ଅଇ ଅଇ ଗର୍ ବିତ୍ରେ କେଟ୍ଲା ଆରି ତେଇ ବେସିଲକ୍ ରୁଣ୍ଡିରଇବାଟା ଦେକ୍ଲା ।
And as he was conversing with him, he went in, and found many assembled together.
28 ୨୮ ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
And he said unto them, Ye know how unlawful it is for a man that is a Jew, to associate with or go to the house of one of another nation: but God hath shewn me, that I should not call any man polluted or unclean.
29 ୨୯ ତେବେ ମକେ ଡାକାଇଲା ଦାପ୍ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍ ତେବେ? ସେଟା ମୁଇ ଜାନ୍ବାକେ ମନ୍ କଲିନି ।”
And therefore I came to you, when I was sent for, without demur. I ask therefore on what account ye sent for me.
30 ୩୦ କର୍ନିଲିଅ କଇଲା, ତିନ୍ଦିନ୍ ଆଗ୍ତୁ ଆଡ୍ବେଲାର୍ ତିନ୍ଟା ସମାନ୍ ଏଡ୍କି ବେଲାଇ, ମୁଇ ଗରେ ପାର୍ତନା କର୍ତେ ରଇଲି । ସେଡ୍କି ବେଲେ, ଏଦେ ଦେକା! ଦବ୍ ପଚିଆ ପିନ୍ଦି ରଇବା ଗଟେକ୍ ଲକ୍ ମର୍ ମୁଆଟେ ଟିଆଅଇଲା, ଆରି କଇଲା,
And Cornelius said, Four days ago I was fasting till this hour, and at the ninth hour I was praying in my house, when behold a man stood before me in bright raiment,
31 ୩୧ “କର୍ନିଲିଅ! ପର୍ମେସର୍ ତର୍ ପାର୍ତନା ସୁନ୍ଲା ଆରି ତମେ ଦୁକିରକିକେ ସାଇଜ କର୍ବାଟା ଦେକି ସାର୍ଦା ଅଇଆଚେ ।
and said, Cornelius, thy prayer is heard, and thine alms are remembered before God.
32 ୩୨ ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଆନ୍ବାକେ ଜପା ନାଉଁର୍ ଜାଗାଇ, ଲକ୍ମନ୍କେ ପାଟାଆ । ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍କରୁ ସିମନର୍ ଗରେ ଗତିଆ ଅଇଆଚେ ।
Send therefore to Joppa, and call hither Simon, who is sirnamed Peter, (he lodgeth in the house of one Simon a tanner, by the sea-side, ) who when he cometh, will talk with thee.
33 ୩୩ ତେବର୍ ପାଇ, ମୁଇ ତକେ ଦାପ୍ରେ ଡାକାଇଲି, ଆରି ତମେ ମର୍ କାତା ମାନିକରି ଆସି ଆଚାସ୍ । ଏବେ ଆମେ ସବୁ ଲକ୍ ପରମେସର୍ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍ରୁ ତକେ ଜନ୍ଟା କଇବାକେ ଆଦେସ୍ ଦେଲା ଆଚେ, ସେଟା ସୁନ୍ବାକେ ଜାଗିଆଚୁ ।”
Immediately therefore I sent to thee, and thou hast done well that thou art come. And now we are all here present before God, to hear all the things which God hath charged thee with to us.
34 ୩୪ ସିତିଅନି ପିତର୍ କଇଲା, “ଏବେ ମୁଇ ବୁଜିପାର୍ଲିନି ଜେ ପର୍ମେସର୍ କେତେଟା ଦଲ୍ମନ୍କେସେ ଡାକ୍ସି, ସେନ୍ତାରି ନଏଁ, ମାତର୍ ସବୁକେ ସମାନ୍ ଇସାବେ ଡାକ୍ସି ।
Then Peter opened his mouth and said, Of a truth I perceive that God is no respecter of persons:
35 ୩୫ ଜନ୍ ଜାତିର୍ ଲକ୍ ମିସା ତାକେ ଡରିକରି, ତାର୍ ମୁଆଟେ ସତ୍କାମ୍ କଲେ, ମାପ୍ରୁ ତାକେ ଡାକ୍ସି ।
but in every nation he that feareth Him, and worketh righteousness, is acceptable to Him.
36 ୩୬ ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
According to the declaration which He made to the children of Israel, preaching peace by Jesus Christ, who is Lord of all.
37 ୩୭ ଡୁବନ୍ ଦେଉ ଜଅନ୍ ପାପ୍ କାମ୍ କର୍ବାଟାନେଅନି ବାଉଡ୍ବା ବିସଇ ଆରି ଡୁବନ୍ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍ କରି ଗୁଲାଇ ଜିଉଦାର୍ ସବୁବାଟେ ଜନ୍ ଗଟ୍ନାସବୁ ଗଟ୍ଲା ଆଚେ, ସେଟା ତୁଇ ଜାନୁସ୍ ।
Ye know the report that was spread through all Judea, having begun from Galilee, after the baptism which John preached: concerning Jesus of Nazareth,
38 ୩୮ ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।
how God anointed Him with the holy Spirit and with power: who went about doing good, and healing all that were oppressed by the devil: for God was with Him.
39 ୩୯ ଜିସୁ ଇସ୍ରାଏଲ ଦେସେ ଆରି ଜିରୁସାଲାମେ ଜେତ୍କି ସବୁ କାମ୍ମନ୍ କଲା, ଆମେ ସବୁ ଲକ୍ ତାର୍ ସାକି ଆଚୁ । ତାର୍ପଚେ ତାକେ କୁର୍ସେ କୁଟି ମାରି, ମରାଇଲାଇ ।
And we are witnesses of all things that He did, both in the country of Judea, and in the city of Jerusalem: whom notwithstanding they put to death, hanging Him on a tree.
40 ୪୦ ମାତର୍ ପର୍ମେସର୍ ତାକେ ତିନ୍ଦିନ୍ ଅଇଲାକେ ମଲାତେଇଅନି ଉଟାଇ ଜିବନ୍ କରାଇ, କେତେଲକ୍କେ ଦେକାଇଦେଲା ।
Him God raised up the third day, and gave Him to be seen openly; not to all the people,
41 ୪୧ ସବୁଲକ୍ ତାକେ ଦେକ୍ବାକେ ପର୍ମେସର୍ ଦେଏନାଇ, ଅବ୍କା ସେ ବାଚ୍ଲା ସାକିମନ୍କେସେ । ତାକେ ଆରିତରେକ୍ ଜିବନ୍ କରାଇଲାପଚେ, ତାର୍ ସଙ୍ଗ୍ କାଆ ପିଇ ଅଇରଇଲା ଲକ୍ମନ୍ ଆମେସେ ।
but to witnesses before appointed by God, even to us, who did eat and drink with Him, after He rose from the dead.
42 ୪୨ ଲକ୍ମନର୍ ଲଗେ ସୁବ୍କବର୍ ଜାନାଇବାକେ ସେ ଆମ୍କେ ଆଦେସ୍ ଦେଲା । ବଁଚିରଇବା ଲକର୍ ଆରି ମଲା ଲକର୍ ବିଚାର୍କାରିଆ ଇସାବେ ତାକେସେ ବାଚ୍ଲା ଆଚେ, ଏ କାତାର୍ ସାକିଦେବାକେ ମିସା ସେ ଆମ୍କେ ଆଦେସ୍ ଦେଲାଆଚେ ।
And He commanded us to preach unto the people, and to testify that it is He who is appointed by God to be judge of the living and of the dead.
43 ୪୩ ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।”
To Him do all the prophets bear witness, that whosoever believeth on Him shall receive the forgiveness of their sins through his name.
44 ୪୪ ପିତର୍ ସିକିଆ ଦେବା ବେଲେ ଜେତେ ଲକ୍ ସୁନ୍ତେ ରଇଲାଇ, ସେ ସବୁ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଡାବିଅଇଲା ।
While Peter was yet speaking these words, the holy Spirit fell upon all them that heard the word.
45 ୪୫ ଜିଉଦିନଇଲା ଲକ୍ମନର୍ ଉପ୍ରେ ମିସା ପରମେସରର୍ ସୁକଲ୍ ଆତ୍ମା ଡାବିଅଇବାଟା ଦେକି ଜପାଇଅନି ପିତର୍ ସଙ୍ଗ୍ ଆସିରଇବା ଜିଉଦି ବିସ୍ବାସିମନ୍ କାବାଅଇଗାଲାଇ ।
And those of the circumcision that were believers, who came with Peter, were astonished, that the gift of the holy Spirit was conferred upon the Gentiles also:
46 ୪୬ କାଇକେବଇଲେ ସେମନ୍ ପରମେସର୍କେ ଡାକ୍ପୁଟା କର୍ବାଟା, ଆରି ବିନ୍ବିନ୍ ବାସାଇ କାତାଅଇବାଟା, ଜିଉଦି ବିସ୍ବାସିମନ୍ ସୁନ୍ଲାଇ । ଜପାଇଅନି ଆସିରଇବା ଜିଉଦି ବିସ୍ବାସିମନ୍କେ ପିତର୍ କଇଲା,
for they heard them speaking in divers languages, and glorifying God.
47 ୪୭ “ପର୍ମେସର୍ ଆମ୍କେ ଜେନ୍ତି ସୁକଲ୍ଆତ୍ମା ଦେଲାଆଚେ, ସେନ୍ତାରିସେ ଏ ଲକ୍ମନ୍କେ ମିସା ଦେଲାଆଚେ । ସେମନ୍କେ ଡୁବନ୍ ନ ନିଆ ବଲି କେ ମିସା ଅଟ୍କାଇପାର୍ସି କି?”
Then said Peter, Can any one forbid water, that these persons should not be baptized, who have received the holy Spirit, as well as we?
48 ୪୮ ସେଟାର୍ ପାଇ ପିତର୍ ସେମନ୍କେ ଜିସୁକିରିସ୍ଟର୍ ନାଉଁ ଦାରି ଡୁବନ୍ ଦେଲାପଚେ କର୍ନିଲିଅ ଆରି ତାର୍ ସଙ୍ଗ୍ ରଇବାଲକ୍ମନ୍ ତାକେ ଆରି କେତେ ଦିନ୍ ସେମନର୍ ସଙ୍ଗ୍ ରଇବାକେ ବାବୁଜିଆ କଲାଇ ।
And he ordered them to be baptized in the name of the Lord. And they desired him to stay there some days.