< ପେରିତ୍ 1 >
1 ୧ ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
୧ହେ ଦୁଲାଡ଼୍ ଥିୟଫିଲସ୍, ଆଇଙ୍ଗ୍ ଆଇଁୟାଃ ପାହିଲା ଚିଟାଉ ଲୁକ୍ ପୁଥିରେ ୟୀଶୁ କାମିକାଦ୍ ଆଡଃ ଇତୁକାଦ୍ ସବେନାଃ ଆୟାଃ କାମିରାଃ ଏନେଟେଦ୍ତାଃଏତେ
2 ୨ ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା ।
୨ସିର୍ମାଦିଶୁମ୍ତେ ଇଦିୟଃ ହୁଲାଙ୍ଗ୍ ଜାକେଦ୍ ହବାକାନ୍ତେୟାଃ ଅଲାକାଦାଇଙ୍ଗ୍ । ସିର୍ମାଦିଶୁମ୍ତେ ଇଦିୟଃ ସିଦାରେ ୟୀଶୁ ଆୟାଃ ସାଲାକାନ୍ ପ୍ରେରିତ୍କକେ ପାବିତାର୍ ଆତ୍ମାରାଃ ପେଡ଼େଃତେ ଇତୁକାଦ୍କ ତାଇକେନା ।
3 ୩ ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା ।
୩ୟୀଶୁ ଆୟାଃ ଗନଏଃ ତାୟମ୍ତେ ପୁରାଃ ସାବୁତ୍ରାଃ କାଜି ଏମ୍କେଦ୍ତେ ଇନ୍କୁତାଃରେ ଆଇଃକ୍ଗି ଜୀନିଦ୍ ମେନ୍ତେ ଉଦୁବ୍ୟାନା, ଆଡଃ ବାର୍ହିସି ମାହାଁ ଇନ୍କୁତାଃରେ ମିସା ମିସା ଉଦୁବ୍ୟାନ୍ଚି ପାର୍ମେଶ୍ୱାର୍ଆଃ ରାଇଜ୍ରେୟାଃ କାଜିକଏ ଉଦୁବାଦ୍କଆ ।
4 ୪ ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
୪ଆଡଃ ୟୀଶୁ ଇନ୍କୁଲଃ ଜମ୍ତାନ୍ ତାଇକେନ୍ ଇମ୍ତା, ଇନ୍କୁକେ ନେଆଁଁ ଆଚୁକାଦ୍କ ତାଇକେନାଏ, ଆପେ ଯୀରୁଶାଲେମ୍ ଆଲ୍ପେ ବାଗିୟା, ମେନ୍ଦ ଆପୁଇଁୟାଃ ବାନାର୍ସା କାଜି ଆୟୁମାକାଦ୍ତେୟାଃକେ ନେଲ୍ହରାଏପେ ।
5 ୫ କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
୫ଚିୟାଃଚି ଯୋହାନ୍ଦ ଦାଆଃତେ ବାପ୍ତିସ୍ମା ଏମାଦ୍କଆଏ, ମେନ୍ଦ ଆପେ ହୁଡିଙ୍ଗ୍ ମାହାଁ ତାୟମ୍ତେ ପାବିତାର୍ ଆତ୍ମାତେ ବାପ୍ତିସ୍ମାୱାଃପେ ।
6 ୬ ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି?”
୬ମୁସିଙ୍ଗ୍ ହୁଲାଙ୍ଗ୍ ପ୍ରେରିତ୍କ ହୁଣ୍ଡିକେଦ୍ତେ ୟୀଶୁକେ କୁଲିକିୟାକ, “ହେ ପ୍ରାଭୁ, ଚିୟାଃ ଆମ୍ ନେ ଦିପିଲିରେଗି ଇସ୍ରାଏଲ୍କତାଃରେ ଆଡଃଗି ରାଇଜ୍ ଏମେତାନାମ୍?”
7 ୭ ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ ।
୭ୟୀଶୁ ଇନ୍କୁକେ ମେତାଦ୍କଆ, “ଆପୁ ଆୟାଃ ଆପ୍ନାଃ ପେଡ଼େଃତେ ଦହାକାଦ୍ ନେଡା ଚାଏ ଦିପିଲିକେ ସାରି ନାଗେନ୍ତେ ଆପେୟାଃ ନାଙ୍ଗ୍ ନାହାଁଲାଃ ।
8 ୮ ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
୮ମେନ୍ଦ ପାବିତାର୍ ଆତ୍ମା ଆପେତାଃ ହିଜୁଃରେ, ଆପେ ପେଡ଼େଃପେ ନାମେୟା ଆଡଃ ଯୀରୁଶାଲେମ୍ରେ, ଗଟା ଯିହୁଦା, ଶମିରୋନ୍ ଆଡଃ ଅତେରାଃ ଟୁଣ୍ଡୁ ଜାକେଦ୍ ଆଇଁୟାଃ ଗାୱାପେ ହବାଅଆଃ ।”
9 ୯ ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
୯ଇନିଃ ନେଆଁଁ କାଜିକେଦ୍ଚି, ଇନ୍କୁ ଇନିଃକେ ନେଲିତାନ୍ଲଃ ଇନିଃ ସିର୍ମାତେ ଇଦିୟାନା, ଆଡଃ ମିଆଁଦ୍ ରିମିଲ୍ ଇନିଃକେ ଇନ୍କୁତାଃଏତେ ଦାନାଙ୍ଗ୍କିୟା ।
10 ୧୦ ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
୧୦ୟୀଶୁ ସିର୍ମାତେ ଇଦିୟଃତାନ୍ ତାଇକେନ୍ରେ ଇନ୍କୁ ସିର୍ମାସାଃ ସାଙ୍ଗିଲାକାଦ୍ ତାଇକେନ୍ ଇମ୍ତା, ବାର୍ହଡ଼୍ ଇମ୍ତାଗି ପୁଣ୍ଡି ଲିଜାଃ ତୁସିଙ୍ଗ୍କେଦ୍ତେ ଇନ୍କୁତାଃରେକିନ୍ ତିଙ୍ଗୁୟାନା ।
11 ୧୧ ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
୧୧ଆଡଃ କାଜିକେଦାକିନ୍, “ଏ ଗାଲିଲ୍ରେନ୍ ହଡ଼କ, ଚିନାଃମେନ୍ତେ ସିର୍ମାସାଃ ସାଙ୍ଗିଲ୍କେଦ୍ତେ ତିଙ୍ଗୁଆକାନାପେ? ନେ ୟୀଶୁଗି ଆପେତାଃଏତେ ସିର୍ମାତେ ଇଦିୟାକାନା । ମେନ୍ଦ ଆପେ ଇନିଃକେ ସିର୍ମାତେ ସେନଃତାନ୍ ନେଲ୍କିଃ ଲେକାଗି ହିଜୁଃରୁହାଡ଼ାଏ ।”
12 ୧୨ ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
୧୨ଏନ୍ତେ ପ୍ରେରିତ୍କ ଜାଇତୁନ୍ ନୁତୁମ ବୁରୁଏତେ ଯୀରୁଶାଲେମ୍ତେକ ସେନଃରୁହାଡ଼୍ୟାନା, ଏନା ନାଗାର୍ତାଃଏତେ ମିଦ୍ କିଲୋମିଟର୍ ଲେକା ସାଙ୍ଗିନ୍ରେ ତାଇକେନା ।
13 ୧୩ ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
୧୩ଇନ୍କୁ ଯୀରୁଶାଲେମ୍ ନାଗାର୍ତେ ବଲୟାନାକ ଆଡଃ ଆକ ତାଇନଃ ତାଇକେନ୍ ଚେତାନ୍ କୁଠାତେ ସେନଃୟାନାକ । ଏନ୍ ପ୍ରେରିତ୍କଆଃ ନୁତୁମ୍ ପାତ୍ରାସ୍, ଯୋହାନ୍, ଯାକୁବ୍, ଆନ୍ଦ୍ରିୟ, ଫିଲିପ୍, ଥୋମା, ବାର୍ଥୋଲମି, ମାଥିଉ, ଆଲ୍ଫିୟନାଃ ହନ୍ ଯାକୁବ୍, ଚିହୁଲ୍ନିଃ ଶିମୋନ୍ ଆଡଃ ଯାକୁବ୍ଆଃ ହନ୍ ଯିହୁଦା ତାଇକେନା ।
14 ୧୪ ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
୧୪ଇନ୍କୁ ସବେନ୍କ ମିଦ୍ତାଃରେ ହୁଣ୍ଡିକେଦ୍ତେ ବିନ୍ତିତାନ୍କ ତାଇକେନା ଆଡଃ ଇନ୍କୁଲଃ କୁଡ଼ିକ, ୟୀଶୁଆଃ ଏଙ୍ଗାତେ ମାରିୟାମ୍ ଆଡଃ ଆୟାଃ ହାଗାକ ହୁଣ୍ଡିୟଃତାନ୍କ ତାଇକେନା ।
15 ୧୫ କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
୧୫ଚିମିନ୍ ମାହାଁଁ ତାୟମ୍ତେ ଲାଗ୍ଭାଗ୍ ତୁରିୟାହିସି ବିଶ୍ୱାସୀ ହାଗାକଆଃ ସାମିଲାନ୍ ଥାଲାରେ ପାତ୍ରାସ୍ ତିଙ୍ଗୁକେଦ୍ତେ କାଜିକେଦା,
16 ୧୬ “ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
୧୬“ହେ ଦୁଲାଡ଼୍ ହାଗା ମିଶିକ, ଅକନ୍ ଇଷ୍କାରିୟତ୍ ଯିହୁଦା ୟୀଶୁକେ ସାବ୍ରିକାଇ ନାଗେନ୍ତେ ବାଇରିକକେ ଆୟାର୍ଆଉକାକ ତାଇକେନା, ଇନିୟାଃ ବିଷାଏରେ ଦାଉଦ୍ ପାବିତାର୍ ଆତ୍ମାତେ ପେରେଃକେଦ୍ତେ କାଜିକାଦ୍ତେୟାଃ, ଧାରାମ୍ପୁଥିରେୟାଃ କାଜି ପୁରାଅଃ ଲାଗାତିଙ୍ଗ୍ ତାଇକେନା ।
17 ୧୭ ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।”
୧୭ଚିଆଃଚି ଇଷ୍କାରିୟତ୍ ଯିହୁଦା ଆବୁଆଃ ଝୁଣ୍ଡ୍ରେନ୍ ମିହୁଡ଼୍ ତାଇକେନାଏ ଆଡଃ ଆବୁଆଃ ସେୱାକାମି ନାଗେନ୍ତେ ଇନିଃ ସାଲାକାନ୍ ତାଇକେନାଏ ।”
18 ୧୮ ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
୧୮ଇଷ୍କାରିୟତ୍ ଯିହୁଦାରାଃ ଏତ୍କାନ୍ କାମିରାଃ ନାଲାତେ ମିଆଁଦ୍ ପିଡ଼ି କିରିଙ୍ଗ୍ୟାଁକାନ୍ ତାଇକେନା ଆଡଃ ଇନିଃ ଏନ୍ ପିଡ଼ିରେ ତାବେର୍ତେ ଉୟୁଃୟାନା ଆଡଃ ଆୟାଃ ଲାହିଦ୍ ଫାଡ଼ାଃୟାନ୍ତେ ଏନ୍ ଭିତାର୍ରେୟାଃ ସବେନ୍ ପଟାକ ଅଡଙ୍ଗ୍ୟାନା ।
19 ୧୯ ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
୧୯ଆଡଃ ଯୀରୁଶାଲେମ୍ରେ ତାଇନ୍ତାନ୍ ସବେନ୍ ହଡ଼କ ନେଆଁଁ ସାରିକେଦ୍ତେ, ଆକଆଃ ଜାଗାର୍ତେ ଏନ୍ ପିଡ଼ିରାଃ ନୁତୁମ୍ ହକଲ୍ଦମା ମେନ୍ତେକ ନୁତୁମ୍କେଦା, ଏନାରାଃ ମୁଣ୍ଡିଦ “ମାୟୋମ୍ରାଃ ପିଡ଼ି” ତାନାଃ ।
20 ୨୦ ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
୨୦ଚିୟାଃଚି ଦୁରାଙ୍ଗ୍ପୁଥିରେ ଅଲାକାନା, ଇନିୟାଃ ଅଡ଼ାଃ ସିଃସଏଃଗି ହବାଅଃକା; ଏନାରେ ଜେତାଏ ଆଲକାକ ତାଇନଃକା । ନେଆଁଁହଗି ଅଲାକାନା, ଇନିୟାଃ କାମି ଏଟାଃନିଃ ନାମେକାଏ ।
21 ୨୧ “ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
୨୧“ଏନାମେନ୍ତେ ପ୍ରାଭୁ ୟୀଶୁଆଃ ଜୀଉବିନିରିଦ୍ରାଃ ଗାୱା ହବାଅଃ ନାଗେନ୍ତେ ଆଡଃମିହୁଡ଼୍ ଆବୁଲଃ ମେସାଅଃ ଲାଗାତିଙ୍ଗ୍ୟାଁଃ ।
22 ୨୨ ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”
୨୨ୟୀଶୁ ଯୋହାନ୍ତାଃଏତେ ବାପ୍ତିସ୍ମା ହବାୟାନ୍ ହୁଲାଙ୍ଗ୍ତାଃଏତେ ୟୀଶୁ ସିର୍ମାତେ ଇଦିୟଃ ହୁଲାଙ୍ଗ୍ ଜାକେଦ୍ ସବେନ୍ ଦିପିଲିରେ ପ୍ରାଭୁ ୟୀଶୁ ଆବୁଲଃ ହିଜୁଃ ସେନଃ ତାଇକେନ୍ ଇମ୍ତା, ଅକନ୍ ହଡ଼କ ଆବୁଆଃ ଝୁଣ୍ଡ୍ରେ ତାଇକେନାକ, ଇନ୍କୁଏତେ ମିହୁଡ଼୍କେ ଆବୁଲଃ ଇନିୟାଃ ଜୀଉବିନିରିଦ୍ରେୟାଃ ଗାୱା ଏମ୍ ଲାଗାତିଙ୍ଗ୍ୟାଁଃ ।”
23 ୨୩ ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
୨୩ଏନାତେ ଇନ୍କୁ ମାଥିଆସ୍ ଆଡଃ ଯୋଷେଫ୍, ଅକଏକେଚି ବାର୍ଶବାସ୍ ମେନ୍ତେ କାଜିୟାଃକ ଆଡଃ ଜୁସ୍ତସ୍ ମେନ୍ତେହଁ କାଜିୟାଃକ, ନେ ବାର୍ହଡ଼୍କିନ୍କେ ସାଲାକେଦ୍କିନାକ ।
24 ୨୪ ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି?
୨୪ଏନ୍ତେ ଇନ୍କୁ ବିନ୍ତିତାନ୍ଲଃ କାଜିକେଦାକ, “ହେ ପ୍ରାଭୁ, ଆମ୍ ସବେନ୍କଆଃ ମନ୍ସୁରୁଦ୍ରେୟାଃ ଉଡ଼ୁଃ ସାରିୟାଃମେ । ନେ ବାର୍ହଡ଼୍କିନ୍ଏତେ ଆମାଃ ହରାତେ ସାଲାକାନ୍ନିଃ ଅକ୍ନିଃ ତାନିଃ ଏନା ଆଲେକେ ଉଦୁବାଲେମେ ।
25 ୨୫ ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
୨୫ଏନ୍ ହଡ଼ ଇଷ୍କାରିୟତ୍ ଯିହୁଦାରାଃ ଠାୟାଦ୍ରେ ପ୍ରେରିତ୍ କାମି କାମିୟା ।”
26 ୨୬ ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
୨୬ଏନ୍ତେ ଇନ୍କୁ ଚିଟ୍ପଟ୍ ସାଲାକେଦାକ ଆଡଃ ମାଥିଆସ୍ଆଃ ନୁତୁମ୍ରେ ଅଡଙ୍ଗ୍ୟାନା । ଏନ୍ତେ ଇନିଃ ଗେଲ୍ମିଆଁଦ୍ ପ୍ରେରିତ୍କଲଃ ମେସାୟାନାଏ ।