< ପେରିତ୍ 1 >
1 ୧ ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
ⲁ̅ⲡϣⲟⲣⲡ ⲙⲉⲛ ⲛⲗⲟⲅⲟⲥ ⲁⲓⲧⲁⲙⲓⲟϥ ⲱ ⲑⲉⲟⲫⲓⲗⲉ ⲉⲧⲃⲉ ϩⲱⲃ ⲛⲓⲙ ⲛⲧⲁⲓⲥ ⲁⲣⲭⲉⲓ ⲛⲁⲁⲩ ⲁⲩⲱ ⲛϯ ⲥⲃⲱ ⲛϩⲏⲧⲟⲩ
2 ୨ ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା ।
ⲃ̅ϣⲁϩⲣⲁⲓ ⲉⲡⲉϩⲟⲟⲩ ⲛⲧⲁⲩⲁⲛⲁⲗⲁⲙⲃⲁⲛⲉ ⲙⲙⲟϥ ⲉⲁϥϩⲱⲛ ⲉⲧⲟⲟⲧⲟⲩ ⲛⲛⲁⲡⲟⲥⲧⲟⲗⲟⲥ ϩⲓⲧⲙ ⲡⲉⲡⲛⲁ ⲉⲧⲟⲩⲁⲁⲃ ⲉⲧⲁϣⲉⲟⲉⲓϣ ⲙⲡⲉⲩⲁⲅⲅⲉⲗⲓⲟⲛ ⲛⲁⲓ ⲛⲧⲁϥⲥⲟⲧⲡⲟⲩ
3 ୩ ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା ।
ⲅ̅ⲛⲁⲓ ⲟⲛ ⲛⲧⲁϥⲧⲁϩⲟϥ ⲉⲣⲁⲧϥ ⲛⲁⲩ ⲉϥⲟⲛϩ ⲙⲛⲛⲥⲁ ⲧⲣⲉϥⲙⲟⲩ ϩⲛ ϩⲁϩ ⲙⲙⲁⲉⲓⲛⲛϩⲙⲉ ⲛϩⲟⲟⲩ ⲉϥⲟⲩⲱⲛϩ ⲛⲁⲩ ⲉⲃⲟⲗ ⲁⲩⲱ ⲉϥϣⲁϫⲉ ⲉⲧⲃⲉ ⲧⲙⲛⲧⲉⲣⲟ ⲙⲡⲛⲟⲩⲧⲉ
4 ୪ ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
ⲇ̅ⲁⲩⲱ ⲉϥⲟⲩⲱⲙ ⲛⲙⲙⲁⲩ ⲛⲉϥⲡⲁⲣⲁⲅⲅⲓⲗⲉ ⲛⲁⲩ ⲉⲧⲙⲉⲓ ⲉⲃⲟⲗ ϩⲛ ⲑⲓⲗⲏⲙ ⲁⲗⲗⲁ ⲉϭⲱ ⲉⲡⲉⲣⲏⲧ ⲙⲡⲉⲓⲱⲧ ⲡⲁⲓ ⲛⲧⲁⲧⲉⲧⲛⲥⲟⲧⲙⲉϥ ⲛⲧⲟⲟⲧ
5 ୫ କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
ⲉ̅ⲡⲉϫⲁϥ ϫⲉ ⲓⲱϩⲁⲛⲛⲏⲥ ⲙⲉⲛ ⲁϥⲃⲁⲡⲧⲓⲍⲉ ϩⲛ ⲟⲩⲙⲟⲟⲩ ⲛⲧⲱⲧⲛ ⲇⲉ ⲥⲉⲛⲁⲃⲁⲡⲧⲓⲍⲉ ⲙⲙⲱⲧⲛ ϩⲛ ⲟⲩⲡⲛⲁ ⲉϥⲟⲩⲁⲁⲃ ⲙⲛⲛⲥⲁ ϩⲁϩ ⲁⲛ ⲛϩⲟⲟⲩ ⲁⲗⲗⲁ ϣⲁ ⲧⲡⲉⲛⲧⲏⲕⲟⲥⲧⲏ
6 ୬ ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି?”
ⲋ̅ⲛⲧⲟⲟⲩ ϭⲉ ⲁⲩⲥⲱⲟⲩϩ ⲁⲩϫⲛⲟⲩϥ ⲉⲩϫⲱ ⲙⲙⲟⲥ ϫⲉ ⲡϫⲟⲉⲓⲥ ⲉⲛ ϩⲣⲁⲓ ϩⲙ ⲡⲉⲓⲟⲩⲟⲉⲓϣ ⲕⲛⲁϯ ⲛⲧⲙⲛⲧⲉⲣⲟ ⲙⲡⲓⲏⲗ
7 ୭ ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ ।
ⲍ̅ⲡⲉϫⲁϥ ⲛⲁⲩ ϫⲉ ⲙⲡⲱⲧⲛ ⲁⲛ ⲡⲉ ⲥⲟⲩⲛ ⲛⲉⲩⲟⲓϣ ⲙⲛ ⲛⲉⲭⲣⲟⲛⲟⲥ ⲛⲁⲓ ⲛⲧⲁⲡⲉⲓⲱⲧ ⲕⲁⲁⲩ ϩⲛ ⲧⲉϥⲉⲝⲟⲩⲥⲓⲁ ⲙⲁⲩⲁⲁϥ
8 ୮ ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
ⲏ̅ⲁⲗⲗⲁ ⲧⲉⲧⲛⲁϫⲓ ⲛⲟⲩϭⲟⲙ ⲉⲣϣⲁⲛⲡⲉⲡⲛⲁ ⲉⲧⲟⲩⲁⲁⲃ ⲉⲓ ⲉϩⲣⲁⲓ ⲉϫⲱⲧⲛ ⲛⲧⲉⲧⲛϣⲱⲡⲉ ⲛⲁⲓ ⲙⲙⲛⲧⲣⲉ ϩⲛ ⲑⲓⲗⲏⲙ ⲙⲛ ϯⲟⲩⲇⲁⲓⲁ ⲧⲏⲣⲥ ⲙⲛ ⲧⲥⲁⲙⲁⲣⲓⲁ ⲁⲩⲱ ϣⲁ ⲁⲣⲏϫϥ ⲙⲡⲕⲁϩ
9 ୯ ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
ⲑ̅ⲛⲁⲓ ⲇⲉ ⲛⲧⲉⲣⲉϥϫⲟⲟⲩ ⲁⲩⲕⲗⲟⲟⲗⲉ ϫⲓⲧϥ ⲁⲩⲱ ⲁⲩϥⲓ ⲙⲙⲟϥ ⲉϩⲣⲁⲓ ⲉⲃⲟⲗ ϩⲓⲧⲟⲟⲧⲟⲩ
10 ୧୦ ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
ⲓ̅ⲉⲩⲉⲓⲟⲣⲙ ⲇⲉ ⲛⲥⲱϥ ⲉϥⲃⲏⲕ ⲉϩⲣⲁⲓ ⲉⲧⲡⲉ ⲉⲓⲥ ⲣⲱⲙⲉ ⲥⲛⲁⲩ ⲛⲉⲩⲁϩⲉⲣⲁⲧⲟⲩ ϩⲓϫⲱⲟⲩ ϩⲛ ϩⲉⲛϩⲃⲥⲱ ⲉⲩⲟⲩⲟⲃϣ
11 ୧୧ ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
ⲓ̅ⲁ̅ⲁⲩⲱ ⲡⲉϫⲁⲩ ⲛⲁⲩ ϫⲉ ⲛⲣⲱⲙⲉ ⲛⲅⲁⲗⲓⲗⲁⲓⲟⲥ ⲁϩⲣⲱⲧⲛ ⲧⲉⲧⲛⲁϩⲉⲣⲁⲧ ⲧⲏⲩⲧⲛ ⲉⲧⲉⲧⲛϭⲱϣⲧ ⲉϩⲣⲁⲓ ⲉⲧⲡⲉ ⲡⲁⲓ ⲡⲉ ⲓⲥ ⲛⲧⲁⲩϥⲓⲧϥ ⲛⲧⲉ ⲧⲏⲩⲧⲛ ⲉϩⲣⲁⲓ ⲉⲧⲡⲉ ⲧⲁⲓ ⲧⲉ ⲑⲉ ⲉⲧϥⲛⲏⲩ ⲙⲙⲟⲥ ⲛⲑⲉ ⲛⲧⲁⲧⲉⲧⲛⲛⲁⲩ ⲉⲣⲟϥ ⲉϥⲛⲁⲃⲱⲕ ⲉϩⲣⲁⲓ ⲉⲧⲡⲉ
12 ୧୨ ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
ⲓ̅ⲃ̅ⲧⲟⲧⲉ ⲁⲩⲕⲟⲧⲟⲩ ⲉⲑⲓⲗⲏⲙ ⲉⲃⲟⲗ ϩⲙ ⲡⲧⲟⲟⲩ ⲉϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲡⲧⲟⲟⲩ ⲛⲛϫⲟⲉⲓⲧ ⲉϥⲟⲩⲏⲩ ⲉⲃⲟⲗ ϩⲛ ⲑⲓⲗⲏⲙ ⲛⲟⲩϩⲓⲏ ⲛⲥⲁϣϥ ⲛϩⲟⲟⲩⲧⲛ
13 ୧୩ ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
ⲓ̅ⲅ̅ⲁⲩⲱ ⲛⲧⲉⲣⲟⲩⲉⲓ ⲉϩⲟⲩⲛ ⲁⲩⲃⲱⲕ ⲉϩⲣⲁⲓ ⲉⲡⲙⲁ ⲛⲧⲡⲉ ⲉⲛⲉⲩⲟⲩⲏϩ ⲛϩⲏⲧϥⲛϭⲓ ⲡⲉⲧⲣⲟⲥ ⲙⲛ ⲓⲱϩⲁⲛⲛⲏⲥ ⲙⲛ ⲓⲁⲕⲱⲃⲟⲥ ⲁⲩⲱ ⲁⲛⲇⲣⲉⲁⲥ ⲫⲓⲗⲓⲡⲡⲟⲥ ⲙⲛ ⲑⲱⲙⲁⲥ ⲃⲁⲣⲑⲟⲗⲟⲙⲁⲓⲟⲥ ⲙⲛ ⲙⲁⲑⲑⲁⲓⲟⲥ ⲓⲁⲕⲕⲱⲃⲟⲥ ⲡϣⲏⲣⲉ ⲛⲁⲗⲫⲁⲓⲟⲥ ⲁⲩⲱ ⲥⲓⲙⲱⲛ ⲡⲍⲏⲗⲱⲧⲏⲥ ⲙⲛ ⲓⲟⲩⲇⲁⲥ ⲡϣⲏⲣⲉ ⲛⲓⲁⲕⲕⲱⲃⲟⲥ
14 ୧୪ ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
ⲓ̅ⲇ̅ⲛⲁⲓ ⲧⲏⲣⲟⲩ ⲛⲉⲩⲡⲣⲟⲥⲕⲁⲣⲧⲉⲣⲓ ⲉⲡⲉϣⲗⲏⲗ ⲙⲛ ϩⲉⲛⲥϩⲓⲙⲉ ⲙⲛ ⲙⲁⲣⲓⲁ ⲧⲙⲁⲁⲩ ⲛⲓⲥ ⲁⲩⲱ ⲛⲉϥⲥⲛⲏⲩ
15 ୧୫ କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
ⲓ̅ⲉ̅ϩⲣⲁⲓ ⲇⲉ ϩⲛ ⲛⲉⲓϩⲟⲟⲩ ⲁϥⲧⲱⲟⲩⲛ ⲛϭⲓ ⲡⲉⲧⲣⲟⲥ ⲛⲧⲙⲏⲧⲉ ⲛⲛⲉⲥⲛⲏⲩ ⲉⲩⲛ ⲟⲩⲙⲏⲏϣⲉ ⲙⲙⲁⲩ ⲉⲩⲛⲁⲣⲁϣⲉ ϫⲟⲩⲱⲧ ⲛⲣⲁⲛ ⲁⲩⲱ ⲡⲉϫⲁϥ ϫⲉ
16 ୧୬ “ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
ⲓ̅ⲋ̅ⲛⲣⲱⲙⲉ ⲛⲉⲥⲛⲏⲩ ⲛⲉϩⲁⲡⲥ ⲉⲧⲣⲉⲧⲉⲓⲅⲣⲁⲫⲏ ϫⲱⲕ ⲉⲃⲟⲗ ⲧⲁⲓ ⲛⲧⲁϥϫⲟⲟⲥ ϫⲓⲛ ⲛϣⲟⲣⲡ ⲛϭⲓ ⲡⲉⲡⲛⲁ ⲉⲧⲟⲩⲁⲁⲃ ⲉⲃⲟⲗ ϩⲓⲧⲛ ⲧⲧⲁⲡⲣⲟ ⲛⲇⲁⲩⲓⲇ ⲉⲧⲃⲉ ⲓⲟⲩⲇⲁⲥ ⲡⲉⲛⲧⲁϥϣⲱⲡⲉ ⲛⲣⲉϥϫⲓ ⲙⲟⲉⲓⲧ ⲛⲛⲉⲛⲧⲁⲩϭⲱⲡⲉ ⲛⲓⲥ
17 ୧୭ ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।”
ⲓ̅ⲍ̅ϫⲉ ⲛⲉⲁⲩⲟⲡϥ ⲡⲉ ϩⲣⲁⲓ ⲛϩⲏⲧⲛ ⲁⲩⲱ ⲁϥϫⲓ ⲙⲡⲉⲕⲗⲏⲣⲟⲥ ⲛⲧⲉⲓⲇⲓⲁⲕⲟⲛⲓⲁ
18 ୧୮ ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
ⲓ̅ⲏ̅ⲡⲁⲓ ϭⲉ ⲁϥϣⲱⲡ ⲛⲁϥ ⲛⲟⲩϭⲱⲙ ⲉⲃⲟⲗ ϩⲙ ⲡⲃⲉⲕⲉ ⲙⲡⲉϥϫⲓ ⲛϭⲟⲛⲥ ⲁⲩⲱ ⲁϥϩⲉ ⲉϫⲙ ⲡⲉϥϩⲟ ⲁϥⲡⲱϣ ⲉⲧⲉϥⲙⲏⲧⲉ ⲁⲛⲉⲧⲡⲉϥϩⲟⲩⲛ ⲧⲏⲣⲟⲩ ⲡⲱⲛ ⲉⲃⲟⲗ
19 ୧୯ ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
ⲓ̅ⲑ̅ⲁⲩⲱ ⲁⲡⲉⲓϩⲱⲃ ϭⲱⲗⲡ ⲉⲃⲟⲗ ⲛⲟⲩⲟⲛ ⲛⲓⲙ ⲉⲧⲟⲩⲏϩ ϩⲛ ⲑⲓⲗⲏⲙ ϩⲱⲥⲧⲉ ⲛⲥⲉⲙⲟⲩⲧⲉ ⲉⲡϭⲱⲙ ⲉⲧⲙⲙⲁⲩ ϩⲛ ⲧⲉⲩⲁⲥⲡⲉ ϫⲉ ⲁⲕⲉⲗⲇⲁⲙⲁⲭ ⲉⲧⲉ ⲡⲁⲓ ⲡⲉ ⲡϭⲱⲙ ⲙⲡⲉⲥⲛⲟϥ
20 ୨୦ ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ, “ତାର୍ ଗର୍ ଚୁଚା ଅଇଜାଅ, ତେଇ ବାସା ଅଇବାକେ କେ ମିସା ନ ରଅତ୍ ।” ଆରି ମିସା ଲେକା ଅଇଲା ଆଚେ, “ତାର୍ ଜାଗାଇ ସେବା କର୍ବାକେ ଆରି ଗଟେକ୍ ଲକ୍ ମିସ ।”
ⲕ̅ϥⲥⲏϩ ⲅⲁⲣ ϩⲙ ⲡϫⲱⲱⲙⲉ ⲛⲛⲉⲯⲁⲗⲙⲟⲥ ϫⲉ ⲙⲁⲣⲉⲧⲉϥⲣⲥⲱ ϣⲱⲡⲉ ⲛϫⲁⲓⲉ ⲁⲩⲱ ⲙⲡⲣⲧⲣⲉϥϣⲱⲡⲉ ⲛϭⲓ ⲡⲉⲧⲟⲩⲏϩ ϩⲛ ⲛⲉϥⲙⲁ ⲛϣⲱⲡⲉ ⲁⲩⲱ ⲧⲉϥⲙⲛⲧⲉⲡⲓⲥⲕⲟⲡⲟⲥ ⲙⲁⲣⲉⲕⲉⲟⲩⲁ ϫⲓⲧⲥ
21 ୨୧ “ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
ⲕ̅ⲁ̅ϣϣⲉ ϭⲉ ⲉⲃⲟⲗ ϩⲛ ⲛⲣⲱⲙⲉ ⲉⲧⲙⲟⲟϣⲉ ⲛⲙⲙⲁⲛ ϩⲙ ⲡⲉⲓⲟⲩⲟⲉⲓϣ ⲧⲏⲣϥ ⲛⲧⲁϥⲉⲓ ⲉϩⲟⲩⲛ ⲁⲩⲱ ⲁϥⲃⲱⲕ ⲉⲃⲟⲗ ϩⲓⲧⲟⲟⲧⲛ ⲛϭⲓ ⲡϫⲟⲉⲓⲥ ⲓⲥ
22 ୨୨ ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”
ⲕ̅ⲃ̅ⲉⲁϥⲁⲣⲭⲉⲓ ϫⲓⲛ ⲡⲃⲁⲡⲧⲓⲥⲙⲁ ⲛⲓⲱϩⲁⲛⲛⲏⲥ ϣⲁϩⲣⲁⲓ ⲉⲡⲉϩⲟⲟⲩ ⲛⲧⲁⲩϥⲓⲧϥ ⲉϩⲣⲁⲓ ⲛⲧⲟⲟⲧⲛ ⲉⲧⲣⲉⲟⲩⲁ ⲛⲛⲁⲓ ϣⲱⲡⲉ ⲛⲙⲙⲁⲛ ⲙⲙⲛⲧⲣⲉ ⲛⲧⲉϥⲁⲛⲁⲥⲧⲁⲥⲓⲥ
23 ୨୩ ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
ⲕ̅ⲅ̅ⲁⲩⲱ ⲁⲩⲧⲁϩⲉ ⲥⲛⲁⲩ ⲉⲣⲁⲧⲟⲩ ⲓⲱⲥⲏⲥ ⲡⲉⲧⲉϣⲁⲩⲙⲟⲩⲧⲉ ⲉⲣⲟϥ ϫⲉ ⲃⲁⲣⲥⲁⲃⲁⲥ ⲡⲁⲓ ⲛⲧⲁⲩϯⲣⲓⲛϥ ⲉⲓⲟⲩⲥⲧⲟⲥ ⲁⲩⲱ ⲙⲁⲑⲓⲁⲥ
24 ୨୪ ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି?
ⲕ̅ⲇ̅ⲁⲩϣⲗⲏⲗ ⲉⲩϫⲱ ⲙⲙⲟⲥ ϫⲉ ⲡϫⲟⲉⲓⲥ ⲛⲧⲟⲕ ⲉⲧⲥⲟⲟⲩⲛ ⲙⲫⲏⲧ ⲛⲟⲩⲟⲛ ⲛⲓⲙ ⲟⲩⲱⲛϩ ⲉⲃⲟⲗ ⲛⲟⲩⲁ ⲙⲡⲉⲓⲥⲛⲁⲩ ⲡⲉⲛⲧⲁⲕⲥⲟⲧⲡϥ
25 ୨୫ ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
ⲕ̅ⲉ̅ⲉϫⲓ ⲙⲡⲙⲁ ⲛⲧⲉⲓⲇⲓⲁⲕⲟⲛⲓⲁ ⲁⲩⲱ ⲧⲙⲛⲧⲁⲡⲟⲥⲧⲟⲗⲟⲥ ⲛⲧⲁϥⲡⲁⲣⲁⲃⲁ ⲛϩⲏⲧⲥ ⲛϭⲓ ⲓⲟⲩⲇⲁⲥ ⲉⲧⲣⲉϥⲃⲱⲕ ⲉϩⲣⲁⲓ ⲉⲡⲉϥⲙⲁ ⲙⲙⲓⲛ ⲙⲙⲟϥ
26 ୨୬ ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
ⲕ̅ⲋ̅ⲁⲩⲱ ⲁⲩϯ ⲛⲁⲩ ⲛϩⲉⲛⲕⲗⲏⲣⲟⲥ ⲁⲡⲉⲕⲗⲏⲣⲟⲥ ⲉⲓ ⲉϩⲣⲁⲓ ⲉϫⲙ ⲙⲁⲑⲓⲁⲥ ⲁⲩⲟⲡϥ ⲙⲛ ⲡⲙⲛⲧⲟⲩⲉ ⲛⲁⲡⲟⲥⲧⲟⲗⲟⲥ