< ୩ ୟ ଜଅନ୍ 1 >
1 ୧ ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍, ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି ।
ο πρεσβυτερος γαιω τω αγαπητω ον εγω αγαπω εν αληθεια
2 ୨ ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ ।
αγαπητε περι παντων ευχομαι σε ευοδουσθαι και υγιαινειν καθως ευοδουται σου η ψυχη
3 ୩ ପର୍ମେସରର୍ ସତ୍ ବାଟ୍ ଇସାବେ ତମେ ଚଲାଚଲ୍ତି କଲାସ୍ନି ବଲି କେତେଟା ସଙ୍ଗର୍ ବିସ୍ବାସି ବାଇମନ୍ ଇତି ଆସିକରି ଆମ୍କେ କଇଲାଇ । ଆରି ତମେ ସେନ୍ତାରିସେ ଚଲାଚଲ୍ତି କଲାସ୍ନି ବଲି ମୁଇ ଜାନି ।
εχαρην γαρ λιαν ερχομενων αδελφων και μαρτυρουντων σου τη αληθεια καθως συ εν αληθεια περιπατεις
4 ୪ ମର୍ ପିଲାମନ୍ ସତ୍ ଇସାବେ ଚଲାଚଲ୍ତି କଲାଇନି ବଲି ସୁନ୍ଲାତେଇଅନି ଆରି କାଇ ବିସଇ ମକେ ସାର୍ଦା ନ କରାଏ ।
μειζοτεραν τουτων ουκ εχω χαραν ινα ακουω τα εμα τεκνα εν αληθεια περιπατουντα
5 ୫ ମର୍ ଆଲାଦର୍ ମଇତର୍, ତମର୍ ସଙ୍ଗ୍ ରଇବା ବିନ୍ ଦେସର୍ ବିସ୍ବାସି ବାଇମନର୍ପାଇ ତମେ କର୍ବା କାମ୍ କେବେ କେବେ ନାଜାନିରଇଲେ ମିସା ସତ୍ସଙ୍ଗ୍ କଲାସ୍ନି ।
αγαπητε πιστον ποιεις ο εαν εργαση εις τους αδελφους και εις τους ξενους
6 ୬ ତାକର୍ ବିତ୍ରେଅନି କେତେକ୍ ଲକ୍ ଇତିର୍ ମଣ୍ଡଲିର୍ ଲକ୍ମନ୍କେ ତମର୍ ଆଲାଦର୍ ବିସଇ କାତା ଅଇଲାଇଆଚତ୍ । ସେନ୍ତାରି ଲକ୍ମନ୍କେ, ଜେଡେବେଲେ ତମ୍କେ ଚାଡି ଅଲ୍ଗା ଜାଗାମନ୍କେ ଜିବାବେଲେ, ଆଗ୍କେ ପଚ୍କେ କାଇଟା ନ ବାବିକରି ସାଇଜ କରିଲାଗିରୁଆ ।
οι εμαρτυρησαν σου τη αγαπη ενωπιον εκκλησιας ους καλως ποιησεις προπεμψας αξιως του θεου
7 ୭ ଏ ଲକ୍ମନ୍ ଜିସୁକିରିସ୍ଟର୍ ସେବା କାମର୍ଲାଗି ଗୁଲାଇବାଟେ ବୁଲ୍ଲାଇନି । ଆରି କିରିସ୍ଟକେ ବିସ୍ବାସ୍ ନ କର୍ବା ଲକ୍ମନର୍ତେଇଅନି ସେମନ୍ କାଇ ସାଇଜ ନ ମାଙ୍ଗତ୍ ।
υπερ γαρ του ονοματος αυτου εξηλθον μηδεν λαμβανοντες απο των εθνων
8 ୮ ତେବର୍ପାଇ ଆମେ ତାକର୍ ସଙ୍ଗର୍ ବିସ୍ବାସିମନ୍, ସେମନ୍କେ ଜାଇଟା ଲଡାଆଚେ ସେଟା ଦେଇତେରଉଁ । ଏନ୍ତାରି ଲକ୍ମନ୍କେ ସତ୍ ଜାନାଇବା କାମ୍ଟାନେ ଆମେ ମିସିକରି କରୁ ।
ημεις ουν οφειλομεν απολαμβανειν τους τοιουτους ινα συνεργοι γινωμεθα τη αληθεια
9 ୯ ତମର୍ ନଅରେ ରଇବା ମଣ୍ଡଲିର୍ ଲକ୍ମନ୍କେ ମୁଇ ଆଗ୍ତୁ ଗଟେକ୍ ଚିଟି ଲେକିରଇଲି । ମାତର୍ ଡାୟଟେପିସ୍ ମର୍ କାତା ଦାରେନାଇ । କାଇକେବଇଲେ ସେ ନିଜେ ମଣ୍ଡଲିର୍ ନେତା ଅଇବି ବଲି ମନ୍କଲାନି ।
εγραψα τη εκκλησια αλλ ο φιλοπρωτευων αυτων διοτρεφης ουκ επιδεχεται ημας
10 ୧୦ ତେବର୍ପାଇ ମୁଇ ଜେଡେବେଲେ ତମର୍ ନଅରେ ଆଇବାବେଲେ ଡାୟଟେପିସ୍ ଜାଇଟା କଲାନି, ସେଟାସବୁ ମଣ୍ଡଲିର୍ ଲକ୍ମନ୍କେ, କଇଦେବି ବଲି ମନ୍ କଲି । ସେ ମର୍ ବିରୁଦେ, ନ କର୍ଲାଟାମନ୍ କଇବୁଲ୍ଲାନି । ଆରି ତାର୍ତେଇଅନି ଅଦିକ୍ କାରାପ୍ଟା ମିସା ସେ କଲାନି । ଆମର୍ ସଙ୍ଗର୍ ବିସ୍ବାସିମନ୍, ଜେକି ସୁବ୍କବର୍ ଜାନାଇଲାଇନି, ସେ ସେମନ୍କେ ଡାକିନେବାକେ ନିଚ୍ଲାନି । ଜନ୍ ଲକ୍ମନ୍ ସେମନ୍କେ ଡାକିନେବାକେ ମନ୍ କଲାଇନି, ସେମନ୍କେ ତେବାଇଲାନି । ସେନ୍ତାରି ଲକ୍ମନ୍କେ ମଣ୍ଡଲିର୍ ସବାତେଇ ଆଇବାକେ ମନାକଲାନି ।
δια τουτο εαν ελθω υπομνησω αυτου τα εργα α ποιει λογοις πονηροις φλυαρων ημας και μη αρκουμενος επι τουτοις ουτε αυτος επιδεχεται τους αδελφους και τους βουλομενους κωλυει και εκ της εκκλησιας εκβαλλει
11 ୧୧ ଆଲାଦର୍ ମଇତର୍, କାରାପ୍ କାମ୍ କରି ଚଲାଚଲ୍ତି କର୍ବା ଲକ୍ମନର୍ ପାରା ଉଆନାଇ । ତାର୍ ବାଦୁଲେ ନିକ କାମ୍ କର୍ବା ଲକ୍ମନର୍ପାରା ଉଆ । ଜଦି କେ କାରାପ୍ କାମ୍ କଲେ, ତାର୍ କାମେଅନି ସେ ପର୍ମେସର୍କେ ନାଜାନେ ବଲି ଡିସ୍ଲାନି ।
αγαπητε μη μιμου το κακον αλλα το αγαθον ο αγαθοποιων εκ του θεου εστιν ο δε κακοποιων ουχ εωρακεν τον θεον
12 ୧୨ ଡିମିତିର୍ ଗଟେକ୍ ନିକ ଲକ୍ ବଲି ମଣ୍ଡଲିର୍ ସବୁଲକ୍ କଇଲାଇନି । ସେ ସତ୍ ବିସଇ ଇସାବେ ଚଲାଚଲ୍ତି କଲାନି । ତେବର୍ପାଇ ସେ ଗଟେକ୍ ନିକ ଲକ୍ ବଲି ଆମେ ଜାନିଆଚୁ । ସେ ଗଟେକ୍ ନିକ ଲକ୍ ବଲି ମୁଇ ମିସା ସାକିଦେଲିନି । ଆରି ତମେ ଜାନାସ୍ ଆମେ ଗଟେକ୍ ଲକର୍ କାଇଆଲେ ବିସଇ କଇଲେ, ସେଟା ସତ୍ ।
δημητριω μεμαρτυρηται υπο παντων και υπ αυτης της αληθειας και ημεις δε μαρτυρουμεν και οιδατε οτι η μαρτυρια ημων αληθης εστιν
13 ୧୩ ତମ୍କେ ମୁଇ ବେସି ବିସଇ କଇବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ ।
πολλα ειχον γραφειν αλλ ου θελω δια μελανος και καλαμου σοι γραψαι
14 ୧୪ ମୁଇ ଦାପ୍ରେ ତମର୍ଟାନେ ଆସିକରି ତମର୍ ମୁଆଟେ ସବୁ କାତା କଇବି । ପର୍ମେସର୍ ତମ୍କେ ସାନ୍ତି ଦେଅ । ମଣ୍ଡଲିତେଇ ରଇବା ତମର୍ ସବୁ ମଇତର୍ମନ୍ ଜୁଆର୍ ଜାନାଇଲାଇନି । ତମର୍ ନଅରର୍ ମଣ୍ଡଲିତେଇ ରଇବା ମର୍ ସବୁ ମଇତର୍ମନ୍କେ ଗଟେକ୍ ଗଟେକ୍ ଲକ୍କେ, ଜୁଆର୍ ଜାନାଆ ।
ελπιζω δε ευθεως ιδειν σε και στομα προς στομα λαλησομεν ειρηνη σοι ασπαζονται σε οι φιλοι ασπαζου τους φιλους κατ ονομα