< ୨ୟ ତିମତି 3 >
1 ୧ ମାତର୍ ଜାନିର । ଜଗତର୍ ସାରାସାରି ଦିନ୍ମନ୍କେ ବେସି ଦୁକ୍ କସ୍ଟ ବେଲା ଆଇସି ।
2 ୨ କାଇକେବଇଲେ ଲକ୍ମନ୍ ନିଜେ ଆଲାଦ୍ ଅଇକରି ବିନ୍ ଲକ୍କେ ଆଲାଦ୍ ନ କରତ୍ । ସେମନ୍ ଡାବୁକାସୁ ଆସାକର୍ବା ଲକ୍, ନିଜର୍ ବିସଇଟାନେ ବଡ୍ପନ୍ ଅଇବା ଲକ୍, ବିନ୍ ଲକ୍କେ ନିନ୍ଦା କର୍ବା ଲକ୍, ତାକର୍ ଆୟା ବାବାର୍ କାତା ନ ମାନ୍ବା ଲକ୍, ଦନିଅବାଦ୍ ଦେବାଟା ପାସର୍ବା ଲକ୍, ପର୍ମେସରର୍ ବିସଇକେ ସନ୍ମାନ୍ ନ ଦେବା ଲକ୍,
3 ୩ ବିନ୍ ଲକ୍ମନ୍କେ କେମା ନ ଦେବା ଲକ୍, ବିନ୍ ଲକର୍ ବିସଇ ମିଚ୍ କଇବା ଲକ୍, ନିଜେ ଜାଗ୍ରତ୍ ନ ରଇବା ଲକ୍, କିରଜାଟି ଅଇବା ଲକ୍, ନିକ ବିସଇ ଗିନ୍ କର୍ବା ଲକ୍,
4 ୪ ବିସ୍ବାସେ ବିସ୍ ଦେବା ଲକ୍, ବକୁଆ ବିସଇ କର୍ବା ଲକ୍, ବିନ୍ ଲକର୍ଟାନେଅନି ବଡ୍ ବଲାଇଅଇବା ଲକ୍, ପର୍ମେସର୍କେ ଆଲାଦ୍ କର୍ବା ବାଦୁଲେ ନିଜ୍କେ ସାର୍ଦା କରାଇବା ଲକ୍ ।
5 ୫ ପର୍ମେସର୍କେ ସେବା କଲିନି ବଲି ଦେକାଇବାଇ, ମାତର୍ ତାର୍ ବପୁ ତାକର୍ ଜିବନ୍ ବାଦ୍ଲାଇବାକେ ନ ଦେଅତ୍ । ସେନ୍ତାରି ଲକ୍ମନର୍ଟାନେଅନି ଦୁରିକେ ର ।
6 ୬ କାଇକେବଇଲେ ଏନ୍ତାରି ଲକ୍ ବିନ୍ ଗର୍ମନ୍କେ ପୁରିଦେଇ ତେଇ ରଇବା ମାଇଜିମନ୍କେ ନାଡାଇଲାଇନି । ଏ ମାଇଜିମନ୍ ତାକର୍ ପାପର୍ ଲାଗି ନିଜ୍କେ ଦସ୍ ଦେଇ ବିନ୍ ବିନ୍ ରକାମର୍ କରାପ୍ ମନ୍କର୍ବାଟାସଙ୍ଗ୍ ପୁରାପୁରୁନ୍ ଅଇଲାଇଆଚତ୍ ।
7 ୭ ସେମନ୍ ସବୁବେଲେ ବିନ୍ ବିନ୍ ରକାମର୍ ସିକିଆ ସିକ୍ବାକେ ମନ୍ କଲାଇନି । ମାତର୍ ତେଇର୍ ସତ୍ ବିସଇ ନାଜାନ୍ଲାଇନି ।
8 ୮ ଆଗର୍ କାଲେ ଜେନ୍ତାରିକି, ଜୁନସ୍ ଆରି ଜମ୍ବିରିସ୍ ମସାର୍ ବିରୁଦେ ଉଟ୍ଲାଇ, ସେନ୍ତାରିସେ ଏ ସିକାଉମନ୍ ମିସା ସତ୍କେ ବିରଦ୍ କଲାଇନି । ସେମନର୍ ମନ୍ କରାପ୍ ଅଇଆଚେ । ଆରି ବିସ୍ବାସର୍ କାତା ଉଟ୍ଲେ ତାକର୍ଟା ଚୁଚାଇସେ ।
9 ୯ ମାତର୍ ସେମନ୍ ନିଜେ ପାଁଚିରଇବାଟା ସବୁବେଲର୍ପାଇ ନ ରଏ । କାଇକେବଇଲେ ଜାନାସ୍ ଆରି ଜିମିରସ୍ ବକୁଆଟାମନ୍ ବଲି ଆଗ୍ତୁର୍ ଲକ୍ ଜାନ୍ଲାଇ, ସେନ୍ତାରିସେ ଏବର୍ ଲକ୍ମନ୍ ମିସା ସେମନ୍ ବକୁଆ ବଲି ଜାନ୍ବାଇ ।
10 ୧୦ ମାତର୍ ତିମତି ତୁଇ ମର୍ ସବୁ ବିସଇ ଜାନିଆଚୁସ୍ । ମୁଇ ଲକ୍ମନ୍କେ କେନ୍ତାରି ସିକାଇଲିନି, କେନ୍ତାରି ଚଲାଚଲ୍ତି କଲିନି, ମର୍ ଆଦେସ୍ କାଇଟା, ମର୍ ବିସ୍ବାସ୍ କେନ୍ତିଟା, ମୁଇ କେନ୍ତି ମୁର୍ଚିକରି ରଇଲିଆଚି, ବିନ୍ ବିନ୍ ଲକ୍ମନ୍କେ କେନ୍ତି ଆଲାଦ୍ କରିଆଚି ଆରି ମକେ ଆଇଲା ଦୁକ୍ କସ୍ଟ ମିସା ଜାନୁସ୍ ।
11 ୧୧ ଲକ୍ମନ୍ ମକେ ଦୁକ୍ କସ୍ଟ ଦେଲାଟା ଆନ୍ଟିକିୟ, ଇକନିୟ ଆରି ଲୁସ୍ତା ନଅର୍ମନ୍କେ କାଇ କାଇଟା ଅଇରଇଲା ଆରି କେତେକ୍ ଅଦିକ୍ କସ୍ଟ ପାଇରଇଲି, ସେ ସବୁ ବିସଇ ତୁଇ ଜାନୁସ୍ । ମାତର୍ ମାପ୍ରୁ ଜିସୁ ମକେ ସବୁ ଦୁକ୍ କସ୍ଟ ଟାନେଅନି ରକିଆ କଲା ।
12 ୧୨ ଦେକ୍ବାକେଗାଲେ ଜେତ୍କି ଲକ୍ ଜିସୁକିରିସ୍ଟକେ ବିସ୍ବାସ୍ କରି ପର୍ମେସର୍ ଦେକ୍ବା ଇସାବେ ଦରମ୍ ଚଲାଚଲ୍ତି କର୍ବାକେ ମନ୍ କଲାଇନି, ସେମନ୍ ସବୁ ବିସ୍ବାସ୍ ନ କଲା ଲକ୍ମନର୍ଟାନେଅନି ଦୁକ୍ କସ୍ଟ ପାଇବାଇ ।
13 ୧୩ ମାତର୍ କରାପ୍ ଲକ୍ମନ୍ ଆରି ନାଡାଉମନ୍ ଅଦିକ୍ ଅଦିକ୍ କରାପ୍ ଅଇଜିବାଇ । ସେମନ୍ ଲକ୍ମନ୍କେ ନାଡାଇକରି ନିଜେ ନାଡାଇଅଇବାଇ ।
14 ୧୪ ମାତର୍ ତୁଇ ଜେତ୍କି ବିସଇ ସିକିଆଚୁସ୍, ଆରି ସେଟା ସବୁ ସତ୍ ବଲି ବିସ୍ବାସ୍ କରିଆଚୁସ୍, ସେଟା ସବୁ ଡାଟ୍ ସଙ୍ଗ୍ ଦାରି ର । କାଇକେବଇଲେ, ନିକ ସିକାଇବା ଲକ୍ମନର୍ ଟାନେଅନି ଏ ସବୁ ସିକିଆଚୁସ୍ ।
15 ୧୫ ଆରି ତୁଇ ପିଲାବେଲେ ଅନି ସୁକଲ୍ ସାସ୍ତର୍ ଜାନିଆଚୁସ୍ । କିରିସ୍ଟ ଜିସୁକେ ବିସ୍ବାସ୍ କଲାର୍ ପାଇ ପର୍ମେସର୍ ତକେ ରକିଆ କର୍ସି ବଲି ତୁଇ ଜାନ୍ଲୁସ୍ନି ।
16 ୧୬ ସବୁ ସାସ୍ତର୍ ପର୍ମେସରର୍ ଟାନେଅନି ଆଇଲା ଆଚେ, ଆରି ସେଟା ଲକ୍ମନ୍କେ ସିକାଇବାକେ, ବୁଲ୍ ଅଇଲାଟା ଟିକ୍ କର୍ବାକେ, ଟିକ୍ ବିସଇ କର୍ବାକେ, ଆରି ଲକ୍ମନ୍କେ ସିକାଇବାକେ ଆମ୍କେ ସାଇଜ କର୍ସି ।
17 ୧୭ ଜେନ୍ତାରି କି, ପର୍ମେସର୍କେ ସେବା କର୍ବା ଗଟେକ୍ ଲକ୍ ପୁରାପୁରୁନ୍ ତିଆର୍ ଅଇ, ସବୁ ଦରମ୍ କାମ୍ କର୍ବାକେ ବପୁ ପାଇସି ।