< ୨ୟ ତିମତି 2 >

1 ଏ ମର୍‌ ଆଲାଦର୍‌ ପ । ଜିସୁକିରିସ୍‌ଟ ଆମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଲାର୍‌ ପାଇ ଡାଟ୍‌ଅଇ ର ।
そこで、わたしの子よ。あなたはキリスト・イエスにある恵みによって、強くなりなさい。
2 ଜେତ୍‌କି ଲକ୍‌ମନ୍‌ ବିନ୍‌ ଲକ୍‌ମନ୍‌କେ ସିକାଇବାକେ ଅଦିକାର୍‌ ପାଇଆଚତ୍‌, ଏନ୍ତାରି ଲକ୍‌ମନ୍‌କେ ସବୁ ବିସଇ ସର୍‌ପିଦେସ୍‌ । କେତେକ୍‌ କେତେକ୍‌ ସାକିମନର୍‌ ମୁଆଟେ ତୁଇ ମର୍‌ଟାନେଅନି ଜନ୍‌ ସାକି ସୁନିଆଚୁସ୍‌, ସେନ୍ତାରି ଲକ୍‌ମନ୍‌କେ ସେ ସବୁଜାକ ସର୍‌ପିଦେସ୍‌ ।
そして、あなたが多くの証人の前でわたしから聞いたことを、さらにほかの者たちにも教えることのできるような忠実な人々に、ゆだねなさい。
3 କିରିସ୍‌ଟ ଜିସୁର୍‌ ଗଟେକ୍‌ ନିକ ସନିଅ ଅଇ, ମର୍‌ପାରା ଦୁକ୍‌ କସ୍‌ଟ ମୁର୍‌ଚିକରି ରଅ ।
キリスト・イエスの良い兵卒として、わたしと苦しみを共にしてほしい。
4 ଗଟେକ୍‌ ସନିଅର୍‌ ବିସଇ ବାବିଦେକା । ସଇନ ଜୁଇଦ୍‌କେ ଜିବାକେ ଜାଗ୍‌ରତ୍‌ ଅଇବାବେଲେ, ଏ ଜଗତର୍‌ ବିସଇ କର୍‌ବାକେ ମନ୍‌ ନ ଦେଏ । କାଇକେବଇଲେ, ସେ ତାର୍‌ ଉପ୍‌ରର୍‌ ଅଦିକାରିକେ ସାର୍‌ଦା କରାଇବାକେ ମନ୍‌ କର୍‌ସି ।
兵役に服している者は、日常生活の事に煩わされてはいない。ただ、兵を募った司令官を喜ばせようと努める。
5 ସେନ୍ତାରିସେ, ଗଟେକ୍‌ ପାଲାଇବା ଲକର୍‌ ବିସଇ ବାବିଦେକ୍‌ । ଜେ ଆରାଜିତାଟାନେ ପାଲାଇବାକେ ମନ୍‌ କର୍‌ସି, ସେ ଜଦି ଆରାଜିତାର୍‌ ନିୟମ୍‌ ମାନିକରି ନ ପାଲାଇଲେ, ତାକେ ସେ ଇନାମ୍‌ ନ ମିଲେ ।
また、競技をするにしても、規定に従って競技をしなければ、栄冠は得られない。
6 ଗଟେକ୍‌ ଚାସିର୍‍ ବିସଇ ବାବିଦେକ୍‌, ଜନ୍‌ ଚାସି କସ୍‌ଟ କରିରଇସି, ସେ ପର୍‌ତୁମ୍‌ ପଲ୍‌ ପାଇବା ଦର୍‌କାର୍‌ ।
労苦をする農夫が、だれよりも先に、生産物の分配にあずかるべきである。
7 ମୁଇ ଜାଇଟା କଇଲିନି, ସେଟା ବାବିଦେକ୍‌, ମାପ୍‌ରୁ ସବୁ ବିସଇଟାନେ ତକେ ଗିଆନ୍‌ ଦେଇସି ।
わたしの言うことを、よく考えてみなさい。主は、それを十分に理解する力をあなたに賜わるであろう。
8 ମୁଇ ଜନ୍‌ ସୁବ୍‌କବର୍‌ ତକେ ଜାନାଇରଇଲି, ତେଇ ଜିସୁକିରିସ୍‌ଟକେ ଏତାଉଁ । ସେ ଦାଉଦର୍‌ କୁଟୁମେ ଜନମ୍‌ ଅଇଲା ଆରି ପର୍‌ମେସର୍‌ ତାକେ ମରନେଅନି ଉଟାଇଲା ।
ダビデの子孫として生れ、死人のうちからよみがえったイエス・キリストを、いつも思っていなさい。これがわたしの福音である。
9 ସେ ସୁବ୍‌କବରର୍‌ ଲାଗି ମୁଇ ଦୁକ୍‌ କସ୍‌ଟ ଅଇ ଆଇଲିନି ଆରି ଗଟେକ୍‌ ଦସ୍‌ କଲା ଲକର୍‌ପାରା ବନ୍ଦିଗରେ ଆଚି । ମାତର୍‌ ପର୍‌ମେସରର୍‌ ବାକିଅ ବାନ୍ଦାଇଅଇ ରଏନାଇ ।
この福音のために、わたしは悪者のように苦しめられ、ついに鎖につながれるに至った。しかし、神の言はつながれてはいない。
10 ୧୦ ସେନ୍ତାରିସେ ବାଚିଅଇଲା ଲକ୍‌ମନ୍‌ ମିସା କେବେ ନ ସାର୍‌ବା ମଇମା ସଙ୍ଗ୍‍ ଜିସୁକିରିସ୍‌ଟ ଦେବା ମୁକ୍‌ତି, ପାଇବାଇ । ସେମନର୍‌ଲାଗି ଏ ସବୁ ବିସଇ ମୁଇ ମୁର୍‌ଚିକରି ରଇଲିନି । (aiōnios g166)
それだから、わたしは選ばれた人たちのために、いっさいのことを耐え忍ぶのである。それは、彼らもキリスト・イエスによる救を受け、また、それと共に永遠の栄光を受けるためである。 (aiōnios g166)
11 ୧୧ ଏ ବାକିଅ ସତ୍‌, ଜଦି ଆମେ ତାର୍‌ ସଙ୍ଗ୍‌ ମରିଜାଇଆଚୁ, ସେନ୍ତାର୍‌ ଆଲେ ଆମେ ତାର୍‌ସଙ୍ଗ୍‍ ବଁଚ୍‌ବୁ ମିସା,
次の言葉は確実である。「もしわたしたちが、彼と共に死んだなら、また彼と共に生きるであろう。
12 ୧୨ ଜଦି ଆମେ ମୁର୍‌ଚିକରି ରଇବୁ ତେବେ ତାର୍‌ ସଙ୍ଗ୍‌ ସାସନ୍‌ ମିସା କର୍‌ବୁ । ଆମେ ଜଦି ତାକେ ନ ନାମୁ, ସେ ଆମ୍‌କେ ମିସା ନ ନାମେ ।
もし耐え忍ぶなら、彼と共に支配者となるであろう。もし彼を否むなら、彼もわたしたちを否むであろう。
13 ୧୩ ମାତର୍‌ ଆମେ ବିସ୍‌ବାସ୍‌ କର୍‌ବାଟା ଏଲା କଲେ ମିସା ସେ କାତା ଦେଇରଇବାଟା ସବୁ କରିସାରାଇସି । କାଇକେବଇଲେ ସେ ତାର୍‌ କାତା ନ ବାଦ୍‌ଲାଏ ।
たとい、わたしたちは不真実であっても、彼は常に真実である。彼は自分を偽ることが、できないのである」。
14 ୧୪ ପଦେକ୍‌ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍‌ବା ଲକ୍‌ମନ୍‌କେ ନସ୍‌ଟକରି ଦେଇସି । ଏନ୍ତାରି କଇ ପର୍‌ମେସରର୍‌ ମୁଆଟେ ଲକ୍‌ମନ୍‌କେ ଡାଟ୍‌ସଙ୍ଗ୍‍ ଆଦେସ୍‌ ଦେସ୍‌ ।
あなたは、これらのことを彼らに思い出させて、なんの益もなく、聞いている人々を破滅におとしいれるだけである言葉の争いをしないように、神のみまえでおごそかに命じなさい。
15 ୧୫ ସତ୍‌ ବାକିଅ ନିମାନ୍‌ ସଙ୍ଗ୍‌ ଜାନା । ଲାଜ୍‌ ନଇଲା କାମ୍‌ କର୍‌ବା ଲକ୍‌ପାରା ମାପ୍‌ରୁର୍‌ ଲଗେ ନିଜ୍‌କେ ଅଦିକାର୍‌ ପାଇଲା ଲକ୍‌ ବଲି ଦେକାଇଅଇବାକେ ଜତନ୍‌ ଅ ।
あなたは真理の言葉を正しく教え、恥じるところのない錬達した働き人になって、神に自分をささげるように努めはげみなさい。
16 ୧୬ ମାତର୍‌ ଜନ୍‌ ଲକ୍‌ମନ୍‌ ଆସାର୍‌ କାତାଇ ଆରି ବକୁଆ କାତାଇ ଦିଆନ୍‌ ଦେଇତେ ରଇବାଇ, ସେନ୍ତାରି ଲକ୍‌ମନର୍‌ ଟାନେଅନି ଦୁରିକେ ର । ଜନ୍‌ ଲକ୍‌ମନ୍‌ ସେନ୍ତାରିଟାନେ ମିସ୍‌ବାଇ, ସେ ଲକ୍‌ମନ୍‌ ପର୍‌ମେସରର୍‌ ଟାନେଅନି ଦୁରିକେ ଜିବାଇ ।
俗悪なむだ話を避けなさい。それによって人々は、ますます不信心に落ちていき、
17 ୧୭ ତାକର୍‌ କାତା ଗାଗ୍‌ଡେ ଅଦିକ୍‌ ଅଦିକ୍‌ ଅଇବା ଗଟେକ୍‌ ଗାଉପାରା ଅଇ ଲକ୍‌ମନ୍‌କେ ନସାଇସି । ସେନ୍ତାରିସେ ଉମନାଅ ଆରି ପିଲିତ୍‌ ଲକ୍‌ମନ୍‌କେ ଏନ୍ତି ସିକିଆ ଦେଇ ବୁଲ୍‌ଲାଇନି ।
彼らの言葉は、がんのように腐れひろがるであろう。その中にはヒメナオとピレトとがいる。
18 ୧୮ ସେମନ୍‌ ମଲାଲକ୍‌ ଉଟି ସାରିଆଚେ ବଲି କଇକରି ସତ୍‌କେ ଚାଡିଦେଇଆଚତ୍‌ । ଏନ୍ତାରି କଇକରି କେତେ କେତେ ଲକର୍‌ ବିସ୍‌ବାସ୍‌ ନସାଇଦେଇ ଆଚତ୍‌ ।
彼らは真理からはずれ、復活はすでに済んでしまったと言い、そして、ある人々の信仰をくつがえしている。
19 ୧୯ ଅଇଲେମିସା ପର୍‌ମେସର୍‌ ଜନ୍‌ କୁନାଦି ବସାଇଆଚେ, ସେଟା ଡାଟ୍‌ସେ ରଇସି । ସେ କୁନାଦି ଉପ୍‌ରେ ଏନ୍ତାରି ଲେକା ଅଇଲାଆଚେ, “ମାପ୍‌ରୁ ତାର୍‌ ନିଜର୍‌ ଲକ୍‌କେ ଜାନେ, ଆରି ଜେତ୍‌କିଲକ୍‌ ସବୁ ଆମେ ମାପ୍‌ରୁର୍‌ ଲକ୍‌ ବଲାଇଅଇଲାଇନି, ସେମନ୍‌ ବୁଲ୍‌ କାମେ ଅନି ଦୁରିକେ ରଅତ୍‌ ।”
しかし、神のゆるがない土台はすえられていて、それに次の句が証印として、しるされている。「主は自分の者たちを知る」。また「主の名を呼ぶ者は、すべて不義から離れよ」。
20 ୨୦ ଗଟେକ୍‌ ରାଜାର୍‌ ଗରେ କେତେ ରକାମର୍‌ ଗିନାକୁଡ୍‌କା ରଇସି, କେତେଟା ସୁନା ରୁପା ସଙ୍ଗ୍‍ ତିଆର୍‌ ଅଇଲାଟା, କେତେଟା ଗଚ୍‌ ଆରି ଚିକଟ୍‌ ମାଟିସଙ୍ଗ୍‍ ତିଆର୍‌ ଅଇଲା, କେତେଟା ବିବା ବଜି ବେଲର୍‌ପାଇ ଆରି କେତେଟା ଦିନ୍‌କେ ବାଇବାକେ ରଇସି ।
大きな家には、金や銀の器ばかりではなく、木や土の器もあり、そして、あるものは尊いことに用いられ、あるものは卑しいことに用いられる。
21 ୨୧ ଜେ ନିଜ୍‌କେ ସବୁ ରକାମର୍‌ ପାପେଅନି ଜାଗ୍‌ରତ୍‌ କରିରଇସି, ମାପ୍‌ରୁ ସେମନ୍‌କେ ନିକ କାମର୍‌ପାଇ ବାଇସି । କାଇକେବଇଲେ, ସେ ଦେକ୍‌ବା ଇସାବେ, ସେମନ୍‌ ନିକ ଲକ୍‌ ଆରି ସବୁ ରକାମର୍‌ ଦରମ୍‌ କାମର୍‌ପାଇ ନିଜେ ସର୍‌ପି ଅଇଲାଇ ଆଚତ୍‌ ।
もし人が卑しいものを取り去って自分をきよめるなら、彼は尊いきよめられた器となって、主人に役立つものとなり、すべての良いわざに間に合うようになる。
22 ୨୨ ମାତର୍‌ ଦାଙ୍ଗ୍‌ଡା ବଇସେ ରଇବା ଗାଗଡର୍‌ ମନ୍‍କର୍‍ବାଟାନେଅନି ତୁଇ ଦୁରିକେ ର । ଟିକ୍‌ ବିସଇ କର୍‌ବାକେ ଚେସ୍‌ଟା କର୍‌ । ବିସ୍‌ବାସେ ଡାଁଟ୍‌ ରଅ । ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ । ଆରି ତାକର୍‌ ସଙ୍ଗ୍‍ ସାନ୍ତିସଙ୍ଗ୍‍ ର । ମନ୍‌କେ ସୁକଲ୍‌ କରି ଜେତ୍‌କି ସବୁଲକ୍‌ ମାପ୍‌ରୁକେ ପୁଜା କଲାଇନି, ସେମନର୍‌ ସଙ୍ଗ୍‍ ଏ ସବୁଜାକ କର୍‌ ।
そこで、あなたは若い時の情欲を避けなさい。そして、きよい心をもって主を呼び求める人々と共に、義と信仰と愛と平和とを追い求めなさい。
23 ୨୩ ଆସାର୍‌ କାତାଇଅନି, ଚୁଚାଇ ଦଦାପେଲା ଅଇବା କାତାଇଅନି ଦୁରିକେ ର । କାଇକେବଇଲେ, ସେନ୍ତାରି ଟାନେ ମିସ୍‌ବା ଲକ୍‌ମନ୍‌ ସବୁ କିରଜାଟି ଅଇକରି ସାରିଜିବାଇ । ଏଟା ତୁଇ ଜାନିଆଚୁସ୍‌ ।
愚かで無知な論議をやめなさい。それは、あなたが知っているとおり、ただ争いに終るだけである。
24 ୨୪ ମାପ୍‌ରୁକେ ସେବା କର୍‌ବା ଏନ୍ତାରି ଗଟେକ୍‌ ଲକ୍‌ କିରଜାଟି କର୍‌ବାର୍‌ନାଇ । ତାର୍‌ ବାଦୁଲେ, ସେ ସବୁକେ ସୁଆଲେ ଚଲାଚଲ୍‌ତି କର୍‌ବାର୍‌ । ସେ ନିକସଙ୍ଗ୍‍ ସିକାଇବାକେ ଜାନ୍‌ବାର୍‌ଆଚେ । ଦାପ୍‌ରେ ରିସା ନ ଅଇକରି ମୁର୍‌ଚି ରଇବାର୍‌ ଆଚେ ।
主の僕たる者は争ってはならない。だれに対しても親切であって、よく教え、よく忍び、
25 ୨୫ ପର୍‌ମେସର୍‌ ତାର୍‌ ମନ୍‌ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍‌ ବିରଦେ କାତା ଅଇବା ଲକ୍‌ମନ୍‌କେ ସେ ଦରମ୍‌ ସଙ୍ଗ୍‍ ସୁଆଲ୍‌ କର୍‌ବାର୍‌ ଆଚେ । ସତ୍‌ ବିସଇ ଜାନ୍‌ବାକେ ସେମନ୍‌କେ ସାଇଜ କର ।
反対する者を柔和な心で教え導くべきである。おそらく神は、彼らに悔改めの心を与えて、真理を知らせ、
26 ୨୬ ତାର୍‌ ଚିନ୍ତା କର୍‌ବାଟାନେ ସେମନ୍‌ ସତ୍‌ ବିସଇ ଅଇସି କି ନାଇ ବଲି ନ ବାବିକରି ରଇବାର୍‌ । ତାର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ସଇତାନ୍‌ ସେମନ୍‌କେ ବନ୍ଦିକରି ନେଲାଆଚେ । ତାର୍‌ ପାନ୍ଦେଅନି ସେମନ୍‌ ରକିଆ ପାଅତ୍‌ ।
一度は悪魔に捕えられてその欲するままになっていても、目ざめて彼のわなからのがれさせて下さるであろう。

< ୨ୟ ତିମତି 2 >