< ୨ୟ ତିମତି 2 >
1 ୧ ଏ ମର୍ ଆଲାଦର୍ ପ । ଜିସୁକିରିସ୍ଟ ଆମ୍କେ ଜିବନ୍ ଦୁକାଇ ଦୟା ଦେକାଇଲାର୍ ପାଇ ଡାଟ୍ଅଇ ର ।
You therefore, my child, be strengthened in the grace that is in Christ Jesus.
2 ୨ ଜେତ୍କି ଲକ୍ମନ୍ ବିନ୍ ଲକ୍ମନ୍କେ ସିକାଇବାକେ ଅଦିକାର୍ ପାଇଆଚତ୍, ଏନ୍ତାରି ଲକ୍ମନ୍କେ ସବୁ ବିସଇ ସର୍ପିଦେସ୍ । କେତେକ୍ କେତେକ୍ ସାକିମନର୍ ମୁଆଟେ ତୁଇ ମର୍ଟାନେଅନି ଜନ୍ ସାକି ସୁନିଆଚୁସ୍, ସେନ୍ତାରି ଲକ୍ମନ୍କେ ସେ ସବୁଜାକ ସର୍ପିଦେସ୍ ।
The things you heard from me among many witnesses, entrust them to faithful people who will be able to teach others also.
3 ୩ କିରିସ୍ଟ ଜିସୁର୍ ଗଟେକ୍ ନିକ ସନିଅ ଅଇ, ମର୍ପାରା ଦୁକ୍ କସ୍ଟ ମୁର୍ଚିକରି ରଅ ।
Suffer hardship with me, as a good soldier of Christ Jesus.
4 ୪ ଗଟେକ୍ ସନିଅର୍ ବିସଇ ବାବିଦେକା । ସଇନ ଜୁଇଦ୍କେ ଜିବାକେ ଜାଗ୍ରତ୍ ଅଇବାବେଲେ, ଏ ଜଗତର୍ ବିସଇ କର୍ବାକେ ମନ୍ ନ ଦେଏ । କାଇକେବଇଲେ, ସେ ତାର୍ ଉପ୍ରର୍ ଅଦିକାରିକେ ସାର୍ଦା କରାଇବାକେ ମନ୍ କର୍ସି ।
No soldier serves while entangled in the affairs of this life, so that he may please his superior officer.
5 ୫ ସେନ୍ତାରିସେ, ଗଟେକ୍ ପାଲାଇବା ଲକର୍ ବିସଇ ବାବିଦେକ୍ । ଜେ ଆରାଜିତାଟାନେ ପାଲାଇବାକେ ମନ୍ କର୍ସି, ସେ ଜଦି ଆରାଜିତାର୍ ନିୟମ୍ ମାନିକରି ନ ପାଲାଇଲେ, ତାକେ ସେ ଇନାମ୍ ନ ମିଲେ ।
Also, if someone competes as an athlete, he is not crowned unless he competes by the rules.
6 ୬ ଗଟେକ୍ ଚାସିର୍ ବିସଇ ବାବିଦେକ୍, ଜନ୍ ଚାସି କସ୍ଟ କରିରଇସି, ସେ ପର୍ତୁମ୍ ପଲ୍ ପାଇବା ଦର୍କାର୍ ।
It is necessary that the hardworking farmer receive his share of the crops first.
7 ୭ ମୁଇ ଜାଇଟା କଇଲିନି, ସେଟା ବାବିଦେକ୍, ମାପ୍ରୁ ସବୁ ବିସଇଟାନେ ତକେ ଗିଆନ୍ ଦେଇସି ।
Think about what I am saying, for the Lord will give you understanding in everything.
8 ୮ ମୁଇ ଜନ୍ ସୁବ୍କବର୍ ତକେ ଜାନାଇରଇଲି, ତେଇ ଜିସୁକିରିସ୍ଟକେ ଏତାଉଁ । ସେ ଦାଉଦର୍ କୁଟୁମେ ଜନମ୍ ଅଇଲା ଆରି ପର୍ମେସର୍ ତାକେ ମରନେଅନି ଉଟାଇଲା ।
Remember Jesus Christ, from David's seed, who was raised from the dead. This is according to my gospel message,
9 ୯ ସେ ସୁବ୍କବରର୍ ଲାଗି ମୁଇ ଦୁକ୍ କସ୍ଟ ଅଇ ଆଇଲିନି ଆରି ଗଟେକ୍ ଦସ୍ କଲା ଲକର୍ପାରା ବନ୍ଦିଗରେ ଆଚି । ମାତର୍ ପର୍ମେସରର୍ ବାକିଅ ବାନ୍ଦାଇଅଇ ରଏନାଇ ।
for which I am suffering to the point of being bound with chains as a criminal. But the word of God is not bound.
10 ୧୦ ସେନ୍ତାରିସେ ବାଚିଅଇଲା ଲକ୍ମନ୍ ମିସା କେବେ ନ ସାର୍ବା ମଇମା ସଙ୍ଗ୍ ଜିସୁକିରିସ୍ଟ ଦେବା ମୁକ୍ତି, ପାଇବାଇ । ସେମନର୍ଲାଗି ଏ ସବୁ ବିସଇ ମୁଇ ମୁର୍ଚିକରି ରଇଲିନି । (aiōnios )
Therefore I endure all things for those who are chosen, so that they also may obtain the salvation that is in Christ Jesus, with eternal glory. (aiōnios )
11 ୧୧ ଏ ବାକିଅ ସତ୍, ଜଦି ଆମେ ତାର୍ ସଙ୍ଗ୍ ମରିଜାଇଆଚୁ, ସେନ୍ତାର୍ ଆଲେ ଆମେ ତାର୍ସଙ୍ଗ୍ ବଁଚ୍ବୁ ମିସା,
This is a trustworthy saying: “If we have died with him, we will also live with him.
12 ୧୨ ଜଦି ଆମେ ମୁର୍ଚିକରି ରଇବୁ ତେବେ ତାର୍ ସଙ୍ଗ୍ ସାସନ୍ ମିସା କର୍ବୁ । ଆମେ ଜଦି ତାକେ ନ ନାମୁ, ସେ ଆମ୍କେ ମିସା ନ ନାମେ ।
If we endure, we will also reign with him. If we deny him, he also will deny us.
13 ୧୩ ମାତର୍ ଆମେ ବିସ୍ବାସ୍ କର୍ବାଟା ଏଲା କଲେ ମିସା ସେ କାତା ଦେଇରଇବାଟା ସବୁ କରିସାରାଇସି । କାଇକେବଇଲେ ସେ ତାର୍ କାତା ନ ବାଦ୍ଲାଏ ।
if we are unfaithful, he remains faithful, for he cannot deny himself.”
14 ୧୪ ପଦେକ୍ କାତା ନେଇ ଦଦାପେଲା ଅଇତେରଇଲେ, ସେଟା ଚୁଚାଇସେ । ସୁନ୍ବା ଲକ୍ମନ୍କେ ନସ୍ଟକରି ଦେଇସି । ଏନ୍ତାରି କଇ ପର୍ମେସରର୍ ମୁଆଟେ ଲକ୍ମନ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେସ୍ ।
Keep reminding them of these things. Warn them before God against quarreling about words; it is of no value, and only ruins those who listen.
15 ୧୫ ସତ୍ ବାକିଅ ନିମାନ୍ ସଙ୍ଗ୍ ଜାନା । ଲାଜ୍ ନଇଲା କାମ୍ କର୍ବା ଲକ୍ପାରା ମାପ୍ରୁର୍ ଲଗେ ନିଜ୍କେ ଅଦିକାର୍ ପାଇଲା ଲକ୍ ବଲି ଦେକାଇଅଇବାକେ ଜତନ୍ ଅ ।
Do your best to present yourself to God as one approved, a worker who has no reason to be ashamed, who accurately teaches the word of truth.
16 ୧୬ ମାତର୍ ଜନ୍ ଲକ୍ମନ୍ ଆସାର୍ କାତାଇ ଆରି ବକୁଆ କାତାଇ ଦିଆନ୍ ଦେଇତେ ରଇବାଇ, ସେନ୍ତାରି ଲକ୍ମନର୍ ଟାନେଅନି ଦୁରିକେ ର । ଜନ୍ ଲକ୍ମନ୍ ସେନ୍ତାରିଟାନେ ମିସ୍ବାଇ, ସେ ଲକ୍ମନ୍ ପର୍ମେସରର୍ ଟାନେଅନି ଦୁରିକେ ଜିବାଇ ।
Avoid profane talk, which leads to more and more godlessness.
17 ୧୭ ତାକର୍ କାତା ଗାଗ୍ଡେ ଅଦିକ୍ ଅଦିକ୍ ଅଇବା ଗଟେକ୍ ଗାଉପାରା ଅଇ ଲକ୍ମନ୍କେ ନସାଇସି । ସେନ୍ତାରିସେ ଉମନାଅ ଆରି ପିଲିତ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇ ବୁଲ୍ଲାଇନି ।
Their talk will spread like cancer. Among them are Hymenaeus and Philetus,
18 ୧୮ ସେମନ୍ ମଲାଲକ୍ ଉଟି ସାରିଆଚେ ବଲି କଇକରି ସତ୍କେ ଚାଡିଦେଇଆଚତ୍ । ଏନ୍ତାରି କଇକରି କେତେ କେତେ ଲକର୍ ବିସ୍ବାସ୍ ନସାଇଦେଇ ଆଚତ୍ ।
who have gone astray from the truth. They say that the resurrection has already happened, and they destroy the faith of some.
19 ୧୯ ଅଇଲେମିସା ପର୍ମେସର୍ ଜନ୍ କୁନାଦି ବସାଇଆଚେ, ସେଟା ଡାଟ୍ସେ ରଇସି । ସେ କୁନାଦି ଉପ୍ରେ ଏନ୍ତାରି ଲେକା ଅଇଲାଆଚେ, “ମାପ୍ରୁ ତାର୍ ନିଜର୍ ଲକ୍କେ ଜାନେ, ଆରି ଜେତ୍କିଲକ୍ ସବୁ ଆମେ ମାପ୍ରୁର୍ ଲକ୍ ବଲାଇଅଇଲାଇନି, ସେମନ୍ ବୁଲ୍ କାମେ ଅନି ଦୁରିକେ ରଅତ୍ ।”
However, the firm foundation of God stands. It has this inscription: “The Lord knows those who are his” and “Everyone who names the name of the Lord must depart from unrighteousness.”
20 ୨୦ ଗଟେକ୍ ରାଜାର୍ ଗରେ କେତେ ରକାମର୍ ଗିନାକୁଡ୍କା ରଇସି, କେତେଟା ସୁନା ରୁପା ସଙ୍ଗ୍ ତିଆର୍ ଅଇଲାଟା, କେତେଟା ଗଚ୍ ଆରି ଚିକଟ୍ ମାଟିସଙ୍ଗ୍ ତିଆର୍ ଅଇଲା, କେତେଟା ବିବା ବଜି ବେଲର୍ପାଇ ଆରି କେତେଟା ଦିନ୍କେ ବାଇବାକେ ରଇସି ।
In a wealthy home, there are not only containers of gold and silver. There are also containers of wood and clay. Some of these are for honorable use, and some for dishonorable.
21 ୨୧ ଜେ ନିଜ୍କେ ସବୁ ରକାମର୍ ପାପେଅନି ଜାଗ୍ରତ୍ କରିରଇସି, ମାପ୍ରୁ ସେମନ୍କେ ନିକ କାମର୍ପାଇ ବାଇସି । କାଇକେବଇଲେ, ସେ ଦେକ୍ବା ଇସାବେ, ସେମନ୍ ନିକ ଲକ୍ ଆରି ସବୁ ରକାମର୍ ଦରମ୍ କାମର୍ପାଇ ନିଜେ ସର୍ପି ଅଇଲାଇ ଆଚତ୍ ।
If someone cleans himself from dishonorable use, he is an honorable container. He is set apart, useful to the Master, and prepared for every good work.
22 ୨୨ ମାତର୍ ଦାଙ୍ଗ୍ଡା ବଇସେ ରଇବା ଗାଗଡର୍ ମନ୍କର୍ବାଟାନେଅନି ତୁଇ ଦୁରିକେ ର । ଟିକ୍ ବିସଇ କର୍ବାକେ ଚେସ୍ଟା କର୍ । ବିସ୍ବାସେ ଡାଁଟ୍ ରଅ । ବିନ୍ ଲକ୍ମନ୍କେ ଆଲାଦ୍ କର୍ । ଆରି ତାକର୍ ସଙ୍ଗ୍ ସାନ୍ତିସଙ୍ଗ୍ ର । ମନ୍କେ ସୁକଲ୍ କରି ଜେତ୍କି ସବୁଲକ୍ ମାପ୍ରୁକେ ପୁଜା କଲାଇନି, ସେମନର୍ ସଙ୍ଗ୍ ଏ ସବୁଜାକ କର୍ ।
Flee youthful lusts. Pursue righteousness, faith, love, and peace with those who call on the Lord out of a clean heart.
23 ୨୩ ଆସାର୍ କାତାଇଅନି, ଚୁଚାଇ ଦଦାପେଲା ଅଇବା କାତାଇଅନି ଦୁରିକେ ର । କାଇକେବଇଲେ, ସେନ୍ତାରି ଟାନେ ମିସ୍ବା ଲକ୍ମନ୍ ସବୁ କିରଜାଟି ଅଇକରି ସାରିଜିବାଇ । ଏଟା ତୁଇ ଜାନିଆଚୁସ୍ ।
But refuse foolish and ignorant questions. You know that they give birth to arguments.
24 ୨୪ ମାପ୍ରୁକେ ସେବା କର୍ବା ଏନ୍ତାରି ଗଟେକ୍ ଲକ୍ କିରଜାଟି କର୍ବାର୍ନାଇ । ତାର୍ ବାଦୁଲେ, ସେ ସବୁକେ ସୁଆଲେ ଚଲାଚଲ୍ତି କର୍ବାର୍ । ସେ ନିକସଙ୍ଗ୍ ସିକାଇବାକେ ଜାନ୍ବାର୍ଆଚେ । ଦାପ୍ରେ ରିସା ନ ଅଇକରି ମୁର୍ଚି ରଇବାର୍ ଆଚେ ।
The Lord's servant must not quarrel. Instead he must be gentle toward all, able to teach, and patient.
25 ୨୫ ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର ।
He must in meekness educate those who oppose him. God may perhaps give them repentance for the knowledge of the truth.
26 ୨୬ ତାର୍ ଚିନ୍ତା କର୍ବାଟାନେ ସେମନ୍ ସତ୍ ବିସଇ ଅଇସି କି ନାଇ ବଲି ନ ବାବିକରି ରଇବାର୍ । ତାର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସଇତାନ୍ ସେମନ୍କେ ବନ୍ଦିକରି ନେଲାଆଚେ । ତାର୍ ପାନ୍ଦେଅନି ସେମନ୍ ରକିଆ ପାଅତ୍ ।
They may become sober again and leave the devil's trap, after they have been captured by him for his will.