< ୨ୟ ତିମତି 1 >
1 ୧ ମୁଇ ପାଉଲ୍ ଏ ଚିଟି ଲେକ୍ଲିନି । ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇବାକେ ପର୍ମେସର୍ ମକେ ବାଚ୍ଲା ଆଚେ । ନ ସାର୍ବା ଜିବନ୍ ପାଇବା ଜନ୍ ସୁବ୍ କବର୍ ପର୍ମେସର୍ କାତା ଦେଇରଇଲା, ସେଟା ଜାନାଇବାକେ ମକେ ପାଟାଇଲାଆଚେ । ସେ ଜିବନ୍ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ ।
παυλος αποστολος ιησου χριστου δια θεληματος θεου κατ επαγγελιαν ζωης της εν χριστω ιησου
2 ୨ ଏ ଚିଟି ତିମତି ମୁଇ ତକେ ଲେକ୍ଲିନି । ତୁଇ ମର୍ ଆଲାଦର୍ ପଅ ପାରା ଅଇ ଆଚୁସ୍ । ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟ, ତକେ ଜିବନ୍ ଦୁକାଇ ଦୟା ଦେକାଅ ଆରି ସାନ୍ତି ଦେଅ ।
τιμοθεω αγαπητω τεκνω χαρις ελεος ειρηνη απο θεου πατρος και χριστου ιησου του κυριου ημων
3 ୩ ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି । ମର୍ ଆନିଦାଦିମନ୍ ଜେନ୍ତାର୍ ତାକେ ସେବା କଲାଇ, ସେନ୍ତାରି ମୁଇ ମିସା ତାକେ ସେବା କଲିନି । ମର୍ ବିବେକ୍ ମକେ ଦସ୍ ଦେଏ ନାଇ । ମୁଇ ତର୍ପାଇ ଦିନ୍ରାତି ପାର୍ତନା କଲିନି ।
χαριν εχω τω θεω ω λατρευω απο προγονων εν καθαρα συνειδησει ως αδιαλειπτον εχω την περι σου μνειαν εν ταις δεησεσιν μου νυκτος και ημερας
4 ୪ ଆମେ ଦୁଇ ଲକ୍ ବେଗଲ୍ଲାବେଲେ ତୁଇ ଦୁକ୍ ଅଇ ଆଁସୁ ଜରାଇଲୁସ୍, ସେଟା ମର୍ ମନେଆଚେ । ତେବର୍ପାଇ ତକେ ଦେକ୍ବି ବଲି ମୁଇ ବେସି ମନ୍ କଲିନି । ଜେନ୍ତାରି କି ମୁଇ ପୁରାପୁରୁନ୍ ସାର୍ଦା ଅଇବି ।
επιποθων σε ιδειν μεμνημενος σου των δακρυων ινα χαρας πληρωθω
5 ୫ ତୁଇ ସତଇସେ ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁସ୍ ବଲି ମର୍ ମନେଆଚେ । ତୁଇ ବିସ୍ବାସ୍ କର୍ବା ଆଗ୍ତୁ ତର୍ ଆମା ଲଇ ଆରି ତର୍ ଆୟା ଉନିସ୍ ତାକେ ବିସ୍ବାସ୍ କର୍ତେରଇଲାଇ । ସେନ୍ତାରିସେ ତୁଇ ବିସ୍ବାସ୍ କର୍ବାଟା ଡାଁଟ୍ ଆଚେବଲି ମୁଇ ଜାନ୍ଲିନି ।
υπομνησιν λαμβανων της εν σοι ανυποκριτου πιστεως ητις ενωκησεν πρωτον εν τη μαμμη σου λωιδι και τη μητρι σου ευνικη πεπεισμαι δε οτι και εν σοι
6 ୬ ତେବର୍ପାଇ ମୁଇ ମର୍ ଆତ୍, ତର୍ ମୁଣ୍ଡେ ସଙ୍ଗଇ ପାର୍ତନା କଲାବେଲେ, ଜନ୍ ଆତ୍ମାର୍ ଦାନ୍ ପର୍ମେସର୍ ତକେ ଦେଇରଇଲା, ସେଟା ବଁଚାଇକରି ସଙ୍ଗ ବଲି ଏତାଇଦେଲିନି ।
δι ην αιτιαν αναμιμνησκω σε αναζωπυρειν το χαρισμα του θεου ο εστιν εν σοι δια της επιθεσεως των χειρων μου
7 ୭ କାଇକେବଇଲେ ଜନ୍ ଆତ୍ମା ପର୍ମେସର୍ ଆମ୍କେ ଦେଲାଆଚେ, ସେଟା ଆମ୍କେ ଡର୍ବାକେ ନ ଦେଏ । ତାର୍ ବାଦୁଲେ ଆତ୍ମାଇ ବପୁ ଦେଇସି, ବିନ୍ ଲକ୍ମନ୍କେ ଆଲାଦ୍ କର୍ବାକେ ସିକାଇସି ଆରି ନିଜ୍କେ ଜାଗରତ୍ ରଇବାକେ ସିକାଇସି ।
ου γαρ εδωκεν ημιν ο θεος πνευμα δειλιας αλλα δυναμεως και αγαπης και σωφρονισμου
8 ୮ ତେବର୍ପାଇ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ, ବିନ୍ ଲକ୍କେ ଜାନାଇବାକେ ଲାଜ୍ ଅ ନାଇ । ତାର୍ ପାଇ ମୁଇ ଏବେ ବନ୍ଦିଗରେ ଆଚି, ମର୍ପାଇ ମିସା ଲାଜ୍ ଅ ନାଇ । ମାତର୍ ସୁବ୍ କବରର୍ ଲାଗି ଦୁକ୍ କସ୍ଟ ପାଇବାକେ ମର୍ସଙ୍ଗ୍ ମିସ୍ । ସେନ୍ତି କର୍ବାକେ ପର୍ମେସର୍ ତକେ ବପୁ ଦେଇସି । ପର୍ମେସର୍ ଆମ୍କେ ନ ସାର୍ବା ମରନେଅନି ବଁଚାଇକରି ଗଟେକ୍ ସୁକଲ୍ ଚଲାଚଲ୍ତି କର୍ବାକେ ଡାକିନେଲା ଆଚେ ।
μη ουν επαισχυνθης το μαρτυριον του κυριου ημων μηδε εμε τον δεσμιον αυτου αλλα συγκακοπαθησον τω ευαγγελιω κατα δυναμιν θεου
9 ୯ ନିକ କାମ୍ କଲାର୍ ପାଇ ସେ ଆମ୍କେ ବାଚେନାଇ । ମାତର୍ ତାର୍ ନିଜର୍ ଜଜ୍ନା ଇସାବେ ସେ ଆମ୍କେ ବାଚିକରି ତାର୍ ଦୟା ଦେକାଇଲା ଆଚେ । ଏ ଜଗତ୍ ତିଆର୍ ନ ଅଇତେ ପର୍ମେସର୍ ଜିବନ୍ ଦୁକାଇ, ଜିସୁକିରିସ୍ଟକେ ଆମର୍ଲାଗି ଏ ଜଗତେ ପାଟାଇଲା । (aiōnios )
του σωσαντος ημας και καλεσαντος κλησει αγια ου κατα τα εργα ημων αλλα κατ ιδιαν προθεσιν και χαριν την δοθεισαν ημιν εν χριστω ιησου προ χρονων αιωνιων (aiōnios )
10 ୧୦ ଆରି ଏବେ ସେ ଜିବନ୍ ଦୁକାଇ ଦୟା ଦେକାଇଲାଟା, ପର୍ମେସର୍ ଆମ୍କେ ଜାନାଇଆଚେ । ଏଟା ଆମର୍ ରକିଆକାରି ଜିସୁକିରିସ୍ଟ ଜେ କି ଆମର୍ଟାନେ ଆଇଲା । ମରନର୍ ବପୁକେ ସେ କୁରୁପ୍ନାସ୍ କଲା । ଆରି ସୁବ୍ କବର୍ ଜାନ୍ଲାର୍ପାଇ ନ ସାର୍ବା ଜିବନ୍ ପାଇବାକେ ସେ ଆମ୍କେ ବାଟ୍ ଦେକାଇଲା ।
φανερωθεισαν δε νυν δια της επιφανειας του σωτηρος ημων ιησου χριστου καταργησαντος μεν τον θανατον φωτισαντος δε ζωην και αφθαρσιαν δια του ευαγγελιου
11 ୧୧ ଜିସୁକିରିସ୍ଟର୍ ବିସଇ ରଇବା ଏ ସୁବ୍ କବର୍ ପର୍ମେସର୍ ମକେ ଜାନାଇବାକେ କଇଆଚେ । ଗଟେକ୍ ସିକାଇବା ଲକ୍ ଆରି ପେରିତ୍ ଇସାବେ, ସେ ମକେ ବାଚିଆଚେ ।
εις ο ετεθην εγω κηρυξ και αποστολος και διδασκαλος εθνων
12 ୧୨ ଏଟାର୍ ଲାଗି ମୁଇ ଏ ବନ୍ଦିଗରେ ଦୁକ୍ କସ୍ଟ ପାଇଲିନି । ପାଇଲେ ମିସା ଲାଜ୍ ଅଇନାଇ । କାଇକେବଇଲେ ମୁଇ ଜାକେ ବିସ୍ବାସ୍ କରିଆଚି, ତାକେ ଜାନି, ଆରି ମୁଇ ତାକେ ଜନ୍ଟା ସର୍ପି ଆଚେ, ସେଟା ସେ ବାଉଡି ଆଇବା ଦିନ୍ ଜାକ, ଜତନ୍ କରି ସଙ୍ଗଇବାକେ ତାର୍ ବପୁ ଆଚେ । ଏଟା ମୁଇ ଡାଟ୍ ସଙ୍ଗ୍ ବିସ୍ବାସ୍ କଲିନି ।
δι ην αιτιαν και ταυτα πασχω αλλ ουκ επαισχυνομαι οιδα γαρ ω πεπιστευκα και πεπεισμαι οτι δυνατος εστιν την παραθηκην μου φυλαξαι εις εκεινην την ημεραν
13 ୧୩ ତୁଇ ମର୍ଟାନେଅନି ସତ୍ ସିକିଆ ସୁନିଆଚୁସ୍ । ସେନ୍ତାରିସେ ଚଲାଚଲ୍ତି କର୍ । ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ଏଟା ବିସ୍ବାସ୍ ଆରି ଆଲାଦ୍ ସଙ୍ଗ୍ କର୍ ।
υποτυπωσιν εχε υγιαινοντων λογων ων παρ εμου ηκουσας εν πιστει και αγαπη τη εν χριστω ιησου
14 ୧୪ ଜନ୍ ସୁବ୍କବର୍ ପର୍ମେସର୍ ତକେ ଦେଇଆଚେ, ସେଟାକେ ଦେକାରକା କର୍ । ଆମର୍ ବିତ୍ରେ ରଇବା ସୁକଲ୍ ଆତ୍ମାର୍ ବପୁସଙ୍ଗ୍ ସେଟା ଦେକାରକା କର୍ ।
την καλην παρακαταθηκην φυλαξον δια πνευματος αγιου του ενοικουντος εν ημιν
15 ୧୫ ଆସିଆ ଦେସେ ରଇବା ବେସି ବିସ୍ବାସିମନ୍ ମକେ ଚାଡିକରି ଗାଲାଇ ଆଚତ୍ ବଲି ତୁଇ ଜାନିଆଚୁସ୍ । ତେଇ ପୁଗେଲ୍ ଆରି ଅର୍ମଗେନା ମିସା ମକେ ଚାଡି ଉଟିଗାଲାଇ ।
οιδας τουτο οτι απεστραφησαν με παντες οι εν τη ασια ων εστιν φυγελλος και ερμογενης
16 ୧୬ ଅନିସିପର୍ ଆରି ତାର୍ କୁଟୁମ୍କେ ମାପ୍ରୁ ଦୟାକର । କାଇକେବଇଲେ ମୁଇ ବନ୍ଦିଗରେ ରଇଲାବେଲେ ସେ ମକେ ଦେକ୍ବାକେ ଲାଜ୍ ଅଏନାଇ । ତାର୍ ବାଦୁଲେ ସେ ତର୍କେ ତର୍ ଆସି ମକେ ସାର୍ଦା କରାଇଲା ।
δωη ελεος ο κυριος τω ονησιφορου οικω οτι πολλακις με ανεψυξεν και την αλυσιν μου ουκ επησχυνθη
17 ୧୭ ସେ ରମ୍ ଦେସେ ଆଇଲା ଦାପ୍ରେ ମକେ ବେଟ୍ ଅଇବାଜାକ ସବୁ ଜାଗାଇ କଜ୍ଲା ।
αλλα γενομενος εν ρωμη σπουδαιοτερον εζητησεν με και ευρεν
18 ୧୮ ବଡ୍ ବିଚାର୍ନା ଦିନେ ତାକେ ଜେନ୍ତି ମାପ୍ରୁ ଦୟା କର । ତୁଇ ନିଜେ ଜାନିଆଚୁସ୍ ଏପିସିତେଇ ସେ ମକେ କେତେକ୍ ସାଇଜ କଲା ।
δωη αυτω ο κυριος ευρειν ελεος παρα κυριου εν εκεινη τη ημερα και οσα εν εφεσω διηκονησεν βελτιον συ γινωσκεις