< ୨ ତେସଲନିକିୟ 2 >

1 ଏ ବାଇବଇନିମନ୍‌, ମାପ୍‌ରୁ ଜିସୁକିରିସ୍‌ଟ ଆରିତରେକ୍‌ ଆଇବା ବିସଇ ଆରି ତାର୍‌ଲଗେ ଆମେ ସବୁଲକ୍‌ ରୁଣ୍ଡ୍‌ଅଇବା ବିସଇ, ତମ୍‌କେ ଆମେ ବାବୁଜିଆ କଲୁନି ।
ஹே ப்⁴ராதர​: , அஸ்மாகம்’ ப்ரபோ⁴ ர்யீஸு²க்²ரீஷ்டஸ்யாக³மநம்’ தஸ்ய ஸமீபே (அ)ஸ்மாகம்’ ஸம்’ஸ்தி²திஞ்சாதி⁴ வயம்’ யுஷ்மாந் இத³ம்’ ப்ரார்த²யாமஹே,
2 କାର୍‌ଲଗେଅନି ମିସା ମାପ୍‌ରୁର୍‌ ଦିନ୍‌ କେଟ୍‌ଲାବେ, ବଲିକରି ସୁନିଦେଇ କିଲ୍‌ବିଲ୍‌ ଉଆନାଇ । ଜଦି ସେ କବର୍‌ ଆମେ ବବିସତ୍‍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍‌ ବଲି ସୁନ୍‌ଲେ ମିସା ସେନ୍ତାର୍‌ ଉଆନାଇ ।
ப்ரபே⁴ஸ்தத்³ தி³நம்’ ப்ராயேணோபஸ்தி²தம் இதி யதி³ கஸ்²சித்³ ஆத்மநா வாசா வா பத்ரேண வாஸ்மாகம் ஆதே³ஸ²ம்’ கல்பயந் யுஷ்மாந் க³த³தி தர்ஹி யூயம்’ தேந சஞ்சலமநஸ உத்³விக்³நாஸ்²ச ந ப⁴வத|
3 କେ ମିସା ସେନ୍ତାରିକରି ତମ୍‌କେ ବୁଲ୍‌ ବାଟେ ନ ନେଅ । କାଇକେବଇଲେ ପର୍‌ତୁମ୍‌ ଦରମର୍‌ ପାଇ ବିରଦ୍‌ ଅଇସି । ତାର୍‌ପଚେ ବିନାସ୍‌ କରୁ ଜେ କି ପାପି ମୁନୁସ୍‌ ଆଇବା ଦର୍‌କାର୍‌ । ସେ ପାପି ମୁନୁସ୍‌ ନ ସାର୍‌ବା ମରନେ ଜାଇସି ।
கேநாபி ப்ரகாரேண கோ(அ)பி யுஷ்மாந் ந வஞ்சயது யதஸ்தஸ்மாத்³ தி³நாத் பூர்வ்வம்’ த⁴ர்ம்மலோபேநோபஸ்யாதவ்யம்’,
4 ସେ ଦୁରାଚାର୍‌ ମୁନୁସ୍‌ ଜନ୍‌ ସବୁ ବିସଇ ପର୍‌ମେସରର୍‌ ବଲି ଲକ୍‌ମନ୍‌ ପୁଜା କଲାଇନି, ସବୁର୍‍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍‌ମେସରର୍‌ ମନ୍ଦିରେ ବସିକରି ମୁଇ ଆକା ପର୍‌ମେସର୍‌, ବଲି ଦେକାଇ ଅଇସି ।
யஸ்²ச ஜநோ விபக்ஷதாம்’ குர்வ்வந் ஸர்வ்வஸ்மாத்³ தே³வாத் பூஜநீயவஸ்துஸ்²சோந்நம்’ஸ்யதே ஸ்வம் ஈஸ்²வரமிவ த³ர்ஸ²யந் ஈஸ்²வரவத்³ ஈஸ்²வரஸ்ய மந்தி³ர உபவேக்ஷ்யதி ச தேந விநாஸ²பாத்ரேண பாபபுருஷேணோதே³தவ்யம்’|
5 ମୁଇ ତମର୍‌ ସଙ୍ଗ୍‍ ରଇଲାବେଲେ ତର୍‌କେ ତର୍‌ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍‌ ମନେ ନାଇ କି?
யதா³ஹம்’ யுஷ்மாகம்’ ஸந்நிதா⁴வாஸம்’ ததா³நீம் ஏதத்³ அகத²யமிதி யூயம்’ கிம்’ ந ஸ்மரத²?
6 ଅଇଲେମିସା ସେ ବିପଦ୍‌ ଏବେ ନ ଗଟେତା । କାଇକେବଇଲେ ତାର୍‌ସଙ୍ଗ୍‌ ଜୁଜ୍‌ବାକେ ଏବେ ଗଟେକ୍‌ ବପୁ ଆଚେ । ସେଟା କାଇ ତମେ ଜାନାସ୍‌ କି? ସମାନ୍‌ ବେଲାଇ ସେ କାରାପ୍‌ ଲକ୍‌ ବାରଇସି ।
ஸாம்ப்ரதம்’ ஸ யேந நிவார்ய்யதே தத்³ யூயம்’ ஜாநீத², கிந்து ஸ்வஸமயே தேநோதே³தவ்யம்’|
7 କାଇକେବଇଲେ ଏବେ ମିସା ଲୁଚ୍‌ତେ ଅନିଆଇର୍‌ ପାପ୍‌ କାମ୍‌ ଚାଲିଆଚେ । ଜନ୍‌ କାରାପ୍‌ ଲକ୍‌ ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ବିରଦ୍‌ କଲାନି, ସେ ଲକ୍‌ ବିନାସ୍‌ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
வித⁴ர்ம்மஸ்ய நிகூ³டோ⁴ கு³ண இதா³நீமபி ப²லதி கிந்து யஸ்தம்’ நிவாரயதி ஸோ(அ)த்³யாபி தூ³ரீக்ரு’தோ நாப⁴வத்|
8 ସେଡ୍‌କିବେଲେ ସେ କାରାପ୍‌ ଲକ୍‌ ଦେକାଇ ଅଇସି । ତାକେ ମାପ୍‌ରୁ ଜିସୁ ତାର୍‌ ନିଜର୍‌ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍‌ ନାସ୍‌ କର୍‌ସି । ଆରି ତରେକ୍‌ ସେ ଡାକ୍‌ପୁଟା ସଙ୍ଗ୍‌ ଆଇବାବେଲେ ସେ କାରାପ୍‌ ଲକ୍‌ ବିନାସ୍‌ ଅଇଜାଇସି ।
தஸ்மிந் தூ³ரீக்ரு’தே ஸ வித⁴ர்ம்ம்யுதே³ஷ்யதி கிந்து ப்ரபு⁴ ர்யீஸு²​: ஸ்வமுக²பவநேந தம்’ வித்⁴வம்’ஸயிஷ்யதி நிஜோபஸ்தி²தேஸ்தேஜஸா விநாஸ²யிஷ்யதி ச|
9 ସେ କାରାପ୍‌ ଲକ୍‌, ସଇତାନର୍‌ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍‌ମନ୍‌ କରି ଦେକାଇସି ।
ஸ²யதாநஸ்ய ஸ²க்திப்ரகாஸ²நாத்³ விநாஸ்²யமாநாநாம்’ மத்⁴யே ஸர்வ்வவிதா⁴​: பராக்ரமா ப்⁴ரமிகா ஆஸ்²சர்ய்யக்ரியா லக்ஷணாந்யத⁴ர்ம்மஜாதா ஸர்வ்வவித⁴ப்ரதாரணா ச தஸ்யோபஸ்தி²தே​: ப²லம்’ ப⁴விஷ்யதி;
10 ୧୦ କେତେ କେତେ ଲକ୍‌ମନ୍‌ ସେ କର୍‌ବା କାମେ ଜାଇ କିଲ୍‌ବିଲ୍‌ ଅଇବାଇ ଆରି ନସ୍‌ଟ ଅଇଜିବାଇ । ଜନ୍‌ ସତ୍‌ ମାନିକରି ସେବାଟେ ଗାଲେ, ସେମନ୍‌ ନ ସର୍‌ବା ଜିବନ୍‌ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍‌କେ ଏ ଦସା ଅଇସି ।
யதோ ஹேதோஸ்தே பரித்ராணப்ராப்தயே ஸத்யத⁴ர்ம்மஸ்யாநுராக³ம்’ ந க்³ரு’ஹீதவந்தஸ்தஸ்மாத் காரணாத்³
11 ୧୧ ସେମନ୍‌ ଜେନ୍ତିକି ମିଚ୍‌ କାତା ବିସ୍‌ବାସ୍‌ କର୍‌ବାଇ, ସେଟାର୍‌ପାଇ ପର୍‌ମେସର୍‌ ସେମନର୍‌ଟାନେ ସତ୍‌ ନଇବା ବପୁ ପାଟାଇସି ।
ஈஸ்²வரேண தாந் ப்ரதி ப்⁴ராந்திகரமாயாயாம்’ ப்ரேஷிதாயாம்’ தே ம்ரு’ஷாவாக்யே விஸ்²வஸிஷ்யந்தி|
12 ୧୨ ଜେନ୍ତିକି ଜନ୍‌ ଲକ୍‌ମନ୍‌ ସତ୍‌ ବିସଇ ବିସ୍‌ବାସ୍‌ ନ କରି ମିଚ୍‌ ବିସ‍ଇ ବିସ୍‌ବାସ୍‌ କରି ସାର୍‌ଦା ଅଇବାଇ, ସେମନ୍‌ ସବୁଲକ୍‌ ଏ ରକାମ୍‌ ଡଣ୍ଡ୍‌ ପାଇବାଇ ।
யதோ யாவந்தோ மாநவா​: ஸத்யத⁴ர்ம்மே ந விஸ்²வஸ்யாத⁴ர்ம்மேண துஷ்யந்தி தை​: ஸர்வ்வை ர்த³ண்ட³பா⁴ஜநை ர்ப⁴விதவ்யம்’|
13 ୧୩ ତେବର୍‌ପାଇ ଏ ବାଇବଇନିମନ୍‌, ତମର୍‌ପାଇ ସବୁବେଲେ ପର୍‌ମେସର୍‌କେ ଦନିଅବାଦ୍‌ ଦେବାର୍‍ ଆଚେ । କାଇକେ ବଇଲେ ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି ଆରି ଆଗେଅନି ସେ ତମ୍‌କେ ବାଚ୍‌ଲା ଆଚେ । ଜେନ୍ତିକି ସେ ତମ୍‌କେ ରକିଆ କରି ପାର୍‌ସି । ସୁକଲ୍‌ ଆତ୍‌ମାର୍‌ କାମର୍‌ ଲାଗି ତମେ ସୁକଲ୍‌ ଅଇ ସତ୍‌ ବିସଇ ବିସ୍‌ବାସ୍‌ କରି ପାର୍‌ସା ।
ஹே ப்ரபோ⁴​: ப்ரியா ப்⁴ராதர​: , யுஷ்மாகம்’ க்ரு’த ஈஸ்²வரஸ்ய த⁴ந்யவாதோ³(அ)ஸ்மாபி⁴​: ஸர்வ்வதா³ கர்த்தவ்யோ யத ஈஸ்²வர ஆ ப்ரத²மாத்³ ஆத்மந​: பாவநேந ஸத்யத⁴ர்ம்மே விஸ்²வாஸேந ச பரித்ராணார்த²ம்’ யுஷ்மாந் வரீதவாந்
14 ୧୪ ଆମେ ତମର୍‌ଟାନେ ଜନ୍‌ ନିମାନ୍‌ କବର୍‌ ଜାନାଇଆଚୁ, ସେଟାର୍‌ଲାଗି ପର୍‌ମେସର୍‌ ତମ୍‌କେ ବାଚ୍‌ଲା ଆଚେ । ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଡାକ୍‌ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
தத³ர்த²ஞ்சாஸ்மாபி⁴ ர்கோ⁴ஷிதேந ஸுஸம்’வாதே³ந யுஷ்மாந் ஆஹூயாஸ்மாகம்’ ப்ரபோ⁴ ர்யீஸு²க்²ரீஷ்டஸ்ய தேஜஸோ(அ)தி⁴காரிண​: கரிஷ்யதி|
15 ୧୫ ତେବେ ଏ ବାଇବଇନିମନ୍‌, ତମେ ତବିର୍‌ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍‌ଟା ସିକିଆଚାସ୍‌, ସେ ସବୁ ଚାଡାନାଇ ।
அதோ ஹே ப்⁴ராதர​: யூயம் அஸ்மாகம்’ வாக்யை​: பத்ரைஸ்²ச யாம்’ ஸி²க்ஷாம்’ லப்³த⁴வந்தஸ்தாம்’ க்ரு’த்ஸ்நாம்’ ஸி²க்ஷாம்’ தா⁴ரயந்த​: ஸுஸ்தி²ரா ப⁴வத|
16 ୧୬ ନିଜେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ, ଆରି ଜନ୍‌ ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା, ସେ ଆକା ଆମ୍‌କେ ଜିବନ୍‌ ଦୁକାଇକରି କେବେ ନ ସାର୍‌ବା ବପୁ ଆରି ଆସା ଦେଇଆଚେ । (aiōnios g166)
அஸ்மாகம்’ ப்ரபு⁴ ர்யீஸு²க்²ரீஷ்டஸ்தாத ஈஸ்²வரஸ்²சார்த²தோ யோ யுஷ்மாஸு ப்ரேம க்ரு’தவாந் நித்யாஞ்ச ஸாந்த்வநாம் அநுக்³ரஹேணோத்தமப்ரத்யாஸா²ஞ்ச யுஷ்மப்⁴யம்’ த³த்தவாந் (aiōnios g166)
17 ୧୭ ସେ ସବୁବେଲେ ସତ୍‌ କାମ୍‌ କର୍‌ବାକେ ଆରି ବାକିଅତେଇ ତବିର୍‌ ଅଇ ରଇବାକେ ସାଇଜ କର ।
ஸ ஸ்வயம்’ யுஷ்மாகம் அந்த​: கரணாநி ஸாந்த்வயது ஸர்வ்வஸ்மிந் ஸத்³வாக்யே ஸத்கர்ம்மணி ச ஸுஸ்தி²ரீகரோது ச|

< ୨ ତେସଲନିକିୟ 2 >