< ୨ ତେସଲନିକିୟ 2 >

1 ଏ ବାଇବଇନିମନ୍‌, ମାପ୍‌ରୁ ଜିସୁକିରିସ୍‌ଟ ଆରିତରେକ୍‌ ଆଇବା ବିସଇ ଆରି ତାର୍‌ଲଗେ ଆମେ ସବୁଲକ୍‌ ରୁଣ୍ଡ୍‌ଅଇବା ବିସଇ, ତମ୍‌କେ ଆମେ ବାବୁଜିଆ କଲୁନି ।
But we request you, brethren, —in behalf of the Presence of our Lord Jesus Christ, and our gathering together unto him,
2 କାର୍‌ଲଗେଅନି ମିସା ମାପ୍‌ରୁର୍‌ ଦିନ୍‌ କେଟ୍‌ଲାବେ, ବଲିକରି ସୁନିଦେଇ କିଲ୍‌ବିଲ୍‌ ଉଆନାଇ । ଜଦି ସେ କବର୍‌ ଆମେ ବବିସତ୍‍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍‌ ବଲି ସୁନ୍‌ଲେ ମିସା ସେନ୍ତାର୍‌ ଉଆନାଇ ।
That ye be not quickly tossed from your mind, nor be put in alarm—either by spirit, or by discourse, or by letter as by us, as that the day of the Lord, hath set in:
3 କେ ମିସା ସେନ୍ତାରିକରି ତମ୍‌କେ ବୁଲ୍‌ ବାଟେ ନ ନେଅ । କାଇକେବଇଲେ ପର୍‌ତୁମ୍‌ ଦରମର୍‌ ପାଇ ବିରଦ୍‌ ଅଇସି । ତାର୍‌ପଚେ ବିନାସ୍‌ କରୁ ଜେ କି ପାପି ମୁନୁସ୍‌ ଆଇବା ଦର୍‌କାର୍‌ । ସେ ପାପି ମୁନୁସ୍‌ ନ ସାର୍‌ବା ମରନେ ଜାଇସି ।
That no one may cheat, you, in any one respect. Because [that day will not set in] —except the revolt come first, and there he revealed the man of lawlessness, the son of destruction,
4 ସେ ଦୁରାଚାର୍‌ ମୁନୁସ୍‌ ଜନ୍‌ ସବୁ ବିସଇ ପର୍‌ମେସରର୍‌ ବଲି ଲକ୍‌ମନ୍‌ ପୁଜା କଲାଇନି, ସବୁର୍‍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍‌ମେସରର୍‌ ମନ୍ଦିରେ ବସିକରି ମୁଇ ଆକା ପର୍‌ମେସର୍‌, ବଲି ଦେକାଇ ଅଇସି ।
The one who opposeth and exalteth himself on high against every one called God, or an object of worship; so that he, within the sanctuary of God, shall take his seat, showeth himself forth, that he is, God: —
5 ମୁଇ ତମର୍‌ ସଙ୍ଗ୍‍ ରଇଲାବେଲେ ତର୍‌କେ ତର୍‌ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍‌ ମନେ ନାଇ କି?
Remember ye not, that, while I was yet with you, these very things, I was telling you?
6 ଅଇଲେମିସା ସେ ବିପଦ୍‌ ଏବେ ନ ଗଟେତା । କାଇକେବଇଲେ ତାର୍‌ସଙ୍ଗ୍‌ ଜୁଜ୍‌ବାକେ ଏବେ ଗଟେକ୍‌ ବପୁ ଆଚେ । ସେଟା କାଇ ତମେ ଜାନାସ୍‌ କି? ସମାନ୍‌ ବେଲାଇ ସେ କାରାପ୍‌ ଲକ୍‌ ବାରଇସି ।
And, what now restraineth, ye know, to the end he may be revealed in his own fitting time;
7 କାଇକେବଇଲେ ଏବେ ମିସା ଲୁଚ୍‌ତେ ଅନିଆଇର୍‌ ପାପ୍‌ କାମ୍‌ ଚାଲିଆଚେ । ଜନ୍‌ କାରାପ୍‌ ଲକ୍‌ ମାପ୍‌ରୁର୍‌ ବାଟେ ଜିବା ଲକ୍‌ମନ୍‌କେ ବିରଦ୍‌ କଲାନି, ସେ ଲକ୍‌ ବିନାସ୍‌ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
For, the secret, of lawlessness, already, is inwardly working itself, —only, until, he that restraineth at present, shall be gone, out of the midst:
8 ସେଡ୍‌କିବେଲେ ସେ କାରାପ୍‌ ଲକ୍‌ ଦେକାଇ ଅଇସି । ତାକେ ମାପ୍‌ରୁ ଜିସୁ ତାର୍‌ ନିଜର୍‌ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍‌ ନାସ୍‌ କର୍‌ସି । ଆରି ତରେକ୍‌ ସେ ଡାକ୍‌ପୁଟା ସଙ୍ଗ୍‌ ଆଇବାବେଲେ ସେ କାରାପ୍‌ ଲକ୍‌ ବିନାସ୍‌ ଅଇଜାଇସି ।
And, then, shall be revealed the lawless one, —whom, the Lord [Jesus], will slay with the Spirit of his mouth, and paralyse with the forthshining of his Presence: —
9 ସେ କାରାପ୍‌ ଲକ୍‌, ସଇତାନର୍‌ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍‌ମନ୍‌ କରି ଦେକାଇସି ।
Whose, presence, [shall be] according to an inworking of Satan, with all manner of mighty work and signs and wonders of falsehood,
10 ୧୦ କେତେ କେତେ ଲକ୍‌ମନ୍‌ ସେ କର୍‌ବା କାମେ ଜାଇ କିଲ୍‌ବିଲ୍‌ ଅଇବାଇ ଆରି ନସ୍‌ଟ ଅଇଜିବାଇ । ଜନ୍‌ ସତ୍‌ ମାନିକରି ସେବାଟେ ଗାଲେ, ସେମନ୍‌ ନ ସର୍‌ବା ଜିବନ୍‌ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍‌କେ ଏ ଦସା ଅଇସି ।
And with all manner of deceit of unrighteousness, in them who are destroying themselves, because, the love of the truth, they did not welcome, that they might be saved; —
11 ୧୧ ସେମନ୍‌ ଜେନ୍ତିକି ମିଚ୍‌ କାତା ବିସ୍‌ବାସ୍‌ କର୍‌ବାଇ, ସେଟାର୍‌ପାଇ ପର୍‌ମେସର୍‌ ସେମନର୍‌ଟାନେ ସତ୍‌ ନଇବା ବପୁ ପାଟାଇସି ।
And, for this cause, God sendeth them an inworking of error, to the end they should believe in the falsehood, —
12 ୧୨ ଜେନ୍ତିକି ଜନ୍‌ ଲକ୍‌ମନ୍‌ ସତ୍‌ ବିସଇ ବିସ୍‌ବାସ୍‌ ନ କରି ମିଚ୍‌ ବିସ‍ଇ ବିସ୍‌ବାସ୍‌ କରି ସାର୍‌ଦା ଅଇବାଇ, ସେମନ୍‌ ସବୁଲକ୍‌ ଏ ରକାମ୍‌ ଡଣ୍ଡ୍‌ ପାଇବାଇ ।
In order that should be judged who would not believe in the truth, but were well-pleased with the unrighteousness.
13 ୧୩ ତେବର୍‌ପାଇ ଏ ବାଇବଇନିମନ୍‌, ତମର୍‌ପାଇ ସବୁବେଲେ ପର୍‌ମେସର୍‌କେ ଦନିଅବାଦ୍‌ ଦେବାର୍‍ ଆଚେ । କାଇକେ ବଇଲେ ପର୍‌ମେସର୍‌ ତମ୍‌କେ ଆଲାଦ୍‌ କଲାନି ଆରି ଆଗେଅନି ସେ ତମ୍‌କେ ବାଚ୍‌ଲା ଆଚେ । ଜେନ୍ତିକି ସେ ତମ୍‌କେ ରକିଆ କରି ପାର୍‌ସି । ସୁକଲ୍‌ ଆତ୍‌ମାର୍‌ କାମର୍‌ ଲାଗି ତମେ ସୁକଲ୍‌ ଅଇ ସତ୍‌ ବିସଇ ବିସ୍‌ବାସ୍‌ କରି ପାର୍‌ସା ।
But, we, are bound to give thanks unto God continually concerning you, brethren beloved by the Lord, for that God chose you, from the beginning, unto salvation, in sanctification of spirit and belief of truth, —
14 ୧୪ ଆମେ ତମର୍‌ଟାନେ ଜନ୍‌ ନିମାନ୍‌ କବର୍‌ ଜାନାଇଆଚୁ, ସେଟାର୍‌ଲାଗି ପର୍‌ମେସର୍‌ ତମ୍‌କେ ବାଚ୍‌ଲା ଆଚେ । ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟର୍‌ ନାଉଁ ଡାକ୍‌ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
Unto which he called you, through means of our glad-message, unto an acquiring of the glory of our Lord Jesus Christ.
15 ୧୫ ତେବେ ଏ ବାଇବଇନିମନ୍‌, ତମେ ତବିର୍‌ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍‌ଟା ସିକିଆଚାସ୍‌, ସେ ସବୁ ଚାଡାନାଇ ।
Hence, then, brethren, stand firm, and hold fast the instructions which ye were taught—whether through discourse, or through our letter.
16 ୧୬ ନିଜେ ଆମର୍‌ ମାପ୍‌ରୁ ଜିସୁ କିରିସ୍‌ଟ, ଆରି ଜନ୍‌ ଆମର୍‌ ବାବା ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା, ସେ ଆକା ଆମ୍‌କେ ଜିବନ୍‌ ଦୁକାଇକରି କେବେ ନ ସାର୍‌ବା ବପୁ ଆରି ଆସା ଦେଇଆଚେ । (aiōnios g166)
But may, our Lord Jesus Christ himself, and our God and Father, —Who hath loved you, and given you age-abiding consolation and good hope by favour, (aiōnios g166)
17 ୧୭ ସେ ସବୁବେଲେ ସତ୍‌ କାମ୍‌ କର୍‌ବାକେ ଆରି ବାକିଅତେଇ ତବିର୍‌ ଅଇ ରଇବାକେ ସାଇଜ କର ।
Console your hearts, and confirm you in every good work and word!

< ୨ ତେସଲନିକିୟ 2 >