< ୨ ତେସଲନିକିୟ 2 >
1 ୧ ଏ ବାଇବଇନିମନ୍, ମାପ୍ରୁ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଆରି ତାର୍ଲଗେ ଆମେ ସବୁଲକ୍ ରୁଣ୍ଡ୍ଅଇବା ବିସଇ, ତମ୍କେ ଆମେ ବାବୁଜିଆ କଲୁନି ।
Now we plead to you, brethren, by the coming of our Lord Jesus Christ, and by our gathering together unto him,
2 ୨ କାର୍ଲଗେଅନି ମିସା ମାପ୍ରୁର୍ ଦିନ୍ କେଟ୍ଲାବେ, ବଲିକରି ସୁନିଦେଇ କିଲ୍ବିଲ୍ ଉଆନାଇ । ଜଦି ସେ କବର୍ ଆମେ ବବିସତ୍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍ ବଲି ସୁନ୍ଲେ ମିସା ସେନ୍ତାର୍ ଉଆନାଇ ।
That all of you be not soon shaken in mind, or be troubled, neither by spirit, (pneuma) nor by word, (logos) nor by letter as from us, as that the day of Christ is at hand.
3 ୩ କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି ।
Let no man deceive you by any means: for that day shall not come, except there come a falling away first, and that man of sin be revealed, the son of perdition;
4 ୪ ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
Who opposes and exalts himself above all that is called God, or that is worshipped; so that he as God sits in the temple of God, showing himself that he is God.
5 ୫ ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି?
Remember all of you not, that, when I was yet with you, I told you these things?
6 ୬ ଅଇଲେମିସା ସେ ବିପଦ୍ ଏବେ ନ ଗଟେତା । କାଇକେବଇଲେ ତାର୍ସଙ୍ଗ୍ ଜୁଜ୍ବାକେ ଏବେ ଗଟେକ୍ ବପୁ ଆଚେ । ସେଟା କାଇ ତମେ ଜାନାସ୍ କି? ସମାନ୍ ବେଲାଇ ସେ କାରାପ୍ ଲକ୍ ବାରଇସି ।
And now all of you know what withholds that he might be revealed in his time.
7 ୭ କାଇକେବଇଲେ ଏବେ ମିସା ଲୁଚ୍ତେ ଅନିଆଇର୍ ପାପ୍ କାମ୍ ଚାଲିଆଚେ । ଜନ୍ କାରାପ୍ ଲକ୍ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ବିରଦ୍ କଲାନି, ସେ ଲକ୍ ବିନାସ୍ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
For the mystery of iniquity does already work: only he who now lets will let, until he be taken out of the way.
8 ୮ ସେଡ୍କିବେଲେ ସେ କାରାପ୍ ଲକ୍ ଦେକାଇ ଅଇସି । ତାକେ ମାପ୍ରୁ ଜିସୁ ତାର୍ ନିଜର୍ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍ ନାସ୍ କର୍ସି । ଆରି ତରେକ୍ ସେ ଡାକ୍ପୁଟା ସଙ୍ଗ୍ ଆଇବାବେଲେ ସେ କାରାପ୍ ଲକ୍ ବିନାସ୍ ଅଇଜାଇସି ।
And then shall that Wicked be revealed, whom the Lord shall consume with the spirit (pneuma) of his mouth, and shall destroy with the brightness of his coming:
9 ୯ ସେ କାରାପ୍ ଲକ୍, ସଇତାନର୍ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍ମନ୍ କରି ଦେକାଇସି ।
Even him, whose coming is after the working of Satan with all power and signs and lying wonders,
10 ୧୦ କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।
And with all deceivableness of unrighteousness in them that perish; because they received not the love (agape) of the truth, that they might be saved.
11 ୧୧ ସେମନ୍ ଜେନ୍ତିକି ମିଚ୍ କାତା ବିସ୍ବାସ୍ କର୍ବାଇ, ସେଟାର୍ପାଇ ପର୍ମେସର୍ ସେମନର୍ଟାନେ ସତ୍ ନଇବା ବପୁ ପାଟାଇସି ।
And for this cause God shall send them strong delusion, that they should believe a lie:
12 ୧୨ ଜେନ୍ତିକି ଜନ୍ ଲକ୍ମନ୍ ସତ୍ ବିସଇ ବିସ୍ବାସ୍ ନ କରି ମିଚ୍ ବିସଇ ବିସ୍ବାସ୍ କରି ସାର୍ଦା ଅଇବାଇ, ସେମନ୍ ସବୁଲକ୍ ଏ ରକାମ୍ ଡଣ୍ଡ୍ ପାଇବାଇ ।
That they all might be damned who believed not the truth, but had pleasure in unrighteousness.
13 ୧୩ ତେବର୍ପାଇ ଏ ବାଇବଇନିମନ୍, ତମର୍ପାଇ ସବୁବେଲେ ପର୍ମେସର୍କେ ଦନିଅବାଦ୍ ଦେବାର୍ ଆଚେ । କାଇକେ ବଇଲେ ପର୍ମେସର୍ ତମ୍କେ ଆଲାଦ୍ କଲାନି ଆରି ଆଗେଅନି ସେ ତମ୍କେ ବାଚ୍ଲା ଆଚେ । ଜେନ୍ତିକି ସେ ତମ୍କେ ରକିଆ କରି ପାର୍ସି । ସୁକଲ୍ ଆତ୍ମାର୍ କାମର୍ ଲାଗି ତମେ ସୁକଲ୍ ଅଇ ସତ୍ ବିସଇ ବିସ୍ବାସ୍ କରି ପାର୍ସା ।
But we are bound to give thanks always to God for you, brethren beloved of the Lord, because God has from the beginning chosen you to salvation through sanctification of the Spirit (pneuma) and belief of the truth:
14 ୧୪ ଆମେ ତମର୍ଟାନେ ଜନ୍ ନିମାନ୍ କବର୍ ଜାନାଇଆଚୁ, ସେଟାର୍ଲାଗି ପର୍ମେସର୍ ତମ୍କେ ବାଚ୍ଲା ଆଚେ । ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଡାକ୍ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
Unto which he called you by our gospel, to the obtaining of the glory of our Lord Jesus Christ.
15 ୧୫ ତେବେ ଏ ବାଇବଇନିମନ୍, ତମେ ତବିର୍ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍ଟା ସିକିଆଚାସ୍, ସେ ସବୁ ଚାଡାନାଇ ।
Therefore, brethren, stand fast, and hold the traditions which all of you have been taught, whether by word, (logos) or our epistle.
16 ୧୬ ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ । (aiōnios )
Now our Lord Jesus Christ himself, and God, even our Father, which has loved us, and has given us everlasting consolation and good hope through grace, (aiōnios )
17 ୧୭ ସେ ସବୁବେଲେ ସତ୍ କାମ୍ କର୍ବାକେ ଆରି ବାକିଅତେଇ ତବିର୍ ଅଇ ରଇବାକେ ସାଇଜ କର ।
Comfort your hearts, and establish you in every good word (logos) and work.