< ୨ ତେସଲନିକିୟ 1 >
1 ୧ ମୁଇ ପାଉଲ୍, ବାବା ପର୍ମେସର୍ ଲଗେ ଆରି ମାପ୍ରୁ ଜିସୁକିରିସ୍ଟ ତେଇ ରଇବା ତେସଲନିକିୟ ମଣ୍ଡଲିର୍ ଲକ୍ମନ୍କେ ଏ ଚିଟି ଲେକି ପାଟାଇଲିନି । ମର୍ ସଙ୍ଗ୍ ରଇକରି ସିଲା ଆରି ତିମତି ମିସା ଜୁଆର୍ ଜାନାଇଲାଇନି ।
Paul, and Silvanus, and Timotheus, to the assembly of Thessalonians in God our Father, and the Lord Jesus Christ:
2 ୨ ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
Grace to you and peace from God our Father and the Lord Jesus Christ!
3 ୩ ଏ ବାଇବଇନିମନ୍ ତମର୍ପାଇ ଆମେ ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେବା କାତା । ଏଟା ଟିକ୍ ବିସଇ । କାଇକେବଇଲେ ତମର୍ ବିସ୍ବାସ୍ ଅଦିକ୍ ଅଦିକ୍ ଅଇଲାନି । ଆରି ତମର୍ ନିଜର୍ ନିଜର୍ ବିତ୍ରେ ସବୁଲକ୍କେ ଆଲାଦ୍ ବଡିଗାଲାନି ।
We always ought to give thanks to God for you, brothers, as it is fitting, because your faith increases greatly, and the love of each one of you all abounds to one another,
4 ୪ ତମେ ଜେତ୍କି ସବୁ ଉଡାସୁନିକରି ମିସା ବିସ୍ବାସ୍ କରି ବପୁସଙ୍ଗ୍, ଡାଟ୍ ଅଇକରି ଆଚାସ୍ । ଏ କାତା ଆମେ ପରମେସରର୍ ମଣ୍ଡଲିମନ୍କେ ବଡ୍ପନ୍ ଅଇକରି କଇଲୁନି ।
so that we ourselves glory in you in the assemblies of God, for your endurance and faith in all your persecutions and tribulations that you bear—
5 ୫ ପର୍ମେସରର୍ ଜନ୍ ରାଇଜର୍ପାଇ ତମେ ଦୁକ୍ କସ୍ଟ ପାଇଲାସ୍ନି, ସେ ରାଇଜ୍ ପାଇସା । ପର୍ମେସରର୍ ବିଚାର୍ କର୍ବାଟା ଟିକ୍ ଆକା, ଇତିଅନି ସେଟା ଜାନିଅଇଲାନି ।
a token of the righteous judgment of God, for your being counted worthy of the Kingdom of God, for which you also suffer,
6 ୬ ଜନ୍ଟା ଟିକ୍, ସେଟା ପର୍ମେସର୍ ପୁରାପୁରୁନ୍ କର୍ସି । ଜନ୍ଲକ୍ମନ୍ ଏବେ ତମ୍କେ କସ୍ଟ ଦେଲାଇନି, ସେମନ୍ କସ୍ଟ ପାଇବାଇ ।
since [it is] a righteous thing with God to give back to those troubling you—tribulation,
7 ୭ ପର୍ମେସର୍ ତମର୍ ଦୁକ୍ କସ୍ଟ ଅଇବାଟା ସାରାଇକରି ଆମ୍କେ ମିସା ସାନ୍ତି ଦେଇସି । ଜେଡେବେଲେ ମାପ୍ରୁ ଜିସୁ ସର୍ଗେଅନି ତାର୍ ବପୁର୍ ଦୁତ୍ମନର୍ ମଜାଇ ବପୁଅଇ ଆଇସି, ପର୍ମେସର୍ ଏ କାମ୍ ପୁରାପୁରୁନ୍ କର୍ସି ।
and to you who are troubled—rest with us in the revelation of the Lord Jesus from Heaven, with messengers of His power,
8 ୮ ଜନ୍ଲକ୍ମନ୍ ପର୍ମେସର୍କେ ନାଜାନତ୍, ଆରି ଆମର୍ ମାପ୍ରୁ ଜିସୁର୍ ବାକିଅ ନ ମାନତ୍, ସେନ୍ତାରି ଲକ୍ମନ୍କେ ସେ ଡଣ୍ଡ୍ ଦେବାକେ ଲାଗ୍ତେରଇବା ଜଇସଙ୍ଗ୍ ଆଇସି ।
in flaming fire, giving vengeance to those not knowing God, and to those not obeying the good news of our Lord Jesus Christ,
9 ୯ ସେ ଲକ୍ମନ୍ ମାପ୍ରୁର୍ ମୁଆଟେ ଡାଟ୍ସଙ୍ଗ୍ ଡାକ୍ପୁଟା ପାଇବା ତେଇଅନି, କାଲ୍ କାଲ୍ ଜୁଗ୍ ଜୁଗ୍ ପାଇ କୁରୁପ୍ନାସ୍ ଅଇଜିବାଇ । (aiōnios )
who will suffer justice—continuous destruction—from the face of the LORD, and from the glory of His strength, (aiōnios )
10 ୧୦ ସେଦିନେ ମାପ୍ରୁ ତାର୍ ଲକ୍ମନର୍ ଟାନେଅନି ଆରି ସବୁ ଲକ୍ମନର୍ ଟାନେଅନି ଡାକ୍ପୁଟା ଅଇ ସନ୍ମାନ୍ ପାଇସି । ଏମନର୍ ବିତ୍ରେ ତମେ ମିସା ମିସ୍ସା । କାଇକେବଇଲେ ଆମେ ଜନ୍ କବର୍ ଦେଇରଇଲୁ, ସେଟା ତମେ ବିସ୍ବାସ୍ କଲାସ୍ ଆରି ମାନ୍ଲାସ୍ ।
when He may come to be glorified in His holy ones, and to be wondered at by all those believing—because our testimony was believed among you—in that day;
11 ୧୧ ତମ୍କେ ଜେନ୍ତି ଜିଉନା କାଉନା କର୍ବାପାଇ ପର୍ମେସର୍ ବାଚ୍ଲା ଆଚେ, ସେନ୍ତାରି ଚଲାଚଲ୍ତି କରାଇବାକେ ଆମେ ପର୍ମେସର୍କେ ଗୁଆରି କଲୁନି । ସେ ତାର୍ ବପୁସଙ୍ଗ୍ ସବୁ ଆସା କର୍ବା ସତ୍ ପୁରାପୁରୁନ୍ କରି ତମର୍ ବିସ୍ବାସ୍ ଡାଁଟ୍ କର । ସେଟାର୍ପାଇ ଆମେ ସବୁବେଲେ ତମର୍ଲାଗି ପାର୍ତନା କଲୁନି ।
for which we also always pray for you, that our God may count you worthy of the calling, and may fulfill all the good pleasure of goodness, and the work of faith in power,
12 ୧୨ ଏନ୍ତାରି କଲେ ଆମର୍ ସବୁଲକର୍ ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ତମ୍କେ ମିସା ଡାକ୍ପୁଟା କରାଇସି । ଆରି ତମେ ମିସା ତାର୍ଟାନେ ଡାକ୍ପୁଟା ଅଇସା ।
that the Name of our Lord Jesus Christ may be glorified in you, and you in Him, according to the grace of our God and Lord Jesus Christ.