< ୨ ୟ ପିତର୍‌ 3 >

1 ଏ ମର୍‌ ଆଲାଦର୍‌ ବାଇବଇନିମନ୍‌, ଏଟା ମୁଇ ତମର୍‌ ଲଗେ ଦୁଇପାଲି ଅଇଲା ଚିଟି ଲେକ୍‌ଲିନି । ଏ ଦୁଇଟାଜାକ ଚିଟିତେଇ ଏ ସବୁ ବିସୟ୍‌ ମନେ ଏତାଇ ତମର୍‌ ମନେ ସୁକଲ୍‌ କର୍‌ବାପାଇ ଚିନ୍ତା କଲିନି ।
ஹே ப்ரியதமா​: , யூயம்’ யதா² பவித்ரப⁴விஷ்யத்³வக்த்ரு’பி⁴​: பூர்வ்வோக்தாநி வாக்யாநி த்ராத்ரா ப்ரபு⁴நா ப்ரேரிதாநாம் அஸ்மாகம் ஆதே³ஸ²ஞ்ச ஸாரத² ததா² யுஷ்மாந் ஸ்மாரயித்வா
2 ବେସି ଆଗେ ସୁକଲ୍‌ ବବିସତ୍‌ବକ୍‍ତାମନ୍‍ ଜନ୍‌ସବୁ କାତା ଜାନାଇ ରଇଲାଇ ଆରି ଉଦାର୍‌ କର୍‍ବା ମାପ୍‌ରୁ ଦେଇରଇବା ଆଦେସ୍‌ ତମ୍‌କେ ପେରିତ୍‌ ସିସ୍‌ମନ୍‌ ଦେଇଆଚତ୍‌, ସେଟା ତମର୍‌ ମନେ ଏତାଇ ଦେବାକେ ମନ୍‌କଲିନି ।
யுஷ்மாகம்’ ஸரலபா⁴வம்’ ப்ரபோ³த⁴யிதும் அஹம்’ த்³விதீயம் இத³ம்’ பத்ரம்’ லிகா²மி|
3 ପର୍‌ତମେ ଏଟା ଜାନା ଜେ, ସାର୍‌ଲା ଦିନ୍‌ମନ୍‌କେ ଲକ୍‍ମନ୍‍ ନିଜର୍‌ ନିଜର୍‌ କାରାପ୍‌ ମନ୍‍କଲା ଇସାବେ ଚଲାଚଲ୍‌ତି କର୍‌ବାଇ । ସାରାସାରି ଦିନେ ସେମନ୍‌ ସତ୍‌କେ ନିସାର୍‌ କରି ପାଚାର୍‌ବାଇ ।
ப்ரத²மம்’ யுஷ்மாபி⁴ரித³ம்’ ஜ்ஞாயதாம்’ யத் ஸே²ஷே காலே ஸ்வேச்சா²சாரிணோ நிந்த³கா உபஸ்தா²ய
4 ଆରି କିଜାଇକରି କଇବାଇ, “ଜିସୁ ଆଇବି ବଲି କାତା ଦେଇରଇଲାଟା, କେନେ ତେବେ?” କାଇକେବଇଲେ ପୁର୍‌ବେଅନି ଆମର୍‍ ଆନିଦାଦିମନ୍‌ ମଲାତେଇଅନି ଏବ୍‌କେ ଜାକ ସବୁ ବିସଇ ଜେନ୍ତି ରଇଲା, ଏବେ ମିସା ସେନ୍ତାର୍‍ସେ ଆଚେ ।
வதி³ஷ்யந்தி ப்ரபோ⁴ராக³மநஸ்ய ப்ரதிஜ்ஞா குத்ர? யத​: பித்ரு’லோகாநாம்’ மஹாநித்³ராக³மநாத் பரம்’ ஸர்வ்வாணி ஸ்ரு’ஷ்டேராரம்ப⁴காலே யதா² ததை²வாவதிஷ்ட²ந்தே|
5 ସେମନ୍‌ ଜାନି ଜାନି ପାସ୍‌ରିଗାଲାଇନି ଜେ ଆଗର୍‌ ବେଲ୍‌ ଆରି ବାଦଲ୍‌ ସବୁ ମାପ୍‌ରୁର୍‌ ବାକିଅର୍‍ ଲାଗି ଗଟ୍‌ଲା ଆଚେ, ଦର୍‌ତନି ପାନି ବିତ୍‌ରେଅନି ବାରଇଲା ଆଚେ ଆରି ଦର୍‌ତନି ଚାରିବେଟ୍‌ତି ପାନି ରଇଲା ବଲି ।
பூர்வ்வம் ஈஸ்²வரஸ்ய வாக்யேநாகாஸ²மண்ட³லம்’ ஜலாத்³ உத்பந்நா ஜலே ஸந்திஷ்ட²மாநா ச ப்ரு’தி²வ்யவித்³யதைதத்³ அநிச்சு²கதாதஸ்தே ந ஜாநாந்தி,
6 ତାର୍‌ଲାଗି ସେ ସେବେଲେ ପୁର୍‌ନା ଜଗତ୍‌ ପାନି ସଙ୍ଗ୍‌ ବୁଡି ନସିଗାଲା ।
ததஸ்தாத்காலிகஸம்’ஸாரோ ஜலேநாப்லாவிதோ விநாஸ²ம்’ க³த​: |
7 ମାତର୍‌ ଏବେ ରଇବା ବାଦଲ୍‌ ଆରି ଦର୍‌ତନି ସେ ବାକିଅର୍‍ ଲାଗି, ଦରମ୍‌ ନଇଲା ଲକ୍‌ମନ୍‌କେ ବିଚାର୍‌ ଆରି ବିନାସର୍‌ ଦିନ୍‌ ଜାକ, ଜଇ ସଙ୍ଗ୍‌ ନସ୍‌ଟ ଅଇବାକେ ଜମାଇକରି ସଙ୍ଗଇଲା ଆଚେ ।
கிந்த்வது⁴நா வர்த்தமாநே ஆகாஸ²பூ⁴மண்ட³லே தேநைவ வாக்யேந வஹ்ந்யர்த²ம்’ கு³ப்தே விசாரதி³நம்’ து³ஷ்டமாநவாநாம்’ விநாஸ²ஞ்ச யாவத்³ ரக்ஷ்யதே|
8 ମାତର୍‌ ଏ ଆଲାଦର୍‌ ବାଇମନ୍‌, ମାପ୍‌ରୁ ଦେକ୍‍ବା ଇସାବେ, ଗଟେକ୍‌ ଦିନ୍‌ଜେ ଅଜାର୍‌ ବରସ୍‌ ପାରା, ଆରି ଅଜାର୍‌ ବରସ୍‌, ଗଟେକ୍‌ ଦିନ୍‌ ପାରା, ଏ ମୁଲିକା ରଇଲା ବିସଇ ତମେ ପାସ୍‌ରା ନାଇ ।
ஹே ப்ரியதமா​: , யூயம் ஏததே³கம்’ வாக்யம் அநவக³தா மா ப⁴வத யத் ப்ரபோ⁴​: ஸாக்ஷாத்³ தி³நமேகம்’ வர்ஷஸஹஸ்ரவத்³ வர்ஷஸஹஸ்ரஞ்ச தி³நைகவத்|
9 ଅଲସମ୍‍ ଅଇସି ବଲି କେତେଲକ୍‌ ଏତାଇଲାଇନି, ମାତର୍‌ ମାପ୍‌ରୁ ନିଜେ କାତା ଦେଲା ବିସଇ ସେନ୍ତାର୍‌ ଅଲ୍‍ସମ୍‍ କରେନାଇ । ମାତର୍‌ କେମିସା ଜେନ୍ତିକି ବିନାସ୍‍ ନଅତ୍‌, ସେମନ୍‌ ସବୁ ମନ୍‌ ବାଦ୍‌ଲାଇବାଇ, ଏଟା ସେ ମନ୍‍କରି ତମର୍‌ ପାଇ ବଲି ଅଲ୍‍ସମ୍‍ ଅଇଲାନି ।
கேசித்³ யதா² விலம்ப³ம்’ மந்யந்தே ததா² ப்ரபு⁴​: ஸ்வப்ரதிஜ்ஞாயாம்’ விலம்ப³தே தந்நஹி கிந்து கோ(அ)பி யந்ந விநஸ்²யேத் ஸர்வ்வம்’ ஏவ மந​: பராவர்த்தநம்’ க³ச்சே²யுரித்யபி⁴லஷந் ஸோ (அ)ஸ்மாந் ப்ரதி தீ³ர்க⁴ஸஹிஷ்ணுதாம்’ வித³தா⁴தி|
10 ୧୦ ମାପ୍‌ରୁର୍‌ ଦିନ୍‌ ଚର୍‌ ଆଇଲା ରକାମ୍‌ କେଟିଜାଇସି । ସେ ଦିନେ ବାଦଲ୍‌ ସବୁ ବେସି ସବଦ୍‌ ସଙ୍ଗ୍‍ ନସ୍‌ଟ ଅଇଜାଇସି, ବାଦ୍‌ଲେ ଉଜଲ୍‌ ରଇବାଟାମନ୍‌ ସବୁ ସିଲିଜାଇସି, ପୁର୍‌ତିବି ଆରି ସିତି ରଇଲା ଲକ୍‌ମନ୍‌ ତିଆର୍‌ କଲା ଜେତେକ୍‌ ସବୁ ଜିନିସ୍‌ ପଡିଜିବାଇ ।
கிந்து க்ஷபாயாம்’ சௌர இவ ப்ரபோ⁴ ர்தி³நம் ஆக³மிஷ்யதி தஸ்மிந் மஹாஸ²ப்³தே³ந க³க³நமண்ட³லம்’ லோப்ஸ்யதே மூலவஸ்தூநி ச தாபேந க³லிஷ்யந்தே ப்ரு’தி²வீ தந்மத்⁴யஸ்தி²தாநி கர்ம்மாணி ச த⁴க்ஷ்யந்தே|
11 ୧୧ ଏ ସବୁ ବିସଇ ଏ ରକାମ୍‌ ଆଜିଜାଇସି, ତେବର୍‍ ପାଇ ତମେମନ୍‌ ବେସି ସୁକଲ୍‌ ଆରି ଜାଗ୍‍ରତ୍‍ସଙ୍ଗ୍‌ ରଇବାର୍‍ ଆଚେ।
அத​: ஸர்வ்வைரேதை ர்விகாரே க³ந்தவ்யே ஸதி யஸ்மிந் ஆகாஸ²மண்ட³லம்’ தா³ஹேந விகாரிஷ்யதே மூலவஸ்தூநி ச தாபேந க³லிஷ்யந்தே
12 ୧୨ ମାପ୍‌ରୁ ଆଇବା ଦିନ୍‌କେ ଜାଗି କରି, ସେଟାଜେନ୍ତି ଦାପ୍‌ରେ ଆଇସି, ସବୁ ବେଲେ ଦରମ୍‌ ଚଲାଚଲ୍‍ତି କର୍‍ବାର୍‍ ଆଚେ ।
தஸ்யேஸ்²வரதி³நஸ்யாக³மநம்’ ப்ரதீக்ஷமாணைராகாங்க்ஷமாணைஸ்²ச யூஷ்மாபி⁴ ர்த⁴ர்ம்மாசாரேஸ்²வரப⁴க்திப்⁴யாம்’ கீத்³ரு’ஸை² ர்லோகை ர்ப⁴விதவ்யம்’?
13 ୧୩ ଆମେ ସେ କାତା ଦେଲା ଇସାବେ ନୁଆଁ ବାଦଲ୍‌ ଆରି ନୁଆଁ ପୁର୍‌ତିବିକେ ଜାଗ୍‌ଲୁନି । ସେଟା ଦରମ୍‌ଲକର୍‌ ବାସା ଅଇବା ଜାଗା ଅଇସି ।
ததா²பி வயம்’ தஸ்ய ப்ரதிஜ்ஞாநுஸாரேண த⁴ர்ம்மஸ்ய வாஸஸ்தா²நம்’ நூதநம் ஆகாஸ²மண்ட³லம்’ நூதநம்’ பூ⁴மண்ட³லஞ்ச ப்ரதீக்ஷாமஹே|
14 ୧୪ ସେଟାର୍‌ ପାଇ ଏ ଆଲାଦର୍‌ ବାଇମନ୍‌, ତମେ ସେ ଦିନ୍‍କେ ଜାଗ୍‍ତେରୁଆ । ପର୍‍ମେସର୍‍ ଦେକ୍‍ବା ଇସାବେ, କାଇ ଦସ୍‍ ନ ଅଇତେ, ସୁକଲ୍‍ ଲକ୍‍ମନର୍‍ ପାରା, ତାର୍‍ ସଙ୍ଗ୍‍ ସାନ୍ତିଅଇ ରଇବାକେ ଜାଗ୍‌ରତ୍‌ ଉଆ ।
அதஏவ ஹே ப்ரியதமா​: , தாநி ப்ரதீக்ஷமாணா யூயம்’ நிஷ்கலங்கா அநிந்தி³தாஸ்²ச பூ⁴த்வா யத் ஸா²ந்த்யாஸ்²ரிதாஸ்திஷ்ட²தை²தஸ்மிந் யதத்⁴வம்’|
15 ୧୫ ଆରି, ଆମର୍‌ ମାପ୍‌ରୁ ବେସି ଦିନ୍‌ ଜାଗ୍‌ବାଟା ଆରି ରକିଆ କର୍‌ବାଟା ବଲି ଏତାଆ । ଆମର୍‌ ଆଲାଦର୍‌ ବାଇ ପାଉଲ୍‌କେ ମିସା ମାପ୍‌ରୁ ତାକେ ଦେଲା ବୁଦି ଇସାବେ ତମର୍‌ ଲଗେ ଏନ୍ତାର୍‌ ଲେକ୍‌ଲା ଆଚେ ।
அஸ்மாகம்’ ப்ரபோ⁴ ர்தீ³ர்க⁴ஸஹிஷ்ணுதாஞ்ச பரித்ராணஜநிகாம்’ மந்யத்⁴வம்’| அஸ்மாகம்’ ப்ரியப்⁴ராத்ரே பௌலாய யத் ஜ்ஞாநம் அதா³யி தத³நுஸாரேண ஸோ(அ)பி பத்ரே யுஷ்மாந் ப்ரதி ததே³வாலிக²த்|
16 ୧୬ ସେ ତାର୍‌ ସବୁ ଚିଟି ଲଗେ ମିସା ଏ ସମାନ୍‌ ବିସଇ ଲେକ୍‌ଲାଆଚେ । ମାତର୍‌ ତେଇଅନି କେତେଟା ବିସ‍ଇ ଲକ୍‌ମନ୍‌କେ ବୁଜ୍‌ବାକେ କସ୍‌ଟ ଆଚେ । ଜନ୍‌ ଲକ୍‌ମନ୍‌ ନିକ ସିକତ୍‌ନାଇ ଆରି ତାକର୍‌ ବିସ୍‌ବାସ୍‌ଟାନେ ଡାଟ୍‌ନାଇ, ଏ ସବୁ ବିସ‍ଇର୍‌ ଅରତ୍‌ ବୁଲ୍‌ଇସାବେ ବାତାଇଲାଇନି । ପର୍‌ମେସରର୍‌ ବାକିଅତେଇର‍ଇବା କେତେଟା ବିନ୍‌ ବିସ‍ଇମନ୍‌ ମିସା ଏନ୍ତାରି ବୁଲ୍‌କରି ବାତାଇଲାଇନି । ଏନ୍ତାରି କଲାର୍‌ପାଇ ପର୍‌ମେସର୍‌ ସେମନ୍‌କେ କୁରୁପ୍‌ନାସ୍‌ କର୍‌ସି ।
ஸ்வகீயஸர்வ்வபத்ரேஷு சைதாந்யதி⁴ ப்ரஸ்துத்ய ததே³வ க³த³தி| தேஷு பத்ரேஷு கதிபயாநி து³ரூஹ்யாணி வாக்யாநி வித்³யந்தே யே ச லோகா அஜ்ஞாநாஸ்²சஞ்சலாஸ்²ச தே நிஜவிநாஸா²ர்த²ம் அந்யஸா²ஸ்த்ரீயவசநாநீவ தாந்யபி விகாரயந்தி|
17 ୧୭ ଏ ଆଲାଦର୍‌ ବାଇମନ୍‌, ତମେ ଆଗେ ଅନି ଏ ସବୁ ବିସଇ ଜାନି ଜାଗର୍‌ତା ଅଇରୁଆ । କେଡେବଲ୍‌ ନିୟମ୍‌ ନ ମାନ୍‌ଲା ଲକର୍‌ ଆସାର୍‌ କାମର୍‌ ପାନ୍ଦ୍‌ଲଗେ ଅଦ୍‌ରି, ଡାଟ୍‌ସଙ୍ଗ୍‌ ରଇବା ବିସ୍‌ବାସେ ଅନି ଉନା ଉଆନାଇ ।
தஸ்மாத்³ ஹே ப்ரியதமா​: , யூயம்’ பூர்வ்வம்’ பு³த்³த்⁴வா ஸாவதா⁴நாஸ்திஷ்ட²த, அதா⁴ர்ம்மிகாணாம்’ ப்⁴ராந்திஸ்ரோதஸாபஹ்ரு’தா​: ஸ்வகீயஸுஸ்தி²ரத்வாத் மா ப்⁴ரஸ்²யத|
18 ୧୮ ମାତର୍‌ ଆମର୍‌ ମାପ୍‌ରୁ ଆରି ଉଦାର୍‌ କର୍‌ବା ଜିସୁକିରିସ୍‌ଟର୍‌ ଜିବନ୍‌ ଦୁକାଇଲାଟା ଆରି ଗିଆନ୍‌ ସଙ୍ଗ୍‌ ଅଦିକ୍‌ ଅଦିକ୍‌ ବଡା । ଏବେ ଆରି କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଜାକ ସେ ଡାକ୍‌ପୁଟା ପାଅ । ଆମେନ୍‌ । (aiōn g165)
கிந்த்வஸ்மாகம்’ ப்ரபோ⁴ஸ்த்ராது ர்யீஸு²க்²ரீஷ்டஸ்யாநுக்³ரஹே ஜ்ஞாநே ச வர்த்³த⁴த்⁴வம்’| தஸ்ய கௌ³ரவம் இதா³நீம்’ ஸதா³காலஞ்ச பூ⁴யாத்| ஆமேந்| (aiōn g165)

< ୨ ୟ ପିତର୍‌ 3 >

The Great Flood
The Great Flood